< Luke 20 >

1 One of those days, as he was teaching the people in the temple, and publishing the good tidings, the chief priests, and the scribes, with the elders, came upon him,
ଦିନେକ୍‌ ଜିସୁ ମନ୍ଦିରେ ଲକ୍‌ମନ୍‌କେ ମାପ୍‌ରୁର୍‌ ନିମାନ୍‌ କାତାର୍‍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଇଦେବା ଲକ୍‌ମନ୍‌ ଆରି ପାର୍‌ଚିନ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ ।
2 saying, Tell us by what authority you do these things; or who is he that empowered you?
“ତୁଇ କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲୁସ୍‌ନି? କେ ତକେ ଏ ଅଦିକାର୍‌ ଦେଲା? ଆମ୍‌କେ କ ।”
3 He answering, said to them, I also have a question to put to you. Tell me, then,
ମାତର୍‌ ଜିସୁ କଇଲା, “ମୁଇ ମିସା ତମ୍‌କେ ଗଟେକ୍‌ କାତା ପାଚାର୍‌ବି, ତମେ ମକେ କୁଆ ।
4 Was the commission which John had to immerse, from heaven, or from men?
ଜଅନ୍‌ କାର୍‌ ଅଦିକାର୍‌ ମିଲାଇ ଲକ୍‌ମନ୍‌କେ ଡୁବନ୍‌ ଦେଇତେ ରଇଲା? ସରଗର୍‌ ପର୍‌ମେସର୍‌ ଦେଲାଟାନେ ଅନି କି, ଲକ୍‌ମନର୍‌ଟାନେ ଅନି?”
5 But they reasoned thus among themselves, If we say, From heaven, he will reply, Why, then, did you not believe him?
ସେବେଲାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ଦଦାପେଲା ଅଇଲାଇ । ଜଦି ଜଅନର୍‌ ଡୁବନ୍‌ ସର୍‌ଗେଅନି ବଲି କଇଲେ, କାଇକେ ତାକେ ବିସ୍‌ବାସ୍‌ କରାସ୍‌ ନାଇ? ବଲି କଇବାଇ ।
6 And if we say, From men, all the people will stone us; for they are persuaded that John was a prophet.
ମାତର୍‌ ଆମେ ଲକ୍‌ମନର୍‌ତେଇଅନି ବଲି କଇଲେ ସବୁ ଲକ୍‌ ଆମ୍‌କେ ପାକ୍‌ନା ମାର୍‌ବାଇ । କାଇକେ ବଇଲେ, ଜଅନ୍‌ ସତ‍ଇସେ ପର୍‌ମେସରର୍‌ତେଇ ଅନି ଆଇଲା ବବିସତ୍‌ବକ୍‌ତା ବଲି ଆମର୍‌ ଜିଉଦି ଲକ୍‌ମନ୍‌ ବିସ୍‌ବାସ୍‌ କଲାଇନି ।
7 They therefore answered, that they could not tell whence.
ଏଟା ବାବିକରି ସେମନ୍‌ “ଆମେ ନାଜାନୁ ।” ବଲି କଇଲାଇ ।
8 Jesus replied, Neither do I tell you by what authority I do these things.
ଆରି ଜିସୁ ସେମନ୍‌କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍‌କେ ନ କଇ ।”
9 Then he spoke to the people this parable: A man planted a vineyard, and farmed it out, and having traveled, continued long abroad.
ତାର୍‌ ପଚେ ଜିସୁ ଲକ୍‌ମନ୍‌କେ ବୁଜାଇବାକେ ଗଟେକ୍‌ କାତାନି କଇଲା । “ଗଟେକ୍‌ ଲକ୍‌ ତାର୍‌ ପଦାଇ ଅଙ୍ଗୁର୍‌ ତାସ୍‌ କରି, କେତେଟା ତାସିକେ ଆଦିବାଗ୍‌ କର୍‌ବାକେ ଦେଲା । ଦେଇକରି ସେ ବେସି ଦିନର୍‌ ପାଇ ଗଟେକ୍‌ ଦୁର୍‌ ଦେସେ ରଇବାକେ ଉଟିଗାଲା ।
10 The season being come, he sent a servant to the husbandmen, to receive of the produce of the vineyard; but they beat him, and sent him back empty.
