< Luka 23 >

1 Ali Şura üzvlərinin hamısı ayağa durub İsanı Pilatın yanına apardı.
ତାର୍‌ ପଚେ ବିଚାର୍‌ କର୍‌ବା ବଡ୍‌ ସବାର୍‌ ଜାଗାଇ ବସିରଇଲା ସବୁ ଲକ୍‌ମନ୍‌ ଉଟିକରି ଜିସୁକେ ପିଲାତର୍‌ ଲଗେ ଦାରିଗାଲାଇ ।
2 Onu ittiham etməyə başlayaraq dedilər: «Biz gördük ki, bu adam millətimizi yoldan çıxarır. Qeysərə vergi verməyə mane olur və Özünü Məsih, Padşah adlandırır».
ସେ ଲକ୍‌ମନ୍‌ ଜିସୁକେ ନିନ୍ଦା କରି ଏନ୍ତି କଇବାର୍‌ ବସ୍‌ଲାଇ, “ଏ ଲକ୍‌ ଆମର୍‌ ଲକ୍‌ମନ୍‌କେ ବୁଲ୍‌ ସିକିଆ ଦେଇତେ ରଇଲା ଆରି କାଇସର୍‌ ସମ୍‌ରାଟ୍‌କେ ସିସ୍‌ତୁ ଦିଆସ୍‌ ନାଇ ବଲି ସିକାଇଲା ବେଲେ ତାକେ ଦାର୍‌ଲୁ । ଆରି ସେ ନିଜ୍‌କେ ମୁଇ ପର୍‌ମେସର୍‌ ବାଚି ପାଟାଇଲା ରାଜା କିରିସ୍‌ଟ ବଲି କଇଲାନି ।”
3 Pilat Ondan «Yəhudilərin Padşahı Sənsənmi?» deyə soruşdu. İsa cavabında ona dedi: «Sənin dediyin kimidir».
ସେଟାର୍‌ ପାଇ ପିଲାତ୍‌ ଜିସୁକେ ପାଚାର୍‌ଲା, “ତୁଇ କାଇ ଜିଉଦି ଲକ୍‌ମନର୍‌ ରାଜା କି?” ଜିସୁ ତାକେ କଇଲା, “ତମେତା କଇଲାସ୍‌ନି ।”
4 Pilat başçı kahinlərə və xalqa dedi: «Mən bu Adamda heç bir təqsir görmürəm».
ତାର୍‌ ପଚେ ପିଲାତ୍‌ ମୁକିଅ ପୁଜାରିମନ୍‍କେ ଆରି ତେଇ ରଇଲା ସବୁ ଲକ୍‌ମନ୍‌କେ କଇଲା, “ମୁଇ ଏ ଲକ୍‌ ଦସି ବଲି କାଇ ବୁଲ୍‌ ଦେକି ନାଇ ।”
5 Amma onlar təkid edərək deyirdilər: «Bu Adam Qalileyadan tutmuş bu yerə qədər bütün Yəhudeyada təlim öyrədərək xalqı təşvişə salır».
ମାତର୍‌ ସେମନ୍‌ ତର୍‌କେତର୍‌ ଆଉଲିଅଇ କଇଲାଇ, “ତାର୍‌ ସିକିଆର୍‌ ଲାଗି ସେ ଜିଉଦାର୍‌ ସବୁବାଟର୍‌ ଲକ୍‌ମନର୍‌ ବିତ୍‌ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍‌ କରି, ଏବେ ଇତି ଜାକ ଆଇଲା ଆଚେ ।”
6 Pilat Qalileya barədə eşidib soruşdu: «Məgər bu Adam Qalileyalıdır?»
ଏ କାତା ସୁନି ପିଲାତ୍‌ ଲକ୍‌ମନ୍‌କେ ପାଚାର୍‌ଲା, “ଏଟା ଗଟେକ୍‌ ଗାଲିଲି ଦେସର୍‌ ଲକ୍‌ କି?”
