< ମାଥିଉ 8 >

1 ଯୀଶୁ ପାହାଡ ଉପରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ।
ଜିସୁ କଣ୍ଡା ଆଡ଼ାତ୍ରାବାନ୍ ଜାର୍‌ଚେ ପାଙ୍ଗ୍‌କ୍ନେ ଇଡ଼ିଙ୍ଗ୍ ଗୁଲୁଏ ରେମୁଆଁ ମେଁନେ ପ୍ଲା ଅଲେଙ୍ଗ୍ ୱେଆର୍‌କେ ।
2 ଆଉ ଦେଖ, ଜଣେ କୁଷ୍ଠରୋଗୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
ତେନ୍‌ ଇଡ଼ିଂ ମୁଇଂଜା କୁଷ୍ଟରଗି ମେଁନେ ଡାଗ୍ରା ପାଙ୍ଗ୍‌ଚେ ସାର୍ଲଚେ ବାସଙ୍ଗ୍‌କେ, “ମାପ୍ରୁ ନାଁ ଚାଏଁଲା ଆନେଙ୍ଗ୍ ନିମାଣ୍ଡା ନାରାଡିଙ୍ଗ୍‍ଏ ।”
3 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।” ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା।
ଜିସୁ ନ୍ତି ଚ୍ଲେଚେ ଆମେକେ ଲିଗ୍‌ଚେ ବାସଙ୍ଗ୍‌କେ “ନେଙ୍ଗ୍ ଚାଏଁଣ୍ତିଂକେ ନାଁ ନିମାଣ୍ଡା ଡିଙ୍ଗ୍‌ୱେଲା ।” ଆତ୍‌ବା ଆତେନ୍‌ ରେମୁଆଁ କୁଷ୍ଟରଗ୍‌ବାନ୍‌ ନିମାଣ୍ଡା ଡିଂକେ ।
4 ଆଉ ଯୀଶୁ ତାହାକୁ କହିଲେ, “ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ନିଜକୁ ଯାଜକଙ୍କୁ ଦେଖାଅ, ପୁଣି, ମୋଶା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ପାଖରେ ସାକ୍ଷ୍ୟ ଦେବା ପାଇଁ ଉତ୍ସର୍ଗ କର।”
ଜିସୁ ଆମେକେ ବାସଙ୍ଗ୍‌କେ, “ଦ୍ରିଗ୍ ମେଁ ଡାଗ୍ରା ନାଁ ଡିରକମ୍ ନିମାଣ୍ତା ନାଡିଙ୍ଗ୍‌କେ ଡାଗ୍‌ଚେ ନାଁ ଆଜା ଡିଗ୍ ଆବାସଙ୍ଗ୍‌ଗେ ନାମଃ; ଏବେ ୱେଲା ପୁଜାରି ଡାଗ୍ରା ୱେଚେ ନିଜେକେ ପରିକ୍ୟା ଆଡିଙ୍ଗ୍ ଡୁଂଡଲା ବାରି ନାଁ ନିମାଣ୍ତା ଡିଙ୍ଗ୍‍ନାଲେଃକେ ଡାଗ୍‌ଚେ ଆମେଇଂକେ ସାକି ବିଃ ଆତେନ୍‌ ସାପାରେକେ ଆମ୍ୟାନ୍‌ସା ମୋଶା ଆଃରେ ବକ୍ନେ ବେଦିନ୍ନିଆ ଦାନ୍ ବିଃ ।”
5 ଯୀଶୁ କଫର୍ନାହୂମ ନଗରରେ ପ୍ରବେଶ କରନ୍ତେ ଜଣେ ଶତ-ସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ,
