< رُؤيا 22 +
ثُمَّ أَرَانِي الْمَلاكُ نَهْرَ مَاءِ الْحَيَاةِ صَافِياً كَالْبَلُّورِ، يَنْبُعُ مِنْ عَرْشِ اللهِ وَالْحَمَلِ | ١ 1 |
ନଃଉଆଁ ହୁର୍ତି ତଃୟ୍ କାଚ୍ ହର୍ ନିର୍ମୁଳ୍ ଜିବନ୍ ହାଣିର୍ ଗଟେକ୍ ଗାଡ୍ ଦୁତ୍ ମକ୍ ଦଃକାୟ୍ଲା । ଇ ଗାଡ୍ ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣେ ହୁଣି ବାରାୟ୍,
وَيَخْتَرِقُ سَاحَةَ الْمَدِينَةِ، وَعَلَى ضَفَّتَيْهِ شَجَرَةُ الْحَيَاةِ تُثْمِرُ اثْنَتَيْ عَشْرَةَ مَرَّةً، كُلَّ شَهْرٍ مَرَّةً. وَأَوْرَاقُهَا دَوَاءٌ يَشْفِي الأُمَمَ. | ٢ 2 |
ଗଃଳାର୍ ମଃଜି ରଃସ୍ତା ବାଟ୍ ଅୟ୍ଜାତି ରିଲି । ଗାଡାର୍ ଦୁୟ୍ କଣ୍ଡି ବାଟ୍ ଜିବନ୍ ଗଃଚ୍ ଆଚେ । ସେରି ବଃର୍ସାର୍ ହଃତି ମାସେ, ହଃଳ୍ ହଃଳେଦ୍ ଆର୍ ଇତାର୍ ହଃତାର୍ ରଗ୍ ଉଜ୍ କଃର୍ତାର୍ ।
لَنْ تَكُونَ فِيمَا بَعْدُ لَعْنَةٌ أَبَداً. لأَنَّ عَرْشَ اللهِ وَالْحَمَلِ قَائِمٌ فِي الْمَدِينَةِ، حَيْثُ يَخْدِمُهُ عَبِيدُهُ | ٣ 3 |
ଇସ୍ୱରାର୍ ସାୟ୍ପ୍ ହାୟ୍ଲାର୍ କାୟ୍ରି ହେଁ ସେ ଗଃଳେ ଦଃକୁକ୍ ନଃମିଳେ । ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣ୍ ସେ ଗଃଳାର୍ ମଃଜାୟ୍ ରଃୟ୍ଦ୍ । ଆର୍ ସେତି ତାର୍ ସେବାକାରିମଃନ୍ ତାର୍ ଅଃର୍ଦନା କଃର୍ତି ।
وَيَرَوْنَ وَجْهَهُ، وَقَدْ كُتِبَ اسْمُهُ عَلَى جِبَاهِهِمْ. | ٤ 4 |
ସେମଃନ୍ ତାର୍ ମୁଁ ଦଃକ୍ତି ଆର୍ ସେମଃନାର୍ କାହାଳେ ତାର୍ ନାଉଁ ଲେକା ଅୟ୍ଦ୍ ।
وَلَنْ يَكُونَ هُنَالِكَ لَيْلٌ، فَلا يَحْتَاجُونَ إِلَى نُورِ مِصْبَاحٍ أَوْ شَمْسٍ، لأَنَّ الرَّبَّ الإِلهَ يُنِيرُ عَلَيْهِمْ، وَهُمْ سَيَمْلِكُونَ إِلَى أَبَدِ الآبِدِينَ! (aiōn ) | ٥ 5 |
ସେତି ଆରେକ୍ ରାତି ନୟେ ଆର୍ କୁପି କି ବେଳ୍ ଉଜାଳ୍ ସେମଃନାର୍ ଆରେକ୍ ଲଳା ନାୟ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଇସ୍ୱର୍ ସେମଃନାର୍ ଉଜାଳ୍ ଅୟ୍ଦ୍ ଆର୍ ସେମଃନ୍ ରଃଜା ହର୍ ସଃବୁବଃଳ୍ ରାଇଜ୍ କଃର୍ତି । (aiōn )
وَقَالَ لِيَ الْمَلاكُ: «هَذَا الْكَلامُ صِدْقٌ وَحَقٌّ. إِنَّ الرَّبَّ إِلهَ أَرْوَاحِ الأَنْبِيَاءِ أَرْسَلَ مَلاكَهُ لِيُخْبِرَ عَبِيدَهُ بِمَا لَا بُدَّ أَنْ يَحْدُثَ سَرِيعاً. | ٦ 6 |
