< ମାଥିଉ 1 >
1 ଅବ୍ରହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ।
୧ନେଆଁଁ ହବାଅଃତାନା ୟୀଶୁ ଖ୍ରୀଷ୍ଟ୍ଆଃ ପୁର୍ଖା ଆପୁକଆଃ ନୁତୁମ୍କ ଅଲାକାନ୍ ପୁଥି, ୟୀଶୁ ଖ୍ରୀଷ୍ଟ୍, ଦାଉଦ୍ଆଃ କିଲିରେନ୍ ଆଡଃ ଦାଉଦ୍, ଆବ୍ରାହାମ୍ଆଃ କିଲିରେନ୍ ତାଇକେନାଏ ।
2 ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,
୨ଆବ୍ରାହାମ୍ଆଃ ହନ୍ ଇସାକ୍, ଇସାକ୍ଆଃ ହନ୍ ଯାକୁବ୍, ଯାକୁବ୍ଆଃ ହନ୍ ଯିହୁଦା ଆଡଃ ଆୟାଃ ହାଗାକ ତାଇକେନା,
3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,
୩ଯିହୁଦାରାଃ ହନ୍ ପେରସ୍ ଆଡଃ ସେରହ, ଇନ୍କିନାଃ ଏଙ୍ଗାତେ ତାମର୍ ତାଇକେନାଏ, ପେରସ୍ରାଃ ହନ୍ ହେସ୍ରୋନ୍, ହେସ୍ରୋନ୍ରାଃ ହନ୍ ଅରାମ୍,
4 ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,
୪ଅରାମ୍ରାଃ ହନ୍ ଅମ୍ମୀନାଦବ୍, ଅମ୍ମୀନାଦବ୍ରାଃ ହନ୍ ନହଶୋନ୍, ନହଶୋନ୍ରାଃ ହନ୍ ସାଲ୍ମନ୍,
5 ସଲମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ,
୫ସାଲ୍ମନ୍ରାଃ ହନ୍ ବୋୟାଜ୍, ବୋୟାଜ୍ରାଃ ଏଙ୍ଗାତେୟାଃ ନୁତୁମ୍ ରାହାବ୍, ବୋୟାଜ୍ରାଃ ହନ୍ ଓବେଦ୍, ଓବେଦ୍ରାଃ ଏଙ୍ଗାତେ ରୁତ୍, ଓବେଦ୍ରାଃ ହନ୍ ଯିଶି,
6 ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ,
୬ଯିଶିରାଃ ହନ୍ ରାଜା ଦାଉଦ୍, ରାଜା ଦାଉଦାଃ ହନ୍ ସୁଲିମାନ୍, ସୁଲିମାନ୍ରାଃ ଏଙ୍ଗାତେ ସିଦାହେତେ ଉରିୟରାଃ କୁଡ଼ି ତାଇନ୍କେନା,
7 ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,
୭ସୁଲିମାନ୍ରାଃ ହନ୍ ରିହବିୟାମ୍, ରିହବିୟାମ୍ରାଃ ହନ୍ ଅବିୟ, ଅବିୟରାଃ ହନ୍ ଆସା,
8 ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ,
୮ଆସାରାଃ ହନ୍ ଯିହୋଶାଫତ୍, ଯିହୋଶାଫତ୍ରାଃ ହନ୍ ଯୋରାମ୍, ଯୋରାମ୍ରାଃ ହନ୍ ଉଜ୍ଜିୟ,
9 ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସ୍ଙ୍କୁ ଜନ୍ମ ଦେଲେ, ଆହସ୍ ହିଜକୀୟଙ୍କୁ ଜନ୍ମ ଦେଲେ,
୯ଉଜ୍ଜିୟରାଃ ହନ୍ ଯୋଥାମ୍, ଯୋଥାମ୍ରାଃ ହନ୍ ଆହାସ୍, ଆହାସ୍ରାଃ ହନ୍ ହିଜକିୟ,
10 ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ,
୧୦ହିଜକିୟରାଃ ହନ୍ ମନଶି, ମନଶିରାଃ ହନ୍ ଆମୋନ୍, ଆମୋନ୍ରାଃ ହନ୍ ଯୋଶିୟ,
