< Apocalipsa 18 >
1 După acestea, am văzut coborându-se din cer un alt înger, care avea o mare putere. Pământul a fost luminat de slava lui.
୧ତାର୍ପଚେ ଏଦେ ଦେକା! ସର୍ଗେଅନି ଆରି ଗଟେକ୍ ଦୁତ୍ ଉତ୍ରିଆଇବାଟା ମୁଇ ଦେକ୍ଲି । ତାକେ ବେସି ଅଦିକାର୍ ରଇଲା । ଆରି ତାର୍ ଉଜଲ୍ ଗୁଲାଇ ଜଗତେ ବର୍ତି ଅଇଗାଲା ।
2 El a strigat cu un glas puternic, zicând: “A căzut, a căzut Babilonul cel mare, și a devenit o locuință a demonilor, o închisoare pentru orice duh necurat și o închisoare pentru orice pasăre necurată și urâtă!
୨ସେ ବେସି ଆକ୍ମାରି କଇଲା, “ତାର୍ ଦସା ଅଇଲା ଆଚେ! ସେ ବଡ୍ ବାବିଲନ୍ ମାଟିଲଗେ ମିସି ରୁନ୍ଚୁନା ଅଇଗାଲାବେ! ସେଟା ଏବେ ମାଟିବିତ୍ରେ ତପିଅଇ ଗାଲାବେ! ତାକେ ଏବେ ଡୁମାମନ୍ ଆରି ଅସୁକଲ୍ ଆତ୍ମାମନ୍ ବାଦାଦେଲାଇନି । ସବୁ ରକାମର୍ ଅସୁକଲ୍ ଆରି ଗିନ୍କର୍ବା ଚଡଇମନ୍ ତାର୍ ବିତ୍ରେ ବାସା ଅଇଆଚତ୍ ।
3 Căci toate națiunile au băut din vinul mâniei desfrânării ei, împărații pământului au făcut desfrânare cu ea, iar negustorii pământului s-au îmbogățit din belșugul luxului ei.”
୩କାଇକେବଇଲେ ଜଗତର୍ ସବୁ ରାଇଜ୍ମନ୍, ତାର୍ ମଦ୍ କାଇ ମାତିଜାଇଆଚତ୍ । ଏଟାର୍ ଅରତ୍ ଅଇଲାନି ତାର୍ କାରାପ୍ ଚଲାଚଲ୍ତି ମାନ୍ବାକେ ସେମନ୍କେ ସୁତ୍ରାଇଲା । ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କର୍ବାର୍ ଅବିଆସ୍ କଲାଇ । ଜନ୍ ସଁପତି ପାଇବା ଆସାଇଅନି ଏ ଜଗତର୍ ବେବାରିମନ୍ ସାଉକାର୍ ଅଇଗାଲାଇ ।”
4 Și am auzit un alt glas din cer, care zicea: “Ieșiți din ea, poporul Meu, ca să nu luați parte la păcatele ei și să nu vă împărtășiți din plăgile ei,
୪ତାର୍ପଚେ ସର୍ଗେ ଅନି ଆରି ଗଟେକ୍ ସବଦ୍ ଏନ୍ତାରି କଇବାଟା ମୁଇ ସୁନ୍ଲି । “ମର୍ ଲକ୍ମନ୍ ତାର୍ଟାନେଅନି ବାରଇ ଆସା । ତମେ ଜଦି ତାର୍ ପାପେ ମିସ୍ଲେ, ସେ ପାଇବା ଡଣ୍ଡେ ମିସ୍ସା ।
5 căci păcatele ei au ajuns până la cer și Dumnezeu și-a adus aminte de nelegiuirile ei.
୫କାଇକେବଇଲେ ତାର୍ ସବୁଜାକ ପାପ୍ କୁପା କୁଡାଇଲା ପାରା ସର୍ଗେ ଜାକ କେଟ୍ଲା ଆଚେ । ଆରି ପର୍ମେସର୍ ତାକର୍ କାରାପ୍ ଚଲାଚଲ୍ତି ଏତାଇଲାନି ।
6 Întoarceți-vă la ea așa cum s-a întors și răsplătiți-i dublu față de cum a făcut ea și după faptele ei. În paharul pe care l-a amestecat, amestecă-i dublu.
