< Matta 26 >

1 İsa bütün bu sözləri bitirəndən sonra şagirdlərinə dedi:
ଜିସୁ ଏ ସବୁ ସିକିଆ ଦେଇ ସାରାଇଲା ପଚେ ସିସ୍‌ମନ୍‌କେ,
2 «İki gün sonra Pasxa bayramı olacağını bilirsiniz. Bəşər Oğlu çarmıxa çəkilmək üçün təslim ediləcək».
“ନିସ୍‌ତାର୍‌ ପରବ୍‌ ଅଇବାକେ ଆରି ଦୁଇ ଦିନ୍‌ ଆଚେ । ସେଟା ତମେ ଜାନାସ୍‌ । ସେଡ୍‌କିବେଲେ ନର୍‌ପିଲା ମୁଇ କୁର୍‌ସେ ମର୍‌ବାକେ ଲକ୍‌ମନ୍‍କେ ସର୍‌ପି ଅଇବି ।”
3 O zaman başçı kahinlər və xalqın ağsaqqalları Qayafa adlı baş kahinin həyətinə toplaşdılar.
ସେବେଲେ ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ବଡ୍‌ ପୁଜାରି କୟାପାର୍‌ ଗରେ ରୁଣ୍ଡ୍‌ ଅଇଲାଇ ।
4 İsanı hiylə ilə tutub öldürmək üçün sui-qəsd hazırladılar.
ସେମନ୍‌ କେ ନାଜାନ୍‌ଲାପାରା ଜିସୁକେ ଦାରି ମରାଇବାକେ ପାଁଚ୍‌ନା କଲାଇ ।
5 Amma deyirdilər: «Bunu bayramda etməyək, yoxsa xalq arasında qarışıqlıq düşər».
ମାତର୍‌ ସେମନ୍‌ କଇଲାଇ, “ଆମେ ପରବ୍‌ ବେଲେ ଏ କାମ୍‌ କର୍‌ବାଟା ଟିକ୍‌ ନଏଁ । ସେ ବେଲେ ଲକ୍‌ମନ୍‌ ଗଣ୍ଡ୍‍ଗଲ୍‌ ମିସା କରିପାରତ୍‌ ।”
6 İsa Bet-Anyada cüzamlı Şimonun evində ikən
ଜିସୁ ଦିନେକ୍‌ ବେତ୍‌ନିଆଇ, ଆଗେଅନି ବଡ୍‌ରଗ୍‌ ଅଇ ରଇବା ସିମନର୍‌ ଗରେ ରଇଲା ।
7 bir qadın Onun yanına gəldi və qadının əlində içində çox bahalı ətirli yağ olan ağ mərmər qab var idi. İsa süfrəyə oturanda qadın yağı Onun başına tökdü.
ସିମନର୍‌ ଗରେ ସେ କାଇବାକେ ବସି ରଇଲା ବେଲେ, ଏଦେ ଦେକା! ଗଟେକ୍‌ ମାଇଜି ଆଲାବାସ୍‌ଟା ନାଉଁର୍‌ ପାକ୍‌ନାସଙ୍ଗ୍‌ ତିଆର୍‌କଲା କଣ୍ଡିତେଇ ବେସି ଦାମର୍‌ ବାସ୍‌ନା ଚିକନ୍‌ ବର୍‌ତି କରି ଆନି ତାର୍‌ ମୁଣ୍ଡେ ଡାଲି ଦେଲା ।
8 Şagirdlər bunu gördükdə acıqlanıb dedilər: «Bu israfçılıq nə üçündür?
ଏଟା ଦେକିକରି ତାର୍‌ ସିସ୍‌ମନ୍‌ ରିସା ଅଇଗାଲାଇ । ସେମନ୍‌ ତାକେ ପାଚାର୍‌ଲାଇ, “ଏତେକ୍‌ପାରା ଚିକନ୍‌ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍‌?
9 Axı bu ətiri baha qiymətə satıb pulunu yoxsullara vermək olardı».
ଏ ବାସ୍‌ନା ଚିକନ୍‌ ବିକ୍‌ଲେ ସରି, ବେସି ଡାବୁ ମିଲ୍‌ତା ଆରି ସେଟା ଗରିବ୍‌ ଲକ୍‌ମନ୍‌କେ ଦାନ୍‌ ଦେବାର୍‌ ଅଇତା ।”
10 Lakin İsa bunu bilərək dedi: «Niyə qadını incidirsiniz? O Mənim üçün gözəl bir iş gördü.
୧୦ସେମନ୍‌ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, “ତାକେ କାଇକେ ତମେ ଅଇରାନ୍‌ କଲାସ୍‌ନି? ସେ ମର୍‌ ପାଇ ଗଟେକ୍‌ ନିକ ଆରି ସୁନ୍ଦର୍‌ କାମ୍‌ କଲାଆଚେ ।”
11 Yoxsullar həmişə sizin yanınızdadır, Mənsə həmişə yanınızda olmayacağam.
୧୧“ତମେ ସବୁବେଲେ ଗରିବ୍‌ ଲକ୍‌ମନର୍‌ ସଙ୍ଗ୍‌ ମିସ୍‌ସା । ମାତର୍‌ ମର୍‌ସଙ୍ଗ୍‌ ସବୁବେଲେ ରଇ ନାପାରାସ୍‌ ।
12 Qadın bu ətiri Mənim bədənimə tökməklə Məni dəfn üçün hazırladı.
୧୨ସେ ମର୍‌ ଉପ୍‌ରେ ବାସ୍‌ନା ଚିକନ୍‌ ରକଇକରି, ମକେ ସମାଦି ଦେବା ଆଗ୍‌ତୁ, ତିଆର୍‌ କରି ଦେଲାଆଚେ ।
13 Sizə doğrusunu deyirəm: dünyanın hansı yerində Müjdə vəz edilərsə, bu qadının etdiyi iş də danışılacaq ki, o yada salınsın».
