< Johannes 14 >

1 »Euer Herz erschrecke nicht! Vertrauet auf Gott und vertrauet auf mich!
ଆରି ଜିସୁ କଇଲା, “ତମେ କିଲ୍‌ବିଲ୍‌ ନ ଉଆ, ପର୍‌ମେସରର୍‌ଟାନେ ବିସ୍‌ବାସ୍‌ କରା । ଆରି ମର୍‌ଟାନେ ମିସା ବିସ୍‌ବାସ୍‌ କରା ।
2 In meines Vaters Hause sind viele Wohnungen; wenn es nicht so wäre, hätte ich es euch gesagt; denn ich gehe hin, euch eine Stätte zu bereiten;
ମର୍‌ ବାବାର୍‌ ଗରେ ରଇବାକେ ବେସି ବାକ୍‌ରା ଆଚେ । ଆରି ତେଇ ମୁଇ ତମର୍‌ ପାଇ ଜାଗା ଟିକ୍‌ କର୍‌ବାର୍‌ ଗାଲିନି । ଜଦି ଏଟା ସତ୍‌ ନଇତା ଆଲେ, ମୁଇ ତମ୍‌କେ ଏନ୍ତି ବଲି ନ କଇତି ।
3 und wenn ich hingegangen bin und euch eine Stätte bereitet habe, komme ich wieder und werde euch zu mir nehmen, damit da, wo ich bin, auch ihr seid.
ଆରି ମୁଇ ଜାଇ ତମର୍‌ ପାଇ ଜାଗା ଟିକ୍‌ କଲା ପଚେ, ଆରି ତରେକ୍‌ ବାଉଡି ଆସି ତମ୍‌କେ ମର୍‌ ସଙ୍ଗ୍‌ ଡାକିନେବି । ମୁଇ ଜନ୍‌ ଜାଗାଇ ରଇବି, ସେ ଜାଗାଇ ତମେ ମର୍‌ ସଙ୍ଗ୍‌ ରଇସା ।
4 Und wohin ich gehe – den Weg dahin kennt ihr.«
ମୁଇ ଜନ୍‌ ଜାଗାଇ ଗାଲିନି, ତମେ ସେ ଜାଗାଇ ଜିବା ବାଟ୍‌ ଜାନିଆଚାସ୍‌ ।”
5 Da sagte Thomas zu ihm: »Herr, wir wissen nicht, wohin du gehst: wie sollten wir da den Weg kennen?«
ତମା ଜିସୁକେ କଇଲା, “ଏ ମାପ୍‌ରୁ ତମେ କନ୍‌ ଜାଗାଇ ଗାଲୁସ୍‌ନି, ସେଟା ଆମେ ନାଜାନୁ, ଆରି ତେଇ ଜିବା ବାଟ୍‌ କେନ୍ତି ଜାନ୍‌ବୁ?”