୬ତାର୍ କରିରଇବା କାମର୍ ଲାଗି ତାକେ ବାଉଡାଇ ଦିଆଅଇସି । ଆରି ସେ ସମାନ୍ ଡଣ୍ଡ୍ ପାଇସି । ଲକ୍ମନ୍କେ ଦୁକ୍କସ୍ଟ ଦେବାକେ ସେ ଜାଇଜାଇଟା କଲାଆଚେ, ସେଟା ତାକେ ଦୁଇ ଗୁନ୍ ଇସାବେ ବାଉଡାଇ ଦିଆଅଇସି । ସେ ଜେତ୍କି କାଟୁର୍ ମଦ୍ ବିନ୍ ଲକ୍ମନ୍କେ କାଇବାକେ ଦେଇତେରଇଲା, ତାର୍ ଦୁଇଗୁନ୍ ଅଦିକାର୍ଟା ତାକେ କାଇବାକେ ଦିଆଅଇସି ।
7 Oricât de mult s-a proslăvit și s-a desfrânat, pe cât de mult dă-i de chin și de jale. Căci ea zice în inima ei: “Șed ca o regină, nu sunt văduvă, și nu voi vedea nicidecum doliu”.
୭ତାର୍ ଜେତ୍କି ଦନ୍ ସଁପତି ଆରି ବଡ୍ପନ୍ ଆଚେ, ସେ ଇସାବେ ତାର୍ ଦୁକ୍ କସ୍ଟ ଆରି କାକୁର୍ତି ରଇସି । ସେ ନିଜ୍କେ କଇସି ‘ମୁଇ ଇତି ସାସନ୍ କର୍ବା ଗଟେକ୍ ରାନି ।’ ରାଣ୍ଡି ଅଇଲିଆଚି ଜେ ମୁଇ କାନ୍ଦ୍ବି?
8 De aceea, într-o singură zi vor veni plăgile ei: moarte, jale și foamete; și va fi arsă cu totul în foc, căci Domnul Dumnezeu, care a judecat-o, este puternic.
୮ସେଟାର୍ପାଇବଲି ଦିନେକ୍ ବିତ୍ରେ ତାକେ ମର୍ଡି, ରଗ୍ଦୁକା, କାକୁର୍ତି ଆରି ଇନସ୍ତା ଆଇସି । ଆରି ସେ ଜଇଟାନେ ପଡିଜାଇସି । କାଇକେବଇଲେ ବେସି ବପୁର୍ ମାପ୍ରୁ ପର୍ମେସର୍ ତାକେ ବିଚାର୍ନା କର୍ସି ।”
9 Împărații pământului, care au făcut desfrânare și au trăit în desfrânare cu ea, vor plânge și se vor tângui pe ea, când vor vedea fumul arderii ei,
୯ତାର୍ ବେସିଆ କାମେ ଆରି ଲାଲ୍ସା ଅଇ ମିସ୍ଲା ଜେତ୍କି ରାଜାମନ୍ ସେ ଜଇଲଗେ ପଡ୍ଲାତେଇଅନି ବାରଇବା ଦୁଆଁ ଦେକିକରି ଆକ୍ମାରି କାନ୍ଦ୍ବାଇ ।
10 stând departe de frica chinului ei, și vor zice: “Vai, vai, cetatea cea mare, Babilon, cetatea cea tare! Căci judecata ta a venit într-un ceas!”.
