< Vəhy 16 >

1 Mən məbəddən yeddi mələyə «gedin, Allahın hiddətinin yeddi nimçəsini yer üzünə boşaldın» deyən uca bir səs eşitdim.
ତାର୍‌ପଚେ ଗଟେକ୍‌ ମନ୍ଦିରେଅନି ଗଟେକ୍‌ ଜବର୍‌ ସବଦ୍‌ ସେ ସାତ୍‌ଟା ଦୁତ୍‌ମନ୍‌କେ କାତା ଅଇବାଟା ମୁଇ ସୁନ୍‌ଲି । “ଜାଆ ଆରି ପର୍‌ମେସରର୍‌ ରିସା ବର୍‌ତି ଅଇରଇବା ସାତ୍‌ଟା ଗିନା ଦର୍‌ତନି ଉପ୍‌ରେ ଆଜାଡିଦେସ୍‌ ।”
2 Birinci mələk gedib öz nimçəsini quruya boşaltdı və vəhşi heyvanın damğasını daşıyan, onun surətinə səcdə edən adamlarda pis və ağrılı yaralar əmələ gəldi.
ପର୍‌ତୁମ୍‌ ଦୁତ୍‌ ଗାଲା ଆରି ତାର୍‌ ରିସାର୍‌ ଗିନା ଦର୍‌ତନି ଉପ୍‌ରେ ଆଜାଡିଦେଲା । ଆରି ଏଦେ ଦେକା! ଜନ୍‌ ଲକ୍‌ମନ୍‌ ଜେ କି ପସୁର୍‌ ଚିନ୍‌ ଗଦିଅଇରଇଲାଇ ଆରି ତାର୍‌ ମୁର୍‌ତିକେ ଜୁଆର୍‌ କର୍‌ତେରଇଲାଇ, ତାକର୍‌ ଗାଗ୍‌ଡେ ମୁର୍‌ଚି ନାପାର୍‌ଲା ପାରା ଉଟାନ୍‌ ବାରଇଲା ।
3 İkinci mələk öz nimçəsini dənizə boşaltdı və dəniz ölünün qanına bənzər qatı qana döndü, dənizdə olan bütün canlı varlıqlar məhv oldu.
ତାର୍‌ପଚେ ଦୁଇ ଲମର୍‌ ଦୁତ୍‌ ତାର୍‌ ରିସାର୍‍ ଗିନା ସମ୍‌ଦୁରେ ଆଜାଡି ଦେଲା । ଆରି ଏଦେ ଦେକା! ତେଇର୍‌ ପାନି ମଲାଲକର୍‌ ବନିପାରା ଅଇଗାଲା । ଆରି ସମ୍‌ଦୁରେ ରଇବା ଜଁତ୍‌ଜିଆଦ୍‌ ମରିଗାଲାଇ ।
4 Üçüncü mələk öz nimçəsini çaylara və su qaynaqlarına boşaltdı və onlar qana döndü.
ତାର୍‌ପଚେ ତିନ୍‌ ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ଗାଡ୍‌ମନ୍‌କେ ଆରି ପାଜ୍‌ରାମନ୍‌କେ ଆଜାଡିଦେଲା । ସେଟାମନର୍‌ ପାନି ସବୁ ବନି ଅଇଗାଲା ।
5 Onda mən sular mələyinin belə dediyini eşitdim: «Ey Var Olan, Var Olmuş, Müqəddəs Olan, Sən ədalətlisən ki, belə hökm çıxartdın.
ତାର୍‌ପଚେ ପାନି ଦେକାରକା କର୍‌ବା ଦୁତ୍‌ ଏନ୍ତାରି କଇବାଟା ମୁଇ ସୁନ୍‌ଲି “ଏ ସୁକଲ୍‌ ରଇବା ପର୍‌ମେସର୍‌ ତମେ ଆଗେଅନି ଆରି ଏବେ ମିସା ଆଚାସ୍‌ । ତମର୍‌ ବିଚାର୍‌ନା ଟିକ୍‌ ଆଚେ ।
6 Çünki müqəddəslərin və peyğəmbərlərin qanını tökdülər. Sən də onlara içmək üçün qan verdin. Onlar buna layiqdir».
