< Acts 8 >

1 And Saul consented to his death, and at that time, there was a great persecution against the Church which was at Hierusalem, and they were all scattered abroad thorowe the regions of Iudea and of Samaria, except the Apostles.
ସାଉଲ୍‌ ତିପାନର୍‌ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍‌କେ ଲକ୍‌ମନ୍‌ ଜବର୍‌ ତାଡ୍‌ନା ଦେବାର୍‌ ଆରାମ୍‌ କଲାଇ । ସେଟାର୍‌ପାଇ ପେରିତ୍‌ ସିସ୍‌ମନ୍‌ ତେଇରଇଲାଇ ଆରି ବିନ୍‌ ବିସ୍‌ବାସିମନ୍‌ ଜିବନ୍‌ ଆତେଦାରି ଜିଉଦା ଆରି ସମିରଣ୍‌ ଜାଗାଇ ପାଲାଇଲାଇ ।
2 Then certaine men fearing God, caried Steuen amongs them, to be buried, and made great lamentation for him.
ପର୍‌ମେସର୍‌କେ ନାମ୍‌ବା କେତେକ୍‌ ଲକ୍‌ ଆକ୍‌ମାରି କାନ୍ଦିକରି ତିପାନର୍‌ ମଲା ଗାଗଡ୍‌ ନେଇ ସମାଦି କଲାଇ ।
3 But Saul made hauocke of the Church, and entred into euery house, and drewe out both men and women, and put them into prison.
ମାତର୍‌ ସାଉଲ୍‌ ମଣ୍ଡଲିକେ କୁରୁପ୍‌ନାସ୍‌ କର୍‌ବାକେ ଚେସ୍‌ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍‌ବାସ୍‌ କର୍‌ବା ମୁନୁସ୍‌ ପିଲା ଆରି ମାଇଜି ଟକିମନ୍‌ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।
4 Therefore they that were scattered abroad, went to and from preaching the worde.
ଜିରୁସାଲମେଅନି ପାଲାଇରଇବା ବିସ୍‌ବାସିମନ୍‌ ଗୁଲାଇବାଟେ ଜାଇ ସୁବ୍‌କବର୍‌ ଜାନାଇବାର୍‌ ଦାର୍‌ଲାଇ ।
5 Then came Philip into the citie of Samaria, and preached Christ vnto them.
ସେମନର୍‌ ବିତ୍‌ରେଅନି ପିଲିପ୍‌ ବଲି ଗଟେକ୍‌ ଲକ୍‌ ସମିରଣର୍‌ ମୁକିଅ ନଅରେ ଜାଇ, ତେଇ ରଇବା ଲକ୍‌ମନ୍‌କେ ମସିଅ କଇରଇବା କାତା ଜାନାଇଲା ।
6 And the people gaue heed vnto those things which Philippe spake, with one accorde, hearing and seeing the miracles which he did.
ପିଲିପ୍‌ କଇବା କାତା ସୁନି ଆରି ସେ କରିରଇବା କାବା ଅଇଜିବା କାମ୍‌ମନ୍‌ ସବୁ ଦେକି ଲକ୍‌ମନ୍‌ ତାକେ ଅଦିକ୍‌ ମନ୍‌ଦିଆନ୍‌ ଦେଇ ସୁନ୍‌ବାର୍‌ ଦାର୍‌ଲାଇ ।
7 For vncleane spirits crying with a loud voyce, came out of many that were possessed of them: and many taken with palsies, and that halted, were healed.
କେତେ କେତେ ଲକ୍‌ମନର୍‌ ଟାନେଅନି ଡୁମାମନ୍‌ କିର୍‌କିରି କରି ବାରଇ ଗାଲାଇ । କେତେ କେତେ ଚେରେଙ୍ଗ୍‌ ରଗି ଆରି ଆତ୍‌ ଗଡ୍‌ ନ ଆଇବାଟାମନ୍‌ ନିକ ଅଇଗାଲାଇ ।
8 And there was great ioy in that citie.
ଏଟାର୍‌ ପାଇ ସେ ନଅର୍‌ ସାଇସାର୍‌ଦା ଅଇରଇଲା ।
9 And there was before in the citie a certaine man called Simon, which vsed witchcraft, and bewitched the people of Samaria, saying that he himselfe was some great man.