6 Jesus antwortete ihm: »Ich bin der Weg und die Wahrheit und das Leben; niemand kommt zum Vater außer durch mich.
ଜିସୁ ତାକେ କଇଲା, “ମୁଇ ସତ୍‌, ବାଟ୍‌ ଆରି ଜିବନ୍‌ । ମର୍‌ବାଟେ ନ ଗାଲେ ବାବା ପର୍‌ମେସର୍‌ ଲଗେ କେ ମିସା ଜାଇନାପାରେ ।”
7 Wenn ihr mich erkannt hättet, würdet ihr auch meinen Vater kennen; von jetzt an kennt ihr ihn und habt ihn gesehen.«
ସେ କଇଲା, “ଜଦି ତମେ ମକେ ଜାନିରଇତାସ୍‌ ବଇଲେ, ମର୍‌ ବାବାକେ ମିସା ଜାନ୍‌ତାସ୍‌ । ଏବେ ମିସା ତମେ ତାକେ ଜାନ୍‌ଲାସ୍‌ନି ଆରି ଦେକ୍‌ଲାସ୍‌ନି ।”
8 Philippus sagte zu ihm: »Herr, zeige uns den Vater: das genügt uns.«
ପିଲିପ୍‌ ଜିସୁକେ କଇଲା, “ଏ ମାପ୍‌ରୁ ଆମ୍‌କେ ବାବାକେ ଦେକାଇ ଦେ, ସେତ୍‌କିସେ ଆମର୍‌ପାଇ ବେସି ।”
9 Da sagte Jesus zu ihm: »So lange Zeit schon bin ich mit euch zusammen, und (trotzdem) hast du mich noch nicht erkannt, Philippus? Wer mich gesehen hat, der hat den Vater gesehen; wie kannst du sagen: ›Zeige uns den Vater!‹
ଜିସୁ ତାକେ କଇଲା, “ପିଲିପ୍‌ ଏତ୍‌କି ଦିନ୍‌ ମୁଇ ତମର୍‌ ସଙ୍ଗ୍‌ ରଇଲି, ତୁଇ ମକେ ଚିନି ନାପାର୍‌ଲୁସ୍‌ କି?” ଜେ ମକେ ଦେକ୍‌ଲା ଆଚେ ସେ ମର୍‌ ବାବା ପର୍‌ମେସର୍‌କେ ଦେକ୍‌ଲା ଆଚେ । କେନ୍ତି ଆମ୍‌କେ ତର୍‌ ବାବାକେ ଦେକାଇ ଦେ ବଲି କଇଲୁସ୍‌ନି?
10 Glaubst du nicht, daß ich im Vater bin und der Vater in mir ist? Die Worte, die ich zu euch rede, spreche ich nicht von mir selbst aus, nein, der Vater, der dauernd in mir ist, der tut seine Werke.
୧୦ତୁଇ ବିସ୍‌ବାସ୍‌ କୁରୁସ୍‌ ନାଇ କି ପିଲିପ୍‌? ମୁଇ ବାବାର୍‌ ତେଇ ଆଚି ଆରି ବାବା ମର୍‌ଟାନେ ଆଚେ । ମୁଇ ତମ୍‌କେ ଜନ୍‌ କାତା ସବୁ କଇଲିଆଚି, ସେ ସବୁ କାତା ମର୍‌ ନିଜର୍‌ତେଇଅନି କଇନାଇ । ମାତର୍‌ ବାବା ମର୍‌ତେଇ ରଇକରି ତାର୍‌ କାମ୍‌, ମର୍‌ଟାନେଅନି କଲାନି ।
11 Glaubet mir, daß ich im Vater bin und der Vater in mir ist; wo nicht, so glaubt doch um der Werke selbst willen!«
୧୧ମୁଇ ବାବାର୍‌ତେଇ ଆଚି ଆରି ବାବା ମର୍‌ଟାନେ ଆଚେ ବଲି ମୁଇ କଇବା ଏ କାତା ବିସ୍‌ବାସ୍‌ କରା । ନଇଲେ ମୁଇ କର୍‌ବା କାମ୍‌ ଦେକି ବିସ୍‌ବାସ୍‌ କରା ।
12 Wahrlich, wahrlich ich sage euch: Wer an mich glaubt, wird die Werke, die ich tue, auch vollbringen, ja er wird noch größere als diese vollbringen;
୧୨ମୁଇ ତମ୍‌କେ ସତ୍‌ କଇଲିନି, ଜେ ମକେ ବିସ୍‌ବାସ୍‌ କର୍‌ସି ସେ, ମୁଇ କର୍‌ବା ଏନ୍ତି କାମ୍‌ମନ୍‌ କର୍‌ସି ଆରି ମର୍‌ତେଇଅନି ଅଦିକ୍‌ ବଡ୍‌ ବଡ୍‌ କାମ୍‌ମନ୍‌ ମିସା କର୍‌ସି । କାଇକେ ବଇଲେ ମୁଇ ମର୍‌ ବାବାର୍‌ ଲଗେ ଗାଲିନି ।
13 denn ich gehe zum Vater, und alles, um was ihr (dann) in meinem Namen bitten werdet, das werde ich tun, damit der Vater im Sohn verherrlicht werde.
