< 2 Timoteyə 2 >
1 Sənsə, ey oğlum, Məsih İsada olan lütflə güclən.
୧ଏ ମର୍ ଆଲାଦର୍ ପ । ଜିସୁକିରିସ୍ଟ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାର୍ ପାଇ ଡାଟ୍ଅଇ ର ।
2 Bir çox şahidlərin önündə məndən eşitdiyin sözləri başqalarına da öyrətməyə qadir olan sadiq adamlara həvalə et.
୨ଜେତ୍କି ଲକ୍ମନ୍ ବିନ୍ ଲକ୍ମନ୍କେ ସିକାଇବାକେ ଅଦିକାର୍ ପାଇଆଚତ୍, ଏନ୍ତାରି ଲକ୍ମନ୍କେ ସବୁ ବିସଇ ସର୍ପିଦେସ୍ । କେତେକ୍ କେତେକ୍ ସାକିମନର୍ ମୁଆଟେ ତୁଇ ମର୍ଟାନେଅନି ଜନ୍ ସାକି ସୁନିଆଚୁସ୍, ସେନ୍ତାରି ଲକ୍ମନ୍କେ ସେ ସବୁଜାକ ସର୍ପିଦେସ୍ ।
3 Məsih İsanın yaxşı əsgəri kimi mənimlə birgə əzaba qatlaş.
୩କିରିସ୍ଟ ଜିସୁର୍ ଗଟେକ୍ ନିକ ସନିଅ ଅଇ, ମର୍ପାରା ଦୁକ୍ କସ୍ଟ ମୁର୍ଚିକରି ରଅ ।
4 Əsgərlik edən insan gündəlik həyatla bağlı işlərə sürüklənməz, ona əmr edən zabiti razı salmağa çalışar.
୪ଗଟେକ୍ ସନିଅର୍ ବିସଇ ବାବିଦେକା । ସଇନ ଜୁଇଦ୍କେ ଜିବାକେ ଜାଗ୍ରତ୍ ଅଇବାବେଲେ, ଏ ଜଗତର୍ ବିସଇ କର୍ବାକେ ମନ୍ ନ ଦେଏ । କାଇକେବଇଲେ, ସେ ତାର୍ ଉପ୍ରର୍ ଅଦିକାରିକେ ସାର୍ଦା କରାଇବାକେ ମନ୍ କର୍ସି ।
5 Həmçinin yarışlara qoşulan insan da qaydaya görə yarışmazsa, başına zəfər çələngi qoyulmaz.
୫ସେନ୍ତାରିସେ, ଗଟେକ୍ ପାଲାଇବା ଲକର୍ ବିସଇ ବାବିଦେକ୍ । ଜେ ଆରାଜିତାଟାନେ ପାଲାଇବାକେ ମନ୍ କର୍ସି, ସେ ଜଦି ଆରାଜିତାର୍ ନିୟମ୍ ମାନିକରି ନ ପାଲାଇଲେ, ତାକେ ସେ ଇନାମ୍ ନ ମିଲେ ।
6 Zəhmətkeş əkinçinin payına məhsulunun ilk bəhrəsi düşməlidir.
୬ଗଟେକ୍ ଚାସିର୍ ବିସଇ ବାବିଦେକ୍, ଜନ୍ ଚାସି କସ୍ଟ କରିରଇସି, ସେ ପର୍ତୁମ୍ ପଲ୍ ପାଇବା ଦର୍କାର୍ ।