ପର୍‌ମେସର୍‌ ଲକ୍‌ମନର୍‌ ଆରି ବବିସତ୍‌ବକ୍‌ତାମନର୍‌ ବନି ଡାଲିଦେଲାଇ । ତେବର୍‌ପାଇ ତମେ ସେମନ୍‌କେ କାଇବାକେ ବନି ଦେଇଆଚାସ୍‌ । ସେମନ୍‌ କରିରଇବା କାମର୍‌ ପଲ୍‌ ସେମନ୍‌ ଆକା ପାଇଲାଇ ଆଚତ୍‌ ।”
7 Qurbangahdan gələn bir səs də eşitdim: «Bəli, ey Külli-İxtiyar Rəbb Allah, Sənin hökmlərin həqiqi və ədalətlidir».
ତାର୍‌ପଚେ ବେଦିଟାନେଅନି ଗଟେକ୍‌ ସବଦ୍‌ ମୁଇ ସୁନ୍‌ଲି । “ମାପ୍‌ରୁ ପର୍‌ମେସର୍‌ ଜେ କି ସବୁର୍‌ ଉପ୍‌ରେ ଆଚେ, ତମର୍‌ ବିଚାର୍‌ନା ସମାନ୍‌ ଆରି ସତ୍‌ ।”
8 Dördüncü mələk öz nimçəsini günəşə boşaltdı və ona adamları odla qarsalamaq gücü verildi.
ତାର୍‌ପଚେ ଚାରି ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ବେଲ୍‌ ଉପ୍‌ରେ ଆଜାଡ୍‌ଲା । ଆରି ଏଦେ ଦେକା! ତାର୍‌ ଅପର୍‌ବଲ୍‌ ତାତି ସଙ୍ଗ୍‍ ଲକ୍‌ମନ୍‌କେ ପଡାଇଦେବାକେ ବେଲ୍‌ ଆଦେସ୍‌ ପାଇଲା ।
9 Adamları qızmar isti qarsaladı və onlar bu bəlaları idarə edən Allahın adına küfr etdilər, lakin tövbə edib Onu izzətləndirmədilər.
ସେ ଅପର୍‌ବଲ୍‌ ତାତିର୍‌ ଲାଗି ସେମନ୍‌ ପଡିଗାଲାଇ । ଆରି ପର୍‌ମେସରର୍‌ ନାଉଁ ଦାରି ସାଇପ୍‌ ଦେଲାଇ । କାଇକେବଇଲେ ଏ ସବୁର୍‌ ମର୍‌ଡି ଉପ୍‌ରେ ତାର୍‌ଆକା ଅଦିକାର୍‌ ରଇଲା । ମାତର୍‌ ସେମନ୍‌ ଏନ୍ତାର୍‌ ଅଇଲାଇ ମସିଆ ତାକର୍‌ ପାପେଅନି ବାଉଡତ୍‌ନାଇ । ଆରି ପର୍‌ମେସରର୍‌ ବଡ୍‌ କାମ୍‌କେ ମାନତ୍‌ନାଇ ।
10 Beşinci mələk öz nimçəsini vəhşi heyvanın taxtına boşaltdı və onun padşahlığını qaranlıq bürüdü. Adamlar iztirabdan dillərini dişlərinə sıxdılar
୧୦ତାର୍‌ପଚେ ପାଁଚ୍‌ ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ପସୁର୍‌ ବସ୍‍ବା ଜାଗାର୍‍ ଉପ୍‌ରେ ଆଜାଡିଦେଲା । ଆରି ଏଦେ ଦେକା! ପସୁର୍‌ ରାଇଜେ ଆନ୍ଦାର୍‌ ଡାବିଅଇଦେଲା । ଆରି ଦୁକାର୍‌ ଲାଗି ଲକ୍‌ମନ୍‌ ନିଜର୍‌ ନିଜର୍‌ ଜିବ୍‌ ଚାବିଅଇଦେଲାଇ ।
11 və öz iztirab və yaralarına görə göylərin Allahına küfr etdilər, lakin öz əməllərindən tövbə etmədilər.
୧୧ତାକର୍‌ ଦୁକା ଆରି ଉଟାନର୍‌ ଲାଗି ସରଗର୍‌ ପର୍‌ମେସର୍‌କେ ସେମନ୍‌ ସାଇପ୍‌ ଦେଲାଇ । ମାତର୍‌ ତାକର୍‌ କାରାପ୍‌ ଚଲାଚଲ୍‌ତିର୍‌ ଲାଗି ସେମନ୍‌ ବାଉଡତ୍‌ନାଇ ।
12 Altıncı mələk öz nimçəsini böyük Fərat çayına boşaltdı və onun suyu qurudu ki, gündoğandan gələn padşahlar üçün yol açılsın.
