< ଲୂକ 9 >

1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।
ଜିସୁ ଗମ୍ବାର୍ କ୍ଲିଗ୍‍ ରେମୁଆଁଇଂ ୱାଚେ ମୁଇଂନ୍ନିଆ ଆଡିଙ୍ଗ୍‌ଚେ ଆମେଇଂକେ ସାପାରେକେ ଗଲିଆ ଆଃଆନ୍ତାର୍ ଆରି ବେମାର୍‍ ନିମାଣ୍ଡା ଆଡିଙ୍ଗ୍ ନ୍‌ସା ବପୁ ଆରି ଅଦିକାର୍ ବିକେ ।
2 ଆଉ ସେ ସେମାନଙ୍କୁ ଈଶ୍ବରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ।
ଆରି ମେଁ ଗମ୍ବାର୍‌କ୍ଲିଗ୍ ସିସ୍‌ଇଂକେ ଇସ୍‌ପର୍‌ନେ ରାଜିନ୍ନିଆ ବାସଙ୍ଗ୍‍ ନ୍‍ସା ବାରି ରଗି ରେମୁଆଁକେ ନିମାଣ୍ଡା ଆଡିଙ୍ଗ୍ ନ୍‌ସା ବେକେ ।
3 ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।
ଆରି ଆମେଇଂକେ ବାସଙ୍ଗ୍‌କେ “ପେ ସାପାରେ ୱେନେବେଲା ଟେଙ୍ଗ୍ ଲେଃ ମୁନା ସକା ଲେଃ ରୁଟି ଲେଃ ଡାବୁ ମେଁନେ ଡିଗ୍ ଡୁଙ୍ଗ୍‍ଆୱେଗ୍‌ପା । ଣ୍ଡୁଲା ମ୍ବାକ୍ଲିଗ୍ ସକା ଡୁଙ୍ଗ୍‍ ଆୱେଗେପା ।
4 ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ।
ଆରି ପେ ମୁଃଡ଼ିନେ ଡୁଆନ୍ନିଆ ପେଗାଏ, ଆତେନ୍‌ ଟାନ୍‌ବାନ୍ ମାତାର୍‌ନେ ଜାକ ଆତେନ୍‌ ଡୁଆ ଲାଲାପା ।
5 ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ।”
ଆରି ଉଡ଼ି ରେମୁଆଁ ଆପେକେ ଆସାର୍ଲ ଆର୍‌ଏ ଆତେନ୍‌ ଇନି ତାର୍‍ନେ ବେଲା ମେଁଇଂନେ ବିରଦ୍‌ରେ ସାକି ବିଃନ୍‍ସା ପେନେ ଞ୍ଚନେ ଦୁଲି ତାଣ୍ଡିଃ ବିଃପା ।
6 ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ।
ଆତ୍‍ ଅରିଆ ପ୍ରେରିତ୍‌ଇଂ ୱେଆର୍‌ଗେ ଆରି ପବିତ୍ରନେ ନିମାଣ୍ଡା ସାମୁଆଁ ଆ‍ଅଁ ଆର୍‌କେ ଆରି ନିମାଣ୍ଡା ଆଡିଙ୍ଗ୍ ଆଡିଙ୍ଗ୍ ସାପା ଇନିନେ ରେମୁଆଁଇଂକେ ବାସଙ୍ଗ୍‌ ଅଲେଙ୍ଗ୍‌କେ ।
7 ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ;
ଆକ୍ ଅରିଆ ସାମନ୍ତ ଇଃସାଙ୍ଗ୍‌ ହେରୋଦ ଆକେନ୍ ସାପା ଗଟେକ୍ନେ ସାମୁଆଁ ୱେଚେ ଜାବର୍ ଏତେଚେ ଲେଃଗେ ଡାଗ୍ଲା ଡୁବନ୍ ବିଣ୍ଡ୍ରେ ଜହନ୍ ମେଁ ଗୁଏଃଚେ ଆରି ମୁଇଂତର୍ ଜିବନ୍ ଣ୍ଡିଙ୍ଗ୍ ଲେଃକେ ଡାଗ୍‌ଚେ ଉଃଡ଼ିରୁଆ ବାସଙ୍ଗ୍‌ଡିଂଆର୍‌କେ ।
8 ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ।
