< ଫିଲିପ୍ପୀୟ 1 >

1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର;
ପାଉଲ୍ ବାରି ତିମତି କିସ୍‌ଟ ଜିସୁନେ ମ୍ୱାୟା ସେବାରେ ପିଲିପ୍‌ପିନ୍ନିଆ ଲେଃକ୍ନେ କିସ୍‌ଟ ଜିସୁନେ ପାଙ୍ଗ୍‌ଲେକ୍ନେ ସାପା ସାଦୁନେ ଡାଗ୍ରା ବାରି ପୁଜାରି ବାରି ସେବକ ଡାଗ୍ରା ଗୁଆର୍‌ଡିଂକେ ।
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ନେଁଇଂନେ ଆବା ଇସ୍‌ପର୍ ବାରି ମାପ୍ରୁ ଜିସୁ କିସ୍‌ଟନେ ବାନ୍ ଲିବିସ ବାରି ସାନ୍ତି ପେଇଂନେ ଆଡ଼ାତ୍ରା ଡିଙ୍ଗ୍‌ଲେ ।
3 ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ।
ନେଙ୍ଗ୍ ଆପେକେ ଉଡ଼ିତର୍‌ ମନେ ଣ୍ଡିଂଏ ଅଃତେନ୍‍ ତର୍ ନେଙ୍ଗ୍‌ନେ ଇସ୍‌ପର୍‌କେ ଦନ୍ୟବାଦ୍‌ ମ୍ୱିଏ ।
4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ
ଗୁଲୁଏ ତର୍‌ ପେଇଂନ୍‌ସା ପାର୍‌ତନା ଡିଙ୍ଗ୍‌ନେ ବେଲା ସାର୍‌ଦା ଡିଙ୍ଗ୍‌ଚେ ପାର୍‌ତନା ଡିଙ୍ଗ୍‌ପା ।
5 ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି
ଡାଗ୍ଲା ପେଇଂନେ ବିସ୍‌ବାସ୍‌ନେ ମୁଲ୍‌ଦିନ୍‌ ବାନ୍‌ ଏଃଜାକ ଆନେଙ୍ଗ୍‌କେ ପେ ବିସ୍‌ବାସ୍‌ ଡିଙ୍ଗ୍‌ଚେ ପାଙ୍ଗ୍‌ ପେଡିଙ୍ଗ୍‌କେ ।
6 କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ;
ଡାଗ୍ଲା ଜାଣ୍ଡେ ପେଇଂନେ ବିତ୍ରେ ନିମାଣ୍ତା କାମ୍ ମୁଲେବକେ ମେଁ କିସ୍‌ଟ ଜିସୁନେ ପାଙ୍ଗ୍‌ନେ ଦିନ୍‌ ଜାକ ଆତେନ୍‌ ମାନେଃଚେ ସମାନ୍ ଆଃଡିଙ୍ଗ୍ଏ ଆକେନ୍ ନେଙ୍ଗ୍ ସତ୍‌ବାବ୍‌ରେ ବିସ୍‌ବାସ୍‌ ଣ୍ତିଙ୍ଗ୍‌ଏ;
7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।
ପେଇଂ କାଲାଆଃ ନେଙ୍ଗ୍ ଡାଗ୍ରା ନେଙ୍ଗ୍‌ ମନ୍‌ନ୍ନିଆ ପେଲେକେ; ତେସା ପେଇଂନେ ବିସୟ୍‌ରେ ଦେକ୍ ରକମ୍‌ ବାବେନେ ନେଙ୍ଗ୍ ଡାଗ୍ରା ନିମାଣ୍ଡା । ନେଙ୍ଗ୍ ନିମାଣ୍ଡା ଲେଃନେ ବେଲା ବାରି ଏବେ ଏନ୍‌ ବନ୍ଦି ଅବସ୍ତାନ୍ନିଆ ନିମାଣ୍ତାସାମୁଆଁନେ ତିଆର୍‌ ଡିଂନେ ବାରି ରକ୍ୟା ନ୍‌ସା କାମ୍ ଡିଙ୍ଗ୍‌ନେସା ଇସ୍‌ପର୍ ଆନେଙ୍ଗ୍ ଆଣ୍ତିନେ ସୁଜଗ୍‌ ବିବକେ, ପେଇଂ ସାପାରେ ଆକ୍‌ଅରିଆ କୁଡ଼େଃପା ।
