< ୧ ପିତର୍ 3 >
1 ସେରଃକମ୍, ଏ ମାୟ୍ଜିମଃନ୍, ତୁମିମଃନ୍ ନିଜାର୍ ନିଜାର୍ ଡକ୍ରାଦିମଃନାର୍ କଃତା ମାନା ଜଃନ୍କଃରି ସେମଃନାର୍ ବିତ୍ରେ କେ କେ ମାପ୍ରୁର୍ କଃତାକ୍ ନଃମାନ୍ଲେ ହେଁ ତୁମିମଃନାର୍ ଡିରାର୍ ସଃଙ୍ଗ୍ ନିକ ବେବାର୍ ଦଃକି ମାପ୍ରୁର୍ କଃତାୟ୍ ନୟ୍ଲେକ୍ହେଁ ଅଃହ୍ଣା ଅଃହ୍ଣାର୍ ଡକୁର୍ସି ମନାର୍ ବେବାର୍ ଦଃକି ବାଦୁଲ୍ତି ।
נשים, שמענה בקול בעליכן, כי אז – גם אם אינם מאמינים בדבר־ה׳ – תרכוש התנהגותכן את לבם. חייכן הצנועים והקדושים יספרו להם על אלוהים יותר ממילים! | |
2 କାୟ୍ତାକ୍ ବଃଲେକ୍ ତୁମାର୍ ନିକଗୁଣ୍ କଃଡେ ନିକ ଦଃକି ସେମଃନ୍ ସିକ୍ତି ।
3 ଆର୍ ସୁନ୍ଦୁର୍କଃରି କସା ବାନ୍ଦ୍ତାର୍, ସନାର୍ ମାଳି, ସୁନ୍ଦୁର୍ ହଃଚ୍ୟା ହିନ୍ଦ୍ତାର୍, ଅଃନ୍କଃରି ଜୁୟ୍ ହଃଦାର୍ ବେସ୍, ସେରି ତୁମିମଃନାର୍ ବେସ୍ ନଃଉଅ ।
אל תנסו להתקשט בתכשיטים, בלבוש או בתסרוקת. | |
4 ମଃନ୍ ବିତ୍ରାର୍ ଜୁୟ୍ କଃଉଁଣା ଆର୍ ସାନ୍ତି ରିଲା ଗୁପ୍ତ୍ ମଃନ୍ବାବ୍ ଇସ୍ୱରାର୍ ଆକାୟ୍ ବଃଡେ ମଲ୍, ସେରି ହଃକା ତୁମିମଃନାର୍ ନଃସ୍ଟ୍ ନଃଉତା ବେସ୍ ଅଃଉଅ ।
היינה יפות בפנימיותכן. יופי נצחי, שנובע מנפש עדינה ושלווה, יקר מאוד בעיני אלוהים. | |
5 ବଃଲେକ୍ ହୁର୍ବ୍ କାଳାର୍ ଦଃର୍ମି ମାୟ୍ଜିମଃନ୍ ଇସ୍ୱରାର୍ ତଃୟ୍ ଆସା କଃରି ଅଃହ୍ଣା ଅଃହ୍ଣାର୍ ଡକ୍ରାସିମଃନାର୍ କଃତା ମାନି ଇ ରଃକମ୍ ଅଃହ୍ଣା ଅଃହ୍ଣାକ୍ ବେସ୍ ବାନ୍ଦ୍ତି ରିଲାୟ୍ ।
יופי פנימי כזה אנו מוצאים בנשים הקדושות בתנ״ך; נשים אלה צייתו לבעליהן ובטחו באלוהים. | |
6 ସାରା ସେରଃକମ୍ ଗଟେକ୍ ମାୟ୍ନ୍କାରି ମାୟ୍ଜି ରିଲି । ସେ ଅବ୍ରାହାମାର୍ କଃତା ମାନି ତାକ୍ ମାପ୍ରୁ ବଃଲି କଃଉତି ରିଲି । ତୁମିମଃନ୍ ଜଦି କୁୟ୍ ବିସୟେ ହେଁ ନଃଡିରି ନିକ ନିକ ମାନ୍ତିର୍ କାମ୍ କଃରାସ୍, ତଃବେ ତୁମିମଃନ୍ ହେଁ ତାର୍ ଜିସି ।
שרה, למשל, צייתה לאברהם בעלה ואף קראה לו”אדון“. אם אתן נוהגות כמוה, עושות מעשים טובים ואינכן פוחדות מדבר, הרי אתן בנותיה. | |
7 ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