ଆରି ଜାଣ୍ଡେ ଜାଣ୍ଡେ ଏଲୀୟ ଦର୍ସନ୍ ବିଃଡିଂକେ ଡାଗ୍‌ଚେ ବାସଂଡିଙ୍ଗେ ଆରି ଉଡ଼ିକ୍ଲିଗ୍ ଅସେନେ ବାବବାଦିଇଂ ବାନ୍ ମୁଇଜା ଗୁଏଚେ ଜିବନ୍ ଡିଙ୍ଗ୍‌ଲେ ଡାଗ୍‌ଚେ ବାସଂଡିଙ୍ଗେ ।
9 କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ।
ହେରୋଦ ବାବେକେ ନେଙ୍ଗ୍ ଜହନ୍‌ନେ ବାଆଃ ଆଃଗୁଆତଗ୍‌ ମ୍ୱକେ ମାତର୍‌ ଏନ୍‌ ରେମୁଆଁ ଜାଣ୍ଡେ ଜାନେ ସାମୁଆଁରେ ନେଙ୍ଗ୍ ଆକେନ୍ ସାପା ଅଁ ନ୍ଲେକେ?” ତେସା ମେଁ ଜିସୁକେ କେନ୍‍ସା ଚେସ୍‌ଟା ଡିଙ୍ଗ୍‌କେ ।
10 ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍‌ସାଇଦା ନାମକ ନଗରକୁ ଚାଲିଗଲେ।
ଇଡ଼ିଙ୍ଗ୍ ପ୍ରେରିତ୍‌ଇଂ ଆଣ୍ଡେଚେ ମେଃନେ ମେଃନେ ଡିଂବଆର୍‌ଗେ ଆତେନ୍‌ ସାପା ଜିସୁନେ ଡାଗ୍ରା ବାସଙ୍ଗ୍‌ ବିଃକେ । ଆରି ଜିସୁ ପ୍ରେରିତ୍‌ଇଂ ଏତେ ୱେଚେ ବିନେ ଡିଙ୍ଗ୍‌ଚେ ବେଥ୍‍ସାଇଦା ମ୍ନିକ୍ନେ ଇନି ୱେଗେ ।
11 କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
ମାତର୍‌ ରେମୁଆଁ ଆତେନ୍‌ ଅଁଚେ ମେଁନେ ଡାଗ୍ରା ୱେକେ ଆରି ମେଁ ଆମେଇଂକେ ସାଃଆର୍‌କେ ଆରି ଇସ୍‌ପର୍‌ନେ ରାଇଜ୍ ସାମୁଆଁ ବାସଙ୍ଗ୍‌କେ, “ଆରି ଜାଣ୍ଡେ ନିମାଣ୍ଡା ଡିଙ୍ଗ୍‌ନେ ଲେଃକେ ଆମେଇଂକେ ନିମାଣ୍ଡା ଆଃଡିଙ୍ଗ୍ ।”
12 ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
ଆକ୍ ଅରିଆ ଲମ୍‍ଡିଗ୍‍ ଡିଙ୍ଗ୍‌ନେ ମୁଲେକେ ଆତ୍‍ ଅରିଆ ଗମ୍ବାର୍ ସିସ୍ଇଂ ଜିସୁ ଡାଗ୍ରା ପାଙ୍ଗ୍‌ଚେ ବାସଙ୍ଗ୍ଆର୍‌କେ “ରେମୁଆଁଇଂ ଡିରକ୍‍ମ୍‍କି ସାପା ପାକାନେ ଇନି ଆରି ଇନିନେ ଜାକ ଚଙ୍ଗ୍‌ନେ ବାଆର୍‌ଲେ ଆତେନ୍‌‍ସା ଆମେଇଂକେ ନୁଆଁ ବିଃପା ମେଃନ୍‌ସା ଡାଗ୍ଲା ନେଁ ଆକ୍ଅରିଆ ସୁନ୍‌ସାନ୍ ଟାନ୍‌ନିଆ ନେଲେକେ ।”
13 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
ମାତର୍ ଆମେଇଂକେ ବାସଙ୍ଗ୍‌କେ “ପେ ଆକ୍‌ମେଇଂକେ ଆଚଙ୍ଗେପା ।” ସିସ୍‌ଇଂ ବାସଙ୍ଗ୍‌କେ “ନେଁ ଡାଗ୍ରା ମାଲିକ୍ଲିଗ୍ ରୁଟି ମ୍ବାକ୍ଲିଗ୍ ଆଃଡ଼ ଆନ୍ତାର୍ଚେ ଜାବର୍ ଣ୍ଡୁ ତେଲା ନେ ମେଃନେ ୱେଚେ ଆକେନ୍ ସାପାରେ ନ୍‍ସା ଚଙ୍ଗ୍‌ନେ ବଲେ ନେବ୍ୟାର୍‌ଏ?”
