< رُؤيا 10 >
ثُمَّ رَأَيْتُ مَلاكاً آخَرَ قَوِيًّا نَازِلاً مِنَ السَّمَاءِ، لابِساً سَحَابَةً، وَعَلَى رَأْسِهِ قَوْسُ قُزَحٍ؛ وَجْهُهُ كَالشَّمْسِ، وَرِجْلاهُ كَعَمُودَيْنِ مِنْ نَارٍ، | ١ 1 |
୧ତାର୍ପଚେ ଏଦେ ଦେକା! ସର୍ଗେଅନି ଆରି ଗଟେକ୍ ବଡ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାକେ ଗଟେକ୍ ବାଦଲ୍ ଗୁଡାଇରଇଲା ଆରି ମୁଣ୍ଡେ ଗଟେକ୍ ଇନ୍ଦର୍ଦୁନୁ ଗୁଡିଆଇ ଅଇରଇଲା । ତାର୍ ମୁ ବେଲ୍ ପାରା ରଇଲା । ତାର୍ ଗଡ୍ମନ୍ ଜଇର୍ କୁନାଦି ପାରା ରଇଲା ।
وَبِيَدِهِ دَرْجُ كِتَابٍ صَغِيرٌ مَفْتُوحٌ. فَوَضَعَ رِجْلَهُ الْيُمْنَى عَلَى الْبَحْرِ وَالْيُسْرَى عَلَى الأَرْضِ، | ٢ 2 |
୨ତାର୍ ଆତେ ଉଗାଡି ଅଇରଇବା ଗଟେକ୍ ସାନ୍ ବଇ ରଇଲା । ସେ ତାର୍ ଉଜାଗଡ୍ ସମ୍ଦୁର୍ ବିତ୍ରେ ସଙ୍ଗଇଲା ଆରି ଡେବ୍ରି ଗଡ୍ ସୁକ୍ଲା ବୁଏଁ ସଙ୍ଗଇଲା ।
وَصَرَخَ صَرْخَةً عَظِيمَةً كَزَئِيرِ الأَسَدِ، دَوَّتْ بَعْدَهَا أَصْوَاتُ الرُّعُودِ السَّبْعَةِ. | ٣ 3 |
୩ସେ ଆଉଲି ଅଇଲାକେ ସିଅଁମନ୍ ଅଡର୍ଲା ପାରା ସୁନିଅଇଲା । ସେ ଡାକ୍ଲା ପଚେ, ସାତ୍ଟା ଗଡ୍ଗଡିମନ୍ ଅଡ୍ରିକରି କଇଲାଇ ।
وَلَمَّا تَأَهَّبْتُ لِكِتَابَةِ مَا تَقُولُهُ الرُّعُودُ، سَمِعْتُ صَوْتاً مِنَ السَّمَاءِ يَقُولُ لِي: «لا تَكْتُبْ، فَمَا نَطَقَتْ بِهِ الرُّعُودُ يَجِبُ أَنْ تُبْقِيَهُ مَكْتُوماً». | ٤ 4 |
୪ସେମନ୍ କାତା ଅଇଲା ଦାପ୍ରେ ମୁଇ ଲେକ୍ବାକେ ଆରାମ୍ ଅଇରଇଲି । ମାତର୍ ସର୍ଗେଅନି ଗଟେକ୍ ସବଦ୍ ସୁନ୍ଲି, ସାତ୍ଟା ଗଡ୍ଗଡିମନ୍ କଇଲାଟା କେ ନାଜାନ୍ଲାପାରା ସଙ୍ଗ । ସେଟା ଲେକ୍ନାଇ ।
ثُمَّ إِنَّ الْمَلاكَ الَّذِي رَأَيْتُهُ وَاقِفاً عَلَى الْبَحْرِ وَالأَرْضِ رَفَعَ يَدَهُ الْيُمْنَى نَحْوَ السَّمَاءِ، | ٥ 5 |
୫ତାର୍ପଚେ ମୁଇ ଆଗ୍ତୁ ଦେକିରଇବା ଦୁତ୍ ଜେ କି ସମ୍ଦୁରେ ଆରି ସୁକ୍ଲା ପଦାଇ ଟିଆ ଅଇରଇଲା, ସେ ତାର୍ ଉଜା ଆତ୍ ସରଗ୍ବାଟେ ଲାମାଇଲା ।
وَأَقْسَمَ بِالْحَيِّ إِلَى أَبَدِ الآبِدِينَ الَّذِي خَلَقَ السَّمَاءَ وَمَا فِيهَا وَالأَرْضَ وَمَا فِيهَا وَالْبَحْرَ وَمَا فِيهِ، إِنَّهُ لَنْ تَكُونَ مُهْلَةٌ بَعْدُ، (aiōn ) | ٦ 6 |
