< ପ୍ରକାଶିତ 15 >

1 ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶମାନଙ୍କରେ ଈଶ୍ବରଙ୍କ କ୍ରୋଧ ସମାପ୍ତ।
ଏନ୍ତେ ସିର୍ମାରେ ଆଇଙ୍ଗ୍‌ ଆଡଃମିଆଁଦ୍‌ ହାଏକାଟ୍‌ ଆଡଃ ଆକ୍‌ଦାନ୍ଦାଅ ଚିହ୍ନାଁଁ ନେଲ୍‍କେଦାଇଙ୍ଗ୍‌ । ଏନ୍ତାଃରେ ଏୟା ଝାନ୍‌ ଦୁଁତ୍‌କ ମିପିଆଦ୍‌ ଟୁଣ୍ଡୁ ଦୁକୁହାସୁ ସାବ୍‌କେଦ୍‌ତେ ଆଡ଼୍‌ଗୁୟାନାକ । ନେଆଁ ହବାଅଃ ତାୟମ୍‌ତେ, ପାର୍‌ମେଶ୍ୱାର୍‌ଆଃ ଖିସ୍‌ରାଃ ଟୁଣ୍ଡୁ ହବାଅଃଆ ।
2 ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି।
ଏନ୍ତେ ଆଇଙ୍ଗ୍‌ ସେଙ୍ଗେଲ୍‍ଲଃ ମେସାକାନ୍‌ କାଁଚ୍‌ ଲେକା ମିଆଁଦ୍‌ ଦରେୟା ନେଲ୍‌କେଦାଇଙ୍ଗ୍‌ । ଅକ ହଡ଼କ ଏନ୍‌ ଜାଁତୁ, ଆୟାଃ ମୁରୁତ୍‌ ଆଡଃ ଆୟାଃ ନୁତୁମ୍‌ରାଃ ନାମ୍ବାର୍‌ ଚେତାନ୍‌ରେ ଜିତାଅକାନ୍‌ ତାଇକେନାକ, ଇନ୍‌କୁକେ ଏନ୍‌ ଦରେୟା ଗେନାରେ ତିଙ୍ଗୁଆକାନ୍‌ ନେଲ୍‌କେଦ୍‌କଆଇଙ୍ଗ୍‌ । ଇନ୍‌କୁଆଃ ତିଃଇରେ ପାର୍‌ମେଶ୍ୱାର୍‌ ଏମାକାଦ୍‌ ବାନାମ୍‌ ତାଇକେନା ।
3 ସେମାନେ ଈଶ୍ବରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ।
ଇନ୍‌କୁ ପାର୍‌ମେଶ୍ୱାର୍‌ଆଃ ଦାସି ମୁଶାରାଃ ଆଡଃ ମିଣ୍ଡିହନ୍‌ଆଃ ଦୁରାଙ୍ଗ୍‌କ ଦୁରାଙ୍ଗ୍‌ତାଇକେନା । “ହେ ସବେନ୍‍ ପେଡ଼େୟାନ୍‌ନିଃ ପ୍ରାଭୁ ପାର୍‍ମେଶ୍ୱାର୍‌, ଆମାଃ କାମିକ ପୁରାଃ ମାରାଙ୍ଗ୍‌ ଆଡଃ ଆକ୍‌ଦାନ୍ଦାଅଗିୟା! ସବେନ୍‌ ହଡ଼କଆଃ ରାଜା, ଆମାଃ ହରାକ ଠାଉକାଗିୟା ଆଡଃ ସାର୍‌ତି ତାନାଃ!