14 କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ।”
ଡାଗ୍ଲା ମେଇଂ ପାକା ପାକି ମାଲ୍ ଅଜାର୍ ଙ୍ଗିର୍‍ବଏ ଲେଃଗେ । ଆରି ଜିସୁ ମେଁନେ ସିସ୍ଇଂକେ ବାସଙ୍ଗ୍‌କେ, “ଉଡ଼ି ମ୍ବାର୍‍କୁଡ଼ି ଗୁଆ ମ୍ବାର୍‍କୁଡ଼ି ଗୁଆ ଆଡିଙ୍ଗ୍‌ଚେ ଆମେଇଂକେ ମାନ୍ଦା ମାନ୍ଦା ଆଡିଙ୍ଗ୍‌ଚେ ଆଃକପା ।”
15 ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ।
ସିସ୍ଇଂ ଦେତ୍‌ରକମ୍ ଡିଙ୍ଗ୍‌କ୍ନେ ଇଡ଼ିଙ୍ଗ୍ ।
16 ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।
ଆରି ଜିସୁ ମାଲିକ୍ଲିଗ୍ ରୁଟି ଆରି ମ୍ୱାର୍‌କ୍ଲିଙ୍ଗ୍ ଆଡ଼କେ ଲିଙ୍ଗ୍‌ଚେ କିତଙ୍ଗ୍ ଇନି ତାଣ୍ଡେଚେ ପର୍‌ମେସର୍‌‌କେ ଦନ୍ୟବାଦ୍ ବିକେ । ଆକେନ୍ ପାକ୍‍ଚିଚେ ରେମୁଆଁଇଂକେ ବାଟା ବିଃନ୍‌ସା ସିସ୍ଇଂକେ ବିକେ ।
17 ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ଶିଷ୍ୟମାନେ ଆପଣା ନିକଟରେ ବଳିଥିବା ଭଙ୍ଗାଯାଇଥିବା ରୁଟିର ବାର ଟୋକେଇ ଉଠାଇ ନେଲେ।
ଆତ୍‍ ଅରିଆ ସୁଲୁଏ ପୁରୁନ୍ ଚଙ୍ଗ୍‌ଚେ ସାନ୍ତି ବାଆର୍‌କେ । ଆରି ଗମ୍ବାର୍‌କ୍ଲିଗ୍ ଆଣ୍ଡ୍ରାନ୍ନିଆ ଲୁଆଁକ୍ନେ ଡୁଙ୍ଗ୍‌ୱିଗ୍‌ଆର୍‌ଗେ ।
18 ଥରେ ସେ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ବୋଲି ଲୋକସମୂହ କଅଣ କହନ୍ତି?”
ମୁଇଂତର୍ ଜିସୁ ଚିମିକ୍‌ଚାମାକ୍ ଲେଃକ୍ନେ ଜାଗାନ୍ନିଆ ପାର୍‍ତନା ଡିଙ୍ଗ୍‌ନେ ବେଲା ସିସ୍ଇଂ ଜିସୁ ଡାଗ୍ରା ପାଙ୍କେ ଆରି ଜିସୁ ଆମେଇଂକେ ସାଲିଆକୁକେ ନେଙ୍ଗ୍ ଜାଣ୍ଡେ ଡାଗ୍‌ଚେ ରେମୁଆଁ ସାପାରେ ମେଁନେ ବାସଙ୍ଗ୍‍ଏ?
19 ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି।
ତେଲା ମେଇଂ ଉତର୍ ବିକେ, “ଣ୍ଡିଆନ୍ନିଆ ଦିକ୍ୟା ବିଣ୍ଡ୍ରେ ଜହନ୍‌ । ବାରି ଉଡ଼ିରୁଆ ବାସଙ୍ଗ୍‌ଡିଂ ଏଲୀୟ ବାରି ଜା ଜା ବାସଙ୍ଗ୍‌କେ, ପୁଆ କାଲ୍‌ନେ ବାବବାଦିଇଂନେ ବାନ୍‌ ମୁଇଂଜା ଆରି ମୁଇଂତର୍ ଜିବନ୍ ଡିଙ୍ଗ୍‌ଲେଗେ ।”
20 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ଉତ୍ତର ଦେଲେ, ଆପଣ “ଈଶ୍ବରଙ୍କ ଖ୍ରୀଷ୍ଟ।”
ଜିସୁ ଆମେଇଂକେ ସାଲିଆକୁକେ ମାତର୍‌ ନେଙ୍ଗ୍ ଜାଣ୍ଡେ ଡାଗ୍‌ଚେ ପେ ମେଁନେ ବାସଙ୍ଗ୍‌ ପେଡିଙ୍ଗ୍? ପିତର୍ ଉତର୍ ବିକେ ନାନେ ଇସ୍‌ପର୍‌ନେ କିସ୍‌ଟ ।
21 ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
ଆତ୍‍ ଅରିଆ ଜିସୁ ଆକେନ୍ ସାମୁଆଁ ଆଜାଡିଗ୍ ଆବାସଙ୍ଗ୍‍ ନ୍‍ସା ଆମେଇଂକେ ଚେତ୍‌ନା ବିଚେ ବାସଙ୍ଗ୍‌କେ ।
22 “ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ପୁନରୁତ୍ଥାନ ନିଶ୍ଚୟ ହେବ।”
