< لُوقا 20 >
وَفِيمَا كَانَ يُعَلِّمُ الشَّعْبَ فِي الْهَيْكَلِ ذَاتَ يَوْمٍ، وَيُبَشِّرُ، تَصَدَّى لَهُ رُؤَسَاءُ الْكَهَنَةِ وَالْكَتَبَةُ مَعَ الشُّيُوخِ، | ١ 1 |
ଗଟ୍ଦିନ୍ ଜିସୁ ଜଃଡେବଃଳ୍ ମନ୍ଦିରେ ସିକ୍ୟା ଦେତିରିଲା ଆର୍, ନିକ କବୁର୍ ପର୍ଚାର୍ କଃର୍ତିରିଲା, ସଃଡେବଃଳ୍ ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁମଃନ୍ ପାରାଚିନ୍ମଃନାର୍ ସଃଙ୍ଗ୍ ଆସି ତାକ୍ କୟ୍ଲାୟ୍,
وَخَاطَبُوهُ قَائِلِينَ: «قُلْ لَنَا بِأَيَّةِ سُلْطَةٍ تَفْعَلُ مَا فَعَلْتَ؟ أَوْ مَنْ مَنَحَكَ هذِهِ السُّلْطَةَ؟» | ٢ 2 |
“ତୁୟ୍ ଇରିମଃନ୍ କୁୟ୍ ଅଃଦିକାରେ କଃରୁଲିସ୍ ଆର୍ ଜେ ତକେ ଇ ଅଃଦିକାର୍ ଦିଲା, ସେ କେ, ଅଃମିକ୍ କଃଉ?”
فَأَجَابَهُمْ يَسُوعُ قَائِلاً: «وَأَنَا أَيْضاً أَسْأَلُكُمْ أَمْراً وَاحِداً، فَأَجِيبُونِي عَنْهُ: | ٣ 3 |
ମଃତର୍ ଜିସୁ ସେମଃନ୍କେ ଉତୁର୍ ଦିଲା, “ମୁୟ୍ଁ ହେଁ ତୁମିକେ ଗଟେକ୍ କଃତା ହଃଚାରିନ୍ଦ୍, ମକେ କଃଉଆ,
أَمِنَ السَّمَاءِ كَانَتْ مَعْمُودِيَّةُ يُوحَنَّا أَمْ مِنَ النَّاسِ؟» | ٤ 4 |
ବାପ୍ତିସମ୍ ଦେତା ଜହନ୍ ବାପ୍ତିସମ୍ ଦେତା ଅଃଦିକାର୍ ସଃର୍ଗେ ହୁଣି କି ଲକାର୍ ତଃୟ୍ହୁଣି ଅୟ୍ଲି?”
فَتَشَاوَرُوا فِيمَا بَيْنَهُمْ قَائِلِينَ: «إِنْ قُلْنَا: مِنَ السَّمَاءِ، يَقُولُ: وَلِمَاذَا لَمْ تُؤْمِنُوا بِهِ؟ | ٥ 5 |
ସେତାକ୍ ସେମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ କୟ୍ଲାୟ୍, “ଜଦି ସଃର୍ଗେ ହୁଣି ବଃଲି କଃଉନ୍ଦ୍, ତଃବେ ସେ କୟ୍ଦ୍ ତୁମିମଃନ୍ କାୟ୍ତାକ୍ ଜହନ୍କେ ବିସ୍ୱାସ୍ ନଃକେଲାସ୍?
