< ପ୍ରେରିତ 19 >

1 ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ।
ଆପଲ୍ଲୋ କରିନ୍ଥିନ୍ନିଆ ଲେଃକ୍ନେ ବେଲା ପାଉଲ୍‍ ମଜିରେନେ ଏରିଆ ବିଚେ ଅଲେଙ୍ଗ୍‍ ୱେଚେ ଏଫିସିୟ ଇନିପାକା ପାଙ୍ଗ୍‍ଚେ ଉଡ଼ିକ୍ଲିଗ୍‍ ସିସ୍‍ଇଂକେ କେକେ
2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ।
ମେଇଂ ଆମେଇଂକେ ସାଲିଆକୁକେ ବିସ୍‍ବାସ୍‍ ଡିଂବେଲା ପେ ପବିତ୍ର ଆତ୍ମା ବାପେଲେଃକେ? ମେଇଂ ଆମେକେ ବାଲିର୍‍ଆର୍କେ ଣ୍ଡୁ ପବିତ୍ର ଆତ୍ମା ଜେ ଲେଃକେ ଆତେନ୍‌‍ ଅଃନାଡିଗ୍ ଅଁ ନେଲେଃକେ ଣ୍ଡୁ ।
3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ।
ତେନ୍‍ସା ମେଁ ସାଲିଆକୁକେ ତେଲା ପେ ଆଣ୍ତିଅରିଆ ଡୁବନ୍‌ ଗ୍ର‍ଅନ୍ ପେଡିଂକେ? ମେଇଂ ବାଲିର୍‍ଆର୍କେ “ଜହନ୍‌ନେ ଡୁବନ୍‌ ।”
4 ସେଥିରେ ପାଉଲ କହିଲେ, ଯୋହନ ମନ-ପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍‍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ।
ତେଲା ପାଉଲ୍‍ ବାଲିର୍‍କେ ଜହନ୍‌ ମନ୍‌ ବଦ୍‌ଲେଃନେ ଡୁବନ୍‌ନ୍ନିଆ ଡୁବନ୍‌ ବିଃକେ କ୍ମେ ଇଡ଼ିଂ ଜାଣ୍ଡେ ପାଙ୍ଗ୍‍ଆର୍‌ଏ, ମେଇଂ ଡାଗ୍ରା ବା ଜିସୁ ଡାଗ୍ରା ବିସ୍‍ବାସ୍‍ ଡିଂନେ ପଡ଼େଏ ଡାଗ୍‍ଚେ ରେମୁଆଁଇଂକେ ବାଲିର୍‍ଡିଂଗେ ।
5 ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ,
ମେଇଂ ଆକେନ୍‍ ଅଁଚେ ମାପ୍‌ରୁ ଜିସୁ ମ୍ନିରେ ଡୁବନ୍‌ ଡିଂଆର୍କେ
6 ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ।
ଆରି ପାଉଲ୍‍ ମେଇଂ ଆଡ଼ାତ୍ରା ନ୍ତିବଚେ ଆନ୍ତାର୍‍ ବିକେ ପବିତ୍ର ଆତ୍ମା ମେଇଂ ଆଡ଼ାତ୍ରା ଗାୱେଆର୍କେ ଆରି ମେଇଂ ବିନ୍‍ବିନ୍‍ ସାମୁଆଁରେ ବ୍ନାଲିର୍ ବାସଙ୍ଗ୍‌ନେ ବାରି ବାବବାନି ଡିଗ୍‍ ବାସଙ୍ଗ୍‌ସା ଲାଗେକେ ।
7 ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ।
ମେଇଂ ସର୍‍ତେରେ ପାକାପାକି ଗମ୍ୱାର୍‍ରୁଆ ଙ୍ଗିରେ ଲେଃଆର୍‍ଗେ ।
8 ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ।
ଇଡ଼ିଙ୍ଗ୍‌ ମେଁ ପାର୍‌ତନା ଡୁଆନ୍ନିଆ ଗାଚେ ଞ୍ଜି ଆର୍କେ ଜାକ ସାହାସ୍‍ ଏତେ ଇସ୍‍ପର୍‍ନେ ରାଜି ବିସୟ୍‌ରେ ବାଲିର୍‍ଚେ ବିସ୍‍ବାସ୍‍ ଆଡିଙ୍ଗ୍‌ନ୍‌ସା ଚେସ୍‌ଟା ଡିଂଆର୍କେ ।
