< ଏବ୍ରୀ 7 >

1 ଏହି ମଲ୍‍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ବରଙ୍କ ଯାଜକ ଥିଲେ। ସେ ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ;
ଆକେନ୍ ମଲ୍‌କିସେଦକ ଶାଲେମ୍‌ନେ ଇଃସାଙ୍ଗ୍‌ ବାରି ସାପାଟୁ ମ୍ନା ଇସ୍‌ପର୍‌ନେ ପୁଜାରି ଲେଃଗେ । ଅବ୍ରାହାମ୍ ଉଡ଼ିବେଲା ଅଁଣ୍ଡ୍ରୁଆ ଇଃସାଙ୍ଗ୍‌ଇଂକେ ଆଃଆରେଚେ ରିଙ୍ଗ୍‌ଆଃବାନ୍ ଆଣ୍ଡେଡିଙ୍ଗେ ଅଃତେନ୍‌ ବେଲା ମଲ୍‌କିସେଦକ ଆମେକେ ମିସୁଚେ ଆସିର୍ବାଦ୍ ଡିଂବଗେ ।
2 ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ। ଅନୁବାଦ କଲେ ଏହାଙ୍କ ନାମର ପ୍ରଥମ ଅର୍ଥ ଧର୍ମରାଜା, ଦ୍ୱିତୀୟ, ଶାଲେମର ରାଜା, ଅର୍ଥାତ୍‍, ଶାନ୍ତିରାଜା।
ଆରି ଅବ୍ରାହାମ୍ ଆମେକେ ସାପା ଜିନିସ୍‌ବାନ୍‌ ଗୁଆ ବାଗ୍‌ବାନ୍‌ ମୁଇଙ୍ଗ୍ ବାଗ୍‌ ବିଃବଗେ । ମଲ୍‌କିସେଦକନେ ମ୍ନିନେ ମୁଲ୍ ଅର୍‌ତ ଡିଂଡିଂକେ, “ଦରମ୍ ଇଃସାଙ୍ଗ୍‌” ମେଁ ସାଲେମ୍‌ନେ ଇଃସାଙ୍ଗ୍‌ନେ ବିନ୍ ଅର୍‌ତ ଡିଂଡିଂକେ “ସାନ୍ତି ଇଃସାଙ୍ଗ୍‌ ।”
3 ଏହାଙ୍କର ପିତା କି ମାତା କି ବଂଶାବଳୀର କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ବରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି।
ମଲ୍‌କିସେଦକନେ ଆବାଇୟାଂ ଣ୍ଡୁଲା ଅସେଣ୍ଡ୍ରେଇଂନେ ଣ୍ଡୁଲା ମେଁନେ ଜନମ୍ ଆରି ଗୁଏନେ ବିସ‍ଏରେ ମେଃଡିଗ୍ ଚିନା ଣ୍ଡୁ । ମେଁ ଇସ୍‌ପର୍‌ନେ ଉଙ୍ଗ୍‌ଡେ ସୁଗୁଆ; ମେଁନେ ପୁଜାରି କାମ୍ କାଲାଆଃ ଲେଃଏ ।
4 ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ।
ତେନ୍‌ସା ଚିନ୍ତା ଡିଂ ମେଁ ଉଡ଼ି ମ୍ନା । ନେ ନେଃମ୍ୟାକ୍ନେ ଅସେଣ୍ଡ୍ରେ ଅବ୍ରାହାମ୍ ଦନ୍‌ନେ ଗୁଆ ବାଗ୍‌ବାନ୍‌ ମୁଇଙ୍ଗ୍ ବାଗ୍‌ ଆମେକେ ବିଃବଗେ ।
5 ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍‍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି;
ଲେବୀ‍ଇଂନେ ମୁଡ଼ି ବଂସଣ୍ଡ୍ରେଇଂ ପୁଜାରି କାମ୍ ଡିଂଆର୍‌ଏ, ମେଇଂ ନିଅମ୍ ଅନୁସାରେ ଇସ୍ରାଏଲ୍‌ ରେମୁଆଁଇଂବାନ୍ ଗୁଆ ବାଗ୍‌ବାନ୍‌ ମୁଇଂ ବାଗ୍‌ ଦାନ୍ ଗ୍ର‍ଅନ୍ ଡିଂଆର୍‌ଏ । ଇସ୍ରାଏଲ୍‌ଣ୍ଡ୍ରେଇଂ ଅବ୍ରାହାମ୍‌ନେ ବଂସଣ୍ଡ୍ରେ ଆରି ଲେବୀୟ ଇଂନେ ନିଜର୍ ଜାତି ଡିଂଲା ଣ୍ଡିଗ୍ ମେଇଂନେବାନ୍ ଆକେନ୍ ଗୁଆ ବାଗ୍‌ବାନ୍‌ ମୁଇଂ ବାଗ୍‌ ସାଲ୍ୟାଃଡିଂଆର୍‌ଗେ ।