11 ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଯିକନୀୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ।
୧୧ଯୋଶିୟରାଃ ହନ୍ ଯିକନିୟ ଆଡଃ ଆୟାଃ ହାଗାକ ତାଇକେନା, ନେଆଁଁ ଇସ୍ରାଏଲ୍ ହଡ଼କକେ କିରିଙ୍ଗ୍ ଦାସିକେଦ୍ତେ ବାବିଲୋନ୍ତେ ଇଦିକୁତାଇକେନ୍ ଦିପିଲିରାଃ କାଜିତାନାଃ ।
12 ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ,
୧୨ବାବିଲୋନ୍ତେ ତଲ୍ଇଦି ତାୟମ୍ତେ ଯିକନିୟ ଶଲ୍ଟିୟେଲ୍କେ ଜାନାମ୍କିୟା, ଶଲ୍ଟିୟେଲ୍ରାଃ ହନ୍ ଜିରୁବାବେଲ୍,
13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ,
୧୩ଜିରୁବାବେଲ୍ରାଃ ହନ୍ ଅବିହୁଦ୍, ଅବିହୁଦ୍ରାଃ ହନ୍ ଏଲିୟାକିମ୍, ଏଲିୟାକିମ୍ରାଃ ହନ୍ ଆଜୋର୍,
14 ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ,
୧୪ଆଜୋର୍ରାଃ ହନ୍ ସାଦୋକ୍, ସାଦୋକ୍ରାଃ ହନ୍ ଆଖିମ୍, ଆଖିମ୍ରାଃ ହନ୍ ଏଲିହୁଦ୍,
15 ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ,
୧୫ଏଲିହୁଦ୍ରାଃ ହନ୍ ଏଲିୟାଜାର୍, ଏଲିୟାଜାର୍ରାଃ ହନ୍ ମାତ୍ତାନ୍, ମାତ୍ତାନ୍ରାଃ ହନ୍ ଯାକୁବ୍,
16 ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରୀୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରୀୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ।
୧୬ଯାକୁବ୍ରାଃ ହନ୍ ଯୋଷେଫ୍, ଇନିଃ ମାରିୟାମ୍ରାଃ କଡ଼ାତେ ତାଇକେନା, ଏନ୍ ମାରିୟାମ୍ ୟୀଶୁକେ ଜାନାମ୍କିୟା, ଇନିଃକେ ମାସି ମେନ୍ତେ କାଜିୟାଃକ ।
17 ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।
୧୭ନେ ଲେକାତେ ଆବ୍ରାହାମ୍ଏତେ ଦାଉଦ୍ ଜାକେଦ୍ ଗେଲ୍ଉପୁନ୍ ପିଢ଼ି, ଆଡଃ ଦାଉଦ୍ଏତେ ବାବିଲୋନ୍ତେ ତଲ୍ଇଦିକାଦ୍କ ଜାକେଦ୍ ଗେଲ୍ଉପୁନ୍ ପିଢ଼ି, ଆଡଃ ବାବିଲୋନ୍ତେ ଇଦିକାଦ୍କ ଦିପିଲିଏତେ ମାସି ଜାକେଦ୍ ଗେଲ୍ଉପୁନ୍ ପିଢ଼ିକ ତାଇକେନା ।
18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।
୧୮ୟୀଶୁ ଖ୍ରୀଷ୍ଟ୍ ନେ ଲେକାଏ ଜାନାମ୍ଲେନା । ଇନିୟାଃ ଏଙ୍ଗାତେ ମାରିୟାମ୍କେ ଯୋଷେଫ୍ ନାଙ୍ଗ୍ ଆସିଆକାନ୍ ତାଇକେନା । ମେନ୍ଦ ଇନିଃଲଃ ଆଣ୍ଦିୟାନ୍ ସିଦାରେ ଇନିଃ ପାବିତାର୍ ଆତ୍ମାତେ ଆବ୍ରାଅୟାନା ଆଡଃ ହାମ୍ବାଲ୍ରୋୱା କାନାଏ ମେନ୍ତେ ଆଟ୍କାର୍ୟାନା ।