אתם, הבעלים, השתדלו להבין את נשותיכם. כבדו אותן כבנות המין החלש, וזכרו שגם להן יש חלק בנחלת חיי־הנצח. אם לא תנהגו כך, לא ימהר אלוהים להשיב לתפילותיכם. | |
8 ସଃରାସଃରି କଃତା ଇରି, ତୁମିମଃନ୍ ସଃବୁଲକ୍ ଗଟେକ୍ମଃନ୍ ଅୟ୍, ସଃବୁଲକାର୍ ଦୁକେ ସୁକେ ଉହ୍କାର୍ ଅଃଉଆ, ବାୟ୍ଲାଡେ ଲାଡ୍ କଃରା, କଃଉଁଣା ମଃନ୍, ଆର୍ ଦିର୍ମଃନାର୍ ଅଃଉଆ ।
לסיכום: השתדלו כולכם לחיות כמשפחה גדולה ומאושרת. היו רגישים לצרכי הזולת, אהבו איש את רעהו והתנהגו ברחמים ובענווה. | |
9 ନଃସ୍ଟ୍ ବାଦୁଲେ ଆରେକ୍ ନଃସ୍ଟ୍ ନଃକେରି ଆର୍ ଲିନ୍ଦା ବାଦୁଲେ ଆରେକ୍ ଲିନ୍ଦା ନଃକେରି ତାର୍ ବାଦୁଲେ ଆସିର୍ବାଦ୍ କଃରା, କାୟ୍ କଃରୁକେ ବଃଲେକ୍ ତୁମିମଃନ୍ ଆସିର୍ବାଦାର୍ ଅଃଦିକାରି ଅଃଉଅାସ୍, ଇତାର୍ ଗିନେ କୁଦା ଅୟ୍ ଆଚାସ୍ ।
אל תשלמו רעה תחת רעה ואל תשיבו למקללים אתכם, כי אם ברכו אותם והתפללו שאלוהים יעזור להם, שכן עלינו לנהוג בזולת בטוב־לב, ואלוהים יברך אותנו על כך. | |
10 ସାସ୍ତରେ ଲେକା ଆଚେ, “ଜଦି ଜେ ଜିବନେ ସୁକ୍ ବୟ୍ଗ୍ କଃରୁକେ ଆର୍ ସୁକାର୍ ଦିନ୍ ଦଃକୁକ୍ ମଃନ୍ କଃରେଦ୍, ସେ କଃରାବ୍ କଃତାୟ୍ ଅଃହ୍ଣାର୍ ଜିବ୍କେ ଆର୍ ଦଃର୍ମ ଜଃଟ୍ତା କଃତାୟ୍ ହୁଣି ଅଃହ୍ଣାର୍ ଟଣ୍ଡ୍କେ ମଦା କଃର ।
רצונך בחיים טובים ומאושרים? שמור את לשונך מרע ואל תשקר. | |
11 ସେ କଃରାବ୍ କାମ୍ ଚାଡିକଃରି ସଃତ୍ କାମ୍ କଃର; ସେ ସୁସ୍ତା କଜି ତାର୍ ହଃଚେ ହଃଚେ ଜଃଉଅ ।
סור מרע, עשה את הטוב והשתדל לחיות בשלום עם כל אדם, גם אם הדבר דורש מאמץ! | |
12 ବଃଲେକ୍ ଦଃର୍ମିମଃନାର୍ ହାକ୍ ମାପ୍ରୁର୍ ଆକି ଆଚେ, ସେମଃନାର୍ ପାର୍ତନାକ୍ ତାର୍ କାନ୍ ଉଗାଳା ଆଚେ, ମଃତର୍ ମାପ୍ରୁର୍ ଟଣ୍ଡ୍ ଦୁସ୍ଟ୍ କାମ୍ କଃରୁମଃନାର୍ ବିରଦି ।”
כי ה׳ משגיח על ילדיו העושים מעשים טובים ומקשיב לתפילותיהם, אך הוא מתנגד לעושי הרע. | |
13 ଆର୍ ତୁମିମଃନ୍ ଜଦି ନିକ ବିସୟେ ତିକ୍ତିକା ଅଃଉଅାସ୍ ତଃବେ କେ ତୁମିମଃନାର୍ ନଃସ୍ଟ୍ କଃରେଦ୍?
