< ମାଥିଉ 11 >

1 ୟୀଶୁ ଆୟାଃ ଗେଲ୍‌ବାର୍‌ ଚେଲାକକେ ଆଚୁ ଚାବାକେଦ୍‌କଚି, ଇନିଃ ଏନ୍ତାଃ ବାଗିକେଦ୍‌ତେ ହେପାଦ୍‌ରାଃ ସାହାର୍‌ତେ ହଡ଼କକେ ଇତୁକ ନାଙ୍ଗ୍‌ ଆଡଃ ପ୍ରାଚାର୍‌ ନାଗେନ୍ତେ ସେନଃୟାନାଏ ।
ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ।
2 ଏନ୍ତେ ବାପ୍ତିସ୍ମା ଏମଃନିଃ ଯୋହାନ୍‌ ଜେହେଲ୍‌ରେ ତାଇକେନ୍‌ ଇମ୍‌ତା ଖ୍ରୀଷ୍ଟ୍‌ଆଃ କାମିକ ଆୟୁମ୍‌କେଦ୍‌ତେ, ଆୟାଃ ବାର୍‌ହଡ଼୍‌ ଚେଲାକିନ୍‌କେ ଇନିଃତାଃ କୁଲି ନାଗେନ୍ତେ କୁଲ୍‌କେଦ୍‌କିନାଏ ।
ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ,
3 ଇନ୍‌କିନ୍‌ ୟୀଶୁକେ କୁଲିକିୟାକିନ୍, “ଅକନ୍‌ ହଡ଼ ହିଜୁଃଆଏ ମେନ୍ତେ ଯୋହାନ୍‌ କାଜିକାଦ୍‌ ତାଇକେନାଏ, ଇନିଃ ଆମ୍‌ଗି ତାନ୍‌ମେ ଚି ଏଟାଃନିଃଲେ ନେଲ୍‌ହରାଇୟା?”
ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
4 ୟୀଶୁ ଇନ୍‌କିନ୍‌କେ ମେତାଦ୍‌କିନା, “ଆବେନ୍‌ ରୁହାଡ଼୍‌କେଦ୍‌ତେ ଅକ୍‌ନାଃବେନ୍‌ ନେଲାକାଦା ଆଡଃ ଆୟୁମାକାଦା ଏନାକ ଯୋହାନ୍‌କେ ଉଦୁବାଇବେନ୍‌ ।
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ;
5 କା ନେଲ୍‌ଦାଡ଼ିତାନ୍‌କ ନେଲେତାନା, କାଟା ଲେଙ୍ଗ୍‌ଡ଼ାକାନ୍‌କ ସେସେନ୍‌ତାନା, ନାଗେଘାଅକାନ୍‌କ ବୁଗି ନିଆଁରଃତାନା, ଭାଏଁରାକାନ୍‌କ ଆୟୁମେତାନା, ଗଜାକାନ୍‌କ ଜୀଉବିରିଦ୍‌ ରୁହାଡ଼ଃତାନା, ଆଡଃ ରେଙ୍ଗେଃ ହଡ଼କତାଃରେ ସୁକୁକାଜି ଉଦୁବଃତାନା ।
ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
6 ଆଡଃ ଆଇଁୟାଃ ବିଷାଏରେ ଅକନ୍‌କଆଃ ଜେତାନ୍‌ ଆଡ଼ାଃଉଡ଼ୁଃ ବାନଃଆ, ଇନ୍‌କୁ ସୁକୁତାନ୍‌ଗିୟା ।”
ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।”
7 ଯୋହାନ୍‌ଆଃ ଚେଲାକ ସେନଃ ତାଇକେନ୍‌ ଇମ୍‌ତା ୟୀଶୁ ଯୋହାନ୍‌ଆଃ ବିଷାଏରେ ପୁରାଃ ହଡ଼କକେ କାଜି ଏଟେଦ୍‌କେଦ୍‌ଆଏ, “ଆପେ ଯୋହାନ୍‌କେ ନେଲ୍‌ ନାଗେନ୍ତେ ସେନ୍‌କେନାପେ ଇମ୍‌ତା, ଚିକ୍‌ନାଃ ନେଲ୍‌ ନାଗେନ୍ତେ ସେନ୍‌କେନାପେ? ଚିନାଃ ହୟତେ ଏକ୍‌ଲାଅଃତାନ୍‌ ବିର୍‌ନି ତାସାଦ୍‌କେ? ‌
ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
8 ଏନା କାହାରେଦ ଚିକ୍‌ନାଃ ନେନେଲ୍‌ତେପେ ଅଡଙ୍ଗ୍‌କାନ୍‌ ତାଇକେନା । ଚିନାଃ ଗନଙ୍ଗ୍‌ଆଁନ୍‌ ଲିଜାଃ ତୁସିଙ୍ଗ୍‌ଆଁକାନ୍‌ ହଡ଼କେ? ଗନଙ୍ଗ୍‌ଆଁନ୍‌ ଲିଜାଃ ତୁସିଙ୍ଗ୍‌ଆଁକାନ୍‌ ହଡ଼କ ରାଜାକଆଃ ଅଡ଼ାଃକରେକ ତାଇନାଃ ।
ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
9 କାଜିଙ୍ଗ୍‌ପେ, ଏନା କାହାରେଦ, ଚିକ୍‌ନାଃ ନେନେଲ୍‌ତେପେ ଅଡଙ୍ଗ୍‌ଲେନା? ଚିନାଃ ମିଆଁଦ୍‌ ନାବୀକେ? ଆଇଙ୍ଗ୍‌ ଆପେକେ ସାର୍‌ତିଗି ମେତାପେ ତାନାଇଙ୍ଗ୍‌, ନାବୀଏତେ ମାରାଙ୍ଗ୍‌ନିଃକେପେ ନେଲିୟା ।
ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ;
10 ୧୦ ଚିୟାଃଚି ଯୋହାନ୍‌ଆଃ ନାଗେନ୍ତେ ଧାରାମ୍‌ପୁଥିରେ ନେଆଁଁ ଅଲାକାନା, ‘ପାର୍‌ମେଶ୍ୱାର୍‌ କାଜିକେଦାଏ, ଆଲେ ଆମାଃଏତେ ସିଦାରେ ଆଲେୟାଃ ଦୁଁତ୍‌କେଲେ କୁଲିତାନା ଇନିଃ ଆମାଃ ନାଗେନ୍ତେ ପାହିଲାରେ ହରା ବାଇୟାଏ ।’
ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
11 ୧୧ ଆଇଙ୍ଗ୍‌ ଆପେକେ ସାର୍‌ତିଗିଙ୍ଗ୍‌ କାଜିୟାପେତାନା, କୁଡ଼ିକଏତେ ଜାନାମାକାନ୍‌ ସବେନ୍‌କଆଃ ଭିତାର୍‌ରେ ବାପ୍ତିସ୍ମା ଏମଃନିଃ ଯୋହାନ୍‌ଏତେ ମାରାଙ୍ଗ୍‌ ଜେତାଏ ବାଙ୍ଗାଇୟା, ହଲେହଁ ସିର୍ମା ରାଇଜ୍‌ରେନ୍‌ ହୁଡିଙ୍ଗ୍‌ନିଃ ଯୋହାନ୍‌ଏତେ ମାରାଙ୍ଗ୍‌ଆଏ ।
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।
12 ୧୨ ଆଡଃ ବାପ୍ତିସ୍ମା ଏମଃନିଃ ଯୋହାନ୍‌ ଆୟାଃ କାଜି ପ୍ରାଚାର୍‌କେଦ୍‌ ଦିପିଲିଏତେ ତିସିଙ୍ଗ୍‌ ଜାକେଦ୍‌ ସିର୍ମା ରାଇଜ୍‌ରେ ପୁରାଃଗି ପେଡ଼େୟାନ୍‌ତେ ଏତ୍‌କାନ୍‌ ହଡ଼କ ଏନାକେ ଆକ୍‌ତେୟାର୍‌ରେ ନାଗେନ୍ତେ ସାନାଙ୍ଗ୍‌ ତାନାକ ।
ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।
