< Matta 24 >
1 İsa məbəddən çıxıb gedərkən şagirdləri məbədin binalarını Ona göstərmək üçün yanına gəldilər.
୧ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍ମନ୍ ମନ୍ଦିର୍ ପିଣ୍ଡା ଦୁଆରେ ରଇବା ବଡ୍ ବଡ୍ ପାକ୍ନା ବାଟେ ଦେକାଇଲାଇ ।
2 İsa onlara cavab verib dedi: «Bütün bunları görürsünüzmü? Sizə doğrusunu deyirəm: onların daşı daş üstündə qalmayacaq, hamısı yerlə yeksan olacaq».
୨ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍ଲାସ୍ନି । ମୁଇ ତମ୍କେ ସତ୍ କଇଲିନି ଏ ମନ୍ଦିରର୍ ଗଟେକ୍ ମିସା ପାକ୍ନା ତାର୍ ଜାଗାଇ ନ ରଏ । ସବୁଜାକ ଅଦ୍ରି ବିଲିଜାଇସି ।”
3 İsa Zeytun dağında oturanda şagirdlər ayrılıqda Onun yanına gəlib dedilər: «Bizə söylə, bu dediklərin nə vaxt baş verəcək? Sənin zühurun və dövrün sonuna hansı əlamətlər olacaq?» (aiōn )
୩ଜିସୁ ଜିତ୍ ନାଉଁର୍ ଡଙ୍ଗର୍ ଉପ୍ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍ମନ୍ ଆସି ତାକେ ପାଚାର୍ଲାଇ, “ଏ ସବୁଜାକ କେବ୍କେ ଅଇସି ଆମ୍କେ କୁଆ କାଇ ଗଟ୍ନା ଗଟ୍ଲେ ଆମେ ଜାନିପାର୍ବୁ ଜେ ତମର୍ ଆଇବା ବେଲା ଅଇଲାନି ଆରି ଏ ଜୁଗ୍ ସେସ୍ ଅଇସି ବଲି?” । (aiōn )
4 İsa onlara cavab verib dedi: «Ehtiyatlı olun, qoy sizi heç kim aldatmasın.
୪ଜିସୁ କଇଲା, “ଜାଗ୍ରତ୍ଅଇକରି ରୁଆ, ଜେନ୍ତିକି କେ ମିସା ତମ୍କେ ନ ନାଡାଅତ୍ ।
5 Çünki Mənim adımla çox adam gəlib “Məsih mənəm” deyərək çoxlarını aldadacaq.
୫କେତେ କେତେ ଲକ୍ମନ୍ ମର୍ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍ଟ ମସିଅ ।’ ସେମନ୍ ଏନ୍ତାର୍ କଇ କେତେ କେତେ ଲକ୍ମନ୍କେ ନାଡାଇବାଇ ।
6 Siz müharibələr və müharibə xəbərləri eşidəcəksiniz. Amma təlaşa düşməyin. Bunlar baş verməlidir, amma bu hələ hər şeyin axırı deyil.
୬ତମର୍ ଲଗେ ଅଇତେ ରଇବା ଜୁଇଦର୍ କିଲ୍ବିଲ୍ ଅଇବାଟା ସୁନ୍ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍ କବର୍ ଜାନ୍ସା । ମାତର୍ ଡରାନାଇ, ବାଇଦରେ ଏନ୍ତି ଗଟ୍ନା ଅଇସି । ମାତର୍ ଏଟାର୍ ଅରତ୍ ନଏଁ ଜେ, ଜୁଗ୍କାଲ୍ କେଟିଗାଲା ।
7 Çünki millət millətə, padşahlıq padşahlığa qarşı çıxacaq. Yerbəyer aclıq və zəlzələlər olacaq.
୭ଦେସ୍ ଦେସ୍ ବିତ୍ରେ ଜୁଇଦ୍ ଅଇସି, ଗଟେକ୍ ରାଇଜ୍ ଆରି ଗଟେକ୍ ରାଇଜ୍ ଉପ୍ରେ ଜୁଇଦ୍ କର୍ସି । ସବୁ ବାଟେ ମର୍ଡି ଆରି ଦର୍ତନି ଚୁଲ୍ବୁଲ୍ସି ।
8 Bütün bunlar sanki doğuş ağrılarının başlanğıcıdır.
୮ମାତର୍ ଏଟାମନ୍ ସବୁ ମାଇଜିମନର୍ ଆତ୍ଗଡ୍ ସୁକ୍ଅଇବା ବେଲେ ପର୍ତୁମ୍ ପର୍ତୁମ୍ ଅଇବା ଦୁକାସୁକା ପାରା ।