ଆରି ମେଁ ଆମେଇଂକେ ବାସଙ୍ଗ୍‌କେ, “ରେମୁଆଁ ଉଙ୍ଗ୍‌ଡେକେ ମାଲେ ଡଣ୍ଡ୍‌ କଷ୍ଟ ବାନେ ପଡ଼େଏ । ଦର୍ମ ନେତା ଆରି ଜିଉଦି ନେତା ମ୍ନା ପୁଜାରି ଆରି ଦର୍ମସାସ୍ତ୍ରିଇଂ ଆମେକେ ବିସ୍‌ବାସ୍‌ ଆଡିଙ୍ଗ୍‌ଆର୍‌ ଣ୍ଡୁ । ଡିଲାଡିଗ୍ ଆମେକେ ବାଗୁଏ ବିଆର୍‌ଏ ଆରି ମେଁ ଗୁଏକ୍ନେ ଜିର୍‌ସି ଦିନା ବିତ୍‌ରେ ଆରି ତଃଡ଼ିଆଏ ।”
23 ସେତେବେଳେ ସେ ସମସ୍ତଙ୍କୁ କହିଲେ, “କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
ଜିସୁ ସାପାରେକେ ବାସଙ୍ଗ୍‌କେ, “ଅଃନା ଜା ନେଙ୍ଗ୍‌ନେ ପ୍ଲା ପାଙ୍ଗ୍‌ନେ ଇକ୍‌ଚା ଡିଙ୍ଗ୍‌ଏ ତେଲା ଆମେକେ ନିଜେନେ ନିଜେକେ ଆନ୍ତାର୍‍ ପଡ଼େଏ । କାଲାଆଃ ଆମେକେ ବିବକ୍ନେ କୁରୁସ୍ ଡୁଙ୍ଗ୍‌ଚେ ଆରି ମେଁ ନେଙ୍ଗ୍‌ନେ ପ୍ଲା ପାଙ୍ଗ୍‌ଲେ ।
24 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
ମୁଡ଼ି ରେମୁଆଁ ନିଜେନେ ଜିବନ୍ ଆମ୍ବ୍ରନ୍‌ସା ଇକ୍‌ଚା ଡିଙ୍ଗ୍‌ଏ ମେଁ ଆତେନ୍‌ ଆଃରେଚେ କଏ । ଆରି ମୁଡ଼ି ରେମୁଆଁ ନେଙ୍ଗ୍‍ନେସା ମେଁନେ ଜିବନ୍ ବିଏ । ମେଁ ଆମେକେ ରକ୍ୟା ଡିଙ୍ଗ୍‌ଏ ।
25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
ବାରି ରେମୁଆଁ ଜଦି ସାପା ଦର୍ତନିକେ ଲାବ୍‌ ଡିଂଚେ ନିଜ୍‌କେ ବିନାସ୍‌ ଆଃଡିଂଏ ବାରି ଜିବନ୍‌ ଆରେଏ, ତେଲା ମେଁନେ ମେଁ ଲାବ୍‌?
26 ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।
ଜଦି ମୁଡ଼ି ରେମୁଆଁ ନେଙ୍ଗ୍ ସାମୁଆଁରେ ଆରି ନେଙ୍ଗ୍‌ନେ ଜ୍ଞାନ୍‍ ସାମୁଆଁରେ ଗିଆସଏ ତେଲା ରେମୁଆଁ ଉଙ୍ଗ୍‌ଡେ ଉଡ଼ିବେଲା ମ‍ଇମା ଡିଙ୍ଗ୍‌ଚେ ଆବା ଆରି ପବିତ୍ର କିତଂ ଦୁତ୍‍ଇଂନେ ମ‍ଇମାରେ ଜାର୍‌ଆର୍‌ଏ । ଅଃତେନ୍‍ ବେଲା ମେଃଡିଗ୍ ମେଁନେ ବିସ‍ଏରେ ଗିଆସ ଆର୍‌ଏ ।
27 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ।”
ମାତର୍‌ ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଂ, ଇସ୍‌ପର୍‌ନେ ରାଜି ମାକେ ଜାକ ଆକ୍‌ଅରିଆ ତୁଆଁକ୍ନେ ରେମୁଆଁଇଂନେବାନ୍‌ ଉଡ଼ିରୁଆ ମେଃଡିଗ୍‌ ରକମ୍‌ ଗୁଏନେ ସାମୁଆଁ ପେବାଣ୍ଡୁ ।”
28 ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ।
ଆକେନ୍ ଗଟେକ୍ନେ ପାକା ପାକି ମୁଇଙ୍ଗ୍ ସାନ୍ତା ମେସୁଆ ଇଡ଼ିଙ୍ଗ୍ ମେଁ ପିତର୍ ଜହନ୍‌ ଆରି ଜାକୁବ୍‌କେ ସଙ୍ଗେ ଡୁଙ୍ଗ୍‍ ୱେଚେ ପାର୍‌ତନା ଡିଙ୍ଗ୍‍ନେସା କଣ୍ଡା ଆଡ଼ାତ୍ରା ୱେଗେ ।
29 ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା।
ଆରି ଜିସୁ ପାର୍‌ତନା ଡିଙ୍ଗ୍‌ନେ ବେଲା ମେଁନେ ସାର୍ମୁଆଁ ବଦ୍ଲେୱେଗେ ଆରି ମେଁନେ ପାଟାଇ ତାର୍କିଗ୍‍ ଡିଙ୍ଗ୍‌ଚେ ତୁଲୁଏ ତ୍ନାକେ ।
30 ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
