< Apostelgeschichte 8 >
1 Saulus aber hatte Wohlgefallen an seinem Tode. Es erhub sich aber zu der Zeit eine große Verfolgung über die Gemeinde zu Jerusalem; und sie zerstreueten sich alle in die Länder Judäa und Samarien ohne die Apostel.
ସାଉଲ୍ ସ୍ତିପାନାର୍ ଜିବନ୍ ନାସ୍ କଃରୁକେ ମଃନ୍ରିଲି, ସେଦିନ୍ ହୁଣି ଜିରୁସାଲମାର୍ ମଣ୍ଡ୍ଳିକେ ବଃଡେ କଃସ୍ଟ୍ ଆୟ୍ଲି, ସେତାକ୍ ପେରିତ୍ମଃନ୍କ୍ ଚାଡି ବିନ ଚେଲାସଃବୁ ଜିଉଦାରାଜି ଆର୍ ସମିରଣ୍ ହଲିବାଟ୍ ଚାରିହାକ୍ ବିଚ୍ରି ଅୟ୍ଲାୟ୍ ।
2 Es bestatteten aber Stephanus gottesfürchtige Männer und hielten eine große Klage über ihn.
ଅୟ୍ଲେକ୍ ହେଁ କଃତିଲକ୍ ସ୍ତିପାନ୍କେ ତହ୍ଲାୟ୍ ଆର୍ ତାର୍ ଗିନେ କାନ୍ଦ୍ଲାୟ୍ ।
3 Saulus aber zerstörete die Gemeinde, ging hin und her in die Häuser und zog hervor Männer und Weiber und überantwortete sie ins Gefängnis.
ମଃତର୍ ସାଉଲ୍ ଗଃରେ ଗଃରେ ହୁରି ଅଃଣ୍ଡ୍ରା ଆର୍ ମାୟ୍ଜି ମଃନ୍କେ ଜିକି ଆଣି ଜଃଇଲେ ହୁରାୟ୍ଲା, ଆର୍ ମଣ୍ଡ୍ଳିକେ ନଃସ୍ଟ୍ କଃରୁକେ ଦଃର୍ଲା ।
4 Die nun zerstreuet waren, gingen um und predigten das Wort.
ସେତାକ୍ ଜୁୟ୍ମଃନ୍ ଜଃତ୍କଃତ୍ ଅୟ୍ରିଲାୟ୍ ସେମଃନ୍ ଚାରିହାକ୍ ବୁଲିବୁଲି ନିକ କବୁର୍ ପର୍ଚାର୍ କଃଲାୟ୍ ।
5 Philippus aber kam hinab in eine Stadt in Samarien und predigte ihnen von Christo.
ଆରେକ୍ ପିଲିପ୍ ସମିରଣକେ ଜାୟ୍ ବଃଡ୍ ବଃଡ୍ ଗଃଳାର୍ ଲକ୍ମଃନ୍କେ କ୍ରିସ୍ଟର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍ ।
6 Das Volk aber hörete einmütiglich und fleißig zu, was Philippus sagte, und sahen die Zeichen, die er tat.
ଆର୍ ଲକ୍ମଃନ୍ ପିଲିପାର୍ କଃତା ସୁଣି ଆର୍ ସେ କଃଲା କାବା ଅଃଉତା କାମ୍ ଦଃକି ଗଟେମଃନେ ତାର୍ କଃତାକ୍ ଦଃର୍ଲାୟ୍ ।
7 Denn die unsaubern Geister fuhren aus vielen Besessenen mit großem Geschrei; auch viel Gichtbrüchige und Lahme wurden gesund gemacht.