6 କିନ୍ତୁ ମଲ୍‍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହଁନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ।
ମଲ୍‌କିସେଦକ ଲେବୀ ବଂସଣ୍ଡ୍ରେ ଆଲେଃଲା ଡିଗ୍ ମେଁ ଇସ୍‌ପର୍‌ନେ ସାମୁଆଁ ବାକ୍ନେ ଅବ୍ରାହାମ୍‌ବାନ୍ ମୁଇଙ୍ଗ୍ ଗୁଆ ବାଗ୍‌ବାନ୍‌ ମୁଇଂ ବାଗ୍‌ ଦାନ୍ ଗ୍ର‍ଅନ୍ ଡିଂଚେ ଆମେକେ ଆସିର୍ବାଦ୍ ଡିଂବଗେ ।
7 ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ।
ଆସିର୍ବାଦ୍ ଡିଂନେ ରେମୁଆଁ ଆସିର୍ବାଦ୍ ବାନେ ରେମୁଆଁବାନ୍ ଜା ମ୍ନା ଆକ୍‌ଅରିଆ ସନ୍ଦେଅ ଣ୍ଡୁ ।
8 ଏ ସ୍ଥଳରେ ମର୍ତ୍ତ୍ୟ ମନୁଷ୍ୟମାନେ ଦଶମାଂଶ ଗ୍ରହଣ କରିଥାଆନ୍ତି, କିନ୍ତୁ ସେ ସ୍ଥଳରେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିଷୟରେ ସାକ୍ଷ୍ୟ ଦିଆଯାଏ ଯେ, ସେ ଅମର।
ମୁଇଙ୍ଗ୍ ଗୁଆ ବାଗ୍‌ବାନ୍‌ ମୁଇଂ ବାଗ୍‌ ଦାନ୍‌ ସାଃଣ୍ଡ୍ରେ ପୁଜାରି‍ଇଂ ତେଃଗୁଏଃନେ ରେମୁଆଁଇଂ ରକମ୍‌, ମାତର୍‌ ମଲ୍‌କିସେଦକ ମେଇଂନେବାନ୍ ମ୍ନା । ଡାଗ୍‌ଲା ସାସ୍ତର୍‌ ସାମୁଆଁ ଅନୁସାରେ ମେଁ ଏଃକେ ଣ୍ଡିଗ୍ ଆଗୁଏଃକେ ଣ୍ଡୁ ।
9 ପୁଣି, କହିବାକୁ ଗଲେ ଯେଉଁ ଲେବୀ ଦଶମାଂଶ ଗ୍ରହଣ କରନ୍ତି, ସେ ମଧ୍ୟ ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି;
ଆକେନ୍‌ସା ଅବ୍ରାହାମ୍ ମଲ୍‌କିସେଦକଇଂକେ ଗୁଆ ବାଗ୍‌ବାନ୍‌ ମୁଇଂ ବାଗ୍‌ ଦାନ୍ ବିନେ ବେଲା ମୁଡ଼ି ଲେବୀନେ ବଂସ‍ନେ ପୁଜାରି‍ଇଂ ଏକେ ଗୁଆ ବାଗ୍‌ବାନ୍‌ ମୁଇଂ ବାଗ୍‌ ବିଃକ୍ନେ ସା ଡିଂଆର୍‌କେ ଆତେନ୍‌ ଲେବୀ ଣ୍ଡିଗ୍ ମଲ୍‌କିସେଦକକେ ଆତେନ୍‌ ଦାନ୍ ବିବଗେ ଡାଗ୍‌ଚେ ବାସଙ୍ଗ୍‌ ୟାଆର୍‌ଏ ।
10 କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ।
ଲେବୀ ଅଃତେନ୍‌ ବେଲା ଜନମ୍ ଡିଂ ଆଲେଃଗେ ସତ୍ ମାତର୍‌ ଅବ୍ରହାମ୍ ମଲ୍‌କିସେଦକକେ ମିସୁନେ ବେଲା ଅସେଣ୍ଡ୍ରେ ଅବ୍ରହାମ୍‌ନେ ବଂସଣ୍ଡ୍ରେ ବାବ୍‌ରେ ଲେବୀ ମେଁନେ ଗାଗ୍‌ଡ଼େନ୍ନିଆ ଲେଃଗେ ଡାଗ୍‌ଚେ ବାସଙ୍ଗ୍‌ଲା ଆନାସେ ଣ୍ଡୁ ।
11 ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କଅଣ ଆବଶ୍ୟକ ଥିଲା?