ଉଲୁସ୍ତେ ମୋଶା ବାରି ଏଲୀୟ, ଆକେନ୍ ମ୍ବାୟା ରେମୁଆଁ ମେଇଂ ଏତେ ବାଲିର୍‌ବାତା ଡିଙ୍ଗ୍‌ନେ ମୁଲେକେ ।
31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।
ମେଇଂ କିତଂ ଆସିର୍ବାଦ୍‌ରେ ସାର୍ଦା ଲେଃଆର୍‌ଗେ ଯିରୁଶାଲାମ୍‍ନ୍ନିଆ ଗୁଏନେ ଗଟେଡିଙ୍ଗ୍‌କ୍ନେ ଆତେନ୍‌ ସାମୁଆଁ ବାଲିର୍‌ବାତା ଡିଙ୍ଗ୍ ଆର୍‌କେ ।
32 ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।
ଆତେନ୍‌ ବେଲା ପିତର୍ ଆରି ମେଁନେ ସାଙ୍ଗ୍‍ଡ଼େଇଂ ଡୁଲେଗ୍‍ ଲେଃଗେ; ଉଡ଼ିବେଲା ମେଇଂ ତଡ଼ିଆ ଆର୍‌କେ ଜିସୁନେ ମ‍ଇମା କେଚେ ଜିସୁନେ ଏତେ ତୁଆଁଲେଃଗ୍ନେ ମ୍ବାୟା ରେମୁଆଁକେ କେଆର୍‌କେ ।
33 ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।
ଆରି ମେଇଂ ମେଇଂବାନ୍‍ ୱେଡିଙ୍ଗ୍‌ନେ ବେଲା ପିତର୍ ଜିସୁକେ ବାସଙ୍ଗ୍‌କେ “ଅ ମାପ୍‌ରୁ, ନେ ଜେ ଆକ୍‌ଅରିଆ ନେଲେଃକେ, ଆକେନ୍‌ ନିମାଣ୍ଡା; ନାନେ ଜଦି ଇକ୍‌ଚା ଡିଂଲା ନେଙ୍ଗ୍‌ ଆକ୍‌ଅରିଆ ଞ୍ଜିକ୍ଲିଗ୍‌ କୁଡ଼ିଆ ଣ୍ଡ୍ରାରେଏ, ନା ଆତ୍‌ଲା ମୁଇଂ, ମଶା ଆତ୍‌ଲା ମୁଇଂ ବାରି ଏଲିୟ ଆତ୍‌ଲା ମୁଇଂ ।” ମାତର୍‌ ପିତର୍ ମେଁନେ ବାସଙ୍ଗ୍‌ ଡିଙ୍ଗ୍ ଆତେନ୍‌ ଆମ୍ୟାକେ ଣ୍ଡୁ ।
34 ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।
ପିତର୍ ଆକେନ୍ ବାସଙ୍ଗ୍‌ନେ ବେଲା, “ଇକୁଡ଼ା ତ୍ରିଗ୍‌ଡିଆ ଆମେଇଂକେ ଡା ବିଲା ମେଇଂ ବୁଟୱେଗେ ।”
35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।
ଆତେନ୍‌‌ ତ୍ରିଗ୍‌ଡିଆବାନ୍ ଆକେନ୍‌ ସାମୁଆଁ ଡିଂକେ, “ଏ ନେଙ୍ଗ୍‌ନେ ଉଂଡେ, ନେଂ ସ୍ରିବକ୍ନେ,” ଆକ୍ମେନେ ବ୍ନାଲିର୍‌ ଅଁପା ।
36 ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।
ଆରି ଆତେନ୍‌ ସାମୁଆଁ ନ୍ନାଂକ୍ନେ ଇଡ଼ିଙ୍ଗ୍ ଜିସୁ ମୁଇଂଜା ଆଃ ତ୍ନାକେ । ଆରି ମେଇଂ ବୁଙ୍ଗ୍‍ ଲେଃଗେ ଆରି ମେଃନେ କେଆର୍‌କେ ଆତ୍‍ଅରିଆ ମେଁନେ ଡିଗ୍ ସାମୁଆଁ ଆତେନ୍‌ ବେଲା ଆଜା ଡିଗ୍ ଆବାସଙ୍ଗ୍‍ ଆର୍‌କେ ଣ୍ଡୁ ।
37 ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ।
ତେନ୍‌ ଞ୍ଜିର୍‌ ଜିସୁ ଆରି ଞ୍ଜିରୁଆ ସିସ୍‌‍ଇଂ କଣ୍ଡାବାନ୍ ଜାର୍‌ଚେ ପାଙ୍ଗ୍‌କେ ଜବର୍ ରେମୁଆଁ ପାଙ୍ଗ୍‌ଚେ ଜିସୁକେ ଅବାଆର୍‌କେ ।
38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
ଆରି କେଲା ରେମୁଆଁ ମଜେ ବାନ୍ ମୁଇଂଜା ଜାବର୍ କିରଚେ ବାସଙ୍ଗ୍‌କେ “ଅ ଗୁରୁ ନେଙ୍ଗ୍ ଆନାକେ ଜବର୍‌ଜସ୍ତି ଡିଙ୍ଗ୍ ଣ୍ଡିଙ୍ଗ୍‍ ନେଙ୍ଗ୍‌ନେ ଗଡ଼େଅକେ କେଲା ମେଃନ୍‌ସା ଡାଗ୍ଲା ମେଁ ନେଙ୍ଗ୍‌ନେ ମୁଇଂ ଆଃ ଙ୍ଗିର୍‍ବଏ ଅ ।
