< ୨ କରନ୍ତି 11 >
1 ତୁମିମଃନ୍ ଜଦି ମର୍ ଅଃଳକ୍ ବୁଦି ଦଃରୁଲାସ୍, ତେବେ ତ ତୁମିମଃନ୍ ମକ୍ ସଃମ୍ବାଳୁଲାସ୍ ।
Ich wollte, ihr möchtet ein wenig Torheit von mir ertragen; doch ertraget mich auch.
2 କାୟ୍ତାକ୍ବଃଲେକ୍ ଇସ୍ୱରାର୍ କଃତାର୍ ଉଦ୍ଜଗି ତଃୟ୍ ମୁୟ୍ଁ ତୁମିମଃନାର୍ ଗିନେ ଉଦ୍ଜଗି, ଜୁୟ୍ତାର୍ ଗିନେ କି ମୁୟ୍ଁ ତୁମିମଃନ୍କେ ସଃତିକାର୍ କଃନ୍ୟା ହର୍ ଗଟେକ୍ ବଃର ତଃୟ୍, ବଃଲେକ୍ କ୍ରିସ୍ଟର୍ ତଃୟ୍, ସଃହ୍ରି ଦେଉଁକ୍ ବାଗ୍ଦାନ୍ କଃରିଆଚି ।
Denn ich eifere um euch mit Gottes Eifer; denn ich habe euch einem Manne verlobt, um euch als eine keusche Jungfrau dem Christus darzustellen.
3 ମଃତର୍ ସାହ୍ ଅଃହ୍ଣାର୍ ଚଃଲାକିକଃରି ହବାକ୍ ଜଃନ୍କଃରି ବୁଲ୍କାୟ୍ଲା, ସେବାନ୍ୟା କଃଡେବଃଳ୍ ତୁମିମଃନାର୍ ମଃନ୍ କ୍ରିସ୍ଟର୍ ହାକ୍ ଦିର୍ ଆର୍ ପବିତ୍ର ତଃୟ୍ହୁଣି ବାଣା ଅୟ୍ଦ୍, ମର୍ ଇ ଡିର୍ ଅଃଉଁଲି ।
Ich fürchte aber, daß etwa, wie die Schlange Eva verführte durch ihre List, also auch euer Sinn [Eig. eure Gedanken] verderbt und abgewandt werde von der Einfalt gegen den Christus.
4 ବଃଲେକ୍ ଜୁୟ୍ ଜିସୁକେ ଅଃମିମଃନ୍ ପର୍ଚାର୍ ନଃକେଲୁ, ଇବାନ୍ୟା ବିନ୍ ଜିସୁକେ ଜଦି କେ ଆସି ପର୍ଚାର୍ କଃରେଦ୍, କି ଜୁୟ୍ ପବିତ୍ର ଆତ୍ମା ତୁମିମଃନ୍ ନଃହାୟ୍ଲାସ୍, ଇବାନ୍ୟା ବିନ୍ ଗଟେକ୍ ପବିତ୍ର ଆତ୍ମା ହାଉଆସ୍, କି ଜୁୟ୍ ନିକ କବୁର୍ ତୁମିମଃନ୍ ନଃଦେର୍ଲାସ୍, ଇବାନ୍ୟା ଗଟେକ୍ ବିନ୍ ନିକ କବୁର୍ ହାଉଆସ୍, ସେତଃନ୍ ଅୟ୍ଲେକ୍ ତୁମିମଃନ୍ ତ ବଃଡେ ସଃମ୍ବାଳ୍ତାର୍ ଲକ୍ ।
Denn wenn der, welcher kommt, einen anderen Jesus predigt, den wir nicht gepredigt haben, oder ihr einen anderen [O. andersartigen [s], ein anders Wort als vorher] Geist empfanget, den ihr nicht empfangen habt, oder ein anderes [O. andersartigen [s], ein anders Wort als vorher] Evangelium, das ihr nicht angenommen habt, so ertrüget ihr es gut.
