< ୨ କରନ୍ତି 5 >
1 କାୟ୍ତାକ୍ବଃଲେକ୍ ଅଃମି ଜାଣିଆଚୁ, ଜୁୟ୍ ତୁମ୍ ହର୍ ହୁର୍ତିବିର୍ ଗଃରେ ଅଃମି ଅଃବେ ବାସା କଃରୁଲୁ, ସେରି ନାସ୍ ଅୟ୍ଗଃଲେକ୍, ଇସ୍ୱର୍ ଅଃମିକ୍ ସଃର୍ଗେ ସଃବୁ ଦିନ୍ ରେତା ଗଃର୍ ଜାଗାୟ୍ ଦଃୟ୍ଦ୍ । ସେରି ମାନାୟ୍ ଆତେ ତିଆର୍ କଃଲାର୍ ନାୟ୍, ମଃତର୍ ସେରି ନିଜେ ଇସ୍ୱର୍ ତିଆର୍ କଃଲାର୍, ଜୁୟ୍ରି ସଃବୁ ଦିନ୍ ରଃୟ୍ଦ୍ । (aiōnios )
ਅਪਰਮ੍ ਅਸ੍ਮਾਕਮ੍ ਏਤਸ੍ਮਿਨ੍ ਪਾਰ੍ਥਿਵੇ ਦੂਸ਼਼੍ਯਰੂਪੇ ਵੇਸ਼੍ਮਨਿ ਜੀਰ੍ਣੇ ਸਤੀਸ਼੍ਵਰੇਣ ਨਿਰ੍ੰਮਿਤਮ੍ ਅਕਰਕ੍ਰੁʼਤਮ੍ ਅਸ੍ਮਾਕਮ੍ ਅਨਨ੍ਤਕਾਲਸ੍ਥਾਯਿ ਵੇਸ਼੍ਮੈਕੰ ਸ੍ਵਰ੍ਗੇ ਵਿਦ੍ਯਤ ਇਤਿ ਵਯੰ ਜਾਨੀਮਃ| (aiōnios )
2 ଜୁୟ୍ତାର୍ ଗିନେ ଅଃମିମଃନ୍ ତ ଅଃମିମଃନାର୍ ସଃର୍ଗାର୍ ଗଃର୍ହର୍ ବଃସ୍ତର୍ ହିନ୍ଦୁକ୍ ଗଟେକ୍ ମଃନେ ଇଚା କଃରି ଇ ଗଃରେ ରେଉଁରେଉଁ ଦୁକେ କାନ୍ଦୁଲୁ ।
ਯਤੋ ਹੇਤੋਰੇਤਸ੍ਮਿਨ੍ ਵੇਸ਼੍ਮਨਿ ਤਿਸ਼਼੍ਠਨ੍ਤੋ ਵਯੰ ਤੰ ਸ੍ਵਰ੍ਗੀਯੰ ਵਾਸੰ ਪਰਿਧਾਤੁਮ੍ ਆਕਾਙ੍ਕ੍ਸ਼਼੍ਯਮਾਣਾ ਨਿਃਸ਼੍ਵਸਾਮਃ|
3 ମଃତର୍ ସେ ସଃର୍ଗାର୍ ଗଃରେ ଗଃଲେକ୍, ଅଃମିମଃନ୍ ନଃଗ୍ଳା ନଃଡିସୁ ।
ਤਥਾਪੀਦਾਨੀਮਪਿ ਵਯੰ ਤੇਨ ਨ ਨਗ੍ਨਾਃ ਕਿਨ੍ਤੁ ਪਰਿਹਿਤਵਸਨਾ ਮਨ੍ਯਾਮਹੇ|