୧୨ତାର୍‌ପଚେ ଚଅ ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ଇଉପର୍‌ଟିସ୍‌ ନାଉଁର୍‌ ଗଟେକ୍‌ ବଡ୍‌ଗାଡେ ଆଜାଡିଦେଲା । ଆରି ଏଦେ ଦେକା! ସେ ଗାଡର୍‌ ପାନି ଆଁଟିଗାଲା । ସେନ୍ତାରି ପୁର୍‌ବେଅନି ଜନ୍‌ ରାଜାମନ୍‌ ଆରି ତାକର୍‌ ସନିଅମନ୍‌ ଆଇବାର୍‌ ରଇଲା, ସେମନର୍‌ପାଇ ବାଟ୍‌ ତିଆର୍‌ଅଇଲା ।
13 Gördüm ki, əjdahanın ağzından, vəhşi heyvanın ağzından və yalançı peyğəmbərin ağzından qurbağaya bənzər üç natəmiz ruh çıxır.
୧୩ତାର୍‌ପଚେ ତିନ୍‌ଟା ବେଙ୍ଗ୍‌ପାରା ଡିସ୍‌ବା ଅସୁକଲ୍‌ ଆତ୍‌ମାମନ୍‌କେ ମୁଇ ଦେକ୍‌ଲି । ସେମନ୍‌ ଅସୁର୍‌ସାଁପର୍‌ ଟଣ୍ଡେଅନି, ପସୁର୍‌ ଟଣ୍ଡେଅନି ଆରି ମିଚ୍‌ କଇବା ବବିସତ୍‌ବକ୍‌ତାର୍‌ ଟଣ୍ଡେଅନି ବାରଇ ଆଇତେରଇଲାଇ ।
14 Bunlar əlamətlər göstərən cin ruhlarıdır və bütün dünyanın padşahlarının yanına gedirlər ki, onları Külli-İxtiyar Allahın böyük günündə baş verəcək döyüşə toplasınlar.
୧୪ସେମନ୍‌ କାବାଅଇଜିବା କାମ୍‌ କର୍‌ବା ଡୁମାମନର୍‌ ଆତ୍‌ମାମନ୍‌ । ଏ ତିନ୍‌ଟା ଆତ୍‌ମା ଜଗତେ ରଇବା ସବୁ ରାଜାମନର୍‌ଟାନେ ଗାଲାଇ । ବେସି ବପୁ ରଇବା ପର୍‌ମେସରର୍‌ ବଡ୍‌ ଦିନର୍‌ ଜୁଇଦେ ସେ ଆତ୍‌ମାମନ୍‌ ସବୁ ରାଜାମନ୍‌କେ ଟୁଲିଆଇ ଆନ୍‌ବାଇ ।
15 Rəbb deyir: «Budur, oğru kimi gəlirəm; oyaq qalan, çılpaq gəzərək ayıbını göstərməmək üçün paltarlarını əynində saxlayan kəs nə bəxtiyardır!»
୧୫ସୁନା, ମୁଇ ଚର୍‌ ପାରା ଆଇଲିନି । ଜନ୍‌ ଲକ୍‌ମନ୍‌ ଜାଗ୍‌ରତ୍‌ ରଇକରି ତାକର୍‌ ବସ୍‌ତର୍‌ ଜାଗର୍‌ତା କରି ସଙ୍ଗଇବାଇ, ସେମନ୍‌ କେଡେକ୍‌ କରମର୍‌ ଲକ୍‌ମନ୍‌ । ମୁଇ ଆଇବା ଦିନେ ସେମନ୍‌ ଗଟେକ୍‌ ଡୁମ୍‌ଣ୍ଡା ଅଇକରି ଏନେତେନେ ବୁଲ୍‌ବା ଲକ୍‌ ପାରା ନ ରଏ । ଆରି ସେମନ୍‌ ଲକ୍‌ମନ୍‌କେ ଦେକି ଲାଜ୍‌ ନ ଅଅତ୍‌ ।
