< ପ୍ରେରିତ 22 >
1 ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ।
୧“ଦୁଲାଡ଼୍ ହାଗାକ ଆଡଃ ଆପୁକ, ଆଇଙ୍ଗ୍ ଆପେୟାଃ ସାମ୍ନାଙ୍ଗ୍ରେ ଆପ୍ନାଃ ନାଗେନ୍ତେ କାଜିତାନ୍ତେୟାଃ ଆୟୁମେପେ,”
2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ।
୨ଇନିଃ ଇନ୍କୁଲଃ ଏବ୍ରୀତେ ଜାଗାର୍ତାନ୍ ଆୟୁମ୍କେଦ୍ତେ ଇନ୍କୁ ଆଡଃଗି ହାପାୟାନାକ ଆଡଃ ପାଉଲୁସ୍ ଆଡଃଗି କାଜିଇଦିକେଦା,
3 ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍ଯୋଗୀ ଥିଲି;
୩“ଆଇଙ୍ଗ୍ ମିହୁଡ଼୍ ଯିହୁଦୀ ତାନିଙ୍ଗ୍, କିଲିକିଆ ପାର୍ଗାନ୍ରେୟାଃ ତାର୍ଷିସ୍ ସାହାର୍ରେଇଙ୍ଗ୍ ଜାନାମ୍ କାନା, ମେନ୍ଦ ଆଇଙ୍ଗ୍ ଯୀରୁଶାଲେମ୍ରେଇଙ୍ଗ୍ ଆସୁଲ୍ ହାରାକାନା ଆଡଃ ଗମଲିଏଲ୍ତାଃଏତେ ଇନିତୁଇଙ୍ଗ୍ ନାମାକାଦା । ଆଇଙ୍ଗ୍ ଆବୁଆଃ ପୁର୍ଖା ହାଡ଼ାମ୍କଆଃ ଆନ୍ଚୁ ବୁଗିଲେକାଇଙ୍ଗ୍ ଇତୁକାନା ଆଡଃ ଆପେୟାଃ ଲେକା ପାର୍ମେଶ୍ୱାର୍ଆଃ ନାଗେନ୍ତେ ଚିହୁଲାନ୍ଗି ତାଇକେନାଇଙ୍ଗ୍ ।
4 ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି।
୪ଆଇଙ୍ଗ୍ ପ୍ରାଭୁଆଃ ହରାକେ ଅତଙ୍ଗ୍ତାନ୍ ହଡ଼କକେ ସାସାତିକେଦ୍ତେ ଗଏଃକ ତାଇକେନାଇଙ୍ଗ୍ । କଡ଼ା କୁଡ଼ି ସବେନ୍କକେ ତଲ୍କେଦ୍ତେ ଜେହେଲ୍ରେ ଜିମାକ ତାଇକେନାଇଙ୍ଗ୍ ।
5 ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି।
୫ଆଇଁୟାଃ ନେ କାଜି ସାର୍ତି ତାନାଃ, ମାରାଙ୍ଗ୍ ଯାଜାକ୍ ଆଡଃ ପାଞ୍ଚେଟ୍ରେନ୍ ସବେନ୍କ ନେଆଁରେୟାଃ ଗାୱାତାନ୍କ । ନେ ହଡ଼କକେ ତଲ୍କେଦ୍ତେ ଆଡଃ ସିକିଡ଼ିରେ ତଲ୍କେଦ୍ତେ ସାଜାଇ ଏମାକ ନାଗେନ୍ତେ ଯୀରୁଶାଲେମ୍ତେ ଇଦିକ ନାଙ୍ଗ୍ ଆଇଙ୍ଗ୍ ମାରାଙ୍ଗ୍ ଯାଜାକ୍ତାଃଏତେ ଅନଲ୍ ଚିଟାଉ ଇଦିକେଦ୍ତେ, ଦମାସ୍କସ୍ ନାଗାର୍ରେ ତାଇନ୍ତାନ୍ ଯିହୁଦୀ ହାଗାକତାଃତେଇଙ୍ଗ୍ ସେନଃୟାନା ।
6 କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା।
୬“ଆଇଙ୍ଗ୍ ସେନଃତାନ୍ ତାଇକେନ୍ ଇମ୍ତା ଦମାସ୍କସ୍ ନାଗାର୍ତେ ତେବାଗଃ ତାଇକେନ୍ରେ ସିର୍ମାଏତେ ମିଆଁଦ୍ ହିଚିର୍ଲେକା ମାର୍ସାଲ୍ ଆଚ୍କାଗି ଆଇଁୟାଃ ଚାରିୟସାଃରେ ମାର୍ସାଲ୍ୟାନା ।
7 ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ?”