13 ୧୩ ଯୋହାନ୍‌ଆଃ ଦିପିଲି ଜାକେଦ୍‌ ସବେନ୍‌ ନାବୀକ ଆଡଃ ମୁଶାରାଃ ଆନ୍‌ଚୁ ସିର୍ମା ରାଇଜ୍‌ ବିଷାଏରେ ଆୟାର୍‌କାଜିକ କାଜିକାଦା ।
କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ।
14 ୧୪ ଆଡଃ ଆପେ ଆପେୟାଃ ମନେଲେକା ଇନ୍‌କୁଆଃ କାଜିପେ ବିଶ୍ୱାସେରେଦ, ଏନ୍‌ ହିଜୁଃତାଇକେନ୍‌ ଏଲିୟ ନିଃଗି ତାନିଃ ।
ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି।
15 ୧୫ ଆୟୁମ୍‌ ନାଗେନ୍ତେ ଲୁତୁର୍‌ ମେନାଃନିଃ ଆୟୁମେକାଏ ।
ଯାହାର କାନ ଅଛି, ସେ ଶୁଣୁ।
16 ୧୬ “ଆଇଙ୍ଗ୍‌ ନେ ଦିପିଲିରେନ୍‌ ହଡ଼କକେ ଅକଏଲଃ ଜକାକଆଇଙ୍ଗ୍‌? ଇନ୍‌କୁଦ ପିଟ୍‌ରେ ଦୁବାକାନ୍‌ ଆଡଃ ଆକ ଆକରେ କେଡ଼ାଅଃତାନ୍‌ ହନ୍‌କ ଲେକାଃକ,
କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
17 ୧୭ ‘ଆଲେ ଆପେ ନାଗେନ୍ତେ ମୁର୍‌ଲିଲେ ସାଡ଼ିକେଦା, ମେନ୍‌ଦ ଆପେ କାପେ ସୁସୁନ୍‌କେଦାଃ, ଆଲେ ଦୁକୁତାନ୍‌ ଦୁରାଙ୍ଗ୍‌ଲେ ଦୁରାଙ୍ଗ୍‌କେଦାଃ ମେନ୍‌ଦ ଆପେ କାପେ ରାଆଃ କେଦାଃ ।’ ନେ ଦିପିଲିରେନ୍‌ ହଡ଼କ ଏନ୍‌ ଲେକାନ୍‌କ ତାନ୍‌କ ।
‘ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି।’
18 ୧୮ ବାପ୍ତିସ୍ମା ଏମଃନିଃ ଯୋହାନ୍‌ କାଟାବ୍‌କେଦାଏ ଆଡଃ ଦାଖ୍‌ରାସି କାଏ ନୁଁ କେଦାଃ, ଆଡଃ ହଡ଼କ ‘ଇନିଃକେ ବଙ୍ଗା ଏସେର୍‌କିୟାଏ’ ମେନ୍ତେକ କାଜିକେଦା ।
କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ‘ସେ ଭୂତଗ୍ରସ୍ତ।’
19 ୧୯ ଚିମ୍‌ତା ମାନୱାହନ୍‌ ହିଜୁଃକେଦ୍‌ତେ ଜମ୍‌ ନୁଁ କେଦାଏ, ଇମ୍‌ତା ହଡ଼କ ଇନିଃକେ ‘ପେଟୁ ଆଡଃ ଦାଖ୍‌ରାସି ନୁଁ ହଡ଼, ମାଲ୍‌ହାରମ୍‌କଆଃ ଆଡଃ ପାପିକଆଃ ଗାତି ତାନିଃ’ କାଜିକିୟାକ । ମେନ୍‌ଦ ପାର୍‌ମେଶ୍ୱାର୍‌ଆଃ ସେଣାଁଁ ଆୟାଃ କାମିତେ ଏନା ସାର୍‌ତି ମେନ୍ତେ ଉଦୁବାକାନା ।”
ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା।”