୧୩ମୁଇ ତମ୍‌କେ ସତ୍‌କାତା କଇଲିନି, ଗୁଲାଇ ଜଗତେ ଜନ୍‌ ଜାଗାଇ ମିସା ମାପ୍‌ରୁର୍‌ ନିକ କବର୍‌ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
14 O zaman On İki şagirddən Yəhuda İskaryot adlı biri başçı kahinlərin yanına gedib dedi:
୧୪ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଇସ୍‌କାରିୟତ୍‌ ଜିଉଦା ନାଉଁର୍‌ ଗଟେକ୍‌ ସିସ୍‌ ମୁକିଅ ପୁଜାରିମନର୍‌ ଲଗେ ଜାଇ ପାଚାର୍‌ଲା ।
15 «Onu sizə təslim etsəm, mənə nə verərsiniz?» Onlar da Yəhudaya otuz gümüş təklif etdilər.
୧୫“ଜିସୁକେ ଦାରାଇଦେଲେ ମକେ କାଇଟା ଦେଇସା?” ସେମନ୍‌ ତାକେ ତିରିସ୍‌ଟା ରୁପାଟାଙ୍ଗା ଏଜିକରି ଦେଲାଇ ।
16 O vaxtdan Yəhuda İsanı təslim etmək üçün fürsət axtarmağa başladı.
୧୬ସେ ଦିନେଅନି ଜିଉଦା ଜିସୁକେ ଦାରାଇ ଦେବାକେ ବେଲା କଜ୍‌ତେରଇଲା ।
17 Mayasız Çörək bayramının ilk günü şagirdlər İsanın yanına gəlib dedilər: «Sənin Pasxa yeməyin üçün harada hazırlıq görməyimizi istəyirsən?»
୧୭ନିସ୍‌ତାର୍‌ ପରବର୍‌ ପର୍‌ତୁମ୍‌ ଦିନେ ସିସ୍‌ମନ୍‌ ଆସି ଜିସୁକେ ପାଚାର୍‌ଲାଇ, “ତମର୍‌ ପାଇ ଆମେ କନ୍ତି ନିସ୍‌ତାର୍‌ ପରବର୍‌ ବଜି ତିଆର୍‌ କର୍‌ବୁ?”
18 O da cavab verdi: «Şəhərə girib filankəsin yanına gedin və ona deyin: “Müəllim deyir: ‹Vaxtım yaxınlaşdı, şagirdlərimlə birgə Pasxanı sənin evində keçirəcəyəm›”».
୧୮ଜିସୁ କଇଲା, “ନଅରେ ଜାଇ ସେ ଲକ୍‌କେ କଇସା, ତାର୍‌ ଦିନ୍‌କାଲ୍‌ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ତମର୍‌ ଗରେ ସେ ନିସ୍‌ତାର୍‌ ପରବ୍‌ ମାନ୍‌ସି ।”
19 Şagirdlər İsanın əmrini yerinə yetirərək Pasxa yeməyi üçün hazırlıq etdilər.
୧୯ସିସ୍‌ମନ୍‌, ଜିସୁ କଇଲା ଇସାବେ ନିସ୍‌ତାର୍‌ ପରବର୍‌ ବଜି ତିଆର୍‌କଲାଇ ।
20 Axşam düşəndə İsa On İki şagirdi ilə birgə süfrəyə oturdu.
୨୦ସଞ୍ଜ୍‌ ଅଇଲାକେ ଜିସୁ ଆରି ତାର୍‌ ବାର୍‌ଟା ସିସ୍‌ମନ୍‌ କାଇବାର୍‌ ବସ୍‌ଲାଇ ।
21 Onlar yemək yeyərkən İsa dedi: «Sizə doğrusunu deyirəm: sizlərdən biri Mənə xəyanət edəcək».
୨୧କାଇବା ବେଲେ ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ମକେ ବିସ୍‌ବାସେ ବିସ୍‌ଦେଲା ପାରା କର୍‌ସି ।”
22 Onlar çox kədərlənib bir-bir Ondan soruşdular: «Ya Rəbb, mən deyiləm ki?»
୨୨ଏ କାତା ସୁନି ସିସ୍‌ମନ୍‌ କାବା ଅଇଗାଲାଇ । ଆରି ଗଟେକ୍‌ ଗଟେକ୍‌ ଲକ୍‌ ଜିସୁକେ ପାଚାର୍‌ଲାଇ “ମାପ୍‌ରୁ ସେ ଲକ୍‌ ମୁଇ କି?”
23 O cavab verib dedi: «Mənimlə birlikdə əlini qaba batıran Mənə xəyanət edəcək.
୨୩ଜିସୁ କଇଲା, “ଜନ୍‌ ଲକ୍‌କି ମର୍‌ସଙ୍ଗ୍‌ ଗିନାତେଇ ରୁଟି ଚବାଲ୍‌ଲା, ସେ ଆକା ।” ସେ ମକେ ବିସ୍‌ବାସେ ବିସ୍‌ ଦେଲାପାରା କର୍‌ସି ।
24 Bəşər Oğlu Özü barəsində yazıldığı kimi gedir. Amma vay o adamın halına ki, Bəşər Oğluna xəyanət edir! O adam heç doğulmasaydı, onun üçün daha yaxşı olardı».
