< ୧ ତେସଲନିକି 4 >
1 ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ଇସ୍ୱର୍କେ ସଃର୍ଦା କଃରୁକେ କଃନ୍କଃରି ଜିବନ୍ କାଟ୍ତା କଃତା, ସେ କଃତା ତୁମିମଃନ୍ ଅଃମାର୍ ତଃୟ୍ହୁଣି ଜଃନ୍କଃରି ସିକ୍ୟା ହାୟ୍ରିଲାସ୍, ଟିକ୍ ସେନ୍କଃରି ତୁମିମଃନ୍କେ ଜିବନ୍ କାଟି ଆସୁଲାସ୍, ମଃତର୍ ଇତାର୍ ତଃୟ୍ହୁଣି କଃଣ୍ଡେକ୍ ଅଃଦିକ୍ କଃରୁକେ ତୁମିମଃନ୍କେ ଅଃବେ ମାପ୍ରୁ ଜିସୁର୍ ନାଉଁଏ ଗଃଉଆରି କଃରି ସାସ୍ ଦେଉଁଲୁ ।
he bhrātaraḥ, yuṣmābhiḥ kīdṛg ācaritavyaṁ īśvarāya rocitavyañca tadadhyasmatto yā śikṣā labdhā tadanusārāt punaratiśayaṁ yatnaḥ kriyatāmiti vayaṁ prabhuyīśunā yuṣmān vinīyādiśāmaḥ|
2 କାୟ୍ତାକ୍ବଃଲେକ୍ ଅଃମିମଃନ୍ ମାପ୍ରୁ ଜିସୁର୍ ତଃୟ୍ହୁଣି ଅଃଦିକାର୍ ହାୟ୍ ତୁମିମଃନ୍କେ ଜାୟ୍ଜାୟ୍ ବଲ୍ ଦଃୟ୍ଆଚି, ସେରି ତୁମିମଃନ୍ ଜାଣାସ୍ ।
yato vayaṁ prabhuyīśunā kīdṛśīrājñā yuṣmāsu samarpitavantastad yūyaṁ jānītha|
3 କାୟ୍ତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍,
īśvarasyāyam abhilāṣo yad yuṣmākaṁ pavitratā bhavet, yūyaṁ vyabhicārād dūre tiṣṭhata|
4 ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ ।
yuṣmākam ekaiko janaḥ svakīyaṁ prāṇādhāraṁ pavitraṁ mānyañca rakṣatu,
5 ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା ।
ye ca bhinnajātīyā lokā īśvaraṁ na jānanti ta iva tat kāmābhilāṣasyādhīnaṁ na karotu|
6 ଆରେକ୍ ବିନ୍ କୁୟ୍ ବିସ୍ୱାସି ବାୟ୍କ୍ ଅଃନ୍ୟାୟ୍ କଃରାନାୟ୍ କି ସେମଃନ୍କେ ଜଃଟା ନାୟ୍, ଇ କଃତା ଅଃମି ଆଗ୍ତୁ କୟ୍ଆଚୁ ଆର୍ ଅଃବେ ହେଁ ଜଃଗ୍ରାତ୍ କଃରାୟ୍ ସାକି ଦେଉଁଲୁ, ଜୁୟ୍ ଲକ୍କେ ସେବାନ୍ୟା କଃରେଦ୍ ମାପ୍ରୁ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ ।
etasmin viṣaye ko'pyatyācārī bhūtvā svabhrātaraṁ na vañcayatu yato'smābhiḥ pūrvvaṁ yathoktaṁ pramāṇīkṛtañca tathaiva prabhuretādṛśānāṁ karmmaṇāṁ samucitaṁ phalaṁ dāsyati|
7 କାୟ୍ତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ବିଟାଳ୍ ଜିବନ୍ କାଟୁକ୍ ନଃକୁଦି, ପବିତ୍ର ଅଃଉଁକେ କୁଦି ଆଚେ ।
yasmād īśvaro'smān aśucitāyai nāhūtavān kintu pavitratvāyaivāhūtavān|
