< ୧ କରନ୍ତି 16 >
1 ଜିଉଦାର୍ ଦଃର୍ମିମଃନାର୍ ଗିନେ ଦାନ୍ ଦେଉଁକେ ଜଃନ୍କଃରି ମୁୟ୍ଁ ଗାଲାତିର୍ ମଣ୍ଡ୍ଳିମଃନ୍କେ ଗଃଉଆରି କଃରିରିଲେ, ତୁମିମଃନ୍ ହେଁ ସେନ୍ କଃରା ।
Now concerning the collection for the sanctified, as I arranged for the congregations of Galatia, so also do ye.
2 ମୁୟ୍ଁ ଗଃଲେକ୍ ଜଃନ୍କଃରି ଦାନ୍ ମାଗ୍ତାର୍ ଲଳା ନଃହେଳେ, ଇତାର୍ ଗିନେ ହଃତି ରୟ୍ବାର୍ ଦିନ୍ ତୁମିମଃନ୍କେ ଅଃହ୍ଣାର୍ ଅଃହ୍ଣାର୍ କାମାଉଣିର୍ ସୁବିଦା ହଃର୍କାରେ ଅଃଳକ୍ ଅଃଳକ୍ ଜଃମା କଃରି ବିନେ ସଃଙ୍ଗାଉଆ ।
Upon the first day of the week let each of you set something aside near himself, storing up whatever he may prosper, so that when I come no collections may be made then.
3 ଆର୍ ମୁୟ୍ଁ ଆୟ୍ଲେକ୍ ତୁମିମଃନ୍କେ ଜୁୟ୍ ଲକ୍ମଃନ୍ ପରିକ୍ୟାୟ୍ ଜିଣି ଆଚ୍ତି ବଃଲି ମଃନେ କଃରାସ୍, ମୁୟ୍ଁ ସେ ମଃନ୍କେ ଚିଟି ଦଃୟ୍ ଜିରୁସାଲମେ ତୁମିମଃନ୍କାର୍ ଦିଲାର୍ ଦାନ୍ ନେଉଁକେ ହଃଟାୟ୍ନ୍ଦ୍ ।
And when I arrive, whomever ye may approve by letters, I will send these men to bring your gift to Jerusalem.
4 ଆରେକ୍ ଜଦି ମୁୟ୍ଁ ଜାତାର୍ ଲଳା ଅୟ୍ଲେକ୍, ସେମଃନ୍ ମର୍ ସଃଙ୍ଗ୍ ଜାତି ।
And if it is fitting for me to go also, they will go with me.
5 ମଃତର୍ ମୁୟ୍ଁ ମାକିଦନିଆ ଅୟ୍ ଗଃଲାହଃଚେ, ତୁମିମଃନ୍କାର୍ ହାକ୍ ଆସିନ୍ଦ୍, ବଃଲେକ୍ ମୁୟ୍ଁ ମାକିଦନିଆ ଅୟ୍ ଜାୟ୍ନ୍ଦ୍
But I will come to you when I pass through Macedonia, for I do pass through Macedonia.
6 ଆର୍ ଅଃଉଁହାର୍ଲେକ୍ ତୁମିମଃନ୍କାର୍ ସଃଙ୍ଗ୍ କଃତିଦିନ୍ ରଃୟ୍ନ୍ଦ୍ ସିତ୍ ହଃଦ୍ନା ରଃୟ୍ନ୍ଦ୍ ବଃଲି ବାବୁଲେ, ସେତାକ୍ ମୁୟ୍ଁ ଜେଣେ ଗଃଲେକ୍ ହେଁ ତୁମିମଃନ୍ ମକେ ଉହ୍କାର୍ କଃରୁ ହାରାସ୍ ।
And it may be that I will remain with you, or I will even spend winter, so that ye may set me on my way wherever I go.
7 କାୟ୍ତାକ୍ବଃଲେକ୍ ଇ ତର୍ ଜାତାବଃଳ୍ ତୁମିମଃନ୍କାର୍ ସଃଙ୍ଗ୍ ବେଟ୍ଗାଟ୍ ଅଃଉଁକେ ମଃନ୍କଃରୁଲେ, ବଃଲେକ୍ ମାପ୍ରୁ ରେଉଁକ୍ ଦିଲେକ୍ ତଃବେ ତୁମିମଃନାର୍ ସଃଙ୍ଗ୍ ବୁତେକ୍ ବିନ୍ ରେଉଁକେ ଆସା କଃରୁଲେ ।
For I do not want to see you now in passing, but I hope to remain some time with you, if the Lord allows.