୭ଆଡଃ ଆଇଙ୍ଗ୍ ଅତେରେଇଙ୍ଗ୍ ଉୟୁଃୟାନା ଏନ୍ତେ ଆଇଙ୍ଗ୍ ନାଗେନ୍ତେ ନେ ଲାବ୍ଜାଇଙ୍ଗ୍ ଆୟୁମ୍କେଦା, ‘ହେ ଶାଉଲ୍, ହେ ଶାଉଲ୍, ଚିନାଃମେନ୍ତେ ଆମ୍ ଆଇଙ୍ଗ୍କେମ୍ ସିଗିଦିଇଙ୍ଗ୍ତାନା?’
8 ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।”
୮ଆଇଙ୍ଗ୍ କୁଲିକିୟାଇଙ୍ଗ୍, ‘ପ୍ରାଭୁ, ଆମ୍ ଅକଏ ତାନ୍ମେ?’ ଇନିଃ ଆଇଙ୍ଗ୍କେ କାଜିରୁହାଡ଼୍କିୟାଁ, ‘ଆମ୍ ଅକଏକେମ୍ ସାସାତିତାନା, ଆଇଙ୍ଗ୍ ଏନ୍ ନାଜ୍ରେତ୍ରେନ୍ ୟୀଶୁ ତାନିଙ୍ଗ୍ ।’
9 ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ।
୯ଆଇଁୟାଃଲଃ ତାଇକେନ୍ ହଡ଼କ ଏନ୍ ମାର୍ସାଲ୍କ ନେଲ୍କେଦା, ମେନ୍ଦ ଆଇଙ୍ଗ୍ଲଃ ଜାଗାର୍ତାନ୍ ହଡ଼ଆଃ ଲାବ୍ଜା କାକ ଆୟୁମ୍ ଦାଡ଼ିୟାନା ।
10 ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି? ପୁଣି, ପ୍ରଭୁ ମୋତେ କହିଲେ, “ଉଠ, ଦମ୍ମେଶକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।”
୧୦ଆଇଙ୍ଗ୍ କୁଲିକିୟାଇଙ୍ଗ୍, ‘ପ୍ରାଭୁ, ଆଇଙ୍ଗ୍ ଚିନାଃ ଚିକାଏୟାଇଙ୍ଗ୍?’ ପ୍ରାଭୁ ଆଇଙ୍ଗ୍କେ କାଜିକେଦିୟାଁ, ‘ବିରିଦ୍ମେ, ଆଡଃ ଦମାସ୍କସ୍ତେ ସେନଃମେ, ପାର୍ମେଶ୍ୱାର୍ ଆମାଃ ନାଗେନ୍ତେ ଅକ କାମି ଦହକାଦା, ଏନା ଏନ୍ତାଃରେ ଆମ୍କେ ଉଦୁବାମେୟାଁ ।’
11 ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି।
୧୧ଏନ୍ ମାର୍ସାଲ୍ରେୟାଃ ପୁରାଃ ମାର୍ସାଲ୍ତେ ଆଇଁୟାଃ ମେଦ୍ତାଇୟାଁଃ ବିଗ୍ଡ଼ାଅୟାନା ଆଡଃ କାଇଙ୍ଗ୍ ନେଲ୍ଦାଡ଼ିୟାନା । ଏନାମେନ୍ତେ ଆଇଁୟାଃଲଃ ମିସାତେ ସେନ୍ତାଇକେନ୍ ହଡ଼କ ଆଇଁୟାଃ ତିଃଇ ସାବ୍କେଦ୍ତେ ଆଇଙ୍ଗ୍କେ ଦମାସ୍କସ୍ତେକ ସୁତୁଃଇଦିକିୟାଁ ।
12 ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ,
୧୨“ଏନ୍ ନାଗାର୍ରେ ହନାନିୟ ନୁତୁମ୍ ମିଆଁଦ୍ ଧାର୍ମାନ୍ ହଡ଼ ତାଇକେନାଏ । ଇନିଃ ଆବୁଆଃ ଆନ୍ଚୁ ମାନାତିଙ୍ଗ୍ନିଃ ତାଇକେନାଏ ଆଡଃ ଏନ୍ତାଃରେ ତାଇନ୍ତାନ୍ ଯିହୁଦୀ ହଡ଼ ସବେନ୍କ ଇନିଃକେ ପୁରାଃଗିକ ମାଇନି ତାଇକେନା ।
13 ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି।
୧୩ଇନିଃ ଆଇଁୟାଃତାଃତେ ହିଜୁଃକେଦ୍ତେ ନାଡ଼େଃରେ ତିଙ୍ଗୁୟାନା ଆଡଃ କାଜିକେଦାଏ, ‘ହାଗା ଶାଉଲ୍, ଆମ୍ ଆଡଃମିସାମ୍ ନେଲ୍ଦାଡ଼ିୟା ।’ ଏନ୍ ନେଡାରେଗି ଆଇଙ୍ଗ୍ ଆଡଃମିସା ନେଲ୍ ଦାଡ଼ିକେଦ୍ତେ, ଇନିଃକେଇଙ୍ଗ୍ ନେଲ୍କିୟା ।
