< ଲୂକ 4 >
1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ।
ଜିସୁ ପବିତ୍ର ଆତ୍ମା ବାଚେ ଜର୍ଦ୍ଦନ୍ବାନ୍ ଆଣ୍ଡେ ୱିଗ୍କେ । ଆରି ପବିତ୍ର ଆତ୍ମା ଆମେକେ ଚାଲେନ୍ସା କଣ୍ଡା ଅରିଆ ଡୁଙ୍ଗ୍ୱେଗେ । ଆତ୍ଅରିଆ ମେଁ ମ୍ବାର୍କୁଡ଼ି ସ୍ମି ଜାକ ସଏତାନ୍ବାନ୍ ପରିକିତ ଡିଙ୍ଗ୍କେ ।
2 ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ।
ଆତ୍ଅରିଆ ମେଁ ସଏତାନ୍ବାନ୍ ଚାଲିସ୍ ଦିନ୍ ଜାକ କସ୍ଟ ବାକେ । ଆତେନ୍ ସାପାଦିନ୍ ଜାକ ମେଁ ମେଃଡିଗ୍ ଆଚଙ୍ଗ୍ ଆଉଗ୍କେ ଣ୍ଡୁ । ପରିକ୍ୟା ଡିଙ୍ଗ୍ ଆଃଡାକ୍ନେ ଇଡ଼ିଙ୍ଗ୍ ଆମେକେ ଜାବର୍ କେଡ଼େସଃକେ ।
3 ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ।
ଆତ୍ବାନ୍ ସଏତାନ୍ ଆମେକେ ବାସଙ୍ଗ୍କେ “ନା ଜଦି ଇସ୍ପର୍ନେ ଉଙ୍ଗ୍ଡେ, ତେଲା ଆକେନ୍ ବ୍ରିକେ ରୁଟି ଡିଙ୍ଗ୍ ନ୍ସା ଆଦେସ୍ ବିଃ ।”
4 ଯୀଶୁ ତାହାକୁ ଉତ୍ତର ଦେଲେ, “ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ।’”
ଜିସୁ ଆମେକେ ଉତର୍ ବିକେ “ସାସ୍ତର୍ନ୍ନିଆ ଗ୍ନୁଆର୍ ଲେଃକେ; ରେମୁଆଁ ମାତର୍ ରୁଟି ଏତେ ଆମ୍ବ୍ର ଣ୍ଡୁ ।”
5 ଆଉ ସେ ତାହାଙ୍କୁ ଉପରକୁ ନେଇଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା।
ଆରି ସଏତାନ୍ ଆମେକେ ତିଆର୍ ଟାନ୍ନିଆ ୱା ଡୁଂୱେଚେ ଇତୁଡ଼ା ବେଲା ନ୍ସା ମଞ୍ଚ୍ପୁର୍ନେ ସାପା ରାଇଜ୍ ଆମେକେ ଆକେକେ ।
6 ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଐଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ।
ଆରି ସଏତାନ୍ ଆମେକେ ବାସଙ୍ଗ୍କେ, “ନେଂ ଆନାକେ ଏନ୍ ସାପା ଅଦିକାର୍ ଆରି ଏନ୍ ସାପା ସମ୍ପତି ମ୍ୱିଏ, ଡାଗ୍ଲା ଆତେନ୍ ସାପା ଆନେଙ୍ଗ୍କେ ବିବକେ ଆରି ନେଂ ଆଜାକେ ଇକ୍ଚା ଆମେକେ ଆତେନ୍ ମ୍ୱିଏ ।
7 ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ।
ଆରି ନା ଜଦି ଆନେଙ୍ଗ୍କେ ମୁଣ୍ଡିଆ ନାବଗ୍ଏ ତେଲା ନେଙ୍ଗ୍ ଏନ୍ ସାପା ଆନାକେ ବିଃ ଞ୍ଜଗ୍ତ୍ଲିଗ୍ଏ ।”
8 ଯୀଶୁ ତାହାକୁ ଉତ୍ତର ଦେଲେ, “ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣ ଈଶ୍ବରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ।’”
