< 1 Korintofoɔ 12 >
1 Me nuanom, merebɛkyerɛ mo nsɛm a ɛfa Honhom Kronkron no akyɛdeɛ no mu. Anuanom, mepɛ sɛ mohunu nokorɛ no.
ବାୟ୍ ଆର୍ ବେଣିମଃନ୍, ପବିତ୍ର ଆତ୍ମାର୍ ଦାନ୍ କଃତା ତୁମିମଃନ୍କେ ନିକ କଃରି ଜାଣା, ଇତି ମର୍ ଇଚା ।
2 Monim sɛ ɛberɛ a na moyɛ abosonsomfoɔ no na ahoni a awuwu na ɛdi mo so de mo kɔ bɔne mu.
ତୁମିମଃନ୍ ଜାଣା ଜେ, ଜଃଡେବଃଳ୍ ତୁମିମଃନ୍ ଅଜିଉଦି ରଃୟ୍ ଇସ୍ୱର୍କେ ଜାଣି ନଃରିଲାସ୍, ସଃଡେବଃଳ୍ ଜିବନ୍ ନୟ୍ଲା ମୁର୍ତି ମଃନାର୍ ହୁଜା କଃରି ବିନ୍ ବାଟ୍ ଜାତିରିଲାସ୍ ।
3 Deɛ ɛsɛ sɛ mote aseɛ ne sɛ, obiara a ɔwɔ Onyankopɔn Honhom akwankyerɛ no ka sɛ “Yesu yɛ Awurade,” na ɔnnome Yesu.
ସେତାର୍ ଗିନେ ମୁୟ୍ଁ ତୁମିମଃନ୍କେ ଜାଣାଉଁଲେ, ଇସ୍ୱରାର୍ ଆତ୍ମାୟ୍ ଚାଲ୍ତା ଲକ୍, “ଜିସୁ ସାୟ୍ପାର୍ ବଃଲି କଃଉ ନାହାରେ,” ଆର୍ କୁୟ୍ ଲକ୍ ହେଁ ପବିତ୍ର ଆତ୍ମା ନଃହାୟ୍, “ଜିସୁକେ ମାପ୍ରୁ” ବଃଲି କଃଉ ନାହାଁରେ ।
4 Ɛwom sɛ Honhom Kronkron no ara na ɛkyɛ akyɛdeɛ no, nanso saa akyɛdeɛ no gu ahodoɔ.
