< يوحنَّا 3 >

غَيْرَ أَنَّ إِنْسَاناً مِنَ الْفَرِّيسِيِّينَ، اسْمُهُ نِيقُودِيمُوسُ، وَهُوَ عُضْوٌ فِي الْمَجْلِسِ الْيَهُودِيِّ، ١ 1
ପାରୁସିମନର୍‌ ବିତ୍‌ରେଅନି ନିକଦିମ ନାଉଁର୍‌ ଗଟେକ୍‌ ଲକ୍‌ ରଇଲା । ସେ ଜିଉଦି ମନର୍‌ ଗଟେକ୍‌ ନେତା ।
جَاءَ إِلَى يَسُوعَ لَيْلاً وَقَالَ لَهُ: «يَا مُعَلِّمُ، نَعْلَمُ أَنَّكَ جِئْتَ مِنَ اللهِ مُعَلِّماً، لأَنَّهُ لَا يَقْدِرُ أَحَدٌ أَنْ يَعْمَلَ مَا تَعْمَلُ مِنْ آيَاتٍ إِلّا إِذَا كَانَ اللهُ مَعَهُ». ٢ 2
ସେ ଦିନେକ୍‌ ରାତିଆ ଜିସୁର୍‌ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍‌ମେସର୍‌ ପାଟାଇରଇବା ଗଟେକ୍‌ ଗୁରୁ । କାଇକେ ବଇଲେ ଜଦି ଗଟେକ୍‌ ଲକର୍‌ ସଙ୍ଗ୍‍ ପର୍‌ମେସର୍‌ ନ ରଇଲେ, ତମେ ଜନ୍‌ ସବୁ କାବାଅଇଜିବା କାମ୍‌ମନ୍‌ କଲାସ୍‌ନି, ସେତ୍‌କି କାମ୍‌ମନ୍‌ କେ ମିସା କରିନାପାରତ୍‌ ।”
فَأَجَابَهُ يَسُوعُ: «الْحَقَّ الْحَقَّ أَقُولُ لَكَ: لَا أَحَدَ يُمْكِنُهُ أَنْ يَرَى مَلَكُوتَ اللهِ إِلّا إِذَا وُلِدَ مِنْ جَدِيدٍ». ٣ 3
ଜିସୁ ତାକେ କ‍ଇଲା, “ମୁଇ ତକେ ସତ୍‌ କାତା କଇଲିନି, ଆରିତରେକ୍‌ ଜନମ୍‌ ନ ଅଇଲେ କେ ମିସା ପର୍‌ମେସରର୍‌ ରାଇଜ୍‌ ଦେକି ନାପାରତ୍‌ ।”
فَسَأَلَهُ نِيقُودِيمُوسُ: «كَيْفَ يُمْكِنُ الإِنْسَانَ أَنْ يُولَدَ وَهُوَ كَبِيرُ السِّنِّ؟ أَلَعَلَّهُ يَسْتَطِيعُ أَنْ يَدْخُلَ بَطْنَ أُمِّهِ ثَانِيَةً ثُمَّ يُولَدَ؟» ٤ 4
ନିକଦିମ ତାକେ ପାଚାର୍‌ଲା, “ଡକ୍‌ରା ଅଇଲା ଲକ୍‌ କେନ୍ତି ଆରି ତରେକ୍‌ ଜନମ୍‌ ଅଇସି? ସେ ଆରି ତରେକ୍‌ ମାଆର୍‌ ପେଟ୍‌ ବିତ୍‌ରେ ଜାଇକରି ଜନମ୍‌ ଅଇସି କି? ନାଇ ଅଇ ନଏଁ ।”
أَجَابَهُ يَسُوعُ: «الْحَقَّ الْحَقَّ أَقُولُ لَكَ: لَا يُمْكِنُ أَنْ يَدْخُلَ أَحَدٌ مَلَكُوتَ اللهِ إِلّا إِذَا وُلِدَ مِنَ الْمَاءِ وَالرُّوحِ. ٥ 5
ଜିସୁ ତାକେ କଇଲା, “ମୁଇ ତକେ ସତ୍‌କାତା କଇଲିନି, ଗଟେକ୍‌ ଲକ୍‌ ପାନି ଆରି ଆତ୍‌ମାଇଅନି ଜନମ୍‌ ନ ଅଇଲେ, ପର୍‌ମେସରର୍‌ ରାଇଜେ ଜାଇ ନାପାରେ ।
فَالْمَوْلُودُ مِنَ الْجَسَدِ هُوَ جَسَدٌ، وَالْمَوْلُودُ مِنَ الرُّوحِ هُوَ رُوحٌ. ٦ 6
