< ୧ ତିମତି 4 >
1 ସେସ୍କାଳେ କଃତେକ୍ ଲକ୍ ମିଚୁଆ ଗୁରୁମଃନାର୍ କଃତାୟ୍ ହଃଳି ବିସ୍ୱାସ୍ ଚାଡ୍ତି ଟକ୍ଗୁରୁ ମଃନାର୍ ବିସ୍ୱାସ୍ କଃର୍ତିରିଲା ହାହ୍ ଆତ୍ମାର୍ ବିସ୍ୱାସେ ଜାତି ଆର୍ ଜଃତ୍କଃତ୍ ଅଃଉତି ।
Duch pak světle praví, že v posledních časích odvrátí se někteří od víry, poslouchajíce duchů bludných a učení ďábelských,
2 ଇମଃନ୍ ବୁଲ୍କାଉତା ଆର୍ ମିଚୁଆମଃନ୍ ସେମଃନାର୍ ବୁଦି ମଃଲାର୍
V pokrytství lež mluvících, a cejchované majících svědomí své,
3 ସେ ମିଚୁଆ ଗୁରୁମଃନ୍ ବିବାନଃଉଆ ବଃଲ୍ତି, ଆର୍ ବିନ୍ବିନ୍ କାଦି ତଃୟ୍ହୁଣି ବିନେ ରେଉଁକେ ସିକାଉତି । ବିସ୍ୱାସି ଆର୍ ସଃତ୍ ଜାଣିରିଲା ଲକ୍ମଃନାର୍ ତଃୟ୍ହୁଣି ଦନ୍ୟବାଦ୍ ଦଃୟ୍ କାଉଁକେ ଇସ୍ୱର୍ ଇରିମଃନ୍ ଉବ୍ଜାଣ୍ କଃରିଆଚେ ।
Zbraňujících ženiti se, přikazujících zdržovati se od pokrmů, kteréž Bůh stvořil k užívání s díkčiněním věřícím a těm, jenž poznali pravdu.
4 କାୟ୍ତାକ୍ବଃଲେକ୍ ଇସ୍ୱର୍ ଉବ୍ଜାୟ୍ଲାର୍ ସଃବୁ ନିକ, ଆର୍ ଦନ୍ୟବାଦ୍ ଦଃୟ୍ କାୟ୍ଲେକ୍ କାୟ୍ରିହେଁ ଚାଡ୍ତାର୍ ନାୟ୍ ।
Nebo všeliké stvoření Boží dobré jest, a nic nemá zamítáno býti, což se s díků činěním přijímá.
5 ବଲେକ୍, ଇସ୍ୱରାର୍ ବାକ୍ୟୟ୍ ଆର୍ ପାର୍ତ୍ନାୟ୍ ସେରି ନିର୍ମୁଳ୍ କଃରା ଅୟ୍ଦ୍ ।
Posvěcuje se zajisté skrze slovo Boží a modlitbu.
6 ତିମତି, ଇସଃବୁ କଃତାମଃନ୍ ବାୟ୍ବେଣିମଃନ୍କେ ସିକ୍ୟା ଦିଲେକ୍ କ୍ରିସ୍ଟଜିସୁର୍ ଗଟେକ୍ ନିକ ସେବାକାରି ଅଃଉସି, ଆରେକ୍ ତୁମି ଜୁୟ୍ ବିସ୍ୱାସ୍ ଆର୍ ନିକ ସିକ୍ୟାୟ୍ ଚାଲି ଆସି ଆଚାସ୍, ସେରଃକମ୍ ବାକ୍ୟୟ୍ ହୁରା ଅଃଉସି ।
Toto předkládaje bratřím, budeš dobrý služebník Jezukristův, vykrmený slovy víry a pravého učení, kteréhož jsi následoval.
7 ଇସ୍ୱର୍ ଲାଜ୍ କଃର୍ତିରିଲା ମଲ୍ନୟ୍ଲା କଃତାମଃନ୍ ସୁଣାନାୟ୍ । ଇସ୍ୱର୍କେ ମାୟ୍ନ୍କାରି ଜିବନ୍ କାଟୁକ୍ ଅବ୍ୟାସ୍ କଃରା ।
Světské pak a babské básně zavrz, ale cvič se v zbožnosti.
8 କାୟ୍ତାକ୍ବଃଲେକ୍ ଗଃଗାଳେ କେଳ୍ତାର୍ ଅଃଳକ୍ ଦିନ୍ ହାଇଁ ଲାବ୍, ମଃତର୍ ଇସ୍ୱର୍କେ ମାୟ୍ନ୍ କଃର୍ତାର୍ ଇ କାଳେ ଆର୍ ସେ କାଳେ ସଃୟ୍ତ୍ କଃଲା ଜିବନାର୍ ସଃବୁ କଃତାୟ୍ ଉହ୍କାର୍ ।
Nebo tělesné cvičení malého jest užitku, ale zbožnost ke všemu jest užitečná, a má i nynějšího i budoucího života zaslíbení.