ପବିତ୍ର ଆତ୍ମାର୍ ଦାନ୍ ବିନ୍ ବିନ୍ ରଃକମ୍, ମଃତର୍ ସେ ଗଟେକ୍ ପବିତ୍ର ଆତ୍ମା ସଃବୁ ଦଃୟ୍ଦ୍ ।
5 Akwan ahodoɔ bebree wɔ hɔ a wɔfa so som, nanso Awurade korɔ no ara na wɔsom no.
ସେବାକାମ୍ ବିନ୍ ବିନ୍ ରଃକମାର୍ ଆଚେ, ମଃତର୍ ମାପ୍ରୁ ଗଟେକ୍ ।
6 Tumi ahodoɔ bebree wɔ hɔ a wɔnam so som, nanso Onyankopɔn korɔ no ara na ɔma obiara tumi ma wɔde som.
କାମ୍ ବିନ୍ବିନ୍ ରଃକମ୍, ମଃତର୍ ଇସ୍ୱର୍ ଗଟେକ୍, ସେ ସଃବୁ ଲକାର୍ ତଃୟ୍ ସଃବୁ ହୁରା କଃରେଦ୍ ।
7 Honhom Kronkron no nam yɛn mmaako mmaako so da ne ho adi ɛkwan bi so ma ɛboa yɛn nyinaa.
ମଃତର୍ ହଃତିଲକେ ଆତ୍ମାର୍ ଗୁଣ୍ ଦଃକାଉତା ଦାନ୍ ସଃବୁର୍ ବଃଲାର୍ ଗିନେ ଦିଆ ଅୟ୍ଦ୍ ।
8 Honhom Kronkron no ma obi nyansa na Honhom Kronkron no ara nso ama obi osuahunu.
କାୟ୍ତାକ୍ବଃଲେକ୍ ଗଟ୍ଲକେ ଆତ୍ମା ସଃଙ୍ଗ୍ ଗ୍ୟାନାର୍ ସଃବୁ କଃଉଁକେ, ଆର୍ ବିନ୍ଲକେ ସେ ଗ୍ୟାନାର୍ କବୁର୍ ସିକାଉଁକ୍ ସକ୍ତି ଦଃୟ୍ଦ୍ ।
9 Saa Honhom Kronkron no ara ma obi gyidie na ɔma obi nso tumi a ɔde sa nyarewa.
ଆରେକ୍ ଗଟ୍ ଲକେ ସେ ଆତ୍ମା ତଃୟ୍ ବିସ୍ୱାସ୍, ଆରେକ୍ ଗଟେକ୍କେ ସେ ଆତ୍ମା ତଃୟ୍ ଉଜ୍ କଃର୍ତା ସଃକ୍ତି ଦଃୟ୍ଦ୍ ।
10 Honhom Kronkron no ma obi tumi ma ɔyɛ anwanwadeɛ; obi nso, ɔma no tumi ma ɔka Onyankopɔn asɛm; na ɔfoforɔ nso ɔma no tumi ma ɔtumi kyerɛ nsonsonoeɛ a ɛda akyɛdeɛ a ɛfiri Honhom Kronkron no ne deɛ ɛmfiri Honhom Kronkron no mu. Honhom Kronkron no ma obi tumi ma ɔka kasa foforɔ na ɔma ɔfoforɔ nso tumi ma ɔkyerɛ kasa foforɔ no ase.
ବିନ୍ ଲକେ ବିନ୍ ବିନ୍ ସକ୍ତିର୍ କାମ୍ କଃର୍ତା ସଃକ୍ତି; ଆରେକ୍ ଏକ୍ଲାକେ ଇସ୍ୱରାର୍ କବୁର୍ କଃଉତା ସଃକ୍ତି, ବିନ୍ଲକେ ପବିତ୍ର ଆତ୍ମା ଆର୍ ବିଟାଳ୍ ଆତ୍ମା ଚିନ୍ତା ସଃକ୍ତି, ଆରେଗଟ୍ ଲକେ ବିନ୍ବିନ୍ ନଃଉଆଁ ବାସା କଃଉତା ସଃକ୍ତି, ଆରେକ୍ ଏକ୍ଲାକେ ବିନ୍ବିନ୍ ନଃଉଆଁ ବାସାର୍ ଅଃର୍ତ୍ କଃରୁକେ ସଃକ୍ତି ଦିଆ ଅୟ୍ଦ୍ ।
11 Ɛyɛ Honhom Kronkron korɔ no ara na ɔyɛ yeinom nyinaa; akyɛdeɛ ahodoɔ a ɔpɛ sɛ ɔde ma obiara no, ɔde ma no.
ମଃତର୍ ସେ ଗଟେକ୍ ହଃକା ପବିତ୍ର ଆତ୍ମା ନିଜାର୍ ଇଚା ହଃର୍କାରେ ହଃତିଲକେ ଅଃଲ୍ଗା ଅଃଲ୍ଗା କଃରି ଦାନ୍ ବାଟାକଃରି ହୁର୍ନ୍ କଃରେଦ୍ ।
12 Kristo te sɛ nipadua baako a ɛwɔ akwaa bebree; ɛwom sɛ ɛwɔ akwaa bebree, nanso ɛyɛ onipadua korɔ no ara.
ଜଃନ୍କଃରି ଗଃଗାଳ୍ ଗଟେକ୍, ଆର୍ ସେତିର୍ ଅଃଙ୍ଗ୍ମଃନ୍ ଗାଦା, ମଃତର୍ ଗଃଗାଳାର୍ ସଃବୁ ଅଃଙ୍ଗ୍ମଃନ୍ ଗାଦା ଅୟ୍ଲେକ୍ ହେଁ, ଗଟେକ୍ ଗଃଗାଳ୍, ସେରଃକମ୍ କ୍ରିସ୍ଟ ହେଁ ଗଟେକ୍ ।
13 Wɔnam saa ɛkwan korɔ no ara so abɔ yɛn Yudafoɔ ne amanamanmufoɔ ne nkoa ne yɛn a yɛde yɛn ho no asu. Wɔnam Honhom Kronkron korɔ no so abɔ yɛn asu ahyɛ saa onipadua korɔ no ara mu. Na wɔde saa Honhom Kronkron no ama yɛn sɛ yɛnnom.