ଆକେନ୍ ଲେବୀୟ‍ଇଂନେ ପୁଜାରି କାମ୍‌କେ ରାସିଂଚେ ଇସ୍ରାଏଲ୍ ଜାତିକେ ମେଁନେ ନିୟମ୍‌ ବିଃବଗେ । ଲେବୀୟ‍ଇଂନେ କାମ୍ ଜଦି ସାରାସାରି ଡିଂପାୱେ ତେଲା ହାରୋଣନେ ଉଙ୍ଗ୍‌ଡେ ଆକେନ୍ ଲେବୀୟ ପୁଜାରି‍ଇଂକେ ଆନ୍ତାର୍‌ବିଚେ ମଲ୍‌କିସେଦକନେ ଉଙ୍ଗ୍‌ଡେ ରକମ୍ ବିନ୍ ମୁଇଙ୍ଗ୍ ପୁଜାରି ଜାତିନେ ଦର୍‌କାର୍ ଆଲେଃଗେ ।
12 କାରଣ ଯାଜକତ୍ୱ ଯଦି ପରିବର୍ତ୍ତିତ ହୁଏ, ତେବେ ମୋଶାଙ୍କ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ।
ପୁଜାରି ଜାତିନେ ବଦ୍‌ଲେଲା ନିଅମ୍‌ନ୍ନିଆ ଣ୍ଡିଗ୍ ବଦ୍‌ଲେନେ ଦର୍‌କାର୍ ।
13 ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦିର କର୍ମ କରି ନାହାନ୍ତି।
ଜାନେ ବିସ‍ଏରେ ନେ ଆକେନ୍‌ ସାପା ସାମୁଆଁ ବାସଙ୍ଗ୍‌ନେଡିଂ ନେଁଇଂନେ ଆତେନ୍‌ ମାପ୍‌ରୁ ଜିସୁ ବିନ୍ ମୁଇଙ୍ଗ୍ ବଂସଣ୍ଡ୍ରେ ଲେଃଗେ; ଆତେନ୍‌ କୁଲ୍‌ନେ ଜାଣ୍ଡେ ଅଃନାଡିଗ୍ ପୁଜାରି କାମ୍ ଡିଂ ଆବ‍ଆର୍‌କେ ।
14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜକତ୍ୱ ସମ୍ବନ୍ଧରେ ମୋଶା କିଛି କହି ନାହାନ୍ତି।
ଆକେନ୍ ସତ୍ ଜେ, ନେଃନେ ମାପ୍‌ରୁ ଜିହୁଦା କୁଲ୍‌ନ୍ନିଆ ଜନମ୍ ଡିଂଲେଃଗେ ବାରି ପୁଜାରି ଡିଂନେ ନ୍‌ସା ମୋଶା ଆକେନ୍ କୁଲ୍‌ନେ ମ୍ନି ଅଃନାଡିଗ୍ ଗୁଆର୍ ଆବକେ ଣ୍ଡୁ ।
15 ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି,
ଆକ୍‌ବାନ୍ ସତ୍ ଆବୁଜେଡିଂକେ ଜେ ମଲ୍‌କିସେଦକନେ ସୁଗୁଆ ବିନ୍ ମୁଇଂଜା ପୁଜାରିନେ ଜନମ୍ ଡିଂକେ ।
16 ସେ ଶାରୀରିକ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଅଛନ୍ତି।
ମେଁ ରେମୁଆଁ ଆରେକ୍ନେ ନିଅମ୍ ଆରି ଟାନ୍ ବାନ୍‌ ପୁଜାରି ଡିଂ ଆଲେଃଗେ; ମାତର୍ ମାଡାନେ ଜିବନ୍‌ନେ ବପୁ ବାନ୍‌ ମେଁ ପୁଜାରି ଡିଂଲେଃଗେ ।
17 କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।” (aiōn g165)