8 କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ।
ପେ ସାପାରେନେ ଆଡ଼ାତ୍ରା ନେଙ୍ଗ୍‌ନେ ଜାବର୍ ଆସାଇ ନିଜେ ଜିସୁ କିସ୍‌ଟନେ ବାନ୍ ନେଙ୍ଗ୍ ବାନ୍ଲେଃକେ ଡାଗ୍‌ଚେ ଉଡ଼ିବେଲା ନେଙ୍ଗ୍ ମ୍ବାସଙ୍ଗ୍‌ଏ ଏନ୍‌ ସତେଆ ସତ୍ । ଇସ୍‌ପର୍ ଏନ୍‌ ସାକି ଲେଃକେ ।
9 ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ,
ନେଙ୍ଗ୍ ପାର୍‌ତନା ଣ୍ତିଙ୍ଗ୍‌ଏ ଡିରକମ୍ ସତ୍‌ନେ ବୁଦି ବାରି ନ୍ୟାୟ୍ ବିଚାର୍ ଏତେ ପେଇଂନେ ଆଲାଦ୍ ଜାବର୍ ବାନ୍ ଜାବର୍‌ ମ୍ନାଏ
10 ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,
ବାରି ପେଇଂ ଡିରକମ୍ ମ୍ନା ବିସୟ୍ ସାପା ମନ୍‌ଡିଙ୍ଗ୍‌ ପେୟାଏ । ତେଲା ପେଇଂ କିସ୍‌ଟନେ ପାଙ୍ଗ୍‌ନେ ଦିନା ପବିତ୍ର ବାରି ନିନ୍ଦା ଣ୍ତୁ ପେଲେଃଏ
11 ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ।
ବାରି ଇସ୍‌ପର୍‌ନେ ଗଉରବ୍‌ ବାରି ପ୍ରସଂସା ନ୍‌ସା ପେଇଂନେ ପାରାନ୍ ଜିସୁ କିସ୍‌ଟ ତିଆର୍‌ ଡିଙ୍ଗ୍‍କ୍ନେ ସାପା ନିମାଣ୍ତା ଗୁନ୍‌ ଗ୍ୟାନ୍‌ ପେଡିଙ୍ଗ୍‌ଏ ।
12 ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;
ଅ ନେଙ୍ଗ୍‌ନେ ବୟାଁଇଂ ବାରି ତନାଇଂ ଆପେକେ ଆଃଅଁନେ ଚାଏଁଣ୍ତିଂକେ ଜେ ନେଙ୍ଗ୍ ଆଡ଼ାତ୍ରା ମେଁ ମେଃମେଃନେ ଗଟେଲେଃକେ ଆତେନ୍‌ ନିମାଣ୍ତାସାମୁଆଁନେ ଆମ୍ନା ନ୍‌ସା ଡିଙ୍ଗ୍‌ଲେକେ ।
13 ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା;
ଇଡ଼ିଙ୍ଗ୍ ଆକ୍‌ନେ ସାପା ପର୍‌ସାଦ୍‌ ଆଃମ୍ବ୍ରଣ୍ଡ୍ରେ ବାରି ବିନ୍ ସାପାରେ ମ୍ୟାଲେଃକେ ଜେ କିସ୍‌ଟନେ ସେବାରେ ଡିଙ୍ଗ୍‌ନେଲେଃଲା ନେଙ୍ଗ୍ ଏବେ ବନ୍ଦି ଡୁଆନ୍ନିଆ ନ୍‌ଲେଃକେ ।