9 O zaman sizi əziyyətə təslim edib öldürəcəklər. Mənim adıma görə bütün millətlər sizə nifrət edəcək.
୯ତମେ ଦାରାଇ ଅଇ ମାଡ୍ କାଇବାକେ ଆରି ମରନର୍ ଡଣ୍ଡ୍ ପାଇବାକେ ସର୍ପି ଅଇସା । ତମେ ମକେ ବିସ୍ବାସ୍ କଲାର୍ ପାଇ ବଲି ସବୁ ଲକ୍ ଗିନ୍ କର୍ବାଇ ।
10 Onda bir çoxu imandan büdrəyərək bir-birini təslim edəcək və bir-birinə nifrət edəcək.
୧୦ସେଡ୍କିବେଲେ କେତେ କେତେ ଲକ୍ ତାକର୍ ବିସ୍ବାସ୍ ଆରାଇବାଇ, ତାକର୍ ତାକର୍ ବିତ୍ରେ ଗିନ୍ ଅଇକରି ତାକର୍ ତାକର୍ ବିତ୍ରେ ବିସ୍ବାସେ ବିସ୍ ଦିଆ ଦିଇ ଅଇବାଇ ।
11 Bir çox yalançı peyğəmbər törəyib çox adamı aldadacaq.
୧୧ସେବେଲେ କେତେ କେତେକ୍ ଟକାବଣ୍ଡା ବବିସତ୍ବକ୍ତା ଆସିକରି ଲକ୍ମନ୍କେ ନାଡାଇବାଇ ।
12 Qanunsuzluq çoxaldığı üçün bir çoxunun məhəbbəti soyuyacaq.
୧୨ଏନ୍ତାରି ଅଇ ପାପ୍ ଅଦିକ୍ ଅଦିକ୍ ଅଇସି ଆରି ପର୍ମେସର୍ ପାଇରଇବା ଲକ୍ମନର୍ ଆଲାଦ୍ ସିତଲ୍ ଅଇଜାଇସି ।
13 Amma axıracan dözən xilas olacaq.
୧୩ମାତର୍ ଜେ ସାରାସାରି ଜାକ ମୁର୍ଚିକରି ରଇସି, ସେ ମୁକ୍ତି ପାଇସି ।
14 Səmavi Padşahlığın bu Müjdəsi bütün millətlərə şəhadət olmaq üçün bütün dünyada vəz ediləcək. O zaman hər şeyin axırı gələcək.
୧୪ରାଇଜର୍ ସବୁ ବାସାର୍ ଲକ୍ମନର୍ ଲଗେ, ମାପ୍ରୁର୍ ସାକିଦେବାକେ ଦୁନିଆର୍ ଗୁଲାଇବାଟେ ତାର୍ କାତା ସୁନାଇବାଇ । ତାର୍ପଚେ ସେ ଜୁଗ୍ ସାର୍ସି ।”
15 Beləliklə, Daniel peyğəmbərin bəhs etdiyi viranəlik gətirən iyrənc şeyin Müqəddəs məkanda qoyulduğunu gördüyünüz zaman – qoy oxuyan bunu anlasın –
୧୫ଦାନିଏଲ୍ ବବିସତ୍ବକ୍ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍ ଦିନ୍ ତମେ ଆରି ତରେକ୍ ଦେକ୍ସା । ସେଟା ସୁକଲ୍ ଜାଗାକେ ଅସୁକଲ୍ କରିଦେଇସି । ଇତିର୍ ଅରତ୍ କାଇଟା, ପଡ୍ଲା ଲକ୍ ବୁଜା ।
16 Yəhudeyada olanlar dağlara qaçsın.
୧୬ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।
17 Damda olan evindəki əşyaları götürmək üçün aşağı enməsin.
୧୭ଜନ୍ ଲକ୍ମନ୍ ଚାଉନି ଉପ୍ରେ ରଇବାଇ, ସେମନ୍ ଗର୍ବିତ୍ରର୍ ଜିନିସ୍ ପତର୍ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍ ।
18 Tarlada olan üst paltarını götürmək üçün geri qayıtmasın.
୧୮ଜନ୍ ଲକ୍ମନ୍ ପଦାଇ ଜାଇତେ ରଇବାଇ, ସେମନ୍ ତାକର୍ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍ ।
