< ପ୍ରେରିତ 28 >
1 ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ।
ନିରାପଦ୍ରେ କେଣ୍ଡିଆ ଆଡ଼ା ୱେଚେ ନେକେକେ ଜେ ନେଁ ମାଲ୍ଟା ଦିପ୍ନ୍ନିଆ ନେୱେଚାକେ ।
2 ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅଭ୍ୟର୍ଥନା କଲେ।
ଆତ୍ଅରିଆନେ ଗ୍ରୀକ୍ ସାମୁଆଁ ଆବାସଙ୍ଗ୍କ୍ନେ ରେମୁଆଁଇଂ ନେ ଆଡ଼ାତ୍ରା ବଲ୍ ବାନେ ବିଆର୍କେ । ଆତେନ୍ବେଲା ଣ୍ଡିଆ ଗୁର୍ଚେ ଜାବର୍ ରାସଃ ଡିଂଗେ । ତେସା ମେଇଂ ସୁଆ ଆଡୁଆଚେ ଆନେକେ ସାର୍ଲଆର୍କେ ।
3 କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସର୍ପ ବାହାରି ତାହାଙ୍କ ହାତରେ କାମୁଡ଼ି ଲାଗିରହିଲା।
ପାଉଲ୍ ମୁଇଂ ଗ୍ନାଗ୍ ସୁଆ ସୁଆନ୍ନିଆ ତ୍ଲାଗ୍ନେ ବେଲା ଆତ୍ବା ମୁଇଂ ବୁବ ତାର୍କେ ଆରି ସୁଆ ଗରମ୍ବାନ୍ ରକ୍ୟା ବାନ୍ସା ମେଁ ନ୍ତି ଆଡ଼ାତ୍ରା ଡେଃଚେ ଆତ୍ଅରିଆ ୱେ ଲେଃଗେ ।
4 ବର୍ବରମାନେ ତାହାଙ୍କ ହାତରେ ସେହି ଜନ୍ତୁଟା ଝୁଲିଥିବାର ଦେଖି ପରସ୍ପର କହିବାକୁ ଲାଗିଲେ, ଏ ଲୋକଟା ନିଶ୍ଚୟ ଖୁଣୀ, ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ।
ଆତ୍ଅରିଆ ଲେଡିଂଆର୍କ୍ନେ ଆଦିବାସିଇଂ ପାଉଲ୍ନେ ନ୍ତି ଅରିଆ ୱେଡିଂକ୍ନେ ବୁବଃକେ କେଚେ ମେଇଂମେଇଂ ବିତ୍ରେ ବାଲିର୍ ବାତା ଆର୍କେ “ଏନ୍ ରେମୁଆଁ ମୁଇଂ ସତେଆ ରେମୁଆଁ ବାଗୁଏଣ୍ଡ୍ରେ କେଣ୍ଡିଆବାନ୍ ରକ୍ୟା ବାଲାଡିଗ୍ ଦର୍ମ ଆକ୍ମେକେ ବ୍ରୁଆନ୍ସା ଆବି ଣ୍ଡୁ ।”
5 କିନ୍ତୁ ପାଉଲ ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ, ଆଉ ତାଙ୍କର କିଛି କ୍ଷତି ହେଲା ନାହିଁ।
ମାତର୍ ପାଉଲ୍ ନ୍ତିକେ ଆଜୁର୍ଚେ ବୁବଃକେ ସୁଆ ଅରିଆ ଜଗ୍ତ୍ଲାଗ୍ ବିକେ । ଆତ୍ବା ଆମେକେ ମେଃଡିଗ୍ ନସ୍ଟ ଆଡିଂକେ ଣ୍ଡୁ ।