ଜିସୁ ଆମେକେ ଉତର୍ ବିକେ, “ସାସ୍ତର୍ନ୍ନିଆ ଗୁଆର୍ ବକେ; ନା ମାତର୍ ମାପ୍ରୁ ନିଜେ ଇସ୍ପର୍କେ ମୁଣ୍ଡିଆ ନାବଗ୍ଏ, ଆରି ମେଁନେ ପାର୍ତନା ନାଡିଙ୍ଗ୍ଏ ।”
9 ପୁଣି, ସେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ଏଠାରୁ ତଳକୁ ଡେଇଁପଡ଼;
ଇଡ଼ିଙ୍ଗ୍ ସଏତାନ୍ ଜିସୁକେ ଯିରୁଶାଲାମ୍ନ୍ନିଆ ୱା ଡୁଂୱେଚେ ମନ୍ଦିର୍ନେ ବ୍ଲେସାଙ୍ଗ ଆଡ଼ାତ୍ରା ଆଃତୁଆଁଚେ ଆମେକେ ବାସଙ୍ଗ୍କେ, ନା ଜଦି ଇସ୍ପର୍ନେ ଉଙ୍ଗ୍ଡେ, ତେଲା ଆକେନ୍ ବ୍ଲେସାଙ୍ଗ୍ବାନ୍ ବୁନ୍ଦେ ପୁଏଃ ଲଃଲା;
10 କାରଣ ଶାସ୍ତ୍ରରେ ଲେଖାଅଛି, “‘ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;
ଡାଗ୍ଲା ଦର୍ମସାସ୍ତର୍ନ୍ନିଆ ଗ୍ନୁଆର୍ ଲେଃକେ, ମେଁ ନିଜର୍ ଦୁତ୍ଇଂକେ ନାନେ ବିସୟ୍ରେ ଆଦେସ୍ ବିଃଏ ।
11 ଆଉ ଲେଖାଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’”
ଆରି ମାରିଆଃ ନାନେ ଞ୍ଚ ବ୍ରିନ୍ନିଆ ବାଏ, ଆକେନ୍ ନ୍ସା ମେଇଂ ଆନାକେ ନ୍ତିନ୍ନିଆ ଲିଙ୍ଗ୍ଚେ ସାଃଆର୍ଏ ।
12 ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କର ନାହିଁ।’”
ଆରି ଜିସୁ ଆମେକେ ଉତର୍ ବିକେ, “ସାସ୍ତର୍ନ୍ନିଆ ଡିଗ୍ ଏନ୍ ଗ୍ନୁଆର୍ ଲେଃକେ; ନା ମାପ୍ରୁ ନିଜର୍ ଇସ୍ପର୍କେ ପରିକ୍ୟା ଆଡିଂଗେ ନାମଃ ।”
13 ଶୟତାନ ଯୀଶୁଙ୍କୁ ସମସ୍ତ ପ୍ରକାର ପରୀକ୍ଷା ଶେଷ କଲା ପରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ଛାଡ଼ି ଚାଲିଗଲା।
ସଏତାନ୍ ଜିସୁନେ ସାପା ରକମ୍ ପରିକ୍ୟା ଆଡାଚେ ଆରି ନିମାଣ୍ଡା ବେଲା ପାଙ୍ଗ୍ ଜାକ ଆମେକେ ଆନ୍ତାର୍ଚେ ଲାଗ୍ଡକେ ।
14 ଏହାପରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ଗାଲିଲୀକୁ ଫେରିଗଲେ, ଆଉ ଚାରିଆଡ଼େ ସମସ୍ତ ଅଞ୍ଚଳରେ ତାହାଙ୍କ ଖ୍ୟାତି ବ୍ୟାପିଗଲା।
ଆତେନ୍ ବାନ୍ ଜିସୁ ଆତ୍ମାନେ ବପୁରେ ଗାଲିଲୀନ୍ନିଆ ଆଣ୍ଡେୱେକେ ଆରି ପିତୁର୍ପାକା ଜାକ ସାପା ଏରିୟା ମେଁନେ ସାମୁଆଁ ଉଡ୍ରା ଡିଙ୍ଗ୍ୱେଗେ ।
15 ପୁଣି, ସେ ସେମାନଙ୍କର ସମାଜଗୃହ ସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ।
ଆରି ଜିସୁ ଜିଉଦିଇଂନେ ପାର୍ତନା ଡୁଆଇଂନିଆ ସିକ୍ୟା ବିନେ ମୁଲେକେ, ଆରି ସାପା ରେମୁଆଁବାନ୍ ମେଁ ଆଲାଦ୍ ବାକେ ।