وَإِنْ قُلْنَا: مِنَ النَّاسِ، يَرْجُمُنَا الشَّعْبُ كُلُّهُ، لأَنَّهُمْ مُقْتَنِعُونَ أَنَّ يُوحَنَّا كَانَ نَبِيًّا». | ٦ 6 |
ମଃତର୍ ଜଦି ମାନାୟ୍ ତଃୟ୍ହୁଣି ବଃଲି କଃଉନ୍ଦ୍, ତଃବେ ଲକ୍ମଃନ୍ ଅଃମିକ୍ ଟେଳା ସୁତ୍ରି ମାରି ହଃକାଉତି, କାୟ୍ତାକ୍ବଃଲେକ୍ ଜହନ୍ ତ ଗଟେକ୍ ବାବ୍ବାଦି ବଃଲି ଲକ୍ମଃନ୍ ବେସି ବିସ୍ୱାସ୍ କଃର୍ତି ରିଲାୟ୍ ।”
فَأَجَابُوا أَنَّهُمْ لَا يَعْرِفُونَ مِنْ أَيْنَ هِيَ. | ٧ 7 |
ଇତାର୍ ଗିନେ ସେରି କୁୟ୍ତିହୁଣି ଅୟ୍ଲି, ଇରି ନଃଜାଣୁ ବଃଲି ସେମଃନ୍ କୟ୍ଲାୟ୍ ।
فَقَالَ لَهُمْ يَسُوعُ: «وَأَنَا لَا أَقُولُ لَكُمْ بِأَيَّةِ سُلْطَةٍ أَفْعَلُ مَا فَعَلْتُ!» | ٨ 8 |
ଜିସୁ ସେମଃନ୍କେ କୟ୍ଲା, “ତଃବେ ମୁୟ୍ଁ କୁୟ୍ ଅଃଦିକାରେ ଇସଃବୁ କଃରୁଲେ, ସେରି ହେଁ ତୁମିମଃନ୍କେ ନଃକୟ୍ଁ ।”
وَأَخَذَ يُكَلِّمُ الشَّعْبَ بِهَذَا الْمَثَلِ: «غَرَسَ إِنْسَانٌ كَرْماً وَسَلَّمَهُ إِلَى مُزَارِعِينَ، وَسَافَرَ مُدَّةً طَوِيلَةً. | ٩ 9 |
ତାର୍ହଃଚେ ଜିସୁ ଲକ୍ମଃନ୍କେ ଇ କଃତା କଃଉଁକେ ଦଃର୍ଲା । “ଗଟ୍ ମାନାୟ୍ ଗଟ୍ ଅଙ୍ଗୁର୍ ବାଳ୍ କଃରି ସେରି ବାଗ୍ ତାସିମଃନ୍କେ ବାଗେ ଦଃୟ୍ ବୁତେକ୍ ଦିନାର୍ ଗିନେ ବିଦେସେ ଗଃଲା ।
وَفِي مَوْسِمِ الْحَصَادِ أَرْسَلَ إِلَى الْمُزَارِعِينَ عَبْداً، لِكَيْ يُعْطُوهُ مِنْ ثَمَرِ الْكَرْمِ. وَلكِنَّ الْمُزَارِعِينَ ضَرَبُوهُ وَرَدُّوهُ فَارِغَ الْيَدَيْنِ. | ١٠ 10 |
ଆରେକ୍ ସେ ତାସିମଃନ୍ ଜଃନ୍କଃରି ତାକେ ବାଳାର୍ ଅଙ୍ଗୁର୍ ହଃଳାର୍ ବାଗ୍ ଦେତି, ଇତାକ୍ ସେ ଗଟେକ୍ ଗତିଦଃଙ୍ଗ୍ଳାକ୍ ଟିକ୍ ବେଳାୟ୍ ସେମଃନାର୍ ତଃୟ୍ ହଃଟାୟ୍ଲା, ମଃତର୍ ସେ ତାସିମଃନ୍ ତାକ୍ ମାଡ୍ ମାରି ଚୁଚା ଆତେ ହଃଟାୟ୍ଲାୟ୍,
فَعَادَ وَأَرْسَلَ عَبْداً آخَرَ. إِلّا أَنَّهُمْ ضَرَبُوهُ أَيْضاً وَأَهَانُوهُ وَرَدُّوهُ فَارِغَ الْيَدَيْنِ. | ١١ 11 |
ସେ ଆରେକ୍ ଗଟ୍ ଗତିଦଃଙ୍ଗ୍ଳାକ୍ ହେଁ ହଃଟାୟ୍ଲା; ମଃତର୍ ସେମଃନ୍ ତାକେ ହେଁ ମାଡ୍ ମାରି ଲାଜ୍ କଃରାୟ୍ ଆର୍ ଚୁଚା ଆତେ ହଃଟାୟ୍ଲାୟ୍ ।