7 İsanın Hirodun idarə etdiyi vilayətdən olduğunu bildikdə Onu Hirodun yanına göndərdi. Çünki o günlər Hirod da Yerusəlimdə idi.
ପିଲାତ୍‌ ଜିସୁକେ ଗାଲିଲି ଦେସର୍‌ ଲକ୍‌ ବଲି ଜାନି, ତାକେ ଗାଲିଲି ଦେସ୍‌ ସାସନ୍‌ କର୍‌ବା ଏରଦର୍‌ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍‌ ମିସା ଜିରୁସାଲମେ ରଇଲା ।
8 Hirod İsanı gördükdə çox sevindi. Onun haqqında eşitdiyi şeylərə görə Onu çoxdan görmək istəyirdi. Ondan bir əlamət görməyi umurdu.
ଏରଦ୍‌ ଜିସୁକେ ଦେକି କରି ବେସି ସାର୍‌ଦା ଅଇଲା । କାଇକେ ବଇଲେ ଜିସୁର୍‌ ବିସଇ ଆଗ୍‌ତୁ ସୁନି ରଇଲା ଆରି ତାର୍‌ ମୁଆଟେ କାବା ଅଇଜିବା କାମ୍‌ ଦେକ୍‌ବାକେ ମନ୍‍ କର୍‌ତେରଇଲା ।
9 Hirod Ona çox suallar verdi, amma İsa ona heç bir cavab vermədi.
ସେଟାର୍‌ ପାଇ ଏରଦ୍‌ ତାକେ କାଇ କାଇ ବିସ‍ଇ ପାଚାର୍‌ବାର୍‌ ଦାର୍‌ଲା । ମାତର୍‌ ଜିସୁ ତାକେ କାଇବଲି ମିସା କଏ ନାଇ ।
10 Başçı kahinlər və ilahiyyatçılar durub Onu şiddətlə ittiham edirdilər.
୧୦ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଉମନ୍‌ ସବୁ ମିସି କରି ଜିସୁର୍‌ ବିରୁଦେ ଆଉଲିଅଇ କଇବାର୍‌ ଦାର୍‌ଲାଇ ।
11 Hirod öz əsgərləri ilə Onu təhqir edib ələ saldı. Onun əyninə bir gözəl paltar geyindirib Pilatın yanına qaytardı.
୧୧ଏରଦ୍‌ ଆରି ତାର୍‌ ସନିଅମନ୍‌ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍‌ ପିନ୍ଦ୍‌ବା ନିମାନ୍‌ ପଚିଆ ପିନ୍ଦାଇ ପିଲାତ୍‌ଟାନେ ପାଟାଇ ଦେଲାଇ ।
12 Əvvəllər düşmən olan Pilatla Hirod o gün bir-biri ilə dostlaşdı.
୧୨ସେ ଦିନେଅନି ପିଲାତ୍‌ ଆରି ଏରଦ୍‌ ମଇତର୍‌ ଅଇଲାଇ । ତାର୍‌ ଆଗ୍‌ତୁ ସେମନ୍‌ ଦୁଇ ଲକ୍‌ ସତ୍‌ରୁ ଅଇରଇଲାଇ ।
13 O zaman Pilat başçı kahinləri, rəhbərləri və xalqı toplayıb
୧୩ତାର୍‌ପଚେ ପିଲାତ୍‌ ମୁକିଅ ପୁଜାରିମନ୍‌କେ, ନେତାମନ୍‌କେ ଆରି ସବୁ ଲକ୍‌ମନ୍‌କେ ଗଟେକ୍‌ଟାନେ ରୁଣ୍ଡାଇକରି ସେମନ୍‌କେ କଇଲା,
14 onlara dedi: «Siz bu Adamı mənim yanıma buna görə gətirdiniz ki, O, xalqı yoldan çıxarır. Budur, mən sizin qarşınızda məsələni araşdırıb bu Adamı sizin irəli sürdüyünüz ittihamların heç birində təqsirkar görmədim.
