< ୧ ତେସଲନିକି 2 >
1 ଏ ଅଃମାର୍ ବାୟ୍ବେଣିମଃନ୍, ତୁମିମଃନ୍ ତ ନିଜେ ଜାଣି ଆଚାସ୍, ତୁମିମଃନାର୍ ହାକ୍ ଅଃମି ଆସ୍ତାର୍ ହଲ୍ୟାୟ୍ ନଃଜାୟ୍;
For ye yourselves know, brothers, our entrance with you, that it has not become empty.
2 ମଃତର୍ ଜଃନ୍କଃରି ତୁମିମଃନ୍ ଜାଣି ଆଚାସ୍, ଅଃମିମଃନ୍ ଇତାର୍ ହୁର୍ବେ ପିଲିପି ତଃୟ୍ ଦୁକ୍ ଆର୍ ଅପ୍ମାନ୍ ହାୟ୍ଲା ହଃଚେ, ତୁମାର୍ ଲଃଗେ ବଃଡେ କଃସ୍ଟେ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱରାର୍ ତଃୟ୍ହୁଣି ସାସ୍ ହାୟ୍ରିଲୁ ।
But having suffered before and been mistreated in Philippi, as ye know, we were bold in our God to speak to you the good news of God within much conflict.
3 ଅଃମାର୍ ସିକ୍ୟା ବାମ୍ଳାଉତାର୍, କି ବିଟାଳ୍, କି ତୁମିମଃନ୍କେ ଜଃଟୁକେ ମଃନ୍ଦ୍ ସିକ୍ୟା ନଃରିଲି ।
For our exhortation is not from error, nor from uncleanness, nor in deception,
4 ମଃତର୍ ଅଃମିମଃନ୍ ଇସ୍ୱରାର୍ ଇଚା ହଃର୍କାରେ ସଃବୁବଃଳ୍ କଃତା କଃଉଁଲୁ, ବଃଲେକ୍ ସେ ଅଃମିକ୍ ଜୟ୍ଗ୍ ବଃଲି ଅଃମାର୍ ଉହ୍ରେ ନିକ କବୁର୍ ପର୍ଚାର୍ କଃରୁକେ ବଜ୍ ସଃହ୍ରି ଦଃୟ୍ଆଚେ । ମାନାୟ୍ମଃନ୍କେ ସଃର୍ଦା କଃରାଉଁକେ ଅଃମି ସେରି ନଃକେରୁ, ମଃତର୍ ଜେ ଅଃମାର୍ ମଃନ୍କେ ପରିକ୍ୟା କଃରେଦ୍, ସେ ଇସ୍ୱର୍କେ ସଃର୍ଦା କଃରାଉଁକେ ସେରି କଃରୁଲୁ ।
but as we have been approved by God to be entrusted with the good news, thus we speak, not as pleasing men, but God who proves our hearts.
5 ତୁମିମଃନ୍ ଜାଣି ଆଚାସ୍, ଅଃମିମଃନ୍ କଃବେ ହେଁ ଚିକ୍ଣିଆ କଃତା ନଃକଃଉଁ କି ଅଃମାର୍ ଲଃବ୍କେ ଲୁକାଉଁକେ ନଃଜେଟୁ, ଇସ୍ୱର୍ ଇତାର୍ ସାକି ।
For we came neither in word of flattery (at any time as ye know) nor a pretense of greed (God is witness)
6 ଅଃମି ତୁମିମଃନାର୍ ତଃୟ୍ହୁଣି ଅଃଉଆ କି ବିନ୍ କାର୍ ତଃୟ୍ହୁଣି ଅଃଉଆ, କୁୟ୍ ମାନାୟ୍ର୍ ତଃୟ୍ହୁଣି ହେଁ ଜଃଜ୍ମାନ୍ ହାଉଁକ୍ ଉପାୟ୍ ନଃକେରୁ ।
nor seeking glory from men, neither from you nor from others. While able to bear down as apostles of Christ,
7 ଅୟ୍ଲେକ୍ ହେଁ ଅଃମିମଃନ୍ କ୍ରିସ୍ଟର୍ ପେରିତ୍ ଅୟ୍ ଆଚୁ ବଃଲି ଅଃମିମଃନ୍ ତୁମାର୍ ତଃୟ୍ହୁଣି ମାନ୍ତି ହାଉଁକ୍ ଦାବି କଃରୁକେ ହାର୍ଲୁହୁଣି, ମଃତର୍ ଅଃମିମଃନ୍ ତୁମିମଃନାର୍ ଲଃଗେ ସୁସାର୍ ଅୟ୍, ଆୟ୍ସି ଜଃନ୍କଃରି ଅଃହ୍ଣାର୍ ହିଲାମଃନ୍କେ ଜଃତୁନ୍ କଃରେଦ୍, ତୁମାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ସେବାନ୍ୟା ତୁମାର୍ ସଃଙ୍ଗ୍ ଚାଲାଚାଲ୍ତି କଃରିରିଲୁ ।
nevertheless we became gentle in the midst of you, as a nurse cherishes her own children.