୧୩ତମେ ମର୍‌ ନାଉଁଦାରି ଜାଇଟା ମାଙ୍ଗ୍‌ସା ସେଟା ସବୁ ମୁଇ ତମ୍‌କେ ଦେବି । ଇତିଅନି ବାବାର୍‌ ଡାକ୍‌ପୁଟା ମର୍‌ତେଇ ଜାନାପଡ୍‌ସି ।
14 Wenn ihr mich um etwas in meinem Namen bitten werdet, so werde ich es tun. –
୧୪ତମେ ଜଦି କାଇ ବିସଇ ମିସା ମର୍‌ ନାଉଁଦାରି ମାଙ୍ଗ୍‌ସା ବଇଲେ ମୁଇ ସେଟା ଦେବି ।
15 Wenn ihr mich liebt, so werdet ihr meine Gebote halten;
୧୫ତମେ ଜଦି ମକେ ଆଲାଦ୍‌ କର୍‌ସା, ମର୍‌ ଆଦେସ୍‌ ମିସା ମାନ୍‌ସା ।
16 und ich werde den Vater bitten, und er wird euch einen anderen Helfer geben, damit er bis in Ewigkeit bei euch sei: (aiōn g165)
୧୬ମୁଇ ମର୍‌ ବାବାକେ ଗୁଆରି କର୍‌ବି । ଆରି ତମର୍‌ ସଙ୍ଗ୍‌ ସବୁବେଲା ରଇବା ପାଇ, ସେ ଗଟେକ୍‌ ସାଇଜକାରିଆକେ ପାଟାଇସି । (aiōn g165)
17 den Geist der Wahrheit, den die Welt nicht empfangen kann, weil sie ihn nicht sieht und ihn nicht erkennt; ihr aber erkennt ihn, weil er bei euch bleibt und in euch sein wird. –
୧୭ସେ ଅଇଲାନି ସତ୍‌ ଆତ୍‌ମା, ଜେକି ସତ୍‌ସଙ୍ଗ୍‌ ପର୍‌ମେସରର୍‌ ବିସଇ ଦେକାଇସି । ଏ ଦୁନିଆର୍‌ ଲକ୍‌ମନ୍‌ ତାକେ ନ ନାମତ୍‌, କାଇକେ ବଇଲେ ତାକେ ଦେକତ୍‌ ନାଇ କି ଜାନତ୍‌ ନାଇ । ମାତର୍‌ ତମେ ତାକେ ଜାନି ଆଚାସ୍‌ । କାଇକେ ବଇଲେ ସେ ତମର୍‌ ସଙ୍ଗ୍‌ ଆଚେ ଆରି ତମର୍‌ ମନ୍‌ ବିତ୍‌ରେ ରଇସି ।
18 Ich will euch nicht verwaist zurücklassen: ich komme zu euch!
୧୮ମୁଇ ଜେଡେବଲ୍‌ ଜିବି, ତମ୍‌କେ ଟୁରା ପିଲାମନର୍‌ ପାରା କରି ଚାଡି ନ ଜାଇ । ଆରିତରେକ୍‌ ତମର୍‌ ଲଗେ ବାଉଡି ଆଇବି ।
19 Nur noch eine kurze Zeit, dann sieht mich die Welt nicht mehr; ihr aber seht mich, daß ich lebe, und ihr sollt auch leben!