14 ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃ-ପୁରୁଷଙ୍କର ଈଶ୍ବର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି,
୧୪ଇନିଃ କାଜିକେଦାଏ, ‘ଆବୁଆଃ ପୁର୍ଖା ହାଡ଼ାମ୍କଆଃ ପାର୍ମେଶ୍ୱାର୍ ଆମ୍କେ ଆୟାଃ ଇଛାସାନାଙ୍ଗ୍ ସାରି ନାଗେନ୍ତେ, ଆୟାଃ ଧାର୍ମାନ୍ ଦାସିକେ ନେଲି ନାଗେନ୍ତେ ଆଡଃ ଆୟାଃ କାଜି ଆୟୁମ୍କେଦ୍ତେ ଆୟାଃ ଆପ୍ନାଃ ଲାବ୍ଜାତେ ଜାଗାର୍ ନାଗେନ୍ତେ ସାଲାକାଦ୍ମେୟା ।
15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ।
୧୫ଚିଆଃଚି ଆମ୍ ଅକ୍ନାଃ ନେଲାକାଦାମ୍ ଆଡଃ ଆୟୁମ୍କାଦାମ୍, ଏନା ସବେନ୍କତାଃରେ ଉଦୁବେ ନାଗେନ୍ତେ ଆମ୍ ଆୟାଃ ଗାୱାମ୍ ହବାଅଃଆ ।
16 ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ।
୧୬ଆଡଃ ନାହାଁଃ, ଚିନାଃମେନ୍ତେମ୍ ବିଲାମେତାନା? ବିରିଦ୍ମେ, ବାପ୍ତିସ୍ମା ଇଦିମେ ଆଡଃ ଆୟାଃ ନୁତୁମ୍ରେ ବିନ୍ତିକେଦ୍ତେ ଆମାଃ ସବେନ୍ ପାପ୍କ ଫାର୍ଚିୟଃଆ ।’
17 ଏଥିଉତ୍ତାରେ ମୁଁ ଯିରୂଶାଲମ ସହରକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି।
୧୭“ଆଇଙ୍ଗ୍ ଯୀରୁଶାଲେମ୍ ରୁହାଡ଼୍କେଦ୍ତେ ଏନ୍ତାଃରେୟାଃ ମାନ୍ଦିର୍ ଅଡ଼ାଃରେ ବିନ୍ତିତାଇକେନ୍ ଇମ୍ତା, ଦାର୍ଶାନ୍ ନେଲ୍କେଦାଇଙ୍ଗ୍,
18 ସେ ମୋତେ କହିଲେ, “ବିଳମ୍ବ ନ କରି ଶୀଘ୍ର ଯିରୂଶାଲମ ସହରରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।”
୧୮ଏନ୍ ଦାର୍ଶାନ୍ରେ ପ୍ରାଭୁକେ ନେଲ୍କିୟାଇଙ୍ଗ୍ । ଇନିଃ ଆଇଙ୍ଗ୍କେ କାଜିକେଦିୟାଁ, ‘ଜାଲ୍ଦି ଯୀରୁଶାଲେମ୍ ବାଗିମେ, ଚିଆଃଚି ନେତାଃରେନ୍ ହଡ଼କ ଆଇଁୟାଃ ବିଷାଏରେ ଏମାକାଦ୍ ଗାୱା କାକ ଆୟୁମେୟା ।’
19 ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି;
୧୯ଆଇଙ୍ଗ୍ କାଜିରୁହାଡ଼୍କେଦାଇଙ୍ଗ୍, ‘ପ୍ରାଭୁ ଆଇଙ୍ଗ୍ ସାମାଜ୍ ଅଡ଼ାଃକରେ ସେନ୍କେଦ୍ତେ ଆମାଃତାଃରେ ବିଶ୍ୱାସ୍ତାନ୍ ହଡ଼କକେ ଚିଲ୍କାଇଙ୍ଗ୍ ତଲ୍କତାଇକେନା ଆଡଃ ଦାଲ୍କ ତାଇକେନା, ଏନା ଇନ୍କୁ ବୁଗିଲେକାକ ସାରିକାଦା,
20 ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି।