୨୪ସାସ୍‌ତରର୍‌ ଲେକା ଇସାବେ ମୁନୁସ୍‌ପିଲା ମୁଇ ମରିଜିବି, ମାତର୍‌ ଜେ ମକେ ଦାରାଇ ଦେଇସି, ତାର୍‌ ଦସା କେଡେ ଇନସ୍‌ତା ଅଇସି! ସେ ଜନମ୍‌ ନ ଅଇରଇଲେ ନିକ ଅଇତା ।
25 Ona xəyanət edən Yəhuda «Rabbi, mən deyiləm ki?» deyə soruşdu. İsa da ona «sən dediyin kimidir» dedi.
୨୫ବିସ୍‌ବାସେ ବିସ୍‌ ଦେଉ ଜିଉଦା ଉଟି ପାଚାର୍‌ଲା, “ଗୁରୁ ତମେ ମକେ ଦେକାଇକରି କୁଆସ୍‌ନାଇ ତ?” ଜିସୁ ତାକେ କଇଲା, “ସେଟା ତୁଇସେ କଇଲୁସ୍‌ନି ।”
26 Onlar yeyəndə İsa çörək götürdü, şükür duası edib onu böldü və şagirdlərə verərək dedi: «Alın, yeyin! Bu Mənim bədənimdir».
୨୬ସେମନ୍‌ କାଇବା ବେଲେ ଜିସୁ ଗଟେକ୍‌ ରୁଟି ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା, ଆରି ସେଟା ବାଙ୍ଗାଇ ସିସ୍‌ମନ୍‌କେ ଦେଇ କଇଲା, “ଏଟା ମର୍‌ ଗାଗଡ୍‌ । ନିଆ ଆରି କାଆ ।”
27 Sonra bir kasa götürdü və şükür edib onu da şagirdlərə verərək dedi: «Bundan hamınız için!
୨୭ତାର୍‌ପଚେ ଅଙ୍ଗୁର୍‌ରସ୍‌ ରଇଲା ମୁତା ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା ଆରି ତାର୍‌ ସିସ୍‌ମନ୍‌କେ କଇଲା, “ତମେ ସବୁ ଲକ୍‌ ଏ ମୁତାର୍‌ଟା କାଆ ।
28 Çünki bu, Əhdin bağlanması və günahların bağışlanması üçün çoxları uğrunda axıdılan Mənim qanımdır.
୨୮ଏଟା ମର୍‌ ବନି । ମୁନୁସ୍‌ମନର୍‌ ପାପ୍‌କେମାର୍‌ ଲାଗି ମୁଇ ମର୍‌ ଜନ୍‌ ବନି ଡାଲି ଦେବି ବଲି ଗାଲିନି, ସେଟା ପର୍‌ମେସର୍‌ ନୁଆ ନିୟମ୍‌ ଟିକ୍‍ କର୍‌ସି ।
29 Mən sizə deyirəm: Atamın Padşahlığında sizinlə birlikdə təzəsini içəcəyim günə qədər üzüm ağacının bu məhsulundan əsla içməyəcəyəm».
୨୯ମୁଇ ତମ୍‌କେ କଇଲିନି, ମର୍‌ ବାବାର୍‌ ରାଇଜେ ତମର୍‌ ସଙ୍ଗ୍‌ ନୁଆ ଅଙ୍ଗୁର୍‌ ରସ୍‌ କାଇବା ଜାକ ମୁଇ ଆରି କେବେ ଏ ରସ୍‌ ନ କାଇ ।”
30 Onlar ilahi oxuyandan sonra çıxdılar və Zeytun dağına tərəf getdilər.
୩୦ତାର୍‌ପଚେ ସେମନ୍‌ ଦନିଅବାଦର୍‌ ଗିତ୍‌ ଗାଇ ଗାଇ କରି ଜିତ୍‌ନାଉଁର୍‌ ପର୍‌ବତେ ଗାଲାଇ ।
31 Onda İsa şagirdlərinə dedi: «Bu gecə hamınız Məni atıb gedəcəksiniz, çünki belə yazılıb: “Çobanı vuracağam, Sürünün qoyunları pərən-pərən olacaq”.
୩୧ସେବେଲେ ଜିସୁ ସେମନ୍‌କେ କଇଲା, “ଆଜି ରାତି ତମେ ସବୁ ଲକ୍‌ ମକେ ଚାଡିକରି ଉଟିଜାଇସା । ସାସ୍‌ତର୍‌ କଇଲାନି, ମୁଇ ମେଣ୍ଡା ଚାରାଉକେ ମରାଇବି ଆରି ମେଣ୍ଡାମନ୍‌ ଚିନ୍‌ବିନ୍‌ ଅଇଜିବାଇ ।
32 Amma Mən diriləndən sonra sizdən qabaq Qalileyaya gedəcəyəm».
୩୨ମାତର୍‌ ମୁଇ ମରିକରି ଆରି ତର୍‌ ଉଟ୍‌ଲା ପଚେ, ତମର୍‌ ଆଗ୍‌ତୁ ଆଗ୍‌ତୁ ଗାଲିଲି ରାଇଜେ ଜିବି ।”
33 Peter Ona cavab verib dedi: «Hamı Səni atıb getsə də, mən əsla atıb getməyəcəyəm».
୩୩ପିତର୍‌ ଜିସୁକେ କଇଲା, “ତମ୍‌କେ ବିନ୍‌ ଲକ୍‌ମନ୍‌ ସବୁ ଚାଡିକରି ଉଟିଗାଲେ ମିସା ମୁଇ ଚାଡି ନ ଜାଇ ।”
34 İsa ona dedi: «Sənə doğrusunu deyirəm: bu gecə xoruz banlamazdan əvvəl sən Məni üç dəfə inkar edəcəksən».