ଜିସୁ କପୁର୍ନାହୁମ ଇନିନ୍ନିଆ ୱେଚାକ୍ନେ ଦାପ୍ରେ ମୁଇଙ୍ଗ୍ ମୁଇଂସ ସନ୍ୟ‍ଇଂନେ ନେତା ଆମେକେ ଅବାଚେ କୁସାମୁତି ଡିଙ୍ଗ୍‌ଚେ ବାସଙ୍ଗ୍‌କେ
6 ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି।
“ଅ ମାପ୍ରୁ ନେଙ୍ଗ୍‌ନେ ମୁଇଙ୍ଗ୍ ଚାକର୍‌ ପକ୍ଷାଘାତ ରଗ୍ ଆସାଚେ ଡୁଆ ଡୁଲେଗ୍‌ ଲେଃକେ । ମେଁ ପିଗ୍‌ ଆୟାକେ ଣ୍ତୁ ଜାବର୍ କଷ୍ଟ ବାଡିଙ୍ଗ୍‌କେ ।”
7 ସେ ତାହାକୁ କହିଲେ, “ମୁଁ ଯାଇ ତାହାକୁ ସୁସ୍ଥ କରିବି।”
ଜିସୁ ବାସଙ୍ଗ୍‌କେ “ନେଙ୍ଗ୍ ପାଙ୍ଗ୍‌ଚେ ଆମେକେ ନିମାଣ୍ତା ଣ୍ଡ୍ରାଡିଙ୍ଗ୍‌ଏ ।”
8 କିନ୍ତୁ ଶତ-ସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋʼ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
ସେନାପତି ବାସଙ୍ଗ୍‌କେ, “ଣ୍ତୁ ମାପ୍ରୁ, ନା ନେଙ୍ଗ୍ ଡୁଆ ନାପାଙ୍ଗ୍‌ଏ, ନେଙ୍ଗ୍ ଏନ୍‌ ଇକ୍‌ଚା ଣ୍ତୁ । ନାନେ ମାତର୍‌‌ ମେତ୍‌ମୁଆଃ ବାସଙ୍ଗ୍‌ବି, ନେଙ୍ଗ୍ ଚାକର୍‌ ନିମାଣ୍ତା ଡିଙ୍ଗ୍‌ୱେଏ ।
9 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ।
ନେଙ୍ଗ୍ ଆଡ଼ାତ୍ରା କାମ୍‌ ଡିଙ୍ଗ୍‌ଣ୍ଡ୍ରେନେ ଅଦିନ୍‍ରେ ନେଙ୍ଗ୍ କାମ୍ ଣ୍ତିଙ୍ଗ୍‌ଲା ଡିଗ୍‌ ନେଙ୍ଗ୍ ନ୍ତିନ୍ନିଆ ଗୁଲୁଏ ସୈନିକ୍‌ ଲେଃଆର୍‌କେ । ମେଁଇଂନେ ବିତ୍ରେ ମୁଇଂଜାକେ ଜଦି ନେଙ୍ଗ୍ ୱେଲା ଡାଗ୍‌ଚେ ବାସଙ୍ଗ୍‌ଲା ମେଁ ୱେଏ । ବିନ୍ ମୁଇଂଜାକେ ପାଙ୍ଗ୍‌ଲା ଡାଗ୍‌ଚେ ବାସଙ୍ଗ୍‌ଲା ମେଁ ପାଙ୍ଗ୍‌ଏ । ନେଙ୍ଗ୍‌ନେ ଚାକର୍‌କେ ଆକେନ୍ ଡିଙ୍ଗ୍ ଡାଗ୍‌ଚେ ବାସଙ୍ଗ୍‌କ୍ନେ ଦାପ୍ରେ ମେଁ ଆତେନ୍‌ ଡିଙ୍ଗ୍‌ଏ ।”
10 ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।
ଜିସୁ ଏନ୍‌ ଅଁଚେ ଇରିଆତୁଗ୍ ଡିଙ୍ଗ୍‍ୱେକେ ଆରି ମେଁନେ ପ୍ଲା ପାଙ୍ଗ୍‌ଡିଙ୍ଗ୍‌ଣ୍ଡ୍ରେକେ ବାସଙ୍ଗ୍‌କେ “ନେଙ୍ଗ୍ ସତ୍ ବାସଙ୍ଗ୍‌ଣ୍ଡିଂ ଇଶ୍ରାଏଲ୍‌ନେ ଆଣ୍ଡିନେ ରେମୁଆଁନ୍ନିଆ ଆକେନ୍‍ ରେମୁଆଁ ରକମ୍ ବିସ୍‌ବାସ୍ ନେଙ୍ଗ୍ ନାକେକେ ଣ୍ତୁ ।