ଜୁୟ୍ତାର୍ ଗିନେ ଅଃମିମଃନ୍ ଜିଉଦି ଅଃଉଁଆ କି ଅଜିଉଦି ଲକ୍, ଗତିଦଃଙ୍ଗ୍ଳା ଅଃଉଁଆ କି ନଃଉଁଆ, ସଃବୁ ଲକ୍ ତ ଗଟେକ୍ ଗଃଗାଳ୍ ଅଃଉଁକେ ଗଟେକ୍ ଆତ୍ମାୟ୍ ବାପ୍ତିସମ୍ ଅୟ୍ ଆଚୁ, ଆରେକ୍ ଗଟେକ୍ ଆତ୍ମା ହାୟ୍ ଆଚୁ ।
14 Nipadua no ankasa nyɛ akwaa baako; ɛyɛ akwaa bebree.
କାୟ୍ତାକ୍ବଃଲେକ୍ ଗଃଗାଳ୍ତ ଗଟେକ୍ ଅଃଙ୍ଗ୍ ତଃୟ୍ ତିଆର୍ ନାୟ୍, ମଃତର୍ ଗାଦେକ୍ ଅଃଙ୍ଗ୍ ନଃୟ୍ ତିଆର୍ ଅୟ୍ଆଚେ ।
15 Sɛ nan ka sɛ, “Esiane sɛ menyɛ nsa enti, menka onipadua no ho” a, ɛnkyerɛ sɛ ɔnyɛ onipadua no fa bi.
ହାଦ୍ ଜଦି କୟ୍ଦ୍, “ମୁୟ୍ଁ ଆତ୍ ନାୟ୍, ତଃବେ ଗଃଗାଳାର୍ ଅଃଙ୍ଗ୍ ନଃୟ୍,” ତଃବେ ଇତାର୍ ଗିନେ ସେରି ଗଃଗାଳାର୍ ଅଃଙ୍ଗ୍ ନଃୟ୍ କଃରି ରେଉଁ ନାହାରେ ।
16 Na sɛ aso ka sɛ, “Esiane sɛ menyɛ aniwa enti, menka onipadua no ho” a, ɛnkyerɛ sɛ ɔnyɛ onipadua no fa bi.
ଆରେକ୍ କାନ୍ ଜଦି କୟ୍ଦ୍, “ମୁୟ୍ଁ ଆକି ନୟ୍, ସେତାକ୍ ଗଃଗାଳାର୍ ଅଃଙ୍ଗ୍ନୟ୍,” ତଃବେ ସେତାର୍ଗିନେ ସେରି ଗଃଗାଳାର୍ ଅଃଙ୍ଗ୍ ନଃୟ୍ କଃରି ରେଉଁ ନାହାରେ ।
17 Na sɛ onipadua no nyinaa yɛ aniwa a, anka ɛbɛyɛ dɛn ate asɛm? Na sɛ ɛyɛ aso a anka ɛbɛyɛ dɛn ahua adeɛ?
ସଃବୁ ଗଃଗାଳ୍ ଜଦି ଆକି ଅୟ୍ଦ୍, ତଃବେ ସୁଣ୍ତାର୍ କୁୟ୍ତିହୁଣି? ସଃବୁ ଗଃଗାଳ୍ ଜଦି କାନ୍ ଅୟ୍ଦ୍, ତଃବେ ସୁଙ୍ଗ୍ତାର୍ କୁୟ୍ତି ।
18 Sɛdeɛ Onyankopɔn pɛ no no na ɔde akwaa biara siiɛ.
ମଃତର୍ ଇସ୍ୱର୍ ଗଟେକ୍ ଗଟେକ୍ କଃରି ଗଃଗାଳେ ନିଜାର୍ ଇଚା ହଃର୍କାରେ ଜଳିଆଚେ ।
19 Sɛ onipadua no nyinaa yɛ akwaa korɔ a, anka onipadua no bɛyɛ ɛdeɛn?
ଆର୍ ଜଦି ସେ ସଃବୁ ଗଟେକ୍ ଅଃଙ୍ଗ୍ ଅୟ୍ଦ୍, ତଃବେ ଗଃଗାଳ୍ କୁୟ୍ତି ।
20 Sɛdeɛ ɛte no, akwaa gu ahodoɔ, nanso onipadua no yɛ baako pɛ.
ମଃତର୍ ସଃତ୍କଃରି ଅଃଙ୍ଗ୍ମଃନ୍ ଗାଦେକ୍ ମଃତର୍ ଗଃଗାଳ୍ ଗଟେକ୍ ।
21 Yei enti, aniwa ntumi nka nkyerɛ nsa sɛ, “wo ho nhia me!” Saa ara na etire rentumi nka nkyerɛ nan sɛ, “Wo ho nhia me!”