6 ସେ ଯେ ଫୁଲିଯିବେ କିମ୍ବା ହଠାତ୍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାହାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା।
ପାଉଲ୍ନେ ଗାଗ୍ଡ଼େ ପଂୱେଏ ଣ୍ଡୁଲା ମେଁ ଗୁଏଚେ ଆଲ ଲଃୱେଏ ଡାଗ୍ଚେ ମେଇଂ ଉଡ଼ିପର୍ ଜାକ ଉର୍ଆର୍କେ । ମାତର୍ ଗୁଲେପର୍ ଜାକ ଉର୍ଚେ ଉଡ଼ିବେଲା କେଆର୍କେ ଜେ ପାଉଲ୍କେ ମେଃଡିଗ୍ ନସ୍ଟ ଆରାଃଡିଂକେ ଣ୍ଡୁ ମେଇଂ ନିଜେ ନିଜେ ମନ୍ ବଦ୍ଲେଚେ ବାଲିର୍ ଆର୍କେ “ଏନ୍ ରେମୁଆଁ ମୁଇଂ ମାପ୍ରୁ ।”
7 ସେହି ସ୍ଥାନ ନିକଟରେ ପୁବ୍ଲିୟ ନାମକ ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କ ଗୃହ ଓ ଭୂମି ଥିଲା; ସେ ଆମ୍ଭମାନଙ୍କୁ ଗ୍ରହଣ କରି ତିନି ଦିନ ପର୍ଯ୍ୟନ୍ତ ସାଦରେ ଆମ୍ଭମାନଙ୍କର ଆତିଥ୍ୟସତ୍କାର କଲେ।
ଆତେନ୍ ଜାଗାନେ ଡାଗ୍ରା ପୁବ୍ଲିୟସ୍ ମ୍ନିକ୍ନେ ଆତେନ୍ ଦ୍ୱୀପ୍ନେ ମ୍ନାଃ ରେମୁଆଁନେ ଡୁଆ ଆରି ଜାଗା ଲେଃଗେ । ମେଁ ଆନେକେ ସାର୍ଲକେ ଆରି ନେ ଜିର୍ସି ଦିନ୍ ଜାକ ମେଁନେ କୁଲାରେ ନେଡିଂକେ ।
8 ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ।
ଆତେନ୍ ବେଲା ପୁବ୍ଲିୟସ୍ନେ ଆବାଡ଼େ ଆଃସି ଲେଃଗେ ଆରି ଜାଡ଼ା ରଗ୍ ଆସାଚେ ଡୁଲେଗ୍ ଲେଃଗେ ବାରି ପାଉଲ୍ ବିତ୍ରେ ମେଁ ଡାଗ୍ରା ୱେଚେ ପାର୍ତନା ଡିଂକେ ବାରି ମେଁ ଆଡ଼ାତ୍ରା ନ୍ତି ବଚେ ଆମେକେ ନିମାଣ୍ଡା ଆଡିଂକେ ।
9 ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ;
ଏନ୍ ଗଟ୍ନା ଇଡ଼ିଙ୍ଗ୍ ଦ୍ୱୀପ୍ନେ ରଗିଇଂ ସାପାରେ ପାଉଲ୍ ଡାଗ୍ରା ପାଙ୍ଗ୍ଚେ ନିମାଣ୍ଡା ଡିଂଆର୍କେ ।
10 ସେମାନେ ମଧ୍ୟ ଆମ୍ଭମାନଙ୍କୁ ବହୁତ ସମ୍ମାନ ଦ୍ୱାରା ସମାଦର କଲେ, ପୁଣି, ଆମ୍ଭମାନଙ୍କର ପ୍ରସ୍ଥାନ କରିବା ସମୟରେ ଆମ୍ଭମାନଙ୍କ ପ୍ରୟୋଜନୀୟ ପଦାର୍ଥସବୁ ଯୋଗାଇଦେଲେ।