11 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ,
ମନେ ବପା ପୁର୍ବ ଦେସ୍‌ବାନ୍ ଆରି ପଶ୍ଚିମ୍ ଦେସ୍‌ବାନ୍ ଗୁଲେରୁଆ ପାଙ୍ଗ୍‌ଚେ ଅବ୍ରାହାମ୍ ଇସାକ୍ ଆରି ଜାକୁବ୍‌ ଏତେ କିତଂ ରାଜିନ୍ନିଆ ବଜି ଚଙ୍ଗ୍‌ନ୍‌ସା କଆର୍‌ଏ ।
12 ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”
ଡାଗ୍ଲା ଜାଣ୍ଡେଇଂ ଏନ୍‌ ରାଜିନ୍ନିଆ ଲେଃନେ ଆମେଇଂକେ ବାଏରେ ତାଂକିଗ୍‌ନ୍ନିଆ ଜଗ୍‌ତ୍ଲିଗ୍ ବିଃଆର୍‌ଏ । ଆତ୍‌ଅରିଆ ମେଇଂ ଅଃଚେ ଗ୍ନି ଆଃଚାର୍ ଆଃଲିୟା କେଆର୍‌ଏ ।”
13 ଆଉ ଯୀଶୁ ଶତ-ସେନାପତିଙ୍କୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ସେହିକ୍ଷଣି ଦାସଟି ସୁସ୍ଥ ହେଲା।
ଜିସୁ ସେନାପତିକେ ବାସଙ୍ଗ୍‌କେ “ଡୁଆ ୱେଲା । ନାନେ ଆଣ୍ଡିନେ ବିସ୍‌ବାସ୍ ଡିଙ୍ଗ୍‌ନାଡିଙ୍ଗ୍‍ ଆତେନ୍‌‌ଆ ଗଟେଲେ ।” ସମାନ୍ ଆତେନ୍‌ ବେଲା ମୁଇଂସ ସନ୍ୟ‍ଇଂନେ ନେତାନେ ଚାକର୍‌ ନିମାଣ୍ତା ଡିଙ୍ଗ୍‌ୱେଗେ ।
14 ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;
ଜିସୁ ପିତର୍‌ନେ ଡୁଆ ୱେଚେ ମେଁନେ ଆତାଡ଼େକେ ସାଃବା ଆଃସାଚେ ସିଙ୍ଗ୍‌ଲାନ୍ନିଆ ଡୁଲେଗ୍‌ଲେଃକ୍ନେ କେକେ ।
15 ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ।
ଜିସୁ ମେଁନେ ନ୍ତି ଲିଗ୍‌କ୍ନେ ଦାପ୍ରେ ସାଃବା ଆନ୍ତାର୍‌ ୱେଗେ ଆରି ମେଁ ତଡ଼ିଆଚେ ଜିସୁନେ ସେବା ଡିଙ୍ଗ୍‌ନେ ମୁଲେକେ ।
16 ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ,
ଲମ୍‌ଡିଗ୍ ଡିଙ୍ଗ୍‌ଲା ରେମୁଆଁଇଂ ଗୁଲୁଏ ବୁତ୍‌ଆତ୍‌ମା ସାଲେଃକ୍ନେ ରେମୁଆଁଇଂକେ ଜିସୁ ଡାଗ୍ରା ଡୁଂପାଙ୍ଗ୍‌ଆର୍‌କେ । ମେତ୍‌ମୁଆଃ ମାତର୍‌‌ ସାମୁଆଁରେ ମେଁ ବୁତ୍‌ ଆତ୍‌ମାଇଂକେ ନୁଆଁ ବିକେ ଆରି ଆଃସି ଲେଃକ୍ନେ ରେମୁଆଁଇଂକେ ନିମାଣ୍ତା ଆଡିଙ୍ଗ୍‌କେ ।
