< Vəhy 9 >
1 Beşinci mələk şeypurunu çaldı. Onda mən göydən yerə düşmüş bir ulduz gördüm. Dibsiz dərinliyə enən quyunun açarı ona verildi. (Abyssos )
୧ତାର୍ପଚେ ପାଁଚ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ବାଦଲେଅନି ଦର୍ତନି ଉପ୍ରେ ଅଦ୍ରି ରଇବା ଗଟେକ୍ ତାରା ଦେକ୍ଲି । ତାକେ ପାତାଲର୍ କୁଚିକାଡି ଦିଆଅଇରଇଲା । (Abyssos )
2 O, dibsiz dərinliyə enən quyunu açdı və quyudan iri bir kürənin tüstüsünə bənzər tüstü çıxdı. Günəş və hava quyudan çıxan tüstüdən qaraldı. (Abyssos )
୨ସେ ତାରା ପାତାଲ୍ ଉଗାଡ୍ଲା ଆରି ତେଇଅନି ଗଟେକ୍ ଜଇଲାଗ୍ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍ ଲାଗି ବେଲର୍ ଉଜଲ୍ ଆରି ପବନ୍ ଆନ୍ଦାର୍ ଅଇଗାଲା । (Abyssos )
3 Tüstünün içindən yer üzünə çəyirtkələr çıxdı və onlara yer üzündəki əqrəblərin gücü qədər güc verildi.
୩ଦର୍ତନିଟାନେ ରଇବା ଦୁଆଁର୍ ଲାଗି, ତେଇଅନି ଚିଟ୍କାମନ୍ ବାରଇଲାଇ । ସେଟାମନ୍କେ ବିସ୍କାକ୍ଡାର୍ ପାରା ବପୁ ଦିଆଅଇରଇଲା ।
4 Onlara deyildi ki, yer üzündəki otlara, heç bir yaşıllığa, heç bir ağaca deyil, yalnız alınlarında Allahın möhürü olmayan insanlara zərər vursunlar.
୪ସେମନ୍କେ ଦର୍ତନିର୍ ଗାଁସ୍ କି ଗଚ୍ କି ବିନ୍ ବାଡର୍ ଗଚ୍କୁଟ୍କେ ମାରାନାଇ ବଲି କୁଆଅଇରଇଲା । ପର୍ମେସରର୍ ସିଲର୍ ଚିନ୍, ଜନ୍ ଲକ୍ମନର୍ କାପାଲେ ନ ରଇଲା, ସେମନ୍କେ ଆକା ମାର୍ବାକେ ଆଦେସ୍ ରଇଲା ।
5 Onlara izin verildi ki, insanları öldürmədən onlara beş ay işgəncə versinlər. Onların verdiyi işgəncə əqrəbin insanı sancdığı zaman olan işgəncəyə bənzəyir.
୫ଏ ଲକ୍ମନ୍କେ ମରାଇବାକେ ଚିଟ୍କାମନ୍କେ ଆଦେସ୍ ନ ଦେଇରଇଲା । ମାତର୍ ପାଁଚ୍ମାସ୍ ଜାକ ସେମନ୍କେ କସ୍ଟ ଦେବାକେ ସେମନ୍ ଜନ୍ କସ୍ଟ ପାଇବାଇ, ସେଟା ଗଟେକ୍ ବିସ୍କାକ୍ଡା ଚାବ୍ଲାବେଲର୍ ଦୁକାପାରା ରଇସି ।
6 O günlərdə insanlar ölüm axtaracaq, amma tapmayacaqlar. Özlərinə ölüm arzulayacaqlar, amma ölüm onlardan qaçacaq.
୬ସେ ପାଁଚ୍ମାସ୍ ଜାକ କେନ୍ତି କରି ମର୍ବୁ ବଲି ବାଟ୍ କଜ୍ବାଇ । ମାତର୍ ସେଟା ମିଲାଇନାପାରତ୍ । ସେମନ୍ ମର୍ବାକେ ବେସି ମନ୍ କର୍ବାଇ, ମାତର୍ ସେଟା ନ ଅଏ ।
7 Çəyirtkələrin görünüşü döyüşə hazırlanan atlara bənzəyirdi. Başlarında sanki qızıl tac var idi, üzləri də insan üzü kimi idi.