ଦୁତ୍ ମକ୍ କୟ୍ଲା, “ଇସଃବୁ କଃତା ସଃତ୍ ଆର୍ ବଃର୍ସାର୍ ଜୟ୍ଗ୍ । ଜାୟ୍ ଜାୟ୍ରି ବେଗି ଗଃଟେଦ୍, ସେରି ତାର୍ ସେବାକାରି ମଃନ୍କେ ଜାଣାଉଁକ୍ ବାବ୍ବାଦିମଃନ୍କେ ଆତ୍ମିକ୍ ବୁଦି ଦେତା ଇସ୍ୱର୍ ତାର୍ ଦୁତ୍କେ ହଃଟାୟ୍ ଆଚେ ।”
إِنِّي آتٍ سَرِيعاً! طُوبَى لِمَنْ يُرَاعِي مَا وَرَدَ فِي كِتَابِ النُّبُوءَةِ هَذَا!» | ٧ 7 |
ଜିସୁ କଃଉଁଲା, “ସୁଣ୍, ମୁୟ୍ ବେଗି ଆସୁଲେ, ଜୁୟ୍ମଃନ୍ ଇ ପୁସ୍ତକ୍ ତଃୟ୍ ଜାଣାୟ୍ରିଲା ବାବ୍ବାଣିକେ ମଃନ୍ ଦଃୟ୍ ମାନ୍ତି, ସେମଃନାର୍ ବାୟ୍ଗ୍ ।”
أَنَا يُوحَنَّا رَأَيْتُ وَسَمِعْتُ هَذِهِ الأُمُورَ كُلَّهَا. وَبَعْدَمَا سَمِعْتُ وَرَأَيْتُ كُلَّ مَا حَدَثَ، ارْتَمَيْتُ عَلَى قَدَمَيِ الْمَلاكِ الَّذِي أَرَانِي إِيَّاهَا لأَسْجُدَ لَهُ. | ٨ 8 |
ମୁୟ୍ ଜହନ୍, ଇ ସଃବୁ ବିସୟ୍ ନିଜେ ସୁଣିଆଚି ଆର୍ ଦଃକିଆଚି । ସଃବୁ ସୁଣ୍ଲା ଆର୍ ଦଃକ୍ଲା ହଃଚେ, ଜୁୟ୍ ଦୁତ୍ ମର୍ ତଃୟ୍ ସେରି ଜାଣାୟ୍ଲା, ତାର୍ ହାଦ୍ ତଃଳେ ଡୁଳି ତାକ୍ ଜୁଆର୍ କଃରୁକେ ଜାତି ରିଲେ ।
فَقَالَ لِي: «لا تَفْعَلْ! إِنَّنِي عَبْدٌ مِثْلُكَ وَمِثْلُ إِخْوَتِكَ الأَنْبِيَاءِ، وَمِثْلُ الَّذِينَ يُرَاعُونَ مَا جَاءَ فِي هَذَا الْكِتَابِ. لِلهِ اسْجُدْ!» | ٩ 9 |
ମଃତର୍ ସେ କୟ୍ଲା, “ସେବାନ୍ୟା କଃର୍ ନାୟ୍, କାୟ୍ତାକ୍ବଃଲେକ୍ ମୁୟ୍ ହେଁ ତର୍ ହର୍ ଗଟେକ୍ ଗତିଦଃଙ୍ଗ୍ଳା । ତର୍ ଜୁୟ୍ ବାବ୍ବାଦି ବାୟ୍ମଃନ୍ ଆର୍ ଜୁୟ୍ ସଃବୁ ଲକ୍ ଇ ପୁସ୍ତକାର୍ କଃତା ହଃର୍କାରେ କଃତା ମାନି ରେତି, ସେମଃନାର୍ ହର୍ ମୁଏଁ ହେଁ ଗଟେକ୍ ସେବାକାରି । ଇସ୍ୱର୍କେ ଜୁଆର୍ କଃର୍ ।”
ثُمَّ قَالَ لِي: «لا تَخْتُمْ عَلَى مَا جَاءَ فِي كِتَابِ النُّبُوءَةِ هَذَا، لأَنَّ مَوْعِدَ إِتْمَامِهِ قَدِ اقْتَرَبَ. | ١٠ 10 |
ସେ ଆରେକ୍ ମକ୍ କୟ୍ଲା, “ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା କଃତା ମୁଦ୍ରାମାରି ସଃଙ୍ଗାଉଁ ନାୟ୍, କାୟ୍ତାକ୍ବଃଲେକ୍ ଇ ସଃବୁ ଗଃଟ୍ତା ବେଳା ଚଃମେ ଆୟ୍ଲିନି ।
فَمَنْ كَانَ ظَالِماً، فَلْيُمْعِنْ فِي الظُّلْمِ؛ وَمَنْ كَانَ نَجِساً، فَلْيُمْعِنْ فِي النَّجَاسَةِ؛ وَمَنْ كَانَ صَالِحاً، فَلْيُمْعِنْ فِي الصَّلاحِ؛ وَمَنْ كَانَ مُقَدَّساً، فَلْيُمْعِنْ فِي الْقَدَاسَةِ!» | ١١ 11 |
