< Yaaqoob 3 >
1 Yaa obboloota ko, baayʼeen keessan barsiistota hin taʼinaa; nu warra barsiisnutti murtii cimaan akka muramu ni beektuutii.
୧ଏ ମର୍ ବାଇବଇନିମନ୍, ତମର୍ ବିତ୍ରେ ବାକିଅ ସିକିଆ ଦେବା ଗୁରୁ ଅଦିକ୍ ଉଆ ନାଇ । ଜନ୍ଲକ୍ ବିନ୍ ଲକ୍ମନ୍କେ ସିକାଇବାଇ ସେମନ୍ ଅଦିକ୍ ଡଣ୍ଡ୍ ପାଇବାଇ, ଏଟା ଜାନିରୁଆ ।
2 Nu hundinuu karaa baayʼeedhaan gufanna. Namni waan dubbatu keessatti hin gufanne kam iyyuu nama hirʼina hin qabnee dha; dhagna isaas guutummaatti toʼachuu dandaʼa.
୨ଆମେ ସବୁ ତର୍କେତର୍ ବୁଲ୍ କଲୁନି । ମାତର୍ ଜେ ମିସା ତାର୍ କାତାବାର୍ତା କଇଲାବେଲେ ବୁଲ୍ ନ କରେ, ତେବେ ସେ ସିଦ୍ ଲକ୍ । ଆରି ସେ ତାର୍ ସବୁଜାକ ମିସା ଜାଗ୍ରତ୍କରି ସଙ୍ଗଇ ଆଚେ ।
3 Fardi akka nuuf ajajamuuf yoo afaan isaa luugamne dhagna isaa guutuu gara barbaanne geessuu dandeenya.
୩ଗଟେକ୍ ଗଡାର୍ ବିସଇ ବାବିଦେକୁ । ଜଦି ଗଡା ଆମର୍ କାତା ମାନ୍ବାର୍ ଆଚେ ବଇଲେ, ତାର୍ ଟଣ୍ଡେ ଲାଗନ୍ ଚାବାଇଲୁନି । ଜେନ୍ତାରିକି ଗଡାର୍ ଗୁଲାଇ ଗାଗଡ୍ ମିସା ବୁଲାଇକରି, ଆମେ ଜନ୍ବାଟେ ମନ୍ କର୍ବୁ, ସେବାଟେ ନେଲୁନି ।
4 Mee doonii illee ilaalaa! Dooniin yoo akka malee guddaa taʼee bubbee jabaadhaan oofame illee namichi isa oofu batoo xinnoo isheetiin gara barbaadetti geessa.
୪ସେନ୍ତାରିସେ ଗଟେକ୍ ବଡ୍ ପାନିଜାଜର୍ ବିସଇ ଚିନ୍ତା କରିଦେକା । ସେଟା ବେସି ବଡ୍ ରଇଲେ ମିସା ଜବର୍ ପବନ୍ ଆଇତେରଇଲେସେ ସେଟା ଚାଲାଇଅଇସି । ମାତର୍ ଗଟେକ୍ ଜାଜ୍ଚାଲାଉ ସାନ୍ଟା ବୁଲାଇବା ଚକା ମାରିକରି ସେ ଜନ୍ତି ମନ୍ କର୍ସି, ଜାଜ୍ ସେ ବାଟେ ଚାଲାଇ ନେଇସି ।
5 Akkasuma immoo arrabni kutaa dhagnaa xinnoo dha; waan gurguddaadhaan of jaja. Bosonni hammam guddaa taʼu iyyuu qaanqee ibiddaa xinnaadhaan akka gubatu hubadhaa.