7 Dediklərimə fikir ver. Rəbb söylədiyim hər şeydə sənə anlayış verəcək.
୭ମୁଇ ଜାଇଟା କଇଲିନି, ସେଟା ବାବିଦେକ୍, ମାପ୍ରୁ ସବୁ ବିସଇଟାନେ ତକେ ଗିଆନ୍ ଦେଇସି ।
8 Yaydığım Müjdədə açıqlandığı kimi, Davudun nəslindən olub ölülər arasından dirilən İsa Məsihi yadında saxla.
୮ମୁଇ ଜନ୍ ସୁବ୍କବର୍ ତକେ ଜାନାଇରଇଲି, ତେଇ ଜିସୁକିରିସ୍ଟକେ ଏତାଉଁ । ସେ ଦାଉଦର୍ କୁଟୁମେ ଜନମ୍ ଅଇଲା ଆରି ପର୍ମେସର୍ ତାକେ ମରନେଅନି ଉଟାଇଲା ।
9 Bu Müjdə naminə zəncirə vurulmuş bir cinayətkar kimi əzaba qatlaşıram. Amma Allahın kəlamı zəncirlənməmişdir.
୯ସେ ସୁବ୍କବରର୍ ଲାଗି ମୁଇ ଦୁକ୍ କସ୍ଟ ଅଇ ଆଇଲିନି ଆରି ଗଟେକ୍ ଦସ୍ କଲା ଲକର୍ପାରା ବନ୍ଦିଗରେ ଆଚି । ମାତର୍ ପର୍ମେସରର୍ ବାକିଅ ବାନ୍ଦାଇଅଇ ରଏନାଇ ।
10 Bu səbəbdən seçilmişlərə görə, onlar da Məsih İsada olan xilasa əbədi izzətlə bərabər nail olsunlar deyə hər şeyə dözürəm. (aiōnios )
୧୦ସେନ୍ତାରିସେ ବାଚିଅଇଲା ଲକ୍ମନ୍ ମିସା କେବେ ନ ସାର୍ବା ମଇମା ସଙ୍ଗ୍ ଜିସୁକିରିସ୍ଟ ଦେବା ମୁକ୍ତି, ପାଇବାଇ । ସେମନର୍ଲାଗି ଏ ସବୁ ବିସଇ ମୁଇ ମୁର୍ଚିକରି ରଇଲିନି । (aiōnios )
11 Bu söz etibarlıdır ki, «Əgər Onunla öldüksə, Onunla da yaşayacağıq;
୧୧ଏ ବାକିଅ ସତ୍, ଜଦି ଆମେ ତାର୍ ସଙ୍ଗ୍ ମରିଜାଇଆଚୁ, ସେନ୍ତାର୍ ଆଲେ ଆମେ ତାର୍ସଙ୍ଗ୍ ବଁଚ୍ବୁ ମିସା,
12 Əgər dözəriksə, Onunla da birlikdə padşahlıq edəcəyik. Əgər Onu inkar etsək, O da bizi inkar edəcək.
୧୨ଜଦି ଆମେ ମୁର୍ଚିକରି ରଇବୁ ତେବେ ତାର୍ ସଙ୍ଗ୍ ସାସନ୍ ମିସା କର୍ବୁ । ଆମେ ଜଦି ତାକେ ନ ନାମୁ, ସେ ଆମ୍କେ ମିସା ନ ନାମେ ।
13 Biz sadiq qalmasaq da, O sadiq qalacaq. Çünki Öz təbiətinə zidd davrana bilməz».
୧୩ମାତର୍ ଆମେ ବିସ୍ବାସ୍ କର୍ବାଟା ଏଲା କଲେ ମିସା ସେ କାତା ଦେଇରଇବାଟା ସବୁ କରିସାରାଇସି । କାଇକେବଇଲେ ସେ ତାର୍ କାତା ନ ବାଦ୍ଲାଏ ।
14 Bunları imanlıların yadına sal. Sözlərin mənası barədə dava etməməyi Allahın önündə onların öhdəsinə qoy; çünki bu fayda verməz, dinləyənlərə isə ziyan vurar.
୧୪ପଦେକ୍ କାତା ନେଇ ଦଦାପେଲା ଅଇତେରଇଲେ, ସେଟା ଚୁଚାଇସେ । ସୁନ୍ବା ଲକ୍ମନ୍କେ ନସ୍ଟକରି ଦେଇସି । ଏନ୍ତାରି କଇ ପର୍ମେସରର୍ ମୁଆଟେ ଲକ୍ମନ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେସ୍ ।
15 Özünü Allaha sınaqdan keçmiş, həqiqət kəlamını doğruluqla işlədən alnıaçıq bir işçi kimi təqdim etməyə çalış.