14 ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି।
ମାତର୍‌‌ ନେଙ୍ଗ୍ ବନ୍ଦି ଡିଙ୍ଗ୍‍ଲେଲା ଗୁଲୁଏ ବୟାଁ ବାରି ତନାଇଂ ମାପ୍ରୁନେ ଆଡ଼ାତ୍ରା ଜାବର୍ ବିସ୍‌ବାସ୍‌ ତ୍ନାଲେଃକେ ବାରି ଏନ୍ ଇଡ଼ିଙ୍ଗ୍ ମାବ୍‌ଟକୁଟା ଇସ୍‌ପର୍‌ନେ ସାମୁଆଁ ବାସଙ୍ଗ୍‌ ଅଲେଙ୍ଗ୍ ନ୍‌ସା ମେଁଇଂନେ ସାଆସ୍ ମ୍ନା ଲେଃକେ ।
15 କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ତାହା କରୁଅଛନ୍ତି;
ଜାଣ୍ଡେ ଜାଣ୍ଡେ ଇଂସା ଆରି ରିଙ୍ଗ୍‌ଆଃ ନ୍‌ସା କିସ୍‌ଟକେ ପର୍‌ଚାର୍ ଡିଂଆର୍‌ଡିଂକେ ସତ୍ ମାତର୍ ଆରି ଜାଣ୍ଡେ ଜାଣ୍ଡେ ସତ୍‌ ବାବ୍‌ରେ ଆତେନ୍‌ ଡିଂଆର୍‌ଡିଂକେ ।
16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,
କ୍ମେଇଂ ଦେକ୍‌ରକମ୍‌ ଡିଙ୍ଗ୍‌ ନ୍‌ସା ଆଲାଦ୍ ଡିଂଆର୍‌ଡିଂକେ । ଡାଗ୍ଲା ମେଇଂ ମ୍ୟାଲେଃଆର୍କେ ଜେ ଇସ୍‌ପର୍ ଆନେଙ୍ଗ୍ ନିମାଣ୍ତାସାମୁଆଁ ରକ୍ୟା ଡିଙ୍ଗ୍ ନ୍‌ସା ଦାଇତ୍‌ ବିବକେ ।
17 କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି।
ବିନ୍‌ଣ୍ଡ୍ରେଇଂ ବିସ୍‌ବାସ୍‌ ବାବ୍‌ରେ କିସ୍‌ଟନେ ସାମୁଆଁ ମାବାସଙ୍ଗ୍‌ଚେ ନିଜର୍ ସୁକ୍‌ ସୁବିଦା ନ୍‌ସା ଆତେନ୍‌ ଡିଙ୍ଗ୍‌ଆର୍‌ଏ । ନେଙ୍ଗ୍ ବନ୍ଦି ଡୁଆନ୍ନିଆ ଲେଃନେବେଲା ନେଙ୍ଗ୍ ମନ୍‌ନ୍ନିଆ ଜାବର୍ କସ୍ଟ ବିନ୍‌ସା ମେଇଂ ଆତେନ୍‌ ଡିଙ୍ଗ୍‍ବଆର୍‌କେ ।
18 ସେଥିରେ ବା କଅଣ? କପଟ ଭାବରେ ହେଉ ବା ସତ୍ୟ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।
ଆତ୍‌ଅରିଆ ବାରି ମେଃମେଃନେ? କୁଟ୍ ବାବ୍‌ରେ ଡିଙ୍ଗ୍‌ଲେଃ ବାରି ଦରମ୍‌ ବାବ୍‌ରେ ଡିଙ୍ଗ୍‌ଲେଃ ଡିରକମ୍ ଡିଗ୍ କିସ୍‌ଟ ବାସଙ୍ଗ୍‌କେ ଏନ୍‌ବାନ୍‌ ନେଙ୍ଗ୍ ସାର୍ଦା ଡିଙ୍ଗ୍‌ଣ୍ତିଂକେ ଅଁ ସାର୍ଦା ଣ୍ତିଙ୍ଗ୍‌ଏ ।