୩୪ଜିସୁ ପିତର୍‌କେ କଇଲା, “ମୁଇ ସତ୍‌ କଇଲିନି ଆଜି ରାତି କୁକ୍‌ଡା ନ ଡାକ୍‌ତେ, ତୁଇ ମକେ ତିନ୍‌ ତର୍‌ ନାଜାନି ବଲି କଇସୁ ।”
35 Peter Ona dedi: «Əgər Səninlə birlikdə ölməyim lazım olsa belə, Səni əsla inkar etməyəcəyəm». Bütün şagirdlər də belə dedilər.
୩୫ପିତର୍‌ କଇଲା, “ଜଦି ମୁଇ ତମର୍‌ ସଙ୍ଗ୍‌ ମର୍‌ବାର୍‌ ରଇଲେ ମିସା, ମୁଇ ତମ୍‌କେ କେବେ ନାଜାନି ବଲି ନ କଇ ।” ବିନ୍‌ ସିସ୍‌ମନ୍‌ ମିସା ସେନ୍ତାର୍‌ କଇଲାଇ ।
36 Sonra İsa şagirdlərlə birlikdə Getsemani adlanan bir yerə gəldi və onlara dedi: «Mən oraya gedib dua edərkən siz burada oturub-qalın».
୩୬ତାର୍‌ ପଚେ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗେତ୍‌ସିମନି ନାଉଁର୍‌ ଗଟେକ୍‌ ଜାଗାଇ ଜାଇ ସେମନ୍‌କେ କଇଲା, “ତମେ ଇତି ଚନେକ୍‌ ବସି ରୁଆ । ମୁଇ ସେ ଲଗେ ଜାଇ ପାର୍‌ତନା କର୍‌ବି ।”
37 O, Peter ilə Zavdayın iki oğlunu Özü ilə apardı. Özündə bir kədər və narahatlıq hiss etməyə başladı.
୩୭ସେ ପିତର୍‌କେ ଆରି ଜେବଦିର୍‌ ଦୁଇଟା ପିଲାମନ୍‌କେ ତାର୍‌ ସଙ୍ଗ୍‌ ଡାକିନେଲା । ସେଡ୍‌କି ବେଲେ ସେ ବେସି ଦୁକ୍‌ କସ୍‌ଟ ଆରି କିଲ୍‌ବିଲ୍‌ଅଇ,
38 Onlara belə dedi: «Ürəyimi elə dərin kədər bürüyüb, az qalır ki, ölüm. Burada qalın və Mənimlə birlikdə oyaq olun».
୩୮ସେମନ୍‌କେ କଇଲା, “ଦୁକ୍‌ ଅଇ ମର୍‌ ଜିବନ୍‌ ଚିଡିଗାଲା ପାରା ଲାଗ୍‌ଲାନି । ଇତି ତମେ ମକେ ଜାଗିରୁଆ ।”
39 İsa bir qədər irəli getdi və üzüstə yerə qapanıb dua etdi: «Ey Atam, mümkündürsə, qoy bu kasa Məndən yan keçsin. Amma Mənim yox, Sənin iradən olsun».
୩୯ଜିସୁ ତାକର୍‌ ଟାନେଅନି କଣ୍ଡେକ୍‌ ଦୁରିକେ ଜାଇ ବୁଏଁ ଉମ୍‌ତାଡିଅଇ ପାର୍‌ତନା କଲା, “ବାବା ଜଦି ଅଇସି ବଇଲେ ଏ ଦୁକ୍‌ ପୁରୁନର୍‌ ମୁତା ମର୍‌ଟାନେଅନି ଦାରି ଜା, ମାତର୍‌ ମୁଇ ମନ୍‍ କଲାଟା ନଏଁ, ତମେ ମନ୍‍ କଲାଟା ପୁରାପୁରୁନ୍‌ ଅ ।”
40 İsa şagirdlərin yanına qayıdıb gördü ki, onlar yatıb. O, Peteri səslədi: «Məgər Mənimlə birlikdə bir saat oyaq qala bilməzdinizmi?
୪୦ତାର୍‌ପଚେ ସେ ତିନ୍‌ଟା ସିସ୍‌ମନର୍‌ ଲଗେ ବାଉଡି ଆସି ଦେକ୍‌ଲା, ସେମନ୍‌ ସଇଦେଇଆଚତ୍‌ । ଜିସୁ ପିତର୍‌କେ କଇଲା, “ତମେ ଗଟେକ୍‍ ଗଁଟା ମିସା ଜାଗି ନାପାର୍‌ଲାସ୍‌?
41 Oyaq durub dua edin ki, sınağa düşməyəsiniz. Ruh həvəsli, cisim isə gücsüzdür».
୪୧ଜେନ୍ତିକି ପରିକାର୍‌ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍‌ତନା କରା । କାଇକେ ବଇଲେ ଆତ୍‌ମା କର୍‌ବି ବଲି ମନ୍‍ କଲାନି, ମାତର୍‌ ଗାଗଡ୍‌ ନିଚି ବଇଲାନି ।”
42 İsa yenə ikinci dəfə uzaqlaşdı və dua etdi: «Ey Atam, əgər Mən içmədən bu kasanın yan keçməsi mümkün deyilsə, qoy Sənin iradən olsun».