ثُمَّ عَادَ وَأَرْسَلَ عَبْداً ثَالِثاً، فَجَرَّحُوهُ وَطَرَحُوهُ خَارِجَ الْكَرْمِ. | ١٢ 12 |
ତାର୍ହଃଚେ ସେ ଦୁୟ୍ ଲକ୍କେ ହଃଟାୟ୍ଲା ହଃଚେ, ଆରେକ୍ ଗଟ୍ ଲକ୍କେ ହଃଟାୟ୍ଲା, ମଃତର୍ ସେମଃନ୍ ତାକେ ହେଁ ବାନାକାବ୍ରା କଃରି ହଃଦାୟ୍ ହଃକାୟ୍ଲାୟ୍ ।
فَقَالَ رَبُّ الْكَرْمِ: مَاذَا أَفْعَلُ؟ سَأُرْسِلُ ابْنِي الْحَبِيبَ، لَعَلَّهُمْ يَهَابُونَهُ! | ١٣ 13 |
ସେତାକ୍ ଅଙ୍ଗୁର୍ ବାଳାର୍ ସାଉକାର୍ କୟ୍ଲା ମୁୟ୍ଁ କାୟ୍ କଃରିନ୍ଦ୍? ମର୍ ଲାଡାର୍ ହଅକେ ହଃଟାୟ୍ନ୍ଦ୍, କେଜାଣ୍ ସେମଃନ୍ ତାକେ ମାୟ୍ନ୍ କଃର୍ତି ।
وَلكِنْ مَا إِنْ رَآهُ الْمُزَارِعُونَ، حَتَّى تَشَاوَرُوا فِيمَا بَيْنَهُمْ قَائِلِينَ: هَذَا هُوَ الْوَرِيثُ، فَلْنَقْتُلْهُ لِيَصِيرَ الْمِيرَاثُ لَنَا. | ١٤ 14 |
ମଃତର୍ ତାସିମଃନ୍ ତାକ୍ ଦଃକି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, ଏ ତ ସାଉକାରାର୍ ହୟ୍ସି, ଆକ୍ ମଃର୍ନେ ମାରୁଆଁ, ତଃବେ ସଃବୁ ଦଃନ୍ବିତ୍ ଅଃମାର୍ ଅୟ୍ଦ୍ ।
فَطَرَحُوهُ خَارِجَ الْكَرْمِ وَقَتَلُوهُ. فَمَاذَا إِذَنْ يَفْعَلُ رَبُّ الْكَرْمِ بِهِمْ؟ | ١٥ 15 |
ଆର୍ ସେମଃନ୍ ତାକ୍ ମଃର୍ନେ ମାରି ଅଙ୍ଗୁର୍ ବାଳାର୍ ସେହାଟି ହଃକାୟ୍ଲାୟ୍ । ତଃନ୍ଅଲେ ଅଙ୍ଗୁର୍ ବାଳାର୍ ସାଉକାର୍ ସେମଃନ୍କେ କଃନ୍କଃରେଦ୍?
إِنَّهُ يَأْتِي وَيُهْلِكُ أُولئِكَ الْمُزَارِعِينَ، وَيُسَلِّمُ الْكَرْمَ إِلَى غَيْرِهِمْ». فَلَمَّا سَمِعُوا ذلِكَ، قَالُوا «حَاشَا!» | ١٦ 16 |
ସେ ଆସି ଇ ତାସିମଃନ୍କେ ନାସ୍ କଃରେଦ୍ ଆର୍ ବିନ୍ ଲକ୍ମଃନ୍କେ ଅଙ୍ଗୁର୍ ବାଳ୍ ଦଃୟ୍ଦ୍ ।” ଇରି ସୁଣି ସେମଃନ୍ କୟ୍ଲାୟ୍, “ସେରି ନଃଉଅ ।”
وَلكِنَّهُ نَظَرَ إِلَيْهِمْ وَقَالَ: «إِذَنْ مَا مَعْنَى هذِهِ الآيَةِ الْمَكْتُوبَةِ: الْحَجَرُ الَّذِي رَفَضَهُ الْبُنَاةُ، هُوَ نَفْسُهُ صَارَ حَجَرَ الزَّاوِيَةِ؟ | ١٧ 17 |
ମଃତର୍ ସେମଃନ୍କେ ଆକି ନିକକଃରି ସଃଳ୍କେ ଦଃକି କୟ୍ଲା, “ତଃବେ ଇ ଜୁୟ୍ କଃତା ଲେକାଆଚେ, ତାର୍ ବାବ୍ କାୟ୍ରି, ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ମଃନ୍ ନଃକେଲାୟ୍, ସେରି କନାର୍ ମୁଳ୍ ଟେଳା ଅୟ୍ଲି ।