4 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇ ତୁମ୍ ତଃୟ୍ ବାସା କଃରି ବଜ୍ ବୟ୍ ଦୁକେ କାନ୍ଦୁଲୁ; ଜୁୟ୍ତାର୍ ଗିନେ ଅଃମିମଃନ୍ ଜେ ହୁର୍ତିବିର୍ ବଃସ୍ତର୍ ଚାଡୁକ୍ ମଃନ୍ କଃରୁଲୁ, ସେରି ନାୟ୍, ମଃତର୍ ଜିବନ୍ ଜଃନ୍କଃରି ମଃର୍ନ୍କେ ଡାହେଦ୍, ଇତାର୍ ଗିନେ ଇ ବଃସ୍ତର୍ ଉହ୍ରେ ସଃର୍ଗାର୍ ବଃସ୍ତର୍ ହିନ୍ଦୁକ୍ ଅଃମିମଃନ୍ ମଃନ୍ କଃରୁଲୁ ।
ਏਤਸ੍ਮਿਨ੍ ਦੂਸ਼਼੍ਯੇ ਤਿਸ਼਼੍ਠਨਤੋ ਵਯੰ ਕ੍ਲਿਸ਼੍ਯਮਾਨਾ ਨਿਃਸ਼੍ਵਸਾਮਃ, ਯਤੋ ਵਯੰ ਵਾਸੰ ਤ੍ਯਕ੍ਤੁਮ੍ ਇੱਛਾਮਸ੍ਤੰਨਹਿ ਕਿਨ੍ਤੁ ਤੰ ਦ੍ਵਿਤੀਯੰ ਵਾਸੰ ਪਰਿਧਾਤੁਮ੍ ਇੱਛਾਮਃ, ਯਤਸ੍ਤਥਾ ਕ੍ਰੁʼਤੇ ਜੀਵਨੇਨ ਮਰ੍ਤ੍ਯੰ ਗ੍ਰਸਿਸ਼਼੍ਯਤੇ|
5 ଆର୍ ଜେ ଇତାର୍ ଗିନେ ଅଃମିମଃନ୍କେ ଜଃଗ୍ରାତ୍ କଃରି ଆଚେ, ସେ ଇସ୍ୱର୍, ସେ ଅଃମିମଃନ୍କ୍ ସଃୟ୍ତ୍ ହଃର୍କାରେ ପବିତ୍ର ଆତ୍ମା ହେଁ ଦାନ୍ କଃରିଆଚେ ।
ਏਤਦਰ੍ਥੰ ਵਯੰ ਯੇਨ ਸ੍ਰੁʼਸ਼਼੍ਟਾਃ ਸ ਈਸ਼੍ਵਰ ਏਵ ਸ ਚਾਸ੍ਮਭ੍ਯੰ ਸਤ੍ਯਙ੍ਕਾਰਸ੍ਯ ਪਣਸ੍ਵਰੂਪਮ੍ ਆਤ੍ਮਾਨੰ ਦੱਤਵਾਨ੍|
6 ତଃବେ ଅଃମିମଃନ୍ ସଃବୁବଃଳ୍ ସାସ୍ ଦଃରି ଆଚୁ, ଆର୍ ଇ ଗଃଗାଳାର୍ ଗଃରେ ଜୁୟ୍ ହଃତେକ୍ ବାସା କଃରୁଲୁ, ସେ ହଃତେକ୍ ଜେ ଅଃମିମଃନ୍ ମାପ୍ରୁର୍ ଗଃରେହୁଣି ଦୁରିକ୍ ବାସା କଃରୁଲୁ, ଇତି ଜାଣିଆଚୁ ।
ਅਤਏਵ ਵਯੰ ਸਰ੍ੱਵਦੋਤ੍ਸੁਕਾ ਭਵਾਮਃ ਕਿਞ੍ਚ ਸ਼ਰੀਰੇ ਯਾਵਦ੍ ਅਸ੍ਮਾਭਿ ਰ੍ਨ੍ਯੁਸ਼਼੍ਯਤੇ ਤਾਵਤ੍ ਪ੍ਰਭੁਤੋ ਦੂਰੇ ਪ੍ਰੋਸ਼਼੍ਯਤ ਇਤਿ ਜਾਨੀਮਃ,