୪୨ଜିସୁ ଆରି ତରେକ୍‌ ଜାଇ ପାର୍‌ତନା କଲା, “ଏ ମର୍‌ ବାବା ଜଦି ଏ ଦୁକର୍‌ ମୁତା ମର୍‌ଟାନେଅନି ନ ନେଲେ, ମୁଇ ସେଟା କାଇବାକେ ସେ ପଡ୍‌ସି । ମାତର୍‍ ମୁଇ ମନ୍‍ କଲାଟା ନାଇ, ତମେ ମନ୍‍ କଲାଟା ପୁରାପୁରୁନ୍‌ ଅ ।”
43 İsa qayıdanda gördü ki, onlar yenə yatıb. Çünki onların gözləri yumulurdu.
୪୩ସେ ଆରି ତରେକ୍‌ ବାଉଡି ଆସି ସିସ୍‌ମନ୍‌ ସଇରଇଲାଟା ଦେକ୍‌ଲା । ସେମନ୍‌କେ ଗୁନ୍‌ ଡାବି ଆନ୍‌ତେ ରଇଲାଜେ ଆଁକି ଦେକି ନାପାର୍‌ତେ ରଇଲାଇ ।
44 Onları tərk edib təkrarən uzaqlaşdı, yenə eyni sözlərlə üçüncü dəfə dua etdi.
୪୪ଏଟାସଙ୍ଗ୍‌ ତିନ୍‌ତର୍‌ ଅଇଲା ଜିସୁ ସେମନ୍‌କେ ଚାଡିକରି କଣ୍ଡେକ୍‌ ଦୁରିକେ ଜାଇ ସେନ୍ତାରି ପାର୍‌ତନା କଲା ।
45 Sonra İsa şagirdlərin yanına qayıdıb onlara dedi: «Hələ də yatıb dincəlirsiniz? Budur, vaxt yaxınlaşıb və Bəşər Oğlu günahkarların əlinə təslim olunur.
୪୫ତାର୍‌ ପଚେ ସିସ୍‌ମନର୍‌ ଲଗେ ଆସି କଇଲା, “ଏବେ ଜାକ ତମେ ସଇଆଚାସ୍‌? ଦେକା ପର୍‌ମେସରର୍‌ ନର୍‌ପିଲା ମୁଇ ପାପିମନ୍‍କେ ସର୍‌ପି ଅଇବା ବେଲା କେଟିଆଚେ ।
46 Qalxın gedək. Budur, Mənə xəyanət edən gəlir!»
୪୬ଉଟା, ଜୁ । ଏଦେ ଦେକା! ମକେ ଦାରାଇ ଦେବା ଲକ୍‌ ଆସି କେଟ୍‌ଲାବେ ।”
47 İsa hələ danışarkən On İki şagirddən biri olan Yəhuda gəldi. Onun yanında başçı kahinlərin və xalqın ağsaqqallarının göndərdiyi əli qılınclı və dəyənəkli böyük bir dəstə adam var idi.
୪୭ଜିସୁ ତାର୍‌ ସିସ୍‌ମନ୍‌କେ ଏ କାତା କଇବା ବେଲେ ତାର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେ ଅନି ଜିଉଦା ନାଉଁର୍‌ ସିସ୍‌ ଆସି କେଟ୍‌ଲା । ତାର୍‌ ସଙ୍ଗ୍‍ କାତି କାଣ୍ଡା ଆରି ଟେଙ୍ଗ୍‌ ଡାଙ୍ଗ୍‌ ଦାରି ବେସି ଲକ୍‌ ତେଇ ଟୁଲ୍‌ ଅଇଲାଇ । ସେମନ୍‌କେ ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ପାଟାଇରଇଲାଇ ।
48 İsaya xəyanət edən Yəhuda onlara işarə ilə bildirib demişdi: «Kimi öpsəm, İsa Odur, Onu tutun».
୪୮ବିସ୍‌ବାସେ ବିସ୍‌ ଦେଉ ଜିଉଦା ସେମନ୍‌କେ ଜାନାଇ ରଇଲା । ସେ ସେମନ୍‌କେ କଇରଇଲା ମୁଇ ଜନ୍‌ ଲକ୍‌କେ ଚୁମ୍‌ବି ତାକେ ତମେ କଜ୍‌ଲାସ୍‌ନି, ତାକେ ଦାରା ।
49 O anda İsaya yaxınlaşıb «Salam, Rabbi!» deyərək Onu öpdü.
୪୯ଜିଉଦା ସଲ୍‌କେ ଜିସୁର୍‌ଲଗେ ଜାଇ ତାକେ “ଏ ଗୁରୁ ଜୁଆର୍‌!” ବଲିକରି ଚୁମ୍‍ଲା ।
50 İsa da ona «Dostum, nə üçün gəlmisən?» dedi. Elə bu vaxt İsaya yaxınlaşıb əl ataraq Onu tutdular.
୫୦ଜିସୁ ଜିଉଦାକେ କଇଲା, “ମଇତର୍‌ ତର୍‌ କାମ୍‌ ଦାପ୍‌ରେ ସାରାଇଦେସ୍‌ ।” ତାର୍‌ ପଚେ ସେମନ୍‌ ଜିସୁକେ ଦାରି ବାନ୍ଦି ପାକାଇଲାଇ ।
51 Onda İsa ilə birlikdə olanlardan biri əl atıb qılıncını çəkdi və baş kahinin qulunu vurub qulağını qopartdı.
୫୧ଜିସୁର୍‌ ବାଟର୍‌ ଗଟେକ୍‌ ଲକ୍‌ ତାର୍‌ ନିଜର୍‌ କାଣ୍ଡା ବାର୍‌କରାଇ ମୁକିଅ ପୁଜାରିର୍‌ ଗତିଦାଙ୍ଗ୍‌ଡାକେ ମାର୍‌ଲା । ସେ ଲକର୍‌ କାନ୍‌ ଚିଡି ଗାଲା ।
52 İsa ona dedi: «Qılıncını yerinə qoy, çünki qılınc çəkənlərin hamısı qılıncla məhv olacaq.