ସମରିଆ ଜାଗାଇ ସିମନ୍‌ ନାଉଁର୍‌ ଗଟେକ୍‌ ଲକ୍‌ ତାର୍‌ ଜନ୍ତର୍‌ ମନ୍ତର୍‌ ବିଦିଆ କରିକରି ତେଇର୍‌ ଲକ୍‌ମନ୍‌କେ କାବା କରାଇତେରଇଲା ।
10 To whome they gaue heede from the least to the greatest, saying, This man is that great power of God.
୧୦ସେ, ମୁଇ ନିଜେ ଗଟେକ୍‌ ବଡ୍‌ ଲକ୍‌ ବଲାଇଅଇତେରଇଲା । ଆରି ସେ ନଅରେ ରଇବା ସାନ୍‌ ବଡ୍‌ ସବୁ ତାକେ ମାନିରଇଲାଇ । ପର୍‌ମେସରର୍‌ ଜନ୍‌ ବପୁ ମଆନ୍‌ ସେ ବପୁ ଏଟା ଆକା ବଲି ଲକ୍‌ମନ୍‌ କଇତେ ରଇଲାଇ ।
11 And they gaue heed vnto him, because that of long time he had bewitched them with sorceries.
୧୧ବେସି ବରସ୍‌ ଦାରି ତାର୍‌ ଗୁନି ବିଦିଆର୍‌ ବପୁ ସଙ୍ଗ୍‍ ତେଇର୍‌ ଲକ୍‌ମନ୍‌କେ କାବା କରାଇତେରଇଲା । ସେଟାର୍‌ପାଇ ଗୁଲାଇ ସମିରଣିୟ ଲକ୍‌ମନ୍‌ ତାକେ ମାନିକରି ରଇଲାଇ ।
12 But assoone as they beleeued Philip, which preached the thinges that concerned the kingdome of God, and the Name of Iesus Christ, they were baptized both men and women.
୧୨ମାତର୍‌ ପିଲିପର୍‌ ଟାନେଅନି ପର୍‌ମେସରର୍‌ ରାଇଜ ଆରି ଜିସୁର୍‌ ବିସଇ ସୁନ୍‌ଲାଇ । ସୁନିକରି ତେଇର୍‌ ଲକ୍‌ମନ୍‌ ମାପ୍‌ରୁକେ ବିସ୍‌ବାସ୍‌ କଲାଇ । ଆରି ସେ ଜାଗାର୍‌ ବିସ୍‌ବାସ୍‌ କଲା ମନସ୍‌ ପିଲା ଆରି ମାଇଜିଟକିକେ ପିଲିପ୍‌ ଡୁବନ୍‌ ଦେଲା ।
13 Then Simon himselfe beleeued also and was baptized, and continued with Philippe, and wondred, when he sawe the signes and great miracles which were done.
୧୩ସିମନ୍‌ ନିଜେ ପିଲିପ୍‌ ଜାନାଇରଇବା ମାପ୍‌ରୁର୍‌ ବାକିଅ ସୁନି ବିସ୍‌ବାସ୍‌ କଲା । ଆରି ପିଲିପ୍‌ ତାକେ ଡୁବନ୍‌ ଦେଲା । ସେ ପିଲିପର୍‌ ସଙ୍ଗ୍‍ ସବୁଜାଗାଇ ଜିବାର୍‌ ଦାର୍‌ଲା । ପିଲିପ୍‌ କରିରଇବା କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ ଦେକିକରି ସେ କାବା ଅଇଜାଇତେରଇଲା ।
14 Nowe when the Apostles, which were at Hierusalem, heard say, that Samaria had receiued the worde of God, they sent vnto them Peter and Iohn.