୧୦ଆରି ଅଙ୍ଗୁର୍‌ ତଲ୍‌ବାବେଲା କେଟ୍‌ଲାକେ ସାଉକାର୍‌ ତାର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ତାର୍‌ ବାଗ୍‌ ମାଙ୍ଗି ଆନ୍‌ବାକେ ପାଟାଇଲା । ମାତର୍‌ ସେ ଲକ୍‌ମନ୍‌ ତାର୍‌ ବାଗ୍‌ ନ ଦେଇ ତାର୍‌ ଦାଙ୍ଗ୍‌ଡାକେ କୁଟ୍‌କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
11 Afterward, he sent another servant, whom they, having beaten, and used shamefully, also sent away empty.
୧୧ତାର୍‌ ପଚେ ସେ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ପାଟାଇଲା । ସେମନ୍‌ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍‌ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
12 He afterward dispatched a third to them. Him, likewise, they wounded and drove away.
୧୨ତାର୍‌ ପଚେ ସାଉକାର୍‌ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ସେମନର୍‌ ଲଗେ ପାଟାଇଲା । ମାତର୍‌ ସେ ଦାଙ୍ଗ୍‌ଡାକେ ମିସା ରଗ୍‍ରଗା ଅଇତେ ମାରି କେଦିଦେଲାଇ ।”
13 Then the proprietor of the vineyard said, What shall I do? I will send my beloved son; they will surely reverence him, when they see him.
୧୩ତାର୍‌ ପଚେ ସାଉକାର୍‌ ମନେ ମନେ ବାବ୍‌ଲା, “ଏବେ ମୁଇ କାଇଟା କର୍‌ବି? ମୁଇ ବେସି ଆଲାଦ୍‌ କର୍‌ବା ମର୍‌ ପିଲାକେ ପାଟାଇବି । ବାଇଦରେ ସେମନ୍‌ ତାକେ ମାନ୍‌ବାଇ ।”
14 But when then husbandmen saw him, they reasoned thus among themselves, This is the heir, come, let us kill him, that the inheritance may be our own.
୧୪ମାତର୍‌ ସେମନ୍‌ ସେ ପିଲା ଆଇବାଟା ଦେକିକରି ତାକର୍‌ ବିତ୍‌ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍‌ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍‌ ଆମର୍‌ ଅଇଜାଇସି ।
15 And having thrust him out of the vineyard, they killed him. What, therefore, will the proprietor of the vineyard do to them?
୧୫ଆରି ସେମନ୍‌ ସାଉକାରର୍‌ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍‌ ସେ ଲକ୍‌ମନ୍‌କେ କାଇଟା କରିରଇସି?
16 He will come and destroy those husbandmen, and give the vineyard to others. And some of his hearers said, God forbid.
୧୬ମୁଇ ତମ୍‌କେ କଇଲିନି, ସେ ଆସିକରି ସେ ଲକ୍‌ମନ୍‌କେ ମରାଇ ଦେଇସି । ଆରି ବଡ୍‌ ବିନ୍‌ଲକ୍‌ମନ୍‌କେ ଆଦିବାଗ୍‌ କର୍‌ବାକେ ଦେଇସି ।” ମାତର୍‌ କାତାନି ସୁନ୍‌ତେ ରଇଲା ଲକ୍‌ମନ୍‌ କଇଲାଇ, “ଏନ୍ତାର୍‌ କେବେ ମିସା ନଅ ।”
17 Jesus, looking on them, said, What, then, means that expression of scripture, "A stone which the builders rejected, is made the head of the corner.
