< Iacobi 5 >

1 age nunc divites plorate ululantes in miseriis quae advenient vobis
ଏ ସାଉକାର୍‌ ଲକ୍‌ମନ୍‌, ମର୍‌କାତା ସୁନା । ତମ୍‌କେ ଜନ୍‌ ଦୁକ୍‌କସ୍‌ଟ ଆଇଲାନି, ସେଟାର୍‌ ପାଇ ମାରିଚପିଅଇ କାନ୍ଦା ।
2 divitiae vestrae putrefactae sunt et vestimenta vestra a tineis comesta sunt
ତମର୍‌ ଦନ୍‌ସଁପତି କୁଇଗାଲାନି ଆରି ନିକନିକ ବସ୍‌ତର୍‌ମନ୍‌ ଅଲ୍‌ମା କାଇଲାନି ।
3 aurum et argentum vestrum eruginavit et erugo eorum in testimonium vobis erit et manducabit carnes vestras sicut ignis thesaurizastis in novissimis diebus
ତମର୍‌ ସୁନାରୁପା ଚିଲମ୍‌ ଦାର୍‌ଲାନି ଆରି ଏ ଚିଲମ୍‌ ଦାର୍‌ଲାଟାକେ ନେଇକରି ପର୍‌ମେସର୍‌ ତମ୍‌କେ ଦସି କର୍‌ସି । ଆରି ଜଇଟାନେ ପଡ୍‌ଲେ ଜେନ୍ତି ଗାଗଡ୍‌ ନସ୍‌ସି, ସେନ୍ତି ତମର୍‌ ଗାଗଡ୍‌ ସେ କୁରୁପ୍‌ନାସ୍‌ କର୍‌ସି । ଏ ଜୁଗ୍‌ ସାର୍‌ବାକେ ଜାଇତେରଇଲେ ମିସା ତମେ ସବୁଲକ୍‌ ଦନ୍‌ସଁପତି ଟୁଲିଆଇଲାସ୍‌ନି ।
4 ecce merces operariorum qui messuerunt regiones vestras qui fraudatus est a vobis clamat et clamor ipsorum in aures Domini Sabaoth introiit
ତମର୍‌ ଜମିବାଡିଲଗେ କାମ୍‌କର୍‌ବା ବୁତିଆର୍‌ମନ୍‌କେ ବୁତି ଦିଆସ୍‌ ନାଇ । ତାର୍‌ ବାଦୁଲେ ସେମନ୍‌କେ ନାଡାଇ ଆଚାସ୍‌ । ସୁନା, ସେମନର୍‌ ବୁତି ତମର୍‌ ବିରୁଦେ କାନ୍ଦ୍‌ଲାପାରା ସୁନିଅଇଲାନି । ସେମନର୍‌ କାନ୍ଦ୍‌ବାଟା ସବୁର୍‌ଟାନେଅନି ବପୁ ରଇବା ମାପ୍‌ରୁ, ସୁନ୍‌ଲା ଆଚେ ।
5 epulati estis super terram et in luxuriis enutristis corda vestra in die occisionis
ଏ ଜଗତେ ତମେ ସାଇସାର୍‌ଦା ସଙ୍ଗ୍‌ ଜିଇଲାସ୍‌ନି । ଜାଇଟା ମନ୍‌ କଲେ, ସେଟା କଲାସ୍‌ନି । ମାତର୍‌ ପର୍‌ମେସରର୍‌ ଡଣ୍ଡର୍‌ ଦିନ୍‌ ଦାପ୍‌ରେ ଆଇଲାନି ।
6 addixistis occidistis iustum non resistit vobis
ତମେ ଦସ୍‌ ନ କଲା ଲକ୍‌ମନ୍‌କେ ଦସି ବଲିକରି ମାରି ମରାଇଆଚାସ୍‌ । ଏଲେମିସା ସେମନ୍‌ ତମ୍‌କେ ଅଟ୍‌କାଅତ୍‌ ନାଇ ।
7 patientes igitur estote fratres usque ad adventum Domini ecce agricola expectat pretiosum fructum terrae patienter ferens donec accipiat temporivum et serotinum
ଏ ମର୍‌ ବାଇବଇନିମନ୍‌, ମାପ୍‌ରୁ ଆରିତରେକ୍‌ ଆଇବାଜାକ ମୁର୍‌ଚିକରି ରୁଆ । ଚାସିମନର୍‌ ବିସଇ ଚିନ୍ତାକରିଦେକା, ତାକର୍‌ ଜମିଅନି ନିକ ପସଲ୍‌ ମିଲ୍‌ବା ଜାକ ସେମନ୍‌ ଜାଗିକରି ରଇବାଇ । ଜେନ୍ତିକି ମାଟିବିଜାଇବାକେ ପର୍‌ତୁମର୍‌ ବରିସା ଆରି ନିଙ୍ଗ୍‌ବାପାଚ୍‌ବା ବେଲର୍‌ ସାରାସାରି ବର୍‌ସାକେ ମୁର୍‌ଚିକରି ଜାଗି ରଇବାଇ ।