୭ଜୁଇଦ୍ ପାଇ ତିଆର୍ ଅଇରଇବା ଗଡାମନର୍ପାରା ସେ ଚିଟ୍କାମନ୍ ଡିସ୍ତେରଇଲାଇ । ସେମନର୍ ମୁଣ୍ଡ୍ ସୁନାର୍ ମୁକୁଟ୍ ପିନ୍ଦି ରଇଲାଇ । ସେମନର୍ ମୁ ଲକ୍ମନର୍ ମୁ ପାରା ରଇଲା ।
8 Onların qadınlarda olan kimi saçları var idi, dişləri də aslan dişləri kimi idi.
୮ସେମନର୍ ଚେଣ୍ଡି ମାଇଜିଟକିମନର୍ପାରା ଆରି ଦାତ୍ ସିଅଁମନର୍ପାରା ରଇଲା । ତାକର୍ ବୁକେ ଲୁଆର୍ ସାଞ୍ଜୁ ଡାବିଅଇରଇଲା ।
9 Döş zirehləri dəmir zirehlər kimi idi. Qanadlarının səsi döyüşə qaçan çoxlu sayda arabalarla atların səsinə bənzəyirdi.
୯ତାକର୍ ଡେନାମନ୍ ଜାଡ୍ଲେ ଜୁଇଦ୍କେ ଜିବା ଗଡାର୍ ରତର୍ ସବଦ୍ ପାରା ସୁନିଅଇତେରଇଲା ।
10 Onların əqrəb kimi quyruqları və neştərləri var idi. Quyruqlarında elə gücləri var idi ki, insanlara beş ay zərər verə bilərdilər.
୧୦ବିସ୍କାକ୍ଡା ମନର୍ ପାରା ସେମନର୍ ଲେଞ୍ଜ୍ ଗଜିଆ ରଇଲା । ଆରି ବିସ୍କାକ୍ଡା ପାରା ଚାବ୍ତେରଇଲା । ପାଁଚ୍ମାସ୍ ଜାକ ଲକ୍ମନ୍କେ ନସାଇବାକେ ତାକର୍ ଲେଞ୍ଜର୍ ବପୁ ରଇଲା ।
11 Dibsiz dərinliyin mələyi onların üzərində padşahlıq edirdi; onun adı ibranicə «Avaddon», yunanca «Apollion» idi. (Abyssos )
୧୧ତାକର୍ ଉପ୍ରେ ଗଟେକ୍ ରାଜା ସାସନ୍ କର୍ତେରଇଲା । ସେ ପାତାଲେ ଦେକା ରକା କର୍ବା ଦୁତ୍ । ଏବ୍ରି ବାସାଇ ତାର୍ ନାଉଁ ଅଇଲାନି ଅବଦନ୍ । ଆରି ଗିରିକ୍ ବାସାଇ ଅପଲିୟନ୍ । ତାର୍ ଅରତ୍ ଅଇଲାନି କୁରୁପ୍ନାସ୍ କର୍ବା ଲକ୍ । (Abyssos )
12 Birinci bəla ötüb keçdi. Budur, ondan sonra daha iki bəla gəlir.
୧୨ପର୍ତୁମର୍ ଡର୍ ଲାଗ୍ବା ଦୁକ୍ କସ୍ଟ ସାର୍ଲା । ତାର୍ପଚେ ଆରି ଦୁଇଟା ଅଦିକ୍ ଦୁକ୍ କସ୍ଟ ଅଇବାଟା ଆଇଲାନି ।
13 Altıncı mələk şeypurunu çaldı. Onda mən Allahın önündəki qızıl qurbangahın dörd buynuzundan gələn bir səs eşitdim.
୧୩ତାର୍ପଚେ ଚଅ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ପର୍ମେସର୍ ମୁଆଁଟେ ରଇବା ସୁନା ବେଦିର୍ ଚାରିଟା କନେଅନି ମୁଇ ଗଟେକ୍ ସବଦ୍ ସୁନ୍ଲି ।
14 Bu səs şeypuru olan altıncı mələyə deyirdi: «Böyük Fərat çayının kənarında bağlanan dörd mələyi burax».
୧୪ସେ ସବଦ୍ ଚଅ ଲମର୍ ଦୁତ୍କେ କଇଲା, ବଡ୍ ଗାଡ୍ ଇଉପର୍ଟିସ୍ ଗାଡେ, ବାନ୍ଦି ସଙ୍ଗଇବା ଚାରିଟା ଦୁତ୍ମନ୍କେ ମୁକ୍ଲାଇଦେସ୍ ।
15 Həmin o saat, o gün, o ay və o il üçün hazırlanmış dörd mələk buraxıldı ki, insanların üçdə birini öldürsün.
୧୫ଚାର୍ଟା ଦୁତ୍ମନ୍କେ ମୁକ୍ଲାଇଲା । ଗୁଲାଇ ମୁନୁସ୍ଜାତିର୍ ତିନ୍ ବାଗେଅନି ଗଟେକ୍ ବାଗ୍କେ ମରାଇବାକେ ସେମନ୍କେ ତିଆର୍ କରି ସଙ୍ଗଇରଇଲା । ଏ ସମାନ୍ ବରସର୍, ସମାନ୍ ମାସର୍, ସମାନ୍ ଦିନର୍, ସମାନ୍ ଗଁଟାର୍ପାଇ ସେମନ୍କେ ସଙ୍ଗଇରଇଲା ।