9 ଇ କଃତା ସଃତ୍ୟା ଆର୍ ହୁରାହୁରି ମାନ୍ତା ଜୟ୍ଗ୍ ।
Věrnáť jest tato řeč a hodná, aby všelijak oblíbena byla.
10 ଇତାର୍ ଗିନେ ତ ଅଃମିମଃନ୍ ମଃନ୍ହଃରାଣ୍ ଦଃୟ୍ କଃସ୍ଟ୍ ଆର୍ ଚେସ୍ଟାକ୍ରୁଲୁ, ବଃଲେକ୍ ଜୁୟ୍ ଜିବନ୍ ଇସ୍ୱର୍ ସଃବୁ ମାନାୟ୍ର୍, ମୁଳ୍କଃରି ବିସ୍ୱାସିମଃନାର୍ ମୁକ୍ଳାଉତା ଲକ୍, ତାର୍ତଃୟ୍ ଅଃମିମଃନାର୍ ଆସା ଆଚେ ।
Proto zajisté i pracujeme, i pohanění neseme, že naději máme v Bohu živém, kterýž jest spasitel všech lidí, a zvláště věřících.
11 ତୁୟ୍ ଇ ସଃବୁ ବିସୟ୍ ଆଦେସ୍ ଦଃୟ୍ ସିକ୍ୟା ଦେସ୍ ।
Ty věci předkládej a uč.
12 ତର୍ ଦଃଙ୍ଗ୍ଳା ବଃଇଁସାର୍ ଗିନେ ତକେ କେହେଁ ଇନ୍ମାନ୍ ନଃକେରତ୍, ମଃତର୍ କଃତାୟ୍, ଚାଲାଚାଲ୍ତି ତଃୟ୍, ଲାଡେ, ବିସ୍ୱାସେ, ଆର୍ ନିର୍ମୁଲ୍ ସଃଙ୍ଗ୍ ବିସ୍ୱାସିମଃନାର୍ ଗଟେକ୍ ନିକ ଲକାର୍ ହର୍ ଅଃଉ ।
Nižádný mladostí tvou nepohrdej, ale buď příkladem věrných v řeči, v lásce, v duchu, u víře, v čistotě.
13 ମୁୟ୍ଁ ତର୍ତଃୟ୍ ଆସ୍ତା ହଃତେକ୍ ସାସ୍ତର୍ ହଳୁକ୍, ପର୍ଚାର୍ କଃରୁକେ ଆର୍ ସିକ୍ୟା ଦେଉଁକ୍ ମଃନ୍ ଦେସ୍ ।
Dokudž k tobě nepřijdu, buďiž pilen čítání, a napomínání, i učení.
14 ମଣ୍ଡ୍ଳିର୍ ପାରାଚିନ୍ମଃନ୍ ତର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ତକ୍ ଜୁୟ୍ ଆତ୍ମାର୍ ବର୍ ଦାନ୍ ଦିଆ ଅୟ୍ଆଚେ, ସେରି ଏଳା କଃର୍ ନାୟ୍ ।
Nezanedbávej daru, kterýž jest v tobě, jenž jest dán skrze proroctví s vzkládáním rukou starších na tě.
15 ମୁୟ୍ଁ ଲେକିରିଲା ସଃବୁ କଃତା ମଃନ୍ଦଃୟ୍ କଃରି ମାନୁକେ ଅବ୍ୟାସ୍ କଃର୍ ତଃବେ ତର୍ କାମ୍ ଦାମ୍ ତୟ୍ ଟିକ୍ ବିସୟେ ଜଃଗ୍ରାତ୍ ରେ ।
O tom přemyšluj, v tom buď ustavičně, aby prospěch tvůj zjevný byl všechněm.
16 ନିଜାର୍ ବିସୟେ ଆର୍ ନିଜାର୍ ସିକ୍ୟା ବିସୟେ ଜଃଗ୍ରାତ୍ ଅଃଉ, ଇ ସଃବୁ ବିସୟେ ଲାଗିରେ, କାୟ୍ତାକ୍ବଃଲେକ୍ ସେରି କଃଲେକ୍ ତୁୟ୍ ନିଜାର୍ ମୁକ୍ତି ଆର୍ ତର୍ ସିକ୍ୟା ସୁଣ୍ତା ଲକ୍ମଃନାର୍ ମୁକ୍ତି ହେଁ ସାଦୁନ୍ କଃରୁ ହାର୍ସି ।
Budiž sebe pilen i učení, a v tom trvej; nebo to čině, i samého sebe spasíš, i ty, kteříž tebe poslouchají.