7 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଡିସ୍ତା କଃତାୟ୍ ଜିବନ୍ ନଃକାଟି, ବିସ୍ୱାସେ ଜିବନ୍ କାଟୁଲୁ ।
ਯਤੋ ਵਯੰ ਦ੍ਰੁʼਸ਼਼੍ਟਿਮਾਰ੍ਗੇ ਨ ਚਰਾਮਃ ਕਿਨ੍ਤੁ ਵਿਸ਼੍ਵਾਸਮਾਰ੍ਗੇ|
8 ହିଁ ଅଃମିମଃନ୍ ସାସି, ଆର୍ ଇ ଗଃଗାଳେ ହୁଣି ଦୁରିକ୍ ବାସା କଃରି ମାପ୍ରୁର୍ ତଃୟ୍ ବାସା କଃରୁଲାକ୍ ଅଃମିମଃନାର୍ ବୁତେକ୍ ସଃର୍ଦା ।
ਅਪਰਞ੍ਚ ਸ਼ਰੀਰਾਦ੍ ਦੂਰੇ ਪ੍ਰਵਸ੍ਤੁੰ ਪ੍ਰਭੋਃ ਸੰਨਿਧੌ ਨਿਵਸ੍ਤੁਞ੍ਚਾਕਾਙ੍ਕ੍ਸ਼਼੍ਯਮਾਣਾ ਉਤ੍ਸੁਕਾ ਭਵਾਮਃ|
9 ଇତାର୍ ଗିନେ ହେଁ ବାସା କଃର୍ତା ଲକ୍ ଅଃଉଆ କି ହଃର୍ଦେସ୍ୟା ଅଃଉଆ, ତାର୍ ତଃୟ୍ ସଃର୍ଦାର୍ ଲକ୍ ଅଃଉଁକେ ଅଃମିମଃନାର୍ ବଃଡେ ମଃନ୍ ।
ਤਸ੍ਮਾਦੇਵ ਕਾਰਣਾਦ੍ ਵਯੰ ਤਸ੍ਯ ਸੰਨਿਧੌ ਨਿਵਸਨ੍ਤਸ੍ਤਸ੍ਮਾਦ੍ ਦੂਰੇ ਪ੍ਰਵਸਨ੍ਤੋ ਵਾ ਤਸ੍ਮੈ ਰੋਚਿਤੁੰ ਯਤਾਮਹੇ|
10 କାୟ୍ତାକ୍ବଃଲେକ୍ ନିକ ଅଃଉଅ କି କଃରାବ୍ ଅଃଉଆ, ହଃତିଲକ୍ ଅଃହ୍ଣାର୍ ହୁର୍ତିବିର୍ ଗଃଗାଳ୍ କଃଲା କାମ୍ ହଃର୍କାରେ ହଃଳ୍ ହାଉଁକ୍ କ୍ରିସ୍ଟର୍ ବିଚାର୍ କଃର୍ତା ଟାଣେ ଅଃମି ସଃବୁ ଲକେ ଜାଣାୟ୍ ଅଃଉଁକେ ଅୟ୍ଦ୍ ।
ਯਸ੍ਮਾਤ੍ ਸ਼ਰੀਰਾਵਸ੍ਥਾਯਾਮ੍ ਏਕੈਕੇਨ ਕ੍ਰੁʼਤਾਨਾਂ ਕਰ੍ੰਮਣਾਂ ਸ਼ੁਭਾਸ਼ੁਭਫਲਪ੍ਰਾਪ੍ਤਯੇ ਸਰ੍ੱਵੈਸ੍ਮਾਭਿਃ ਖ੍ਰੀਸ਼਼੍ਟਸ੍ਯ ਵਿਚਾਰਾਸਨਸੰਮੁਖ ਉਪਸ੍ਥਾਤਵ੍ਯੰ|
