< ପ୍ରକାଶିତ 4 >
1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, “ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବା।”
୧ଏଚେଟିଏ ନା଼ନୁ ମେସ୍ତେଏଁ, ମେହ୍ଦୁ ଲାକପୂରୁଟି ର଼ ଦା଼ରା ଦେପିଆ଼ହାମାନେ; ଅ଼ଡ଼େ ତୀତ୍ରି ମ଼ହ୍ରି ହା଼ଡାଲେହେଁ ନା଼ ତଲେ ନ଼କେଏ ଜ଼ଲିମାଚାଣି ୱେଞ୍ଜା ମାଚେଏଁ, ଏ଼ଦି ଏଲେଇଞ୍ଜାତେ “ଇମ୍ବାଆଁ ନିଙ୍ଗା ୱା଼ମୁ, ଏ଼ନାୟି ଈଦାଆଁ ଡା଼ୟୁ ଗଟୱି ଆ଼ନେ ଏ଼ ବାରେ ନିଙ୍ଗେ ନା଼ନୁ ତ଼ସ୍ତାଇଁ ।”
2 ସେହିକ୍ଷଣି ମୁଁ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି;
୨ଏ଼ ଦେବୁଣିଏ ସୁଦୁଜୀୱୁ ନାଙ୍ଗେ ଲକ୍ହାତେ, ମେହ୍ଦୁ ଲାକପୂରୁ ର଼ ସିଂଗାସାଣି ମାଚେ, ଇଞ୍ଜାଁ ସିଂଗାସାଣି ଲାକ ରଅସି କୁଗାମାନେସି ।
3 ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମର୍କତ ମଣି ତୁଲ୍ୟ।
୩କୁଗାମାନାଣି ୱା଼ଣା ହୀରା ଅ଼ଡ଼େ ମାଣିକ୍ୟ ଇନି ଦାରାଗାଟି ୱାଲି ଲେହେଁ, ଅ଼ଡ଼େ ସିଂଗାସାଣିତି ମରକତ ଇନି ଦା଼ରା ଗାଟି ୱାଲ୍କା ଲେହେଁ ସା଼ରିସୁଟୁ ର଼ ଦାର୍ଣକି ଗୂର୍ଚାମାଚେ ।
4 ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।
୪ଅ଼ଡ଼େ ସିଂଗାସାଣି ସା଼ରିସୁଟୁ କଡ଼େ ସା଼ରିଗଟା ସିଂଗାସାଣି ମାନୁ, ଅ଼ଡ଼େ ସିଂଗାସାଣିୟାଁ ଲାକ କଡ଼େ ସା଼ରି ଜା଼ଣା ପ୍ରାଚିନାଙ୍ଗା କୁଗାମାନେରି, ଏ଼ୱାରି ଦବ୍ଲା ହିମ୍ବରିକା ହୁଚାମାନେରି ଇଞ୍ଜାଁ ଏ଼ୱାରି ତା଼ର୍ୟୁଁତା ବାଂଗାରା ଟ଼ପେରି ।
5 ସିଂହାସନ ମଧ୍ୟରୁ ବିଜୁଳି, ବିଭିନ୍ନ ସ୍ୱର ଓ ମେଘଗର୍ଜ୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ବରଙ୍କ ସପ୍ତ ଆତ୍ମା।
୫ସିଂଗାସାଣିଟି ବିଲିବାଲା ମ୍ଣିହ୍ନାୟି ଅ଼ଡ଼େ ହା଼ଗୁ ଗୂଣ୍ନି ହା଼ଡା ହ଼ତେ, ଅ଼ଡ଼େ ସିଂଗାସାଣି ନ଼କିତା ହିଚୁଗାଟି ସା଼ତାଗଟା ଦୀୱଁୟାଁ ଡ଼ୀଞ୍ଜିମାଚୁ, ଈ ସା଼ତାଗଟା ହିଚୁ ବ଼ନ୍ଦାୟାଁ ମାହାପୂରୁତି ସୁଦୁଜୀୱୁୟାଁ
6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ।