19 Həmin günlər hamilələrin və körpə əmizdirənlərin vay halına!
୧୯ସେଡ୍କିବେଲେ ଗାଗ୍ଡେ ରଇବା ମାଇଜିମନ୍ ଆରି ପିଲାକେ ଦୁଦ୍ କୁଆଇତେ ରଇବା ମାମନର୍ ଦସା କେଡେ ଇନସ୍ତା ଅଇସି ।
20 Dua edin ki, qaçmağınız qış fəslində və ya Şənbə günündə baş verməsin.
୨୦ଏ ସବୁ ଗଟ୍ନା ସିତ୍ ଦିନେ ନ ଅ । ସେଟାର୍ପାଇ ପର୍ମେସର୍କେ ପାର୍ତନା କର୍ତେ ରୁଆ, ଜେନ୍ତାରି କି ସିତ୍ମାସେ ନଇଲେ ବିସ୍ରାମ୍ବାରେ ତମ୍କେ ପାଲାଇବାକେ ନ ପଡେ ।
21 Çünki o vaxt elə dəhşətli əzab-əziyyət olacaq ki, dünyanın başlanğıcından indiyə qədər beləsi olmayıb və heç olmayacaq da.
୨୧ସେବେଲେ ଜନ୍ ଦୁକ୍ ପାଇବାକେ ପଡ୍ସି, ଦୁନିଆ ତିଆର୍ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍ଟତେଇଅନି ଅଦିକ୍ ଅଇଜାଇସି । ସେନ୍ତାରି ଦୁକ୍ ଆଗ୍କେ ଆରି କେବେ ନ ଆସେ ।
22 Əgər o günlər qısaldılmasaydı, heç bir insan xilas ola bilməzdi. Amma seçilmişlərə görə o günlər qısaldılacaq.
୨୨ମାତର୍ ପର୍ମେସର୍ ଦୁକର୍ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍ ସେ ବାଚିରଇବା ଲକ୍ମନ୍କେ ଜିଆଇବାପାଇ ପର୍ମେସର୍ ସେ ବେଲା ଉନାକରି ଦେଇଆଚେ ।
23 O zaman əgər kimsə sizə desə ki, “bax, Məsih buradadır” yaxud da “oradadır”, inanmayın.
୨୩ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
24 Çünki yalançı məsihlər və yalançı peyğəmbərlər törəyəcək. Onlar böyük əlamətlər və xariqələr göstərəcəklər ki, imkan taparlarsa, seçilmişləri də aldatsınlar.
୨୪କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍ବକ୍ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍ ସେବେଲେ ଦେକାଇଅଇବାଇ । ସେମନ୍ କାବା ଅଇଜିବା କାମ୍ମନ୍ ଦେକାଇ ପର୍ମେସର୍ ବାଚି ରଇବା ଲକ୍ମନ୍କେ ମିସା ନାଡାଇବାଇ ।
25 Bax Mən sizə əvvəlcədən söyləmişəm.
୨୫ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
26 Ona görə sizə “bax, O çöldədir” desələr də, çıxmayın. “Bax, O daxili otaqlardadır” desələr də, inanmayın.
୨୬“ଦେକା, ଜଦି ଲକ୍ମନ୍ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍କେ ବିସ୍ବାସ୍ କରା ନାଇ ।
27 Çünki şimşək şərqdə çaxıb qərbdə belə, göründüyü kimi Bəşər Oğlunun zühuru da elə olacaq.
୨୭ଉଦିଆନ୍ ଦିଗେଅନି ବୁଡ୍ତି ଦିନ୍ ଜାକ ଜେନ୍ତାରି ବିଜ୍ଲି ମାରିକରି ଗୁଲାଇ ଆକାସ୍ ଉଜଲ୍ ଅଇସି, ସେନ୍ତାରି ଅଇକରିସେ ନର୍ପିଲା ମୁଇ ଆଇବି ।”
28 Leş haradadırsa, kərkəslər də orada toplaşar.
୨୮“ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”
29 Amma o günlərin əzab-əziyyətindən dərhal sonra Günəş tutulacaq, Ay nurunu saçmayacaq, Ulduzlar göydən töküləcək, Səma cisimləri lərzəyə gələcək.
୨୯ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ ।
30 O zaman Bəşər Oğlunun əlaməti göydə görünəcək. O vaxt yer üzünün bütün tayfaları şivən qoparacaq və Bəşər Oğlunun göyün buludları üzərində qüdrət və böyük izzətlə gəldiyini görəcək.
