< କରିନ୍ଥୀୟ 10 >

1 କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃ-ପୁରୁଷ ସମସ୍ତେ ମେଘ ତଳେ ଥିଲେ,
ହେ ହାଗା ମିଶିକ, ମୁଶା ନାବୀକେ ଅତଙ୍ଗ୍‌କେଦ୍‌ତେ ଆବୁଆଃ ପୁର୍‌ଖା ହାଡ଼ାମ୍‌କଆଃ ଚିନାଃ ହବାକାନ୍‌ ତାଇକେନା ଏନା ଆପେ ପାହାମେପେ ମେନ୍ତେଇଙ୍ଗ୍‌ ସାନାଙ୍ଗ୍‌ତାନା । ଇନ୍‌କୁକେ ରିମିଲ୍‌ତେ ବାଞ୍ଚାଅକାନ୍‌ ତାଇକେନାକ ଆଡଃ ଆରାଃ ଦରେୟା ଥାଲା ଥାଲାତେ ବୁଗିଲେକାକ ସେନ୍‌ ପାରମ୍‌ୟାନା ।
2 ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି, ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ,
ମୁଶା ନାବୀକେ ଅତଙ୍ଗ୍‌ତାନ୍‌କ ଲେକା ଇନ୍‌କୁ ସବେନ୍‌କ ରିମିଲ୍‌ ଆଡଃ ଦରେୟାରେ ବାପ୍ତିସ୍ମାୟାନାକ ।
3 ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ
ଇନ୍‌କୁ ସବେନ୍‌କ ମିଦ୍‌ ସାମାନ୍‌ ଆତ୍ମାରେୟାଃ ଜଜମାଃକ ଜମାକାଦା,
4 ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ (ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ),
ଆଡଃ ଏନ୍‌ ମିଦ୍‌ ସାମାନ୍‌ ଆତ୍ମାରେୟାଃ ଦାଆଃକ ନୁଁଆକାଦା । ଚିୟାଃଚି ଇନ୍‌କୁଲଃ ସେସେନ୍‌ତାନ୍‌ ଆତ୍ମାରେୟାଃ ଚାଟେନ୍‌ଏତେ ଇନ୍‌କୁ ଆତ୍ମାରେୟାଃ ଦାଆଃ ନୁଁ ତାଇକେନାକ, ଆଡଃ ଏନ୍‌ ଚାଟେନ୍‌ ୟୀଶୁ ଖ୍ରୀଷ୍ଟ୍‌ଗି ତାନିଃ ।
5 ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ବରଙ୍କ ସନ୍ତୋଷ ନ ଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ, ଏସମସ୍ତ କଥା ଯେ ତୁମ୍ଭେମାନେ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ।
ଏନ୍‌ରେୟ ପାର୍‌ମେଶ୍ୱାର୍‌ ଇନ୍‌କୁଏତେ ଚିମିନ୍‌କ ନାଗେନ୍ତେ କାଏ ସୁକୁକାନ୍‌ ତାଇକେନା । ଏନାତେ ଇନ୍‌କୁଆଃ ଗନଏଃ ହଡ଼୍‌ମ ବିର୍‌ରେ ନେତେହାନ୍ତେ ଛିତିବିତିକାନ୍ ତାଇକେନା ।
6 ସେମାନେ ଯେପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେପ୍ରକାରେ ଅଭିଳାଷୀ ନ ହେଉ, ଏଥିନିମନ୍ତେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି।
ଇନ୍‌କୁ ଲେକା ଏତ୍‌କାନ୍‌ ଉଡ଼ୁଃ ଆଡଃ ଏତ୍‌କାନ୍‌ କାମି କା ରିକା ନାଗେନ୍ତେ ନାହାଁଃ, ନେ ସବେନାଃ ନାମୁନା ଲେକା ହବାକେଦ୍‌ତେ ଆବୁକେ ଚେତାଅବୁ ତାନା,