11 ତଃବେ ମାପ୍ରୁକ୍ ଡିର୍ତା କଃତା ଜାଣ୍ଲାକ୍ ଅଃମିମଃନ୍ ଲକ୍ମଃନ୍କେ ସିକାଉଁଲୁ, ମଃତର୍ ଅଃମିମଃନ୍ ଇସ୍ୱରାର୍ ଚଃମେ ନିକ କଃରି ଜାଣାୟ୍ ଅୟ୍ ଆଚୁ, ଆର୍ ତୁମିମଃନାର୍ ବାବ୍ନା ତଃୟ୍ ହେଁ ଜେ ନିକକଃରି ଜାଣାୟ୍ ଅୟ୍ ଆଚୁ, ଇରି ମୁୟ୍ଁ ଆସା କଃରୁଲେ ।
ਅਤਏਵ ਪ੍ਰਭੋ ਰ੍ਭਯਾਨਕਤ੍ਵੰ ਵਿਜ੍ਞਾਯ ਵਯੰ ਮਨੁਜਾਨ੍ ਅਨੁਨਯਾਮਃ ਕਿਞ੍ਚੇਸ਼੍ਵਰਸ੍ਯ ਗੋਚਰੇ ਸਪ੍ਰਕਾਸ਼ਾ ਭਵਾਮਃ, ਯੁਸ਼਼੍ਮਾਕੰ ਸੰਵੇਦਗੋਚਰੇ(ਅ)ਪਿ ਸਪ੍ਰਕਾਸ਼ਾ ਭਵਾਮ ਇਤ੍ਯਾਸ਼ੰਸਾਮਹੇ|
12 ଅଃମିମଃନ୍ ଆରେକ୍ ଗଟ୍ତର୍ ତୁମାର୍ ଚଃମେ ନିଜାର୍ ଗୁଣ୍ଗିତ୍ ନଃକଉଁ, ମଃତର୍ ଜୁୟ୍ ଲକ୍ମଃନ୍ ମଃନ୍ବିତ୍ରାର୍ କଃତାକ୍ ଗଃର୍ବ୍ ନଃକେରି ହଃଦାର୍ କଃତାୟ୍ ଗଃର୍ବ୍ କଃର୍ତି, ସେମଃନ୍କେ ଜଃନ୍କଃରି ଉତୁର୍ ଦେଉଁକ୍ ହାରାସ୍, ଇତାର୍ ଗିନେ ଅଃମିମଃନାର୍ ବାଟ୍ୟା ଗଃର୍ବ୍ କଃରୁକେ ତୁମିମଃନ୍କେ ବାଟ୍ ଦେଉଁଲୁ ।
ਅਨੇਨ ਵਯੰ ਯੁਸ਼਼੍ਮਾਕੰ ਸੰਨਿਧੌ ਪੁਨਃ ਸ੍ਵਾਨ੍ ਪ੍ਰਸ਼ੰਸਾਮ ਇਤਿ ਨਹਿ ਕਿਨ੍ਤੁ ਯੇ ਮਨੋ ਵਿਨਾ ਮੁਖੈਃ ਸ਼੍ਲਾਘਨ੍ਤੇ ਤੇਭ੍ਯਃ ਪ੍ਰਤ੍ਯੁੱਤਰਦਾਨਾਯ ਯੂਯੰ ਯਥਾਸ੍ਮਾਭਿਃ ਸ਼੍ਲਾਘਿਤੁੰ ਸ਼ਕ੍ਨੁਥ ਤਾਦ੍ਰੁʼਸ਼ਮ੍ ਉਪਾਯੰ ਯੁਸ਼਼੍ਮਭ੍ਯੰ ਵਿਤਰਾਮਃ|
13 କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ନିର୍ବୁଦିଆ, ସେରି ଇସ୍ୱରାର୍ ଗିନେ, କି ଜଦି ଅଃମିମଃନ୍ ବୁଦିଆ, ସେରି ତୁମିମଃନାର୍ ଗିନେ ।