8 ବଃଲେକ୍ ଜୁୟ୍ ଲକ୍ ଇ ସଃବୁ ସିକ୍ୟାକ୍ ନଃମାନେ, ସେ ନଃରାର୍ ସିକ୍ୟାକ୍ ନଃମାନେ ସେରି ନାୟ୍, ମଃତର୍ ଜୁୟ୍ ଇସ୍ୱର୍ ତୁମିମଃନାର୍ ମଃନେ ଅଃହ୍ଣାର୍ ପବିତ୍ର ଆତ୍ମା ଦଃୟ୍ଦ୍, ତାକେ ନଃମାନେ ।
ato heto ryaḥ kaścid vākyametanna gṛhlāti sa manuṣyam avajānātīti nahi yena svakīyātmā yuṣmadantare samarpitastam īśvaram evāvajānāti|
9 କ୍ରିସ୍ଟବିସ୍ୱାସି ବାୟ୍ବେଣିମଃନ୍କେ ତୁମାର୍ ଲାଡ୍ କଃର୍ତା କଃତା ତୁମିକେ ଆରେକ୍ ଅଃଦିକ୍ ଲେକଃତା ଲଳା ନାୟ୍, କାୟ୍ତାକ୍ବଃଲେକ୍ ନିଜ୍ନିଜ୍କେ କଃନ୍କଃରି ଲାଡ୍ କଃରାସ୍, ସେରି ନିଜେ ଇସ୍ୱରାର୍ ତଃୟ୍ହୁଣି ସିକି ଆଚାସ୍ ।
bhrātṛṣu premakaraṇamadhi yuṣmān prati mama likhanaṁ niṣprayojanaṁ yato yūyaṁ parasparaṁ premakaraṇāyeśvaraśikṣitā lokā ādhve|
10 ଆରେକ୍, ସଃତ୍କଃରି ମାକିଦନିଆର୍ ସଃବୁହାକ୍ ରେତା କ୍ରିସ୍ଟାନ୍ ବାୟ୍ବେଣିମଃନାର୍ ସଃଙ୍ଗ୍ ସେବାନ୍ୟା ବେବାର୍ କଃରୁଲାସ୍ । ଅୟ୍ଲେକ୍ ହେଁ ଏ ବାୟ୍ବେଣିମଃନ୍, ତୁମିମଃନ୍କେ ଜଃନ୍କଃରି ଆରେକ୍ ଅଃଦିକ୍ ସେରି କଃରାସ୍, ସେତାର୍ ଗିନେ ଗଃଉଆରି କଃରୁଲୁ ।
kṛtsne mākidaniyādeśe ca yāvanto bhrātaraḥ santi tān sarvvān prati yuṣmābhistat prema prakāśyate tathāpi he bhrātaraḥ, vayaṁ yuṣmān vinayāmahe yūyaṁ puna rbahutaraṁ prema prakāśayata|
11 ଆରେକ୍ ତୁମିମଃନ୍କେ ଦିଲା ଅଃମିମଃନାର୍ ଆଦେସ୍ ହଃର୍କାରେ ତୁମିମଃନ୍କେ ଜଃନ୍କଃରି ସୁସ୍ତାୟ୍ ବାସାକଃରି ଅଃହ୍ଣା ଅଃହ୍ଣାର୍ କାମେ ଲାଗି ନିଜାର୍ ଜିବ୍କା ଅଃର୍ଜୁକ୍ ତୁମାର୍ ମଃନ୍ ଅଃଉଅ, ଇରି ତୁମିମଃନ୍ ରେଉଁକ୍ ଆର୍ ନିଜାର୍ ନିଜାର୍ ଆତେ କାମ୍ କଃରୁକେ ମାନ୍ତିର୍ କଃତା ବଃଲି ମଃନେ ବାବାସ୍, ଇତାର୍ ଗିନେ ଅଃମିମଃନ୍ ତୁମିମଃନ୍କେ ଗଉଆରି କଃରୁଲୁ ।
aparaṁ ye bahiḥsthitāsteṣāṁ dṛṣṭigocare yuṣmākam ācaraṇaṁ yat manoramyaṁ bhavet kasyāpi vastunaścābhāvo yuṣmākaṁ yanna bhavet,
12 ଅଃନ୍କାର୍ କଃଲେକ୍ ତୁମିମଃନ୍ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ନିକ ଚାଲାଚାଲ୍ତି ଲକ୍ ଅଃଉଆସ୍, ଆର୍ ତୁମିମଃନାର୍ କାୟ୍ରି ହେଁ ଅକେଟ୍ ନୟେ ।
etadarthaṁ yūyam asmatto yādṛśam ādeśaṁ prāptavantastādṛśaṁ nirvirodhācāraṁ karttuṁ svasvakarmmaṇi manāṁmi nidhātuṁ nijakaraiśca kāryyaṁ sādhayituṁ yatadhvaṁ|