7 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମାପୂଜକ ହେଲେ, ସେପରି ତୁମ୍ଭେମାନେ ପ୍ରତିମାପୂଜକ ହୁଅ ନାହିଁ; ଯେପରି ଲେଖାଅଛି, “ଲୋକମାନେ ଭୋଜନପାନ କରିବାକୁ ବସିଲେ, ଆଉ ନୃତ୍ୟ କରିବାକୁ ଉଠିଲେ।”
ଚାଏ ଇନ୍‌କୁଏତେ ଚିମିନ୍‌କ ମୁରୁତ୍‌ ସେୱାତାନ୍‌କ ହବାୟାନା, ଏନାଲେକା ଆପେ ଆଲ୍‌ପେ ହବାଅଃଆ, ଧାରାମ୍‌ପୁଥିରେ ଅଲାକାନା: “ହଡ଼କ ଜମ୍‌, ନୁଁ ନାଗେନ୍ତେକ ଦୁବ୍‌ୟାନା, ଏନ୍ତେ ତିଙ୍ଗୁକେଦ୍‌ତେ ସୁସୁନ୍‌ତାନ୍‌ଲଃ ଏତ୍‌କାନ୍‌ ରିଜ୍‌ ରାଙ୍ଗ୍‌ରେକ ବୁଲ୍‌ୟାନା ।”
8 ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ।
ଇନ୍‌କୁଏତେ ଚିମିନ୍‌କ ଆପାଙ୍ଗିର୍‌ କାମିକେଦ୍‌ ହରାତେ ମୁସିଙ୍ଗ୍‌ରେ ମିଦ୍‌ହିସି ଆପି ହାଜାର୍‌ ହଡ଼କ ଗଏଃୟାନା । ଏନ୍‌ଲେକା ପାପ୍‌ କାମି ଆବୁ ଆଲକାବୁ କାମିକା ।
9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ।
ଇନ୍‌କୁଏତେ ଚିମିନ୍‌କ ପ୍ରାଭୁକେ ବିଡ଼ାଅକିଃ ହରାତେ ବିଙ୍ଗ୍‌ ହାବ୍‌ତେକ ଗଏଃୟାନା । ଏନ୍‌ଲେକା ଆବୁ ଖ୍ରୀଷ୍ଟ୍‌କେ ଆଲକାବୁ ବିଡ଼ାଅଇକା ।
10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ।
୧୦ଇନ୍‌କୁଏତେ ଚିମିନ୍‌କ ପାର୍‌ମେଶ୍ୱାର୍‌ଆଃ ବିରୁଧ୍‌ରେ କୁରୁମ୍‌ଡୁରୁମ୍‌ୟାନାକ, ଆଡଃ ଜିୟନ୍‌କତାନ୍‌ ଦୁଁତ୍‌ ଇନ୍‌କୁକେ ଗଏଃକେଦ୍‌କଆ । ଆପେ ଏନ୍‌ଲେକା କାଜି ଆଲ୍‌ପେ ଜାଗାରେୟା ।
11 ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି। (aiōn g165)
୧୧ଇନ୍‌କୁଆଃ ନାଗେନ୍ତେ ନେ ସବେନାଃ ନାମୁନା ଲେକା ହବାୟାନା, ଆଡଃ ଆବୁକେ ଚେତାଅ ନାଗେନ୍ତେ ଏନା ସବେନାଃ ଅଲାକାନା । ଚିୟାଃଚି ଆବୁ ଲାଗ୍‌ଭାଗ୍‌ ଟୁଣ୍ଡୁ ଦିପିଲିରେ ସେଟେର୍‌କାନାବୁ । (aiōn g165)
12 ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥିନିମନ୍ତେ ସେ ସାବଧାନ ହେଉ।
୧୨ଏନାତେ ଜେତାଏ ଆପାନ୍‌କେ ତିଙ୍ଗୁ କେଟେଦ୍‌କାନାଇଙ୍ଗ୍‌ ମେନ୍ତେ ଉଡ଼ୁଃନିଃ, ଆଲକାଏ ଉୟୁଗଃକା ମେନ୍ତେ ଚିର୍ଗାଲାକାନ୍‌ ତାଇନ୍‌କାଏ ।
13 ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ବର ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ।