16 ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ।
ଇଡ଼ିଙ୍ଗ୍ ମେଁ ନାଜରିତ ନ୍ନିଆ ପାଙ୍ଗ୍କେ ନାଜରୀତ୍ ନ୍ନିଆ ମେଁ ସାପାଦିନ୍ ପାଲେନେ ନିଅମ୍ ସୁଗୁଆ ମେଁ ପୁଣ୍ଡେନେ ଦିନା ଯିଉଦି ପାର୍ତନା ଡୁଆନ୍ନିଆ ୱେକେ ଆରି ମେଁ ତଡ଼ିଆଚେ ସାସ୍ତର୍ ପଡ଼େକେ ।
17 ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,
ଆତେନ୍ ବେଲା ଆମେକେ ଯିଶାଇୟ ବାବବାଦିନେ ବଇ ଆମେକେ ବିବଗେ । ଜିସୁ ଆତେନ୍ ବଇ ତଚେ ଆଣ୍ଡିନେ ଜାଗାନ୍ନିଆ ଏନ୍ ସାମୁଆଁ ଗୁଆର୍ ବଗେ ଆତେନ୍ ବାକେ;
18 “ପ୍ରଭୁଙ୍କ ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,
“ମାପ୍ରୁନେ ଆତ୍ମା ନେଙ୍ଗ୍ନ୍ନିଆ ଲେଃକେ ଅର୍କିତ୍ ରେମୁଆଁଇଂନ୍ନିଆ ନିମାଣ୍ଡା ସାମୁଆଁ ବାଲିର୍ ନ୍ସା ପର୍ମେସର୍ ଆନେଙ୍ଗ୍ ସ୍ରିବକେ ବନ୍ଦିଇଂ ମୁକ୍ଲେନ୍ସା ଆକେନ୍ ଆପେକେ ଆଃଅଁନ୍ସା ଆରି କାନାଇଂକେ ଆରି ମୁଇଙ୍ଗ୍ତର୍ କେୟା ଆର୍ଏ ଡାଗ୍ଚେ ଆମେଇଂକେ ବାସଙ୍ଗ୍ ନ୍ସା ଦୁକ୍ରେ ଲେଃକ୍ନେ ରେମୁଆଁ ଆରି ରଗ୍ରେ ଲେଃକ୍ନେ ରେମୁଆଁଇଂକେ ଦୁକ୍ ବାନ୍ ଆଃତାର୍ ନ୍ସା,
19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି।”
ଆରି ମାପ୍ରୁନେ ଦୟାନେ ବେଲା ବାଲିର୍ ଅଲେଙ୍ଗ୍ନ୍ସା ମାପ୍ରୁ ଆନେଙ୍ଗ୍ ବେବକେ ।”
20 ପରେ ସେ ପୁସ୍ତକ ବନ୍ଦ କରି, ପରିଚାରକଙ୍କୁ ତାହା ଫେରାଇଦେଇ ବସିଲେ। ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା।
ଜିସୁ ଉଲିଆଃ ବନ୍ଦ୍ ଆଡିଙ୍ଗ୍ଚେ ଗତିରେକେ ବେ ବିକେ । ତେନ୍ ଇଡ଼ିଂ ମେଁ କକେ । ଆରି ଜିଉଦି ପାର୍ତନା ଡୁଆନିଆ ଲେଃକ୍ନେ ସାପା ରେମୁଆଁନେ ମନ୍ ଦିଆନ୍ ମେଁ ଆଡ଼ାତ୍ରା ଲେଃଗେ ।
21 ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, “ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ ଶୁଣିବା ଅନୁସାରେ ସଫଳ ହେଲା।”
ଜିସୁ ଆମେଇଂକେ ବାସଙ୍ଗ୍କେ, “ନେଙ୍ଗ୍ ବଇବାନ୍ ଆଣ୍ଡିନେ ସାମୁଆଁ ଏକ୍ରେ ମ୍ପଡ଼େକେ ଆତେନ୍ ପେଇଂ ଅଁନେ ବେଲା ସାସ୍ତର୍ନେ ଏନ୍ ସାମୁଆଁ ଏବେ ପୁରନ୍ ଡିଙ୍ଗ୍କେ ।”
22 ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?