مَنْ يَقَعُ عَلَى هَذَا الْحَجَرِ يَتَكَسَّرُ، وَمَنْ يَقَعُ الْحَجَرُ عَلَيْهِ يَسْحَقُهُ سَحْقاً؟» | ١٨ 18 |
ଜେ ସେ ଟେଳା ଉହ୍ରେ ଅଦ୍ରେଦ୍, ସେ କଃଣ୍ଡ୍ କଃଣ୍ଡ୍ ଅୟ୍ଦ୍, ଆର୍ ସେ ଟେଳା ଜାର୍ ଉହ୍ରେ ଅଦ୍ରେଦ୍ ତାକ୍ ସେରି ଗୁଣ୍ଡ୍ଗୁଣ୍ଡା କଃରେଦ୍ ।”
فَسَعَى رُؤَسَاءُ الْكَهَنَةِ وَالْكَتَبَةُ إِلَى إلْقَاءِ الْقَبْضِ عَلَيْهِ فِي تِلْكَ السَّاعَةِ عَيْنِهَا، وَلكِنَّهُمْ خَافُوا الشَّعْبَ، فَقَدْ أَدْرَكُوا أَنَّهُ عَنَاهُمْ بِهَذَا الْمَثَلِ. | ١٩ 19 |
ଇତାକ୍ ଦଃର୍ମ୍ଗୁରୁ ଆର୍ ମୁଳ୍ ଜାଜକ୍ମଃନ୍ ସେଦାହ୍ରେ ତାକେ ଦଃରୁକେ ମଃନ୍ କଃଲାୟ୍, ମଃତର୍ ସେମଃନ୍ ଲକ୍ମଃନ୍କେ ଡିର୍ଲାୟ୍, ବଃଲେକ୍ ସେ କଃତା ସେମଃନ୍କେ ଦଃକିକଃରି ଜିସୁ ସେମଃନ୍କେ କୟ୍ଲା ବଃଲି ସେମଃନ୍ ବୁଜ୍ଲାୟ୍ ।
فَجَعَلُوا يُرَاقِبُونَهُ، وَبَثُّوا حَوْلَهُ جَوَاسِيسَ يَتَظَاهَرُونَ أَنَّهُمْ أَبْرَارٌ، لِكَيْ يُمْسِكُوهُ بِكَلِمَةٍ يَقُولُهَا، فَيُسَلِّمُوهُ إِلَى قَضَاءِ الْحَاكِمِ وَسُلْطَتِهِ. | ٢٠ 20 |
ସେତାକ୍ ସେମଃନ୍ ତାକ୍ ସଃର୍କାରି ଅଃଦିକାରିମଃନାର୍ ଆତେ ଆର୍ ରାଇଜ୍କଃର୍ତା ଲକାର୍ ଅଃଦିକାର୍ ତଃଳେ ସଃର୍ହି ଦେଉଁକେ ସୁବିଦା ଲଳି ତାର୍ କଃତାୟ୍ ଦଃସ୍ ଦଃରୁକ୍ ଚାଲାକି ବାବେ ଅଃହ୍ଣା ଅଃହ୍ଣାକ୍ ଦଃର୍ମି ଲକ୍ ବଃଲି ଦଃକାୟ୍ ଅଃଉତା ଚର୍ମଃନ୍କେ ଲାଚ୍ ଦଃୟ୍ ହଃଟାୟ୍ଲାୟ୍ ।
فَقَالُوا يَسْأَلُونَهُ: «يَا مُعَلِّمُ، نَعْلَمُ أَنَّكَ تَتَكَلَّمُ وَتُعَلِّمُ بِالصِّدْقِ، فَلا تُرَاعِي مَقَامَاتِ النَّاسِ، بَلْ تُعَلِّمُ طَرِيقَ اللهِ بِالْحَقِّ: | ٢١ 21 |
ସେ ଚର୍ମଃନ୍ ଜିସୁକେ ହଃଚାର୍ଲାୟ୍, “ଏ ଗୁରୁ, ଅଃମିମଃନ୍ ଜାଣିଆଚୁ ତୁୟ୍ ସଃତ୍ କଃତା କଃଉଁଲିସ୍ ଆର୍ ସିକ୍ୟା ଦେଉଁଲିସ୍ ଆର୍ କାର୍ ମୁକ୍ମେଟ୍ ନଃଦେକ୍ସି, ମଃତର୍ ସଃତ୍କଃରି ଇସ୍ୱରାର୍ ଇସାବେ ସିକ୍ୟା ଦେଉଁଲିସ୍ ।
أَفَيَحِلُّ لَنَا أَنْ نَدْفَعَ الْجِزْيَةَ لِلْقَيْصَرِ، أَمْ لا؟» | ٢٢ 22 |
ଅଃମିମଃନ୍କ୍ କଃଉ, କାଇସର୍କେ ସିସ୍ଟୁ ଦେତା ଅଃମାର୍ ବିଦି ଆଚେ କି ନୟ୍?”