୧୪ଏ ଲକ୍‌ ଲକ୍‌ମନ୍‌କେ ସର୍‌କାରର୍‌ ବିରୁଦେ ବୁଲ୍‌ ସିକିଆ ଦେଲାନି ବଲି ମର୍‌ ଲଗେ ଆନିଆଚାସ୍‌ । ଆରି ଦେକା ମୁଇ ତମର୍‌ ମୁଆଟେ ତାକେ ପରିକା କଲି, ତାର୍‌ ବିରଦେ ତମେ ସବୁଲକ୍‌ ନିନ୍ଦାକଲାଟା ମିଲେନାଇ ।
15 Hirod da bir şey tapmadı. Çünki bu Adamı bizə geri göndərdi. Budur, O, ölüm cəzasına layiq heç bir şey etməyib.
୧୫ଏରଦ୍‌ ମିସା ତାର୍‌ଟାନେ କାଇ ବୁଲ୍‌କଲାଟା ନ ଦେକି ଆମ୍‌କେ ବାଉଡାଇଦେଲା ଆଚେ । ଏ ଲକ୍‌ ମରନ୍‌ ଡଣ୍ଡ୍‌ ପାଇବାପାରା ବୁଲ୍‌ କାମ୍‌ କରେ ନାଇ ।
16 Buna görə də mən Onu cəzalandırıb azad edəcəyəm».
୧୬ସେଟାର୍‌ପାଇ ମୁଇ ଆକେ କର୍‌ଡା ମାଡ୍‌ ମାରିକରି ଚାଡିଦେବି ।
୧୭ଆରି ଦେକା ସବୁ ବର୍‌ସେ ରକିଆ ପାଇବା ପରବ୍‌ ବେଲାଇ ଜିଉଦି ଜାତିକେ ସନ୍‌ମାନ୍‌ ଦେବାକେ ଗଟେକ୍‌ ବନ୍ଦିକେ ମୁକ୍‌ଲାଇ ଦେବା ନିୟମ୍‌ ରଇଲା ।
18 Amma bütün xalq birlikdə çığırırdı: «Bu Adam öldürülsün! Bizə Barabbanı azad et!»
୧୮ମାତର୍‌ ସବୁଲକ୍‌ମନ୍‌ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍‌ ପାଇ ବାର୍‌ବାକେ ଚାଡିଦିଆସ୍‌ ।”
19 Barabba şəhərdə üsyan qaldırmaq və adam öldürmək üstündə zindana atılmışdı.
୧୯ଏ ବାର୍‌ବା ବଲ୍‌ବା ଲକ୍‌, ସର୍‌କାରର୍‌ ବିରଦେ ବୁଲ୍‌ କରିରଇଲା ଆରି ଗଟେକ୍‌ ଲକ୍‌କେ ମାରି ରଇଲା । ସେଟାର୍‌ପାଇ ତାକେ ବନ୍ଦି କରିରଇଲାଇ ।
20 Pilat İsanı azad etmək istəyərək yenə də səsini ucaltdı.
୨୦ମାତର୍‌ ପିଲାତ୍‌ ଜିସୁକେ ଚାଡିଦେବାକେ ମନ୍‌କରି ତାର୍‌ ଲଗେ କାଇ ବୁଲ୍‌କଲାଟା ଡିସେନାଇ ବଲି ସେମନ୍‌କେ ତର୍‌କେ ତର୍‌ ବୁଜାଇଲା ।
21 Amma onlar «Onu çarmıxa çək, çarmıxa çək!» deyə bağırırdılar.
୨୧ମାତର୍‌ ଲକ୍‌ମନ୍‌ ବେସି ଆଉଲି ଅଇ, “ତାକେ କୁର୍‌ସେ ଚଗାଇ ମରାଆ! ତାକେ କୁର୍‌ସେ ଚଗାଇ ମରାଆ!”
22 Pilat üçüncü dəfə onlara dedi: «Axı O nə pislik edib? Mən Onda ölüm cəzasına layiq heç bir təqsir görmədim. Buna görə də Onu cəzalandırıb azad edəcəyəm».