୧୦ସେମନ୍ ଆମେମିସା ଡଣ୍ଡ୍ ପାଇବୁ ବଲି ଡରିକରି ଦୁରିକେ ଟିଆଅଇ କଇବାଇ, “ଏଟା କାଇ ଇନସ୍ତା, କାଇ କାକୁର୍ତି, ଏ ବଡ୍ ଅଇକରି ସୁନ୍ଦର୍ ବାବିଲନ୍ । ତୁଇ ପାଇବା ଡଣ୍ଡ୍ ଅଟାତ୍ ଅଇଗାଲା । କାଇକେବଇଲେ ଗଟେକ୍ ଗଁଟା ବିତ୍ରେ ତୁଇ କୁରୁପ୍ନାସ୍ ଅଇଗାଲୁସ୍ ।”
11 Negustorii pământului plâng și se jelesc din cauza ei, căci nimeni nu le mai cumpără mărfurile:
୧୧“ଏ ଜଗତର୍ ବେବାରିମନ୍ ତାର୍ପାରା ଦୁକ୍ ଅଇକରି କାନ୍ଦ୍ଲାଇନି । କାଇକେବଇଲେ ତାକର୍ ଜିନିସ୍ ଆରି କେ ନ ଗେନତ୍ ।”
12 mărfurile de aur, argint, pietre prețioase, perle, in subțire, purpură, mătase, stacojiu, tot lemnul scump, orice vas de fildeș, orice vas de lemn foarte prețios, de aramă, de fier și de marmură;
୧୨ତାକର୍ ସୁନାବାନା, ତାକର୍ ରୁପା, ଜବର୍ ଦାମ୍ ଦେଇରଇବା ଇରା ମତିମନ୍, ସିଲ୍କୁ ଲୁଗା, ଜାମ୍କଲି ରଙ୍ଗର୍ ବସ୍ତର୍, ରଙ୍ଗୁଆ ବସ୍ତର୍, ବିନ୍ ବିନ୍ ରକାମର୍ ବେସି ଦାମ୍ ଦେବା ବାସ୍ନା ଗଚ୍, ଆଁତିର୍ ଦାଡାଇଅନି ଜବର୍ ଦାମ୍ଦେବାଟାମନ୍, ଗଚେଅନି, ପିତଲେଅନି, ଲୁଆଇଅନି, ମାର୍ବଲ୍ ପାକ୍ନାଇ ଅନି, ତିଆର୍ କରିରଇବାଟା, ବିନ୍ ବିନ୍ ଜିନିସ୍ କେ ମିସା ନ ଗେନତ୍ ।
13 și scorțișoară, tămâie, parfum, tămâie, vin, ulei de măsline, făină fină, grâu, oi, cai, care, trupuri și suflete de oameni.
୧୩ଡାଲ୍ଚିନି, ବିନ୍ ବିନ୍ ରକାମର୍ ମସ୍ଲା, ଦୁପ୍, ବାସ୍ନାଦେବା ଦିନ୍ସୁ, ଟୁଣ୍ଡ୍ରି, ଅଙ୍ଗୁର୍ ମଦ୍, ଚିକନ୍, ଅଟା, ଗଁମ୍, ଗରୁ, ମେଣ୍ଡା, ଗଡା, ରତ୍, ଏନ୍ତାରିକି ଗତିକଟ୍ବା ଦାଙ୍ଗ୍ଡା ଆରି ଲକ୍ମନ୍କେ ମିସା ଜାକେ କି ସେମନ୍ ଗତିଦାଙ୍ଗ୍ଡା କରି ବିକ୍ବାଇ, ସେମନ୍କେ ମିସା ଗେନି ନେବାକେ କେ ନ ବାରଅତ୍ ।
14 roadele după care a poftit sufletul tău au fost pierdute pentru tine. Toate lucrurile care erau delicate și somptuoase au pierit de la tine și nu le vei mai găsi deloc.
୧୪ବେବାରିମନ୍ ତାକେ କଇଲାଇ, “ଜନ୍ ସବୁ ଜିନିସ୍ ତମେ ନିଜର୍ କର୍ବାକେ ମନ୍ କର୍ତେରଇଲାସ୍, ସେଟା ସବୁ ପୁରାପୁରୁନ୍ ନସ୍ଟ ଅଇଗାଲା । ତମର୍ ଦନ୍ ସଁପତି ନସିଗାଲା ଆରି ଜେତ୍କି ଜିନିସ୍ ତମ୍କେ ସାର୍ଦା କରାଇତେରଇଲା, ସେଟାମନ୍ ଆରି ନ ଡିସେ ।”
15 Negustorii acestor lucruri, care s-au îmbogățit prin ea, vor sta departe, de frica chinului ei, plângând și jelind,
୧୫ସେ ନଅରେ ବେବାର୍ କରି ବେବାରିମନ୍ ଜେତ୍କି ସାଉକାର୍ ଅଇଗାଲାଇ, ସେ ନଅରର୍ ଡଣ୍ଡେ, ସେମନ୍କେ ମିସାଇବାଇ ବଲି ଡରିକରି ସେମନ୍ ଦୁରିକେ ରଇବାଇ । ସେମନ୍ ଆକ୍ମାରି କାନ୍ଦ୍ବାଇ ।
16 spunând: “Vai, vai, cetatea cea mare, cea care era îmbrăcată în in subțire, purpură și stacojiu și împodobită cu aur, pietre prețioase și perle!