ତଃବେ ଇ କଃତା ଜାଣି କଃରି ଜେ ଜାୟ୍ରି ଇଚା ସେରି କଃର । ଦସ୍ କାମ୍ କଃରୁ ଜଦି ଇଚା କଃରେଦ୍, ସେ ଆରେକ୍ ଦସ୍ କାମ୍ କଃର । ବିଟାଳ୍ ମାନାୟ୍ ବିଟାଳ୍ ଅୟ୍ ରେଉଅ । ମଃତର୍ ଜେ ଟିକ୍ କାମ୍ କଃରୁ, ସେ ଟିକ୍ କାମ୍ କଃରୁକେ ଚାଡ ନାୟ୍ । ଜେ ପବିତ୍ର ସେ ପବିତ୍ର ଅୟ୍କଃରି ରେଉଅ ।”
«إِنِّي آتٍ سَرِيعاً، وَمَعِي الْمُكَافَأَةُ لأُجَازِيَ كُلَّ وَاحِدٍ بِحَسَبِ عَمَلِهِ. | ١٢ 12 |
ଜିସୁ କଃଉଁଲା, “ସୁଣା, ମୁୟ୍ ବେଗି ଆସୁଲେ, ହଃତି ଲକ୍କେ ନିଜାର୍ ନିଜାର୍ କାମ୍ ହଃର୍କାରେ ହଃଳ୍ ଦେଉଁକ୍ ମୁୟ୍ ପୁରିସ୍କାର୍ ଦଃରି ଆସିନ୍ଦ୍ ।
أَنَا الأَلِفُ وَالْيَاءُ، الأَوَّلُ وَالآخِرُ، الْبِدَايَةُ وَالنِّهَايَةُ. | ١٣ 13 |
ମୁୟ୍ ହଃର୍ତୁ ଆର୍ ସଃରାସଃରି, ଆରୁମ୍ ଆର୍ ସେସ୍ ।”
طُوبَى لِلَّذِينَ يَغْسِلُونَ ثِيَابَهُمْ، فَلَهُمُ السُّلْطَةُ عَلَى شَجَرَةِ الْحَيَاةِ، وَالْحَقُّ فِي دُخُولِ الْمَدِينَةِ مِنَ الأَبْوَابِ! | ١٤ 14 |
ଜୁୟ୍ ଲକ୍ମଃନ୍ ନିଜାର୍ ନିଜାର୍ ବଃସ୍ତର୍ ଦଃୟ୍ ନିର୍ମୁଳ୍ କଃରିଆଚ୍ତି, ସେମଃନାର୍ ବାୟ୍ଗ୍ । ଜିବନ୍ ଗଃଚାର୍ ହଳ୍ କାଉଁକେ ଆର୍ ଦୁଆର୍ ଦଃୟ୍ ଗଃଳ୍ ବିତ୍ରେ ହୁରୁକ୍ ସେମଃନାର୍ ଅଃଦିକାର୍ ଆଚେ ।
أَمَّا فِي خَارِجِ الْمَدِينَةِ، فَهُنَالِكَ الْكِلابُ وَالْمُتَّصِلُونَ بِالشَّيَاطِينِ، وَالزُّنَاةُ وَالْقَتَلَةُ، وَعَبَدَةُ الأَصْنَامِ وَالدَّجَّالُونَ وَمُحِبُّو التَّدْجِيلِ! | ١٥ 15 |
ମଃତର୍ ବିଟାଳ୍ ଗୁଣାର୍ ଲକ୍, ଜଃତର୍ ମଃତର୍ କଃର୍ତା ଲକ୍, ନଃର୍ ମାର୍ତା ଲକ୍, ମୁର୍ତିହୁଜା କଃର୍ତା ଲକ୍, ମିଚ୍ କଃଉତା ଲକ୍ ଆର୍ ତାଳ୍ନା କଃର୍ତା ଲକ୍ମଃନ୍ ସଃବୁ ଗଃଳାର୍ ହଃଦାୟ୍ ରେତି ।
أَنَا يَسُوعُ أَرْسَلْتُ مَلاكِي لأَشْهَدَ لَكُمْ بِهَذِهِ الأُمُورِ فِي الْكَنَائِسِ. أَنَا أَصْلُ دَاوُدَ وَنَسْلُهُ. أَنَا كَوْكَبُ الصُّبْحِ الْمُنِيرُ». | ١٦ 16 |
“ମୁୟ୍ଁ ଜିସୁ । ମଣ୍ଡ୍ଳିମଃନାର୍ ତଃୟ୍ ତୁମିମଃନାର୍ ନିକର୍ ଗିନେ ଇ ସଃବୁ ବିସୟ୍ ସାକି ଦେଉଁକ୍ ମର୍ ଦୁତ୍କେ ହଃଟାୟ୍ ଆଚି । ମୁୟ୍ ଦାଉଦ୍ ବଃଉଁସାର୍ । ମୁୟ୍ ସେ ଉଜାଳ୍ ସଃକାଳାର୍ ତାରା ।”