16 Bu ruhlar padşahları ibranicə Har-Magedon adlanan yerə topladı.
୧୬ତାର୍‌ପଚେ ଆତ୍‌ମାମନ୍‌ ସବୁ ରାଜାମନ୍‌କେ ଗଟେକ୍‌ ଜାଗାଇ ଟୁଲିଆଇ ଆନ୍‌ଲାଇ । ଏବ୍‌ରି ବାସାଇ ସେ ଜାଗାର୍‌ ନାଉଁ ଅଇଲାନି ଅମିଗର୍‌ଦନ୍‌ ।
17 Yeddinci mələk öz nimçəsini havaya boşaltdı və məbəddəki taxtdan «Tamam oldu!» deyən uca bir səs gəldi.
୧୭ତାର୍‌ପଚେ ସାତ୍‌ ଲମର୍‌ ଦୁତ୍‌, ତାର୍‌ ରିସାର୍‌ ଗିନା ପବନେ ଆଜାଡିଦେଲା । ଆରି ଏଦେ ଦେକା! ମନ୍ଦିରେ ରଇବା ବସ୍‍ବା ଜାଗାଇ ଅନି ଗଟେକ୍‌ ବଡ୍‌ ସବଦ୍‌ ଆଇଲା । “ସେଟା ସବୁ ସାରିଗାଲା!”
18 Onda şimşək, uğultu, göy gurultusu və böyük bir zəlzələ baş verdi. Zəlzələ elə güclü idi ki, insanın yer üzündə yaşamağa başladığı dövrdən bəri bundan böyüyü olmamışdı.
୧୮ଦାପ୍‌ରେ ବିଜ୍‌ଲି ମାର୍‌ଲା, ଗଡ୍‌ଗଡି ମାର୍‌ଲା ଆରି ବେସି ଦର୍‌ତନି ଚୁଲ୍‌ବୁଲ୍‌ଲା । ମୁନୁସ୍‌ ଜାତି ତିଆର୍‌ କଲାତେଇଅନି ଏନ୍ତାରି ଦର୍‌ତନି ଚୁଲ୍‌ବୁଲ୍‌ବାଟା କେବେ ନ ଅଇରଇଲା । ଏଟା ସବୁର୍‌ଟାନେ ଅନି କାରାପ୍‌ ରଇଲା ।
19 Böyük şəhər üç yerə bölündü və millətlərin şəhərləri dağıldı. Allah tərəfindən böyük Babil yada salındı ki, Allahın şiddətli qəzəb şərabı ilə dolu kasa ona verilsin.
୧୯ସେ ବଡ୍‌ ନଅର୍‌ ତିନ୍‌ବାଗ୍‌ ଅଇଗାଲା । ସବୁ ଦେସର୍‌, ସବୁ ରାଇଜର୍‌ ନଅର୍‌ମନ୍‌, ବିନାସ୍‌ ଅଇଗାଲା । ପର୍‌ମେସର୍‌ ଡାକ୍‌ପୁଟା ରଇବା ବାବିଲନ୍‌କେ ଏତାଇଲା । ଆରି ତାର୍‌ ଗିନାଇଅନି ତାକେ ମଦ୍‌ କୁଆଇଲା । ଏଟାର୍‌ ଅରତ୍‌ ଅଇଲାନି, ତାର୍‌ ରିସାଇଅନି ଆଇବା ବଡ୍‌ ଡଣ୍ଡ୍‌ ସେମନ୍‌ ପାଇବାଇ ।
20 Bütün adalar aradan qalxdı və dağlar yox oldu.
୨୦ସମ୍‌ଦୁର୍‌ ମଜାଇ ରଇବା ସୁକ୍‌ଲା ଜାଗାମନ୍‌ ସବୁ କୁପ୍‌ଲି, କି ଡଙ୍ଗର୍‌ମନ୍‌ ନ ରଇଲା ।
21 Göydən adamların üstünə hərəsinin çəkisi bir talant olan böyük dolu dənələri yağdı. Adamlar dolu bəlasına görə Allaha küfr etdilər, çünki bu bəla çox şiddətli idi.
୨୧ଆକାସେଅନି ପଚାସ୍‌ କେଜି ଲାକା ରଇବା କାରାପାକ୍‌ନାମନ୍‌ ଲକ୍‌ମନର୍‌ ଉପ୍‌ରେ ଅଦର୍‌ଲା । କାରାପାକ୍‌ନା ଅଦର୍‌ଲା ବିପଦର୍‌ଲାଗି ଲକ୍‌ମନ୍‌ ପର୍‌ମେସର୍‌କେ ସାଇପ୍‌ ଦେଲାଇ । କାଇକେବଇଲେ ସେଟାଗଟେକ୍‌ ବଡ୍‌ ବିପଦ୍‌ ରଇଲା ।

< Vəhy 16 >