୧୬ଆରି ଏନ୍ତାରି କଇବାଇ “ଏଟା କାଇ ଇନସ୍ତା! ଏ ବଡ୍ ନଅରର୍ ପାଇ କାଇ କାକୁର୍ତି? ତେଇର୍ ଲକ୍ମନ୍ ଜାମ୍କଲିଆ ରଙ୍ଗର୍ ଆରି ଦବ୍ ସିଲ୍କୁ ଲୁଗା ପିନ୍ଦ୍ତେରଇଲାଇ । ସେମନ୍ ସୁନା ଆରି ବେସି ଦାମ୍ ଦେବା ଇରା ମୁକ୍ତାମନ୍ ପିନ୍ଦିରଇଲାଇ ।
17 Căci într-un ceas, bogății atât de mari sunt pustiite!”. Toți căpitanii de corăbii, toți cei care navighează oriunde, marinarii și toți cei care își câștigă existența pe mare, stăteau departe,
୧୭ମାତର୍ ଗଟେକ୍ ଗଁଟା ବିତ୍ରେ ତାକର୍ ସବୁ ଦନ୍ ସଁପତି କୁରୁପ୍ନାସ୍ ଅଇଗାଲା । ପାନିଜାଜ୍ ଚାଲାଉମନ୍ ଆରି ଜାଜେ ଜିବାଲକ୍ମନ୍ ଜାଜେ କାମ୍ କର୍ବା ଲକ୍ମନ୍ ଆରି ସମ୍ଦୁରେ କାମ୍ କରି ଜିଉନାକାଉନା କରି ସାଉକାର୍ ଅଇରଇଲାଇ, ସେମନ୍ ସବୁ ଦୁରିକେ ରଇକରି ଦେକ୍ତେରଇଲାଇ ।”
18 și strigau, când se uitau la fumul arderii ei, zicând: 'Ce este ca cetatea cea mare?
୧୮ସେ ନଅର୍ ପଡ୍ଲାକେ ତେଇଅନି ଉଟ୍ଲା ଦୁଆଁ ଦେକି ସେମନ୍ ଆଉଲି ଅଇକରି କଇଲାଇ, “ଏ ନଅର ପାରା ଆରି କନ୍ ନଅର୍ ମିସା ନ ରଇଲା ।”
19 Și-au aruncat țărână pe cap și au strigat, plângând și jelind, zicând: “Vai, vai, cetatea cea mare, în care toți cei care își aveau corăbiile pe mare s-au îmbogățit din cauza marii ei bogății!”. Căci ea a fost pustiită într-un ceas.
୧୯ସେମନ୍ ତାକର ମୁଣ୍ଡେ ଦୁଲି ବିଚିଅଇଲାଇ ଆରି ଆକ୍ମାରି କାନ୍ଦି କାନ୍ଦି କଇଲାଇ, “ଏଟା କାଇ ଇନସ୍ତା । ଏ ବଡ୍ ନଅରର୍ ପାଇ କାଇ କାକୁର୍ତି?” ସମ୍ଦୁରେ ଆସ୍ଜା ଅଇତେରଇବା ଜାଆଜ୍ ମନ୍ ତାକର୍ ଦନର୍ ଲାଗି ସାଉକାର୍ ଅଇରଇଲାଇ । ଆରି ଏବେ ଗଟେକ୍ ଗଁଟା ବିତ୍ରେ ସେଟାସବୁ ନସିଗାଲା ।
20 “Bucurați-vă pentru ea, cerule, sfinților, apostolilor și profeților, căci Dumnezeu a judecat-o cu judecata voastră.”