କାୟ୍ତାକ୍ବଃଲେକ୍ ବିଟାଳ୍ ଆତ୍ମାମଃନ୍ ଲକ୍ମଃନାର୍ ତଃୟ୍ହୁଣି କିର୍କିରି କଃରି ବାରାୟ୍ ଆସୁକ୍ ଦଃର୍ଲାୟ୍ ଆରେକ୍ ଗାଦେକ୍ ଏକ୍ଅଃଙ୍ଗି ଆର୍ ଚଟାମଃନ୍ ଉଜ୍ ଅଃଉଁକ୍ ଦଃର୍ଲାୟ୍ ।
8 Und ward eine große Freude in derselbigen Stadt.
ସେତାକ୍ ସେ ଗଃଳେ ବଃଡେ ସଃର୍ଦା ଅୟ୍ଲି ।
9 Es war aber ein Mann mit Namen Simon, der zuvor in derselbigen Stadt Zauberei trieb und bezauberte das samaritische Volk und gab vor, er wäre etwas Großes.
ମଃତର୍ ସିମନ୍ ନାଉଁଆର୍ ଗଟେକ୍ ଲକ୍ ଇତାର୍ ହୁର୍ବେ ଗୁରୁ ଗୁଣିଆକଃରି ନିଜ୍କେ ଗଟେକ୍ ବଃଡ୍ ଲକ୍ବଃଲି କୟ୍ ସମିରଣ୍ ତଃୟ୍ର୍ ଲକ୍ମଃନ୍କେ କାବା କଃର୍ତିରିଲା ।
10 Und sie sahen alle auf ihn, beide, klein und groß, und sprachen: Der ist die Kraft Gottes, die da groß ist!
ଇସ୍ୱରାର୍ ସଃକ୍ତିକ୍ ଜୁୟ୍ ବଃଡ୍ ବଃଲି କଃଉଆ ଅୟ୍ଦ୍ ସିମନ୍କେ ଏ ସେ ବଃଲି ତାକେ ମାନ୍ତି କଃର୍ତି ରିଲାୟ୍ ।
11 Sie sahen aber darum auf ihn, daß er sie lange Zeit mit seiner Zauberei bezaubert hatte.
କାୟ୍ତାକ୍ ବଃଲେକ୍ ସେ ବୁତ୍ଦିନ୍ ହୁଣି ତାର୍ ଗୁରୁଗୁଣିଆ କାମ୍ କଃରି ସେମଃନ୍କେ କାବା କଃର୍ତିରିଲା ।
12 Da sie aber den Predigten des Philippus glaubten von dem Reich Gottes und von dem Namen Jesu Christi, ließen sich taufen beide, Männer und Weiber.
ମଃତର୍ ପିଲିପ୍ ଇସ୍ୱରାର୍ ରାଇଜାର୍ ଆର୍ ଜିସୁ କ୍ରିସ୍ଟର୍ ନାଉଁଏ ନିକ କବୁର୍ ପର୍ଚାର୍ କଃଲାକ୍ ସେମଃନ୍ ଜଃଡେବଃଳ୍ ସଃତ୍ କଃଲାୟ୍ ସଃଡେବଃଳ୍ ହୁଣି ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍ ବାପ୍ତିସମ୍ ଅଃଉଁକେ ଦଃର୍ଲାୟ୍ ।
13 Da ward auch der Simon gläubig und ließ sich taufen und hielt sich zu Philippus. Und als er sah die Zeichen und Taten, die da geschahen, verwunderte er sich.
ଆର୍ ସିମନ୍ ନିଜେ ହେଁ ବିସ୍ୱାସ୍ କଃରି ବାପ୍ତିସମ୍ ହାୟ୍ଲା ଆର୍ ପିଲିପାର୍ ସଃଙ୍ଗ୍ ରିଲା ଆର୍ କଃତେକ୍ କଃତେକ୍ ଚିନ୍ ଆର୍ ବଃଡ୍ବଃଡ୍ ସଃକ୍ତିର୍ କାମ୍ ଦଃକି କାବା ଅଃଉଁକେ ଦଃର୍ଲା ।
14 Da aber die Apostel höreten zu Jerusalem, daß Samarien das Wort Gottes angenommen hatte, sandten sie zu ihnen Petrus und Johannes.