ମେଇଂ ଆନେକେ ଗୁଲେ ଜିନିସ୍ ବିଆର୍କେ ଆରି ନେ ଆତ୍ବା ଜାଆଜ୍ଅରିଆ କଚେ ୱେନେବେଲା ନେନେ ୱେନେ ଗାଲିଆତ୍ଲା ଦର୍କାର୍ ଲେଃକ୍ନେ ଜିନିସ୍ଇଂ ସାପା ମେଇଂ ଡୁଙ୍ଗ୍ ପାଙ୍ଗ୍ଚେ ଜାଆଜ୍ଡାଗ୍ରା ବଚେ ୱେଆର୍କେ ।
11 ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ।
ଆଲେକ୍ଜାଣ୍ଡ୍ରିଆ ବାନ୍ ପାଙ୍ଗ୍ଲେଃକ୍ନେ “ଯୁଗ୍ମ ଦେବତା” ମ୍ନିକ୍ନେ ମୁଇଂ ଣ୍ତିଆ ଜାଆଜ୍ ମାଲ୍ଟା ଦିପ୍ନ୍ନିଆ ରାସଃକିଗ୍ କାଟେ ନେବକେ । ଦିପ୍ନ୍ନିଆ ଞ୍ଜି ଆର୍କେ ଲେଃକ୍ନେ ଇଡ଼ିଙ୍ଗ୍ ନେ ଆତାନ୍ ଣ୍ତିଆ ଜାଆଜ୍ନ୍ନିଆ କଚେ ବାରି ନେୱେକେ ।
12 ସୁରାକୂସାରେ ପହଞ୍ଚି ଆମ୍ଭେମାନେ ସେଠାରେ ତିନି ଦିନ ରହିଲୁ,
ନେ ଆତ୍ଅରିଆ ସେନୁଗ୍ ସିରାକ୍ୟୁସ୍ ସହର୍ନ୍ନିଆ ୱେଚାଚେ ଆତ୍ଅରିଆ ଜିର୍ସି ନେଲେଃକେ ।
13 ପୁଣି, ସେ ସ୍ଥାନରୁ ବୁଲି ରେଗୀୟ ବନ୍ଦରରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲି ସହରକୁ ଆସିଲୁ;
ଆତ୍ବାନ୍ ତାର୍ଚେ ନେ ରିଜିୟମ୍ ସହର୍ନ୍ନିଆ ନେୱେଚାକେ । ତେନ୍ ମାର୍ତଡ଼େ ଦକିନ୍ ୱେଡ଼ିଆ ପାଙ୍ଗ୍କେ ଆରି ବାର୍ସି ଇଡ଼ିଙ୍ଗ୍ ପୁତିଅଲି ସହର୍ନ୍ନିଆ ନେୱେଚାକେ ।
14 ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଆମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ।
ଆତ୍ଅରିଆ ନେ ବୟାଁଙ୍କେ ନେଅବାକେ । ମେଇଙ୍ଗ୍ ଏତେ ମୁଇଂସାନ୍ତା ଲେନ୍ସା ଗୁଆରି ଡିଂଆର୍କେ । ତେନ୍ ଇଡ଼ିଂ ନେ ରୋମ୍ ଅରିଆ ନେପିଂଚାକେ ।
15 ଭାଇମାନେ ଆମ୍ଭମାନଙ୍କ ସମ୍ବାଦ ପାଇ ସେହି ସ୍ଥାନରୁ ଆପ୍ପୀୟଙ୍କ ହାଟ ଓ ତିନି ସରେଇଘର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଭେଟିବା ପାଇଁ ଆସିଲେ, ପୁଣି, ପାଉଲ ସେମାନଙ୍କୁ ଦେଖି ଈଶ୍ବରଙ୍କ ଧନ୍ୟବାଦ କରି ସାହସ ପାଇଲେ।