9 କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ।
ମାତର୍ ମେଇଂନେବାନ୍‍ ଉଡ଼ିରୁଆ କଟିନ୍ ମନ୍ ରେମୁଆଁ ଲେଃଆର୍‍ଗେ । ମେଇଂ ବିସ୍‌ବାସି ଆଡିଂଆର୍କେ ଣ୍ଡୁ । ମେଇଂ ଦଲ୍‍ନେ ସାପାରେ ସାମ୍‍ନାରେ ମାପ୍‍ରୁନେ ଗାଲି ସାମୁଆଁରେ ଜାବର୍‌ ଦଦିଆ ବ୍ନାଲିର୍‍ ବାଲିର୍‍ଆର୍କେ । ତେସା ପାଉଲ୍‍ ଆମେଇଂକେ ଆନ୍ତାର୍‍ଚେ ବିସ୍‍ବାସିଇଂକେ ସାଚେ କାଲାଆଃ ଟିରାନସ୍‍ ଡୁଆନ୍ନିଆ ବାଲିର୍‍ନେ ମୁଲେଆର୍କେ ।
10 ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଏସିଆ-ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ।
ଡେକୁଆ ମ୍ୱାର୍‍ ମୁଆଁ ଜାକ ୱେକେ; ଆତ୍‍ତେ ଆସିଆଣ୍ଡ୍ରେ ଜିଉଦି ଆରି ଗ୍ରୀକ୍‌ ରେମୁଆଁ ସର୍‍ତେ ମାପ୍‍ରୁନେ ସାମୁଆଁ ଅଁଆର୍କେ ।
11 ପୁଣି, ଈଶ୍ବର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ,
ଆରି ଇସ୍‍ପର୍‍ ପାଉଲ୍‍ନେ ନ୍ତି ଏତେ ଆଡିଂକ୍ନେ ଇରିୟାତୁଗ୍‌ନେ କାମ୍ ଆଡିଂବି ଡିଂଗେ ।
12 ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦ-ଆତ୍ମାଗୁଡ଼ାକ ବାହାରିଯାଉଥିଲେ।
ଡେକ୍‍ରକମ୍‍ ମେଁ ଗାଗ୍‍ଡ଼େବାନ୍‍ ଉର୍‌ମାଲ୍ ଆରି ସକା ରଗିଇଂ ଡାଗ୍ରା ଡୁଙ୍ଗ୍‍ପାଙ୍ଗ୍‍ଲା ମେଇଂ ଡାଗ୍ରା ରଗ୍‍ ଆନ୍ତାର୍‍ ୱେଡିଂଗେ ଆରି ଦୁଷ୍ଟ ଆତ୍ମାଇଂ ତାର୍‍ ଲାଗ୍‍ଡଡିଂଗେ ।
13 କିନ୍ତୁ ଭ୍ରମଣକାରୀ ଯିହୁଦୀ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି।
ମାତର୍‍ ଅଲେଙ୍ଗ୍‍ ରେମୁଆଁ ଜିଉଦିଇଂ ବୁତୁଡ଼ିଆଇଂବାନ୍‍ ଉଡ଼ିକ୍ଲିଗ୍‍ ରେମୁଆଁଇଂ ଡିଗ୍‍ ଦୁଷ୍ଟ ଆତ୍ମା ସାକ୍ନେ ରେମୁଆଁଇଂ ଆଡ଼ାତ୍ରା ମାପ୍‌ରୁ ଜିସୁନେ ମ୍ନି ସାଚେ ସେଆଁରେ ଆଆନ୍ତାର୍‍ ନ୍‍ସା ଚେସ୍‍ଟା ଡିଂଆର୍କେ ମେଇଂ ବାଲିର୍‍ଆର୍କେ, “ମୁଡ଼ି ଜିସୁନେ ମ୍ନିରେ ପାଉଲ୍‍ ବାସଙ୍ଗ୍‌‌ଡିଂକେ, ନେଙ୍ଗ୍‍ ଆନାକେ ମେଁ ମ୍ନିରେ ଆଦେସ୍‍ ବିଣ୍ଡିଂକେ ।”
14 ପୁଣି, ସ୍କେବା ନାମକ ଜଣେ ଯିହୁଦୀ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ।
ଆରି ସ୍କେବା ମ୍ନିକ୍ନେ ମୁଇଂ ଜିଉଦି ରେମୁଆଁନେ ମ୍ନା ପୁଜାରିଇଂନେ ଗୁକ୍ଲିଗ୍‍ ଉଂଇଂ ଡେକୁଆ ଡିଂନେ ଚେସ୍‌ଟା ଡିଂଆର୍‍ଡିଂଗେ ।
15 ସେଥିରେ ମନ୍ଦ-ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ?