39 ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍‍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ ତାହାର ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ।
କେଲାପା ଆମେକେ ମୁଇଙ୍ଗ୍ ସେଆଁରେ ସାଏ ଆରି ମେଁ ଉଲୁସ୍ତେ କିରଚେ ତଡ଼ିଆଏ ଆରି ମେଁ ଆମେକେ ଦେକ୍‌ରକମ୍ ମଡ଼େଏ ଜେ ମେଁନେ ସାର୍ମୁଆଁ ବାନ୍ ବୁନେଃତୁର୍‍ ତାର୍‌ଡିଂକେ ଆରି ମେଁ ବାନ୍ କଷ୍ଟ ତାର୍ ୱେଏ ।”
40 ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
ଆମେକେ ସେଆଁରେ ଆଆନ୍ତାର୍‍ ନ୍‌ସା ନେଙ୍ଗ୍ ନାନେ ସିସ୍ଇଂକେ ଜବର୍‌ଜସ୍ତି ଣ୍ଡିଙ୍ଗ୍‍କେ ମାତର୍‌ ମେଇଂ ଆୟାଆର୍କେ ଣ୍ଡୁ ।
41 ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ।”
ଜିସୁ ବାସଙ୍ଗ୍‌କେ, “ଆରେ ଅବିସ୍‌ବାସି ଆରି ଦଦ୍ୟା ଗାଲି ୱେଣ୍ଡ୍ରେ ବଂସ, ଉଃଡ଼ି ମୁଆଁ ନିଂ ପେନେ ଏତେ ଲେଃଚେ ପେନେ ବେବ‍ଆର୍ ନ୍‌ସମ୍ବାଲେଏ? ନାଉଙ୍ଗ୍‌କେ ଆକ୍‌ଅରିଆ ଡୁଙ୍ଗ୍‌ପାଙ୍ଗ୍‌ଲା ।”
42 ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ।
ଗଡ଼େଅ ପାଙ୍ଗ୍‌ଡିଂକ୍ନେ ବେଲା ସେଆଁରେ ଆମେକେ ବୁନ୍ଦେ ଆଲବିଗେ ଜାବର୍ ମଡ଼େବିଚେ ତୁବନ୍ନିଆ ଜଗ୍‌ତ୍ଲାଗ୍‍ ବିଃକେ ମାତର୍‌ ଜିସୁ ବୁତ୍‌କେ ଦାକା ବିକେ । ଆରି ଗଡ଼େଅକେ ନିମାଣ୍ଡା ଆଡିଙ୍ଗ୍‌ଚେ ଆମେକେ ମେଁନେ ଆବାଡ଼େନେ ନ୍ତିନ୍ନିଆ ଆସା ବିଃକେ ।
43 ସେଥିରେ ସମସ୍ତେ ଈଶ୍ବରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ। ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
ଆତ୍‍ ଅରିଆ ସାପାରେ ପର୍‌ମେସର୍‌ନେ ବପୁ କେଚେ କାବା ଡିଙ୍ଗ୍ ଲେଃଗେ । ମାତର୍‌ ଆମେକେ ସାପାରେ କାମ୍ କେଚେ ସାପାରେ କାବା ଡିଙ୍ଗ୍‌ଲେଃକ୍ନେ ବେଲା ଜିସୁ ନିଜେନେ ସିସ୍ଇଂକେ ବାସଙ୍ଗ୍‌କେ ।
44 “ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”
ଜିସୁ ମେଁନେ ସିସ୍‌‍ଇଂକେ ବାସଙ୍ଗ୍‌କେ “ନେଙ୍ଗ୍ ମେଁନେ ଆପେକେ ବାସଙ୍ଗ୍‍ମ୍ବକେ ଆତେନ୍‌ ଆବଗ୍‌ପା । ରେମୁଆଁ ଉଙ୍ଗ୍‌ଡେକେ ରେମୁଆଁଇଙ୍ଗ୍‌ନେ ନ୍ତି ନ୍ନିଆ ସମର୍ପିତ ଡିଂନ୍‌ସାଃ ୱେଡିଂକେ ।
45 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
ମାତର୍‌ ସିସ୍‌‍ଇଂ ଜିସୁନେ ସାମୁଆଁ ଆବୁଜେଆର୍‌କେ ଣ୍ଡୁ ଆରି ଆତେନ୍‌ ମେଇଂବାନ୍‍ ବୁଡ଼ିଚେ ଲେଃଗେ ମେଁଇଂନେ ଆତେନ୍‌ ସାମୁଆଁ ବୁଜେ ଆୟାଲା ଡିଗ୍ ଆରି ମେଇଂ ଆତେନ୍‌ ସାମୁଆଁ ବିସ‍ଏରେ ଜିସୁକେ ସାଲିଆକୁ ନ୍‌ସା ବୁଟ ଡିଙ୍ଗ୍ ଆର୍‌ଗେ ।”
46 ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା।