୨୦ସେ ବଡ୍ ନଅରର୍ ଦସାର୍ଲାଗି ସର୍ଗେ ରଇବା ଲକ୍ମନ୍ ସାର୍ଦା ଉଆ । ପର୍ମେସର୍ ସେ ନଅର୍କେ ଡଣ୍ଡ୍ ଦେଲାକେ ତମେ ବବିସତ୍ବକ୍ତାମନ୍, ପାର୍ଚିନ୍ମନ୍ ଆରି ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନ୍ ସାର୍ଦା ଉଆ । ସେ ନଅରର୍ ଲକ୍ମନ୍ ତମ୍କେ ତାଡ୍ନା କର୍ତେରଇଲାଇ ।
21 Un înger puternic a ridicat o piatră ca o piatră mare de moară și a aruncat-o în mare, zicând: “Așa va fi dărâmat Babilonul, cetatea cea mare, și nu va mai fi găsit deloc.
୨୧ତାର୍ପଚେ ଏଦେ ଦେକା! ଗଟେକ୍ ବେସି ବପୁର୍ ଦୁତ୍ ଗଟେକ୍ ବଡ୍ ଜତା ଏଡ୍କି ପାକ୍ନା ବେଟି ସମ୍ଦୁରେ ପିଙ୍ଗ୍ଲା । ଆରି କଇଲା “ଏନ୍ତାରିସେ ବଡ୍ ନଅର୍ ବାବିଲନ୍କେ ଜବର୍ ଅଇତେ ପିଙ୍ଗ୍ବାଇ । ଆରି ତାର୍ ନାଉଁଗନ୍ଦ୍ ନ ମିଲେନି ।
22 Glasul harpiștilor, al menestreliștilor, al flautiștilor și al trâmbițașilor nu se va mai auzi deloc în voi. Nici un meșter de orice meserie nu va mai fi găsit deloc în voi. Sunetul unei mori nu se va mai auzi deloc în voi.
୨୨ବିଣା ବାଜାଉମନ୍, ଗିତ୍ଗାଉମନ୍, ବାଉଁସି ପୁକୁମନ୍ ଆରି ମଇରିର୍ ସବଦ୍ କେବେ ନ ସୁନତ୍ । ସୁନ୍ଦର୍ ଜିନିସ୍ ତିଆର୍କରୁମନ୍ ତେଇଆରି ନ ଡିସତ୍ । ଲକ୍ମନ୍ ଜତାସଙ୍ଗ୍ ଗର୍ବା ସବଦ୍ ମିସା ଆରି ନ ସୁନିଅଏ ।
23 Lumina unei lămpi nu va mai străluci deloc în voi. Glasul mirelui și al miresei nu se va mai auzi deloc în voi, căci negustorii voștri au fost căpeteniile pământului, căci cu vrăjitoria voastră au fost înșelate toate neamurile.
୨୩ଏ ନଅର୍ କାଇବତିସଙ୍ଗ୍ ମିସା ଉଜଲ୍ ନ ଡିସେ । ଏବେ ବିବା ଅଇବା ଦାଙ୍ଗ୍ଡା ଦାଙ୍ଗ୍ଡିର୍ କାତା ମିସା ନ ସୁନିଅଏ । ତମର୍ ବେବାରିମନ୍ ଗୁଲାଇ ଜଗତେ ଡାକ୍ପୁଟା ଅଇଆଚତ୍ । ଆରି ତର୍ ମାୟାଜାଲେ ପଡିକରି ଜଗତର୍ ଲକ୍ମନ୍ ସବୁ ନାଡାଇଅଇଲାଇ ।”
24 În ea s-a găsit sângele profeților și al sfinților și al tuturor celor uciși pe pământ.”
୨୪ବଡ୍ ନଅର୍ ବାବିଲନ୍ ଡଣ୍ଡ୍ ପାଇଆଚେ । କାଇକେବଇଲେ ବବିସତ୍ବକ୍ତାମନର୍ ଆରି ପର୍ମେସରର୍ ଲକ୍ମନର୍ ବନି ସେ ନଅରେ ବଇଗାଲାଆଚେ । ଆରି ଗୁଲାଇ ଜଗତେ ମରାଇଅଇରଇବା ଜେତ୍କି ଲକ୍ ଏ ନଅରର୍ ଲାଗି ମରିଜାଇରଇଲାଇ । ବାବବାଦିମନର୍ ସାଦୁଲକ୍ମନର୍ ଆରି ପୁର୍ତିବିତେଇ ମାରା ଜାଇରଇବା ସବୁଲକ୍ମନର୍ ବନି ସେ ଡିସି ରଇଲା ।