୧୪ସମରିଆର୍‌ ଲକ୍‌ମନ୍‌ ପର୍‌ମେସରର୍‌ ବାକିଅ ବିସ୍‌ବାସ୍‌ କଲାଇ ଆଚତ୍‌ ବଲି ଜିରୁସାଲାମ୍‌ ରଇବା ପେରିତ୍‌ ସିସ୍‌ମନ୍‌ ସୁନ୍‌ଲାଇ । ପିତର୍‌ ଆରି ଜଅନ୍‌କେ ସେମନର୍‌ ଲଗେ ପାଟାଇଲାଇ ।
15 Which whe they were come downe, prayed for them, that they might receiue the holy Ghost.
୧୫ସେମନ୍‌ ତେଇ କେଟ୍‌ଲା ପଚେ ସମିରଣର୍‌ ବିସ୍‌ବାସିମନ୍‌ ସୁକଲ୍‌ ଆତ୍‌ମା ପାଇବାକେ, ପାର୍‌ତନା କଲାଇ ।
16 (For as yet, hee was fallen downe on none of them, but they were baptized onely in the Name of the Lord Iesus.)
୧୬କାଇକେ ବଇଲେ ସେଡ୍‌କିବେଲ୍‌ ଜାକ କାର୍‌ ଉପ୍‌ରେ ସୁକଲ୍‌ ଆତ୍‌ମା ଉତ୍‌ରି ନ ରଇଲା । ସେମନ୍‌କେ ଜିସୁକିରିସ୍‌ଟର୍‌ ନାଉଁଦାରି ଅବ୍‌କାସେ ଡୁବନ୍‌ ଦେଇରଇଲା ।
17 Then layd they their handes on them, and they receiued the holy Ghost.
୧୭ପିତର୍‌ ଆରି ଜଅନ୍‌ ସେମନର୍‌ ଉପ୍‌ରେ ଆତ୍‌ ସଙ୍ଗଇଲା ଦାପ୍‌ରେ ସେମନ୍‌ ସୁକଲ୍‌ ଆତ୍‌ମା ପାଇଲାଇ ।
18 And when Simon sawe, that through laying on of the Apostles hands the holy Ghost was giuen, he offred them money,
୧୮ପେରିତ୍‌ ସିସ୍‌ମନ୍‌ ବିସ୍‌ବାସିମନର୍‌ ଉପ୍‌ରେ ଆତ୍‌ ସଙ୍ଗଇଲାକେ ସୁକଲ୍‌ଆତ୍‌ମା ପାଇଲାଟା ଦେକି, ସିମନ୍‌, ପିତର୍‌ ଆରି ଜଅନ୍‌କେ ଡାବୁ ଜାଚ୍‌ଲା ଆରି କଇଲା,
19 Saying, Giue mee also this power, that on whomsoeuer I lay the handes, he may receiue the holy Ghost.
୧୯“ମୁଇ ବିନ୍‌ ଲକର୍‌ ଉପ୍‌ରେ ଆତ୍‌ ସଙ୍ଗଇଲେ, ସେମନ୍‌ ଜେନ୍ତି ସୁକଲ୍‌ ଆତ୍‌ମା ପାଇପାର୍‌ବାଇ, ସେଟାର୍‌ ପାଇ ମକେ ସେ ବପୁ ଦିଆ ।”
20 Then saide Peter vnto him, Thy money perish with thee, because thou thinkest that the gift of God may be obteined with money.
୨୦ମାତର୍‌ ପିତର୍‌ ତାକେ କଇଲା, “ତର୍‌ ଡାବୁ ତର୍‌ ସଙ୍ଗ୍‍ ନସ୍‌ଟ ଅ । ତର୍‌ ସଙ୍ଗ୍‍ ତର୍‌ ଡାବୁ ମିସା ନର୍‌କେ ଜାଅ । କାଇକେବଇଲେ ପର୍‌ମେସରର୍‌ ଦାନ୍‌ ଡାବୁସଙ୍ଗ୍‍ ଗେନ୍‌ବି ବଲି ବାବ୍‌ଲୁସ୍‌ନି ।
21 Thou hast neither part nor fellowship in this businesse: for thine heart is not right in the sight of God.
୨୧ଆମର୍‌ କାମ୍‌ଟାନେ ତର୍‌ କାଇମିସା ବାଗ୍‌ ନାଇ, କାଇକେବଇଲେ ପର୍‌ମେସର୍‌ ଦେକ୍‌ବା ଇସାବେ ତର୍‌ ମନ୍‌ ନିକ ନାଇ ।
22 Repent therefore of this thy wickednes, and pray God, that if it be possible, the thought of thine heart may be forgiuen thee.