ଆତ୍‍ତେ ଦୁସ୍ଟ ଆତ୍ମାଇଂ ଉତର୍‍ ବିକେ, ନିଂ ଜିସୁକେ ମ୍ୟାନ୍ଲେଃକେ ଆରି ପାଉଲ୍‍କେ ଣ୍ଡିଗ୍ ମ୍ୟାନ୍ଲେଃକେ; ମାତର୍‍ ପେ ସାପାରେ ଜାଣ୍ଡେ?
16 ସେତେବେଳେ ମନ୍ଦ-ଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ।
ଆତେନ୍‌‍ ବେଲା ଦୁସ୍ଟ ଆତ୍ମା ସାଲେଃକ୍ନେ ରେମୁଆଁ ମେଇଂ ଆଡ଼ାତ୍ରା ପୁଏଚେ ମେଁ ମ୍ୱାୟାକେ ଆଃଲଃଚେ ଆମେଇଂକେ ଏନ୍‍ତି ବଗ୍‍କେ ଜେ ମେଇଂ ନାଙ୍ଗ୍‍ଲାଚେ ଆରି ଚିନାବାନାଚେ ତେନ୍‍ ଡୁଆବାନ୍‍ ତାର୍‍ଚେ ଲାଗ୍‍ଡଆର୍କେ ।
17 ଏହି କଥା ଏଫିସ ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଜାଣିଲେ। ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା।
ଆକେନ୍‍ ସାମୁଆଁ ଏଫିସିୟନ୍ନିଆ ବାସା ଡିଂଆର୍‌କ୍ନେ ରେମୁଆଁଇଂ ଜିଉଦି ଆରି ଗ୍ରୀକ୍‌ ରେମୁଆଁ ସର୍‍ତେରେ ମ୍ୟାଚେ ବୁଟମେଗ୍‌ ଆର୍କେ । ଆରି ମାପ୍‌ରୁ ଜିସୁନେ ମ୍ନି ମ୍ନା ଡିଙ୍ଗ୍‍କେ ।
18 ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ,
ଆରି ବିସ୍‍ବାସିଇଂନେ ବିତ୍‍ରେବାନ୍ ଜବର୍‍ରେ ପାଙ୍ଗ୍‍ଚେ ନିଜର୍‍ ନିଜର୍‍ କାମ୍ ଆସୁଏଆର୍କେ ଆରି ବାଲିର୍‍ନେ ଆରାମ୍‍ ଡିଂଆର୍କେ ।
19 ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ରୂପା ମୁଦ୍ରା ବୋଲି ଦେଖିଲେ।
ଆରି ଜାଦୁ କାମ୍ ଡିଂନେ ଉଡ଼ିରୁଆ ନିଜର୍‍ ନିଜର୍‍ ବଇ ଡୁଂପାଙ୍ଗ୍‍ଚେ ମୁଇଂତୁଗ୍‍ ବଚେ ସର୍‍ତେରେ ସାମ୍‍ନେ ଆଃଗି ବିଃଆର୍କେ; ମେଇଂ ଆତେନ୍‌‍ ସର୍‍ତେନେ ଡାବୁ ହିସାବ୍‍ ଡିଂଚେ ଆତେନ୍‌‍ ପଚାସ୍‍ ଅଜାର୍‍ ଡାବୁ ଡାଗ୍‍ଚେ ଗୁଆର୍‌ଆର୍କେ ।
20 ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା।
ଡେକ୍‍ରକମ୍‍ ମାପ୍‍ରୁନେ ସାମୁଆଁ ମ୍ନା ବପୁରେ ଉଡ୍ରାଡିଂନେ ଲାଗେକେ । ଆରି ଜିତେନେ ଲାଗେକେ ।