୧୩ହଡ଼କକେ ହବାଅଃତାନ୍‌ ବିନିଡ଼ାଅ ବାଗିକେଦ୍‌ତେ ଆଡଃ ଏଟାଃଲେକାନ୍‌ ବିନିଡ଼ାଅରେ ଆପେ କାପେ ଉୟୁଃକାନା । ମେନ୍‌ଦ ପାର୍‌ମେଶ୍ୱାର୍‌ ଆୟାଃ ବାନାର୍‌ସା ଦହ ନାଗେନ୍ତେ ପାତିୟାରଃ ଲେକାନ୍‌ନିଃ ତାନିଃ । ଏନାମେନ୍ତେ ଇନିଃ ଆପେକେ କା ସାହାତିଙ୍ଗ୍‌ୟେଁ ଲେକାନ୍‌ ବିନିଡ଼ାଅରେ କାଏ ଉୟୁଃପେୟା । ଆପେୟାଃ ବିନିଡ଼ାଅ ଇମ୍‌ତା ସାହାତିଙ୍ଗ୍‌ ନାଗେନ୍ତେ ପାର୍‌ମେଶ୍ୱାର୍‌ ଆପେକେ ପେଡ଼େଃ ଏମାପେୟାଏ ଆଡଃ ବାଞ୍ଚାଅଃ ନାଗେନ୍ତେ ହରାଏ ଉଦୁବାପେୟା ।
14 ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମାପୂଜାରୁ ପଳାୟନ କର।
୧୪ଏନାମେନ୍ତେ ହେ ଦୁଲାଡ଼୍‌କ, ଆପେ ମୁରୁତ୍‌ ସେୱା ବାଗିପେ ।
15 ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର।
୧୫ଆଇଙ୍ଗ୍‌ ଆପେକେ ସେଣାଁଁନ୍‌ ହଡ଼କକେ କାଜିତାନ୍‌ ଲେକାଇଙ୍ଗ୍‌ କାଜିପେତାନା, ଆଇଙ୍ଗ୍‌ ଆପେକେ କାଜିପେତାନ୍‌ତେୟାଃ ଆପେଗି ବିଚାରେପେ ।
16 ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୁଟି ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?
୧୬ଆବୁ ପ୍ରାଭୁଭୋଜ୍‌ରେ ବାଉରାଅତାନ୍‌ କାଟୋରା ନାଗେନ୍ତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମାଃବୁ । ନେ କାଟୋରାଏତେ ନୁଁ ଇମ୍‌ତା ଆବୁ ଖ୍ରୀଷ୍ଟ୍‌ଆଃ ମାୟୋମ୍‌ରେ ହିସାବୁ ଇଦିତାନା । ଆଡଃ ହଲଙ୍ଗ୍‌ କେଚାଃକେଦ୍‌ତେ ଜମ୍‌କେଦ୍‌ ହରାତେ ଆବୁ ଖ୍ରୀଷ୍ଟ୍‌ଆଃ ହଡ଼୍‌ମରେ ହିସାବୁ ଇଦିତାନା ।
17 କାରଣ ରୁଟି ଏକ ହେବାରୁ ଆମ୍ଭେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଯେଣୁ ଆମ୍ଭେମାନେ ସମସ୍ତେ ସେହି ଏକ ରୁଟିର ଅଂଶୀ।
୧୭ଚିୟାଃଚି ଆବୁ ପୁରାଃଗି ମେନାଃବୁରେୟ ମିଆଁଦ୍‌ଗି ହଲଙ୍ଗ୍‌ ମେନାଃ ହରାତେ ଆବୁ ମିଆଁଦ୍‌ ହଡ଼୍‌ମବୁ ହବାଅଃଆ ଚିୟାଃଚି ଆବୁ ସବେନ୍‌କ ଏନ୍‌ ମିଆଁଦ୍‌ ହଲଙ୍ଗ୍‌ରେ ହିସାବୁ ଇଦିତାନା ।
18 ଶାରୀରିକ ଜନ୍ମାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ, ସେମାନଙ୍କୁ ଦେଖ; ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହଁନ୍ତି?
୧୮ଇସ୍ରାଏଲ୍‌ ହଡ଼କଆଃ ବିଷାଏରେ ଉଡ଼ୁଃଏପେ, ଇନ୍‌କୁଏତେ ଅକନ୍‌କ ଦାଣେଁରାକାବ୍‌କାନ୍‌ ମାସ୍‌ ଜମାଃକ ଇନ୍‌କୁ ଚିନାଃ ବେଦିରେୟାଃ ସାଙ୍ଗାତିରେ କାକ ମେସାନାଃ?
19 ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି?
୧୯ମୁରୁତ୍‌ ଚାଏ ଏନାରେ ଦାଣେଁ ରାକାବାକାନ୍‌ ଜମେୟାଃଁରେୟାଃ ଜେତାନ୍‌ ଗନଙ୍ଗ୍‌ ମେନାଃ ମେନ୍ତେ ଚିନାଃ ଆଇଙ୍ଗ୍‌ କାଜିତାନାଇଙ୍ଗ୍‌?