୧୫ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
16 Allahsız boşboğazlıqdan uzaq dur. Çünki belə boşboğazlıqlar insanı daha da allahsızlığa aparır.
୧୬ମାତର୍ ଜନ୍ ଲକ୍ମନ୍ ଆସାର୍ କାତାଇ ଆରି ବକୁଆ କାତାଇ ଦିଆନ୍ ଦେଇତେ ରଇବାଇ, ସେନ୍ତାରି ଲକ୍ମନର୍ ଟାନେଅନି ଦୁରିକେ ର । ଜନ୍ ଲକ୍ମନ୍ ସେନ୍ତାରିଟାନେ ମିସ୍ବାଇ, ସେ ଲକ୍ମନ୍ ପର୍ମେସରର୍ ଟାନେଅନି ଦୁରିକେ ଜିବାଇ ।
17 Onların sözü irinli yara kimi yayılacaq. Himeney və Filit onların sırasındadır.
୧୭ତାକର୍ କାତା ଗାଗ୍ଡେ ଅଦିକ୍ ଅଦିକ୍ ଅଇବା ଗଟେକ୍ ଗାଉପାରା ଅଇ ଲକ୍ମନ୍କେ ନସାଇସି । ସେନ୍ତାରିସେ ଉମନାଅ ଆରି ପିଲିତ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇ ବୁଲ୍ଲାଇନି ।
18 Onlar dirilmənin artıq baş verdiyini deyərək həqiqətdən azıb bəzilərinin imanını alt-üst edirlər.
୧୮ସେମନ୍ ମଲାଲକ୍ ଉଟି ସାରିଆଚେ ବଲି କଇକରି ସତ୍କେ ଚାଡିଦେଇଆଚତ୍ । ଏନ୍ତାରି କଇକରି କେତେ କେତେ ଲକର୍ ବିସ୍ବାସ୍ ନସାଇଦେଇ ଆଚତ୍ ।
19 Lakin Allahın atdığı möhkəm təməl bu sözlərlə möhürlənib durur: «Rəbb Özününküləri tanıyır» və «Rəbbin adını ağzına alan hər kəs haqsızlıqdan uzaqlaşsın».
୧୯ଅଇଲେମିସା ପର୍ମେସର୍ ଜନ୍ କୁନାଦି ବସାଇଆଚେ, ସେଟା ଡାଟ୍ସେ ରଇସି । ସେ କୁନାଦି ଉପ୍ରେ ଏନ୍ତାରି ଲେକା ଅଇଲାଆଚେ, “ମାପ୍ରୁ ତାର୍ ନିଜର୍ ଲକ୍କେ ଜାନେ, ଆରି ଜେତ୍କିଲକ୍ ସବୁ ଆମେ ମାପ୍ରୁର୍ ଲକ୍ ବଲାଇଅଇଲାଇନି, ସେମନ୍ ବୁଲ୍ କାମେ ଅନି ଦୁରିକେ ରଅତ୍ ।”
20 Böyük bir evdə yalnız qızıl və gümüş qablar deyil, həmçinin taxta və gil qablar da var. Onlardan bəzisi şərəfli, bəzisi də şərəfsiz iş üçün istifadə olunur.
୨୦ଗଟେକ୍ ରାଜାର୍ ଗରେ କେତେ ରକାମର୍ ଗିନାକୁଡ୍କା ରଇସି, କେତେଟା ସୁନା ରୁପା ସଙ୍ଗ୍ ତିଆର୍ ଅଇଲାଟା, କେତେଟା ଗଚ୍ ଆରି ଚିକଟ୍ ମାଟିସଙ୍ଗ୍ ତିଆର୍ ଅଇଲା, କେତେଟା ବିବା ବଜି ବେଲର୍ପାଇ ଆରି କେତେଟା ଦିନ୍କେ ବାଇବାକେ ରଇସି ।
21 Beləliklə, kim özünü şərəfsiz işlərdən təmizləsə, şərəfli işlərə uyğun, təqdis olunmuş, Sahibinə faydalı, hər yaxşı iş üçün hazırlanmış qab olacaq.