ଗଟେକ୍‌ ନର୍‌ ଲକ୍‌ ତାର୍‌ ନର୍‌ ମାଆ ବାବାର୍‌ତେଇଅନି ଜନମ୍‌ ଅଇସି । ମାତର୍‌ ସୁକଲ୍‌ ଆତ୍‌ମା ତାର୍‌ ଆତ୍‌ମାଇ ନୁଆ ଜିବନ୍‌ ଦେଇସି ।
فَلا تَتَعَجَّبْ إِذَا قُلتُ لَكَ إِنَّكُمْ بِحَاجَةٍ إِلَى الْوِلادَةِ مِنْ جَدِيدٍ. ٧ 7
ସେଟାର୍‌ପାଇ ମୁଇ ତକେ ଆରିତରେକ୍‌ ଜନମ୍‌ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
الرِّيحُ تَهُبُّ حَيْثُ تَشَاءُ وَتَسْمَعُ صَفِيرَهَا، وَلكِنَّكَ لَا تَعْلَمُ مِنْ أَيْنَ تَأْتِي وَلا إِلَى أَيْنَ تَذْهَبُ. هكَذَا كُلُّ مَنْ وُلِدَ مِنَ الرُّوحِ». ٨ 8
ପବନ୍‌ ଜନ୍‌ ବାଟେ ଜିବାକେ ମନ୍‌ କର୍‌ସି ସେ ବାଟେସେ ଜାଇସି, ଆରି ତମେ ତାର୍‌ ସବଦ୍‌ ସୁନ୍‌ସା । ମାତର୍‌ ସେଟା କନ୍ତିଅନି ଆଇସି ଆରି କନ୍‌ ବାଟେ ଜାଇସି ସେଟା ନାଜାନାସ୍‌ । ଆତ୍‌ମାଇ ଜନମ୍‌ ଅଇଲା ସବୁ ଲକ୍‌ମନ୍‌ ମିସା ସେନ୍ତାରିସେ ।”
فَعَادَ نِيقُودِيمُوسُ يَسْأَلُ: «كَيْفَ يُمْكِنُ أَنْ يَتِمَّ هَذَا؟» ٩ 9
ନିକଦିମ ଜିସୁକେ ପାଚାର୍‌ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍‌ସି?”
أَجَابَهُ يَسُوعُ: «أَنْتَ مُعَلِّمُ إِسْرَائِيلَ وَلا تَعْلَمُ هَذَا! ١٠ 10
୧୦ଜିସୁ ତାକେ କଇଲା, “ତୁଇ ଇସ୍‌ରାଏଲର୍‌ ଗଟେକ୍‌ ବଡ୍‌ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍‌ଲୁସ୍‌ନି?
الْحَقَّ الْحَقَّ أَقُولُ لَكَ: إِنَّنَا نَتَكَلَّمُ بِمَا نَعْلَمُ وَنَشْهَدُ بِمَا رَأَيْنَا، وَمَعَ ذلِكَ لَا تَقْبَلُونَ شَهَادَتَنَا. ١١ 11
୧୧ମୁଇ ତକେ ସତ୍‌କାତା କଇଲିନି, ଆମେ ଜନ୍‌ଟା ଜାନୁ ସେଟା କଇଦେବୁ, ଜନ୍‌ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍‌ବାସ୍‌ କରୁସ୍‌ନାଇ?
إِنْ كُنْتُ حَدَّثْتُكُمْ بِأُمُورِ الأَرْضِ وَلَمْ تُؤْمِنُوا، فَكَيْفَ تُؤْمِنُونَ إِنْ حَدَّثْتُكُمْ بِأُمُورِ السَّمَاءِ؟ ١٢ 12
୧୨ମୁଇ ତକେ ଏ ଦୁନିଆର୍‌ ବିସଇ କଇବାବେଲେ ବିସ୍‌ବାସ୍‌ କରୁସ୍‌ ନାଇ । ଆରି ସରଗର୍‌ ବିସଇ କଇବି ବଇଲେ କେନ୍ତି ମକେ ବିସ୍‌ବାସ୍‌ କର୍‌ସୁ?