17 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “‘ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ।’”
ଏନ୍‌ବାନ୍‌ ମେଁ ଯିଶାଇୟ ବାବବାଦି ବାସଙ୍ଗ୍‍ବକ୍ନେ ପୁରନ୍‍ ଡିଙ୍ଗ୍‌କେ । ଯିଶାଇୟ ବାସଙ୍ଗ୍‌ ବକେ “ମେଁ ନେନେ ଦୁକାସୁକା ସାପା ଡୁଙ୍ଗ୍‍ରାଙ୍ଗ୍‍ଡକେ ଆରି ଆନେକେ ରଗ୍‌ବାନ୍‌ ନିମାଣ୍ତା ଆଡିଙ୍ଗ୍‌କେ ।”
18 ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକୁ ଯିବା ପାଇଁ ଆଜ୍ଞା ଦେଲେ।
ମେଁନେ ପିତୁର୍ ପାକା ରେମୁଆଁ ରିସିଙ୍ଗ୍‍ନେ କେଚେ କେଣ୍ଡିଆ ଇନୁମେତା ୱେନେ ନ୍‍ସା ଜିସୁ ସିସ୍‍ଇଂକେ ବାସଙ୍ଗ୍‌କେ ।
19 ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
ମୁଇଂଜା ଦର୍ମ ଗୁରୁ ପାଙ୍ଗ୍‌ଚେ ଜିସୁକେ ବାସଙ୍ଗ୍‌କେ “ଗୁରୁ ନାଁ ଆଣ୍ଡିପାକା ନାୱେଏ ଆତ୍‌ଅରିଆ ୱେନ୍‌ସା ନେଙ୍ଗ୍ ତିଆର୍ ଡିଙ୍ଗ୍ ନ୍‌ଲେଃକେ ।”
20 ସେଥିରେ ଯୀଶୁ ତାହାକୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
ଜିସୁ ଆମେକେ ବାସଙ୍ଗ୍‌କେ, “ନାକାଇଂନେ ପ୍ଲଗ୍‌ ଲେଃକେ, କିତଂ ପ୍ଲିଗ୍‌ଇଂନେ ଉଂଚ୍ୟା ଲେଃକେ, ଡାଗ୍ଲା ପୁଣ୍ଡେନ୍‌ସା ରେମୁଆଁ ଉଙ୍ଗ୍‌ଡେନେ ବାଆଃ ବନେ ଟାନ୍ ଣ୍ଡୁ ।”
21 ପୁଣି, ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
ଜିସୁନେ ଆରି ମୁଇଙ୍ଗ୍ ସିସ୍ ବାସଙ୍ଗ୍‌କେ “ମାପ୍ରୁ ସେନୁଗ୍‌ ୱେଚେ ନେଙ୍ଗ୍ ଆବାକେ ଆତି ବିଃନ୍‌ସା ଆନେଙ୍ଗ୍ ଆଦେସ୍ ବିଃଲା ।”
22 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ।”
ଜିସୁ ଆମେକେ ବାସଙ୍ଗ୍‌କେ “ନେଙ୍ଗ୍ ପ୍ଲା ପାଙ୍ଗ୍‌ଲା ଗୁଏଃକ୍ନେ ରେମୁଆଁ ଗୁଏଃକ୍ନେ ରେମୁଆଁଇଂକେ ଆତି ବିଃଆର୍‌ଲେ ।”
23 ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ।