“ତର୍ତଃୟ୍ ମର୍ ଲଳା ନାୟ୍!” ବଃଲି ଆକି ଆତ୍କେ କଃଉଁ ନାହାରେ, କି “ତର୍ତଃୟ୍ ମର୍ ଲଳା ନାୟ୍” ବଃଲି ମୁଣ୍ଡ୍ ହାଦ୍କେ କଃଉ ନାହାଁରେ ।
22 Saa ara na yɛrentumi nyɛ biribiara a akwaa a ɛyɛ mmerɛ no nka ho mma ɛnyɛ yie.
ବଃଲେକ୍ ଗଃଗାଳାର୍ ସଃବୁ ଅଃଙ୍ଗ୍ମଃନ୍ ବଃଳେ ଦୁର୍ବୁଳ୍ ବଃଲି ଜାଣାହଃଳେଦ୍ । ଆଦମ୍ ସଃଙ୍ଗ ମିସିରିଲାକେ ସଃବୁ ମାନାୟ୍ ମଃଲାୟ୍ ଆରେକ୍ ଜଃଡ୍ବଃଳ୍ କ୍ରିସ୍ଟର୍ ସଃଙ୍ଗ ମିସ୍ଲାକେ ସଃବୁ ଲକ୍ମଃନ୍ ଜିବନ ହାୟ୍ଲାୟ୍ ।
23 Akwaa a yɛsusu sɛ ɛnni mu pii no mmom na yɛhwɛ no yie, na deɛ ɛnyɛ fɛ wɔ onipadua ho no nso yɛhwɛ no yie pa ara.
ଆରେକ୍ ଗଃଗାଳାର୍ ଜୁୟ୍ ସଃବୁ ଅଃଙ୍ଗ୍ ଅଃଦିକ୍ ଲାଡ୍ ନୟ୍ଲାର୍ ବଃଲି ଅଃମିମଃନ୍କ୍ ଜାଣା ହଃଳେଦ୍, ସେ ସଃବୁ ଅଃଙ୍ଗ୍କେ ଅଃମିମଃନ୍ ଅଃଦିକ୍ ଲାଡାର୍ ସଃଙ୍ଗ୍ ଜଃତୁନ୍ କଃରୁନ୍ଦ୍; ଆର୍ ଅଃମାର୍ ଜୁୟ୍ ଅଃଙ୍ଗ୍ମଃନ୍କେ ଅଃମି ସଃବୁବଃଳ୍ ନଃଦେକାଉଁ, ସେତାକ୍ ଅଃମିମଃନ୍ ଅଃଦିକ୍ ଜଃତୁନ୍ ନେଉଁନ୍ଦ୍ ।
24 Na akwaa a ɛdi mu no, saa ɔhwɛ no ho nhia no. Onyankopɔn ankasa nam ɛkwan bi so akeka onipadua no asisi animu de ahyɛ akwaa a wɔmmuo no animuonyam.
ମଃତର୍ ଅଃମିମଃନାର୍ ସୁନ୍ଦୁର୍ ଗଃଗାଳାର୍ ଅଃଙ୍ଗ୍ମଃନାର୍ ସୁନ୍ଦୁର୍ ଅଃଉତା ଲଳା ନାୟ୍ ।
25 Enti nkyekyɛmu biara nni onipadua no mu. Akwaa no nyinaa keka wɔn ho wɔn ho bom.
ମଃତର୍ ଗଃଗାଳ୍ ବିତ୍ରେ ବିରଦ୍ ନଃଗେଟେ ସେତାକ୍, ଅଃଙ୍ଗ୍ମଃନ୍ ସଃମାନ୍ବାବେ ହଃତି ଅଃଙ୍ଗ୍ ଏକ୍ଆରେକାର୍ ଗିନେ ଚିତା କଃର୍ତି ।
26 Sɛ akwaa baako ho ka a, akwaa a aka no nyinaa ho ka bi. Na sɛ wɔkamfo akwaa no bi a, anigyeɛ ka akwaa a aka no nyinaa.