وَمَا صَعِدَ أَحَدٌ إِلَى السَّمَاءِ إِلّا الَّذِي نَزَلَ مِنَ السَّمَاءِ، وَهُوَ ابْنُ الإِنْسَانِ الَّذِي هُوَ فِي السَّمَاءِ. ١٣ 13
୧୩ସର୍‌ଗେଅନି ଉତ୍‌ରି ଆଇଲା ନର୍‌ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍‌ଗେ ଜାଅତ୍‌ ନାଇତା ।”
وَكَمَا عَلَّقَ مُوسَى الْحَيَّةَ فِي الْبَرِّيَّةِ، فَكَذلِكَ لَا بُدَّ مِنْ أَنْ يُعَلَّقَ ابْنُ الإِنْسَانِ، ١٤ 14
୧୪“ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍‌ ସାଁପ୍‌କେ ଡେଲି ଉପ୍‌ରେ ଟେକି ରଇଲା, ସମାନ୍‌ ସେନ୍ତାରିସେ ପର୍‌ମେସର୍‌ ତେଇଅନି ଆଇଲା ନର୍‌ପିଲା ମକେ ମିସା, ଗଟେକ୍‌ ଦିନେ ଉପ୍‌ରେ ଟେକ୍‌ବାଇ ।
لِتَكُونَ الْحَيَاةُ الأَبَدِيَّةُ لِكُلِّ مَنْ يُؤْمِنُ بِهِ. (aiōnios g166) ١٥ 15
୧୫ତେବେ, ତାକେ ବିସ୍‌ବାସ୍‌ କର୍‌ବା ସବୁ ଲକ୍‌ମନ୍‌ ନ ସାର୍‌ବା ଜିବନ୍‌ ପାଇବାଇ । (aiōnios g166)
لأَنَّهُ هكَذَا أَحَبَّ اللهُ الْعَالَمَ حَتَّى بَذَلَ ابْنَهُ الْوَحِيدَ، لِكَيْ لَا يَهْلِكَ كُلُّ مَنْ يُؤْمِنُ بِهِ، بَلْ تَكُونُ لَهُ الْحَيَاةُ الأَبَدِيَّةُ. (aiōnios g166) ١٦ 16
୧୬ପର୍‌ମେସର୍‌ ଏ ଦୁନିଆର୍‌ ଲକ୍‌ମନ୍‌କେ ଏତେକ୍‌ ଆଲାଦ୍‌ କଲାଜେ, ତାର୍‌ ଗଟେକ୍‌ ବଲି ପିଲାକେ ସର୍‌ପିଦେଲା । ଜେ ମିସା ତାକେ ବିସ୍‌ବାସ୍‌ କର୍‌ବାଇ ବଇଲେ, ସେମନ୍‌ ନସ୍‌ଟ ନ ଅଇକରି, ନ ସାର୍‌ବା ଜିବନ୍‌ ମିଲାଇବାଇ । (aiōnios g166)
فَإِنَّ اللهَ لَمْ يُرْسِلِ ابْنَهُ إِلَى الْعَالَمِ لِيَدِينَ الْعَالَمَ، بَلْ لِيَخْلُصَ الْعَالَمُ بِهِ، ١٧ 17
୧୭ପର୍‌ମେସର୍‌ ତାର୍‌ ପିଲାକେ ଏ ଦୁନିଆଇ ବିଚାର୍‌ କର୍‌ବାକେ ପାଟାଏନାଇ, ମାତର୍‌ ତାର୍‌ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
فَالَّذِي يُؤْمِنُ بِهِ لَا يُدَانُ، أَمَّا الَّذِي لَا يُؤْمِنُ بِهِ فَقَدْ صَدَرَ عَلَيْهِ حُكْمُ الدَّيْنُونَةِ، لأَنَّهُ لَمْ يُؤْمِنْ بِاسْمِ ابْنِ اللهِ الْوَحِيدِ. ١٨ 18