ସମିରଣ୍ ତଃୟ୍ର୍ ଲକ୍ମଃନ୍ ଜେ ଇସ୍ୱରାର୍ କଃତା ସୁଣିକଃରି ମାନି ଆଚ୍ତି, ଇରି ଜଃଡେବଃଳ୍ ଜିରୁସାଲମେ ରିଲା ପେରିତ୍ମଃନ୍ ସୁଣ୍ଲାୟ୍, ସଃଡେବଃଳ୍ ସେମଃନ୍ ପିତର୍ ଆର୍ ଜହନ୍କେ ସେମଃନାର୍ ତଃୟ୍ ହଃଟାୟ୍ଲାୟ୍ ।
15 Welche, da sie hinabkamen, beteten sie über sie, daß sie den Heiligen Geist empfingen.
ସେମଃନ୍ ଜାୟ୍ ଜଃନ୍କଃରି ପବିତ୍ର ଆତ୍ମା ହାଉତି ଇତାକ୍ ସେମଃନାର୍ ଗିନେ ପାର୍ତ୍ନା କଃଲାୟ୍;
16 (Denn er war noch auf keinen gefallen, sondern waren allein getauft auf den Namen Christi Jesu.)
କାୟ୍ତାକ୍ ବଃଲେକ୍ ସେମଃନାର୍ ବିତ୍ରେ କାର୍ ଉହ୍ରେ ହେଁ ପବିତ୍ର ଆତ୍ମା ଉତ୍ରି ନଃରିଲି, ମଃତର୍ ସେମଃନ୍ ମାପ୍ରୁ ଜିସୁର୍ ନାଉଁଏ ବାପ୍ତିସମ୍ ହାୟ୍ ରିଲାୟ୍ ।
17 Da legten sie die Hände auf sie, und sie empfingen den Heiligen Geist.
ସଃଡେବଃଳ୍ ସେମଃନ୍ ପିତର୍ ଆର୍ ଜହନ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ସେମଃନ୍ ପବିତ୍ର ଆତ୍ମା ହାୟ୍ଲାୟ୍ ।
18 Da aber Simon sah, daß der Heilige Geist gegeben ward, wenn die Apostel die Hände auflegten, bot er ihnen Geld an
ପେରିତ୍ମଃନାର୍ ଆତ୍ ସଃଙ୍ଗାୟ୍ଲାକ୍ ଆତ୍ମା ଦିଆ ଅଃଉଁଲି ଇରି ଦଃକି ସିମନ୍ ସେମ୍ନଃକେ ଟଃକା ଜାଚି କୟ୍ଲା,
19 und sprach: Gebt mir auch die Macht, daß, so ich jemand die Hände auflege, derselbige den Heiligen Geist empfange.
“ମକ୍ ହେଁ ଇ ଅଃଦିକାର୍ ଦିଆ, ମୁୟ୍ଁ ଜୁୟ୍ ଲକାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଦ୍ ସେ ପବିତ୍ର ଆତ୍ମା ହାଉଅ ।”
20 Petrus aber sprach zu ihm: Daß du verdammet werdest mit deinem Gelde, daß du meinest Gottes Gabe werde durch Geld erlanget!
ମଃତର୍ ପିତର୍ ତାକେ କୟ୍ଲା, “ତର୍ ଟଃକା ତର୍ ସଃଙ୍ଗ୍ ନଃସ୍ଟ୍ ଅଃଉଅ, କାୟ୍ତାକ୍ ବଃଲେକ୍ ଇସ୍ୱରାର୍ ଦାନ୍କେ ଗେନୁକ୍ ବାବଃଲିସ୍ ।
21 Du wirst weder Teil noch Anfall haben an diesem Wort; denn dein Herz ist nicht rechtschaffen vor Gott.
ଇ କଃତାୟ୍ ତର୍ ବାଗ୍ ନାୟ୍, କି ଅଃଦିକାର୍ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଚଃମେ ତର୍ ମଃନାର୍ ବାବ୍ନା ନିକ ନାୟ୍ ।
22 Darum tue Buße für diese deine Bosheit und bitte Gott, ob dir vergeben werden möchte die Tücke deines Herzens.
ତଃବେ ତର୍ ଦୁସ୍ଟ୍ ଚାଡି ମଃନ୍ ବାଦ୍ଲାୟ୍ ମାପ୍ରୁର୍ ତଃୟ୍ ପାର୍ତ୍ନା କଃର୍, କେଜାଣ୍ ତର୍ ମଃନାର୍ ବାବ୍ନା କେମା ଅଃଉଁ ହାରେ ।