ମେଃସୁଆ ଜିସୁ ସିସ୍ଇଂ ଆଃତେ ତରାନ୍ନିଆ ୱେଡିଙ୍ଗେ ।
24 ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ।
ଉଲୁସ୍‌ତେ କେଣ୍ଡିଆନ୍ନିଆ ମୁଇଙ୍ଗ୍ ମ୍ନାନେ ଲଉଡ଼ି ତଡ଼୍ୟାକେ ବାରି ଡଙ୍ଗାଲେଃ ଣ୍ତିଆନ୍ନିଆ ଲଗ୍‌ଡିଆ ରକମ୍ ଡିଙ୍ଗ୍‌କେ । ଡାଗ୍ଲା ଆତେନ୍‌ ବେଲା ଜିସୁ ଡୁଲେଗ୍ ଲେଃଗେ ।
25 ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ।
ସିସ୍‌ଇଂ ଜିସୁକେ ଆତଡ଼୍ୟାଚେ ବାସଙ୍ଗ୍‌କେ “ମାପ୍ରୁ ଆନେକେ ରକ୍ୟା ଡିଙ୍ଗ୍ । ଣ୍ତୁଲା ନେ ଲଗ୍‌ଡ୍ୟା ନେଗୁଏଃଏ ।”
26 ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା।
ଜିସୁ ଉତର୍ ବିକେ, “ମେଃନ୍‌ସା ଅଃକେନ୍ ବୁଟ ଇରିଆଃ ଡିଙ୍ଗ୍ ପେଡିଙ୍ଗ୍‌କେ? ପେନେ ବିସ୍‌ବାସ୍ ମେଃନେ ଅଃକେନ୍‍ ଇକୁଡ଼ା?” ଏନ୍‌ ଇଡ଼ିଙ୍ଗ୍ ମେଁ ତଡ଼୍ୟାଚେ ୱେଡ଼ିଆ ଆରି ଲଉଡ଼ିକେ ଦାକା ବିକେ । ଦାପେ ଦାପେ ଚିମ୍‌ଚିମ୍‌ରା ଡିଙ୍ଗ୍ ୱେକେ ।
27 ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି।
ଆକ୍‌ବାନ୍ ସାପାରେ ଇରିଆତୁଗ୍ ଡିଙ୍ଗ୍‌ୱେଆର୍ଗେ । ମେଇଂ ନିଜେ ନିଜେ ବାଲିର୍‌ବାତା ଡିଙ୍ଗ୍‌ଆର୍କେ “କ୍ମେ ଡିରକମ୍ ରେମୁଆଁ? ୱେଡ଼ିଆ ଆରି ଲଉଡ଼ି ଡିଗ୍ ମେଁନେ ସାମୁଆଁ ମାନେଆର୍‌କେ ।”
28 ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁ ନ ଥିଲେ।
ଜିସୁ କେଣ୍ତିଆ ଆଡ଼ା ପାକାପାକି ଗାଦରୀୟ ଏରିଆ ୱେଚାକ୍ନେ ଦାପ୍ରେ ମ୍ବାୟା ବୁତ୍‌ ସାଲେଃକ୍ନେ ରେମୁଆଁ ରାଚ୍ୟାବାନ୍‌ ତାର୍‌ଚେ ଜିସୁକେ ଅବାଆର୍‌କେ । ମେଇଂ ଦେକ୍ ରକମ୍ ବୟଙ୍କାର୍ ଲେଃଆର୍‌ଗେ ଜେ ଆତେନ୍‌ ଗାଲି ବିଚେ ଜାଣ୍ଡେ ଡିଗ୍ ୱେ ୱିଗ୍‌ଡିଙ୍ଗ୍ ଆୟା ଆର୍‌ଗେ ଣ୍ତୁ ।
29 ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କଅଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ?