୫ସେ ରକାମ୍ ଆକା ଆମର୍ ଟଣ୍ଡେ ରଇବା ଜିବ୍ ମିସା ଆମର୍ ଗାଗଡର୍ ଗଟେକ୍ ସାନ୍ ଜିନିସ୍, ମାତର୍ ଏଟା ବେସି ବଡ୍ବଡ୍ କାତା କଇସି । ଗଟେକ୍ ଡଙ୍ଗରର୍ ବିସଇ ବାବିଦେକା, ସେଟା ବଡେଟା ରଇଲେ ମିସା କଣ୍ଡେକ୍ ଜଇ ଇଙ୍ଗ୍ରା ଲାଗିକରି ସବୁ ପଡାଇଦେଇସି ।
6 Arrabni ibidda; kutaawwan dhagnaa keessattis addunyaa hamminaa ti. Inni dhagna guutuu xureessa; adeemsa uumamaattis ibidda qabsiisa; ofii isaatii immoo ibidda gahaannamiitiin gubama. (Geenna )
୬ସେନ୍ତାରି ଜିବ୍ ମିସା ଜଇପାରା, ଜିବ୍ ବିତ୍ରେ ମିଚ୍ଟାମନ୍ ବର୍ତିଅଇ ଆଚେ । ସେଟା ଆମର୍ ଗାଗଡ୍ ବିତ୍ରେ ବାସାଅଇ ଆଚେ । ଆମର୍ ଗୁଲାଇ ଗାଗଡ୍କେ କାରାପ୍ ଡାବିଦେଇସି । ଆମର୍ ଜିବନ୍ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍କେଅନି ଆଇସି । (Geenna )
7 Bineensonni gosa hundaa, simbirroonni, uumamawwan lafa irra looʼanii fi galaana keessa jiraatan hundinuu namaan madaqfamu; madaqfamaniirus;
୭କାଇକେବଇଲେ ସବୁ ରକାମର୍ ଡଙ୍ଗରର୍ ଜଁତ୍, ଉଡିବୁଲ୍ବାଟାମନ୍, ରାଙ୍ଗିବୁଲ୍ବାଟାମନ୍ ଆରି ପାନିତେଇ ରଇବାଟାମନ୍, ପୁର୍ବେଅନି ଲକ୍ମନ୍ ସେଟାମନ୍କେ ମାନାଇକରି ଆଚତ୍ ।
8 arraba garuu namni tokko iyyuu leenjisuu hin dandaʼu. Arrabni hamaa boqonnaa hin qabnee dha; summii nama ajjeesuunis kan guutamee dha.
୮ମାତର୍ ଏବେଜାକ ଜିବ୍କେ କେ ମିସା ମାନାଅତ୍ ନାଇ । ତେଇ କାରାପ୍ ବିସଇ ପୁରୁନ୍ ଅଇଆଚେ । ସେ ତାର୍ ନିଜର୍ ମନ୍ କର୍ବା ଇସାବେ ଜାଇସି । ଆରି ମରନ୍ ଡାକିଆନ୍ବା ବିସ୍ ବର୍ତି ଅଇଆଚେ ।
9 Nu arrabaan Gooftaa fi Abbaa eebbifna; isumaan immoo nama bifa Waaqaatiin uumame abaarra.
୯ଆମେ ଜିବ୍ ସଙ୍ଗ୍ ମାପ୍ରୁକେ ଆରି ବାବା ପରମେସର୍କେ ଦନିଅବାଦ୍ ଦେଲୁନି ଆରି ଏ ଜିବ୍ସଙ୍ଗ୍ ପର୍ମେସର୍ ତାର୍ପାରା ତିଆର୍ କରିରଇବା ମୁନୁସ୍କେ ସାଇପ୍ ଦେଲୁନି ।
10 Afaanuma tokko keessaa eebbii fi abaarsi baʼa. Yaa obboloota ko, wanni kun akkas taʼuu hin qabu.
୧୦ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ ।
11 Bishaan miʼaawaa fi hadhaaʼaan burqaa tokko keessaa ni baʼaa?
୧୧ଗଟେକ୍ ଚୁଆବିଲେଅନି, ଗଲାପାନି ଆରି ନିର୍ମଲ୍ପାନି ବାରଇସି କି? ନାଇ, ନ ବାରଏ ।
12 Yaa obboloota ko, mukni harbuu ija ejersaa naqachuu yookaan wayiniin ija harbuu naqachuu dandaʼaa? Akkasuma immoo burqaan bishaan soogiddaa bishaan miʼaawaa kennuu hin dandaʼu.