5 କାୟ୍ତାକ୍ବଃଲେକ୍ ସେ “ବଃଡ୍ ପେରିତ୍ମଃନାର୍” ତଃୟ୍ହୁଣି ମୁୟ୍ଁ ଜେ କଃନ୍କଃରି ହେଁ ସାନ୍ ନାୟ୍, ଇରି ମଃନେ ବାବୁଲେ ।
Denn ich achte, daß ich in nichts den ausgezeichnetsten [O. den übergroßen; in ironischem Sinne von den falschen Aposteln] Aposteln nachstehe.
6 ମଃତର୍ ଜଦି ମୁୟ୍ଁ କଃତା କଃଉଁକେ ନାହାରି, ଅୟ୍ଲେକ୍ ହେଁ ଗିଆନେ ନଃହାର୍ତା ଲକ୍ ନାୟ୍; ସଃତ୍କଃରି ଅଃମିମଃନ୍ ସଃବୁ ରଃକମେ ସଃବୁ କଃତାୟ୍ ତୁମିମଃନାର୍ ହାକ୍ ଇତି ଜାଣାୟ୍ଲୁ ।
Wenn ich aber auch ein Unkundiger in der Rede bin, so doch nicht in der Erkenntnis; sondern in jeder Weise sind wir in allen Stücken [O. unter allen] gegen euch [O. vor euch] offenbar geworden.
7 ତୁମିମଃନ୍ ଜଃନ୍କଃରି ଉହ୍ରେ ଉଟାସ୍, ଇତାର୍ ଗିନେ ମୁୟ୍ଁ ଆହ୍ଣାକେ ସୁସାର୍ କଃରି ଜେ କାୟ୍ରି ନଃନେତ୍ ତୁମିମଃନାର୍ ଚଃମେ ଇସ୍ୱରାର୍ ନିକ କବୁର୍ ପର୍ଚାର୍ କଃଲେ, ଇତାର୍ ଗିନେ କାୟ୍ ହାହ୍ କଃଲେ?
Oder habe ich eine Sünde begangen, indem ich mich selbst erniedrigte, auf daß ihr erhöht würdet, weil ich euch das Evangelium Gottes umsonst verkündigt habe?
8 ତୁମିମଃନାର୍ ସେବା କଃରୁକେ ମୁୟ୍ଁ ବିନ୍ବିନ୍ ମଣ୍ଡ୍ଳିମଃନାର୍ ତଃୟ୍ହୁଣି ବୁତି ନଃୟ୍ ସେମଃନ୍କେ ଚର୍ଲେ ।
Andere Versammlungen habe ich beraubt, indem ich Lohn empfing zu eurer Bedienung.
9 ମଃତର୍ ମୁୟ୍ଁ ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ଜଃଡେବଃଳ୍ ମର୍ ଅକେଟ୍ ଅୟ୍ରିଲି, ସଃଡେବଃଳ୍ ମୁୟ୍ଁ କୁୟ୍ ଲକାର୍ ବଜ୍ ହର୍ ଅୟ୍ନଃରିଲେ, କାୟ୍ତାକ୍ବଃଲେକ୍ ମାକିଦନିଆର୍ ବାୟ୍ବେଣିମଃନ୍ ଆସି ମର୍ ଅକେଟ୍ ହୁରୁଣ୍ କଃରି ରିଲାୟ୍, ଆରେକ୍ କାୟ୍ କଃତାୟ୍ ତୁମିମଃନାର୍ ବଜ୍ ହର୍ ନେଉଁକେ ନିଜେ ଜଃଗ୍ରାତ୍ ଅୟ୍ରିଲେ, ଆର୍ ଜଃଗ୍ରାତ୍ ଅୟ୍ରଃୟ୍ନ୍ଦ୍ ।
Und als ich bei euch anwesend war und Mangel litt, fiel ich niemandem zur Last [denn meinen Mangel erstatteten die Brüder, die aus Macedonien kamen], und ich hielt mich in allem euch unbeschwerlich, und werde mich also halten.