୧୭ମାତର୍‌ ଜିସୁ ଲକ୍‌ମନ୍‌କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଅରତ୍‌ କାଇଟା? ଗର୍‌ବାନ୍ଦ୍‌ବା ଲକ୍‌ମନ୍‌ ଜନ୍‌ ପାକ୍‌ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍‌ନାସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲା ।
18 Whosoever shall fall upon that stone, shall be bruised; but on whomsoever it shall fall, it will crush him to pieces"?
୧୮ଜନ୍‌ ଲକ୍‌ମନ୍‌ ସେ ପାକ୍‌ନା ଉପ୍‌ରେ ଅଦର୍‌ବାଇ, ସେମନ୍‌ କଣ୍ଡ୍‌ କଣ୍ଡ୍‌ ଅଇଜିବାଇ, ଆରି ସେ ପାକ୍‌ନା ଜାର୍‌ ଉପ୍‌ରେ ଅଦର୍‌ସି, ସେ ବିଲି ଆଜିଜାଇସି ।”
19 At that time, the chief priests and the scribes, knowing that he had spoken this parable against them, would have laid hands on him, but feared the people.
୧୯ସେବେଲା ସାସ୍‌ତର୍‌ ସିକାଉମନ୍‌ ଆରି ମୁକିଅ ପୁଜାରିମନ୍‌ ଜିସୁର୍‌ କାତାନି ସୁନି, ତାକେ ଦାପ୍‌ରେ ବନ୍ଦି କର୍‌ବାକେ ବାଟ୍‌ କଜ୍‌ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍‌ ବାଡର୍‌ କାତା, ସେମନର୍‌ ବିସଇନେଇ କଇଲାନି ବଲି ବୁଜ୍‌ଲାଇ । ମାତର୍‌ ସେମନ୍‌ ଲକ୍‌ମନ୍‌କେ ଡର୍‌ତେ ରଇଲାଇ ।
20 And they watched him, and set spies upon him, instructing them to personate conscientious men, and surprise him in his words, that they might deliver him to the power and authority of the procurator.
୨୦ସେଟାର୍‌ପାଇ ସେମନ୍‌ ତାର୍‌ ବୁଲ୍‌ ଦାର୍‌ବାକେ ଗଟେକ୍‌ ସୁଜଗ୍‌ କଜ୍‌ତେ ରଇଲାଇ । ସେମନ୍‌ କେତେଟା ଚର୍‌ମନ୍‌କେ ଲାଁଚ୍‍ଦେଇ ଦରମ୍‌ ଲକ୍‌ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍‌ ଟଣ୍ଡେଅନି ବୁଲ୍‌କାତା ବାର୍‌କରାଇ, ଦସ୍‌ ଦାରି, ରମିୟ ସାସନ୍‌କାରିଆକେ ସର୍‌ପି ଦେବାକେ ମନ୍‌କର୍‌ତେ ରଇଲାଇ ।
21 These accosted him with this question, Rabbi, we know that you speak and teach uprightly, and that, without respect of persons, you faithfully recommend the way of God.
୨୧ସେଟାର୍‌ପାଇ ସେ ଚର୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍‌ନି ଆରି ଟିକ୍ ସିକାଇଲାସ୍‌ନି ବଲି ଆମେ ଜାନିଆଚୁ । କାର୍‌ବାଟେ ନ ଅଇ ଲକ୍‌ମନର୍‌ ଜିବନର୍‌ପାଇ ପର୍‌ମେସରର୍‌ ସତ୍‌ ବିସଇସେ ସିକାଇଲୁସ୍‌ନି ।
22 Is it lawful for us to pay taxes to Cesar, or not?
୨୨ଏବେ ତୁଇ ଆମ୍‌କେ କଅ, ରମିୟ ସର୍‌କାରର୍‌ ରାଜା କାଇସର୍‌କେ ସିସ୍‌ତୁ ଦେବାଟା ଆମର୍‌ ନିୟମ୍‌ ଇସାବେ ଟିକ୍‌ କି ନାଇ?”