ବୟାଁଇଂ ନେନେ କବର୍ ବାଚେ ଆତାନ୍ ଜାଗା ବାନ୍ ଆପୀୟନେ ସାନ୍ତା ବାରି “ଞ୍ଜିକ୍ଲିଗ୍ ବାଡ଼ା ଡୁଆ” ଜାକ ଆନେକେ ଅବାନ୍ସା ପାଂଲେଆର୍ଗେ । ବାରି ପାଉଲ୍ ଆମେଇଂକେ କେଚେ ଇସ୍ପର୍କେ ଦନ୍ୟବାଦ୍ ଡିଙ୍ଗ୍ଚେ ସାଆସ୍ ବାକେ ।
16 ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା।
ତେନ୍ ଇଡ଼ିଂ ନେ ରୋମ୍ ନେୱେକେ ପାଉଲ୍କେ ରୋମ୍ଅରିଆ ମୁଇଂଜା ଲେନ୍ସା ଆଦେସ୍ ମିଲେକେ । ମାତର୍ ମେଁ ଡାଗ୍ରା ମୁଇଂ ସନ୍ୟ କାଲାଆଃ ଉର୍ଚେ ଲେଃଗେ ।
17 ତିନି ଦିନ ପରେ ସେ ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମ ସହରରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି।
ପାଉଲ୍ ଜିର୍ସି ଇଡ଼ିଙ୍ଗ୍ ଜିଉଦି ନେତାଇଂ ୱାଆର୍କେ ମେଇଂ ମୁଇଂନୁଗ୍ ରିସିଂକ୍ନେ ଇଡ଼ିଙ୍ଗ୍ ମେଁ ଆମେଇଂକେ ବାଲିର୍କେ “ଇସ୍ରାଏଲ୍ନେ ବୟାଁଇଂ ନେଙ୍ଗ୍ ଜଦି ନେ ରେମୁଆଁଇଂନେ ବିରୁଦ୍ରେ ବାନେ ନ୍ତାଞ୍ଜାଇଂନେ ନିୟମ୍ ବିରୁଦ୍ରେ ମେଃଡିଗ୍ ଡିଂନାବଗେ ଣ୍ଡୁ ତେଲାଡିଗ୍ ଆନେଙ୍ଗ୍ ଯିରୁସାଲାମ୍ନ୍ନିଆ ବନ୍ଦି ଆଡିଂଚେ ରୋମୀୟଇଂନେ ଅରିଆ ଆସା ପେବିକେ ।
18 ସେମାନେ ମୋହର ବିଚାର କରି ମୋʼଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ;
ରୋମୀୟଇଂ ଆନେଙ୍ଗ୍କେ ଗୁଲେ ପ୍ରସ୍ନ ସାଲିଆକୁଆର୍କେ । ମାତର୍ ମେଇଂ ନେଙ୍ଗ୍ ଅରିଆବାନ୍ ଗୁଏନେ ଡଣ୍ଡ୍ ବାନେ ମେଃଡିଗ୍ ଦସ୍ ଆବା ଆର୍କେ ଣ୍ଡୁ । ତେସା ମେଇଂ ଆନେଙ୍ଗ୍କେ ଆନ୍ତାର୍ ବିନ୍ସା ଚାଏଁଆର୍କେ ।
19 କିନ୍ତୁ ଯିହୁଦୀମାନେ ସେଥିର ବିରୁଦ୍ଧରେ କହିବାରୁ ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାକୁ ବାଧ୍ୟ ହେଲି; ମୋହର ଯେ ସ୍ୱଜାତି ବିରୁଦ୍ଧରେ ଅଭିଯୋଗ କରିବାର କିଛି ଥିଲା, ତାହା ନୁହେଁ।
ମାତର୍ ଜିଉଦିଇଂ ଏନ୍ ନିଷ୍ପତିରେ ଆପତି ଡିଂଆର୍କେ । ତେସା ନେଙ୍ଗ୍ କାଇସର୍ ଡାଗ୍ରା ନିବେଦନ୍ ଡିଂନେସା ବାଦ୍ୟ ଣ୍ଡିଂକେ । ନେଙ୍ଗ୍ନେ ମାତର୍ ନିଜର୍ ରେମୁଆଁଇଂନେ ବିରଦ୍ରେ ମେଃଡିଗ୍ ଆପତି ଡିଙ୍ଗ୍ନେ ଦାବି ଣ୍ଡୁ ।