فَأَدْرَكَ مَكْرَهُمْ، وَقَالَ لَهُمْ: | ٢٣ 23 |
ମଃତର୍ ଜିସୁ ସେମଃନାର୍ ଚାଲାକିକେ ଜାଣି ସେମଃନ୍କେ କୟ୍ଲା, “ମକ୍ ଗଟ୍ ଅଦ୍ଲି ଦଃକାଉଆ ।
«أَرُونِي دِينَاراً: لِمَنِ الصُّورَةُ وَالنَّقْشُ عَلَيْهِ؟» فَأَجَابُوا: «لِلْقَيْصَرِ!» | ٢٤ 24 |
ମକେ ଗଟେକ୍ ଟଃକା ଦଃକାଉ । ଇତି କାର୍ ମୁର୍ତି ଆର୍ ନାଉଁ ଆଚେ?” ସେମଃନ୍ କୟ୍ଲାୟ୍, “କାଇସର୍ ।”
فَقَالَ لَهُمْ: «إِذَنْ، أَعْطُوا مَا لِلْقَيْصَرِ لِلْقَيْصَرِ، وَمَا لِلهِ لِلهِ». | ٢٥ 25 |
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତଃବେ ଜୁୟ୍ରି କାଇସରାର୍ ସେରି କାଇସର୍କେ ଦିଆସ୍; ଆର୍ ଜୁୟ୍ରି ଇସ୍ୱରାର୍ ସେରି ଇସ୍ୱର୍କେ ଦିଆସ୍ ।”
فَلَمْ يَتَمَكَّنُوا مِنَ الإِيقَاعِ بِهِ أَمَامَ الشَّعْبِ بِكَلِمَةٍ يَقُولُهَا، فَسَكَتُوا مَدْهُوشِينَ مِمَّا سَمِعُوا. | ٢٦ 26 |
ଇତାକ୍ ସେମଃନ୍ ଲକାର୍ ଆଗେ ତାର୍ କଃତାର୍ ଦଃସ୍ ଦଃରୁକ୍ ହାରି ନାହାର୍ଲାୟ୍, ଆର୍ ସେମଃନ୍ ତାର୍ କଃତାୟ୍ କାବା ଅୟ୍ ମଦା ଅୟ୍ଲାୟ୍ ।
وَتَصَدَّى لَهُ بَعْضُ الصَّدُّوقِيِّينَ الَّذِينَ يُنْكِرُونَ أَمْرَ الْقِيَامَةِ، وَسَأَلُوهُ قَائِلِينَ: | ٢٧ 27 |
ତାର୍ହଃଚେ ମଃଲା ଲକ୍ ଉଟ୍ତାର୍ ସଃତ୍ ନଃକେର୍ତା କଃତିଗଟ୍ ସାଦୁକିମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍,
«يَا مُعَلِّمُ، كَتَبَ لَنَا مُوسَى: إِنْ مَاتَ لأَحَدٍ أَخٌ مُتَزَوِّجٌ وَلَيْسَ لَهُ وَلَدٌ، فَعَلَى أَخِيهِ أَنْ يَتَزَوَّجَ بِأَرْمَلَتِهِ وَيُقِيمَ نَسْلاً عَلَى اسْمِ أَخِيهِ. | ٢٨ 28 |
“ଏ ଗୁରୁ, ମସା ଅଃମାର୍ ଗିନେ ଲେକ୍ଲାଆଚେ ଜେ, ଜଦି ଗଟ୍ ଲକାର୍ ବାୟ୍ସିର୍ ଡକୁର୍ସି ରେଉଁ ରେଉଁ ହିଲାମଃନ୍ ନଃଉତ୍ ମଃରେଦ୍, ତଃନ୍ଅଲେ ତାର୍ ବାୟ୍ସି ତାର୍ ଡକୁର୍ସିକେ ସଃଙ୍ଗାୟ୍ କଃରି ଅଃହ୍ଣାର୍ ବାୟ୍ସିର୍ ବଃଉଁସ୍ ବାଡାୟ୍ଦ୍ ।