୨୨ସେଟାର୍‌ ପାଇ ତମର୍‌ ଏ କରାପ୍‌ ବାବ୍‌ନାର୍‌ ପାଇ ମନ୍‌ ବାଦ୍‌ଲାଆ । ଏନ୍ତାରି ବିସଇ ଚିନ୍ତାକଲାର୍‌ ପାଇ ମାପ୍‌ରୁ ଜେନ୍ତାରି କେମା ଦେଇସି, ତାର୍‌ ଲାଗି, ମାପ୍‌ରୁକେ ପାର୍‌ତନା କର୍‌ ।
23 For I see that thou art in the gall of bitternes, and in the bonde of iniquitie.
୨୩କାଇକେ ବଇଲେ ମୁଇ ଦେକ୍‌ଲିନି ଜେ ତର୍‌ ମନ୍‌ ଆଁକାରେ ବର୍‌ତି ଅଇଆଚେ । ତୁଇ ପାପର୍‌ ବନ୍ଦନେ ବନ୍ଦିଅଇ ଆଚୁସ୍‌ ।”
24 Then answered Simon, and said, Pray ye to the Lord for me, that none of these things which ye haue spoken, come vpon me.
୨୪ସିମନ୍‌ ସେମନ୍‌କେ କଇଲା, “ତମେ ଜାଇଟା ସବୁ କଇଲାସ୍‌ ସେଟା ଜେନ୍ତି ମର୍‌ ଉପ୍‌ରେ ନ ଗଟ । ମୁଇ ତମ୍‌କେ ବାବୁଜିଆ କଲିନି ମର୍‌ପାଇ ମାପ୍‌ରୁକେ ପାର୍‌ତନା କରା ।”
25 So they, when they had testified and preached the worde of the Lord, returned to Hierusalem, and preached the Gospel in many townes of the Samaritans.
୨୫ନିଜର୍‌ ଜିବନେ ଅଇରଇବା ବିସଇର୍‌ ସାକି ଆରି ମାପ୍‌ରୁର୍‌ ସୁବ୍‌ କବର୍‌ କଇସାରାଇଲା ପଚେ ପିତର୍‌ ଆରି ଜଅନ୍‌ ଜିରୁସାଲାମେ ବାଅଡ୍‌ଲାଇ । ବାଅଡ୍‌ବା ବାଟେ ସେମନ୍‌ ସମିରଣର୍‌ ବେସି ଗାଉଁମନ୍‌କେ ସୁବ୍‌କବର୍‌ ଜାନାଇଲାଇ ।
26 Then the Angel of the Lord spake vnto Philip, saying, Arise, and goe towarde the South vnto the way that goeth downe from Hierusalem vnto Gaza, which is waste.
୨୬ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ପିଲିପ୍‌କେ କଇଲା, “ତିଆର୍‌ ଅ, ଆରି ଦକିଣ୍‌ ଦିଗେ ଜିରୁସାଲମେଅନି ଗାଜା ବଲି ଗଟେକ୍‌ ଜାଗାଇ ଜିବାବାଟେ ଜା । ଆଜିକାଲି ଏବାଟେ ଆରି ଲକ୍‌ମନ୍‌ ଆସ୍‌ ଜା କରତ୍‌ ନାଇ ।”
27 And hee arose and went on: and beholde, a certaine Eunuche of Ethiopia, Candaces the Queene of the Ethiopians chiefe Gouernour, who had the rule of all her treasure, and came to Hierusalem to worship:
୨୭ପିଲିପ୍‌ ତିଆର୍‌ ଅଇ ସେବାଟେ ଗାଲା । ଏଦେ ଦେକା! ଇତିଅପିଆର୍‌ ଗଟେକ୍‌ ଲକ୍‌! ସେ ଗଟେକ୍‌ ବେଜୁ ରଇଲା । ସେ ଜିରୁସାଲମେ ପାର୍‌ତନା କର୍‌ବାକେ ଆସିରଇଲା ।