الرُّوحُ وَالْعَرُوسُ يَقُولانِ: «تَعَالَ!» وَمَنْ يَسْمَعْ فَلْيُرَدِّدِ النِّدَاءَ: «تَعَالَ!» فَلْيَأْتِ الْعَطْشَانُ! وَكُلُّ مَنْ يُرِيدُ، فَلْيَشْرَبْ مِنْ مَاءِ الْحَيَاةِ مَجَّاناً! | ١٧ 17 |
ପବିତ୍ର ଆତ୍ମା ଆର୍ ସେ ନଃଉଆଁ କଃନ୍ୟା କଃଉଁଲାୟ୍, ଆସା । ସୁଣ୍ତା ହଃତି ଲକ୍ ହେଁ କଃଉତି, ଆସା । ଜୁୟ୍ ଲକ୍କେ ସସ୍ ଲାଗୁଲି, ସେ ଆସ । ଜିବନ୍ ଦେତା ହାଣି କାଉଁକେ ଜାର୍ ଇଚା, ସେ ଆସି ମଲ୍ ନଃଦେତେ ସେରି ନେଉଅ ।
وَإِنَّنِي أَشْهَدُ لِكُلِّ مَنْ يَسْمَعُ مَا جَاءَ فِي كِتَابِ النُّبُوءَةِ هَذَا: إِنْ زَادَ أَحَدٌ شَيْئاً عَلَى مَا كُتِبَ فِيهِ، يَزِيدُهُ اللهُ مِنَ الْبَلايَا الَّتِي وَرَدَ ذِكْرُهَا، | ١٨ 18 |
ମୁୟ୍ ଜହନ୍ । ଜୁୟ୍ ଲକ୍ମଃନ୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟ୍ ସଃବୁ ସୁଣ୍ତି, ସେମଃନ୍କେ ମୁୟ୍ ସାକି ଦଃୟ୍ ଜଃଗ୍ରାତ୍ କଃରାଉଁଲେ, ଜଦି ଇତି କେ କାୟ୍ରି ଜଳେଦ୍, ତଃବେ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ମଃର୍ଡି ତଃୟ୍ ଇସ୍ୱର୍ ତାକ୍ ଡଃଣ୍ଡ୍ ଦଃୟ୍ଦ୍ ।
وَإِنْ أَسْقَطَ أَحَدٌ شَيْئاً مِنْ أَقْوَالِ كِتَابِ النُّبُوءَةِ هَذَا، يُسْقِطُ اللهُ نَصِيبَهُ مِنْ شَجَرَةِ الْحَيَاةِ، وَمِنَ الْمَدِينَةِ الْمُقَدَّسَةِ، اللَّتَيْنِ جَاءَ ذِكْرُهُمَا فِي هَذَا الْكِتَابِ. | ١٩ 19 |
ଆର୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟେ ହୁଣି କେ ଜଦି କାୟ୍ରି ଚାଡେଦ୍, ତଃବେ ଇସ୍ୱର୍ ତାକ୍ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ଜିବନ୍ ଗଃଚାର୍ ହଃଳ୍ ଆର୍ ପବିତ୍ର ଗଃଳ୍ ନଃଦେୟ୍ ।
وَالَّذِي يَشْهَدُ بِهذِهِ الأُمُورِ يَقُولُ: «نَعَمْ! أَنَا آتٍ سَرِيعاً». آمِين! تَعَالَ أَيُّهَا الرَّبُّ يَسُوعُ! | ٢٠ 20 |
ଜେ ଇ ସଃବୁ ବିସୟେ ସାକି ଦେଉଁଲା, ସେ କଃଉଁଲା, “ଇରି ସଃତ୍କଃରି ଅୟ୍ଦ୍ । ମୁୟ୍ ବେଗି ଆସୁଲେ । ସେରି ସେ ଅଃଉଅ । ମାପ୍ରୁ ଜିସୁ ଆଉ ।”
وَلْتَكُنْ نِعْمَةُ رَبِّنَا يَسُوعَ الْمَسِيحِ مَعَكُمْ جَمِيعاً. | ٢١ 21 |
ମାପ୍ରୁ ଜିସୁର୍ ଦଃୟା ସଃବୁ ଲକାର୍ ଉହ୍ରେ ଅଃଉଅ । ଆମେନ୍ ।