୫୨ଜିସୁ ତାକେ କଇଲା, “ତର୍‌ କାଣ୍ଡା ପୁରାଇକରି ସଙ୍ଗ । ଜନ୍‌ ଲକ୍‌ମନ୍‌ କାଣ୍ଡା ଉଟାଇବାଇ, ସେମନ୍‌ କାଣ୍ଡାଇସେ ମର୍‌ବାଇ ।
53 Yoxsa elə düşünürsən ki, Atamdan yardım istəyə bilmərəm? İstəsəm, dərhal Mənə on iki legiondan artıq mələk göndərər.
୫୩ତୁଇ କାଇ ନାଜାନୁସ୍‌ କି? ମୁଇ ମର୍‌ ବାବାକେ ସାଇଜ ମାଙ୍ଗ୍‌ଲେ, ସେ ମର୍‌ପାଇ ଦାପ୍‌ରେସେ, ବାର୍‌ଟା ଦଲେଅନି ଅଦିକ୍‌ ସରଗର୍‌ ଦୁତ୍‌ମନ୍‌କେ ପାଟାଇପାରେ ।
54 “Bunların olması gərəkdir” deyən Müqəddəs Yazılar onda bəs necə yerinə yetərdi?»
୫୪ମାତର୍‌ ସେନ୍ତାର୍‌ ଆଲେ ଏଟାମନ୍‌ ସବୁ ଗଟ୍‌ସି ବଲି ସାସ୍‌ତରେ ଜାଇ ଜାଇଟା ଲେକା ଅଇଲା ଆଚେ, ସେଟା କେନ୍ତି ପୁରାପୁରୁନ୍‌ ଅଇସି?”
55 Həmin vaxt İsa camaata dedi: «Nə üçün quldur üstünə gələn kimi qılınc və dəyənəklərlə Məni tutmağa gəlmisiniz? Hər gün məbəddə oturub təlim verirdim, heç Məni tutmadınız.
୫୫ତାର୍‌ ପଚେ ଜିସୁ ତେଇ ଟୁଲ୍‌ଅଇରଇବା ଲକ୍‌ମନ୍‌କେ କଇଲା, “ମୁଇ କାଇ ଗଟେକ୍‌ ପାଲାଇବା କାଙ୍ଗାର୍‌ଜେ ଟେଙ୍ଗ୍‌ ଡାଙ୍ଗ୍‌ ଆରି କାଣ୍ଡା ଦାରି ମକେ ଦାର୍‌ବାର୍‌ ଆସିଆଚାସ୍‌? ମୁଇ ସବୁ ଦିନ୍‌ ମନ୍ଦିରେ ବସି ସିକିଆ ଦେଇତେ ରଇଲି, ସେବେଲେତା ମକେ ଦାରାସ୍‌ ନାଇ!
56 Amma bunların hamısı peyğəmbərlərin Yazıları yerinə yetsin deyə baş verdi». Onda bütün şagirdlər İsanı atıb qaçdılar.
୫୬ଜାଇଟା ଅବେ, ବବିସତ୍‌ବକ୍‌ତାମନ୍‌ ସାସ୍‌ତରେ ଜାଇଟା ଲେକ୍‌ଲାଇ ଆଚତ୍‌, ସେ ସବୁ ସିଦ୍‌ ଅଇବାକେ ଏଟା ଗଟ୍‌ଲା ।” ସେଡ୍‌କିବେଲେ ସିସ୍‌ମନ୍‌ ସବୁଲକ୍‌ ଜିସୁକେ ଚାଡି ପାଲାଇଲାଇ ।
57 İsanı həbs edənlər Onu baş kahin Qayafanın yanına gətirdilər. İlahiyyatçılar və ağsaqqallar da oraya toplaşdı.
୫୭ଜିସୁକେ ବନ୍ଦି କରୁମନ୍‌ ତାକେ ବଡ୍‌ ପୁଜାରି କାୟାପାର୍‌ ଗରେ ନେଲାଇ । ସିତି ଦରମ୍‌ ଗୁରୁ ଆରି ପାର୍‌ଚିନ୍‌ମନ୍‌ ଟୁଲ୍‌ ଅଇରଇଲାଇ ।
58 Peter uzaqdan baş kahinin həyətinə qədər İsanın ardınca gedirdi, sonu görmək üçün içəri girib mühafizəçilərlə birgə oturdu.