ਯਦਿ ਵਯੰ ਹਤਜ੍ਞਾਨਾ ਭਵਾਮਸ੍ਤਰ੍ਹਿ ਤਦ੍ ਈਸ਼੍ਵਰਾਰ੍ਥਕੰ ਯਦਿ ਚ ਸਜ੍ਞਾਨਾ ਭਵਾਮਸ੍ਤਰ੍ਹਿ ਤਦ੍ ਯੁਸ਼਼੍ਮਦਰ੍ਥਕੰ|
14 କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ଲାଡ୍ ଅଃମିମଃନ୍କ୍ ଆୟ୍ତ୍ କଃରି ଚାଲାଉଁଲି, ଜୁୟ୍ତାର୍ ଗିନେ ଅଃମିମଃନ୍ ଇ ବିଚାର୍ କଃରୁଲୁ ଜେ, ଏକ୍ଲା ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃରି ରିଲାକ୍ ସଃବୁ ଲକ୍ ମଃନାର୍ ବାଗିଦାରି ଅୟ୍ଲାୟ୍ ।
ਵਯੰ ਖ੍ਰੀਸ਼਼੍ਟਸ੍ਯ ਪ੍ਰੇਮ੍ਨਾ ਸਮਾਕ੍ਰੁʼਸ਼਼੍ਯਾਮਹੇ ਯਤਃ ਸਰ੍ੱਵੇਸ਼਼ਾਂ ਵਿਨਿਮਯੇਨ ਯਦ੍ਯੇਕੋ ਜਨੋ(ਅ)ਮ੍ਰਿਯਤ ਤਰ੍ਹਿ ਤੇ ਸਰ੍ੱਵੇ ਮ੍ਰੁʼਤਾ ਇਤ੍ਯਾਸ੍ਮਾਭਿ ਰ੍ਬੁਧ੍ਯਤੇ|
15 ଆର୍ ସେ ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃଲା, ଜଃନ୍କଃରି ଜୁୟ୍ ଲକ୍ମଃନ୍ ଜିବନ୍ ଆଚ୍ତି, ସେମଃନ୍ ଆର୍ ଅଃହ୍ଣା ଅଃହ୍ଣାର୍ ଗିନେ ଜିବନ୍ ନଃକାଟି, ଜେ ସେମଃନାର୍ ଗିନେ ମଃର୍ନ୍ ବୟଃଗ୍ କଃଲା ଆର୍ ଉଟ୍ଲା, ତାର୍ ଗିନେ ଜିବନ୍ କାଟ୍ତି ।
ਅਪਰਞ੍ਚ ਯੇ ਜੀਵਨ੍ਤਿ ਤੇ ਯਤ੍ ਸ੍ਵਾਰ੍ਥੰ ਨ ਜੀਵਨ੍ਤਿ ਕਿਨ੍ਤੁ ਤੇਸ਼਼ਾਂ ਕ੍ਰੁʼਤੇ ਯੋ ਜਨੋ ਮ੍ਰੁʼਤਃ ਪੁਨਰੁੱਥਾਪਿਤਸ਼੍ਚ ਤਮੁੱਦਿਸ਼੍ਯ ਯਤ੍ ਜੀਵਨ੍ਤਿ ਤਦਰ੍ਥਮੇਵ ਸ ਸਰ੍ੱਵੇਸ਼਼ਾਂ ਕ੍ਰੁʼਤੇ ਮ੍ਰੁʼਤਵਾਨ੍|