בדרך כלל איש לא יפגע בכם בגלל רצונכם לעשות את הטוב. | |
14 ଆର୍ ଜଦି ଦଃର୍ମ୍ କାମାର୍ ଗିନେ ତୁମିମଃନ୍କେ ଦୁକ୍ ବୟ୍ଗ୍ କଃରୁକେ ହଃଳେଦ୍, ତଃନ୍ଅଲେ ତୁମିମଃନାର୍ ବାୟ୍ଗ୍ । ସେମଃନ୍ ଡିରାୟ୍ଲେକ୍ ଡିରା ନାୟ୍ କି ଚିତା କଃରାନାୟ୍ ।
אם בכל זאת פוגעים בכם, דעו כי אלוהים יברך אתכם על כך. אל תפחדו מאנשים שרוצים לפגוע בכם ואל תירתעו מאיומיהם. | |
15 ମଃତର୍ କ୍ରିସ୍ଟକେ ମାପ୍ରୁ ବଃଲି ନିଜାର୍ ନିଜାର୍ ମଃନ୍ ବିତ୍ରେ ନିର୍ମୁଳେ ମାୟ୍ନ୍ କଃରା । ତୁମି କାୟ୍ କଃରୁକେ ବଃର୍ସା କଃରୁଲାସ୍ ବଃଲି କେ ହଃଚାର୍ଲେକ୍, ତାକେ ଉତୁର୍ ଦେଉଁକେ ଜଃଗ୍ରାତ୍ ରିଆ,
התמסרו למשיח. אם ישאל אתכם מישהו מדוע אתם מאמינים במשיח, היו מוכנים להשיב לו בענווה וביראה. | |
16 ମଃତର୍ ଦିର୍ ବାବେ ଆର୍ ଡିରାର୍ ସଃଙ୍ଗ୍ ନିକ ବୁଦିର୍ ସଃଙ୍ଗ୍ ଉତୁର୍ ଦିଆସ୍ । ଜଃନ୍କଃରି ତୁମିକେ ଲିନ୍ଦା କଃରୁମଃନ୍ ଜୁୟ୍ ବିସୟେ ତୁମିମଃନାର୍ କ୍ରିସ୍ଟାନ୍ ଗୁଣାର୍ ଦଃସ୍ ଦେତି, ସେତି ସେମଃନ୍ ଲାଜ୍ ହାଉତି ।
עשו אך ורק את הטוב ושימרו על מצפון נקי, כי אז המשמיץ אתכם יתבייש בעצמו, כשייווכח כי למעשה אתם עושים את הטוב בלבד. | |
17 ବଃଲେକ୍ ଦୁସ୍ଟ୍ କାମାର୍ ଗିନେ ଦୁକ୍ ବୟ୍ଗ୍ କଃର୍ତା ବାଟା ମଃତର୍ ଜଦି ଇସ୍ୱରାର୍ ଇଚା ଅୟ୍ଦ୍, ତଃବେ ସଃତ୍କାମ୍ କଃରି ଦୁକ୍ ବୟ୍ଗ୍ କଃର୍ତାର୍ ନିକ ।
זכרו, אם אלוהים רוצה שתסבלו, מוטב לסבול בעד מעשים טובים מאשר בעד מעשים רעים. | |
18 ବଃଲେକ୍ ତୁମିମଃନ୍କେ ଇସ୍ୱରାର୍ ହାକ୍ ଆଣୁକେ କ୍ରିସ୍ଟ ହେଁ ଦଃର୍ମି ଅୟ୍ ଅଃଦଃର୍ମିମଃନାର୍ ହାୟ୍ ହାହାର୍ ଗିନେ ତରେକ୍ ମଃର୍ନ୍ ବୟ୍ଗ୍ କଃଲା । ସେ ଗଃଗାଳେ ମଃର୍ନ୍ ବୟ୍ଗ୍ କଃଲା ସଃତ୍, ମଃତର୍ ଆତ୍ମାୟ୍ ଜିବନ୍ ହାୟ୍ଲା ।