20 ଅତଏବ ଏହି କାରଣରୁ ମୁଁ ଆପଣମାନଙ୍କୁ ମୋ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଅନୁରୋଧ କଲି, କାରଣ ଇସ୍ରାଏଲର ଭରସା ଯୋଗୁଁ ମୁଁ ଏହି ଜଞ୍ଜିରରେ ବନ୍ଧାଯାଇଅଛି।
ଆତେନ୍ସା ନେଙ୍ଗ୍ ପେଇଂ ଏତେ ବାଲିର୍ବାତା ଡିଂନେସା ସାର୍ଲ ଣ୍ଡିଙ୍ଗ୍କେ । ସତ୍ ବାବ୍ରେ ଜା ଆଡ଼ାତ୍ରା ଇଶ୍ରାୟେଲୀୟନେ ରେମୁଆଁଇଂ ଆସା ବଚେ ପାଂଡିଂଆର୍କେ ମେଇଂ ନ୍ସା ଏକେ ନେଙ୍ଗ୍ ସିକ୍ଲି ଏତେ ଆଗାଗ୍ ମ୍ୱକେ ।”
21 ସେଥିରେ ସେମାନେ ତାହାଙ୍କୁ କହିଲେ, ଆପଣଙ୍କ ସମ୍ବନ୍ଧରେ ଯିହୂଦିୟା ପ୍ରଦେଶରୁ ଆମ୍ଭେମାନେ କୌଣସି ପତ୍ର ପାଇ ନାହୁଁ, କି ଭାଇମାନଙ୍କ ମଧ୍ୟରୁ କେହି ଏଠାକୁ ଆସି ଆପଣଙ୍କ ବିଷୟରେ କୌଣସି ମନ୍ଦ ସମ୍ବାଦ ଦେଇ ନାହାନ୍ତି ବା କହି ନାହାନ୍ତି।
ମେଇଂ ବାଲିର୍ ଆର୍କେ “ନେ ଜିଉଦା ପ୍ରଦେସ୍ବାନ୍ ନା ବିସୟ୍ରେ ମେଃଡିଗ୍ ଚିଟି ଉଲିଆ ନେବାକେ ଣ୍ଡୁ କି ନାନେ କବର୍ ଡୁଙ୍ଗ୍ୱେଚେ ନା ବିସୟ୍ରେ ମେଃଡିଗ୍ ଦାବି ଡିଂଚେ ବାଲିର୍ନେସା ନେ ବୟାଁଇଂ ବିତ୍ରେବାନ୍ ଜା ଆକ୍ଅରିଆ ଆପାଂକେ ଣ୍ଡୁ ।
22 କିନ୍ତୁ ଆପଣଙ୍କ ଭାବ କଅଣ, ତାହା ଆମ୍ଭେମାନେ ଆପଣଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛୁ; କାରଣ ଏହି ଦଳ ସମ୍ବନ୍ଧରେ ଆମ୍ଭେ ଜାଣୁ ଯେ, ସର୍ବତ୍ର ତାହା ବିରୁଦ୍ଧରେ କଥା କୁହାଯାଉଅଛି।
ଆତେନ୍ ଆନ୍ତାର୍ପା ନେ ନାନେ ମତାମତ୍ ଦ୍ରିଗ୍ନେସା ଚାଏଁ ନେଡିଂକେ ଡାଗ୍ଲା ସାପାରେ ନା ଦଲ୍ ବିରୁଦ୍ରେ ସାମୁଆଁ ବାଲିର୍ ଆର୍ ଡିଂକେ ।”
23 ଏଥିରେ ସେମାନେ ତାହାଙ୍କ ସହିତ ଗୋଟିଏ ଦିନ ନିରୂପଣ କରି ବହୁସଂଖ୍ୟାରେ ତାହାଙ୍କ ବସାକୁ ଆସିଲେ, ଆଉ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ର ନେଇ ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।