୨୦ଆଡଃ ଆମାଃ ବିଷାଏରେ ସ୍ତିଫାନ୍ ଗାୱା ଏମ୍ତାଇକେନ୍ ଇମ୍ତା ଇନିଃକେ ଦିରିତେ ଚିଦ୍ଗି ଗଏଃକିୟାକ, ଆଇଙ୍ଗ୍ ଏନ୍ତାଃରେଇଙ୍ଗ୍ ତାଇକେନା, ଆଡଃ ଇନିୟାଃ ଗନଏଃରେଇଙ୍ଗ୍ ସାଲ୍ହାକାନ୍ ତାଇକେନା ଆଡଃ ଇନିଃକେ ଗଏଃତାନ୍ ହଡ଼କଆଃ ଲିଜାଃକଇଙ୍ଗ୍ ହରତାଇକେନା ।’
21 ସେଥିରେ ସେ ମୋତେ କହିଲେ, “ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୁଦୀମାନଙ୍କ ନିକଟକୁ ପଠାଇବୁ।”
୨୧ପ୍ରାଭୁ ଆଇଙ୍ଗ୍କେ କାଜିକେଦିୟାଁ, ‘ଜୁ, ଆଇଙ୍ଗ୍ ଆମ୍କେ ପୁରାଃ ସାଙ୍ଗିନ୍ ସାଅଁସାର୍ ହଡ଼କତାଃତେଇଙ୍ଗ୍ କୁଲ୍ମେୟାଁ ।’”
22 ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାହାର ବଞ୍ଚି ରହିବାର ଉଚିତ୍ ନୁହେଁ।
୨୨ହଡ଼କ ପାଉଲୁସ୍ ନେ କାଜି କାଜିତାନ୍ ଜାକେଦ୍ ଆୟୁମ୍ ତାଇକେନାକ, ମେନ୍ଦ ଏନ୍ ତାୟମ୍ତେ ଇନ୍କୁ ପୁରାଃ କାଉରିକେଦ୍ତେ କାଜି ଏଟେଃକେଦାକ, “ଇନିଃକେ ଅତେଦିଶୁମ୍ଏତେ ବାହାରି ଅଡଙ୍ଗ୍ଇଁପେ, ଇନିଃକେ ଗଜିପେ, ଇନିୟାଃ ଜୀନିଦ୍ ତାଇନଃରେୟାଃ ଜେତାନ୍ ଆକ୍ତେୟାର୍ ବାନଃଆ ।”
23 ପୁଣି, ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ,
୨୩ଇନ୍କୁ କାଉରିତାନ୍ଲଃ ଆକଆଃ ଲିଜାଃ ହିର୍କେଦାକ ଆଡଃ ଚେତାନ୍ତେ ଧୁଡ଼ି ହିର୍ଚିକେଦାକ ।
24 ସେତେବେଳେ ସହସ୍ର-ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ।
୨୪ପାଉଲୁସ୍କେ ଗାଡ଼୍ ଭିତାର୍ତେ ଇଦି ନାଗେନ୍ତେ ରୋମ୍ରେନ୍ ହାଜାର୍ ସିପାଇକଆଃ ଆଗୁଆଇନିଃ ସିପାଇକକେ ଆଚୁକେଦ୍କଆ ଆଡଃ ଯିହୁଦୀ ହଡ଼କ ଚିନାଃମେନ୍ତେ ଆୟାଃ ବିରୁଧ୍ରେ ନେ'ଲେକା କାଉରିତାନାକ, ଏନା ସାରି ନାଗେନ୍ତେ ଇନିଃକେ କର୍ଡାତେ ହାଁଣ୍ସାଇ ନାଙ୍ଗ୍ ଆଚୁକେଦ୍କଆଏ ।
25 ସେମାନେ ପାଉଲଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ, ପାଉଲ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କୁ କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
୨୫ମେନ୍ଦ ଇନିଃକେ ତନଲ୍ ଇମ୍ତା ପାଉଲୁସ୍ ଏନ୍ତାଃରେ ତାଇକାନ୍ ମିଦ୍ଶାଅ ସିପାଇକଆଃ ଆଗୁଆଇନିଃକେ କାଜିକିୟା, “ଜେତା ଗୁହ୍ନାଁଁରେ ନାହାଁଃ ଜାକେଦ୍ କା ଚିଟାକାନ୍ ରୋମିରେନ୍ ହଡ଼କେ ହାଁଣ୍ସାତେୟାଃ ଚିନାଃ ଆଇନ୍ ଲେକାତେ ବୁଗିନାଃ ତାନାଃ?”