4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାୟ କର୍ମସମୂହ ପ୍ରକାଶିତ ହୋଇଅଛି।”
ହେ ପ୍ରାଭୁ, ଅକଏ ଆମ୍‌କେ କାଏ ବରମେୟାଁ? ଆମାଃ ନୁତୁମ୍‌ରାଃ ମାନାରାଙ୍ଗ୍‌କେ ଅକଏ କାଏ ଉଦୁବେୟା? ଆମ୍‌ ଏସ୍‍କାର୍‍ ପାବିତାର୍‌ ତାନ୍‌ମେ, ସବେନ୍‌ ହଡ଼କ ହିଜୁଃକେଦ୍‌ତେ ଆମାଃ ସୁନୁସାର୍‌କ ରିକାଏୟା । ଚିଆଃଚି ଆମାଃ ଧାର୍‌ମାନ୍‌ କାମିକ ସବେନ୍‌ ହଡ଼କ ନେଲାକାଦାକ ।”
5 ଏଥିଉତ୍ତାରେ ମୁଁ ଦେଖିଲି, ମହାପବିତ୍ର ସ୍ଥାନ, ଯେଉଁଥିରେ ସାକ୍ଷ୍ୟର ତମ୍ବୁ ଥିଲା, ସ୍ୱର୍ଗରେ ଉନ୍ମୁକ୍ତ ହେଲା,
ଏନ୍‌ ତାୟମ୍‌ତେ ଆଇଙ୍ଗ୍‌ ସିର୍ମା ଦିଶୁମ୍‌ରେ ମାନ୍ଦିର୍‌ ଅଡ଼ାଃରାଃ ଦୁଆର୍‌ ନିଜାକାନ୍‌ ନେଲ୍‌କେଦାଇଙ୍ଗ୍‌ । ଏନାରେ ସାବୁଦ୍‌ ଲେକା ପାର୍‌ମେଶ୍ୱାର୍‌ଆଃ ତାଇନଃ ପାବିତାର୍‌ ଠାୟାଦ୍‌ କୁମ୍ବା ତାଇକେନା ।
6 ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ।
ଏୟା ଦୁକୁହାସୁ ସାବାକାଦ୍‌ ଏୟା ଦୁଁତ୍‌, ସିର୍ମାରେୟାଃ ମାନ୍ଦିର୍‌ ଭିତାର୍‌ଏତେକ ଅଡଙ୍ଗ୍‌ୟାନା, ଇନ୍‌କୁ କା ଦାଗିୟାକାନ୍‌ ନିରାଲ୍‍ଲିଜାଃ ତୁସିଙ୍ଗ୍‌ୟାଁକାନ୍‌ ତାଇକେନାକ ଆଡଃ କୁଡ଼ାମ୍‌ରେ ସୋନାରେୟାଃ କାସ୍‌ନା ତଲ୍‌ବିହୁର୍‌କାନ୍‌ ତାଇକେନାକ ।
7 ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ବରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। (aiōn g165)
ଏନ୍ତେ ଉପୁନିୟା ଜାଁତୁକଏତେ ମିଆଁଦ୍‌ନିଃ ଜାନାଅ ଜାନାଅ ଜୀନିଦ୍‌ଗି ତାଇନଃ ପାର୍‌ମେଶ୍ୱାର୍‌ଆଃ ଖିସ୍‌ତେ ପେରେଜାକାନ୍‌, ଏୟା ସୋନାରେୟାଃ ଡୁଭା, ଏନ୍‌ ଏୟା ଦୁଁତ୍‌କକେ ଏମାଦ୍‌କଆ । (aiōn g165)
8 ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।
ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ଆଡଃ ପେଡ଼େଃରେୟାଃ ସୁକୁଲ୍‌ତେ ମାନ୍ଦିର୍‍ ଅଡ଼ାଃ ପେରେଃୟାନା, ଏୟା ଦୁଁତ୍‌ ଆଉୱାକାଦ୍‌ ଏୟା ଦୁକୁହାସୁରେୟାଃ ଟୁଣ୍ଡୁ ଆଉରି ହବାଅଃ ଜାକେଦ୍‌, ନେ ମାନ୍ଦିର୍‌ ଅଡ଼ାଃରେ ଆଡଃଜେତାଏ କାକ ବଲଦାଡ଼ିୟାନା ।

< ପ୍ରକାଶିତ 15 >