16 Atlı qoşunların sayı iki yüz milyon idi; mən onların sayını eşitdim.
୧୬ତାର୍ପଚେ ଗଟେକ୍ ବଡ୍ଦଲ୍ ଅଇକରି ଗଡାଲଗେ ଆଇତେ ରଇବା ସନିଅମନ୍ ଜନ୍ଲକ୍ମନ୍ କି ଦୁଇସ ଲକିଅ ଲକ୍ମନ୍ ଆଚତ୍ ବଲି ସେମନ୍ କଇଲାଇ, ସେଟା ଦେକ୍ଲି ।
17 Mən görüntüdə atları və onların belində oturan atlıları bu cür gördüm: onların od, tünd göy və kükürd rəngində döş zirehləri var idi, atların başı aslan başı kimi idi və ağızlarından od, tüstü və kükürd çıxırdı.
୧୭ମୁଇ ମର୍ ଦର୍ସନେ ଗଡାମନ୍କେ ଆରି ତାର୍ ଚାଲାଉମନ୍କେ ଦେକ୍ଲି । ତାକର୍ ସାଞ୍ଜୁମନ୍ ଜଇପାରା ରଙ୍ଗ୍ ଆରି ନିଲି ପାରା ନିଲିଆ, ଅଲ୍ଦି ପାରା ରଇଲା । ସେ ଗଡା ମନର୍ ମୁଣ୍ଡ୍ ସିଅଁମନର୍ ମୁଣ୍ଡ୍ ପାରା ରଇଲା । ଆରି ତାକର୍ ଟଣ୍ଡେଅନି ଜଇ ଦୁଆଁ ଆରି ରକତ୍ ପାରାଟା ବାରଇତେରଇଲା ।
18 Bu üç bəladan, yəni onların ağzından çıxan od, tüstü və kükürddən insanların üçdə biri həlak oldu.
୧୮ଗୁଲାଇ ମୁନୁସ୍ ଜାତିର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ସେ ତିନ୍ଟା ମର୍ଡିର୍ଲାଗି ମରିଗାଲାଇ । ଗଡାମନର୍ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍ପାରା ତିନ୍ଟା ମର୍ଡି ଅଇଲା ।
19 Çünki atların gücü onların ağzında və quyruğundadır. Onların quyruğu başı olan ilana oxşayır və atlar bu başlarla da zərər vururlar.
୧୯ଗଡାମନର୍ ବପୁ ତାକର୍ ଟଣ୍ଡେ ଆରି ତାକର୍ ଲେଞ୍ଜେ ମିସିକରି ରଇଲା । ତାକର୍ ଲେଞ୍ଜ୍ ମୁଣ୍ଡ୍ ରଇବା ସାଁପ୍ମନର୍ ପାରା ରଇଲା । ସେଟାସଙ୍ଗ୍ ସେମନ୍ ଲକ୍ମନ୍କେ ମାର୍ତେରଇଲାଇ ।
20 Bu bəlalardan həlak olmayıb sağ qalan adamlar öz əlləri ilə düzəltdikləri şeylərdən dönüb tövbə etmədilər. Cinlərə və görməyə, eşitməyə, yeriməyə qadir olmayan qızıl, gümüş, tunc, daş, taxta bütlərə səcdə etməkdən əl çəkmədilər.
୨୦ଏ ମର୍ଡି ଅଇଲାର୍ ପାଇ ଜେତ୍କି ରଇଲା ମନସ୍ ଜାତି, ଆତେ ତିଆର୍କରି ରଇବାଟାକେ ଚାଡତ୍ନାଇ । ଗଚ୍ସଙ୍ଗ୍, ପାକ୍ନାସଙ୍ଗ୍, ପିତଲ୍ସଙ୍ଗ୍, ରୁପାସଙ୍ଗ୍ ଆରି ସୁନାସଙ୍ଗ୍ ତିଆର୍ କରିରଇବା ମୁର୍ତିମନ୍କେ ଆରି ଡୁମାମନ୍କେ ସେବା କର୍ବାଟା ସେମନ୍ ଚାଡତ୍ନାଇ ।
21 Həmçinin onlar nə qatilliklərindən, nə sehrbazlıqlarından, nə əxlaqsızlıqlarından, nə də oğurluqlarından tövbə etdilər.
୨୧ସେମନ୍ ଚରାଇବାଟା, ବେସିଆ କାମ୍ କର୍ବାଟା, ଜାଦୁ ମଁତର୍ କର୍ବାଟା ଆରି ନର୍ ମରାଇବାଟା ମିସା ଚାଡତ୍ନାଇ ।