< ଫିଲିପ୍ପୀୟ 3 >

1 ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକ-ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋʼ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ।
ଡାଃକ୍ନେ ଇଡ଼ିଙ୍ଗ୍‌ ଅ ବୟାଁ ବାରି ତନାଇଂ ମାପ୍ରୁନେ ଡାଗ୍ରା ସାର୍ଦା ଡିଙ୍ଗ୍‌ପା । ମୁଇଂ ରକମ୍‌ନେ ସାମୁଆଁ ପେଇଂ ଡାଗ୍ରା ପ୍ରେଗ୍‌ପ୍ରେଗ୍‌ ଗୁଆର୍‌ନେ ନେଙ୍ଗ୍ ଆଡ଼ାତ୍ରା କସ୍ଟ ଆଡିଙ୍ଗ୍ ଣ୍ତୁ ଡାଗ୍ଲା ପେଇଂନେ ରକ୍ୟା ନ୍‌ସା ଏନ୍‌ ସାଇଜ ଡିଙ୍ଗ୍‌ଏ ।
2 କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;
ଗୁସୁଃଇଂନେବାନ୍‌ ତରକ୍‌ ଲାଲାପା ଦଦ୍ୟା କାମ୍‌ ଡିଂଣ୍ଡ୍ରେନେବାନ୍‌ ତରକ୍‌ ଲାଲାପା ପବିତ୍ର ଡିଙ୍ଗ୍‌ଲେକ୍ନେ ରେମୁଆଁନେବାନ୍‌ ତରକ୍‌ ଲାଲାପା;
3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ।
ନେନେ ସତେଆ ପବିତ୍ର ଡିଙ୍ଗ୍‌ଲେଃକ୍ନେ ରେମୁଆଁ; ମେଇଂ ଣ୍ତୁ । ନେନେ ପବିତ୍ର ଆତ୍ମାନେ ସାଇଜରେ ଇସ୍‌ପର୍‌ନେ ଉପାସ୍ ନେଡିଙ୍ଗ୍‌ଏ । କିସ୍‌ଟ ଜିସୁନେ ଡାଗ୍ରା ଗରବ୍‌ ନେଡିଙ୍ଗ୍‌ଏ । ନେନେ ନିଜର୍ ନିତିନିୟମ୍‌ ଆଡ଼ାତ୍ରା ଆସା ନେଡିଗ୍‌ ଣ୍ତୁ ।
4 ମୁଁ ତ ବାହ୍ୟିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି; ଯଦି ଅନ୍ୟ କେହି ବାହ୍ୟିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ;
ଏଲେଡିଗ୍‌ ଆତାନ୍‌ ସାପା ଆଡ଼ାତ୍ରା ଆସା ବନେ ନେଙ୍ଗ୍‌ ଡାଗ୍ରା ଜାବର୍‌ ପାଡିଙ୍ଗ୍‌ । ଜଦି ଜାଣ୍ତେ ସଂସାର୍‌ନେ ନିତିନିୟମ୍‌ ଦର୍‌କାର୍‌ ଲେଃକ୍ନେ ଆଡ଼ାତ୍ରା ଦ୍ୟାନ୍‌ ବିଏ । ଦେତ୍‌ ରକମ୍‌ ଡିଙ୍ଗ୍‌ ନ୍‌ସା ନେଙ୍ଗ୍‌ନେ ଜାବର୍‌ କାରନ୍‌ ଲେଃକେ ।
5 ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ୍ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ,