୨୨ତାର୍‌ପଚେ ପିଲାତ୍‌ ସେମନ୍‌କେ ଆଗେ ଦୁଇତର୍‌ ପାଚାର୍‌ଲାଟା ଚାଡି ଆରିତରେକ୍‌ ସମାନ୍‌ଟାସେ କଇଲା, “କାଇକେ? ସେ କାଇ ବୁଲ୍‌ କଲାଆଚେ ଜେ? ତାର୍‌ଟାନେ କାଇମିସା ମରନ୍‌ ପାଇବା ଡଣ୍ଡ୍‌ ଏତ୍‌କି ଦସ୍‌ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍‌ଡା ମାଡ୍‌ ମାରି ଚାଡି ଦେବି ।”
23 Amma onlar təkid edərək uca səslə tələb edirdilər ki, O, çarmıxa çəkilsin. Onların səsi hamıdan bərk gəlirdi.
୨୩ମାତର୍‌ ଲକ୍‌ମନ୍‌ ଆରି ବେସି ଆଉଲିଅଇ ତର୍‌କେ ତର୍‌ “ତାକେ କୁର୍‌ସେ ଚଗାଇ ମରାଆ!” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍‌ ଆଉଲିଅଇଲାଟା ଜିତ୍‌ଲା ।
24 Pilat onların tələbini yerinə yetirmək qərarına gəldi.
୨୪ତାର୍‌ ପଚେ ପିଲାତ୍‌ ଲକ୍‌ମନର୍‌ ଜାଇଟା କର୍‌ବାକେ ମନ୍‌ କଲାଇ, ସେ ଇସାବେ ଜିସୁକେ ମରନର୍‌ ଡଣ୍ଡ୍‌ ଦେବାକେ ରାଜି ଅଇଲା ।
25 Üsyan qaldırıb adam öldürdüyünə görə zindana atılmış adamı onların tələbinə görə azad etdi. İsanı isə onların ixtiyarına təslim etdi.
୨୫ପଚେ ପିଲାତ୍‌ ଲକ୍‌ମନର୍‌ କଇବା ଇସାବେ, ବାର୍‌ବା ନାଉଁର୍‌ ଲକ୍‌ ଜେ କି, ଆଗ୍‌ତୁ ଗଟେକ୍‌ ଲକ୍‌କେ ମରାଇରଇଲା ଆରି ସର୍‌କାରର୍‌ ବିରୁଦେ ବୁଲ୍‌କାମ୍‌ କରି ବନ୍ଦି ଅଇରଇଲା, ତାକେ ମୁକ୍‌ଲାଇଲା । ଜିସୁକେ ତାକର୍‌ ମନ୍‌କଲା ଇସାବେ ଡଣ୍ଡ୍‌ ଦେବାକେ ସର୍‌ପିଦେଲା ।
26 Əsgərlər İsanı apararkən kənd yerindən gələn Şimon adlı Kirenalı bir nəfəri yaxaladılar. Çarmıxı onun boynuna yükləyib İsanın ardınca daşımağa məcbur etdilər.
୨୬ସନିଅମନ୍‌ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍‌ ନାଉଁର୍‌ ଲକ୍‌କେ ବେଟ୍‍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍‌କାଇକରି ଜିସୁ ବଇଲା କୁର୍‌ସ ଲାଦିଦେଲାଇ ଆରି ତାର୍‌ ପଚେ ଜିବାକେ ବାଦିଅ କଲାଇ ।
27 İsanın ardınca böyük bir izdiham və Onun üçün ağlayıb nalə çəkən qadınlar gedirdi.
୨୭ଆରି ବେସି ଲକ୍‌ମନ୍‌ ଜିସୁର୍‌ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍‌ବା ମାଇଜିମନ୍‌ ମିସା ରଇଲାଇ ।
28 İsa onlara tərəf dönüb dedi: «Ey Yerusəlim qızları, Mənim üçün ağlamayın. Özünüz və övladlarınız üçün ağlayın.