8 ତୁମିମଃନାର୍ ଗିନେ ଅଃମାର୍ ଲାଡ୍ ଆଚେ, ତଃବାର୍ଗିନେ ଅଃମିମଃନ୍ ତୁମିମଃନ୍କେ ଅଃବ୍କା ଇସ୍ୱରାର୍ ନିକ କବୁର୍ ନାୟ୍, ମଃତର୍ ନିଜାର୍ ନିଜାର୍ ଜିବନ୍ ହେଁ ଦେଉଁକ୍ ମଃନ୍ କଃରିରିଲୁ, କାୟ୍ତାକ୍ବଃଲେକ୍ ତୁମିମଃନ୍ ଅଃମାର୍ ଲାଡାର୍ ଲକ୍ ଅୟ୍ରିଲାସ୍ ।
Thus being desirous of you, we were pleased to impart to you, not only the good news of God, but also our own souls, because ye have become beloved to us.
9 ଏ ବାୟ୍ବେଣିମଃନ୍, ଅଃମିମଃନ୍ କଃତେକ୍ କଃସ୍ଟ୍ କଃରି କାମ୍ କଃରି ଆଚୁ, ସେରି ତୁମାର୍ ମଃନେ ଆଚେ; ଜଃନ୍କଃରି ଅଃମିମଃନ୍ ତୁମିମଃନାର୍ ଉହ୍ରେ କାର୍ ବଜ୍ ହର୍ ନଃଉତା ଗିନେ ଦିନ୍ରାତି କାମ୍ କଃରି ଇସ୍ୱରାର୍ ନିକ କବୁର୍ ତୁମିମଃନାର୍ ଲଃଗେ ପର୍ଚାର୍ କଃରିରିଲୁ ।
For ye remember, brothers, our labor and the hardship. For, laboring night and day in order not to burden any of you, we preached to you the good news of God.
10 ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କଃରି ପବିତ୍ର, ଦଃର୍ମି ଆର୍ ନିର୍ଦସି ଚାଲାଚାଲ୍ତି କଃରିରିଲୁ, ତୁମିମଃନ୍ ସେତିର୍ ସାକି ଆର୍ ଇସ୍ୱର୍ ନିଜେ ହେଁ ସେତିର୍ ସାକି ।
Ye are witnesses, and God, how piously and justly and blamelessly we became to you who believe,
11 ତୁମିମଃନ୍ ତ ଜାଣାସ୍, ଉବାସି ଜଃନ୍କଃରି ଅଃହ୍ଣାର୍ ହିଲାମଃନ୍କେ ଜଃତୁନ୍ କଃରେଦ୍, ସେବାନ୍ୟା ଅଃମିମଃନ୍ ତୁମି ସଃବୁ ଲକେ ସିକ୍ୟା ଦଃୟ୍ ଆର୍ ବଃର୍ସା ଦଃୟ୍ ଗଃଉଆରି କଃରିରିଲୁ,
just as ye know, as each one of you as a father of his own children, imploring you, and comforting,
12 ଜଃନ୍କଃରି ତୁମିମଃନ୍ କୁଦ୍ଲା ଜୁୟ୍ ଇସ୍ୱର୍, ତାର୍ ରାଇଜ୍ ଆର୍ ଜଃଜ୍ମାନାର୍ ଅଃଦିକାରି ଅଃଉଁକେ ତୁମିମଃନ୍ ଇସ୍ୱରାର୍ ଜୟ୍ଗ୍ ଚାଲାଚାଲ୍ତି କଃରା ।
and solemnly declaring for you to walk worthily of God, who calls you into his own kingdom and glory.
13 ଆର୍ ଇତାର୍ ଗିନେ ଅଃମିମଃନ୍ ହେଁ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ, ଜଃଡେବଃଳ୍ ତୁମିମଃନ୍ ଅଃମି ପର୍ଚାର୍ କଃଲା ମାପ୍ରୁର୍ କଃତା ସୁଣି ମଃନେ ଦଃର୍ଲାସ୍, ସଃଡେବଃଳ୍ ସେରି ମାନାୟ୍ର୍ କଃତା ବଃଲି ମଃନେ ନଃଦେରି, ଇସ୍ୱରାର୍ କଃତା ବଃଲି ମଃନେ ଦଃରିରିଲାସ୍, ଆର୍ ସଃତ୍କଃରି ସେରି ଇସ୍ୱରାର୍ କଃତା; ଆରେକ୍ ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ମଃନ୍ ବିତ୍ରେ ସେରି କାମ୍ କଃରୁଲି ।
And because of this we thank God without ceasing, because, having received the word of God heard from us, ye received not the word of men, but as it truly is, the word of God, which also is at work in you who believe.