21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନରେ ସ୍ଥିର କରି କହିଲେ ଯେ ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ।
ଆକେନ୍‍ ସର୍‍ତେ ସାମୁଆଁ ଡାକ୍ନେ ଇଡ଼ିଙ୍ଗ୍‌ ପାଉଲ୍‍ ମାସିଦୋନିଆ ଆରି ଆଖାୟା ବିଚେ ଯିରୁସାଲାମ୍‌ ପାକା ୱେନ୍‍ସା ମନେ ବାବେଆର୍କେ ଆତ୍‍ତେ ୱେକ୍ନେ ଇଡ଼ିଙ୍ଗ୍‌ ମେଁ ବାସଙ୍ଗ୍‌କେ “ଆନେଙ୍ଗ୍‍ ରୋମ୍‍ ପାକା ୱେନେ ପଡ଼େଏ ।”
22 ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଏସିଆରେ ରହିଲେ।
ବାରି ଜାଣ୍ଡେଇଂ ମେଁନେ ସେବା ଡିଙ୍ଗ୍‌ନେ ଲେଃଆର୍‌କେ ମେଇଂ ବିତ୍‍ରେ ତିମତି ଆରି ଏରାଷ୍ଟ ଆକେନ୍‍ ମ୍ୱାୟାକେ ମାସିଦୋନିଆ ପାକା ବେବିଚେ ମେଁ ନିଜେ ଉଡ଼ି ମୁଆଁ ଜାକ ଆସିଆନ୍ତୁଗ୍‍ ଲେଃଆର୍‍ଗେ ।
23 ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା।
ଅଃତେନ୍‍ ବିତ୍‌ରେ ଆକେନ୍‍ ମାପ୍‌ରୁ ଆସୁଏବକ୍ନେ ଗାଲି ସାମୁଆଁ ଡୁଙ୍ଗ୍‌ୱେଚେ ଏଫିସିନ୍ନିଆ ବୟଙ୍କାର୍ ମ୍ନା ୱିଙ୍ଗ୍‌ଆ ତଡ଼ିଆକେ ।
24 କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା।
ଡାଗ୍‍ଲା ଦିମିତ୍ରିୟ ମ୍ନିକ୍ନେ ମୁଇଂ ରୁପାଆରେଣ୍ଡ୍ରେ ଆର୍ତ୍ତେମୀ ଦେବୀନେ ମନ୍ଦିର୍‌ନେ ରୁପା ମୁର୍‍ତି ଆରେଡିଂଆର୍‌ଗେ ଆକେନ୍‍ ବେପାର୍‌ବାନ୍ ଆଃରେଣ୍ଡ୍ରେ ଜବର୍‍ ଲାବ୍‍ ବାଡିଂଆର୍‍ଗେ ।
25 ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି;
ମେଁ ଆମେଇଂକେ ଆରି ତେନ୍‍ ବେପାର୍‌ନେ ରେମୁଆଁଇଂକେ ୱାଚେ ବାଲିର୍‍କେ, “ଆଦେସ୍‌ଇଂ ଆକେନ୍‍ ବେପାର୍‌ବାନ୍ ନେ ଦନ୍‍ ନେବାଏ ଡାଗ୍‍ଚେ ପେ ମ୍ୟାପେଲେଃକେ ।
26 ଆଉ ହାତ ତିଆରି ଦେବତାମାନେ ଈଶ୍ବର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଏସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