୨୮ମାତର୍‌ ଜିସୁ ସେମନର୍‌ ବାଟେ ପାସ୍‌ଲିକରି କଇଲା, ଏ ଜିରୁସାଲମ୍‌ ଗଡର୍‌ ମାଇଜିମନ୍‌, ମର୍‌ପାଇ କାନ୍ଦା ନାଇ । ମାତର୍‌ ନିଜର୍‌ ପାଇ ଆରି ନିଜର୍‌ ପିଲାମନର୍‌ ପାଇ କାନ୍ଦା ।
29 Çünki elə günlər gəlir ki “Nə bəxtiyardır sonsuz, doğmamış bətnlər və əmizdirməmiş döşləri olan qadınlar!” deyəcəklər.
୨୯କାଇକେବଇଲେ ଦେକା “ଜନ୍‌ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍‌ଡେ ନ ଅଇକରି ଆଚତ୍‌, ଆରି ଜେ କି କେବେ ମିସା ଦୁଦ୍‌ କୁଆଏ ନାଇ, ସେମନ୍‌ କେଡେକ୍‌ ନିକ କରମର୍‌ ଲକ୍‌!” ବଲି କଇବା ଦିନ୍‌ ଆଇଲାନି ।
30 “O zaman dağlara ‹Üstümüzə yıxılın!›, təpələrə ‹Bizi örtün!› deməyə başlayacaqlar”.
୩୦ସେବେଲାଇ ଲକ୍‌ମନ୍‌ ଡଙ୍ଗର୍‌ମନ୍‌କେ କଇବାର୍‌ ଦାର୍‌ବାଇ, ଆମର୍‌ ଉପ୍‌ରେ ଅଦ୍‌ରି ଦିଆସ୍‌ । କୁପ୍‌ଲିମନ୍‌କେ କଇବାର୍‌ ଦାର୍‌ବାଇ, ଆମ୍‌କେ ତପିଦିଆସ୍‌ ।
31 Çünki yaşıl ağacın başına bunları gətirirlərsə, bəs qurumuş ağaca nə olacaq?»
୩୧କାଇକେ ବଇଲେ ଗଚ୍‌ କାଁଚାପତ୍‌ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍‍ନା ଗଟ୍‌ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
32 İsa ilə birlikdə iki cinayətkar da edama aparılırdı.
୩୨ଜିସୁର୍‌ ସଙ୍ଗ୍‌ ଆରି ଦୁଇଟା ବଡ୍‌ ବୁଲ୍‌ କରିରଇବା ଲକ୍‌ମନ୍‌କେ ମିସା ମରାଇବାକେ ନେଲାଇ ।
33 Kəllə adlanan yerə gələndə orada Onu və cinayətkarları – birini sağında, birini də solunda çarmıxa çəkdilər.
୩୩ଆରି ସେମନ୍‌ କପ୍‌ରି ନାଉଁର୍‌ ଗଟେକ୍‌ ଜାଗାଇ କେଟିକରି ଜିସୁକେ ଆରି ଚର୍‌ମନ୍‌କେ, ତାର୍‌ ଡେବ୍‌ରି ବାଟେ ଗଟେକ୍‌ ଲକ୍‌କେ ଆରି ଉଜାବାଟେ ଗଟେକ୍‌ ଲକ୍‌କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
34 Amma İsa deyirdi: «Ata! Onları bağışla, çünki nə etdiklərini bilmirlər». Onlar püşk ataraq paltarlarını aralarında bölüşdürdülər.