୩୦ତାର୍ ପଚେ ନରପିଲା ମୁଇ ବାଦ୍ଲେ ଆଇବାଟା ଦେକ୍ସା । ଆରି ଡାକ୍ପୁଟାଅଇ ପାନି ବାଦ୍ଲେ ବପୁ ସଙ୍ଗ୍ ଆଇବାଟା ଦେକି ଦର୍ତନିର୍ ଲକ୍ମନ୍ କାନ୍ଦାବୁବା ଅଇଜିବାଇ ।
31 O, mələklərini uca şeypur səsi ilə göndərəcək. Mələklər də göylərin bir ucundan o biri ucuna qədər dörd külək istiqamətindən Onun seçdiklərini toplayacaq.
୩୧ବଡ୍ ମଇରି ବାଜ୍ସି । ଆରି ଗୁଲାଇ ସରଗର୍ ଗଟେକ୍ କନେ ଅନି ବିନ୍ ବିନ୍ କନେ ରଇବା ମର୍ ବାବା ବାଚି ରଇବା ଲକ୍ମନ୍କେ ଟୁଲିଆଇବାକେ ମୁନୁସ୍ ପିଲା ମୁଇ ମର୍ ଦୁତ୍ମନ୍କେ ପାଟାଇବି ।
32 Əncir ağacından ibrət alın: onun budağı cücərib yarpaqlananda bilirsiniz ki, yay fəsli artıq yaxındır.
୩୨ଡୁମ୍ରି ଗଚେଅନି ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କର୍ସି, ଆରି କାଁଚାପତ୍ରିଆ ଡିସ୍ଲେ କାରାଦିନ୍ କେଟ୍ଲା ବଲି ତମେ ଜାନ୍ସା ।
33 Eləcə siz də bütün bu şeyləri görəndə bilin ki, Bəşər Oğlu yaxındadır, lap qapıdadır.
୩୩ସମାନ୍ ସେନ୍ତାର୍ସେ ଏ ସବୁ ଜାକ ଅଇବାଟା ଦେକ୍ଲେ, ସାରାସାରି ଦିନ୍କାଲ୍ ଆରାମ୍ ଅଇଲା ବଲି ତମେ ଜାନା ।
34 Sizə doğrusunu deyirəm: bu nəsil ömrünü sona çatdırmazdan əvvəl bütün bunlar baş verəcək.
୩୪“ଏତାଇରୁଆ, ମୁଇ ସତ୍ କଇଲିନି, ଏବେ ଜିବନ୍ ରଇଲା ଲକ୍ମନର୍ ବିତ୍ରେଅନି ସବୁ ଲକ୍ ମର୍ବା ଆଗ୍ତୁ, ଏସବୁ ବିସଇ ଗଟ୍ସି ।
35 Yer və göy keçib gedəcək, amma Mənim sözlərim əsla keçib getməyəcək.
୩୫ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
36 Lakin o günü və o saatı nə göylərin mələkləri, nə də Oğul bilir. Atadan başqa heç kim bilmir.
୩୬“ସେ ଦିନ୍, ସେ ବେଲା କେବେ ଆଇସି, କେ କଇନାପାରତ୍ । ପର୍ମେସରର୍ ପିଲା ମୁଇ ମିସା କି ସରଗର୍ ଦୁତ୍ମନ୍ ମିସା ସେ କାତା ନାଜାନତ୍, ବାବା ପର୍ମେସର୍ ଆକା ଜାନିଆଚେ ।
37 Nuhun günləri necə idisə, Bəşər Oğlunun zühuru da elə olacaq.
୩୭ନଅର୍ ବେଲେ ଜେନ୍ତାରି ଗଟିରଇଲା, ସମାନ୍ ସେନ୍ତାରିସେ ନର୍ପିଲା ମୁଇ ଆଇବା ବେଲା ମିସା ।
38 Daşqından əvvəlki həmin günlərdə, Nuhun gəmiyə girdiyi günə qədər insanlar yeyib-içir, evlənir, ərə gedirdi.
୩୮ପୁର୍ତିବି ଉପ୍ରେ ପାନି ବର୍ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍ବା ଜାକ, ଲକ୍ମନ୍ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ ।
39 Daşqın gəlib hamısını aparana qədər bixəbər idilər. Bəşər Oğlunun zühuru da belə olacaq.
୩୯ପାନିତେଇ ସେମନ୍ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍ପିଲା ମୁଇ ଆଇବା ବେଲେ ସମାନ୍ ସେନ୍ତାରି ଅଇସି ।