10 ମର୍ତଃୟ୍ ରିଲା କ୍ରିସ୍ଟର୍ ସଃତ୍କେ ସାକି ମାନି ମୁୟ୍ଁ କଃଉଁଲେ ଜେ, ଆକାୟାର୍ ହଲିମଃନାର୍ ତଃୟ୍ ମର୍ ଇ ଗଃର୍ବ୍ କେ ତେବାଉଁ ନଃହାର୍ତି । କାୟ୍ତାକ୍?
Die Wahrheit Christi ist in mir, daß mir [O. so gewiß die Wahrheit Christi in mir ist, soll mir] dieses Rühmen nicht verwehrt werden soll [W. daß dieses Rühmen nicht verstopft werden soll in Bezug auf mich] in den Gegenden von Achaja!
11 ମୁୟ୍ଁ ତୁମିମଃନ୍କେ ଲାଡ୍ ନଃକେର୍ତା ଗିନେ? ଇସ୍ୱର୍ ଜାଣୁଲା ।
Warum? weil ich euch nicht liebe? Gott weiß es.
12 ମଃତର୍ ଗଃର୍ବାର୍ କଃତାୟ୍ ଅଃମାର୍ ହର୍ ଦଃକାଜଃଉଁକ୍ ଜୁୟ୍ ଲକ୍ମଃନ୍ ବାଟ୍ ଲଳ୍ତି ମୁୟ୍ଁ ଜଃନ୍କଃରି ସେମଃନ୍କେ ବାଟ୍ ନଃଦଃୟ୍, ଇତାର୍ ଗିନେ ମୁୟ୍ଁ ଜାୟ୍ରି କଃର୍ଲେ, ସେରି କଃର୍ତି ରଃୟ୍ନ୍ଦ୍ ।
Was ich aber tue, werde ich auch tun, auf daß ich denen die Gelegenheit abschneide, die eine Gelegenheit wollen, auf daß sie, worin sie sich rühmen, erfunden werden wie auch wir.
13 ବଃଲେକ୍ ଇବାନ୍ୟା ଲକ୍ ବମ୍ଳାଉତା ପେରିତ୍ ଚେଲା ଆର୍ ଟକ୍ କାମ୍ କଃର୍ତା ଲକ୍, ସେମଃନ୍ କ୍ରିସ୍ଟର୍ ପେରିତ୍ମଃନାର୍ ବେସ୍ ଦଃର୍ତି ।
Denn solche sind falsche Apostel, betrügerische Arbeiter, welche die Gestalt von Aposteln Christi annehmen.
14 ଆର୍ ଇତି କାବା ଅଃଉତାର୍ ନଃୟ୍, କାୟ୍ତାକ୍ବଃଲେକ୍ ସୟ୍ତାନ୍ ନିଜେ ଉଜାଳ୍ ଦେଉଁକେ ଦୁତାର୍ ବେସ୍ ଦଃରେଦ୍ ।
Und kein Wunder, denn der Satan selbst nimmt die Gestalt eines Engels des Lichts an;
15 ତଃବେ, ଜଦି ତାର୍ ସେବାକାରିମଃନ୍ ହେଁ ଦଃର୍ମାର୍ ସେବା କଃର୍ତା ଲକାର୍ ବେସ୍ ଦଃର୍ତି, ତଃବେ ସେରି ବଃଡ୍ କଃତା ନାୟ୍; ସେମଃନାର୍ ସେସ୍ ଦଃସା ସେମଃନାର୍ କାମ୍ ହଃର୍କାରେ ଗଃଟେଦ୍ ।
es ist daher nichts Großes, wenn auch seine Diener die Gestalt als Diener der Gerechtigkeit annehmen, deren Ende nach ihren Werken sein wird.
16 ମୁୟ୍ଁ କଃଉଁଲେ, କେ ମକ୍ ନିର୍ବୁଦିଆ ବଃଲି ବାବା ନାୟ୍; ମଃତର୍ ଜଦି ତୁମିମଃନ୍ ସେବାନ୍ୟା ମଃନେ ବାବାସ୍, ତଃବେ ହେଁ ମକ୍ ନିର୍ବୁଦିଆ ହର୍ ମଃନେ ଦଃରା, ଜଃନ୍କଃରି ମୁୟ୍ଁ ହେଁ ଅଃଳକ୍ ଗଃର୍ବ୍ କଃରୁ ହାରି ।
Wiederum sage ich: Niemand halte mich für töricht; wenn aber nicht, so nehmet mich doch auf als einen Törichten, auf daß auch ich mich ein wenig rühmen möge.