ନେଙ୍ଗ୍‌ନେ ଜନମ୍ ଡିଙ୍ଗ୍‌ଚେ ମୁଇଂସାନ୍ତା ଦିନ୍ ଇଡ଼ିଙ୍ଗ୍ ନେଙ୍ଗ୍‌ନେ ପବିତ୍ର ଡିଙ୍ଗ୍‌ବଆର୍‌କେ । ନେଙ୍ଗ୍ ମୁଇଂଜା ଇସ୍ରାଏଲିୟ ରେମୁଆଁ । ବେଞ୍ଜାମିନନେ ବଁସ୍‌କୁଲ୍‌ । ଏବ୍ରୀ ବାସାଣ୍ଡ୍ରେ ଆବା ଇୟାଙ୍ଗ୍‌ନେ ବାନ୍ ଜନମ୍ ଡିଙ୍ଗ୍‌ବେଲା ନେଙ୍ଗ୍ ମୁଇଂଜା ଏବ୍ରୀ ବାସାଣ୍ଡ୍ରେ ରେମୁଆଁ । ନେଙ୍ଗ୍ ନ୍‌ସା ମସାନେ ନିଅମ୍ ଜାବର୍ ମ୍ନାଃ, ଆତେନ୍‌ କିକେନେବାନ୍‌ ନେଙ୍ଗ୍ ମୁଇଙ୍ଗ୍ ଫାରୁଶୀ ।
6 ଉଦ୍‌ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି।
ଜିଉଦି ଦର୍ମ ନ୍‌ସା ନେଙ୍ଗ୍‌ନେ ଅଃକେନ୍ ଜାବର୍ ଗରବ୍‌ ଲେଃକେ ଜେ ନେଙ୍ଗ୍ ମଣ୍ତଲିକେ କସ୍ଟ ବିଃଣ୍ତିଂକେ । ବିସ୍‌ବାସିଇଂକେ କସ୍ଟ ବିମ୍ୱଗେ । ନେଙ୍ଗ୍ ଡିରକମ୍ ବାବ୍‌ରେ ମସାନେ ନିଅମ୍ ପାଲେ ଣ୍ଡିଂକେ, ଜାଣ୍ଡେ ଡିଗ୍ ନେଙ୍ଗ୍ ଡାଗ୍ରା ମେଃଡିଗ୍ ଦସ୍ ବାଆଲେଃକେ ଣ୍ତୁ ।
7 କିନ୍ତୁ ଯାହାସବୁ ମୋʼ ପକ୍ଷରେ ଲାଭଜନକ ଥିଲା, ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି।
ମାତର୍‌‌ ଆଣ୍ଡିନେ ସାପା ବିସୟ୍ ଲାବ୍‌ ଡିଙ୍ଗ୍‌ଏ ଡାଗ୍‌ଚେ ମନେ ଡିଙ୍ଗ୍‌ମ୍ୱକେ ଆତାନ୍‌କେ ଏବେ କିସ୍‌ଟନେ ସା ନେଙ୍ଗ୍ ଦଦ୍ୟା ଡାଗ୍‌ଚେ ମନେ ଣ୍ତିଙ୍ଗ୍‌କେ ।
8 ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି, ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ,
ମାତର୍‌‌ ଅଃତେନ୍‍ ଣ୍ତୁ । ନେଙ୍ଗ୍‌ନେ ମାପ୍ରୁ ଜିସୁ କିସ୍‌ଟକେ ମ୍ୟାନେ ବାନ୍‌ ଆଡିନେ ଜାବର୍‌ ସୁନ୍ଦର୍‌ ତ୍ନାଡିଂକେ ଆତାନ୍‌ ବାଦୁଲ୍‌ରେ ବିନ୍‌ନେ ସାପା ବିସୟ୍‌କେ ନେଙ୍ଗ୍‌ ଏବେ ମ‍ଇଲା ଡାଗ୍‌ଚେ ବାବେଣ୍ତିଂ । ମେଇଂ ନ୍‌ସା ନେଙ୍ଗ୍‌ ସାପା କିଚି ଆନ୍ତାର୍‌ ବିଃମ୍ୱକେ । କ୍ରିସ୍ଟକେ ବାନ୍‌ସା,
9 ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ,
ବାରି ମେଁ ଏତେ ନିମାଣ୍ଡା ବାବ୍‌ରେ କୁଡ଼େଃ ନ୍‌ସା ବିନ୍ ସାପା ବିସୟ୍‌କେ କାଚ୍‌ରା ଡାଗ୍‌ଚେ ଏତେ ଡିଂକେ । ଆଣ୍ତି ଦରମ୍‌ ନିୟମ୍‌ ପାଲେନେ ବାନ୍‌ ଲାବ୍‌ ଡିଙ୍ଗ୍‌ ପାରେ ଦେତ୍‌ ରକମ୍‌ ମେଃଡିଗ୍‌ ନିଜର୍‌ନେ ଦରମ୍‌ ନେଙ୍ଗ୍‌ ଡାଗ୍ରା ଣ୍ତୁ । ଏବେ ମେଃନେ ଦରମ୍‌ ଲେଃକେ ଆତାନ୍‌ କିସ୍‌ଟନେ ଡାଗ୍ରା ବିସ୍‌ବାସ୍‌ ଡିଙ୍ଗ୍‌ଲା ମିଲେଏ; ଆତାନ୍‌ ଇସ୍‌ପର୍‌ନେ ବାନ୍‌ ପାଙ୍ଗ୍‌ଏ ବାରି ଆତାନ୍‌ ବିସ୍‌ବାସ୍‌ ଆଡ଼ାତ୍ରା ତିଆର୍‌ ଡିଙ୍ଗ୍‌ଲେକେ ।