16 ତଃବେ ଆଜିହୁଣି ଅଃମିମଃନ୍ ଗଃଗାଳ୍ ହଃର୍କାରେ କାକେ ବିଚାର୍ ନଃକେରୁ, ଜଦି କ୍ରିସ୍ଟକେ ଗଃଗାଳ୍ ହଃର୍କାରେ ଅଃମିମଃନ୍ ବିଚାର୍ କଃରିରିଲୁ, ଅୟ୍ଲେକ୍ ହେଁ ଅଃବେ ଆର୍ ତାକେ ସେ ହଃର୍କାରେ ବିଚାର୍ ନଃକେରୁ ।
ਅਤੋ ਹੇਤੋਰਿਤਃ ਪਰੰ ਕੋ(ਅ)ਪ੍ਯਸ੍ਮਾਭਿ ਰ੍ਜਾਤਿਤੋ ਨ ਪ੍ਰਤਿਜ੍ਞਾਤਵ੍ਯਃ| ਯਦ੍ਯਪਿ ਪੂਰ੍ੱਵੰ ਖ੍ਰੀਸ਼਼੍ਟੋ ਜਾਤਿਤੋ(ਅ)ਸ੍ਮਾਭਿਃ ਪ੍ਰਤਿਜ੍ਞਾਤਸ੍ਤਥਾਪੀਦਾਨੀਂ ਜਾਤਿਤਃ ਪੁਨ ਰ੍ਨ ਪ੍ਰਤਿਜ੍ਞਾਯਤੇ|
17 ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟ୍ଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟ୍ଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟ୍ଆଚେ ।
ਕੇਨਚਿਤ੍ ਖ੍ਰੀਸ਼਼੍ਟ ਆਸ਼੍ਰਿਤੇ ਨੂਤਨਾ ਸ੍ਰੁʼਸ਼਼੍ਟਿ ਰ੍ਭਵਤਿ ਪੁਰਾਤਨਾਨਿ ਲੁਪ੍ਯਨ੍ਤੇ ਪਸ਼੍ਯ ਨਿਖਿਲਾਨਿ ਨਵੀਨਾਨਿ ਭਵਨ੍ਤਿ|
18 ମଃତର୍ ସଃବୁ କଃତା ଇସ୍ୱର୍ ତଃୟ୍ହୁଣି ଅୟ୍ଆଚେ; ସେ କ୍ରିସ୍ଟର୍ ତଃୟ୍ ଅଃହ୍ଣାର୍ ସଃଙ୍ଗ୍ ଅଃମିମଃନ୍ ମିସାୟ୍ ଆଚେ ଆର୍ ସେ ମିସାୟ୍ଲା ତଃୟ୍ ସେବା କଃର୍ତା ହଃଦ୍ ଅଃମିମଃନ୍କେ ଦଃୟ୍ଆଚେ ।
ਸਰ੍ੱਵਞ੍ਚੈਤਦ੍ ਈਸ਼੍ਵਰਸ੍ਯ ਕਰ੍ੰਮ ਯਤੋ ਯੀਸ਼ੁਖ੍ਰੀਸ਼਼੍ਟੇਨ ਸ ਏਵਾਸ੍ਮਾਨ੍ ਸ੍ਵੇਨ ਸਾਰ੍ੱਧੰ ਸੰਹਿਤਵਾਨ੍ ਸਨ੍ਧਾਨਸਮ੍ਬਨ੍ਧੀਯਾਂ ਪਰਿਚਰ੍ੱਯਾਮ੍ ਅਸ੍ਮਾਸੁ ਸਮਰ੍ਪਿਤਵਾਂਸ਼੍ਚ|