ଆର୍, ଗଟେକ୍ ଅଃଙ୍ଗ୍ ଦୁକ୍ବୟ୍ଗ୍ କଃଲେକ୍ ବିନ୍ ଅଃଙ୍ଗ୍ମଃନ୍ ତାର୍ ସଃଙ୍ଗ୍ ଦୁକ୍ବୟ୍ଗ୍ କଃର୍ତି, ଆର୍ ଗଟେକ୍ ଅଃଙ୍ଗ୍ ଜଃଜ୍ମାନ୍ ହାୟ୍ଲେକ୍ ବିନ୍ ଅଃଙ୍ଗ୍ମଃନ୍ ସଃର୍ଦା ଅଃଉତି ।
27 Enti mo nyinaa moyɛ Kristo onipadua. Na mo mu biara yɛ nʼakwaa.
ତୁମିମଃନ୍କେ କ୍ରିସ୍ଟର୍ ଗଃଗାଳ୍, ଆର୍ ହଃତିଲକ୍ ସେ ଗଃଗାଳାର୍ ଅଃଙ୍ଗ୍ ।
28 Onyankopɔn ahyehyɛ biribiara pɛpɛɛpɛ wɔ asafo no mu: Deɛ ɛdi ɛkan, asomafoɔ; deɛ ɛtɔ so mmienu, adiyifoɔ; deɛ ɛtɔ so mmiɛnsa, akyerɛkyerɛfoɔ; afei wɔn a wɔyɛ anwanwadeɛ ɛnna wɔn a wɔama wɔn tumi de sa yadeɛ anaa wɔboa afoforɔ anaa wɔkyerɛ wɔn ɛkwan anaa wɔka kasa foforɔ.
ଆରେକ୍, ଇସ୍ୱର୍ ମଣ୍ଡ୍ଳି ତଃୟ୍ ହଃର୍ତୁ ପେରିତ୍, ଦୁୟ୍ ଲଃମରେ ବାବ୍ବାଦି, ତିନି ଲଃମରେ ଗୁରୁ, ହଃଚେ କାବା ଅଃଉତା ସଃକ୍ତି, ତାର୍ହ୍ଚେ ଉଜ୍ କଃର୍ତା ସଃକ୍ତି, ହଃର୍କେ ଉହ୍କାର୍ କଃର୍ତା ସଃକ୍ତି, ଆର୍ ମୁଳିକାର୍ ସଃକ୍ତି, ବିନ୍ବିନ୍ ହଃର୍ ବାସା କଃଉତା ସଃକ୍ତି ଦେୟ୍ ଆଚେ ।
29 Wɔn nyinaa nyɛ asomafoɔ anaa adiyifoɔ anaa akyerɛkyerɛfoɔ. Ɛnyɛ wɔn nyinaa na wɔwɔ tumi a wɔde yɛ anwanwadeɛ
ସେମଃନ୍ ସଃବୁ ଲକ୍ ପେରିତ୍, ବାବ୍ବାଦି, ଗୁରୁ ନାୟ୍, ସେମଃନ୍ ସଃବୁ ଲକ୍କେ କାବା ଅଃଉତା କାମ୍ କଃରୁକେ ସଃକ୍ତି ଦିଆ ନୟେ ।
30 anaa wɔsa nyarewa, anaa wɔka kasa foforɔ anaa wɔkyerɛ deɛ wɔka no ase.
ସଃବୁ କାୟ୍ ଉଜ୍ କଃର୍ତା ସଃକ୍ତି ଗିନେ ଆଚ୍ତି? ସଃବୁ ଲକ୍ କି ବିନ୍ ବାସାୟ୍ କଃତା କଃଉଁକେ ହାର୍ତି କି? ସଃବୁ ଲକ୍ କି ବାସାର୍ ଅଃର୍ତ୍ କଃରୁ ହାର୍ତି କି?
31 Monhwehwɛ akyɛdeɛ a ɛbɛboa mo yie akyiri kwan. Mɛkyerɛ mo ɛkwan foforɔ a ɛyɛ pa ara.
ମଃତର୍ ବଃଡେ ମଲାର୍ ଦାନ୍ ସଃବୁ ହାଉଁକେ ଉଦ୍ଜଗି ଅଃଉଆ । ମୁୟ୍ଁ ତୁମିମଃନ୍କେ ଗଟେକ୍ ଅଃଦିକ୍ ନିକ ବାଟ୍ ଦଃକାଉଁଲେ ।