23 Denn ich sehe, daß du bist voll bitterer Galle und verknüpft mit Ungerechtigkeit.
କାୟ୍ତାକ୍ ବଃଲେକ୍ ତୁୟ୍ ଡାରା କଃତାୟ୍ ହୁର୍ନ୍ ଅୟ୍ ହାହ୍ ବାନ୍ଦୁଣେ ବାନ୍ଦାୟ୍ ଅୟ୍ ଆଚ୍ସି ବଃଲି ମୁୟ୍ଁ ଜାଣୁଲେ ।”
24 Da antwortete Simon und sprach: Bittet ihr den HERRN für mich, daß der keines über mich komme, davon ihr gesagt habt!
ସେତାକ୍ ସିମନ୍ ପିତର୍ ଆର୍ ଜହନ୍କେ କୟ୍ଲା, “ତୁମିମଃନ୍ ଜାୟ୍ଜାୟ୍ରି କଃଉଁଲାସ୍ ସେତିର୍ କାୟ୍ କଃତା ହେଁ ମକ୍ ନଃଉଅ, ଇତାକ୍ ତୁମିମଃନ୍ ମର୍ ଗିନେ ମାପ୍ରୁ ତଃୟ୍ ପାର୍ତ୍ନା କଃରା ।”
25 Sie aber, da sie bezeuget und geredet hatten das Wort des HERRN, wandten sie wieder um gen Jerusalem und predigten das Evangelium vielen samaritischen Flecken.
ଅଃନ୍କଃରି ସେମଃନ୍ ଜିସୁର୍ ସାକି ଦେଉଁକେ ଆର୍ ମାପ୍ରୁର୍ କଃତା କୟ୍ ସମିରଣିୟର୍ ଗାଉଁମଃନ୍କେ ନିକ କବୁର୍ ପର୍ଚାର୍ କଃରି ପିତର୍ ଆର୍ ଜହନ୍ ଜିରୁସାଲମ୍ ବାଉଳ୍ଲାୟ୍ ।
26 Aber der Engel des HERRN redete zu Philippus und sprach: Stehe auf und gehe gegen Mittag auf die Straße, die von Jerusalem hinabgehet gen Gaza, die da wüste ist.
ହଃଚେ ଇସ୍ୱରାର୍ ଗଟେକ୍ ଦୁତ୍ ପିଲିପକେ କୟ୍ଲା, “ଉଟ୍, କାତା ଦିଗେ ଜୁୟ୍ ବାଟ୍ ଜିରୁସାଲମ୍ ହୁଣି ଗାଜା ହାକ୍ ଜାୟ୍ଆଚେ ସେ ବାଟେ ଜାଆ” ଆଜିକାଲି ଲକ୍ ସେ ବାଟ୍ ଅୟ୍ ନଃଜାତି ।
27 Und er stund auf und ging hin. Und siehe, ein Mann aus Mohrenland, ein Kämmerer und Gewaltiger der Königin Kandaze in Mohrenland, welcher war über ihre ganze Schatzkammer, der war kommen gen Jerusalem, anzubeten,
ସେତାକ୍ ପିଲିପ୍ ଉଟିଗଃଲା, ଆର୍ ଦଃକ୍ଲା, ଇତିଅପିଆର୍ ଦେସାର୍ କାଣ୍ଡାକି ନାଉଁଆର୍ ରାଣିର୍ ତଃଳାର୍ ବଃଡ୍ହଃଦ୍ ହାୟ୍ଲା ଇତିଅପିଆର୍ ବେଜୁ, ଜେ ରାଣିର୍ ସଃବୁଦଃନ୍ ବଃଣ୍ଡାରାର୍ ଅଃଦିକାରି ରିଲା, ସେ ସେବା କଃରୁକେ ଜିରୁସାଲମ୍ ଆସିରିଲା ।
28 und zog wieder heim und saß auf seinem Wagen und las den Propheten Jesaja.