ଆରି ସାପାରେ ମେଁନେ ବିସଏରେ ସାକି ବିଃନେ ମୁଲେଆର୍କେ ଆରି ମେଁନେ ସାର୍ମୁଆଁବାନ୍ ତାର୍ଡିଂକ୍ନେ ଅନୁଗ୍ରଅନେ ସାମୁଆଁରେ ଇରିଆଃତୁଗ୍ ଆର୍କେ; ବାରି ମେଇଂ ବାଲିର୍ନେ ମୁଲେଆର୍କେ, “ଆକ୍ମେ ମେଃନେ ଯୋସେଫ୍ନେ ଉଂଡେ ଣ୍ଡୁ?”
23 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ‘ହେ ବୈଦ୍ୟ, ନିଜେ ନିଜକୁ ସୁସ୍ଥ କର; କଫର୍ନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର।’”
ଜିସୁ ଆମେଇଂକେ ବାସଙ୍ଗ୍କେ, “ନେଙ୍ଗ୍ ମ୍ୟାନ୍ଲେକେ ଜେ ପେଇଂ ଆନେଙ୍ଗ୍କେ ଆତେନ୍ ବାୱିର୍କ୍ନେ ସାମୁଆଁ ପେବାସଙ୍ଗ୍ଏ, ଏ ଗଦାର୍ ନାନେ ନିଜେକେ ସେନୁଗ୍ ନିମାଣ୍ଡା ଆଡିଙ୍ଗ୍ । ପେ ବାସଙ୍ଗ୍ନେ ଚାଏଁ ପେଡିଙ୍ଗ୍କେ ଜେ କପର୍ନାହୁମନ୍ନିଆ ପେ ଜା ସାପା ଡିଙ୍ଗ୍ ପେବକେ ଡାଗ୍ଚେ ନେ ଅଁ ନେଲେକେ ଆତେନ୍ ସାପା ଏବେ ନା ନିଜେ ଜନମ୍ ଇନିଡିଗ୍ ଆତେନ୍ ଡିଙ୍ଗ୍ ।”
24 ପୁଣି, ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ।
ତେନ୍ ଇଡ଼ିଂ ଜିସୁ ଆମେଇଂକେ ବାସଙ୍ଗ୍କେ, “ନିଂ ଆପେକେ ସତ୍ ବାସଙ୍ଗ୍ଣ୍ଡିଂକେ, ମେଃଡିଗ୍ ବାବବାଦି ନିଜେନେ ଇନିନିଆ ଡିଗ୍ ଗ୍ରଅନ୍ ଆଡିଙ୍ଗ୍ ଆର୍ଏ ଣ୍ଡୁ ।”
25 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ;
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଣ୍ଡିଙ୍ଗ୍ ଏଲୀୟନେ ବେଲା ଇଶ୍ରାୟେଲନ୍ନିଆ ଉଡ଼ିବେଲା ଜିର୍ସି ମେମୁଆଁ ତୁର୍ ଆର୍କେ ଜାକ କିତଂଇନି ବନ୍ଦ୍ ଡିଂକେସାଃ ଣ୍ଡିଆଃ ଆଗୁର୍କେ ଣ୍ଡୁ ଆରି ସାପା ଦେସ୍ନ୍ନିଆ ମ୍ନାଃ ମୁର୍ଡି ଡିଂକେ, ଆତେନ୍ ବେଲା ଇଶ୍ରାୟେଲନେ ଗ୍ଲୁଏ ଗୁଏସାଙ୍ଗ୍କୁଏ ରେମୁଆଁ ଲେଃଆର୍ଗେ ।
26 ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ।
ମାତର୍ ଏଲୀୟକେ ମେଁଇଙ୍ଗ୍ନେ ବାନ୍ ମୁଡ଼ି ଗୁଏସାଙ୍ଗ୍କୁଏକେ ଡିଗ୍ ଡାଗ୍ରା ଆବେକେ ଣ୍ଡୁ ଡାଗ୍ଲା ଏଲିୟ ସିଦନ ଏରିଆନେ ସାରିପତନ୍ନିଆ ବାସା ଲେଃକ୍ନେ ମୁଇଂ ଗୁଏସାଙ୍ଗ୍କୁଏ ଡାଗ୍ରା ୱେ ଲେଃକେ । ବିନ୍ନେ ଜାଣ୍ତେ ଡାଗ୍ରା ମେଁ ୱେ ଆଲେକେ ଣ୍ତୁ ।