فَقَدْ كَانَ هُنَاكَ سَبْعَةُ إِخْوَةٍ، اتَّخَذَ أَوَّلُهُمْ زَوْجَةً ثُمَّ مَاتَ دُونَ وَلَدٍ، | ٢٩ 29 |
ଗଟ୍ତର୍ ସାତ୍ ବାୟ୍ ରିଲାୟ୍, ବଃଡ୍ ବାୟ୍ସି ଗଟ୍ ମାୟ୍ଜିକେ ବିବା ଅୟ୍ଲା ଆର୍ ହିଲାମଃନ୍ ନଃଉତ୍ ମଃଲା ।
فَتَزَوَّجَ الثَّانِي بِالأَرْمَلَةِ، | ٣٠ 30 |
ଦୁୟ୍ ବାୟ୍ର୍ ହଃଚେ ଆରେକ୍ ଗଟ୍ ବାୟ୍ସି ହେଁ ତାକ୍ ସଃଙ୍ଗାୟ୍ଲା;
ثُمَّ اتَّخَذَهَا الثَّالِثُ، حَتَّى تَزَوَّجَ بِها السَّبْعَةُ وَمَاتُوا دُونَ أَنْ يُخَلِّفُوا وَلَداً. | ٣١ 31 |
ସେରଃକମ୍ ସାତ୍ ବାୟ୍ ଜାକ ହିଲାମଃନ୍ ନଃଉତ୍ ମଃଲାୟ୍ ।
وَمِنْ بَعْدِهِمْ جَمِيعاً مَاتَتِ الْمَرْأَةُ أَيْضاً. | ٣٢ 32 |
ସଃରାସଃରି ସେ ମାୟ୍ଜି ହେଁ ମଃଲି ।
فَفِي الْقِيَامَةِ لِمَنْ مِنْهُمْ تَكُونُ الْمَرْأَةُ زَوْجَةً، فَقَدْ كَانَتْ زَوْجَةً لِكُلٍّ مِنَ السَّبْعَةِ». | ٣٣ 33 |
ତଃବେ ମଃଲାଲକ୍ମଃନ୍ ଉଟ୍ତାବଃଳ୍ ସେମଃନାର୍ ବିତ୍ରେ ସେ କାର୍ ଡକୁର୍ସି ଅୟ୍ଦ୍? ସାତ୍ ବାୟ୍ ଜାକ ତ ତାକେ ସଃଙ୍ଗାୟ୍ ରିଲାୟ୍ ।”
فَرَدَّ عَلَيْهِمْ يَسُوعُ قَائِلاً: «أَبْنَاءُ الزَّمَانِ الْحَاضِرِ يُزَوِّجُونَ وَيَتَزَوَّجُونَ. (aiōn ) | ٣٤ 34 |
ଜିସୁ ସେମଃନ୍କେ କୟ୍ଲା, “ଇ ଜଃଗତାର୍ ଲକ୍ମଃନ୍ ବିବା କଃର୍ତି ଆର୍ ବିବା ଦେତି । (aiōn )
أَمَّا الَّذِينَ حُسِبُوا أَهْلاً لِلْمُشَارَكَةِ فِي الزَّمَانِ الآتِي وَالْقِيَامَةِ مِنْ بَيْنِ الأَمْوَاتِ، فَلا يُزَوِّجُونَ وَلا يَتَزَوَّجُونَ. (aiōn ) | ٣٥ 35 |
ମଃତର୍ ଜୁୟ୍ମଃନ୍ ସେ ଜଃଗତାର୍ ଗିନେ ଉଟ୍ତାର୍ ଜୟ୍ଗ୍ ଅଃଉତି, ସେମଃନ୍ ବିବା ନଃକେର୍ତି କି ବିବା ନଃଉତି । (aiōn )