ସେ ବାଉଳି ଜଃଉଁଜଃଉଁ, ଅଃହ୍ଣାର୍ ରଃତ୍ ଉହ୍ରେ ବଃସି ଜିସାୟ୍ ବାବ୍ବାଦିର୍ ସାସ୍ତର୍ ଉଲ୍ଗାଟ୍ ଅୟ୍ ହଳ୍ତି ରିଲା ।
29 Der Geist aber sprach zu Philippus: Gehe hinzu und halte dich zu diesem Wagen.
ସଃଡେବଃଳ୍ ପବିତ୍ର ଆତ୍ମା ପିଲିପକେ କୟ୍ଲି, “ଚଃମେ ଜାୟ୍ ରଃତ୍ ଚାଲାଉ ସଃଙ୍ଗ୍ ଜାଆ”
30 Da lief Philippus hinzu und hörete, daß er den Propheten Jesaja las, und sprach: Verstehest du auch, was du liesest?
ସେତାକ୍ ପିଲିପ୍ ଦଃବ୍ଳି ଜାୟ୍ ସେ ଜିସାୟ୍ ବାବ୍ବାଦିର୍ ସାସ୍ତର୍ ହଃଳ୍ତାର୍ ସୁଣି ହଃଚାର୍ଲା, “ତୁୟ୍ ଜାୟ୍ରି ହଳୁଲିସ୍, ସେରି କାୟ୍ ବୁଜୁଲିସ୍ ।”
31 Er aber sprach: Wie kann ich, so mich nicht jemand anleitet? Und ermahnete Philippus, daß er aufträte und setzte sich zu ihm.
ବେଜୁ କୟ୍ଲା “କେ ମକ୍ ବୁଜାୟ୍ ନଃଦିଲେକ୍ ମୁୟ୍ଁ କଃନ୍କଃରି ବୁଜୁ ହାରିନ୍ଦ୍?” ଆର୍ ସେ ରଃତ୍ ଉହ୍ରେ ଚଃଗି ଆସି ଅଃହ୍ଣାର୍ ଚଃମେ ବଃସୁକ୍ ଗଃଉଆରି କୟ୍ଲା ।
32 Der Inhalt aber der Schrift, die er las, war dieser: Er ist wie ein Schaf, zur Schlachtung geführet, und still wie ein Lamm vor seinem Scherer; also hat er nicht aufgetan seinen Mund.
ସାସ୍ତରାର୍ ଜୁୟ୍ରି ସେ ହଳ୍ତିରିଲା ସେରି ଇରି- “ସେ ମେଣ୍ଡା ହର୍ ହୁଜା କଃରୁକେ ନେତା ମେଣ୍ଡା ହର୍ ଚିମ୍ରା ଅୟ୍ରିଲା, ଆରେକ୍ ଗଃଡ୍ରା ମେଣ୍ଡାର୍ ରମ୍ କାଟ୍ତା ଲକ୍ମଃନାର୍ ତଃୟ୍ ଜଃନ୍କଃରି ତୁନ୍ହଃଳି ରଃୟ୍ଦ୍, ସେନ୍କାର୍ ସେ ଟଣ୍ଡ୍ ହୁଟାୟ୍ ନଃକେଲା ।
33 In seiner Niedrigkeit ist sein Gericht aufgehoben; wer wird aber seines Lebens Länge ausreden? Denn sein Leben ist von der Erde weggenommen.
ସେ ଦୁକ୍ ସଃମ୍ବାଳ୍ଲାକ୍ ତାର୍ ଡଃଣ୍ଡ୍ ଉଣା ନୟ୍ଲି । ତାର୍ ବଃଉଁସ୍ କେ କଃଉ ହାରେ? କାୟ୍ତାକ୍ ବଃଲେକ୍ ତାର୍ ଜିବନ୍ ହୁର୍ତିବି ତଃୟ୍ ହୁଣି ନିଆ ଅୟ୍ଲି ।”
34 Da antwortete der Kämmerer Philippus und sprach: Ich bitte dich, von wem redet der Prophet solches, von ihm selber oder von jemand anders?