8 ମଃତର୍ ମୁୟ୍ଁ ପେଣ୍ଟିକସ୍ଟ୍ ହଃର୍ବାର୍ ଦିନ୍ ହଃତେକ୍ ଏପିସିଏ ରଃୟ୍ନ୍ଦ୍;
But I will remain at Ephesus until Pentecost.
9 କାୟ୍ତାକ୍ବଃଲେକ୍ ମର୍ ବିରଦି ମଃନ୍ ଗାଦେକ୍ ରିଲେକ୍ ହେଁ, ହଃଳ୍ ହାଉତା କାମ୍ କଃରୁକେ, ମର୍ଗିନେ ଅସାର୍ ଦୁଆର୍ ଉଗାଳା ଅୟ୍ଆଚେ ।
For a great and effective door has opened to me, and yet there are many who are hostile.
10 ଜଦି ତିମତି ଜାୟ୍ଦ୍ ତଃବେ ଜଃନ୍କଃରି ନଃଡିରିକଃରି ତୁମିମଃନ୍କାର୍ ସଃଙ୍ଗ୍ ରଃୟ୍ଦ୍, ସେତାର୍ ଗିନେ ଦିଆନ୍ କଃରା କାୟ୍ତାକ୍ବଃଲେକ୍ ମୁୟ୍ଁ ଜଃନ୍କାର୍ ସେ ହେଁ ସେନ୍କାର୍ ମାପ୍ରୁର୍ କାମ୍ କଃରୁଲା ।
But if Timothy comes, see that he becomes without fear with you, for he works the work of the Lord, as I also.
11 ଇତାକ୍ ତାକେ କେ ସାନ୍ ନଃକେର, ମଃତର୍ ସେ ଜଃନ୍କଃରି ମର୍ ହାକ୍ ଆସୁ ହାରେ ଇତାର୍ ଗିନେ ତାକେ ସୁସ୍ତାୟ୍ ବାଟ୍ କାଡାୟ୍ ଦିଆସ୍, କାୟ୍ତାକ୍ବଃଲେକ୍ ବାୟ୍ ବେଣିମଃନାର୍ ସଃଙ୍ଗ୍ ଆସେଦ୍ ବଃଲି ମୁୟ୍ଁ ଜାଗିଆଚି ।
Let not any man therefore disparage him, but send him forth in peace, so that he may come to me, for I expect him with the brothers.
12 ମଃତର୍ ବାୟ୍ ଆପଲାର୍ କଃତା କଃଉଁଲେ, ବାୟ୍ମଃନାର୍ ସଃଙ୍ଗ୍ ତୁମିମଃନ୍କାର୍ ହାକ୍ ଜଃଉଁକେ ମୁୟ୍ଁ ତାକେ ବେସି ଗଃଉଆରି କଃଲେ, ମଃତର୍ ଅଃବେ ଜଃଉଁକେ ତାର୍ ମୁଳ୍କେ ମଃନ୍ ନାୟ୍, ମଃତର୍ ସୁବିଦା ମିଳ୍ଲେକ୍ ସେ ଜାୟ୍ଦ୍ ।
And about Apollos the brother, I urged him much that he would come to you with the brothers, and it was not at all his will that he should come now, but he will come when he has opportunity.
13 ତୁମିମଃନ୍କେ ଜଃଗ୍ରାତ୍ ରଃୟ୍ ବିସ୍ୱାସେ ତିର୍ ଅୟ୍ରିଆ, ସାସ୍ ଦଃରି ବଃଳ୍ ହାଉଆ ।
Watch ye, stand firm in the faith, act like men, be strong.
14 ସଃବୁ କାମ୍ ଲାଡେ କଃରା ଅଃଉଅ ।
Let all things of you be done in love.