إِذْ لَا يُمْكِنُ أَنْ يَمُوتُوا أَيْضاً بَعْدَ ذَلِكَ، لأَنَّهُمْ يَكُونُونَ مِثْلَ الْمَلائِكَةِ، وَهُمْ أَبْنَاءُ اللهِ لِكَوْنِهِمْ أَبْنَاءَ الْقِيَامَةِ. | ٣٦ 36 |
ଆରେକ୍, ସେମଃନ୍ ମଃରୁ ନଃହାର୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ଦୁତ୍ ମଃନ୍କାର୍ ହର୍ ରେତି, ଆର୍ ମଃରି ଉଟ୍ଲା ହିଲାମଃନ୍ ଅୟ୍ରିଲାକ୍ ଇସ୍ୱରାର୍ ହିଲାମଃନ୍ ଅଃଉତି ।
وَأَمَّا أَنَّ الْمَوْتَى يَقُومُونَ، فَحَتَّى مُوسَى أَشَارَ إِلَى ذَلِكَ فِي الْحَدِيثِ عَنِ الْعُلَّيْقَةِ، حَيْثُ يَدْعُو الرَّبَّ إِلهَ إِبْرَاهِيمَ وَإِلَهَ إِسْحَاقَ وَإِلَهَ يَعْقُوبَ. | ٣٧ 37 |
ମଃତର୍ ମଃଲାଲକ୍ମଃନ୍ ଜେ ଉଟ୍ତି, ଇରି ମସା ହେଁ ଗଟ୍ ବୁଟାର୍ ଗଃଟ୍ଣାୟ୍, ମାପ୍ରୁକେ ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍, ଜାକୁବାର୍ ଇସ୍ୱର୍ ବଃଲି କୟ୍ ଜାଣାୟ୍ଲା ଆଚେ ।
وَلكِنَّ اللهَ لَيْسَ إِلهَ أَمْوَاتٍ بَلْ هُوَ إِلهُ أَحْيَاءَ، فَإِنَّ الْجَمِيعَ يَحْيَوْنَ لَدَيْهِ!» | ٣٨ 38 |
ସେତ ମଃଲା ଲକାର୍ ଇସ୍ୱର୍ ନଃୟ୍, ମଃତର୍ ଜିବନ୍ ଲକାର୍, କାୟ୍ତାକ୍ବଃଲେକ୍, ସଃବୁ ଲକ୍ ତାର୍ ଲଃଗେ ଜିବନ୍ ରିଲା ଲକ୍ ।”
فَقَالَ بَعْضُ الْكَتَبَةِ: «يَا مُعَلِّمُ، أَحْسَنْتَ الْكَلامَ!» | ٣٩ 39 |
ସେତି କଃତେକ୍ ସାସ୍ତର୍ ଜାଣତା ଲକ୍ମଃନ୍ ଉତୁର୍ ଦିଲାୟ୍, “ଏ ଗୁରୁ, ତୁୟ୍ ଟିକ୍ କୟ୍ଲିସ୍ ।”
وَلَمْ يَجْرُؤْ أَحَدٌ بَعْدَ ذَلِكَ أَنْ يَسْأَلَهُ شَيْئاً. | ٤٠ 40 |
ସେତାକ୍ ସେମଃନ୍ ଜିସୁକେ କାୟ୍ କଃତା ହଃଚାରୁକ୍ ଆର୍ ସାସ୍ ନଃକେଲାୟ୍ ।
وَقَالَ لَهُمْ: «كَيْفَ يُقَالُ إِنَّ الْمَسِيحَ هُوَ ابْنُ دَاوُدَ، | ٤١ 41 |
ମଃତର୍ ଜିସୁ ସେମଃନ୍କେ ହଃଚାର୍ଲା, “କ୍ରିସ୍ଟ ଜେ ଦାଉଦାର୍ ହୟ୍ସି ବଃଲି ଲକ୍ମଃନ୍ କଃନ୍କଃରି କଃଉଁଲାୟ୍?