27 ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠରୋଗୀମାନେ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ।”
ଆରି ବାବବାଦି ଏଲିଶାୟନେ ବେଲା ଇଶ୍ରାୟେଲନେ ଗୁଲୁଏ କୁଷ୍ଟରଗିଇଂ ଲେଃଆର୍ଗେ । ତେଲାଡିଗ୍ ମେଁଇଙ୍ଗ୍ନେ ବାନ୍ ଆଜା ଡିଗ୍ ନିମାଣ୍ଡା ଆଡିଙ୍ଗ୍ ଆବଗେ ଣ୍ଡୁ । ମାତର୍ ସିରିଆ ଦେସ୍ନେ ନାମାନ୍କେ ନିମାଣ୍ଡା ଆଡିଙ୍ଗ୍ ବଗେ ।
28 ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ,
ପାର୍ତନା ଡୁଆନ୍ନିଆ ଲେଃକ୍ନେ ସାପା ରେମୁଆଁ ଜିସୁନେ ଏନ୍ ସାପା ସାମୁଆଁ ଅଁଚେ ଜାବର୍ ଗିସେ ଡିଙ୍ଗ୍ଆର୍କେ ।
29 ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ;
ରେମୁଆଁଇଂ ଜିସୁକେ ଇନିବାନ୍ ପାଦା ନୁଆଁ ବିକେ । ମେଁଇଙ୍ଗ୍ନେ ଇନି ମୁଇଙ୍ଗ୍ କଣ୍ଡା ଆଡ଼ାତ୍ରା ତିଆର୍ ଡିଙ୍ଗ୍ ବଆର୍ଗେ । ମେଇଙ୍ଗ୍ ଜିସୁକେ କଣ୍ଡା ଆଡ଼ାତ୍ରା ଡୁଙ୍ଗ୍ୱେଚେ ଆମେକେ ଆତ୍ବା ବୁନ୍ଦେ ଟମେଗ୍ ବିଃନ୍ସା ଚାଏଁ ଡିଙ୍ଗ୍ ଆର୍ଗେ ।
30 କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।
ମାତର୍ ଜିସୁ ରେମୁଆଁଇଂନେ ବାନ୍ ତାର୍ଚେ ୱେକେ ।
31 ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ,
ଜିସୁ ଗାଲିଲୀନେ କପର୍ନାହୁମ ମ୍ନିକ୍ନେ ଇନିନିଆ ପାଙ୍ଗ୍କେ ମେଁ ପୁଣ୍ଡେନେ ବାର୍ ଦିନା ରେମୁଆଁଇଂକେ ସିକ୍ୟା ବିଃନେ ଲାଗେକେ ।
32 ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା।
ରେମୁଆଁଇଂ ମେଁନେ ବୁଦି ଅଁଚେ ଇରିଆତୁଗ୍ ୱେଆର୍ଗେ । ଡାଗ୍ଲା ମେଁ ଅଦିକାର୍ ଏତେ ସାମୁଆଁ ବାସଙ୍ଗ୍ ଡିଙ୍ଗ୍ଗେ ।
33 ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତାତ୍ମାବିଷ୍ଟ ଲୋକ ଥିଲା; ସେ ଉଚ୍ଚସ୍ୱରରେ ଚିତ୍କାର କଲା,
ଆତେନ୍ ପାର୍ତନା ଡୁଆନ୍ନିଆ ଲେଃମ୍ୟାକ୍ନେ ମୁଇଙ୍ଗ୍ ରେମୁଆଁ ଗାଗ୍ଡ଼େ ନ୍ନିଆ ଅସୁଚି ଆତ୍ମା ବାସା ଲେଃଗେ । ମେଁ ୱାସାର୍ଚେ ମାଲେ ୱାସାର୍ଚେ ବାସଙ୍ଗ୍କେ
34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କର ସେହି ପବିତ୍ର ବ୍ୟକ୍ତି।