10 ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ,
ଏବେ ନେଙ୍ଗ୍‌ନେ ମୁଇଂ ଆଃ ଇକ୍‌ଚା ନେଙ୍ଗ୍‌ ଡିରକମ୍‌ କ୍ରିସ୍ଟକେ ମ୍‌ମ୍ୟାଃଏ ବାରି ମେଁନେ ଗୁଏଚେ ତଃଡ଼ିଆକ୍ନେ ବପୁ ମନେ ଣ୍ତିଙ୍ଗ୍‌ଏ; ମେଁନେ କସ୍ଟ ବାନେ ସମାନ୍ କସ୍ଟ ମନେ ଡିଂଚେ ଗୁଏ କେଲା ଡିଗ୍‌ ମେଁ ସୁଗୁଆ ଣ୍ତିଙ୍ଗ୍‌ଏ
11 ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ।
ଦେକ୍‌ରକମ୍ ବାବ୍‌ରେ ନେଙ୍ଗ୍ ଗୁଏକ୍ନେଣ୍ଡ୍ରେ ବାନ୍ ବାର୍‌ମୁଇଂତର୍‌ ଜିବନ୍‌ ଣ୍ତିଂଏ, ଏନ୍‌ ଆସା ନେଙ୍ଗ୍‌ନେ ଲେଃକେ ।
12 ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି, ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି।
ନେଙ୍ଗ୍ ଡିଙ୍ଗ୍‌କ୍ନେ କାମ୍‌ ସମାନ୍ ଡିଙ୍ଗ୍‌ଲେକେ ଡାଗ୍‌ଚେ ବାସଙ୍ଗ୍‌ ନାଡିଙ୍ଗ୍‌କେ ଣ୍ତୁ । ପୁରୁସ୍‌କାର୍‌ ବାନ୍‌ସା ୱିର୍‌ ଣ୍ଡିଙ୍ଗ୍ । କିସ୍‌ଟ ଜିସୁନେ ବାନ୍‌ ପାଙ୍ଗ୍‌ନ୍ଲେଃଲା ନେଙ୍ଗ୍‌ ୱିର୍‌ ଣ୍ତିଙ୍ଗ୍‌କେ ।
13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,
ଅ ବୟାଁ ବାରି ତନାଇଂ ନେଙ୍ଗ୍‌ ଏ ଜାକ ଇକ୍‌ଚା ଜାଗାନ୍ନିଆ ୱେଚା ନାୟାକେ ଣ୍ତୁ । ମାତର୍‌‌ ମୁଇଙ୍ଗ୍ ସ୍ଲେନିଆ ନେଙ୍ଗ୍ ଦାନ୍ଦା ଡିଙ୍ଗ୍‌ନ୍ଲେକେ; ପ୍ଲାପାକା ଆଃତାର୍‌ଚେ ପାଙ୍ଗ୍‌କ୍ନେ ବିସୟ୍ ଇଂକେ ଆବଚେ ସାମ୍‌ନାନ୍ନିଆ ଲେଃକ୍ନେ ବିସୟ୍ ଇଂକେ ବାନ୍‌ସା ଜିବନ୍‌ ବିଃଚେ ଚେସ୍‌ଟା ଡିଂଣ୍ଡିଂକେ ।
14 ପଶ୍ଚାତ୍‍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି।
ନେଙ୍ଗ୍ ସାପାବେଲା ଇକ୍‌ଚା ଜାଗାନ୍ନିଆ ୱେଚାଚେ ପୁରୁସ୍‌କାର୍‌ ବାନ୍‌ସା ଚେସ୍‌ଟା ଣ୍ତିଙ୍ଗ୍‌ଏ । କିସ୍‌ଟ ଜିସୁନେ ଡାଗ୍ରା କିତଂ ଜିବନ୍‌ନେ ପୁରସ୍‌କାର୍ ବାନ୍‌ସା ପର୍‌ମେସର୍‌ ଆନେଙ୍ଗ୍ ୱାବକେ ।
15 ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ବର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ;