ମେଇଂ ଜିସୁକେ କେକ୍ନେ ଦାପ୍ରେ କିରଚେ ବାସଙ୍ଗ୍‌ଆର୍‌କେ “ଏ ଇସ୍‌ପର୍ ଉଙ୍ଗ୍‌ଡେ! ନେଂବାନ୍ ନାନେ ମେଃନେ ଚାଏଁନାଡିଙ୍ଗ୍‌କେ? ନେନେ ବେଲା ଙ୍କାରେ ଡିଙ୍ଗ୍‌ଲା ଆନେକେ ମେଃନେ ଡଣ୍ଡ୍ ବିଃନେ ପାଙ୍ଗ୍‌ନାଲେଃକେ?”
30 ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା।
ଆରି ଆତ୍‌ବାନ୍ ଉଡ଼ି ସ୍ଲ ଡାଗ୍ରା ମାନ୍ଦା ଗୁବୁଗ୍ ଚଙ୍ଗ୍ ଆଡିଙ୍ଗ୍‌ଆର୍‌କେ ।
31 ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ।
ଆତେନ୍‌ ରେମୁଆଁଇଂନେ ବିତ୍ରେ ଲେଃକ୍ନେ ଗଲିଆଇଂ ଜିସୁକେ କୁସାମୁତି ଡିଙ୍ଗ୍‌ଚେ ବାସଙ୍ଗ୍‌ଆର୍‌କେ “ଆନେକେ ଜଦି ନୁଆଁ ବିନ୍‌ସା ଚାଏଁନାଡିଙ୍ଗ୍‌ ଆତେନ୍‌ ଗୁବୁଗ୍ ମାନ୍ଦା ବିତ୍ରେ ଆନେକେ ବେବିଲା ।”
32 ଯୀଶୁ ସେମାନଙ୍କୁ କହିଲେ, “ଯାଅ।” ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ଘୁଷୁରିପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ।
ଜିସୁ ବାସଙ୍ଗ୍‌କେ, “ୱେଲାପା ।” ଗଲିଆଇଂ ଦାପେ ଦାପେ ରେମୁଆଁକେ ଆନ୍ତାର୍ ବିଚେ ଗୁବୁଗ୍‌ ମାନ୍ଦା ବିତ୍ରେ ଗାଆର୍‌କେ । ଗୁବୁଗ୍ ମାନ୍ଦା ୱିର୍ ଡୁଂୱେଚେ କଣ୍ଡା ଆଡ଼ାତ୍ରା ବାନ୍ ବୁନ୍ଦେ ରେଃସଚେ କେଣ୍ଡିଆନ୍ନିଆ ଲଡ଼େଚେ ଗୁଏଆର୍‌କେ ।
33 ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ।
ଗୁବୁଗ୍ ତୁର୍‌ତ୍ୟାରେଇଂ ଡାଗ୍ରାନେ ଇନିନ୍ନିଆ ୱିର୍ ଡୁଂୱେଚେ ଗଲିଆ ସାଲେଃକ୍ନେ ରେମୁଆଁ ଆଡ଼ାତ୍ରା ମେଃନେ ଗଟେଲେଃଗେ ଆରି ବିନ୍‌ବିନ୍ ସାପା ସାମୁଆଁ ଆତ୍‌ଅରିଆ ବାସଙ୍ଗ୍‌ ଅଲେଙ୍ଗ୍ ଆର୍‌କେ ।
34 ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ।
ତେସା ଆତେନ୍‌ ଇନିନେ ସାପାରେ ଜିସୁକେ କୁଡ଼େଃ ନ୍‌ସା ତାର୍‌ଆର୍କେ ବାରି ଆମେକେ ଅବାଚେ ଆତେନ୍‌ ଏରିଆ ଆନ୍ତାର୍ ୱିଗ୍‌ନ୍‌ସା ଜିସୁକେ ଗୁଆରି ଡିଙ୍ଗ୍‌ଆର୍କେ ।

< ମାଥିଉ 8 >