୩୪ସେବେଲା ଜିସୁ କଇଲା, “ଏ ବାବା ଏମନ୍‌କେ କେମା କରିଦିଆସ୍‌, କାଇକେ ବଇଲେ ଏମନ୍‌ କାଇଟା କଲାଇନି ସେଟା ନାଜାନତ୍‌ ।” ସେମନ୍‌ ଜିସୁର୍‌ ପଚିଆ ନେଇ କାକେ ମିଲ୍‌ସି ବଲି କେଡ୍‌ ପୁଟାଇଲାଇ ।
35 Camaat durub tamaşa edirdi. Onlarla birlikdə rəhbərlər də İsaya istehza edib deyirdilər: «Başqalarını xilas edirdi. Əgər O, Allahın seçdiyi Məsihdirsə, qoy Özünü də xilas etsin!»
୩୫ସବୁ ଲକ୍‌ମନ୍‌ ଟିଆଅଇ ଦେକ୍‌ବାବେଲେ ଜିଉଦି ନେତାମନ୍‌ ଜିସୁକେ କିଜାଇକରି ଆଁସ୍‌ଲାଇ ଆରି କଇଲାଇ “ସେ ବିନ୍‌ଲକ୍‌ମନ୍‌କେ ରକିଆ କଲା, ଜଦି ତୁଇ ପର୍‌ମେସର୍‌ ବାଚିପାଟାଇଲା କିରିସ୍‌ଟ ବଇଲେ ନିଜ୍‌କେ ରକିଆ କର ।”
36 Əsgərlər də yaxınlaşıb Onu ələ saldılar. Ona şərab sirkəsi təqdim edib
୩୬ଆରି ସନିଅମନ୍‌ ଜିସୁର୍‌ ଲଗେ ଆସିକରି ତାକେ ଗନ୍ଦ୍‌ବା ରସ୍‌ ଦେଇ କିଜାଇକରି କଇଲାଇ, ।
37 belə dedilər: «Əgər Sən Yəhudilərin Padşahısansa, Özünü xilas et!»
୩୭“ତୁଇ ଜଦି ଜିଉଦି ଲକ୍‌ମନର୍‌ ରାଜା, ନିଜ୍‌କେ ରକିଆ କର୍‌ ।”
38 Onun üzərində «Yəhudilərin Padşahı budur» yazısı yazılmışdı.
୩୮ଆରି ତାର୍‌ କୁର୍‌ସର୍‌ ଟିପେ ଏଟା ଜିଉଦିମନର୍‌ ରାଜା, ବଲି ଲେକି ଅଲାଇଦେଲାଇ ।
39 Çarmıxa asılmış cinayətkarlardan biri Ona böhtan ataraq deyirdi: «Məgər Sən Məsih deyilsən? Özünü də, bizi də xilas et!»
୩୯ତେଇ ବଡ୍‌ ବୁଲ୍‌ କରି କୁର୍‌ସେ ଚଗାଇଅଇରଇବା ଗଟେକ୍‌ ଲକ୍‌ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍‌ମେସର ବାଚି ପାଟାଇଲା କିରିସ୍‌ଟ ରାଜା ଜିସୁ ବଇଲେ, ନିଜ୍‌କେ ରକିଆ କରି ଆମ୍‌କେ ମିସା ରକିଆ କର୍‌ ।”
40 O biri cinayətkarsa ona qadağan edərək deyirdi: «Sən heç Allahdan qorxmursan? Sən özün də eyni cəzaya məhkum olmusan!
୪୦ମାତର୍‌ ଆରି ଗଟେକ୍‌ ଲକ୍‌ ତାକେ ଦମ୍‌କାଇ କରି କଇଲା, “ତୁଇ କାଇ ପର୍‌ମେସର୍‌କେ ଡରୁସ୍‌ ନାଇ କି? ତୁଇ ମିସା ତାର୍‌ପାରା ସମାନ୍‌ ଡଣ୍ଡ୍‌ ପାଇଲୁସ୍‌ନି କି ନାଇ?