୧୯ଚନେକ୍‌ ଗାଲେ ଦୁନିଆ ଆରି ମକେ ଦେକିନାପାରେ । ମାତର୍‌ ତମେ ଦେକ୍‌ସା, କାଇକେ ବଇଲେ ମୁଇ ସବୁବେଲେ ଜିବନ୍‌ ରଇବି, ଆରି ତମେ ମିସା ଜିବନ୍‌ ରଇସା ।
20 An jenem Tage werdet ihr erkennen, daß ich in meinem Vater bin und ihr in mir seid und ich in euch.«
୨୦ସେ ଦିନ୍‌ ଆଇଲେ ତମେ ଜାନ୍‌ସା, ମୁଇ ବାବାର୍‌ ଲଗେ, ତମେ ମର୍‌ ଲଗେ, ଆରି ମୁଇ ତମର୍‌ ଲଗେ ସବୁବେଲେ ରଇବି ।
21 »Wer meine Gebote hat und sie hält, der ist es, der mich liebt; wer aber mich liebt, wird von meinem Vater geliebt werden, und auch ich werde ihn lieben und mich ihm offenbaren.«
୨୧“ଜେ ମର୍‌ ଆଦେସ୍‌ ମାନ୍‌ସି, ସେ ଆକା ମକେ ଆଲାଦ୍‌ କର୍‌ସି । ଜେ ମକେ ଆଲାଦ୍‌ କର୍‌ସି, ମର୍‌ ବାବା ତାକେ ଆଲାଦ୍‌ କର୍‌ସି । ମୁଇ ମିସା ତାକେ ଆଲାଦ୍‌ କରି ନିଜ୍‌କେ ତାର୍‌ଟାନେ ଦେକାଇଅଇବି ।”
22 Da fragte ihn Judas – nicht der Iskariot –: »Herr, wie kommt es, daß du dich (nur) uns offenbaren willst und nicht (auch) der Welt?«
୨୨ତାର୍‌ ପଚେ ଜିଉଦା, ଇସ୍‌କାରିୟତ୍‌ ଜିଉଦା ନଏଁ, କଇଲା “ଏ ମାପ୍‌ରୁ ଏଟା କେନ୍ତି ଅଇସି? ତମେ ନିଜ୍‌କେ ଦୁନିଆଇ ଦେକାଇ ନ ଅଇ ଆମର୍‌ ଲଗେ କେନ୍ତି ଦେକାଇଅଇସା?”
23 Jesus antwortete ihm mit den Worten: »Wenn jemand mich liebt, wird er mein Wort halten, und mein Vater wird ihn lieben, und wir werden zu ihm kommen und Wohnung bei ihm nehmen.
୨୩ଜିସୁ ତାକେ କ‍ଇଲା, “ଜନ୍‌ ଲକ୍‌ ମକେ ଆଲାଦ୍‌ କର୍‌ସି ସେ ମୁଇ ସିକାଇବା ବାକିଅ ମାନ୍‍ସି । ସେନ୍ତି କଲେ ମର୍‌ ବାବା ପର୍‌ମେସର୍‌ ତାକେ ଆଲାଦ୍‌ କର୍‌ସି । ବାବା ଆରି ମୁଇ ଆସି ସେ ଲକର୍‌ ଟାନେ ରଇବୁ ।
24 Wer mich nicht liebt, hält auch meine Worte nicht; und doch kommt das Wort, das ihr hört, nicht von mir, sondern vom Vater, der mich gesandt hat.«
୨୪ଜେ ମକେ ଆଲାଦ୍‌ ନ କରେ, ସେ ମର୍‌ ବାକିଅ ନ ମାନେ । ଆରି ମୁଇ କଇବା ଏ କାତା ସବୁ ମର୍‌ତେଇ ଅନି ନଏଁ, ମାତର୍‌ ମକେ ପାଟାଇଲା ମର୍‌ ବାବାର୍‌ ତେଇଅନି କଇଲିନି ।”
25 »Dies habe ich zu euch geredet, während ich bei euch weilte.
୨୫ମୁଇ ତମର୍‌ ଲଗେ ରଇକରିସେ ଏ ସବୁ କାତା କଇଲିନି ।
26 Der Helfer aber, der heilige Geist, den der Vater in meinem Namen senden wird, der wird euch über alles (Weitere) belehren und euch an alles erinnern, was ich euch gesagt habe. –
୨୬ମାତର୍‌ ପର୍‌ମେସର୍‌ ଜନ୍‌ ସାଇଜକାରିଆ ସୁକଲ୍‌ ଆତ୍‌ମାକେ ମର୍‌ ନାଉଁ ଦାରି ତମର୍‌ ଲଗେ ପାଟାଇସି, ସେ ତମ୍‌କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍‌ ଜନ୍‌ କାତା କଇଲିଆଚି ସେଟା ସବୁ ତମ୍‌କେ ଏତାଇ ଦେଇସି ।
27 Frieden hinterlasse ich euch, meinen Frieden gebe ich euch; nicht so, wie die Welt gibt, gebe ich euch. Euer Herz erschrecke nicht und verzage nicht!
