< ୧ ତିମତି 3 >
1 ଇ କଃତା ସଃତ୍, କେ ଜଦି ମୁଳିକା ଅଃଉଁକେ ମଃନ୍କଃରେଦ୍, ତଃବେ ସେ ନିକ କାମ୍ କଃରୁକେ ଇଚା କଃର୍ ।
It is a faithful saying, that if a man desireth the eldership, he desireth a good work.
2 ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକାର୍ ନିର୍ଦସି ଗୁଣ୍, ସେ ଗଟେକ୍ ମାୟ୍ଜିର୍ ଡକ୍ରାସି ଅୟ୍ବାର୍ ଆଚେ, ନିକ ଗୁଣାର୍, ନିକ ବୁଦି, ନିକ ଚାଲାଚାଲ୍ତି, ଲକ୍ସସି ଆର୍ ସିକ୍ୟା ଦେଉଁକ୍ ପିଆସ୍ ଲକ୍ ଅୟ୍ ରଃୟ୍ଦ୍ ।
And an elder ought to be such, that no blame can be found in him; and he should be the husband of one wife, with a vigilant mind, and sober and regular in his habits, and affectionate to strangers, and instructive;
3 ସେ ମଃଦୁଆ କି କୁନ୍ଦିକାଡୁ ନଃୟ୍କଃରି, ଦିର୍ ଆର୍ ଦିର୍ ମଃନାର୍, କାର୍ ସଃଙ୍ଗ୍ ବିରଦ୍ ନୟ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ ।
and not a transgressor in regard to wine, and whose hand is not swift to strike; but he should be humble, and not contentious, nor a lover of money;
4 ନିଜାର୍ କୁଟୁମ୍କେ ନିକକଃରି ସାକାଳେଦ୍, ମଃନ୍ ଦିଆନେ ଅଃହ୍ଣାର୍ ହିଲାମଃନ୍କେ ମାନାୟ୍କଃରି ରଃୟ୍ଦ୍ ।
and one that guideth well his own house, and holdeth his children in subjection with all purity.
5 କେ ଜଦି ଅଃହ୍ଣାର୍ ଗଃର୍ କୁଟୁମ୍କେ ଚାଲାଉଁକେ ନଃଜାଣେ, ତଃବେ ସେ କଃନ୍କଃରି ଇସ୍ୱରାର୍ ମଣ୍ଡ୍ଳିକେ ଜଃତୁନ୍ ନେଉଁହାରେ?
For if he knoweth not how to guide his own house well, how can he guide the church of God.
6 ସେ ନଃଉଆଁ ବିସ୍ୱାସି ଅୟ୍ନଃରେଅ, ଜଃଡେବଃଳ୍ ବଃଡ୍ହାଣ୍ୟା ଅୟ୍ ସୟ୍ତାନ୍ ହର୍ ଡଃଣ୍ଡ୍ ହାୟ୍ଦ୍ ।
Neither let him be of recent discipleship; lest he be uplifted, and fall into the condemnation of Satan.
7 ସେ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ହେଁ ଡାକ୍ହୁଟା ଅୟ୍ରେବାର୍ ଆଚେ, ଅଃଉଁହାରେ ସେ ଲିନ୍ଦା ହାୟ୍ ସୟ୍ତାନାର୍ ହାନ୍ଦାୟ୍ ହଃଳେଦ୍ ।
And there ought to be good testimony of him from those without; lest he fall into reproach and the snare of Satan.
8 ସେରଃକମ୍ ମଣ୍ଡ୍ଳିର୍ ସେବାକାରିମଃନ୍ ନିର୍ମୁଳ୍ ବାବ୍ନା ସଃଙ୍ଗ୍ ବିସ୍ୱାସାର୍ ଗବିର୍ ଗ୍ୟାନ୍କେ ଦଃରି ଦିର୍ସୁସାୟ୍ ଚଃର୍ନ୍ବାଡା ନଃୟ୍କଃରି, ସେମଃନ୍ ମଃଦ୍ ନଃକାଅତ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ ।
And so also the deacons should be pure, and not speak double, nor incline to much wine, nor love base gains;
9 ଅଃମିମଃନାର୍ ଦଃର୍ମ୍ ବିସ୍ୱାସାର୍ ଜାଣାହଃଳ୍ଲାର୍ ସଃତ୍ମଃନ୍ ସେମଃନ୍ ନିର୍ମୁଳ୍ ମଃନେ ଅଃଟୁଆ ବାବେ ବିସ୍ୱାସ୍ କଃର୍ତି ରେବାର୍ ଆଚେ ।
but should hold the mystery of the faith with a pure conscience.