26 ସେହି ଶତ-ସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ।
୨୬ନେଆଁ ଆୟୁମ୍କେଦ୍ତେ ମିଦ୍ଶାଅ ସିପାଇକଆଃ ଆଗୁଆଇନିଃ ସେନ୍କେଦ୍ତେ ହାଜାର୍ ସିପାଇକଆଃ ଆଗୁଆଇନିଃକେ କାଜିକିୟା, “ଆବେନ୍ ଚିନାଃବେନ୍ ଚିକାଏତାନା? ଏନ୍ ହଡ଼ ରୋମିରେନ୍ ତାନିଃ ।”
27 ସେଥିରେ ସହସ୍ର-ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ ହଁ।
୨୭ଏନ୍ତେ ହାଜାର୍ ସିପାଇକଆଃ ଆଗୁଆଇନିଃ ପାଉଲୁସ୍ତାଃତେ ସେନ୍କେଦ୍ତେ କୁଲିକିୟା, “ଆମ୍ ଚିନାଃ ମିଆଁଦ୍ ରୋମିରେନ୍ ତାନ୍ମେ?” ପାଉଲୁସ୍ କାଜିରୁହାଡ଼୍କିୟାଏ, “ହାଁ, ଆଇଙ୍ଗ୍ ତାନିଙ୍ଗ୍ ।”
28 ସେଥିରେ ସହସ୍ର-ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି। ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ।
୨୮ହାଜାର୍ ସିପାଇକଆଃ ଆଗୁଆଇନିଃ କାଜିକେଦାଏ, “ପୁରାଃ ଗନଙ୍ଗ୍ ଏମ୍କେଦ୍ତେ ଆଇଙ୍ଗ୍ ମିଆଁଦ୍ ରୋମିରେନ୍ ହଡ଼ ହବାକାନାଇଙ୍ଗ୍ ।” ମେନ୍ଦ ପାଉଲୁସ୍ କାଜିରୁହାଡ଼୍କିୟାଏ, “ମେନ୍ଦ ଆଇଙ୍ଗ୍ ଜାନାମ୍ହେତେଗି ରୋମିରେନ୍ ତାନିଙ୍ଗ୍ ।”
29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ।
୨୯ଇମ୍ତାଗି ଅକ ହଡ଼କ ପାଉଲୁସ୍କେ କୁଲି ନାଗେନ୍ତେକ ସେନ୍ତାଇକେନା, ଇନ୍କୁ ତାୟମ୍ତେକ ରୁହାଡ଼୍ୟାନା ଆଡଃ ପାଉଲୁସ୍ ରୋମିରେନ୍ ତାନିଃ ମେନ୍ତେ ସାରିକେଦ୍ତେ ଆଡଃ ଇନିଃ ସିକିଡ଼ିତେ ପାଉଲୁସ୍କେ ତଲ୍ ନାଙ୍ଗ୍ ଆଚୁକାଦାଏ, ନେଆଁ ସାରିକେଦ୍ତେ, ଇନିଃ ପୁରାଃଗି ବରକେଦା ।
30 କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।
୩୦ଯିହୁଦୀ ହଡ଼କ ପାଉଲୁସ୍କେ ଚିନାଃମେନ୍ତେକ ଚିଟାଇତାନା, ଏନା ସାରି ନାଗେନ୍ତେ ହାଜାର୍ ସିପାଇକଆଃ ଆଗୁଆଇନିଃ ଏଟାଃ ହୁଲାଙ୍ଗ୍ ପାଉଲୁସ୍ଆଃ ସିକିଡ଼ି ତନଲ୍ତେୟାଃକ ରାଡ଼ାକେଦ୍ତେ ମାରାଙ୍ଗ୍ ପାଞ୍ଚେଟ୍ ହବାଅଃ ନାଗେନ୍ତେ ମୁଲ୍ ଯାଜାକ୍କକେ ଆଚୁକେଦ୍କଆ । ଏନ୍ତେ ଇନିଃ ପାଉଲୁସ୍କେ ଇଦିକେଦ୍ତେ ଇନ୍କୁଆଃ ଆୟାର୍ରେ ତିଙ୍ଗୁକିୟା ।