20 ୨୦ ୟୀଶୁ ଅକନ୍‌ ସାହାର୍‌ରେନ୍‌ ହଡ଼କତାଃରେ ଆୟାଃ ପୁରାଃ ଆକ୍‌ଦାନ୍ଦାଅ କାମିକ ରିକାକାଦ୍‌ ତାଇକେନାଏ, ଏନ୍‌ ସାହାର୍‌ରେନ୍‌ ହଡ଼କକେ ଇନିଃ ହିଲାଙ୍ଗ୍‌କେଦ୍‌କଆଏ, ଚିୟାଃଚି ଇନ୍‌କୁ କାକ ହେୟାତିଙ୍ଗ୍‌କେଦା ।
ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ-ପରିବର୍ତ୍ତନ କରି ନ ଥିଲେ।
21 ୨୧ “ଏ କରାଜିନ୍, ଆମାଃ ଚିମିନ୍‌ ପୁରାଃ ବରୱାନ୍‌ଗି ହବାଅଃଆ, ଏ ବେଥ୍‌ସାଇଦା, ଚିମିନ୍‌ ପୁରାଃ ବରୱାନ୍‌ଗି ହବାଅଃଆ, ଆବେନ୍‌ରେ ହବାୟାନ୍ ଆକ୍‌ଦାନ୍ଦାଅ କାମିକ ସୋର୍‌ ଆଡଃ ସିଦୋନ୍‌ରେ ହବାକାନ୍‌ରେଦ, ଇଦୁ ଇନ୍‌କୁ ଚିଉଲାରେ ବସ୍ତା ତୁସିଙ୍ଗ୍‌କେଦ୍‌ତେ ଆଡଃ ତରେକ୍‌ ଚେତାନ୍‌ରେ ଦୁବ୍‌କେଦ୍‌ତେ ମନ୍‌ରୁହାଡ଼୍‌ କେଦ୍‌ତେୟାଃକ ।
“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
22 ୨୨ ଆଇଙ୍ଗ୍‌ ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ବିଚାର୍‌ ହୁଲାଙ୍ଗ୍‌ରେ ପାର୍‌ମେଶ୍ୱାର୍‌ ଆପେତାଃଏତେ ସୋର୍‌ ଆଡଃ ସିଦୋନ୍‌ରେନ୍‌ ହଡ଼କକେ ପୁରାଃ ଲିବୁଇୟାକଆଏ ।
ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।
23 ୨୩ ଆଡଃ ଏ କପର୍‌ନାହୁମ୍‌, ଚିୟାଃ ଆମ୍‌ ସିର୍ମା ଜାକେଦେମ୍ ରାକାବଆଃ? ବାନଃଗି ଆମ୍‌ ପାତାଲ୍‌ ଜାକେଦେମ୍ ଏଣ୍ଡାଗଆଃ । ଚିୟାଃଚି ଆମ୍‌ରେ ଅକନ୍‌ ଆକ୍‌ଦାନ୍ଦାଅ କାମିକ ରିକାୟାନା, ଏନା ସଦୋମ୍‌ରେ କାମିୟାକାନ୍‌ତେୟାଃ ହଲେ ସୋଦମ୍‌ ତିସିଙ୍ଗ୍‌ ଜାକେଦ୍‌ ତାଇନ୍‌କାନ୍‌ତେୟାଃ । (Hadēs g86)
ଆଉ ରେ କଫର୍ନାହୂମ, ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋʼ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା। (Hadēs g86)
24 ୨୪ ମେନ୍‌ଦ ଆଇଙ୍ଗ୍‌ ଆପେକେ ସାର୍‌ତିଗିଙ୍ଗ୍‌ କାଜିପେତାନା, ବିଚାର୍‌ ହୁଲାଙ୍ଗ୍‌ରେ ପାର୍‌ମେଶ୍ୱାର୍‌ ଆପେତାଃଏତେ ସୋଦମ୍‌ ଦିଶୁମ୍‌ରେନ୍‌ ହଡ଼କକେ ପୁରାଃ ଲିବୁଇୟାକଆଏ ।”
ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ।”
25 ୨୫ ଏନ୍‌ ଦିପିଲିରେ ୟୀଶୁ ବିନ୍ତିକେଦ୍‌ତେ କାଜିକେଦାଏ, “ହେ ଆବା, ସିର୍ମା ଆଡଃ ଅତେରେନ୍‌ ପ୍ରାଭୁ, ଆମ୍‌ ନେ କାଜିକ ସେଣାଁଁନ୍‌କ ଆଡଃ ଇତୁଆନ୍‌କତାଃଏତେମ୍‌ ଦାନାଙ୍ଗ୍‌ଆଁଁ କାଦାଃ, ଆଡଃ କା ଇତୁଆକାନ୍‌କତାଃରେମ୍ ଉଦୁବାକାଦାଃ ମେନ୍ତେଇଙ୍ଗ୍‌ ଧାନ୍ୟାବାଦ୍‌ ଏମାମ୍‌ତାନାଇଙ୍ଗ୍‌ ।
ସେହି ସମୟରେ ଯୀଶୁ ଉତ୍ତର ଦେଲେ, “ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି;
26 ୨୬ ହେଗି, ହେ ଆବା, ନେୟାଁଗିଦ ଆମାଃ ବୁଗିନ୍‌ ସାନାଙ୍ଗ୍‌ ।
ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।
27 ୨୭ “ଆପୁଇଙ୍ଗ୍‌ ସବେନାଃ ଏମାକାଦିୟାଁଏ, ଆପୁକେ ବାଗିକେଦ୍‌ତେ ହନ୍‌ ଅକଏ ତାନିଃ ନେୟାଁ ଜେତାଏ କାକ ସାରିୟାଃ, ଆଡଃ ହନ୍‌କେ ବାଗିକେଦ୍‌ତେ ଆପୁ ଅକଏ ତାନିଃ ନେୟାଁ ଜେତାଏ କାକ ସାରିୟାଃ । ମେନ୍‌ଦ ଅକନ୍‌କକେ ଏନା ସାରି ନାଗେନ୍ତେ ହନ୍‌ ଆଇଃକ୍‌ଗି ସାଲାକୁଆଏ, ଇନ୍‌କୁ ଏସ୍‌କାର୍‌ ପାର୍‌ମେଶ୍ୱାର୍‌ଆଃ ବିଷାଏରେ ସାରିୟାଃକ ।
ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।
28 ୨୮ “ଏ ଲାଗାକାନ୍‌ ଆଡଃ ବାହାରମ୍‌ତେ ତେନାକାନ୍‌ ହଡ଼କ ଆଇଙ୍ଗ୍‌ତାଃତେ ହିଜୁଃପେ, ଆଇଙ୍ଗ୍‌ ଆପେକେ ରୁଡ଼ୁନାଇଙ୍ଗ୍‌ ଏମାପେୟା ।
ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।
29 ୨୯ ଆଇଁୟାଃ ଆଡ଼୍‌ନା ଗଅଃଏପେ ଆଡଃ ଆଇଙ୍ଗ୍‌ଏତେ ଇତୁନ୍‌ପେ, ଚିୟାଃଚି ଆଇଙ୍ଗ୍‌ଦ ମନ୍‌ରେ ଲେବେଃ ଆଡଃ ନାରାମ୍‌ଗିୟାଇଙ୍ଗ୍‌, ଆଡଃ ଆପେ ରୁଡ଼ୁନ୍‌ପେ ନାମେୟା ।
ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;
30 ୩୦ ଆଇଁୟାଃ ଆଡ଼୍‌ନାଦ କେଟେଦ୍‌ ବାନଆଃ ଆଡଃ ବାହାରମ୍‌ ତାଇୟାଁଃ କା ହାମ୍ବାଲାଃ ।”
ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”

< ମାଥିଉ 11 >