8 patientes estote et vos confirmate corda vestra quoniam adventus Domini adpropinquavit
ସେ ରକାମ୍‌ ତମେମନ୍‌ ମିସା ମୁର୍‌ଚି ଜାଗିରୁଆ । ତମର୍‌ ମନ୍‌ ଡାଁଟ୍‌କରି ରୁଆ, କାଇକେବଇଲେ ମାପ୍‌ରୁ ଆଇବା ଦିନ୍‌ ଲଗେ କେଟିଆଇଲାନି ।
9 nolite ingemescere fratres in alterutrum ut non iudicemini ecce iudex ante ianuam adsistit
ଏ ମର୍‌ ବାଇବଇନିମନ୍‌, ନିଜର୍‌ ନିଜର୍‌ ବିତ୍‌ରେ ଦସ୍‌ ଦାରାଦାରି ଉଆ ନାଇ । ସେନ୍ତିଆଲେ ମାପ୍‍ରୁ ତମ୍‌କେ ବିଚାର୍‌ ନ କରେ । ଦେକା ବଡ୍‌ ବିଚାର୍‌କାରିଆ ଲଗେ ଆଚେ ।
10 exemplum accipite fratres laboris et patientiae prophetas qui locuti sunt in nomine Domini
୧୦ମର୍‌ ବାଇବଇନିମନ୍‌, ଜନ୍‌ ବବିସତ୍‌ବକ୍‌ତାମନ୍‌ ମାପ୍‌ରୁର୍‌ ନାଉଁ ଦାରି କାତାଦେଇ ରଇଲାଇ, ସେମନ୍‌କେ ଏତାଆ । ଦୁକ୍‌କସ୍‌ଟ ଆଇଲାବେଲେ । ସେମନ୍‌ ମୁର୍‌ଚିକରି ରଇଲାଇ । ତମେମିସା ସେନ୍ତାରି ଅଇକରି ମନେ ଏତାଆ ।
11 ecce beatificamus qui sustinuerunt sufferentiam Iob audistis et finem Domini vidistis quoniam misericors est Dominus et miserator
୧୧ସେମନ୍‌ ମୁର୍‌ଚିକରି ରଇଲାର୍‌ପାଇ ବଲି କେଡେକରମର୍‌ ଲକ୍‌ ବଲି କଇଲୁନି । ସେନ୍ତାରିସେ ଆୟୁବ୍‌ ବେସି ଦିନ୍‌ଜାକ ମୁର୍‌ଚିକରି ରଇଲାଟା ତମେ ସୁନି ଆଚାସ୍‌ । ସାରାସାରି ପଚେ ମାପ୍‌ରୁ ଜନ୍‌ରକାମ୍‌ ତାକେ ବାଉଡାଇଦେଲାଟା ଜାନିଆଚାସ୍‌ । କାଇକେ ବଇଲେ ଆମର୍‌ ମାପ୍‌ରୁ ଦୟାକର୍‌ସି ଆରି ପୁରାପୁରୁନ୍‌ କଲିକରମ୍‌ ଦେକ୍‌ବା ମାପ୍‌ରୁ ।
12 ante omnia autem fratres mei nolite iurare neque per caelum neque per terram neque aliud quodcumque iuramentum sit autem vestrum est est non non uti non sub iudicio decidatis
୧୨ଏ ମର୍‌ ବାଇବଇନିମନ୍‌, ତମେ କାତା ଦେଲା ବେଲେ ରାନ୍‌ ନିୟମ୍‌ ପାକାଆ ନାଇ । ସରଗର୍‌ କି ଏ ଜଗତର୍‌ ନାଉଁ ଦାରିକରି କାଇ ବିସଇ ରାନ୍‌ ପାକାଆ ନାଇ । ତମର୍‌ ଅଇବା କାତାଆଲେ “ଉଁ” ଆରି, ନ ଅଇବା କାତା ଆଲେ “ନାଇ” ବଲିକୁଆ । ସେନ୍ତାର୍‌ ରଇଲେ, ତମେ ପର୍‌ମେସରର୍‌ ବିଚାର୍‌ନାଟାନେ ଡଣ୍ତ୍‌ ନ ପାଆସ୍‌ ।
13 tristatur aliquis vestrum oret aequo animo est psallat
୧୩ତମର୍‌ ବିତ୍‌ରେ କେ ଜଦି ଦୁକ୍‌ ଜଞ୍ଜାଲେ ରଇଲେ, ସେ ପାର୍‌ତନା କର । କେ ଜଦି ସାର୍‌ଦାସଙ୍ଗ୍‍ ଆଚେ ବଇଲେ, ସେ ପର୍‌ମେସରର୍‌ ଡାକ୍‌ପୁଟାର୍‌ ଗିତ୍‌ ଗାଅ ।