ଡାଗ୍‌ଲା ଦର୍ମସାସ୍ତର୍‌ନ୍ନିଆ ଗ୍ନୁଆର୍ ଲେଃକେ, “ନାଁ ମଲ୍‌କିସେଦକନେ ଉଙ୍ଗ୍‌ଡେ ସୁଗୁଆ ମାଡାନେ କାଲ୍ ଜାକ ପୁଜାରି ନାଡିଂଏ ।” (aiōn g165)
18 ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି;
ତେନ୍‌ସା ବାୱିର୍ ନିୟମ୍‌ ସାତାଲୁ ବାରି ଦର୍‌କାର୍‌ଣ୍ଡୁ ଡିଂକେସା ଆମେକେ ବନ୍ଦ୍ ଆଡିଂକେ ।
19 (କାରଣ ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା), ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ।
ଡାଗ୍‌ଲା ମୋଶା ବିଃକ୍ନେ ନିଅମ୍ ବାନ୍‌ ମେଃଡିଗ୍ ବିସ‍ଏ କ୍ଲିଗ୍‌ଡା ଲାବ୍ ଡିଂ ଆୟାକେ ଣ୍ଡୁ । ଏକେ ଆନେକେ ମୁଇଙ୍ଗ୍ ମାଲେବପୁକ୍ନେ ଆସା ବିବକେ; ଆତେନ୍‌ ବାନ୍‌ ନେ ଇସ୍‌ପର୍‌ନେ ଡାଗ୍ରା ଡିଂନେ ନ୍‌ସା ପାଙ୍ଗ୍‌ନେ ଲେଃକେ ।
20 ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ,
ଗୁଲୁଏ ନେନେ ନ୍‌ସା ଇସ୍‌ପର୍‌ନେ ପର୍‌ମାନ୍ ଣ୍ଡିଗ୍ ଲେଃକେ । ହାରୋଣନେ ବଂସଣ୍ଡ୍ରେ ପୁଜାରି ପଦ୍‌ନ୍ନିଆ ବାନେ ବେଲା ଡେକ୍‌ରକମ୍ ମେଃଡିଗ୍ ପର୍‌ମାନ୍ ବିଃ ଆବଗେ ।
21 ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, “ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି।’” (aiōn g165)
ମାତର୍‌ କ୍ରିସ୍ଟ ପୁଜାରି ଡିଂନେ ବେଲା ଇସ୍‌ପର୍ ପର୍‌ମାନ୍ ଡିଂଚେ ଆମେକେ ବାସଙ୍ଗ୍‌ବଗେ “ମାପ୍‌ରୁ ମୁଇଙ୍ଗ୍ ପର୍‌ମାନ୍ ଡିଂବକେ ମେଁ ମେଁନେ ପାର୍‌ମାନ୍ ଆରାବଦ୍‌ଲେ ଣ୍ଡୁ: ‘ନା ମାଡାନେ କାଲ୍‌ ଜାକ ପୁଜାରି ନାଡିଂଏ ।’” (aiōn g165)
22 ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି।
ଆକେନ୍ ବିନେଡିଂକ୍ନେସା ଜିସୁ ମୁଇଙ୍ଗ୍ ମ୍ନା ନିଅମ୍‌ନେ ଡିଲାଡିଗ୍ ବିଏ ।
23 ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ,
ବାୱିର୍ ଜଜ୍‌ନା ବିତ୍ରେ ବିନ୍ ପୁଜାରି‍ଇଂ ତେଃଗୁଏଃନେ ସୁଗୁଆ ଡିଂଲେଃଆର୍‌କ୍ନେସା ମେଇଂ ଗୁଗୁଏଃଆର୍‌ଲା ବିନ୍‌ଣ୍ଡ୍ରେ ପୁଜାରି ପଦ୍ ବା‍ଆର୍‌ଏ । ତେନ୍‌ସା ମେଇଂ ସଂକ୍ୟାନ୍ନିଆ ଗୁଲୁଏ ।