ତେସା ମେଇଂ ମେଡାଗ୍ରା ପାଂନେସା ମୁଇଂ ତାରିକ୍ ବାଚେ ଆର୍କେ । ଜାବର୍ ସଂକ୍ୟାରେ ରେମୁଆଁଇଂ ମେଁ କାଲାଆଃ ଲେଃନେ ଟାନ୍ ଅରିଆ ପାଂଆର୍କେ । ପାଉଲ୍ ଆମେଇଂକେ ଇସ୍ପର୍ନେ ରାଜି ବିସୟ୍ରେ ପର୍ମାନ୍ ବିଚେ ସାପା ସାମୁଆଁ ଆଦ୍ରିଗ୍ ବିକେ । ମେଁ ଞ୍ଜିର୍ ବାନ୍ ଲମ୍ଡିଗ୍ ଜାକ ମୋଶାନେ ନିୟମ୍ ଆରି ବାବବାଦିଇଂନେ ସାସ୍ତର୍ବାନ୍ ଜିସୁନେ ବିସୟ୍ରେ ଆଦ୍ରିଗ୍ଚେ ଆମେଇଂକେ ବିସ୍ବାସ୍ ଆଡିଂନେସା ଚେସ୍ଟା ଡିଂକେ ।
24 ସେଥିରେ କେହି କେହି କୁହାଯାଇଥିବା ବିଷୟରେ ବିଶ୍ୱାସ କଲେ, କିନ୍ତୁ କେହି କେହି ବିଶ୍ୱାସ କଲେ ନାହିଁ।
ମେଇଂନେ ବାନ୍ ଉଡ଼ିରୁଆ ଜିଉଦା ପାଉଲ୍ ସାମୁଆଁରେ ବିସ୍ବାସ୍ ଡିଂଆର୍କେ ମାତର୍ ଉଡ଼ିରୁଆ ଜିଉଦା ଅବିସ୍ବାସ୍ ଡିଂଆର୍କେ ।
25 ପୁଣି, ସେମାନେ ନିଜ ନିଜ ମଧ୍ୟରେ ଏକମତ ନ ହେବାରୁ ବିଦାୟ ନେଲେ; ସେମାନଙ୍କ ଯିବା ପୂର୍ବେ ପାଉଲ ଏହି ଗୋଟିଏ କଥା କହିଲେ, ଆପଣମାନଙ୍କ ପିତୃପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ଦ୍ୱାରା ପବିତ୍ର ଆତ୍ମା ଯଥାର୍ଥ ରୂପେ କହିଥିଲେ,
ମେଇଂ ଇଡ଼ିଂ ମେଇଂମେଇଂ ବିତ୍ରେ ବାଲିର୍ବାତାଚେ ଲାଗ୍ଡଆର୍କେ । ଆତେନ୍ବେଲା ପାଉଲ୍ ଆମେଇଂକେ ବାଲିର୍କେ “ପବିତ୍ର ଆତ୍ମା ବାବବାଦି ଯିଶାଇୟ ବାନ୍ ପେଇଂନେ ନ୍ତାଞ୍ଜାଇଂକେ ସତ୍ ସାମୁଆଁ ବାଲିର୍ ବଆର୍ଗେ ।
26 “ଏହି ଲୋକମାନଙ୍କ ପାଖକୁ ଯାଇ କୁହ, ‘ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
ମେଁ ବାଲିର୍କେ ‘ଏନ୍ ରେମୁଆଁଇଂ ଡାଗ୍ରା ୱେଲା ବାରି ଆମେଇଂକେ ବାଲିର୍ପା ଜେ ପେ ପେଦ୍ରିଗ୍ଏ ମାତର୍ ପେବୁଜେ ଣ୍ଡୁ । ବାରି, ପେଇଂ କେ କେଚେଃ ପେକେଏ, ମାତର୍ ମେଃଡିଗ୍ ପେବୁଜେ ଣ୍ଡୁ ।