41 Biz ədalətlə məhkum olunmuşuq, çünki əməllərimizə layiq olan əvəzi alırıq. Bu Adamsa heç bir haqsızlıq etməmişdi».
୪୧ଆରି ଆମେ ବୁଲ୍‌କରି ନିୟମ୍‌ ଇସାବେ ଡଣ୍ଡ୍‌ ପାଇଲୁନି । ମାତର୍‌ ସେତା କାଇ ବୁଲ୍‌ କରେ ନାଇ ।”
42 Sonra İsaya dedi: «Ey İsa, Öz Padşahlığına gələndə məni xatırla!»
୪୨ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍‌ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
43 İsa ona dedi: «Sənə doğrusunu deyirəm: bu gün sən Mənimlə birlikdə cənnətdə olacaqsan».
୪୩ଜିସୁ ତାକେ କଇଲା, “ମୁଇ ତକେ ସତ୍‌ କଇଲିନି, ଆଜିସେ ତୁଇ ମର୍‌ସଙ୍ଗ୍‌ ପାରଦେସେ ରଇସୁ ।”
44 Gündüz altıncı saat idi. Doqquzuncu saata qədər bütün yer üzünə qaranlıq çökdü,
୪୪ସେବେଲେ ଆଡ୍‌ବେଲା ଅଇରଇଲା । ଆରି ବେଲର୍‌ ଉଜଲ୍‌ ଜାଉଁଲିଜାଇକରି, ତିନ୍‌ ଗଁଟା ଜାକ ଗୁଲାଇ ଦେସ୍‌ ଆନ୍ଦାର୍‌ ଅଇଗାଲା
45 günəş işığını saçmırdı. Məbədin pərdəsi ortadan parçalandı.
୪୫ଆରି ଏଦେ ଦେକା! ମନ୍ଦିରର୍‌ ସୁକଲ୍‌ ଜାଗା, ବିନେ କର୍‌ବା ପାର୍‌ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
46 İsa uca səslə nida edərək dedi: «Ey Ata! Ruhumu Sənin əlinə verirəm». İsa bunu deyib son nəfəsini verdi.
୪୬ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍‌ ଆତ୍‌ମା ତକେ ସର୍‌ପିଦେଲିନି ।” ଏତ୍‌କି କଉ କଉ ତାର୍‌ ଜିବନ୍‌ ଚାଡିଗାଲା ।
47 Bunları görən yüzbaşı «doğrudan da, bu Adam saleh idi» deyərək Allahı izzətləndirdi.
୪୭ରମିୟ ସନିଅମନର୍‌ ସେନାପତି ଏ ଗଟ୍‍ନା ଦେକି, ପର୍‌ମେସରର୍‌ ମଇମା କରି କଇଲା, “ସତଇସେ ଏ ଗଟେକ୍‌ ଦରମ୍‌ ଲକ୍‌ ରଇଲା ।”
48 Bunlara tamaşa etmək üçün yığılan bütün camaat baş verən hadisəni gördükdə sinəsinə döyə-döyə geri döndü.
୪୮ଆରି ଜନ୍‌ ଲକ୍‌ମନ୍‌ ଏ ଗଟ୍‍ନା ଦେକ୍‌ବାକେ ରୁଣ୍ଡିରଇଲାଇ ସେମନ୍‌ ସେଟା ସବୁ ଦେକି ଦୁକ୍‌କରି ବୁକେ ମାରିଅଇ ଗରେ ବାଅଡ୍‌ଲାଇ ।
49 İsanı tanıyan adamların hamısı və Onun ardınca Qalileyadan gəlmiş qadınlar uzaqda durub olub-keçənlərə baxırdılar.
୪୯ମାତର୍‌ ଜିସୁର୍‌ ଚିନାର୍‌ଜାନାର୍‌ ଲକ୍‌ମନ୍‌ ଆରି ଗାଲିଲିଅନି ଆସି ତାର୍‌ ପଚ୍‌ପଚ୍‌ ଆଇତେରଇବା ମାଇଜିମନ୍‌ ଦୁରିକେ ଟିଆଅଇ ଏ ସବୁ ଦେକ୍‌ତେ ରଇଲାଇ ।