19 କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ,
ଡାଗ୍ଲା ନେଙ୍ଗ୍ ମ୍ୟାନ୍ଲେଃକେ ପେଇଂନେ ପାର୍‌ତନା ବାରି ଜିସୁ କିସ୍‌ଟନେ ଆତ୍ମାନେ ସାଇଜ ବାନ୍ ନେଙ୍ଗ୍ ଉଦାର୍ ମ୍ୱାଏ ।
20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି।
ଏନ୍ ବିସୟ୍‌ରେ ନେଙ୍ଗ୍‌ନେ ମୁଇଂ ଆଃ ଆସା ବାରି ଆସା ଲେଃକେ ଜେ ନେଙ୍ଗ୍ ମେଃଡିଗ୍‌ ବିସୟ୍‌ରେ ଗିଆସ ନାଡିଙ୍ଗ୍‌ ଣ୍ତୁ ମାତର୍‌‌ କାଲାଆଃ ଡିରକମ୍ ଏବେ ଡିଙ୍ଗ୍ ଦେତ୍‌ରକମ୍ ଜାବର୍ ସାଆସ୍‌ରେ ପାରାନ୍‌ ଡିଙ୍ଗ୍‌ଲେ ଣ୍ତୁଲା ଗୁଏନେ ଡିଙ୍ଗ୍‌ଲେ କିସ୍‌ଟକେ ନେଙ୍ଗ୍‌ନେ ମନ୍‌ନ୍ନିଆ ଆଲାଦ୍‌ ଣ୍ତିଙ୍ଗ୍‌ଏ ।
21 କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ।
ଡାଗ୍ଲା ନେଙ୍ଗ୍ ଆଡ଼ାତ୍ରା ପାରାନ୍‌ ଆମ୍ୱ୍ରନେ କିସ୍‌ଟ ବାରି ଗୁଏଲା ବଲ୍‌ ଡିଙ୍ଗ୍‌ଏ ।
22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ।
ଡାଗ୍ଲା ଜଦି ବ୍ରୁଆଲେଃଚେ ନେଙ୍ଗ୍ ମାଲେ ଗ୍ୟାନ୍ ବାନେ କାମ୍ ଣ୍ତିଙ୍ଗ୍‌ଏ । ତେଲା ବ୍ରୁଆନେ ବାରି ଗୁଏନେ ଆଜାକେ ଇକ୍‌ଚା ଣ୍ତିଙ୍ଗ୍‌ଏ ଆତେନ୍‌ ନେଙ୍ଗ୍ ନ୍ନାମ୍ୟାକେ ଣ୍ତୁ ।
23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;
ନେଙ୍ଗ୍ ମ୍ୱାକ୍ଲିଗ୍‌ ବିସୟ୍ ଡୁଙ୍ଗ୍‌ୱେଚେ ମାଲେ ସମସ୍ୟା ଡିଙ୍ଗ୍‌ନ୍ଲେକେ; ନିଜର୍ ରେମୁଆଁ ବାନ୍ ଆନ୍ତାର୍ ବିଚେ କିସ୍‌ଟନେ ଏତେ ଲେଃନ୍‌ସା ନେଙ୍ଗ୍‌ନେ ଇକ୍‌ଚା । ଡାଗ୍ଲା ଆତେନ୍‌ ମାଲେ ସାପାଟୁ ମ୍ନାଃ ।
24 ମାତ୍ର ଶରୀରରେ ରହିବା ତୁମ୍ଭମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ।
ମାତର୍‌‌ ପେଇଂନେ ସା ନେଙ୍ଗ୍‌ନେ ବ୍ରୁଆଲେଃନେ ମାଲେ ଦର୍‌କାର୍ ।
25 ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି,