27 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’”
ଡାଗ୍ଲା ଏନ୍ ରେମୁଆଁଇଂନେ ଜିବନ୍ ବୁଟକେ, ମେଇଂ ନ୍ଲୁଗ୍ ଏତେ କସ୍ଟରେ ଅଁ ଆର୍କେ, ମେଇଂ ନିଜେ ନିଜେନେ ମୁଆଃ ନ୍ଲୁଗ୍ ତାଙ୍ଗ୍ଡା ବିଃବଆର୍କେ, ଆତେନ୍ ଡିଂଆଲେଃଲା ମେଇଂ ମୁଆଃ ପାକେଆର୍ ବାରି ନ୍ଲୁଗ୍ ବିଚେ ପାଅଁ ଆର୍ । ମେଇଂନେ ବୁଦିନ୍ନିଆ ବୁଜେନେ ବପୁ ପାଲେଃ; ମେଇଂ ଇସ୍ପର୍ନେ ଗାଲି ପାକା ପାୱେଆର୍ ବାରି ନେଙ୍ଗ୍ ଆମେଇଂକେ ନିମାଣ୍ଡା ମ୍ପାରାଡିଂ ।’”
28 ଅତଏବ ଈଶ୍ବରଙ୍କ ଏହି ପରିତ୍ରାଣ ଅଣଯିହୁଦୀମାନଙ୍କ ନିକଟକୁ ଯେ ପ୍ରେରିତ ହୋଇଅଛି, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ; ସେମାନେ ମଧ୍ୟ ଶ୍ରବଣ କରିବେ।
ପେଇଂ ମ୍ୟାଃପା ଜେ ଇସ୍ପର୍ନେ ଏନ୍ ଉଦାର୍ ଅଣଜିଉଦିଇଂନେ ଡାଗ୍ରା ବେବକେ ପେଇଂ ଆକେନ୍ ମ୍ୟାଃପା ମେଇଂ ଆତେନ୍ ଦ୍ରିଗ୍ଆର୍ଏ ବାରି ଗ୍ରଅନ୍ ଡିଂଆର୍ଏ ।
29 [ଆଉ ସେ ଏହିସବୁ କଥା କହନ୍ତେ ଯିହୁଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ।]
ବାରି ମେଁ ଏନ୍ସାପା ସାମୁଆଁ ବାଲିର୍ଲା ଜିଉଦିଇଂ ମେଇଂମେଇଂ ବିତ୍ରେ ବାଲିର୍ବାତାଚେ ଲାଗ୍ଡଆର୍କେ ।
30 ସେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣା ଭଡ଼ାଘରେ ରହିଲେ,
ପାଉଲ୍ ବାର୍ମୁଆଁ ଜାକ ନିଜେନେ ବାଡ଼ା ଡୁଆ ଲେଃଗେ ।
31 ପୁଣି, ଯେତେ ଲୋକ ତାହାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ବରଙ୍କ ରାଜ୍ୟର କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ।
ଉଡ଼ିରୁଆ ପାଉଲ୍କେ କେନ୍ସା ପାଂଡିଂଆର୍ଗେ ମେଁ ସାପାରେକେ ସାର୍ଲଡିଂକେ ଆରି ପାଉଲ୍ କୁଲାକୁଲି ବାବ୍ରେ ସାଆସ୍ ଏତେ ମାବ୍ଟଚେ ମେଁ ଇସ୍ପର୍ନେ ରାଜି ବିସୟ୍ରେ ବାସଙ୍ଗ୍ଚେ ମାପ୍ରୁ ଜିସୁ କିସ୍ଟନେ ବିସୟ୍ରେ ସିକ୍ୟା ବିଃକେ ।