୨୧ଜେ ନିଜ୍କେ ସବୁ ରକାମର୍ ପାପେଅନି ଜାଗ୍ରତ୍ କରିରଇସି, ମାପ୍ରୁ ସେମନ୍କେ ନିକ କାମର୍ପାଇ ବାଇସି । କାଇକେବଇଲେ, ସେ ଦେକ୍ବା ଇସାବେ, ସେମନ୍ ନିକ ଲକ୍ ଆରି ସବୁ ରକାମର୍ ଦରମ୍ କାମର୍ପାଇ ନିଜେ ସର୍ପି ଅଇଲାଇ ଆଚତ୍ ।
22 Gənclik ehtiraslarından qaç. Təmiz ürəklə Rəbbi çağıranlarla birlikdə salehliyin, imanın, məhəbbətin və sülhün ardınca get.
୨୨ମାତର୍ ଦାଙ୍ଗ୍ଡା ବଇସେ ରଇବା ଗାଗଡର୍ ମନ୍କର୍ବାଟାନେଅନି ତୁଇ ଦୁରିକେ ର । ଟିକ୍ ବିସଇ କର୍ବାକେ ଚେସ୍ଟା କର୍ । ବିସ୍ବାସେ ଡାଁଟ୍ ରଅ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ଆରି ତାକର୍ ସଙ୍ଗ୍ ସାନ୍ତିସଙ୍ଗ୍ ର । ମନ୍କେ ସୁକଲ୍ କରି ଜେତ୍କି ସବୁଲକ୍ ମାପ୍ରୁକେ ପୁଜା କଲାଇନି, ସେମନର୍ ସଙ୍ଗ୍ ଏ ସବୁଜାକ କର୍ ।
23 Axmaq və cahil mübahisələrdən uzaq ol. Çünki bunların dava-dalaşa səbəb olmasını bilirsən.
୨୩ଆସାର୍ କାତାଇଅନି, ଚୁଚାଇ ଦଦାପେଲା ଅଇବା କାତାଇଅନି ଦୁରିକେ ର । କାଇକେବଇଲେ, ସେନ୍ତାରି ଟାନେ ମିସ୍ବା ଲକ୍ମନ୍ ସବୁ କିରଜାଟି ଅଇକରି ସାରିଜିବାଇ । ଏଟା ତୁଇ ଜାନିଆଚୁସ୍ ।
24 Rəbbin qulu davakar olmamalıdır. Əksinə, hamı ilə mülayim rəftar etməli, öyrətməyə qabil, səbirli olmalıdır.
୨୪ମାପ୍ରୁକେ ସେବା କର୍ବା ଏନ୍ତାରି ଗଟେକ୍ ଲକ୍ କିରଜାଟି କର୍ବାର୍ନାଇ । ତାର୍ ବାଦୁଲେ, ସେ ସବୁକେ ସୁଆଲେ ଚଲାଚଲ୍ତି କର୍ବାର୍ । ସେ ନିକସଙ୍ଗ୍ ସିକାଇବାକେ ଜାନ୍ବାର୍ଆଚେ । ଦାପ୍ରେ ରିସା ନ ଅଇକରି ମୁର୍ଚି ରଇବାର୍ ଆଚେ ।
25 Ona qarşı olanları həlimliklə tərbiyə etməlidir. Bəlkə Allah onlara tövbəyə imkan verəcək. Beləliklə, onlar həqiqəti anlayar,
୨୫ପର୍ମେସର୍ ତାର୍ ମନ୍ ବାଉଡାଇବାକେ ଦେଇସି, ସେଟା ଆସାଅଇ ତାର୍ ବିରଦେ କାତା ଅଇବା ଲକ୍ମନ୍କେ ସେ ଦରମ୍ ସଙ୍ଗ୍ ସୁଆଲ୍ କର୍ବାର୍ ଆଚେ । ସତ୍ ବିସଇ ଜାନ୍ବାକେ ସେମନ୍କେ ସାଇଜ କର ।
26 ayıq ola bilərlər və istəyini yerinə yetirmək üçün onları əsir edən iblisin torundan çıxarlar.
୨୬ତାର୍ ଚିନ୍ତା କର୍ବାଟାନେ ସେମନ୍ ସତ୍ ବିସଇ ଅଇସି କି ନାଇ ବଲି ନ ବାବିକରି ରଇବାର୍ । ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସଇତାନ୍ ସେମନ୍କେ ବନ୍ଦିକରି ନେଲାଆଚେ । ତାର୍ ପାନ୍ଦେଅନି ସେମନ୍ ରକିଆ ପାଅତ୍ ।