גם המשיח סבל. המשיח מת פעם אחת בעד החטאים של כולנו, אף כי הוא עצמו היה צדיק גמור ונקי מחטא; הוא הקריב את עצמו על הצלב כדי לקרב אותנו אל אלוהים. גופו אמנם מת, אך רוחו חיה לנצח, | |
19 ସେତିର୍ ଗିନେ ହେଁ ସେ କଃୟ୍ଦି ଆତ୍ମାମଃନାର୍ ତଃୟ୍ ଜାୟ୍ ପର୍ଚାର୍ କଃଲା ।
וברוחו ביקר המשיח את הרוחות הנמצאות במאסר ובישר להן את דבר ה׳ – | |
20 ହୁର୍ବ୍ କାଳେ ନହର୍ ବଃଳ୍ ଜାଜ୍ ହାଜ୍ତା ବଃଳ୍, ଜଃଡେବଃଳ୍ ଇସ୍ୱର୍ ବେସିଦିନ୍ ସଃମ୍ବାଳିକଃରି ଜାଗ୍ତି ରିଲା, ସଃଡେବଃଳ ସେମଃନ୍ ଅମାନ୍ୟା ଅୟ୍ରିଲାୟ୍ । ସେ ଜାଜେ ହୁରିକଃରି ଅଃଳକ୍ ଲକ୍ ବଃଲେକ୍ ଅଃକାୟ୍ ଆଟ୍ ଲକ୍, ରାଜିବୁଡା ହାଣାୟ୍ହୁଣି ରଃକ୍ୟା ହାୟ୍ଲାୟ୍ ।
אלה שלא צייתו לאלוהים בימי קדם כאשר אלוהים חיכה לנוח לבנות את התיבה. רק שמונה אנשים ניצלו בתיבה במבול הגדול. | |
21 ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି ।
זוהי, דרך אגב, המשמעות הסמלית של הטבילה. בטבילה אנו מעידים כי נושענו ממוות וממשפט. ערך הטבילה אינו בטיהור הגוף, כי אם בפניה לאלוהים לטהר את המצפון – דבר שנתאפשר על־ידי תקומתו של המשיח מן המתים. | |
22 ସେ ଜିସୁ କ୍ରିସ୍ଟ ସଃର୍ଗେ ଜାୟ୍ ଇସ୍ୱରାର୍ କାତାବାଟ୍ୟା ବଃସିଆଚେ, ଆର୍ ଦୁତ୍ମଃନ୍, ଅଃଦିକାରିମଃନ୍ ଆର୍ ସଃକ୍ତିକାରିମଃନ୍ ତାର୍ ତଃଳେ ଆଚ୍ତି ।
עתה יושב המשיח לימין האלוהים בשמים, והמלאכים וכל כוחות השמים נכנעים לפניו ומצייתים לו. | |
A Dove is Sent Forth from the Ark