17 ମୁୟ୍ଁ ଜାୟ୍ରି କଃଉଁଲେ, ସେରି ମାପ୍ରୁର୍ କଃତା ହଃର୍କାରେ ନଃକୟ୍ଁ, ମଃତର୍ ନିର୍ବୁଦିଆର୍ ହର୍ ଇବାନ୍ୟା ଅଃଦିକ୍ ସାସେ ଗଃର୍ବ୍ କଃରି କଃଉଁଲେ ।
Was ich rede, rede ich nicht nach dem Herrn, sondern als in Torheit, in dieser Zuversicht des Rühmens.
18 ଗାଦେକ୍ ଲକ୍ମଃନ୍ ସଂସାରାର୍ ବାବ୍ନାୟ୍ ଗଃର୍ବ୍ କଃର୍ତା ଗିନେ ମୁୟ୍ଁ ହେଁ ଗଃର୍ବ୍ କଃରିନ୍ଦ୍ ।
Weil viele sich nach dem Fleische rühmen, so will auch ich mich rühmen.
19 କାୟ୍ତାକ୍ବଃଲେକ୍ ତୁମିମଃନ୍କେ ବୁଦିଆ ଦଃଙ୍ଗ୍ଳା ବଃଲି ସିନା ସଃର୍ଦାୟ୍ ନିର୍ବୁଦିଆମଃନ୍କେ ସଃମ୍ବାଳୁଲାସ୍ ।
Denn ihr ertraget gern die Toren, da ihr weise seid.
20 ଜଦି କେ ତୁମିମଃନ୍କେ ଗତିଦଃଙ୍ଗ୍ଳା କଃରି ସଃଙ୍ଗାୟ୍ଦ୍, ତୁମିମଃନାର୍ ଦଃନ୍ବିତ୍ ଜୁରି ନଃୟ୍ଦ୍, ତୁମିମଃନ୍କେ ହାନ୍ଦାୟ୍ ହଃକାୟ୍ ଦଃରେଦ୍, ଅଃକାର୍ ଅୟ୍ଦ୍ କି ତୁମିମଃନାର୍ ମୁଏଁ ଚାହୁଳ୍ ମାରେଦ୍, ତଃବେ ତୁମିମଃନ୍ ସେରି ସଃମ୍ବାଳୁଲାସ୍ ।
Denn ihr ertraget es, wenn jemand euch knechtet, wenn jemand euch aufzehrt, wenn jemand von euch nimmt, wenn jemand sich überhebt, wenn jemand euch ins Gesicht schlägt.
21 ମୁୟ୍ଁ ଲାଜ୍ ସଃଙ୍ଗ୍ ମାନୁଲେ ଜେ, ଅଃମିମଃନ୍ ତ ଦୁର୍ବୁଳ୍ ଅୟ୍ ଆଚୁ । ଅୟ୍ଲେକ୍ ହେଁ ଜୁୟ୍ କଃତାୟ୍ କେ ସାସି ଆଚେ, ମୁୟ୍ଁ ନିର୍ବୁଦିଆ ହର୍ କଃଉଁଲେ, ମୁୟ୍ଁ ହେଁ ସାସି ।
Ich rede bezüglich der Unehre, als ob wir schwach gewesen wären. Worin aber irgend jemand dreist ist [ich rede in Torheit], bin auch ich dreist.
22 ସେମଃନ୍ କାୟ୍ ଏବ୍ରିୟ? ମୁୟ୍ଁ ହେଁ ଏବ୍ରିୟ । ସେମଃନ୍ କାୟ୍ ଇସ୍ରାଏଲିୟ? ମୁୟ୍ଁ ହେଁ ଇସ୍ରାଏଲିୟ । ସେମଃନ୍ କାୟ୍ ଅବ୍ରାହାମାର୍ ବଃଉଁସ୍? ମୁୟ୍ଁ ହେଁ ଅବ୍ରାହାମାର୍ ବଃଉଁସାର୍ ।
Sind sie Hebräer? ich auch. Sind sie Israeliten? ich auch. Sind sie Abrahams Same? ich auch.