ନେଙ୍ଗ୍ ଏନ୍ ବିସୟ୍‌ରେ ସତ୍ ଏନ୍‌ସା ନେଙ୍ଗ୍ ମ୍ୟାନ୍ଲେଃକେ ନେଙ୍ଗ୍ ବ୍ରୁଆ ନ୍‌ଲେଃଏ । ପେଇଂନେ ବିସ୍‌ବାସ୍‌ରେ ଉର୍ନତି ବାରି ସାର୍ଦା ନ୍‌ସା ନେଙ୍ଗ୍ ପେ ସାପାରେନେ ଏତେ ନ୍ଲେଃଏ ।
26 ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋʼ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ।
ତେଲା ପେଇଂ ଜିବନ୍‌ରେ ଜିସୁ କିସ୍‌ଟନେ ଏତେ ମିସୁଃଲେଃଚେ ନେଙ୍ଗ୍ ନ୍‌ସା ଜାବର୍ ଗରବ୍‌ ବାବେ ପେୟାଏ ।
27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,
ନେଙ୍ଗ୍‌ନେ ମୁଇଂ ଆଃ ଇକ୍‌ଚା କିସ୍‌ଟନେ ନିମାଣ୍ତାସାମୁଆଁନେ ଇକ୍‌ଚା ଚାକର୍ ରକମ୍‌ ବେବ‍ଆର୍ ଡିଙ୍ଗ୍‌ପା ଡିରକମ୍ ନେଙ୍ଗ୍ ପାଙ୍ଗ୍‌ଚେ ଆପେକେ କେଲା ଣ୍ତୁଲା ମାପାଙ୍ଗ୍‌ଚେ ଡିଗ୍ ପେଇଂ ବିସୟ୍‌ରେ ଅଁଲା ମ୍ୟା ପେୟାଏ ଜେ ପେଇଂ ମୁଇଙ୍ଗ୍ ଆତ୍ମାନ୍ନିଆ ବୁଙ୍ଗ୍‌ନା ଲେଃଚେ ନିମାଣ୍ତାସାମୁଆଁନେ ବିସ୍‌ବାସ୍‌ ନ୍‌ସା ମୁଇଙ୍ଗ୍ ପାରାନ୍‌ରେ ମୁଇଙ୍ଗ୍ ସାଙ୍ଗେ ଜୁଦ୍‌ ଡିଙ୍ଗ୍‌ପେଡିଙ୍ଗ୍‌କେ
28 ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ବରଦତ୍ତ ଏକ ଲକ୍ଷଣ;
ସତ୍ରୁଇଂକେ ଆବ୍‌ଟଗେପା ସାଆସ୍‌ରେ ଡାଟ୍ ଲାଲାପା । ତେଲା ମେଇଂ ମ୍ୟା ଆର୍‌ଏ ଜେ ମେଁଇଂନେ ଆରେନେ ସତ୍‌ ବାରି ପେଇଂ ଜିତେ ପେୟାଏ ଡାଗ୍ଲା ଇସ୍‌ପର୍ ଆଃ ଆପେକେ ଜିତେ ବିଏ ।
29 କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;
ମାତର୍‌‌ କିସ୍‌ଟନେ ଡାଗ୍ରା ବିସ୍‌ବାସ୍‌ ଡିଙ୍ଗ୍‌ନେ ବାନ୍ ଣ୍ତୁ ମେଃନ୍‌ସା କସ୍ଟବାନେ ବାନ୍ ଆପେକେ କିସ୍‌ଟନେ ସେବା ଡିଙ୍ଗ୍‌ ନ୍‌ସା ସୁଜଗ୍‌ ବିବକେ ।
30 ଆଉ ମୋତେ ଯେପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ।
ବାରି ଆନେଙ୍ଗ୍ ଡିରକମ୍ ଜୁଦ୍‌ ଡିଙ୍ଗ୍‌ନେ କେପେଲେଃକେ ବାରି ଏବେ ଡିଂଣ୍ଡିଂକେ ଡାଗ୍‌ଚେ ଅଁପେଲେକେ ପେଇଂ ଦେତ୍‌ ରକମ୍‌ ଜୁଦ୍‌ ଡିଙ୍ଗ୍‌ପେଡିଙ୍ଗ୍‌କେ ।

< ଫିଲିପ୍ପୀୟ 1 >