୫୮ପିତର୍‌ କଣ୍ଡେକ୍‌ ଦୁରିକେ ରଇକରି ଜିସୁକେ ଦେକ୍‌ତେ ରଇଲା । ଆରି ସେ କାୟାପା ଗରର୍‌ ଡାଣ୍ଡ୍‍ଜାକ ଗାଲା । ଏ ସବୁ ଗଟ୍‍ନା କାଇଟା ଅଇସି ବଲି ସେଟା ଦେକ୍‌ବାକେ ପିତର୍‌ ମନ୍ଦିର୍‌ ଜାଗୁଆଲ୍‌ମନର୍‌ ସଙ୍ଗ୍‌ ତେଇ ବସ୍‌ଲା ।
59 Başçı kahinlər və Ali Şuranın hamısı İsanı edam etmək üçün Onun əleyhinə yalançı şahidlik ifadəsi axtarırdılar.
୫୯ମୁକିଅ ପୁଜାରିମନ୍‌ ଆରି ବଡ୍‌ ସବାଇ ରଇଲା ସବୁ ଲକ୍‌ମନ୍‌ ଜିସୁକେ ମରନ୍‌ ଡଣ୍ଡ୍‌ ଦେବାକେ ତାର୍‌ ବିରୁଦେ ମିଚ୍‌ କାତା କଜ୍‌ବାକେ ଚେସ୍‌ଟା କଲାଇ ।
60 Çoxlu yalançı şahid gəldi, lakin yenə də axtardıqlarını tapmadılar. Axırda iki şahid gəlib
୬୦କେତେ କେତେ ଲକ୍‌ମନ୍‌ ଜିସୁର୍‌ ବିରୁଦେ ମିଚ୍‌ କାତା କଇଲାଇ । ମାତର୍‌ ସେନ୍ତାରି କାଇ ବୁଲ୍‌ କାତା ମିସା ମିଲେ ନାଇ । ପଚେ ଦୁଇଲକ୍‌ ଉଟିକରି,
61 dedi: «Bu Adam dedi: “Mən Allahın məbədini dağıdıb üç gün ərzində tikə bilərəm”».
୬୧“ଏ ଲକ୍‌ ମୁଇ ପର୍‌ମେସରର୍‌ ମନ୍ଦିର୍‌ ବାଙ୍ଗାଇ ଦେଇ, ସେଟା ତିନ୍‌ ଦିନ୍‌ ବିତ୍‌ରେ ଆରି ତରେକ୍‌ ଉଟାଇ ଦେଇପାରି ।” ବଲି କଇରଇଲା ।
62 Baş kahin ayağa qalxıb İsaya dedi: «Sənin heç cavabın yoxdur? Onlar Sənin əleyhinə bu nə ifadədir verirlər?»
୬୨ବଡ୍‌ ପୁଜାରି ଟିଆଅଇକରି ଜିସୁକେ କଇଲା, “ତୁଇ କାଇକେ କାଇଟାବଲି କଉସ୍‌ ନାଇ? ଏମନ୍‌ କଇବା କାତା ଚାପ୍‌ବାକେ ତୁଇ ଆରି କାଇଟା କଇବାର୍‌ ଆଚେ କି?”
63 Amma İsa susmaqda davam etdi. Baş kahin isə Ona dedi: «Səni var olan Allaha and etdirirəm, bizə de, Allahın Oğlu Məsih Sənsənmi?»
୬୩ମାତର୍‌ ଜିସୁ ଚିମ୍‌ରାଅଇ ରଇଲା । ବଡ୍‌ ପୁଜାରି କଇଲା, “ମୁଇ ତମ୍‌କେ ଜିବନ୍‌ ରଇବା ପର୍‌ମେସରର୍‌ ନାଉଁ ଦାରି ପର୍‌ମାନ୍‌ କରାଇ ପାଚାର୍‌ଲିନି, ସତ୍‌ କଅ, ତୁଇ କାଇ ପର୍‌ମେସରର୍‌ ପିଲା ମସିଅ କି?”
64 İsa da ona dedi: «Sənin dediyin kimidir. Hətta sizə deyirəm: bundan sonra Bəşər Oğlunun Qüdrətli Olanın sağında oturduğunu və göyün buludları üzərində gəldiyini görəcəksiniz».
୬୪ଜିସୁ କଇଲା, “ତୁଇ ସମାନ୍‌ କାତା କଇଆଚୁସ୍‌ । ମାତର୍‌ ମୁଇ ତମ୍‌କେ ସବୁ ଲକ୍‌କେ କଇଲିନି, ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ, ଦାପ୍‌ରେ ସେ ସବୁର୍‌ ଉପ୍‌ରର୍‌ ମାପ୍‌ରୁର୍‌ ଉଜା ବାଟେ ବସ୍‌ବାକେ ଗାଲିନି, ଆରି ମକେ ତମେ ସର୍‌ଗେଅନି ବାଦଲ୍‌ ସଙ୍ଗ୍‌ ଉତ୍‌ରି ଆଇବାଟା ଦେକ୍‌ସା ।”
65 Onda baş kahin əynindəki paltarını cırıb dedi: «O, Allaha küfr etdi! Artıq şahidlərə nə ehtiyacımız var? Elə indi Onun küfr söylədiyini eşitdiniz!
୬୫ଏ କାତା ସୁନି ବଡ୍‌ ପୁଜାରି ତାର୍‌ ପିନ୍ଦି ରଇବାଟା ଚିରିପାକାଇ କଇଲା, “ଏଟା ସେ ପର୍‌ମେସର୍‌କେ ନିନ୍ଦା କର୍‌ବାଟା! ଆରି ବିନ୍‌ ସାକି ଦର୍‌କାର୍‌ ନାଇ । ତମେ ଏବେସେ ଏ ଲକ୍‌ ପର୍‌ମେସର୍‌କେ ନିନ୍ଦା କର୍‌ବାଟା ସୁନ୍‌ଲାସ୍‌ ।