23 ସେମଃନ୍ କାୟ୍ କ୍ରିସ୍ଟର୍ ସେବାକାରି? ମୁୟ୍ଁ ବଃୟା ହର୍ କଃଉଁଲେ, ମୁୟ୍ଁ ସେମଃନାର୍ ତଃୟ୍ ହୁଣି ଅଃଦିକ୍ ବଃଡ୍ କ୍ରିସ୍ଟର୍ ସେବାକାରି, ଅଃଦିକ୍ କଃବାଳ୍ କଃର୍ତା ତଃୟ୍, ଅଃଦିକ୍ ଜଃଇଲ୍ ଡଃଣ୍ଡ୍ ବଗ୍ତା ତଃୟ୍, ଇସାବ୍ ନୟ୍ଲା ମାଡ୍ ସଃମ୍ବାଳ୍ତାର୍ ତଃୟ୍, ତର୍କେ ତର୍ ମଃର୍ନାର୍ ମୁଏଁ ହଃଳ୍ତା ତଃୟ୍ ।
Sind sie Diener Christi? [ich rede als von Sinnen] ich über die Maßen. In Mühen überschwenglicher, in Schlägen übermäßig, in Gefängnissen überschwenglicher, in Todesgefahren oft.
24 ମୁୟ୍ଁ ଜିଉଦିମ୍ନାର୍ ତଃୟ୍ହୁଣି ହାଁଚ୍ ତର୍ ଏକ୍ ଉଣା ଦୁୟ୍କଳି ଚାବୁକ୍ ମାଡ୍ କାୟ୍ଆଚି ।
Von den Juden habe ich fünfmal empfangen vierzig Streiche weniger einen. [Vergl. 5. Mose 25,3]
25 ରମିଅ ମଃନାର୍ ତଃୟ୍ ହୁଣି ତିନି ତର୍ ବେତ୍ଡାଙ୍ଗ୍ ସଃଙ୍ଗ୍ ମାଡ୍ କାୟ୍ଆଚି, ତରେକ୍ ଟେଳା ସଃଙ୍ଗ୍ ମାଡ୍ କାୟ୍ଆଚି, ତିନିତର୍ ଜାଜ୍ ବାଙ୍ଗାୟ୍ଲାକ୍ ସଃମ୍ବାଳି ଆଚି, ଡେଙ୍ଗ୍ ହାଣାୟ୍ ଗଟ୍ ଦିନ୍ ଗଟ୍ ରାତି କାଟି ଆଚି,
Dreimal bin ich mit Ruten geschlagen, einmal gesteinigt worden; dreimal habe ich Schiffbruch gelitten, einen Tag und eine Nacht habe ich in der Tiefe zugebracht;
26 ଗାଦେକ୍ ତର୍ ଜାତାଆସ୍ତାର୍ କଃର୍ତା ତଃୟ୍, ହୁର୍ହାଣି ବିପ୍ତି ତଃୟ୍, କଃଙ୍ଗାର୍ମଃନାର୍ ବିପ୍ତି ତଃୟ୍, ଜିଉଦି ଜାତିର୍ ଆର୍, ଜେ ଅଜିଉଦି ସେମଃନାର୍ ଆତେହୁଣି, ଗଃଳାର୍ ବିପ୍ତି ତଃୟ୍, ବଃନାର୍ ବିପ୍ତି ତଃୟ୍, ସଃମ୍ନ୍ଦାର୍ ବିପ୍ତି ତଃୟ୍,
oft auf Reisen, in Gefahren auf Flüssen, in Gefahren von Räubern, in Gefahren von meinem Geschlecht, in Gefahren von den Nationen, in Gefahren in der Stadt, in Gefahren in der Wüste, in Gefahren auf dem Meere, in Gefahren unter falschen Brüdern;