୧୮କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କଲାନି ତାର୍‌ ବିଚାର୍‌ନା ନଏଁଁ । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କରେନାଇ ତାର୍‌ ବିଚାର୍‌ନା ଅଇସାର୍‌ଲାବେ । କାଇକେବଇଲେ ସେ ଗଟେକ୍‌ ବଲି ପିଲାକେ ବିସ୍‌ବାସ୍‌ କରେନାଇ ।
وَهَذَا هُوَ الْحُكْمُ: إِنَّ النُّورَ قَدْ جَاءَ إِلَى الْعَالَمِ، وَلكِنَّ النَّاسَ أَحَبُّوا الظُّلْمَةَ أَكْثَرَ مِنَ النُّورِ، لأَنَّ أَعْمَالَهُمْ كَانَتْ شِرِّيرَةً. ١٩ 19
୧୯ଆରି ସେ ବିଚାର୍‌ନା ଏନ୍ତି ଅଇସି, ସର୍‌ଗେ ଅନି ଉଜଲ୍‌ ଏ ଦୁନିଆଇ ଆସିରଇଲା । ମାତର୍‌ ଏ ଦୁନିଆର୍‌ ଲକ୍‌ମନ୍‌ ସେ ଉଜଲେଅନି ଆନ୍ଦାର୍‌କେ ବେସି ମନ୍‌ କଲାଇ । କାଇକେବଇଲେ ସେମନ୍‌ କର୍‌ବା କାମ୍‌ ସବୁ ବେସି କାରାପ୍‌ ।
فَكُلُّ مَنْ يَعْمَلُ الشَّرَّ يُبْغِضُ النُّورَ، وَلا يَأْتِي إِلَيْهِ مَخَافَةَ أَنْ تُفْضَحَ أَعْمَالُهُ. ٢٠ 20
୨୦ଜନ୍‌ଲକ୍‌ମନ୍‌ କାରାପ୍‌ କାମ୍‌ କଲାଇନି ସେମନ୍‌ ଉଜଲ୍‌କେ ଗିନ୍‌ କଲାଇନି । ଆରି ସେ ଉଜଲେ ନ ଆସତ୍‌ । କାଇକେବଇଲେ ସେମନର୍‌ ସବୁ କାରାପ୍‌ କାମ୍‌ ସେ ଉଜଲେ ଡିସ୍‌ସି ।
وَأَمَّا الَّذِي يَسْلُكُ فِي الْحَقِّ فَيَأْتِي إِلَى النُّورِ لِتَظْهَرَ أَعْمَالُهُ وَيَتَبَيَّنَ أَنَّهَا عُمِلَتْ بِقُوَّةِ اللهِ». ٢١ 21
୨୧ମାତର୍‌ ଜନ୍‌ଲକ୍‌ ସତ୍‌ ଆରି ଟିକ୍ ଇସାବେ କାମ୍‌ କରି ଚଲାଚଲ୍‌ତି କଲାନି, ସେ ଉଜଲ୍‌ ଲଗେ ଆଇସି । ତେବେ, ସେ କର୍‌ବା କାମ୍‌ ପର୍‌ମେସରର୍‌ ମନ୍‍ କର୍‍ବା ଇସାବେ ଅଇଲାନି ।”
وَذَهَبَ يَسُوعُ وَتَلامِيذُهُ بَعْدَ ذَلِكَ إِلَى بِلادِ الْيَهُودِيَّةِ وَأَقَامَ فِيهَا مَعَهُمْ، وَأَخَذَ يُعَمِّدُ. ٢٢ 22
୨୨ତାର୍‌ ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍‌ମନ୍‌କେ ଡୁବନ୍‌ ଦେଲାଇ ।
وَكَانَ يُوحَنَّا أَيْضاً يُعَمِّدُ فِي عَيْنِ نُونٍ بِالْقُرْبِ مِنْ سَالِيمَ، لأَنَّ الْمِيَاهَ هُنَاكَ كَانَتْ كَثِيرَةً فَكَانَ النَّاسُ يَأْتُونَ وَيَتَعَمَّدُونَ. ٢٣ 23
୨୩ସେ ବେଲାଇ ଜଅନ୍‌ ମିସା ସାଲମ୍‌ ଗଡ୍‌ଲଗେ ଏନନ୍‌ ନାଉଁର୍‌ ଗଟେକ୍‌ ଗାଏଁ ଡୁବନ୍‌ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍‌ମନ୍‌ ଆସିକରି ଡୁବନ୍‌ ନେଇତେ ରଇଲାଇ ।