19 ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ।
୧୯ଇନିୟାଃ କଡ଼ା ଯୋଷେଫ୍ ମିଆଁଦ୍ ଧାର୍ମାନ୍ ହଡ଼ ତାଇକେନାଏ, ଏନାତେ ମାରିୟାମ୍ ବାଦ୍ନାମଃକାଏ ମେନ୍ତେ ଇନିଃ କାଏ ସାନାଙ୍ଗ୍କେଦା, ଏନାମେନ୍ତେ ଇନିଃକେ କା ଆଣ୍ଦିୟଃ ନାଙ୍ଗ୍ ଉଡ଼ୁଃକେଦାଏ ।
20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରୀୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି।
୨୦ମେନ୍ଦ ଇନିଃ ନେଆଁଁ ଉଡ଼ୁଃତାନ୍ ତାଇକେନ୍ରେ ପ୍ରାଭୁଆଃ ମିଆଁଦ୍ ଦୁଁତ୍ କୁମୁରେ ଉଦୁବେନ୍ୟାନା ଆଡଃ କାଜିକିୟାଏ, “ହେ ଦାଉଦ୍ଆଃ ହନ୍ ଯୋଷେଫ୍, ଆମାଃ କୁଡ଼ି ଲେକା ମାରିୟାମ୍କେ ଅଡ଼ାଃତେ ଇଦିନାଙ୍ଗ୍ ଆଲମ୍ ବରଏୟା, ଚିୟାଃଚି ଇନିୟାଃ ହାମ୍ବାଲ୍ରୋୱା ପାବିତାର୍ ଆତ୍ମାତେ ହବାକାନା ।
21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”
୨୧ଇନିଃ ମିଆଁଦ୍ କଡ଼ାହନ୍ ଜାନାମିଁୟାଏ, ଆଡଃ ଆମ୍ ଇନିଃକେ ୟୀଶୁ ମେନ୍ତେମ୍ ନୁତୁମିଁୟା, ଚିୟାଃଚି ଇନିଃଦ ଆୟାଃ ହଡ଼କକେ ଆକଆଃ ପାପ୍ହେତେ ବାଞ୍ଚାଅକଆ ।”
22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା,
୨୨ନାବୀକଆଃ ହରାତେ ପ୍ରାଭୁ କାଜିକାଦ୍ ନେ କାଜି ପୁରାଅଃ ନାଗେନ୍ତେ ନେ ସବେନାଃ ହବାକାନା,
23 “ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ,” ଏହି ନାମର ଅର୍ଥ “ଆମ୍ଭମାନଙ୍କ ସହିତ ଈଶ୍ବର।”
୨୩“ମିଆଁଦ୍ ଡିଣ୍ଡାକୁଡ଼ି ହାମ୍ବାଲ୍ରୋୱା ହବାଅଃଆଏ ଆଡଃ କଡ଼ାହନ୍ ଜାନାମିଁୟାଏ, ଆଡଃ ହଡ଼କ ଇନିଃକେ ଇମ୍ମାନୁୟେଲ୍” ମେନ୍ତେକ ନୁତୁମିଁୟା, ଏନାରେୟାଃ ମୁଣ୍ଡିଦ, “ପାର୍ମେଶ୍ୱାର୍ ଆବୁଲଃରିୟା ।”
24 ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ;
୨୪ଏନ୍ତେ ଯୋଷେଫ୍ ଦୁଡ଼ୁମ୍ଏତେ ବିରିଦ୍କେଦ୍ତେ, ପ୍ରାଭୁଆଃ ଦୁଁତ୍ ଆଚୁକାଇ ଲେକା ଆୟାଃ କୁଡ଼ି ମାରିୟାମ୍କେ ଅଡ଼ାଃତେ ଇଦିକିୟା ।
25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।
୨୫ମେନ୍ଦ ଇନିଃ ମୁତ୍କୁଲ୍ କଡ଼ାହନ୍ ଆଉରି ଜାନାମିଁ ଜାକେଦ୍ ଯୋଷେଫ୍ ଇନିଃକେ କାଏ ଜୁଟିଦ୍କିୟା । ଆଡଃ ଯୋଷେଫ୍ ଏନ୍ ହନ୍କେ ୟୀଶୁ ମେନ୍ତେ ନୁତୁମ୍କିଆ ।