50 Ali Şuranın üzvü olan Yusif adlı xeyirxah və saleh bir kişi var idi.
୫୦ଆରି ଦେକା, ଆରାମାତିଆ ଗଡର୍‌ ଜିଉଦିମନର୍‌ ନେତା ଜସେପ୍‌ ନାଉଁର୍‌ ଗଟେକ୍‌ ଦରମ୍‌ ଆରି ମର୍‌ଜିତାର୍‌ ଲକ୍‌ ରଇଲା । ସେ ପର୍‌ମେସରର୍‌ ରାଇଜ୍‌ ଆସ ବଲି ଜାଗିରଇଲା ।
51 O, Ali Şuranın qərarı və əməli ilə razı olmamışdı. Bu adam Yəhudeyanın Arimateya şəhərindən idi və o da Allahın Padşahlığını gözləyirdi.
୫୧ମାତର୍‌ ଆରାମାତିଆ ଗାଉଁର୍‌ ସେ ଲକ୍‌ ବଡ୍‌ସବାର୍‌ ଗଟେକ୍‌ ମେମର୍‌ ରଇଲେ ମିସା, ସେମନର୍‌ ନିଆଇ ଆରି କାମ୍‌ ସଙ୍ଗ୍‌ ରାଜିଅଇ ନ ରଇଲା । ଆରି ପର୍‌ମେସରର୍‌ ରାଇଜ୍‌ ଜାଗ୍‌ତେରଇଲା ।
52 O, Pilatın yanına gedib İsanın cəsədini istədi.
୫୨ସେ ପିଲାତର୍‌ ଲଗେ ଜାଇ ଜିସୁର୍‌ ମଲା ମଡ୍‌ ମାଙ୍ଗ୍‌ଲା ।
53 Cəsədi çarmıxdan endirib kəfənə bükdü və qayada qazılmış, hələ indiyədək heç kimin dəfn edilmədiyi bir qəbirə qoydu.
୫୩ଜିସୁର୍‌ ମଡ୍‌ କୁର୍‌ସେଅନି ଉତ୍‌ରାଇ ଉଲ୍‌ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍‌ ରାଙ୍ଗ୍‌ନି କାଟି ତିଆର୍‌କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
54 O gün Hazırlıq günü idi və Şənbə günü yaxınlaşırdı.
୫୪ସେ ଦିନ୍‌ ବିସ୍‌ରାମ୍‌ବାର୍‌ ଦିନ୍‌ ନ ଅଇରଇଲା, ସେ ଦିନ୍‍ କେଟି ଆଇତେରଇଲା ।
55 İsa ilə Qalileyadan gəlmiş qadınlar da Yusifin ardınca gedib qəbiri və Onun cəsədinin necə qoyulduğunu gördülər.
୫୫ଆରି ଗାଲିଲିଅନି ଜିସୁର୍‌ ସଙ୍ଗ୍‌ ରଇଲା ମାଇଜିମନ୍‌ ଜସେପର୍‌ ସଙ୍ଗ୍‌ ଜାଇକରି ପାଆର୍‌ ବିତ୍‌ରେ ଜିସୁର୍‌ ଗାଗଡ୍‌ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍‌ଲାଇ ।
56 Onlar evlərinə qayıdıb ətirli maddələr və qiymətli yağlar hazırladılar. Şənbə günü Allahın əmri ilə istirahət etdilər.
୫୬ସେମନ୍‌ ବାଉଡିଜାଇ ବାସ୍‌ନା ଚିକନ୍‌ ଆରି ବାସ୍‌ନା ଦିନ୍‌ସୁ ତିଆର୍‌ କର୍‌ତେ ରଇଲାଇ । ସେ କାମ୍‌ ସାର୍‌ବାକେ ବିସ୍‌ରାମ୍‌ଦିନ୍‌ କେଟ୍‌ଲା । ଆରି ସେ ଦିନେ ମସାର୍‌ ନିୟମ୍‌ ଇସାବେ, ସେମନ୍‌ ବିସ୍‌ରାମ୍‌ କଲାଇ ।

< Luka 23 >