ମେଇଂନେ ବାନ୍ ଜାଣ୍ଡେ ମ୍ନା ଆତେନ୍‌ ବିସୟ୍‌ରେ ମେଇଂନେ ବିତ୍ରେ ବାଲିର୍‌ବାତା ଡିଙ୍ଗ୍‌ନେ ଲାଗେଆର୍‌କେ ।
47 କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
ମାତର୍‌ ଜିସୁ ମେଁଇଂନେ ମନ୍‍ନେ ବାଲିର୍‌ବାତାକ୍ନେ ମ୍ୟାଃଗେ ଆତେନ୍‌‍ସା ମୁଇଂ ଡାଆଁନେ ଗଡ଼େଅକେ ଡୁଙ୍ଗ୍‌ପାଙ୍ଗ୍‌ଚେ ମେଁନେଡାଗ୍ରା ଆଃତୁଆଚେ ବାସଙ୍ଗ୍‌କେ
48 “ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।”
ସିସ୍ଇଂକେ ବାସଙ୍ଗ୍‌କେ, “ଜଦି ମୁଡ଼ି ରେମୁଆଁ ନେଙ୍ଗ୍ ମ୍ନିରେ ଆକେନ୍ ଗଡ଼େଅଇଂକେ ଗ୍ର‍ଅନ୍‌ ଡିଙ୍ଗ୍‌ଏ । ମେଁ ଆନେଙ୍ଗ୍ ଗ୍ର‍ଅନ୍‌ ଡିଙ୍ଗ୍‌ଏ ଆରି ଜା ଆନେଙ୍ଗ୍‌କେ ବେବକେ, ଆମେ ଡିଗ୍ ମେଁ ଗ୍ର‍ଅନ୍‌ ଡିଙ୍ଗ୍‌ଏ । ଡାଗ୍ଲା ନାନେ ସାପାରେବାନ୍‍ ନିଜ୍‍କେ ଡାଆଁ ଆଃସୁଏ, ମେଁ ଆଃ ସାପାବାନ୍‍ ମ୍ନା ।”
49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।
ଆତ୍‍ ଅରିଆ ଜହନ୍‌ ବାସଙ୍ଗ୍‌କେ “ଅ ଗୁରୁ ନେଁ ମୁଇଂଜାକେ ନାନେ ମ୍ନିରେ ସେଆଁରେକେ ଆଆନ୍ତାର୍‌କ୍ନେ ନେକେକେ ଆରି ମେଁ ନେଁନେ କୁଦାନିଆ ଆଲେଃଲା ଆମେକେ ମନା ନେଡିଙ୍ଗ୍‌କେ ।”
50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”
ମାତର୍‌ ଜିସୁ ଆମେକେ ବାସଙ୍ଗ୍‌କେ “ମନା ଆଡିଙ୍ଗେପା ମେଃନ୍‌ସା ଡାଗ୍ଲା ଜା ପେନେ ସାହା ଣ୍ଡୁ ମେଁ ପେନେ ସାହା ଡିଙ୍ଗ୍ଏ ।”
51 ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
ଇଡ଼ିଙ୍ଗ୍ ଉଡ଼ିବେଲା ଜିସୁ କିତଂ ୱେନେସା ବେଲା ପାଙ୍ଗ୍ ଡିଙ୍ଗ୍‌ଗେ ଅଃତେନ୍‍ ବେଲା ଜିସୁ ଯିରୁଶାଲାମ୍‍ନ୍ନିଆ ୱେନ୍‌ସା ଇକ୍‌ଚା ଡିଙ୍ଗ୍‌କେ ।
52 ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
ନିଜେନେ ସେନୁଗ୍‍ ଦୁତ୍‍ଇଂକେ ବେକେ । ମେଇଂ ୱେଚେ ମେଁ ନ୍‌ସା ଆର୍ମେ ନ୍‌ସା ସମରିଆଇଂନେ ମୁଇଙ୍ଗ୍ ଇନି ଗାଆର୍‌କେ ।
53 କିନ୍ତୁ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
ମାତର୍‌ ଜିସୁ ଯିରୁଶାଲାମ୍‍ନ୍ନିଆ ୱେଡିଙ୍ଗ୍ ଡାଗ୍‌ଚେ ମ୍ୟାଚେ ଆତେନ୍‌ ଇନିନେ ରେମୁଆଁ ଆମେକେ ସାର୍ଲ ଆଡିଙ୍ଗ୍ ଆର୍କେ ଣ୍ଡୁ ।
54 ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, [ଏଲୀୟ ମଧ୍ୟ ଯେପରି କରିଥିଲେ, ସେହିପରି] ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା?
ଆକେନ୍‍ କେଚେ ଜାକୁବ୍‌ ଆରି ଜହନ୍‌ ଏନ୍ ମ୍ବାୟା ସିସ୍ ଜିସୁକେ ବାସଙ୍ଗ୍‌କେ “ମାପ୍ରୁ ଦେତ୍‌ରକମ୍ କିତଂଇନିବାନ୍ ସୁଆ ଆଲଚେ ଆମେଇଂକେ ଦଂସ ନେରାଡିଙ୍ଗ୍‍ ଡାଗ୍‌ଚେ ମେଃନେ ନା ଚାଏଁ ନାଡିଂକେ କି?”