فَإِنَّ يُوحَنَّا لَمْ يَكُنْ قَد أُلْقِيَ بَعْدُ فِي السِّجْنِ. ٢٤ 24
୨୪ସେତ୍‌କି ଦିନ୍‌ ଜାକ ଜଅନ୍‌ ବନ୍ଦି ନ ଅଇରଇଲା ।
وَحَدَثَ جِدَالٌ بَيْنَ تَلامِيذِ يُوحَنَّا وَأَحَدِ الْيَهُودِ فِي شَأْنِ التَّطَهُّرِ. ٢٥ 25
୨୫ସେବେଲା ଗଟେକ୍‌ ଜିଉଦି ଲକ୍‌ ଆରି ଜଅନର୍‌ ସିସ୍‌ମନ୍‌ ଅସୁକଲ୍‌ଅନି ରିତିନିତି ଇସାବେ ସୁକଲ୍‌ ଅଇବା ବିସଇ ନେ‍ଇ ତାକର୍‌ ବିତ୍‌ରେ ଦଦାପେଲା ଅଇତେ ରଇଲାଇ ।
فَذَهَبُوا إِلَى يُوحَنَّا وَقَالُوا لَهُ: «يَا مُعَلِّمُ، الرَّجُلُ الَّذِي رَأَيْنَاهُ مَعَكَ فِي مَا وَرَاءَ نَهْرِ الأُرْدُنِّ، وَالَّذِي شَهِدْتَ لَهُ، هُوَ أَيْضاً يُعَمِّدُ، وَالْجَمِيعُ يَتَحَوَّلُونَ إِلَيْهِ!» ٢٦ 26
୨୬ଆରି ଜଅନର୍‌ ସିସ୍‌ମନ୍‌ ତାର୍‍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍‌ଦନ୍‌ ଗାଡ୍‌ ସେପାଟେ କାର୍‌ସଙ୍ଗ୍‌ ବେଟ୍‌ ଅଇରଇଲାସ୍‌ ଆରି ତାର୍‌ ବିସଇ ତମେ ସାକି ଦେଇତେରଇଲାସ୍‌, ସେ ଲକ୍‌ ଏବେ ଲକ୍‌ମନ୍‌କେ ଡୁବନ୍‌ ଦେଲାନି ଆରି ସବୁ ଲକ୍‌ମନ୍‌ ତାର୍‌ ଲଗେ ଗାଲାଇନି ।”
فَأَجَابَ يُوحَنَّا: «لا يَقْدِرُ أَحَدٌ أَنْ يَنَالَ شَيْئاً إِلّا إِذَا أُعْطِيَ لَهُ مِنَ السَّمَاءِ! ٢٧ 27
୨୭ଜଅନ୍‌ କ‍ଇଲା, “ପର୍‌ମେସର୍‌ ନ ଦେଲେ, କେ ମିସା କାଇଟା ନ ପାଅତ୍‌ ।
أَنْتُمْ تَشْهَدُونَ أَنِّي قُلْتُ: لَسْتُ الْمَسِيحَ، بَلْ أَنَا رَسُولٌ يُمَهِّدُ لَهُ الطَّرِيقَ. ٢٨ 28
୨୮ମୁଇ କଇରଇଲି ପର୍‌ମେସର୍‌ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍‌କା ପାଟାଇରଇବା ଗଟେକ୍‌ ଦୁତ୍‌ ପାରା ଅଇ ଆସିଆଚି ।
وَمَنْ لَهُ الْعَرُوسُ، يَكُونُ هُوَ الْعَرِيسَ! أَمَّا صَدِيقُ الْعَرِيسِ، الَّذِي يَقِفُ قُرْبَهُ وَيَسْمَعُهُ، فَيَبْتَهِجُ لِفَرَحِهِ بِصَوْتِ الْعَرِيسِ. وَهَا إِنَّ فَرَحِي هَذَا قَدْ تَمَّ. ٢٩ 29
୨୯ଜେ ବିବା ଅଇସି, ସେ ବର୍‌ ଦାଙ୍ଗ୍‌ଡା । ମାତର୍‌ ବର୍‌ ଦାଙ୍ଗ୍‌ଡାର୍‌ ଲଗେ ବରର୍‌ ସଙ୍ଗାରି ଟିଆଅଇ ତାର୍‌ କାତା ସୁନ୍‌ସି । ସେ ବର୍‌ ଦାଙ୍ଗ୍‌ଡାର୍‌ କାତା ସୁନି, ବେସି ସାର୍‌ଦା ଅଇସି । ସେନ୍ତାରିସେ ମର୍‌ ସାର୍‌ଦା ମିସା ପୁରାପୁରୁନ୍‌ ଅଇଲାଆଚେ ।