ଗୁମୁସ୍ତାବେଜୁ ପିଲିପକେ କୟ୍ଲା, “ମୁୟ୍ଁ ତକ୍ ଗଃଉଆରି କଃରୁଲେ, ବାବ୍ବାଦି କାର୍ କଃତା କଃଉଁଲା, ତାର୍ କଃତା କି ଆର୍ କାର୍ କଃତା?”
35 Philippus aber tat seinen Mund auf und fing von dieser Schrift an und predigte ihm das Evangelium von Jesu.
ସେତାକ୍ ପିଲିପ୍ ଟଣ୍ଡ୍ ହୁଟାୟ୍ ସାସ୍ତରାର୍ ଇ କଃତାୟ୍ ହୁଣି ମୁଳ୍ୟାୟ୍ ତାର୍ ତଃୟ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃଲା ।
36 Und als sie zogen der Straße nach, kamen sie an ein Wasser. Und der Kämmerer sprach: Siehe, da ist Wasser; was hindert's, daß ich mich taufen lasse?
ଆର୍ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍ ହାଣିନାଳେ ହଚ୍ଲାୟ୍, ସେତାକ୍ ବେଜୁ କୟ୍ଲା, “ଇତି ତ ହାଣି ଆଚେ, ମର୍ ବାପ୍ତିସମ୍ ହାଉଁକ୍ କାୟ୍ ବାଦା ଆଚେ?”
37 Philippus aber sprach: Glaubest du von ganzem Herzen, so mag's wohl sein. Er antwortete und sprach: Ich glaube, daß Jesus Christus Gottes Sohn ist.
ପିଲିପ୍ କୟ୍ଲା ତୁୟ୍ ସଃବୁ ମଃନ୍ ହଃରାଣ୍ ସଃଙ୍ଗ୍ ଜଦି ବିସ୍ୱାସ୍ କଃର୍ସି ତଃବେ ଅଃଉଁ ହାରେ । ସେତାକ୍ ବେଜୁ କୟ୍ଲା ଜିସୁ କ୍ରିସ୍ଟ ଜେ ଇସ୍ୱରାର୍ ହୟ୍ସି ଇରି ମୁୟ୍ଁ ବିସ୍ୱାସ୍ କଃରୁଲେ ।
38 Und er hieß den Wagen halten, und stiegen hinab in das Wasser, beide, Philippus und der Kämmerer; und er taufete ihn.
ଆରେକ୍ ବେଜୁ ରଃତ୍ ତେବାଉଁକେ କୟ୍ଲା । ତଃବେ ପିଲିପ୍ ଆର୍ ବେଜୁ ହାଣି ବିତ୍ରେ ଉତୁର୍ଲାୟ୍ ଆର୍ ପିଲିପ୍ ତାକେ ବାପ୍ତିସମ୍ ଦିଲା ।
39 Da sie aber heraufstiegen aus dem Wasser, rückte der Geist des HERRN Philippus hinweg, und der Kämmerer sah ihn nicht mehr; er zog aber seine Straße fröhlich.
ସେମଃନ୍ ହାଣି ବିତ୍ରେ ହୁଣି ବାରାୟ୍ ଆୟ୍ଲାକ୍ ମାପ୍ରୁ ଆତ୍ମା ପିଲିପକେ କେଣେ ଦଃରିଗଃଲି ଆରେକ୍ ବେଜୁ ଆର୍ ପିଲିପକେ ଦଃକୁ ନଃହାର୍ଲା, ଅୟ୍ଲେକ୍ ହେଁ ସେ ସଃର୍ଦା ଅୟ୍କଃରି ତାର୍ ବାଟେ ଗଃଲା ।
40 Philippus aber ward funden zu Asdod und wandelte umher und predigte allen Städten das Evangelium, bis daß er kam gen Cäseräa.
ମଃତର୍ ପିଲିପ୍ ଅସ୍ଦତ୍ ତଃୟ୍ ଦଃକାୟ୍ ଅୟ୍ଲା; ଆର୍ ସେ ଜଃଉଁଜଃଉଁ ଗଃଳେମଃନ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃରି କାଇସରିଆ ତଃୟ୍ ହଚ୍ଲା ।