24 କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ କରିଅଛନ୍ତି। (aiōn g165)
ମାତର୍‌ ଜିସୁ ଜୁଗ୍ ଜୁଗ୍ ମ୍ବ୍ର ଲେଃକେ । ତେନ୍‌ସା ମେଁନେ ପୁଜାରି ପଦ୍‌ନ୍ନିଆ ବିନ୍ ଜାଣ୍ଡିଗ୍ ବାନେ ପ୍ରସ୍‌ନ ଣ୍ଡୁ । (aiōn g165)
25 ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ।
ତେନ୍‌ସା ଜାଣ୍ଡେଇଂ ମେଁନେ ବାନ୍‌ ଇସ୍‌ପର୍‌ନେ ଡାଗ୍ରା ଡିଂଆର୍‌ଏ ଆମେଇଂକେ ଉଦାର୍ ଡିଂନେ ମେଁ ଏକେ ଡେତ୍‌ରକମ୍ ଜୁଗ୍ ଜୁଗ୍ ଉଦାର୍ ଡିଂ ୟାଏ ଡାଗ୍‌ଲା ମେଁଇଂନେ ନ୍‌ସା ଇସ୍‌ପର୍‌ନେ ଡାଗ୍ରା ଗୁଆରେ ଡିଂନେ ମେଁ ଜୁଗ୍ ଜୁଗ୍ ମ୍ବ୍ର ଲେଃକେ ।
26 କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ।
ତେଲା ନେଁଇଂନେ ସର୍‌ତେ ଅବାବ୍ ପୁରନ୍ ଡିଂନେସା ଜିସୁ ଆଃ ମୁଇଂ ମାତର୍ ମ୍ନାପୁଜାରି । ମେଁ ପବିତ୍ର ବୁଲ୍‌ ମାଲେଃଣ୍ଡ୍ରେ, ପାପି‍ଇଂନେବାନ୍ ବିନେ ଆଡିଂଣ୍ଡ୍ରେ, ସାପାଟୁ ଆଡ଼ାତ୍ରା କିତଂନ୍ତୁଗ୍ ଆଃଡେଃନେ ।
27 ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି।
ମେଁ ବିନ୍‌ବିନ୍ ମ୍ନାପୁଜାରି‍ଇଂନେ ସୁଗୁଆ ଣ୍ଡୁ; ମେଁଇଂନେ ସୁଗୁଆ ଆମେଇଂକେ ପର୍‌ତୁମ୍ ନିଜର୍ ପାପ୍ ନ୍‌ସା ବାରି ଇଡ଼ିଂ ବିନ୍‌ଣ୍ଡ୍ରେଇଂନେ ପାପ୍ ନ୍‌ସା କାଲାଆଃ ପୁଜା ଅପେଃନେସା ଆପଡ଼େ ଣ୍ଡୁ । ମେଁ ନିଜ୍‌କେ ଅପେଃଚେ ଏକାତର୍‌କେ ମୁଇଙ୍ଗ୍ ବିନ୍‌ବିନ୍ ବଲିପୁଜା ପୁରନ୍ ଡିଂବକେ ।
28 ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ। (aiōn g165)
ମୋଶାନେ ନିଅମ୍‌ ଅନୁସାରେ ବାଲେଃକ୍ନେ ମ୍ନାପୁଜାରି‍ଇଂନେ ଦସ୍ଇଂ ଲେଃଏ; ମାତର୍‌ ନିଅମ୍ ଆରେଣ୍ଡ୍ରେନେ ଇଡ଼ିଂଡେ ବେଲା ଇସ୍‌ପର୍ ନିଜର୍ ବିଃକ୍ନେ ସାମୁଆଁ ଆରି ପାର୍‌ମାନ୍ ଅନୁସାରେ ମେଁନେ ମୁଡ଼ି ଉଙ୍ଗ୍‌ଡେକେ ମ୍ନାପୁଜାରି ବାବ୍‌ରେ ସ୍ରିକେ, ମେଁ ଜୁଗ୍ ଜୁଗ୍ ନ୍‌ସା ଦରମ୍ ଡିଂଲେଃକେ । (aiōn g165)

< ଏବ୍ରୀ 7 >