13 ଏ ବାୟ୍ବେଣିମଃନ୍, ବଃର୍ସା ନୟ୍ଲା ବିନ୍ ସଃବୁ ଲକ୍ମଃନାର୍ ହର୍ ତୁମିମଃନ୍ ଜଃନ୍କଃରି ବଃଡେ ମଃନ୍ଦୁକ୍ ନଃକେରାସ୍, ଇତାର୍ ଗିନେ ମଃଲା ଲକ୍ମଃନାର୍ କଃତା ତୁମିମଃନ୍ ଜେ ଲୁକ୍ଣେ ରିଆ, ଇରି ଅଃମିମଃନାର୍ ମଃନ୍ ନାୟ୍ ।
he bhrātaraḥ nirāśā anye lokā iva yūyaṁ yanna śocedhvaṁ tadarthaṁ mahānidrāgatān lokānadhi yuṣmākam ajñānatā mayā nābhilaṣyate|
14 କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ବିସ୍ୱାସ୍ କଃରୁଲୁ, ଜିସୁ ମଃରି ଆରେକ୍ ଉଟି ଆଚେ, ତଃବେ ଇସ୍ୱର୍ ହେଁ ଜିସୁର୍ ତଃୟ୍ ବିସ୍ୱାସ୍ କଃରି ମଃରିରିଲା ଲକ୍ମଃନ୍କେ ସେରଃକମ୍ ତାର୍ ସଃଙ୍ଗ୍ ଆଣେଦ୍, ଇରି ହେଁ ବିସ୍ୱାସ୍ କଃର୍ତା ଲଳା ।
yīśu rmṛtavān punaruthitavāṁśceti yadi vayaṁ viśvāsamastarhi yīśum āśritān mahānidrāprāptān lokānapīśvaro'vaśyaṁ tena sārddham āneṣyati|
15 ଅଃମିମଃନ୍ ମାପ୍ରୁର୍ କଃତା ହଃର୍କାରେ ତୁମିମଃନ୍କେ ଇରି କଃଉଁଲୁ, ଅଃମିମଃନ୍ ଜଃତେକ୍ ଲକ୍ ମାପ୍ରୁ ଆସ୍ତା ଦିନ୍ ହଃତେକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ଅଃମିମଃନ୍ କଃନ୍କଃରି ହେଁ ମଃଲା ଲକ୍ମଃନାର୍ ତଃୟ୍ହୁଣି ଆଗ୍ତୁ ଜଃଉଁ ନଃହାରୁ ।
yato'haṁ prabho rvākyena yuṣmān idaṁ jñāpayāmi; asmākaṁ madhye ye janāḥ prabhorāgamanaṁ yāvat jīvanto'vaśekṣyante te mahānidritānām agragāminona na bhaviṣyanti;
16 କାୟ୍ତାକ୍ବଃଲେକ୍ ମାପ୍ରୁ ନିଜେ ଆଦେସ୍ ଦଃୟ୍ ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟ୍ ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି ।
yataḥ prabhuḥ siṁhanādena pradhānasvargadūtasyoccaiḥ śabdeneśvarīyatūrīvādyena ca svayaṁ svargād avarokṣyati tena khrīṣṭāśritā mṛtalokāḥ prathamam utthāsyānti|
17 ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପ୍ରୁର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପ୍ରୁର୍ ସଃଙ୍ଗ୍ ରେଉଁନ୍ଦ୍ ।
aparam asmākaṁ madhye ye jīvanto'vaśekṣyante ta ākāśe prabhoḥ sākṣātkaraṇārthaṁ taiḥ sārddhaṁ meghavāhanena hariṣyante; itthañca vayaṁ sarvvadā prabhunā sārddhaṁ sthāsyāmaḥ|
18 ତଃବାର୍ଗିନେ ଇ ସଃବୁ କଃତା କୟ୍ ତୁମିମଃନ୍କେ ନିଜାର୍ ନିଜାର୍ ବିତ୍ରେ ଦୁକ୍ ହାସ୍ରାଉଆ ।
ato yūyam etābhiḥ kathābhiḥ parasparaṁ sāntvayata|