ଆରି ନ୍ତିଏତେ ଆରେକ୍ନେ ଦେବ୍‍ତାଇଂ ଇସ୍‍ପର୍‍ ଣ୍ଡୁ ଡାଗ୍‍ ବାଲିର୍‍ଚେ ‘ଆକେନ୍‍ ପାଉଲ୍‍ ମାତର୍‌‌ ଏଫିସିୟନ୍ନିଆ ଣ୍ଡୁ ମାତର୍‍ ସର୍‍ତେ ଆସିଆନ୍ନିଆ ଜବର୍‍ ରେମୁଆଁଇଂକେ ବାସଙ୍ଗ୍‌ ଡିଙ୍ଗ୍‌ଗେ ଆକେନ୍‍ ପେଇଂ କିକେ ପେଡିଙ୍ଗ୍‍କେ ଆରି ଅଁ ପେଡିଂକେ ।’
27 ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାନ ଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଏସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି।
ଆକ୍‍କେ ଜେ ମୁଇଂ ନେନେ ଆକେନ୍‍ ବେପାର୍‍ନେ ଦଦ୍ୟା‌ ମ୍ନି ଡିଂନେ ଲେଃକେ, ଆତେନ୍‌‍ ଣ୍ଡୁ ଏଲେଡିଗ୍‍ ଆଣ୍ଡିନେ ମହାଦେବୀ ଆର୍ତ୍ତେମୀଇଂକେ ସର୍‍ତେ ଆସିଆ ଆରି କ୍ଲିଗ୍‍ ଦର୍‌ତି ଜାକ ପୁଜା ଡିଂଆର୍‍ଡିଂକେ ମେଇଂନେ ମନ୍ଦିର୍‍ ଡିଗ୍ ଡାଆଁ ଡିଂଲେଃକ୍ନେ ଆରି ଆର୍ତ୍ତେମୀ ଦେବୀନେ ଇଜତ୍‌ ନସ୍ଟ ଡିଂଏ ।”
28 ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି।
ଆକେନ୍‍ ସାମୁଆଁ ଅଁଚେ ମେଇଂ ଜବର୍‍ ଗିସେଚେ ୱାସାର୍‍ଚେ ବାଲିର୍‍କେ “ଏଫିସିୟଇଂନେ ଆର୍ତ୍ତେମୀ ମ୍ନା ଦେବୀ ମ୍ନା ଲେଃକେ ।”
29 ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଆର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ।
ଅଃକେନ୍‍ରେ ଇନି ୱିଙ୍ଗ୍‍ଆଃରେ ବର୍‌ତି ଡିଂୱେଗେ ଆରି ମେଇଂ ରିସିଂଚେ ପାଉଲ୍‍ନେ ଏତେ ୱେଣ୍ଡ୍ରେ ମାସିଦୋନିଆନେ ଗାୟ ଆରି ଆରିଷ୍ଟାର୍ଖସ୍‌କେ ସାଚେ ଜବର୍ ୱିର୍‍ଚେ ଜୁଦ୍‌ ଟାନ୍‌ନ୍ନିଆ ୱିର୍‌ ୱେକେ ।
30 ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ।
ଆକେନ୍‍ ପାଉଲ୍‍ ରେମୁଆଁଇଂନେ ବିତ୍‍ରେ ଗ୍‍ଗାନେ ଇକ୍‌ଚା ଡିଂକେ ଏଲେ ସିସ୍‍ଇଂ ଆମେକେ ଗ୍‍ଗାନେ ଆବିକେ ଣ୍ଡୁ ।
31 ଆଉ ଏସିଆର ପ୍ରଧାନ କର୍ମକାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ।