فِيمَا يَقُولُ دَاوُدُ نَفْسُهُ فِي كِتَابِ الْمَزَامِيرِ: قَالَ الرَّبُّ لِرَبِّي: اجْلِسْ عَنْ يَمِينِي | ٤٢ 42 |
ବଃଲେକ୍ ନିଜେ ଦାଉଦ୍ ଗିତ୍ସହିତା ଲେକାହଃତାର୍ ତଃୟ୍ଁ କୟ୍ଆଚେ, ମାପ୍ରୁ ମର୍ ମାପ୍ରୁକ୍ କୟ୍ଲା,
حَتَّى أَضَعَ أَعْدَاءَكَ مَوْطِئاً لِقَدَمَيْكَ؟ | ٤٣ 43 |
ମୁୟ୍ଁ ଜଃଡେବଃଳ୍ ହଃତେକ୍ ତୁମାର୍ ସଃତ୍ରୁମଃନ୍କେ ତୁମାର୍ ହାଦ୍ସଃଙ୍ଗାଉତା ଟାଣେ ଆଣିନାଚୁ, ସଃଡେବଃଳ୍ ହଃତେକ୍ ମର୍ କାତାବାଟ୍ୟା ବଃସିରେ ।
إِذَنْ، دَاوُدُ يَدْعُوهُ رَبّاً، فَكَيْفَ يَكُونُ ابْنَهُ؟» | ٤٤ 44 |
ତଃବେ, ଦାଉଦ୍ ତାକେ ମାପ୍ରୁବଃଲି କଃଉଁଲା, ତଃବେ ସେ କଃନ୍କଃରି ତାର୍ ହୟ୍ସି?”
وَفِيمَا كَانَ جَمِيعُ الشَّعْبِ يُصْغُونَ، قَالَ لِتَلامِيذِهِ: | ٤٥ 45 |
ହଃଚେ ସେ ସଃବୁ ଲକାର୍ ମୁଏଁ ଚେଲାମଃନ୍କେ କୟ୍ଲା,
«احْذَرُوا مِنَ الْكَتَبَةِ الَّذِينَ يَرْغَبُونَ التَّجَوُّلَ بِالأَثْوَابِ الْفَضْفَاضَةِ، وَيُحِبُّونَ تَلَقِّي التَّحِيَّاتِ فِي السَّاحَاتِ الْعَامَّةِ، وَصُدُورَ الْمَجَالِسِ فِي الْمَجَامِعِ، وَأَمَاكِنَ الصَّدَارَةِ فِي الْوَلائِمِ؛ | ٤٦ 46 |
“ଦଃର୍ମ୍ ଗୁରୁମଃନାର୍ ତଃୟ୍ ଜଃଗ୍ରାତ୍, ସେମଃନ୍ ଡେଙ୍ଗ୍ ବଃସ୍ତର୍ ହିନ୍ଦି ବୁଲୁକ୍, ଆର୍ ଆଟେ ବଃଜାରେ ଜୁଆର୍ ହାଉଁକେ, ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଆର୍ ବଜିତଃୟ୍ ବଃଡ୍ ଟାଣେ ବଃସୁକେ ମଃନ୍ କଃର୍ତି ।
يَلْتَهِمُونَ بُيُوتَ الأَرَامِلِ وَيَتَبَاهُونَ بِإِطَالَةِ الصَّلَوَاتِ. هؤُلاءِ سَتَنْزِلُ بِهِمْ دَيْنُونَةٌ أَقْسَى!» | ٤٧ 47 |
ସେମଃନ୍ ରାଣ୍ଡିମଃନାର୍ ଗଃର୍ଗୁଡା ସଃବୁ ଅଃଦିକାର୍ କଃର୍ତି ଆର୍ ଚାଲାକି କଃରି ବେସି ଗଃଳି ପାର୍ତ୍ନା କଃର୍ତି; ସେମଃନ୍ ଜଃବର୍ ବିଚାର୍ ତଃୟ୍ଁ ଡଃଣ୍ଡ୍ ହାଉତି ।”