20 ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ଅଣଯିହୁଦୀମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହିସବୁ ସେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି। ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ।
୨୦କାହାଗି, ଆଇଁୟାଃ କାଜିରାଃ ମୁଣ୍ଡି ହବାଅଃତାନା, ମୁରୁତ୍‌ ସେୱାତାନ୍‌କ ଦାଣେଁ ରାକାବାକାଦ୍‌ତେୟାଃ ପାର୍‌ମେଶ୍ୱାର୍‌ଆଃ ନାଗେନ୍ତେଦ କାହା, ମେନ୍‌ଦ ବଙ୍ଗାକଆଃ ନାଗେନ୍ତେ ଦାଣେଁକ ରାକାବାକାଦା । ବଙ୍ଗାକଲଃ ଆପେୟାଃ ଜେତାନ୍‌ ମେନେସା ତାଇନଃକା ମେନ୍ତେ ଆଇଙ୍ଗ୍‌ କାଇଙ୍ଗ୍‌ ସାନାଙ୍ଗ୍‌ତାନା ।
21 ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରିପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇପାର ନାହିଁ।
୨୧ପ୍ରାଭୁ ଆଡଃ ବଙ୍ଗା, ନେ ବାରାନ୍‌କିନାଃ କାଟୋରାରେ ମିସାତେ ଆପେ ନୁଁ କାପେ ଦାଡ଼ିୟାଃ । ପ୍ରାଭୁ ଆଡଃ ବଙ୍ଗା, ନେ ବାରାନ୍‌କିନ୍‌ଲଃ ମିସାତେ ମିଆଁଦ୍‌ ଟେବୁଲ୍‌ରେ ଆପେ କାପେ ଜମ୍‌ ଦାଡ଼ିୟାଃ ।
22 ଅଥବା ଆମ୍ଭେମାନେ କଅଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ?
୨୨ଚାଏ ଆବୁ ଚିନାଃ ପ୍ରାଭୁଆଃ ମନ୍‌ରେ ହିସ୍‌ଙ୍ଗା ବିରିଦ୍‌କା ମେନ୍ତେବୁ ସାନାଙ୍ଗ୍‌ତାନା? ଆବୁ ଚିନାଃ ପ୍ରାଭୁତାଃଏତେ ପୁରାଃ ପେଡ଼େୟାନ୍‌ଗିୟାବୁ?
23 ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ।
୨୩ଇନ୍‌କୁ, ଆବୁକେ ସବେନାଃ କାମି ନାଗେନ୍ତେ ଆଚୁକାନା ମେନ୍ତେକ କାଜିତାନା । ସାର୍‌ତି କାଜିତାନାଃ, ମେନ୍‌ଦ ସବେନାଃ ବୁଗିନାଃ ନାହାଁଲାଃ । ଆବୁ ସବେନାଃ କାମି ଦାଡ଼ିୟାଃବୁ, ମେନ୍‌ଦ ସବେନାଃ ଦେଙ୍ଗାବୁ ଲେକାନାଃ ନାହାଁଲାଃ ।
24 କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ।
୨୪ଜେତାଏ ଆପାନାଃ ବୁଗିନାଃ ନାଗେନ୍ତେ ଏସ୍‌କାର୍‌ କା ନେଲ୍‌କେଦ୍‌ତେ, ସବେନ୍‌କଆଃ ବୁଗିନାଃ ନାଗେନ୍ତେୟ ନେଲ୍‌ ଲାଗାତିଙ୍ଗ୍‌ୟାଁଃ ।
25 ବଜାରରେ ଯାହା ବିକ୍ରୟ ହୁଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର,
୨୫ଆପେୟାଃ ବିବେକ୍‌ରେ ଜେତାନ୍‌ କୁନୁଲି କା ଦହକେଦ୍‌ତେ ପିଟ୍‌ରେ ଆଖ୍‌ରିଙ୍ଗ୍‌ୟଃତାନ୍‌ ମାସ୍‌କେ ବେଗାର୍‌ ଆଡ଼ାଃଉଡ଼ୁଃକେଦ୍‌ତେ ଜମ୍‌ ଦାଡ଼ିୟାପେ ।
26 କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର।
୨୬ଚିୟାଃଚି ଧାରାମ୍‌ପୁଥିରେ ଅଲାକାନା, “ଅତେ ଆଡଃ ଏନାରେୟାଃ ସବେନାଃ ପ୍ରାଭୁଆଃ ତାନାଃ ।”
27 ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର।
୨୭କା ବିଶ୍ୱାସ୍‌ତାନ୍‌ ଜେତା ହଡ଼ ଆପେକେ ଜେତ୍‌ନାଃଗି ଜମ୍‌ ନାଗେନ୍ତେ ନେଅଁତାପେରେଦ, ଆପେ ଆପେୟାଃ ବିବେକ୍‌ରେ ବେଗାର୍‌ ଆଡ଼ାଃଉଡ଼ୁଃକେଦ୍‌ତେ ଜମେପେ ।
28 କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ;
୨୮ଜେତାଏ ମୁରୁତ୍‌ତାଃରେ ଦାଣେଁ ରାକାବାକାନ୍‌ ପାର୍‌ସାଦ୍‌ ତାନାଃ ମେନ୍ତେ କାଜିପେରେ, ଇନିୟାଃ ବୁଗିନାଃ ନାଗେନ୍ତେ ଆଡଃ ବିବେକ୍‌ ହରାତେ ଏନା ଆଲ୍‌ପେ ଜମେୟାଁ ।
29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତାହାର ବିବେକ ସକାଶେ। ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ?