27 ବଃମ୍ଳାଉତା ବାୟ୍ମଃନାର୍ ବିପ୍ତି ତଃୟ୍, କଃବାଳ୍ ଆର୍ କଃସ୍ଟ୍ ବୟଃଗ୍ କଃର୍ତା ତଃୟ୍, ଗାଦେକ୍ ତର୍ ନଃସଃଉତେ ରାତି କଃଟ୍ତା ତଃୟ୍, ବୁକ୍ ଆର୍ ସସେ, ଗାଦେକ୍ ତର୍ ଉହାସ୍ ତଃୟ୍, ସିତ୍ ଆର୍ ନଃଗ୍ଳା ତଃୟ୍ ।
in Arbeit und Mühe, [O. Mühe und Beschwerde; wie in 1. Thess. 2,9; 2. Thess. 3,8] in Wachen oft, in Hunger und Durst, in Fasten oft, in Kälte und Blöße;
28 ବାକି ସଃବୁ କଃତା ଚାଡି ଆରେକ୍ ଗଟେକ୍ କଃତା ହଃତି ଦିନ୍ ମର୍ ଉହ୍ରେ ମଣ୍ଡ୍ଳିମଃନାର୍ ଗିନେ ଚିତା ମାଡୁଲି ।
außer dem, was außergewöhnlich [O. von außen] ist, noch das, was täglich auf mich andringt: [W. der tägliche Andrang an mich] die Sorge um alle Versammlungen.
29 କେ ଦୁର୍ବୁଳ୍ ଅୟ୍ଲେକ୍ ମୁୟ୍ଁ ହେଁ ଦୁର୍ବୁଳ୍ ଅୟ୍ନ୍ଦ୍, କେ ଜଦି ହାହ୍ କଃଲେକ୍ ମୁୟ୍ଁ ମଃନ୍ ଦୁକ୍ କଃରିନ୍ଦ୍ ।
Wer ist schwach, und ich bin nicht schwach? Wer wird geärgert, und ich brenne nicht?
30 ଜଦି ମର୍ ଗଃର୍ବ୍ କଃର୍ତାର୍ ଦଃର୍କାର୍ ହଃଳେଦ୍, ତଃବେ ମୁୟ୍ଁ ମର୍ ଦୁର୍ବୁଳ୍ କଃତାୟ୍ ଗଃର୍ବ୍ କଃରିନ୍ଦ୍ ।
Wenn es gerühmt sein muß, so will ich mich dessen rühmen, was meine Schwachheit betrifft.
31 ମୁୟ୍ଁ ଜେ ମିଚ୍ ନଃକଃଉଁଲେ, ଇରି ମାପ୍ରୁ ଜିସୁର୍ ଇସ୍ୱର୍ ଉବା ଜାଣୁଲା; ସେ ଜୁଗେଜୁଗେ ଦନ୍ୟ । (aiōn )
Der Gott und Vater des Herrn Jesu, der gepriesen ist in Ewigkeit, weiß, daß ich nicht lüge. (aiōn )
32 ଦମେସକ୍ ତଃୟ୍ ଆରେସ୍ଟାର୍କ୍ ରଃଜାର୍ ସାସନ୍କାରି ମକ୍ ଦଃରୁକ୍ ସେ ଗଃଳେ ଜାଗୁଆଳିମଃନ୍କେ ଜାଗାୟ୍ରିଲା ।
In Damaskus verwahrte der Landpfleger des Königs Aretas die Stadt der Damascener, indem er mich greifen wollte,
33 ଆର୍ ଡଃଲାୟ୍ ଗଟେକ୍ କୁଆଳ୍ କଃତି ଜର୍କା ବାଟ୍ୟା ମକ୍ ଉତ୍ରାୟ୍ ଦିଆ ଅୟ୍ଲି, ଆରେକ୍ ମୁୟ୍ଁ ତାର୍ ଆତେ ହୁଣି ବାଚ୍ଲେ ।
und ich wurde durch ein Fenster in einem Korbe an der [O. durch die] Mauer hinabgelassen und entrann seinen Händen.