୬ସିଂଗାସାଣି ନ଼କିତା ଦାର୍ପେଣିଲେହେଁ ର଼ ନେହିଁ ସାମ୍ଦୁରି ତ଼ଞ୍ଜାଆ଼ହିମାଚେ, ସିଂଗାସାଣି ସା଼ରିସୁଟୁତି ମାଦିଏ ସା଼ରିଗଟା ଜ଼ନ୍ତ ଜିୱେଡ଼ିକା, ଏ଼ୱାସିକା ନ଼କିତା ଅ଼ଡ଼େ ଡା଼ୟୁତା କାଣ୍କା ମାଚୁ ।
7 ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟ-ମୁଖ ସଦୃଶ, ପୁଣି, ଚତୁର୍ଥ ପ୍ରାଣୀ ଉଡ଼ନ୍ତା ଉତ୍କ୍ରୋଷପକ୍ଷୀ ସଦୃଶ।
୭ନ଼କିତି ଜ଼ନ୍ତ ସିହଁ କା଼ଃଆନି ଲେହେଁ, ଅ଼ଡ଼େ ରୀ ଲମ୍ବର ଜ଼ନ୍ତ ବାଚା କ଼ଡି ଲେହେଁ, ତୀନି ଲମ୍ବର ଜ଼ନ୍ତତି ମୂମ୍ବୁ ମାଣ୍ସିତି ମୂମ୍ବୁ ଲେହେଁ, ଅ଼ଡ଼େ ସା଼ରି ଲମ୍ବର ଜ଼ନ୍ତ ଲାକ ଊମ୍ବିମାନି ଲେ଼ଡ଼ୁ ଲେହେଁ ତ଼ଞ୍ଜାଆ଼ହିମାଚେ ।
8 ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି,
୮ବାରେ ଜ଼ନ୍ତୟାଁକି ସ଼ ଗଟା ମା଼ରାୟାଁ ଏ଼ ମା଼ରାୟାଁ ବିତ୍ରା ଅ଼ଡ଼େ ପାଙ୍ଗାତା କାଣ୍କା ମାନୁ ଏ଼ୱି ଲା଼ଆଁ ମାଦେନା ଜ଼ମାଆନା ଏଲେଇଞ୍ଜି ମାନୁ । “ସୁଦୁ, ସୁଦୁ, ସୁଦୁ, ବାରେ ବା଼ଡ଼୍ୟୁଗାଟି ମାହାପୂରୁ, ଆମ୍ବାଆସି ତଲିଏ ମାଚେସି ନୀଏଁ ମାନେସି ଅ଼ଡ଼େ କା଼ଲେଏ ମାନେସି, ଏ଼ ପ୍ରବୁ ।”
9 ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, (aiōn )
୯ଜ଼ନ୍ତୟାଁ ଏଚିବେ଼ଲା ଏ଼ ସିଂଗାସାଣିତା କୁଗାମାନି କା଼ଲାକା଼ଲାତି ଜୀୱୁଗାଟି ମାଣ୍ସିଇଁ ଗାୱୁରମି ସାମ୍ବ୍ରମି ଅ଼ଡ଼େ ଜହରା କିନେରି । (aiōn )
10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, (aiōn )
୧୦ଏଚିବେ଼ଲା କଡ଼େ ସା଼ରି ଜା଼ଣା ପ୍ରାଚିନାଙ୍ଗା ସିଂଗାସାଣିତା କୁଗାମାନି ମାଣ୍ସିଇଁ ମେଣ୍ତାକୁତାନା କା଼ଲେଏ ନୀଡାମାନି ମାଣ୍ସିଇଁ ଜହରା କିତେରି, ଇଞ୍ଜାଁ ସିଂଗାସାଣି ନ଼କିତା ତାମି ଟ଼ପେରିକା ଇଟାନା ଏଲେଇଚେରି । (aiōn )
11 “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ, ସେହିସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି।”
୧୧ମା଼ ପ୍ରବୁ ଅ଼ଡ଼େ ମାହାପୂରୁ । ନୀନୁ ଗାୱୁରମି ସାମ୍ବ୍ରମି ଅ଼ଡ଼େ ବା଼ଡ଼୍ୟୁ ବେଟାଆ଼ହାଲି ଜ଼ଗେ ଗାଟାତି । ଏ଼ନାଆଁତାକି ଇଚିହିଁ ନୀନୁ ବାରେ ଗା଼ଡ଼ିକିହା ମାଞ୍ଜି । ଅ଼ଡ଼େ ନୀ ଅଣ୍ପୁ ତଲେ ବାରେ ଗା଼ଡ଼ି ଆ଼ହାମାନୁ, ଅ଼ଡ଼େ ଜୀୱୁତଲେ ନୀଡାମାନୁ ।