ନେଁଇଂନେ ବିତ୍ରେ ଜାଣ୍ଡେଇଂ ଆତ୍ମାନେ ବାବ୍‌ରେ ସମାନ୍ ମେଇଂ ଡିଗ୍ ଦେକ୍‌ରକମ୍ ବାବେନେ ଦର୍‌କାର୍ । ଜଦି ପେନେ ବିତ୍ରେ ବିନି ମନ୍‌ ବାବ୍‌ନା ଲେଃଏ ପର୍‌ମେସର୍‌ ଆପେକେ ସାପା ସାମୁଆଁ ଟିକ୍‌ ବାବ୍‌ରେ ଆମ୍ୟା ବିଏ ।
16 କେବଳ, ଆମ୍ଭେମାନେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ।
ଆତେନ୍‌ ମେଃଡିଙ୍ଗ୍‌ଲେଃ ଏଃଜାକ ନେ ଆଣ୍ଡିନେ ନିଅମ୍ ମାନେଚେ ପାଙ୍ଗ୍ ନେଡିଙ୍ଗ୍‌ ଆତେନ୍‌ ସୁଗୁଆ ଏବେ ସେନୁଗ୍‌ ୱେନେ ଦର୍‌କାର୍ ।
17 ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।
ଅ ବୟାଁ ବାରି ତନାଇଂ, ମୁଇଂ ଅରିଆ ଡିଙ୍ଗ୍‌ଚେ ନେଙ୍ଗ୍‌ନେ ପ୍ଲା ପାଙ୍ଗ୍‌ଲାପା । ନେ ନେବକ୍ନେ ଦରମ୍‌ ସୁଗୁଆ ଜାଣ୍ଡେଇଂ ବେବ‍ଆର୍ ଡିଙ୍ଗ୍‌ଆର୍‌ଡିଂକେ ଆମେଇଂକେ କେଲାପା ।
18 କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;
ଡାଗ୍ଲା ଦେକ୍‌ରକମ୍ ଗୁଲୁଏ ଲେଃଆର୍‌କେ ଜାଣ୍ତେଇଂନେ ବେବ‍ଆର୍ ବିସୟ୍‌ନ୍ନିଆ ନେଙ୍ଗ୍ ଆପେକେ ଉଡ଼ିତର୍‌ ବାସଙ୍ଗ୍‌ମ୍ୱକେ ବାରି ଏବେ ଡିଗ୍ ଅଃ ଅଃଚେ ବାସଙ୍ଗ୍‌ଣ୍ଡିଂ ମେଇଂ କିସ୍‌ଟନେ କ୍ରୁସନେ ସତ୍ରୁ;
19 ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।
ନରକ୍‌ନ୍ନିଆ ମେଁଇଂନେ ପାରାନ୍ ଡାନେ ୱେଡିଙ୍ଗ୍‌କେ, ଡାଗ୍ଲା ଗାଗ୍‌ଡ଼େନେ ଆସାଇ ମେଁଇଂନେ ଦେବ୍‌ତା । ଆଣ୍ଡିନେ ଗିଆସମାଲା ମେଇଂ ଆତେନ୍‌‌ସା ଗରବ୍‌ ଡିଙ୍ଗ୍‌ଆର୍‌ଏ; ମାତର୍‌ ଜାଗତିକ ବିସୟ୍ ଜିନିସ୍‌ ନ୍‌ସା ମେଇଂ ଚିନ୍ତା ଡିଙ୍ଗ୍‌ଆର୍‌ଏ ।
20 ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;
ଆତେନ୍‌ ମେଃଡିଙ୍ଗ୍‌ଲେଃ ନେ କିତଂଇନି ରାଜିନେ ରେମୁଆଁ । କିତଂବାନ୍‌ ନେନେ ଆମ୍ବ୍ରଣ୍ଡ୍ରେ ମାପ୍ରୁ ଜିସୁ କିସ୍‌ଟ ପାଙ୍ଗ୍‌ନେ ବେଲା ନେ ସାର୍ଦାରେ ଉର୍ ନେଲେକେ ।
21 ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ।
ଆଣ୍ଡିନେ ବପୁ ବାନ୍‌ ମେଁ ସାପା ବିସ‍ଏକେ ନିଜର୍ ନ୍‌ସା ଡାଆଁ ଆଃଡିଙ୍ଗ୍‌ ୟାଏ, ଆତେନ୍‌ ବପୁ ବେବ‍ଆର୍ ଡିଙ୍ଗ୍‌ଚେ ମେଁ ନେନେ ଅସକ୍‌ତିଆ ଗୁଏକ୍ନେ ଗାଗ୍‌ଡ଼େକେ ମେଁନେ ମଙ୍ଗଲ୍‌ମୟ ଗାଗ୍‌ଡ଼େ ରକମ୍‌ ଡିଙ୍ଗ୍‌ଏ ।

< ଫିଲିପ୍ପୀୟ 3 >