୧୨ଏ ମର୍ ବାଇବଇନିମନ୍, ଡୁମ୍ରିଗଚେ ଜିତ୍ପଲ୍ ନ ପଲେ କି କାଇ ଅଙ୍ଗୁର୍ ମାଲେ ଡୁମ୍ରି ନ ପଲେ । ସେନ୍ତାରିସେ ଗଟେକ୍ ଗଲାପାନି ବାରଇବା ଚୁଆଇ ଅନି ନିର୍ମଲ୍ ପାନି ନ ବାରଏ ।
13 Isin keessaa ogeessii fi hubataan eenyu? Kanas inni jireenya isaa gaariidhaan, hojii ogummaa kan gad of qabuudhaan hojjetamuun haa argisiisu.
୧୩ତମର୍ ବିତ୍ରେ ଗିଆନି ଆରି ବୁଲ୍ଟିକ୍ ବଲି କଇବା ଲକ୍ ଆଚତ୍ କି? ତାର୍ ନିକକରି ଜିଇବାକାଇବାଟାନେଅନି ସେଟା ଦେକାଅ । ତାର୍ ଜିବନେ, ଗଟେକ୍ ଗିଆନ୍ ରଇବା ଲକର୍ ଇସାବେ, ସବୁବିସଇ ସୁଆଲେ କଲାଆଚେ ବଲି ଦେକାଅ ।
14 Isin garuu yoo hinaaffaa hadhaaʼaa fi hawwii ofittummaa garaa keessan keessaa qabaattan of hin jajinaa; dhugaa irrattis soba hin dubbatinaa.
୧୪ଜଦି ତମର୍ ମନ୍ବିତ୍ରେ ଇଁସାତଲା, କପ୍ଦାର୍ବାଟା ଆରି ସବୁବେଲେ ନିଜର୍ ବିସଇ ଚିନ୍ତା କର୍ବାଟା ରଇସି, ସେନ୍ତାର୍ଆଲେ ସେ ବିସଇଟାନେ ବଡ୍ପନ୍ ଉଆନାଇ । ଆରି ସତ୍ ବିସଇ ବୁଲ୍ ଆଚେବଲି କୁଆ ନାଇ ।
15 Ogummaan kun kan lafaa ti; kan foonii ti; kan hafuura hamaati malee kan samii irraa dhufu miti.
୧୫ଏନ୍ତାରି ଗିଆନ୍ ପର୍ମେସରର୍ ଟାନେଅନି ନ ଆସେ । ସେଟା ଜଗତେଅନି ଆଇସି । ପର୍ମେସରର୍ ଆତ୍ମା ନ ରଇବାଟାନେ ଅନି ଆଇସି । ଆରି ସେଟା ସଇତାନର୍ ଗିଆନେ ଅନି ଆଇସି ।
16 Iddoo hinaaffaa fi hawwiin ofittummaa jiru, jeequmsaa fi hojii hamminaa hundumatu jira.
୧୬ଜନ୍ ଜାଗାଇ ଲକ୍ମନର୍ ବିତ୍ରେ ଇଁସା, ଆରି ନିଜର ବିସଇସେ ଚିନ୍ତା କର୍ବାଟା ରଇଲେ, ସେ ଜାଗାଇ ଲାଗାଲାଗି ଆରି ସବୁ ରକାମର୍ କାରାପ୍ କାମ୍ ରଇସି ।
17 Ogummaan samii irraa dhufu garuu duraan dursee qulqulluu dha; akkasumas nagaa qabeessa; garraamii dha; ajajamaa dha; kan araaraa fi ija gaariin guutamee dha; wal caalchisuu fi itti fakkeessuus of keessaa hin qabu.
୧୭ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।
18 Iji qajeelummaa warra nagaa buusaniin nagaadhaan facaafama.
୧୮ଜନ୍ ଲକ୍ମନ୍ ସାନ୍ତିର୍ପାଇ କାମ୍ କର୍ବାଇ, ସାନ୍ତି ସଙ୍ଗ୍ ରଇକରି ଦରମର୍ ବିଅନ୍ ବୁନ୍ବାଇ, ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ, ନିକ କାମର୍ ଦାନ୍ କାଟ୍ବାଇ ।