ଆରି ଆସିଆନେ ମ୍ନା ଚାକ୍‍ରିଆଇଂ ବିତ୍‍ରେ ଡିଗ୍‍ ଉଡ଼ିରୁଆ ମେଇଂନେ ସାଙ୍ଗ ଲେଃଲା ରେମୁଆଁ ବେଚେ ଜୁଦ୍‌ ଟାନ୍‌ନେ କଣ୍ଡା ବିତ୍‍ରେ ମାବ୍‌ଟଚେ ଗ୍‍ଗାନ୍‍ସା ଆମେକେ ଗୁଆରି ଡିଙ୍ଗ୍‌ ଆର୍‌କେ ।
32 ସେତେବେଳେ କେହି କେହି ଏ କଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ।
ଅଃତେନ୍‍ ବେଲା ଜାଣ୍ଡେ ଜାଣ୍ଡେ ଆକେନ୍‍ ସାମୁଆଁ ଜାଣ୍ଡେ ଜାଣ୍ଡେ ବା ଆତେନ୍‌‍ ସାମୁଆଁ ବାଲିର୍‍ଚେ ୱାସାର୍‍ ଡିଂ ଆର୍‍ଡିଂଗେ ମାତର୍‍ କୁକପାର୍‍ ୱିଙ୍ଗ୍‍ଆଃରେ ବର୍‌ତି ଡିଂୱେଗେ ଆରି ମେଇଂ ଜେ ମେଃନ୍‍ସା ମିସୁ ଲେଃଆର୍କେ ଆତେନ୍‌‍ ସାଃଗାରେ ମ୍ୟାଃ ଆଲେଃଆର୍‍ଗେ ।
33 ଆଉ ଯିହୁଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା।
ରେମୁଆଁଇଂ ବିତ୍‍ରେବାନ୍‍ ଉଡ଼ିରୁଆ ବାଲିର୍‍ଆର୍‍କେ ଜେ ଆଲେକ୍‍ଜାଣ୍ତାର୍‍କେ ଆଃକେନ୍‍ସା ଦାଇ, ଡାଗ୍ଲା ଜିଉଦିଇଂ ଆମେକେ ସେନୁଗ୍‍ ଆତୁଆଁ ବଆର୍‍ଗେ । ଆଲେକ୍‍ଜାଣ୍ଡାର୍‍ ନ୍ତି ଟେକେଚେ ଆମେଇଂକେ ବୁଂଲେନ୍‍ସା ଚିନା ବିକେ ଆରି ବିସ୍‍ବାସିଇଂକେ ଆକୁଡ଼େଚେ ବ୍ନାଲିର୍‍ ବିଚେ ଆଦ୍ରିଗ୍‍ନେସା ଚେସ୍‍ଟା ଡିଂକେ ।
34 କିନ୍ତୁ ସେ ଜଣେ ଯିହୁଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି।
ମାତର୍‍ ମେଁ ମୁଇଂ ଜିଉଦି ଡାଗ୍‍ଚେ ଉଡ଼ିବେଲା ମେଇଂ ମ୍ୟାଃଆର୍‍କେ, ଅଃତେନ୍‍ ବେଲା ସର୍‍ତେରେ ମୁଇଂତର୍‍କେ ମ୍ୱାର୍‍ ଗଣ୍ଟା ଜାକ ୱାସାର୍‍ ଆର୍‍କେ, ଏଫିସିୟଇଂନେ ଆର୍ତ୍ତେମୀ ମ୍ନାଃଦେବୀ ଲେଃକେ ।
35 ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ?
ଇଡ଼ିଙ୍ଗ୍‌ ସହର୍‌ ଗୁମୁସ୍ତା ରେମୁଆଁ ସାପାରେକେ ଆବୁଜେଚେ ବାଲିର୍‍କେ ଅ ଏଫିସିୟ ରେମୁଆଁଇଂ ଏଫିସ ସହର୍‌ ଜେ ମ୍ନା ଦେବୀ ଆର୍ତ୍ତେମୀ ଆରି କିତଂଇନି ବାନ୍‍ ଲଲେକ୍ନେ ପ୍ରତିମାନେ ମନ୍ଦିର୍‍ନେ ପୁଜାରି ଆକେନ୍‍ ଜାଣ୍ଡେଃ ଆମ୍ୟାକେ?