23 He perceiving their subtlety, answered,
୨୩ମାତର୍‌ ଜିସୁ ସେମନର୍‌ ମନ୍‌ବିତ୍‌ରର୍‌ କାତା ଜାନିକରି କଇଲା,
24 Why would you entangle me? Show me a denarius. Whose image and inscription has it? They answered, Cesar's.
୨୪“ମକେ ଗଟେକ୍‌ ରମିୟ ସର୍‌କାରର୍‌ ଅଦ୍‌ଲି ଡାବୁ ଦେକାଆ । ତେଇ କାର୍‌ ମୁର୍‌ତି ଆରି କାର୍‌ ନାଉଁ ଆଚେ?” “କାଇସରର୍‌ ମୁର୍‌ତି ଆରି ନାଉଁ ଆଚେ ।” ବଲି ସେମନ୍‌ କଇଲାଇ ।
25 He replied, Render, therefore, to Cesar, that which is Cesar's, and to God, that which is God's.
୨୫“ସେନ୍ତାର୍‌ ରଇଲେ ଜନ୍‌ଟା କାଇସରର୍‌ଟା ସେଟା କାଇସର୍‌କେ ଦିଆସ୍‌, ଜନ୍‌ଟା ପର୍‌ମେସରର୍‌ଟା ସେଟା ପର୍‌ମେସର୍‌କେ ଦିଆସ୍‌ ।” ବଲି କଇଲା ।
26 Thus they could not surprise him in his discourses before the people; wherefore, admiring his answer, they kept silence.
୨୬ଏ କାତା ସୁନି ସବୁଲକର୍‌ ମୁଆଟେ ସେମନ୍‌ ଜିସୁର୍‌ ବୁଲ୍‌ ଦାର୍‌ବାର୍‌ ନାପାର୍‌ଲାଇ । ଆରି ଜିସୁର୍‌ କାତା ସୁନି ସେମନ୍‌ କାବାଅଇଜାଇ, ଚୁପ୍‌ଅଇ ରଇଲାଇ ।
27 Afterward, some of the Sadducees, who deny a future state, came to him
୨୭ତାର୍‌ ପଚେ କେତେଟା ସାଦୁକି ଲକ୍‌ମନ୍‌ ଜିସୁର୍‌ ଲଗେ ଗାଲାଇ । ସେମନ୍‌, ମଲା ଲକ୍‌ମନ୍‌ ଆରି ତରେକ୍‌ ଜିବନ୍‌ଅଇ ଉଟ୍‌ବା ବିସଇ ବିସ୍‌ବାସ୍‌ ନ କର୍‌ତେ ରଇଲାଇ ।
28 with this question: Rabbi, Moses has enjoined in his writings, that a man whose brother dies childless, outlived by his wife, shall marry the widow, and raise issue to his brother.
୨୮ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ମସା ଆମର୍‌ ପାଇ ଏନ୍ତି ନିୟମ୍‌ ଲେକିଆଚେ ଜେ, ଗଟେକ୍‌ ଲକ୍‌ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍‌ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍‌ ବଡ୍‌ବାଇର୍‌ କୁଟୁମ୍‌ ରକିଆ ଅଇସି ।
29 Now there were seven brothers; the first of whom, having taken a wife, died childless;
୨୯ଏନ୍ତି ସାତ୍‌ବାଇ ରଇଲାଇ । ପର୍‌ତୁମ୍‌ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
30 the second married the widow, and also died childless;
୩୦ତାର୍‌ ପଚେ ବଡ୍‌ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍‌ ସେ ମିସା ପିଲାଟକି ନଇତେ ମରିଗାଲା ।
31 the third married her, as did likewise the rest; and all seven died, leaving no children.