୬ପର୍ମେସରର୍ ନାଉଁ ଦାରି ସେ ଗଟେକ୍ ସପତ୍ କଲା । ପର୍ମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେ ସର୍ଗେ ରଇବାଟା, ଦର୍ତନିତେଇ ରଇବାଟା ଆରି ସମ୍ଦୁରେ ରଇବା ସବୁଜାକ ତିଆର୍ କଲା । ସେ ଦୁତ୍ କଇଲା, “ଆରି ଅଲ୍ସମ୍ ନ ଅଏ ।” (aiōn )
فَحَالَمَا يَنْفُخُ الْمَلاكُ السَّابِعُ فِي بُوقِهِ، يَتِمُّ سِرُّ اللهِ، وَفْقاً لِمَا أَعْلَنَهُ لِعَبِيدِهِ الأَنْبِيَاءِ! | ٧ 7 |
୭ମାତର୍ ଜେଡେବେଲେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ସି, ସେଡ୍କିବେଲେ, ପର୍ମେସର୍ କାକେ ନ ଜାନାଇରଇବା ତାର୍ ମନ୍ କଲାଟା ପୁରାପୁରୁନ୍ ସିଦ୍ କର୍ସି । ଏଟା ସେ ତାର୍ ଦାଙ୍ଗ୍ଡାମନ୍କେ ଆରି ବବିସତ୍ବକ୍ତାମନ୍କେ ସେ ଆଗ୍ତୁ ଜାନାଇରଇଲା ।
ثُمَّ كَلَّمَنِي الصَّوْتُ السَّمَاوِيُّ ثَانِيَةً وَقَالَ لِي: «اذْهَبْ، خُذِ الْكِتَابَ الصَّغِيرَ الْمَفْتُوحَ فِي يَدِ الْمَلاكِ الْقَوِيِّ الْوَاقِفِ عَلَى الْبَحْرِ وَالأَرْضِ». | ٨ 8 |
୮ତାର୍ପଚେ ସର୍ଗେଅନି ଜନ୍ ସବଦ୍ ମର୍ସଙ୍ଗ୍ କାତା ଅଇତେରଇଲା, ସେଟା ଆରିତରେକ୍ ମକେ କଇଲା “ଜାଆ, ସମ୍ଦୁରେ ଆରି ସୁକ୍ଲା ଜାଗାଇ ଟିଆଅଇରଇବା ଦୁତର୍ ଆତେଅନି ଉଗାଡି ଅଇରଇବା କାଗଜ୍ ବେଟ୍ ।”
فَذَهَبْتُ إِلَيْهِ وَطَلَبْتُ الْكِتَابَ مِنْهُ، فَأَجَابَنِي: «خُذْهُ وَالْتَهِمْهُ. سَتَجِدُ طَعْمَهُ فِي فَمِكَ حُلْواً كَالْعَسَلِ، وَلَكِنَّهُ سَيَجْعَلُ بَطْنَكَ مُرّاً!» | ٩ 9 |
୯ମୁଇ ଦୁତର୍ ଲଗେ ଗାଲି ଆରି ସାନ୍ଟା କାଗଜ୍ ମକେ ଦେ ବଲି କଇଲି । ସେ ମକେ କଇଲା “ଏଟା ନେଇକରି କାଆ । ତର୍ ପେଟେ ଏଟା ପିତା ଅଇସି । ମାତର୍ ତର୍ ଟଣ୍ଡେ ସେଟା ମୁ ପାରା ମୁନ୍ଦୁର୍ ରଇସି ।”
وَلَمَّا أَخَذْتُهُ مِنْ يَدِهِ وَالْتَهَمْتُهُ، كَانَ حُلْواً كَالْعَسَلِ فِي فَمِي، وَلَكِنْ مَا إِنِ ابْتَلَعْتُهُ حَتَّى مَلأَ بَطْنِي مَرَارَةً! | ١٠ 10 |
୧୦ତେଇ ମୁଇ ଦୁତର୍ ଟାନେଅନି ସାନ୍ଟା କାଗଜ୍ ନେଲି ଆରି କାଇଲି । ସେଟା ମର୍ ଟଣ୍ଡେ ପାକାଇଲାକେ ମୁ ପାରା ସୁଆଦ୍ ରଇଲା । ମାତର୍ ଗିଲ୍ଲା ପଚେ ପେଟ୍ ବିତ୍ରେ ପିତା ଅଇଗାଲା ।
وَقِيلَ لِي: «عَلَيْكَ أَنْ تَتَنَبَّأَ أَيْضاً بِشَأْنِ كَثِيرٍ مِنَ الشُّعُوبِ وَالأُمَمِ وَاللُّغَاتِ وَالْمُلُوكِ». | ١١ 11 |
୧୧ତାର୍ପଚେ ମକେ କଇଲା, “ସବୁ ରାଜାମନର୍ ବିସଇ, ବାସାମନର୍ ବିସଇ, ବଁସର୍ ବିସଇ, ଆରି ରାଇଜର୍ ବିସଇ, ଏ ସବୁଜାକର୍ ଉପ୍ରେ ପର୍ମେସରର୍ କବର୍ ତୁଇ ଆରିତରେକ୍ ଜାଇ ଜାନାଇବାର୍ ଆଚେ ।”