14 infirmatur quis in vobis inducat presbyteros ecclesiae et orent super eum unguentes eum oleo in nomine Domini
୧୪କେ ଜଦି ଜର୍‌ଦୁକା ଅଇ ରଇଲେ ସେ ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌କେ ଡାକାଆ, ସେମନ୍‌ ମାପ୍‌ରୁର୍‌ ନାଉଁଦାରି ଚିକନ୍‌ ରକଇ କରି ତାକେ ଲାଗାଇ, ପାର୍‌ତନା କର୍‌ବାଇ ।
15 et oratio fidei salvabit infirmum et adlevabit eum Dominus et si in peccatis sit dimittentur ei
୧୫ବିସ୍‌ବାସ୍‌ ସଙ୍ଗ୍‌ ସରପ୍‌ଲା ପାର୍‌ତନା ଜରର୍‌ ଲକ୍‌କେ ନିମାନ୍‌ କରି ଉଟାଇସି । ଜଦିସେ ପାପ୍‌କରି ରଇସି ବଇଲେ ମାପ୍‌ରୁ ତାକେ କେମା କର୍‌ସି । ନିଜର୍‌ ନିଜର୍‌ ଲଗେ ପାପ୍‌ କଲାଟା ଜାନାଆ ଆରି ନିଜର୍‌ ନିଜର୍‌ ପାଇ ପାର୍‌ତନା କରା । ସେନ୍ତାର୍‌ କଲେ, ତମେ ନିକ ଅଇସା ।
16 confitemini ergo alterutrum peccata vestra et orate pro invicem ut salvemini multum enim valet deprecatio iusti adsidua
୧୬ଗଟେକ୍‌ ଦରମ୍‌ ଲକ୍‌ ପାର୍‌ତନା କଲାଟା ବେସି ବପୁ ରଇସି ଆରି ସେ ପାର୍‌ତନାର୍‌ ଉତର୍‌ ଦେକିଅଇସି ।
17 Helias homo erat similis nobis passibilis et oratione oravit ut non plueret super terram et non pluit annos tres et menses sex
୧୭ଏଲିଅର୍‌ ବିସଇ ବାବିଦେକା, ସେ ମିସା ଆମର୍‌ ପାରାସେ ରଇଲା । ପୁର୍‌ବେ ଇସ୍‌ରାଏଲ୍‌ ଦେସେ ପାନି ନ ମାର ବଲି ସେ ମନ୍‌ଦିଆନ୍‌ ଦେଇ ପାର୍‌ତନା କର୍‌ତେରଇଲା । ସେଟାର୍‌ପାଇ ସେ ଦେସେ ତିନ୍‌ ବରସ୍‌ ଚ ମାସ୍‌ ଜାକ ପାନି ମାରେ ନାଇ ।
18 et rursum oravit et caelum dedit pluviam et terra dedit fructum suum
୧୮ଆରି ତରେକ୍‌ ପାନି ମାର ବଲି ପାର୍‌ତନା କଲାକେ ବାଦ୍‌ଲେଅନି ପାନି ମାର୍‌ଲା । ତେବର୍‌ପାଇ ଜମିଟାନେ ତାସ୍‌ ଅଇଲା ।
19 fratres mei si quis ex vobis erraverit a veritate et converterit quis eum
୧୯ଏ ମର୍‌ ବାଇବଇନିମନ୍‌ ତମର୍‌ ବିତ୍‌ରେ ଜଦି କେ ସତ୍‌ ବାଟ୍‌ ଚାଡିକରି ବିନ୍‌ ବିନ୍‌ ବାଟେ ଗାଲେ, ତାକେ କେ ଆଲେ ଜାଇ ବାଉଡାଇ ଆନ୍‌ଲେ,
20 scire debet quoniam qui converti fecerit peccatorem ab errore viae suae salvabit animam eius a morte et operit multitudinem peccatorum
୨୦ଏତାଇରୁଆଜେ, କେ ଜଦି, ଗଟେକ୍‌ ପାପିକେ ବୁଲ୍‌ବାଟେଅନି ବାଉଡାଇ ଆନ୍‌ସି, ସେ ତାକେ ମରନେଅନି ରକିଆ କର୍‌ସି । ଆରି ସେ ଲକର୍‌ ଜବର୍‌ ପାପ୍‌ ରଇଲେ ମିସା ତାକେ କେମା ଅଇସି ।

< Iacobi 5 >