19 ସେ ମିସ୍ଲା ତଃୟ୍ର୍ କବୁର୍ ଇରି, ଇସ୍ୱର୍ କ୍ରିସ୍ଟର୍ ତଃୟ୍ ଜଃଗତ୍କେ ଅଃହ୍ଣାର୍ ସଃଙ୍ଗ୍ ମାପ୍ରୁସାଦ୍ କଃଲା; ସେ ଜଃଗତେ ବାସାକଃର୍ତା ଲକାର୍ ହାହ୍ କାମ୍ ନଃଗେଣି ସେ ମିସ୍ଲା ତଃୟ୍ର୍ କବୁର୍ ଅଃମିମଃନାର୍ ଚଃମେ ସଃହ୍ରି ଦଃୟ୍ଆଚେ ।
ਯਤਃ ਈਸ਼੍ਵਰਃ ਖ੍ਰੀਸ਼਼੍ਟਮ੍ ਅਧਿਸ਼਼੍ਠਾਯ ਜਗਤੋ ਜਨਾਨਾਮ੍ ਆਗਾਂਸਿ ਤੇਸ਼਼ਾਮ੍ ਰੁʼਣਮਿਵ ਨ ਗਣਯਨ੍ ਸ੍ਵੇਨ ਸਾਰ੍ੱਧੰ ਤਾਨ੍ ਸੰਹਿਤਵਾਨ੍ ਸਨ੍ਧਿਵਾਰ੍ੱਤਾਮ੍ ਅਸ੍ਮਾਸੁ ਸਮਰ੍ਪਿਤਵਾਂਸ਼੍ਚ|
20 ତଃବେ ଇସ୍ୱର୍ ଅଃମିମଃନ୍କେ କୁଦ୍ଲାର୍ ଗିନେ ଅଃମିମଃନ୍ କ୍ରିସ୍ଟର୍ ବାଟ୍ୟା ରଃଜାଦୁତାର୍ କାମ୍ କଃରୁଲୁ; କ୍ରିସ୍ଟର୍ ବାଟ୍ୟା ଅୟ୍ ଅଃମିମଃନ୍ ଗଃଉଆରି କଃରୁଲୁ, ଇସ୍ୱର୍ ତୁମିକେ ସଃତ୍ରୁ ତଃୟ୍ହୁଣି ମାପ୍ରୁସାଦ୍ କଃରି ବାଦ୍ଲାଅ ।
ਅਤੋ ਵਯੰ ਖ੍ਰੀਸ਼਼੍ਟਸ੍ਯ ਵਿਨਿਮਯੇਨ ਦੌਤ੍ਯੰ ਕਰ੍ੰਮ ਸਮ੍ਪਾਦਯਾਮਹੇ, ਈਸ਼੍ਵਰਸ਼੍ਚਾਸ੍ਮਾਭਿ ਰ੍ਯੁਸ਼਼੍ਮਾਨ੍ ਯਾਯਾਚ੍ਯਤੇ ਤਤਃ ਖ੍ਰੀਸ਼਼੍ਟਸ੍ਯ ਵਿਨਿਮਯੇਨ ਵਯੰ ਯੁਸ਼਼੍ਮਾਨ੍ ਪ੍ਰਾਰ੍ਥਯਾਮਹੇ ਯੂਯਮੀਸ਼੍ਵਰੇਣ ਸਨ੍ਧੱਤ|
21 ଜାର୍ ତଃୟ୍ ହାହାର୍ ଚିନ୍ କଃଣ୍ଡେକ୍ ନଃରିଲି, ତାକେ ସେ ଅଃମିମଃନାର୍ ଗିନେ ହାହାର୍ ହୁଜା ହର୍ କଃଲା, ଜଃନ୍କଃରି ଅଃମିମଃନ୍ ତାର୍ ଦଃୟ୍ ଇସ୍ୱରାର୍ ଚଃମେ ଦଃର୍ମି ହର୍ ଅଃଉଁନ୍ଦ୍ ।
ਯਤੋ ਵਯੰ ਤੇਨ ਯਦ੍ ਈਸ਼੍ਵਰੀਯਪੁਣ੍ਯੰ ਭਵਾਮਸ੍ਤਦਰ੍ਥੰ ਪਾਪੇਨ ਸਹ ਯਸ੍ਯ ਜ੍ਞਾਤੇਯੰ ਨਾਸੀਤ੍ ਸ ਏਵ ਤੇਨਾਸ੍ਮਾਕੰ ਵਿਨਿਮਯੇਨ ਪਾਪਃ ਕ੍ਰੁʼਤਃ|