فَلابُدَّ أَنْ يَزِيدَ هُوَ وَأَنْقُصَ أَنَا». ٣٠ 30
୩୦ସେ ମଆନ୍‌ ଅଇତେ ଜାଅ ଆରି ମୁଇ ସାନ୍‌ ଅଇତେ ଜିବି ।”
الَّذِي يَأْتِي مِنْ فَوْقُ هُوَ فَوْقَ الْجَمِيعِ. أَمَّا مَنْ كَانَ مِنَ الأَرْضِ، فَإِنَّهُ أَرْضِيٌّ وَيَتَكَلَّمُ كَلاماً أَرْضِيًّا. الآتِي مِنْ فَوْقُ هُوَ فَوْقَ الْجَمِيعِ، ٣١ 31
୩୧“ଜେ ସର୍‌ଗେଅନି ଆଇଲା ଆଚେ, ସେ ସବୁ ଲକ୍‌ମନର୍‌ତେଇଅନି ମଆନ୍‌ । ଜେ ଜଗତେ ଅନି ଜନମ୍‌ ଅଇଆଚେ, ସେ ଜଗତର୍‌ କାତାସେ କଇସି । ମାତର୍‌ ଜେ ସର୍‌ଗେଅନି ଆସିଆଚେ, ସେ ସବୁକଲର୍‌ତେଇ ଅନି ମଆନ୍‌ ।
وَهُوَ يَشْهَدُ بِمَا سَمِعَ وَرَأَى، وَلا أَحَدَ يَقْبَلُ شَهَادَتَهُ! ٣٢ 32
୩୨ସେ ଜନ୍‌ଟା ଦେକ୍‌ଲା ଆଚେ ଆରି ସୁନ୍‌ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍‌ ସେ କଇରଇବା କାତା କେ ମିସା ନାମତ୍‌ ନାଇ ।
عَلَى أَنَّ الَّذِي يَقْبَلُ شَهَادَتَهُ، يُصَادِقُ عَلَى أَنَّ اللهَ حَقٌّ، ٣٣ 33
୩୩ଜେ ତାର୍‌ କଇରଇବା କାତା ନାମ୍‌ସି, ସେ ପର୍‌ମେସର୍‌ ସତ୍‌ଟା ବଲି ନାମ୍‌ସି ।
لأَنَّ الَّذِي أَرْسَلَهُ اللهُ يَتَكَلَّمُ بِكَلِامِ اللهِ فَإِنَّ اللهَ يُعْطِي الرُّوحَ لَيْسَ بِالْمِكْيَالِ. ٣٤ 34
୩୪ଜାକେ ପର୍‌ମେସର୍‌ ପାଟାଇଲା ଆଚେ, ସେ ପର୍‌ମେସରର୍‌ ବାକିଅ କଇସି । କାଇକେ ବଇଲେ ତାକେ ପର୍‌ମେସରର୍‌ ଆତ୍‌ମା ପୁରାପୁରୁନ୍‌ ଦିଆଅଇଲାଆଚେ ।
فَالأَبُ يُحِبُّ الاِبْنَ، وَقَدْ جَعَلَ فِي يَدِهِ كُلَّ شَيْءٍ. ٣٥ 35
୩୫ବାବା ପିଲାକେ ଆଲାଦ୍‌ କରି ସବୁ ବିସଇ ତାର୍‌ ଆତେ ସର୍‌ପି ଦେଲାଆଚେ ।
مَنْ يُؤْمِنْ بِالاِبْنِ، فَلَهُ الْحَيَاةُ الأَبَدِيَّةُ. وَمَنْ يَرْفُضْ أَنْ يُؤْمِنَ بِالاِبْنِ، فَلَنْ يَرَى الْحَيَاةَ، بَلْ يَسْتَقِرَّ عَلَيْهِ غَضَبُ اللهِ. (aiōnios g166) ٣٦ 36
୩୬ଆରି କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ନାମେ ନାଇ, ସେ ନ ସାର୍‌ବା ଜିବନ୍‌ ନ ପାଏ । ଆରି ପର୍‌ମେସରର୍‌ ଡଣ୍ଡ୍‌ ପାଇବାକେ ସେ ରଇସି ।” (aiōnios g166)

< يوحنَّا 3 >