15 ଏ ବାୟ୍ ବେଣିମଃନ୍, ମୁୟ୍ ଗଃଉଆରି କଃରୁଲେ, ସ୍ତିପାନ୍ ଆର୍ ତାର୍ ଗଃର୍କୁଟୁମ୍ ଜେ ଆକାୟାର୍ ହଃର୍ତୁ ଅୟ୍ଲା ବିସ୍ୱାସି; ଆର୍ ଦଃର୍ମିମଃନାର୍ ସେବାୟ୍ ଲାଗିହଃଳି ଆଚ୍ତି, ଇରି ତୁମିମଃନ୍ ଜାଣାସ୍ ।
Now I beseech you, brothers (ye know the house of Stephanas, that it is the first fruit of Achaia, and that they committed themselves to service for the sanctified),
16 ଇ ହଃର୍କାରେ ଲକ୍ମଃନ୍କାର୍ ଆରେକ୍ ସଃବୁ ମିସ୍ଣେ କାମ୍ କଃର୍ତା ଲକ୍ମଃନ୍ ଆର୍ କଃସ୍ଟ୍ କଃର୍ତା ଲକ୍ମଃନ୍କାର୍ କଃତା ମାନା, ତୁମିମଃନ୍କେ ଇ ଗଃଉଆରି କଃରୁଲେ ।
that ye also be subject to such men, and to every man working together and laboring.
17 ସ୍ତିପାନ୍, ପର୍ତୁନାତ୍ ଆର୍ ଆକାୟା ଆୟ୍ଲାକ୍ ମୁୟ୍ଁ ସଃର୍ଦା କଃରୁଲେ, କାୟ୍ତାକ୍ବଃଲେକ୍ ତୁମିମଃନାର୍ ନଃରିଲାର୍ ଗିନେ ମର୍ ଜୁୟ୍ ଅକେଟ୍ ରିଲି, ସେରି ସେମଃନ ହୁରୁଣ୍ କଃରିଆଚ୍ତି
And I rejoice at the coming of Stephanas and Fortunatus and Achaicus, because these men filled your lack.
18 ଜୁୟ୍ତାର୍ ଗିନେ ସେମଃନ୍ ମର୍ ଆର୍ ତୁମିମଃନ୍କାର୍ ଆତ୍ମାକେ ସଃର୍ଦା କଃରାୟ୍ଲାୟ୍; ତଃବେ ତୁମିମଃନ୍କେ ଇ ରଃକମ୍ ଲକ୍ମଃନ୍କେ ଜୟ୍ଃଗ୍ ବଃଲି ଜାଣି ମାନ୍ତି କଃରା ।
For they refreshed my spirit and yours. Therefore acknowledge ye such men.
19 ଆସିଆ ଦେସାର୍ ମଣ୍ଡ୍ଳିମଃନ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍ । ଆକିଲା ଆର୍ ପ୍ରିସ୍କିଲା ସେମଃନାର୍ ଗଃରାର୍ ମଣ୍ଡ୍ଳି ସଃଙ୍ଗ୍ ମାପ୍ରୁର୍ ତଃୟ୍ ତୁମିମଃନ୍କେ ଲାଡାର୍ ଦନ୍ୟବାଦ୍ ଜାଣାଉଁଲାୟ୍ ।
The congregations of Asia salute you. Aquila and Priscilla salute you much in the Lord, with the congregation associated with their house.
20 ଇତିର୍ ବାୟ୍ ଆର୍ ବେଣି ସଃବୁଲକ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍, କ୍ରିସ୍ଟାନ୍ ପବିତ୍ର ଲାଡେ ହଃତିଲକ୍ ଦନ୍ୟବାଦ୍ କଃରାକଃରି ଅଃଉଆ ।
All the brothers salute you. Salute each other by a holy kiss.
21 ମୁୟ୍ଁ ପାଉଲ୍ ନିଜାର୍ ଆତେ ଇ ସଃବୁ ଲେକି ଦନ୍ୟବାଦ୍ ଜାଣାଉଁଲେ ।
The salutation of Paul by my hand.
22 ଜଦି, କେ ମାପ୍ରୁକେ ଲାଡ୍ ନଃକେରେ, ତଃବେ ସେ ସାୟ୍ପ୍ ହାଉଅ । ମାରାନାତା, ଅଃମାର୍ ମାପ୍ରୁ ଆସ ।
If any man does not love the Lord Jesus Christ, let him be accursed. Maranatha.
23 ମାପ୍ରୁ ଜିସୁର୍ ଦଃୟା ତୁମିମଃନ୍କାର୍ ଉହ୍ରେ ଅଃଉଅ ।
The grace of the Lord Jesus Christ is with you.
24 କ୍ରିସ୍ଟ ଜିସୁର୍ ତଃୟ୍ ମର୍ ଲାଡ୍ ତୁମି ସଃବୁ ଲକାର୍ ଉହ୍ରେ ରେଉଅ ।
My love is with you all in Christ Jesus. Truly.