55 କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି।
ମାତର୍‌ ଜିସୁ ପୁଏଚେଃ ଆମେଇଂକେ କେକେ ଆରି ଆଃଦର୍ସେଚେ ବାସଙ୍ଗ୍‌କେ, “ପେ ଡିରକମ୍ ଆତ୍ମାନେ ରେମୁଆଁ ନେଁ ନେମ୍ୟାକେ ଣ୍ଡୁ । ରେମୁଆଁ ଉଙ୍ଗ୍‌ଡେ ରେମୁଆଁଇଂନେ ଜିବନ୍ ବାଗୁଏଃ ନ୍‍ସା ନାପାଙ୍ଗ୍‍କେ ଆରି ୱେନ୍‌ସା ପାଙ୍ଗ୍‌ଲେ ଆର୍‌କେ ।”
56 ତାହା ପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।
ଇଡ଼ିଙ୍ଗ୍ ମେଇଂ ଆରି ମୁଇଂଜାଗା ଇନି ୱେଗେ ।
57 ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
ମେଇଂ ଗାଲିବ ୱେଡିଙ୍ଗ୍‌ନେ ବେଲା ମୁଇଙ୍ଗ୍ ରେମୁଆଁ ଜିସୁକେ ବାସଙ୍ଗ୍‌କେ “ନା ଆଣ୍ଡି ପାକା ନାୱେଏ ନେଙ୍ଗ୍‍ ନା ପ୍ଲା ମ୍ପାଙ୍ଗ୍‍ଏ ।”
58 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
ଜିସୁ ଆମେଇଂକେ ବାସଙ୍ଗ୍‌କେ “ନାକାଇଂନେ ପ୍ଲଗ୍‍ ଲେଃକେ; ପ୍ଲିଗ୍‍ଇଂନେ ଉଙ୍ଗ୍‌ଚ୍ୟା ଲେଃକେ ମାତର୍‌ ରେମୁଆଁ ଉଙ୍ଗ୍‌ଡେନେ ବାଆଃ ବନେ ଟାନ୍ ଣ୍ଡୁ ।”
59 ପୁଣି, ସେ ଆଉ ଜଣକୁ କହିଲେ, “ମୋହର ଅନୁଗମନ କର।” କିନ୍ତୁ ସେ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
ଆରି ଜିସୁ ବାରି ମୁଇଂଜାକେ ବାସଙ୍ଗ୍‌କେ, “ନେଙ୍ଗ୍‍ନେ ପ୍ଲା ପାଙ୍ଗ୍‌ଲାପା ।” ମେଁ ବାସଙ୍ଗ୍‌କେ, “ମାପ୍‌ରୁ! ସେନୁଗ୍‍ ୱେଚେ ନେଙ୍ଗ୍‍ନେସା ନେମ୍ବାକେ ଆତି ବିଃନ୍‌ସା ଆନେଙ୍ଗ୍‌କେ ଆଦେସ୍ ବିଲା ।”
60 ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”
ମାତର୍‌ ଜିସୁ ଆମେଇଂକେ ବାସଙ୍ଗ୍‌କେ, “ଗ୍ୱେରେଇଂକେ ମେଇଂ ମେଇଂନେ ଗୁଏଃକ୍ନେ ରେମୁଆଁଇଂକେ ଆତି ନ୍‌ସା ଆନ୍ତାର୍‌ବିପା । ମାତର୍‌ ପେ ୱେଚେ ଇସ୍‌ପର୍‌ନେ ରାଇଜ୍‍ ବାସଙ୍ଗ୍‌ ଅଲେଙ୍ଗ୍‌ପା ।”
61 ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।
ବାରି ମୁଇଂଜାକେ ବାସଙ୍ଗ୍‌କେ “ମାପ୍ରୁ ନେଙ୍ଗ୍ ନାଁନେ ପ୍ଲା ମ୍ପାଙ୍ଗ୍‍ଏ ମାତର୍‌ ସେନୁଗ୍‍ ନେଙ୍ଗ୍‌ନେ ଡୁଆ ଲେଃକ୍ନେ ରେମୁଆଁଇଂନେ ବାନ୍ ନୁଆଁ ବିନ୍‌ସା ଆନେଙ୍ଗ୍‌କେ ବେବିଃଲେ ।”
62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ବରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”
ମାତର୍‌ ଜିସୁ ଆମେଇଂକେ ବାସଙ୍ଗ୍‌କେ “ଜା ସ୍ନି ସାଚେ ପ୍ଲା ପାଟା କେଏ ମେଁ ଇସ୍‌ପର୍‌ନେ ରାଇଜ୍‍ ନ୍‍ସା ମେଃଡିଗ୍ ସ୍ଲେ ନ୍‌ସା ଦର୍‌କାର୍ ଣ୍ଡୁ ।”

< ଲୂକ 9 >