୩୧ତାର୍‌ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍‌ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
32 Last of all, the woman also died.
୩୨ସାରାସାରି ପଚେ ସେ ମିସା ମରିଗାଲା ।
33 To which of them, therefore, will she be wife, at the resurrection; for she had been married to all the seven?
୩୩ଏନ୍ତି ବଇଲେ ମଲାତେଇଅନି ଉଟ୍‌ଲା ପଚେ ସେ କାର୍‌ ମାଇଜି ଅଇସି? କାଇକେ ବଇଲେ ସେମନ୍‌ ସାତ୍‌ ଲକ୍‌ଜାକ ତାକେ ସଙ୍ଗଇ ରଇଲାଇ ।”
34 Jesus answering, said to them, The people of this world marry, and are given in marriage; (aiōn g165)
୩୪ଜିସୁ ସେମନ୍‌କେ କଇଲା, “ଏ ଜୁଗର୍‌ ମାଇଜି ମନସ୍‌ ବିବା ଅଇବାଇ, (aiōn g165)
35 but, among them who shall be honored to share in the resurrection, and the other world, there will be neither marrying nor giving in marriage; (aiōn g165)
୩୫ମାତର୍‌ ଜନ୍‌ ମାଇଜିମନସ୍‌ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍‌, ସେମନ୍‌ ବିବା ନ ଅଅତ୍‌ । (aiōn g165)
36 for they can not die any more; because, like the angels, they are children of God, being children of the resurrection.
୩୬ସେମନ୍‌ ପର୍‌ମେସରର୍‌ ଦୁତ୍‌ମନର୍‌ପାରା ଅଇ ଆରି କେବେମିସା ନ ମରତ୍‌ । ପଚେ ମଲାଟାନେଅନି ଉଟି ପର୍‌ମେସରର୍‌ ପିଲାଟକି ଅଇ ରଇବାଇ ।
37 But that the dead are raised, even Moses has suggested, calling the Lord who appeared in the bush, the God of Abraham, and the God of Isaac, and the God of Jacob.
୩୭ମସା ବଲ୍‌ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍‌ମନ୍‌ ଜିବନ୍‌ ଅଇ ଉଟ୍‌ବାଇ । ଲାଗ୍‌ତେ ରଇବା ବୁଟାର୍‌ କାତାଇ, ମସା ଅବ୍‌ରାଆମର୍‌ ପର୍‌ମେସର୍‌, ଇସାକର୍‌ ପର୍‌ମେସର୍‌ ଆରି ଜାକୁବର୍‌ ପର୍‌ମେସର୍‌ ବଲି ପର୍‌ମେସର୍‌କେ ଜାନାଇ ଆଚେ ।
38 Now he is not a God of the dead, but of the living; for they are all alive to him.
୩୮ପର୍‌ମେସର୍‌ ମଲା ଲକ୍‌ମନର୍‌ ମାପ୍‌ରୁ ନଏଁ, ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ । ପର୍‌ମେସରର୍‌ ଦେକ୍‌ବା ଇସାବେ ତେଇ ସେମନ୍‌ ସବୁ ଲକ୍‌ ଜିବନ୍‌ ଅଇଆଚତ୍‌ ।”
39 Then some of the scribes said to him, Rabbi, you have spoken well.
୩୯ତାର୍‌ ପଚେ କେତେଟା ସାସ୍‌ତର୍‌ ସିକାଉମନ୍‌ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍‍ ଉତର୍‌ ଦେଇଆଚୁସ୍‌!” ବଲି ଜିସୁକେ କଇଲାଇ ।
40 After that, they did not venture to ask him any more questions.
୪୦କାଇକେବଇଲେ ଜିସୁକେ ଆରି କେ ମିସା ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରତ୍‌ ନାଇ ।
41 And he said to them, Why is it affirmed that the Messiah must be a son of David?
୪୧ତାର୍‌ ପଚେ ଜିସୁ ତାର୍‌ କାତା ସୁନ୍‌ବା ଲକ୍‌ମନ୍‌କେ ପାଚାର୍‌ଲା, “ପର୍‌ମେସର ବାଚିପାଟାଇଲା କିରିସ୍‌ଟ ଦାଉଦ୍‌ ରାଜାର୍‌ ନାତିତିତି ବଲି ଲକ୍‌ମନ୍‌ କାଇକେ କଇଲାଇନି?”