“ଅ ନାଜରିତୀୟ ଜିସୁ ନାନେ ଏତେ ନେଙ୍ଗ୍ନେ ମେଁ ଲେଃକେ? ନାନେ କି ଆନେକେ ଆଗୁଏନ୍ସା ନାପାଙ୍ଗ୍କେ? ନାନେ ଜାଣ୍ଡେ ଆତେନ୍ ନେଙ୍ଗ୍ ମ୍ୟା ନ୍ଲେକେ; ନାନେ ଇସ୍ପର୍ନେ ପବିତ୍ର ରେମୁଆଁ ।”
35 ଯୀଶୁ ତାହାକୁ ଧମକ ଦେଇ କହିଲେ “ଚୁପ୍ କର୍, ଏହାଠାରୁ ବାହାରିଯା।” ସେଥିରେ ସେହି ଭୂତ ତାହାକୁ ମଧ୍ୟ ସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା।
ଜିସୁ ଆମେକେ ଦମ୍କେଚେ ବାସଙ୍ଗ୍କେ, “ଚୁପ୍ ଡିଂ ଆକ୍ମେଁ ବାନ୍ ତାର୍ଚେ ଲାଗ୍ଡଲା । ଆତ୍ବା ଆତେନ୍ ସେଆଁରେ ଆମେକେ ବୁନ୍ଦେ ଆଲଚେ ଆମେକେ ମେଃଡିଗ୍ ଚିନା ମାରାଡିଙ୍ଗ୍ଚେ ମେଁ ବାନ୍ ଲାଗ୍ଡକେ ।”
36 ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି।
ଆତ୍ବା ରେମୁଆଁଇଂ ଇରିଆତୁଗ୍ ୱେଆର୍ଗେ । ଆରି ମେଇଂ ବିତ୍ରେ ବିତ୍ରେ ବାଲିର୍ ବାତା ଆର୍କେ, “ଏନ୍ ଡିରକମ୍ ସାମୁଆଁ? ଅଦିକାର୍ ଆରି ବପୁ ଏତେ ମେଁ ସେଆଁରେଇଂକେ ଆଦେସ୍ ବିଡିଙ୍ଗ୍କେ । ଆରି ସେଆଁରେଇଂ ମେଁନେ ସାମୁଆଁ ଅଁଚେ ତାର୍ଚେ ପାଙ୍ଗ୍ଡିଙ୍ଗ୍ ଆର୍କେ ।”
37 ସେଥିରେ ତାହାଙ୍କ ବିଷୟରେ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସବୁଆଡ଼େ ବ୍ୟାପିଗଲା।
ଆତେନ୍ ଏରିଆନେ ସାପା ଜାଗାନ୍ନିଆ ଜିସୁ ବିସୟ୍ରେ ଏନ୍ କବର୍ ଉଡ୍ରା ଡିଙ୍ଗ୍କେ ।
38 ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ।
ଇଡ଼ିଙ୍ଗ୍ ଜିସୁ ପାର୍ତନା ଡୁଆ ଆନ୍ତାର୍ଚେ ଶିମୋନ ଡୁଆ ୱେକେ । ଶିମୋନ ଆତାଡ଼େକେ ଜାବର୍ ସାଃବା ଡିଙ୍ଗ୍ଲେକେ ମେଇଂ ଜିସୁକେ ମେଁ ଆତ୍ଲା ନିମାଣ୍ଡା ଆଡିଙ୍ଗ୍ ନ୍ସା ବାସଙ୍ଗ୍କେ ।
39 ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେହିକ୍ଷଣି ଉଠି ସେମାନଙ୍କ ସେବା କରିବାକୁ ଲାଗିଲେ।
ଆତେନ୍ ବେଲା ମେଁ ଡାଗ୍ରା ତୁଆଁଚେ ସାଃବାକେ ଦାକା ବିଲା ସାଃବା ଆନ୍ତାର୍ ୱେକେ । ତେନ୍ ଇଡ଼ିଂ ମେଁ ତଡ଼ିଆଚେ ମେଁଇଙ୍ଗ୍ନେ ସେବା ଡିଙ୍ଗ୍ ନ୍ସା ଲାଗେ ପଡ଼େକେ ।
40 ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେ ସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ।