୨୯ନେତାଃରେ ଆପେୟାଃ ବିବେକ୍‌ ନାଗେନ୍ତେ କାଇଙ୍ଗ୍‌ କାଜି, ମେନ୍‌ଦ ଏଟାଃନିୟାଃ ବିବେକ୍‌ ନାଗେନ୍ତେଇଙ୍ଗ୍‌ କାଜିପେତାନା । ହବାସାକାଅଆଃ, ଆପେ ଆଇଙ୍ଗ୍‌କେ କୁଲି ଦାଡ଼ିୟାଃପେ, “ଆଇଁୟାଃ ରାଡ଼ାକାନ୍‌ତେୟାଃ ଚିନାଃମେନ୍ତେ ଏଟାଃକଆଃ ବିବେକ୍‌ତେ ବିଚାରଃଆ?
30 ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି?
୩୦ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମ୍‌କେଦ୍‌ତେ ଜମେୟାଁଃରେ ହିସା ଇଦିରେ, ଆଇଙ୍ଗ୍‌କେ ଅକଏ ଚିନାଃମେନ୍ତେ ନିନ୍ଦାୟାଁଏ?”
31 ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ବରଙ୍କ ଗୌରବ ନିମନ୍ତେ ସବୁ କର।
୩୧ଏନାମେନ୍ତେ ଆପେ ଜମେ, ନୁଁଏ ଚାଏ ଜେତ୍‌ନାଃଗିପେ କାମି, ଏନା ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ନାଗେନ୍ତେ କାମିପେ ।
32 ଯିହୁଦୀ ବା ଗ୍ରୀକ୍‍ ବା ଈଶ୍ବରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ,
୩୨ଏଟାଃ ଦିଶୁମ୍‌ରେନ୍‌ ଯିହୁଦୀ, ସାଅଁସାର୍‌ ଚାଏ ପାର୍‌ମେଶ୍ୱାର୍‌ଆଃ କାଲିସିୟାକକେ ଆପେ ଆଲ୍‌ପେ ତହଦ୍‌ଇଚିକଆ ।
33 ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି, ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରେ।
୩୩ଆପେ ଆଇଁୟାଃ ଚାଇଲ୍‌ ଚାଲାନ୍‌ ଲେକା ତାଇନଃପେ । ଆଇଙ୍ଗ୍‌ ସବେନ୍‌ ବିଷାଏରେ ସବେନ୍‌କଆଃ ସୁକୁ ହବାଅଃକା ମେନ୍ତେଇଙ୍ଗ୍‌ ସାନାଙ୍ଗ୍‌ତାନା । ଆଇଙ୍ଗ୍‌ ଆଇଁୟାଃ ନାଗେନ୍ତେ କା ଉଡ଼ୁଃକେଦ୍‌ତେ, ଏଟାଃକଆଃ ଜୀଉ ବାଞ୍ଚାଅଃକା ମେନ୍ତେ ସବେନ୍‌କଆଃ ନାଙ୍ଗ୍‌ ବୁଗିନାଃଇଙ୍ଗ୍‌ କାମିକାଦା ।

< କରିନ୍ଥୀୟ 10 >