42 Yet David himself says, in the book of the Psalms, "The Lord said to my Lord, Sit at my right hand,
୪୨କାଇକେ ବଇଲେ ଦାଉଦ୍‌ ରାଜା ଗିତ୍‌ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା,
43 till I make thy foes thy footstool."
୪୩ମୁଇ ତର୍‌ ବିରଦିମନ୍‌କେ ଆରାଇକରି ତର୍‌ ପାଦ୍‌ତଲେ ସଙ୍ଗଇବା ପିଡାପାରା ନ କର୍‌ବା ଜାକ, ତୁଇ ମର୍‌ ଉଜାବାଟେସେ ବସି ର ।
44 As David thus calls him his Lord, how can he be David's son?
୪୪ଜଦି ଦାଉଦ୍‌ ରାଜା କିରିସ୍‌ଟକେ ମାପ୍‌ରୁ ବଲି ଡାକି ରଇଲେ ଆରି କିରିସ୍‌ଟ କେନ୍ତି ଦାଉଦ୍‌ ରାଜାର୍‌ ନାତିତିତି ଅଇସି? ବଲି ପାଚାର୍‌ଲା ।
45 Then, in the audience of all the people, he said to his disciples,
୪୫ସେବେଲା ସବୁ ଲକ୍‌ମନ୍‌ ଜିସୁ ସିକାଇବା ବିସଇ ସୁନ୍‌ତେ ରଇଲାବେଲେ, ସେ ତାର୍‌ ସିସ୍‌ମନ୍‌କେ କଇଲା,
46 Beware of the scribes, who love to walk in robes, and affect salutations in public places, and the principal seats in the synagogues, and the uppermost places at feasts;
୪୬“ନିୟମ୍‌ ସିକାଇବା ଲକ୍‌ମନର୍‌ତେଇଅନି ଜାଗ୍‌ରତ୍‌ ରୁଆ । ସେମନ୍‌ ନିମାନ୍‌ ପଚିଆ ପିନ୍ଦି ବୁଲ୍‌ବାକେ ମନ୍‌ କର୍‌ବାଇ । ଆଟେବାଟେ ଜୁଆର୍‌ ପାଇବାକେ, ପାର୍‌ତନା ଗରର୍‌ ମୁକିଆ ଜାଗାଇ ବସ୍‌ବାକେ, ଆରି ବଜିତେଇ ସବୁ ଲକର୍‌ଟାନେଅନି ଆଗ୍‌ତୁ ବସ୍‌ବାକେ ମନ୍‌ କର୍‌ବାଇ ।
47 who devour the families of widows, and make long prayers for a disguise. These shall suffer the severest punishment.
୪୭ସେମନ୍‌ ଲାଜ୍‌ ନଅଇ ରାଣ୍ଡି ମାଇଜିମନ୍‌କେ ନାଡାଇକରି ସେମନର୍‌ ଦନ୍‌ସଁପତି ଜୁରି ନେବାଇ । ମାତର୍‌ ସେମନ୍‌ ନିମାନ୍‌ ଲକର୍‌ପାରା ଦେକାଇଅଇବାଇ । ଆରି ଲକ୍‌ମନର୍‌ ମୁଆଟେ ବେସି ଲମାଇକରି ପାର୍‌ତନା କର୍‌ବାଇ । ଏନ୍ତାରି ଲକ୍‌ମନ୍‌କେ ପର୍‌ମେସର ବେସି ବଡ୍‌ ଡଣ୍ଡ୍‌ ଦେଇସି ।”

< Luke 20 >