ସ୍ନି ଲଗ୍ନେ ବେଲା ରେମୁଆଁଇଂ ମେଁଇଙ୍ଗ୍ନେ ରଗ୍ ସାଃଲେଃକ୍ନେ ରେମୁଆଁଇଂକେ ଜିସୁନିଆ ଡୁଙ୍ଗ୍ପାଙ୍ଗ୍ଆର୍କେ । ମେଁଇଙ୍ଗ୍ନ୍ନିଆ ବିନ୍ବିନ୍ ରକମ୍ ରଗ୍ ଲେଃଗେ । ଜିସୁ ନିଜେନେ ନ୍ତି ମେଇଂ ଆଡ଼ାତ୍ରା ବଚେ ଆମେଇଂକେ ନିମାଣ୍ଡା ଆଡିଙ୍ଗ୍କେ ।
41 ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ବରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ। ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ।
ଆରି ଡିଗ୍ ମେଁଇଙ୍ଗ୍ନେ ବାନ୍ ଲେଃକ୍ନେ ଉଡ଼ିରୁଆ ବୁତ୍ ଆତ୍ମାଇଂ ତାର୍ଚେ ପାଙ୍ଗ୍ ଆର୍କେ । ଆରି ବୁତ୍ ଆତ୍ମାଇଂ କିରଚେ ବାସଙ୍ଗ୍ ଆର୍ଡିଙ୍ଗେ, “ନାନେ ପର୍ମେସର୍ନେ ଉଙ୍ଗ୍ଡେ ।” ମାତର୍ ଜିସୁ ବୁତ୍ ଆତ୍ମାଇଂ ବୁଙ୍ଗ୍ ଲେଃନ୍ସା ଆଦେସ୍ ବିକେ । ଡାଗ୍ଲା ଆତେନ୍ ବୁତ୍ ଆତ୍ମାଇଂ ମ୍ୟାଲେଃଆର୍ଗେ ଜେ ଜିସୁ ଡିଙ୍ଗ୍ ଡିଙ୍ଗ୍କେ ନିଜେ କିସ୍ଟ ।
42 ସକାଳ ହେବାରୁ, ସେ ବାହାରି ଏକ ନିର୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କୁ ଖୋଜି ଖୋଜି ତାହାଙ୍କ ନିକଟକୁ ଆସିଲେ, ପୁଣି, ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ।
ମାର୍ତଡ଼େ ଞ୍ଜିର୍ନୁଗ୍ ମେଁ ଇନିବାନ୍ ତାର୍ଚେ ମୁଇଙ୍ଗ୍ ଚିମ୍ରା ଜାଗାନ୍ନିଆ ୱେକେ ଆରି ରେମୁଆଁଇଂ ଆମେକେ ତୁର୍ ତୁର୍ଚେ ମେଁ ଡାଗ୍ରା ପାଙ୍ଗ୍ ଆର୍କେ ଆରି ମେଁ ଜେନ୍ତିକି ମେଁଇଙ୍ଗ୍ନେ ଡାଗ୍ରା ଆୱେ ଣ୍ଡୁ ଆତେନ୍ସା ଆମେକେ ଆତ୍ଅରିଆ ଲେନ୍ସା ଚେସ୍ଟା ଡିଙ୍ଗ୍ଆର୍କେ ।
43 କିନ୍ତୁ ସେ ସେମାନଙ୍କୁ କହିଲେ, “ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପଠାଯାଇଅଛି।”
ତେଲା ମେଁ ଆମେଇଂକେ ବାସଙ୍ଗ୍କେ, ବିନ୍ବିନ୍ ଇନିଡିଗ୍ ଆନେଙ୍ଗ୍କେ ଡିଲାଡିଗ୍ ଇସ୍ପର୍ନେ ରାଇଜ୍ରେ ନିମାଣ୍ଡା ବ୍ନାଲିର୍ ବାଲିର୍ନ୍ସା ଡିଙ୍ଗ୍ଏ ଡାଗ୍ଲା ଆତେନ୍ସା ନେଙ୍ଗ୍ ପାଙ୍ଗ୍ ନ୍ଲେକେ ।
44 ପୁଣି, ସେ ଯିହୂଦିୟା ପ୍ରଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ।
ତେସା ଆତେନ୍ ଜିଉଦା ଦେସ୍ନେ ବିନ୍ବିନ୍ ପାର୍ତନା ଡୁଆନ୍ନିଆ ପର୍ଚାର୍ ଡିଙ୍ଗ୍ ନ୍ସା ଆରାମ୍ ଡିଂକେ ।