14 କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍, ତୁମିମଃନ୍ କ୍ରିସ୍ଟ ଜିସୁର୍ ତଃୟ୍ ରେତା ଜିଉଦା ଦେସାର୍ ଇସ୍ୱର୍ ବିସ୍ୱାସି ଦଃଳାର୍ ହର୍ ଅୟ୍ ଆଚାସ୍, ଜଃନ୍କଃରି ସେମଃନ୍ ଜିଉଦିମଃନାର୍ ତଃୟ୍ହୁଣି ଜୁୟ୍ ସଃବୁ ଦୁକ୍ ବୟଃଗ୍ କଃରି ରିଲାୟ୍, ତୁମିମଃନ୍କେ ହେଁ ନିଜାର୍ ଲକ୍ମଃନାର୍ ତଃୟ୍ହୁଣି ସେ ସଃବୁ ଦୁକ୍ ବୟଃଗ୍ କଃରି ଆଚାସ୍ ।
For ye, brothers, became imitators of the congregations of God, which are in Judea in Christ Jesus, because ye also suffered the same things by your own countrymen, just as also they by the Jews.
15 ସେ ଜିଉଦିମଃନ୍ ମାପ୍ରୁ ଜିସୁକେ, ଆରେକ୍ ବାବ୍ବାଦିମଃନ୍କେ ହେଁ ମାରି ରିଲାୟ୍, ଆର୍ ଅଃମିମଃନ୍କେ କଃସ୍ଟ୍ ଦିଲାୟ୍, ସେମଃନାର୍ ଗିନେ ଇସ୍ୱର୍ ବଃଡେ ଦୁକ୍ କଃରୁଲା ଆର୍ ସେ ସଃବୁ ଲକ୍ ମାନାୟ୍ ଜାତିର୍ ସଃତ୍ରୁ,
The men who both killed the Lord Jesus and their own prophets, and who persecuted us, and are not pleasing to God, and are contrary to all men.
16 କାୟ୍ତାକ୍ବଃଲେକ୍ ଇସ୍ୱର୍ ଅଜିଉଦି ଲକ୍ମଃନ୍କେ ମୁକ୍ଳାଉଁକ୍ ସେମଃନାର୍ ଲଃଗେ ନିକ କବୁର୍ ପର୍ଚାର୍ କଃରୁକେ ସେମଃନ୍ ଅଃମିମଃନ୍କ୍ ବାଦା ଦେତି; ଇବାନ୍ୟା କଃରି ସେମଃନ୍ ସଃବୁବଃଳ୍ ଅଃହ୍ଣା ଅଃହ୍ଣାର୍ ହାହ୍ ହୁରୁଣ୍ କଃରୁଲାୟ୍; ମଃତର୍ ସେମଃନାର୍ ଉହ୍ରେ ଇସ୍ୱରାର୍ କହ୍ ସଃବୁ ଡାଳି ଅୟ୍ଲିନି ।
Forbidding us to speak to the Gentiles so that they might be saved, in order to fill up their sins always. But wrath came upon them finally.
17 ଏ ବାୟ୍ବେଣିମଃନ୍, ଅଃମିମଃନ୍ ମଃନେ ହୁଣି ନୟ୍, ମଃତର୍ ଗଃଗାଳେ ହୁଣି ଅଃମାର୍ ଗିନେ ତୁମିମଃନାର୍ ତଃୟ୍ହୁଣି ଅଃଲ୍ଗା ଅୟ୍ରିଲୁ, ସେତାକ୍ ତୁମିମଃନ୍ ଦଃକୁକ୍ ମଃନ୍କଃରି ଅଃଦିକ୍ ଉପାୟ୍ କଃରିରିଲୁ ।
But we, brothers, who were orphaned from you for the time of an hour, in presence not in heart, hastened more earnestly to see your face, with much desire.
18 ଇତାର୍ ଗିନେ ଅଃମିମଃନ୍ ତୁମାର୍ ଲଃଗେ ଜଃଉଁକେ ମଃନ୍ ହାଚିରିଲୁ, ସଃତ୍କଃରି ମୁୟ୍ଁ ପାଉଲ୍ ତରେକ୍, ଦୁୟ୍ତର୍ ମଃନ୍ ହାଚିରିଲେ, ମଃତର୍ ସୟ୍ତାନ୍ ଅଃମିମଃନ୍କ୍ ବାଦା ଦିଲି ।
Therefore we wanted to come to you, indeed I, Paul, even once and again, and Satan hindered us.
19 କାୟ୍ତାକ୍ବଃଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ ଆସ୍ତାବଃଳ୍ ତାର୍ ଲଃଗେ ଅଃମିମଃନାର୍ ବଃର୍ସା, ସଃର୍ଦା, ଆର୍ ଗଃର୍ବାର୍ ମୁକୁଟ୍ କାୟ୍ରି? କାୟ୍ ତୁମିମଃନ୍ ନାୟ୍?
For what is our hope or joy or crown of boast? Or is it not even ye, before our Lord Jesus at his coming?
20 ତୁମିମଃନାର୍ ଗିନେ ତ ଅଃମାର୍ ଜଃଜ୍ମାନ୍ ଆର୍ ସଃର୍ଦାର୍ କଃତା ।
For ye are our glory and joy.