10 ସେମଃନ୍ ହେଁ ହଃର୍ତୁ ପରିକ୍ୟା ଜିଣତ୍ ଆର୍ ଲିନ୍ଦା ନଃବାରାୟ୍ଲେକ୍, ମଣ୍ଡ୍ଳିର୍ ସେବାକାରି ହଃଦେ ସେମଃନ୍କେ ବାଚା ।
And let them be first tried, and then let them serve, if they are without blame.
11 ସେରଃକମ୍ ସେମଃନାର୍ ମାୟ୍ଜିମଃନ୍ ହେଁ ବିନ୍ ଲକ୍କେ ଲିନ୍ଦାକାରି ନଃୟ୍କଃରି ଦିର୍ ସୁସ୍ତାୟ୍, ସୁଆଦ୍ କଃତା ଆର୍ ସଃବୁ କଃତାୟ୍ ମାୟ୍ନ୍କାରିଣି ବିସ୍ୱାସି ଅଃଉତା ଲଳା ।
So also should the wives be chaste and of vigilant minds; and they should be faithful in all things; and they should not be slanderers.
12 ସେବାକାରିମଃନ୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅଃଉତ୍ ଆର୍ ଅଃହ୍ଣା ମଃନ୍କାର୍ ହିଲାମଃନ୍କେ ଆର୍ ଗଃର୍ କୁଟୁମ୍କେ ନିକ କଃରି ଚାଲାଅତ୍ ।
Let the deacons be such as have each one wife and guide well their children and households.
13 କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ନିକ କଃରି ସେବାକାରିର୍ କାମ୍ କଃରି ଆଚ୍ତି, ସେମଃନ୍ ଅଃହ୍ଣା ମଃନ୍କାର୍ ଗିନେ ନାମର୍ତା ଆର୍ କ୍ରିସ୍ଟ ଜିସୁର୍ ତଃୟ୍ ବିସ୍ୱାସାର୍ ଗିନେ ଜଃବର୍ ସାସ୍ ହାଉତି ।
For they who serve well as deacons, procure for themselves a good degree, and much boldness in the faith of Jesus the Messiah.
14 ଇ ଚିଟି ଲେକ୍ଲା ବଃଳ୍ ମୁୟ୍ଁ ବେଗି ତୁମାର୍ ହାକ୍ ଆସିନ୍ଦ୍ ବଃଲି ଆସା କଃରୁଲେ ।
These things I write to thee, while hoping soon to come to thee;
15 ମଃତର୍ ଜଃଡେବଃଳ୍ ମୁୟ୍ଁ ବେଗି ଆସୁ ନଃହାରି, ତଃବେ ଇସ୍ୱରାର୍ ଗଃରେ, ବଃଲେକ୍, ଜିବନ୍ ଇସ୍ୱରାର୍ ମଣ୍ଡ୍ଳିର୍ ସଃତାର୍ ମୁଣ୍ଡା ଆର୍ ମୁଳ୍ କୁନାଦି ତାର୍ ତଃୟ୍ କଃନ୍କଃରି ଚାଲାଚାଲ୍ତି କଃରୁକେ ହଃଳେଦ୍, ସେରି ଜଃନ୍କଃରି ତୁମି ଜାଣାସ୍, ସେତାକ୍ ଇତି ସଃବୁ ତୁମିକେ ଲେକୁଲେ ।
but if I should delay, that thou mayest know how thou oughtest to conduct thyself in the house of God, which is the church of the living God. The pillar and the foundation of the truth,
16 ଇସ୍ୱର୍ ମାନ୍ତିର୍ ଗୁପ୍ତ୍ ଗ୍ୟାନ୍ ଜେ ବଃଡ୍କଃତା, ଇରି ସଃବୁ ଲକ୍ ମାନ୍ତି । ସେରି ଇରି, କ୍ରିସ୍ଟ ଗଃଗାଳ୍ ଦଃରି ଦଃକାୟ୍ ଅୟ୍ଲା, ଆତ୍ମାୟ୍ ଦଃର୍ମି ବଃଲି ସଃତ୍ ବଃଲାୟ୍ ଅୟ୍ଲା, ଦୁତ୍ମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା, ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ପର୍ଚାର୍ ଅୟ୍ଲା, ଜଃଗତେ ତାକ୍ ସଃତ୍ କଃଲାୟ୍, ଜଃଜ୍ମାନେ ସଃର୍ଗେ ଗଃଲା ।
and truly great, is this mystery of righteousness, which was revealed in the flesh, and justified in the spirit, and seen by angels, and proclaimed among the Gentiles, and believed on in the world, and received up into glory.