36 ଅତଏବ ଏହିସବୁ କଥା ଅଖଣ୍ଡନୀୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନାରେ କୌଣସି କର୍ମ ନ କରିବା ଉଚିତ।
ଜାଣ୍ଡେଃ ଆକେନ୍‍ ମିଚ୍‍ ବାଲିର୍‍ ଆୟା ଣ୍ଡୁ । ତେନ୍‍ସା ପେ ସର୍‍ତେରେ ବୁଂବିପା ମେଃଡିଗ୍ ମାମ୍ୟାଃ କୁଟା ଆସ୍ଲେଗେପା ।
37 କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିର ଲୁଣ୍ଠନକାରୀ ନୁହଁନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହଁନ୍ତି।
ଏନ୍‍ ରେମୁଆଁଇଂ ମନ୍ଦିର୍‍ବାନ୍‍ ମେଃଡିଗ୍‍ ଆଡଙ୍ଗ୍‍ଗା ଆର୍‍କେ ଣ୍ଡୁ କି ଦେବିନେ ବିରୁଦ୍‌ରେ ମେଃଡିଗ୍‍ ନିନ୍ଦା ସାମୁଆଁ ଆବାଲିର୍‍ ଆର୍‍କେ ଣ୍ଡୁ ଏଲେଡିଗ୍‍ ନା ଆକ୍ମେଇଂକେ ସାଚେ ଡୁଂପାଂନାବ ।
38 ଏଣୁ ଯଦି କାହାରି ବିରୁଦ୍ଧରେ ଦୀମିତ୍ରୀୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ, ତାହାହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ।
ତେନ୍‍ସା ଜଦି ଜାଣ୍ଡେନେ ବିରଦ୍‌ରେ ଦିମିତ୍ରିୟନେ ଆରି ମେଇଂନେ ସାଙ୍ଗ ସ୍ଲେରେନେ ମେଃଡିଗ୍‍ ସାମୁଆଁ ଲେଃଏ, ତେଲା ବିଚାର୍‍ ଡୁଆ ରଃବକେ ଆରି ସାସନ୍‍ ରେମୁଆଁଇଂ ଲେଃକେ; ମେଇଂ ନିଜର୍‍ ନିଜର୍‍ ବିରଦ୍‍ରେ ଅବାଲିର୍‍ ଆର୍‍କେ ।
39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ।
ଆରି ଜଦି ପେନେ ବିନ୍‍ ମେଣ୍ଡିଗ୍ ବାଲିର୍‍ନେ ଲେଃଏ, ତେଲା ନିୟମ୍‌ ଇସାବ୍‌ରେ ଡାଆଁ କୁକପାର୍‍ନ୍ନିଆ ମେଁନେ ନିଷ୍ପତି ଡିଂଏ ।
40 କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁ ନାହିଁ।
ଏଲେ ଏକ୍ନେ ସତ୍‍ ୱିଙ୍ଗ୍‌ଆ ଡୁଙ୍ଗ୍‍ପାଙ୍ଗ୍‍ଚେ ନେ ବିରଦ୍‍ରେ ଅବାଲିର୍‍ନେ ଜାବର୍‌ କସ୍ଟ ଲେଃକେ; ନେ ଆକେନ୍‍ ୱିଙ୍ଗ୍‍ଆନେ ମେଃଣ୍ଡିଗ୍‍ କାରନ୍‍ ଆସୁଏ ନେୟା ଣ୍ଡୁ ।
41 ଏହା କହି ସେ ସଭାସ୍ଥ ସମସ୍ତଙ୍କୁ ବିଦାୟ ଦେଲେ।
ଏନ୍‍ ସାପା ବ୍ନାଲିର୍‍ ବାଲିର୍‍ଚେ ମେଁ ରେମୁଆଁଇଂକେ ଆବୁଂଚେ କୁକପାର୍‍ ଆଡାକେ ।

< ପ୍ରେରିତ 19 >