66 Bəs buna nə deyirsiniz?» Onlar cavab verib dedilər: «O, ölüm cəzasına layiqdir».
୬୬ଏ ବିସଇନେଇ କରି ତମେ କାଇଟା ବାବ୍‌ଲାସ୍‌ନି?” ସେମନ୍‌ ସବୁ ଲକ୍‌ କଇଲାଇ, “ସେ ଦସ୍‌ କରିଆଚେ, ମରନ୍‌ ଡଣ୍ଡ୍‌ ପାଇବାର୍‌ ଦର୍‌କାର୍‌ ଆକା ।”
67 Elə bu vaxt İsanın üzünə tüpürüb yumruq vurdular. Bəziləri də Ona şillə vuraraq
୬୭ତାର୍‌ ପଚେ ସେମନ୍‌ ଜିସୁର୍‌ ମୁଏଁ ତୁକ୍‌ଲାଇ ଆରି ମାର୍‌ଲାଇ । କେତେ ଲକ୍‌ ତାକେ ଚାପଡ୍‌ ସଙ୍ଗ୍‌ ମାରି କଇଲାଇ,
68 dedilər: «Ey Məsih, bizə peyğəmbərlik elə görək, Səni vuran kimdir?»
୬୮“ଏ କିରିସ୍‌ଟ! ବବିସତ୍‌ କାତା ଅଲପ୍‌ କଅ । ତକେ କେ ମାର୍‌ଲା କଇଦେକ୍‌ ପନି!”
69 Peter isə bayırda, həyətdə oturmuşdu. Bir qarabaş ona yaxınlaşıb dedi: «Sən də Qalileyalı İsa ilə birlikdə idin».
୬୯ପିତର୍‌ ବଡ୍‌ ପୁଜାରିର୍‌ ଦୁଆର୍‌ ମୁଆଟେ ବସି ରଇଲା ବେଲେ ଗଟେକ୍‌ ବଡ୍‌ ପୁଜାରିର୍‌ ପାଇଟିକାରିଆନି ଲଗେ ଆସି କଇଲା, “ତୁଇ ମିସା ଗାଲିଲିର୍‌ ଜିସୁର୍‌ ସଙ୍ଗ୍‍ ରଇଲୁସ୍‌ କାଇକି?”
70 Amma Peter hamının qarşısında inkar edərək dedi: «Bilmirəm, sən nə danışırsan».
୭୦ମାତର୍‌ ପିତର୍‌ ସବୁର୍‌ ମୁଆଟେ ନାଡାଇ କରି ଏ କାତା କଇଲା, “ତୁଇ କାଇ ବଲି କଇଲୁସ୍‌ନି ମୁଇ ନାଜାନି ।”
71 Sonra darvazaya gələndə başqa bir qarabaş onu görüb oradakılara dedi: «Bu adam Nazaretli İsa ilə birlikdə idi».
୭୧ଏନ୍ତି କଇକରି ପିତର୍‌ ଦୁଆର୍‌ ମୁଆଁଟ୍‌ ଲଗେ ଉଟିଗାଲା । ଆରି ଗଟେକ୍‌ ବିନ୍‌ ପାଇଟିକାରିଆନି ତାକେ ଦେକି ତେଇ ରଇବା ଲକ୍‌ମନ୍‌କେ କଇଲା, “ଏ ନାଜରିତର୍‌ ଜିସୁର୍‌ ସଙ୍ଗ୍‍ ରଇଲା ।”
72 Peter yenə inkar edib and içdi: «Mən o Adamı tanımıram».
୭୨ପିତର୍‌ ଆରି ତରେକ୍‌ କଇଲା, “ମୁଇ ପର୍‌ମାନ୍‌ କରି କଇଲିନି, ସେ ଲକ୍‌କେ ନାଜାନି ।”
73 Bir az sonra orada duranlar gəlib Peterə dedilər: «Doğrudan da, sən də onlardansan, çünki nitqin səni ifşa edir».
୭୩କେତେପର୍‌ ଗାଲାପଚେ ତେଇ ରଇଲା ଲକ୍‌ମନ୍‌ ପିତରର୍‌ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ । ତର୍‌ କାତାବାର୍‌ତାଇଅନି ଏଟା ଜାନା ପଡିଗାଲାନି ।”
74 Peter özünü qarğıyıb and içərək dedi: «O Adamı tanımıram». Həmin anda xoruz banladı.
୭୪ପିତର୍‌ କଇଲା, “ମୁଇ ପର୍‌ମାନ୍‌ କରି କଇଲିନି, ମର୍‌ କାତା ସତ୍‌ ଆକା । ନଇଲେ ପର୍‌ମେସର୍‌ ମକେ ଡଣ୍ଡ୍‌ ଦେଅ । ସେ ଲକ୍‌କେ ମୁଇ ନାଜାନି ।” ସେଦାପ୍‌ରେ କୁକ୍‌ଡା ଡାକ୍‌ଲା ।
75 Peter İsanın «xoruz banlamazdan əvvəl sən Məni üç dəfə inkar edəcəksən» dediyi sözü yadına saldı. Ona görə oradan çıxıb hönkür-hönkür ağladı.
୭୫ଆରି ଜିସୁ ଜନ୍‌ ଜନ୍‌ କାତା କଇରଇଲା, କୁକ୍‌ଡା ନ ଡାକ୍‌ତେ ତୁଇ ମକେ ତିନ୍‌ ତର୍‌ ନାଜାନି ବଲି କଇସୁ । ସେ ସବୁ ପିତର୍‌ ଏତାଇଲା ଆରି ସେ ବାଇରେ ଜାଇ ବେସି ଦୁକ୍‌ ଅଇ କାନ୍ଦ୍‌ଲା ।

< Matta 26 >