40 O zaman tarladakı iki nəfərdən biri götürüləcək, o biri isə qalacaq.
୪୦ସେ ବେଲାଇ ପଦାଇ ପାଇଟି କର୍ତେ ରଇବା ଦୁଇ ଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ବାଚ୍ବାଇ ଆରି ଗଟେକ୍ ଲକ୍କେ ଚାଡିଦେବାଇ ।
41 Dəyirmanda dən üyüdən iki qadından biri götürüləcək, o biri isə qalacaq.
୪୧ଗର୍ତେରଇବା ଦୁଇଟା ମାଇଜି ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବାଚି ଅଇସି ଆରି ଗଟେକ୍ ଲକ୍ ରଇଜାଇସି ।
42 Ona görə də oyaq olun. Çünki Rəbbinizin hansı gün gələcəyini bilmirsiniz.
୪୨ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ ।
43 Amma bunu bilin ki, əgər evin yiyəsi oğrunun gecə hansı saatda gələcəyini bilsəydi, oyaq qalıb evinin yarılmasına imkan verməzdi.
୪୩କେଡେବଲ୍ ଚର୍ ପୁର୍ସି ବଲି ଜାନିରଇଲେ, ଗର୍ ସାଉକାର୍ ଜାଗ୍ରତ୍ ରଇ ଚର୍କେ ଗରେ ପୁର୍ବାକେ ନ ଦେଏ ।
44 Buna görə siz də hazır olun, çünki Bəşər Oğlu gözləmədiyiniz vaxt gələcək.
୪୪ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
45 Vaxtlı-vaxtında onlara yemək vermək üçün ağasının öz nökərləri üzərinə qoyduğu sadiq və ağıllı qul kimdir?
୪୫“ସେନ୍ତି ବଇଲେ କେ ତେବେ ନିମାନ୍ ଆରି ବୁଦି ରଇବା ଦାଙ୍ଗ୍ଡା? ଜାର୍ ଉପ୍ରେ ସାଉକାର୍ ବିନ୍ ଦାଙ୍ଗ୍ଡାମନର୍ ଟିକ୍ ବେଲାଇ, କାଇବା କାଦି ଦେବା ଦାଇତ୍ ଦେଇରଇସି ।
46 Nə bəxtiyardır o qul ki, ağası evinə qayıdanda onu iş başında görür!
୪୬ସାଉକାର୍ ବାଉଡି ଆଇଲା ବେଲେ ସେ ଦାଙ୍ଗ୍ଡା ଜଦି ଟିକ୍ ସଙ୍ଗ୍ କାମ୍ କରିରଇସି ବଇଲେ, ତାର୍ କେଡେକ୍ ନିକ କରମ୍!
47 Sizə doğrusunu deyirəm: ağası bu qula bütün əmlakı üzərində idarəçiliyi tapşıracaq.
୪୭ମୁଇ ସତ୍ କଇଲିନି, ସେନ୍ତାରି ଦାଙ୍ଗ୍ଡାକେ ସାଉକାର୍ ଗଟେକ୍ ଦିନେ ତାର୍ ସବୁ ଦନ୍ ସଁପତିର୍ ଦାଇତ୍ ଦେଇ ଦେଇସି ।
48 Amma həmin qul pis olub ürəyində “ağam gec gələcək” deyərsə,
୪୮ମାତର୍ ସେ ଦାଙ୍ଗ୍ଡା ଜଦି ‘ସାଉକାର୍ ନ ଆସେତା’ ବଲି ବାବ୍ସି ଆରି
49 öz yoldaşlarını döyməyə və əyyaşlarla yeyib-içməyə başlayarsa,
୪୯ବିନ୍ ଦାଙ୍ଗ୍ଡାମନ୍କେ ମାର୍ପିଟ୍ କରି ମଦୁଆମନର୍ ସଙ୍ଗ୍ କିଆପିଆ କର୍ତେ ରଇସି,
50 o qulun ağası onun gözləmədiyi gün və ağlına gəlmədiyi vaxt gələcək,
୫୦ସେ ଜାଗ୍ରତ୍ ନ ରଇଲା ବେଲେ ଆରି ଜନ୍ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍ ବାଉଡିଆଇସି ।
51 ona ağır cəza verəcək və onu ikiüzlülərlə bir yerdə saxlayacaq. Orada ağlaşma və diş qıcırtısı olacaq.
୫୧ତାକେ ସେଡ୍କି ବେଲେ କଣ୍ଡ୍ କଣ୍ଡ୍ କରି କାଟି ଦେଇସି । ସେ ନାଡାଉମନର୍ ଦସାର୍ ଡଣ୍ଡ୍ ପାଇସି । ଆରି ସାରାସାରି ଦାଁତ୍ କାତ୍ରି ମାର୍ଚପ୍ ଅଇ କାନ୍ଦ୍ସି ।”