୨୭“ମୁଇ ତମ୍‍କେ ସାନ୍ତି ଦେଇକରି ଗାଲିନି । ମର୍‌ ନିଜର୍‌ ସାନ୍ତି ତମ୍‌କେ ଦାନ୍‌ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍‌ ଦେଲାପାରା ସାନ୍ତି ନଏଁ । ସେଟାର୍‌ ପାଇ ଚିନ୍ତା କରା ନାଇ କି କିଲ୍‌ବିଲ୍‌ ଅଇ ଡରା ନାଇ ।
28 Ihr habt gehört, daß ich euch gesagt habe: ›Ich gehe hin und komme wieder zu euch.‹ Hättet ihr mich lieb, so hättet ihr euch gefreut, daß ich zum Vater gehe, denn der Vater ist größer als ich.
୨୮ମୁଇ ଜାଇଟା କଇରଇଲି, ସେଟା ସୁନିଆଚାସ୍‌ । ମୁଇ ଗାଲିନି ମାତର୍‌ ଆରି ତରେକ୍‌ ବାଉଡି ଆଇବି । ମକେ ଜଦି ଆଲାଦ୍‌ କର୍‌ତାସ୍‌ ବଇଲେ, ମୁଇ ବାବାର୍‌ ଲଗେ ଗାଲିନି ବଲି ସୁନି ସାର୍‌ଦା ଅଇତାସ୍‌, କାଇକେ ବଇଲେ ମର୍‌ ବାବା ମର୍‌ତେଇଅନି ବଡ୍‌ ।
29 Und schon jetzt habe ich es euch gesagt, bevor es geschieht, damit ihr zum Glauben kommt, wenn es geschieht.
୨୯ଜାଇଟା ସବୁ ଗଟ୍‌ବାର୍‌ ଆଚେ ସେଟା ସବୁ ମୁଇ ତମ୍‌କେ ଆଗ୍‌ତୁ ଜାନାଇଦେଲି । ଜେନ୍ତିକି ସେଟା ସବୁ ଗଟ୍‌ଲେ, ତମେ ମକେ ବିସ୍‌ବାସ୍‌ କର୍‌ସା ।
30 Ich werde nicht mehr viel mit euch reden, denn es kommt der Fürst der Welt; doch über mich hat er keine Macht.
୩୦ମୁଇ ତମର୍‌ ସଙ୍ଗ୍‌ ଆରି ଅଦିକ୍‌ ପର୍‌ କାତାବାର୍‌ତା କରି ନାପାରି । କାଇକେ ବଇଲେ, ଏ ଦୁନିଆର୍‌ ସାସନ୍‌କାରିଆ ଆଇଲାନି । ଆରି ମର୍‌ଟାନେ ତାର୍‌ କାଇ ଅଦିକାର୍‌ ନାଇ ।
31 Damit aber die Welt erkennt, daß ich den Vater liebe und so tue, wie der Vater mir geboten hat: erhebt euch! Laßt uns von hier aufbrechen!«
୩୧ମୁଇ ମର୍‌ ବାବାକେ ଆଲାଦ୍‌ କଲିନି ଆରି ବାବାର୍‌ ଆଦେସ୍‌ ଇସାବେ କାମ୍‌ କଲିନି, ଏଟା ଦୁନିଆର୍‌ ଲକ୍‌ମନ୍‌ ଜାନତ୍‌ ବଲି ଏନ୍ତି ଗଟ୍‍ନା ଅଇଲାନି । ଜୁ, ଆମେ ଏ ଜାଗାଇଅନି ବାରଇ ଉଟି ଜୁ ।”

< Johannes 14 >