28 And as he returned sitting in his charet, he read Esaias the Prophet.
୨୮ସେ ଗଟେକ୍‌ ମୁକିଅ ଆରି ଇତିଅପିଆ ରାନିର୍‌ ବାଣ୍ଡାର୍‌ଗରିଆ ରଇଲା । ସେ ପର୍‌ମେସର୍‌କେ ଉପାସନା କର୍‌ବାକେ ଜିରୁସାଲେମ୍‌ ଜାଇରଇଲା । ତାର୍‌ ରତେ ବସି ଗରେ ବାଉଡି ଆଇତେରଇଲା । ବସିକରି ଜିସାୟ ବବିସତ୍‌ବକ୍‌ତାର୍‌ ବଇଟାନେଅନି ଆଉଲି ଅଇ ପଡ୍‌ତେରଇଲା ।
29 Then the Spirit said vnto Philip, Goe neere and ioyne thy selfe to yonder charet.
୨୯ସୁକଲ୍‌ଆତ୍‌ମା ପିଲିପ୍‌କେ କଇଲା, “ସେ ରତେ ଜା ଆରି ସେ ଲକର୍‌ ଲଗେ ର ।”
30 And Philip ranne thither, and heard him reade the Prophet Esaias, and said, But vnderstandest thou what thou readest?
୩୦ପିଲିପ୍‌ ପାଲାଇ ପାଲାଇ ଗାଲା ଆରି ସେ ଲକ୍‌ ଜିସାୟ ବବିସତ୍‌ବକ୍‌ତାର୍‌ ବଇ ପଡ୍‌ବାଟା ସୁନ୍‌ଲା । ସେ ତାକେ ପାଚାର୍‌ଲା “ତୁଇ ଜାଇଟା ପଡ୍‌ଲୁସ୍‌ନି, ସେଟା ବୁଜିପାର୍‌ଲୁସ୍‌ନିକି?”
31 And he saide, Howe can I, except I had a guide? And he desired Philip, that he would come vp and sit with him.
୩୧ସେ ବାଣ୍ଡାର୍‌ ଗରିଆ କଇଲା, “କେ ମିସା ଗଟେକ୍‌ ଲକ୍‌ ବୁଜାଇ ନ ଦେଲେ ମୁଇ କେନ୍ତି ବୁଜିପାର୍‌ବି?” ତାର୍‌ ସଙ୍ଗ୍‍ ରତେ ବସ୍‌ବାକେ ସେ ପିଲିପ୍‌କେ ଡାକ୍‌ଲା । ପିଲିପ୍‌ ଜାଇ ବସ୍‌ଲା ।
32 Nowe the place of the Scripture which he read, was this, Hee was lead as a sheepe to the slaughter: and like a lambe domme before his shearer, so opened he not his mouth.
୩୨ଦରମ୍‌ ସାସ୍‌ତରର୍‌ ଏ ପଦ୍‌ ପଡ୍‌ତେ ରଇଲା, “ମରାଇବାକେ ନେବା ମେଣ୍ଡାପାରା, ଲକ୍‌ମନ୍‌ ତାକେ ଡାକିନେଲାଇ, ଗଟେକ୍‌ ମେଣ୍ଡାର୍‌ ବାଲ୍‌ କାଟ୍‌ବା ବେଲେ ଜେନ୍ତି ସେ ଚିମ୍‌ରାଇଅଇରଇସି, ସେନ୍ତାରି ସେ ପଦେକ୍‌ ମିସା କାତା କଏ ନାଇ ।
33 In his humilitie his iudgement hath bene exalted: but who shall declare his generation? for his life is taken from the earth.
୩୩ଲକ୍‌ମନ୍‌ ନିନ୍ଦା କଲାବେଲେ ତାକେ ନିଆଇ ମିଲେ ନାଇ ତାର୍‌ କୁଟୁମର୍‌ ଲକର୍‌ ବିସଇ, କେ କଇ ନାପାରତ୍‌, କାଇକେବଇଲେ ମଚ୍‌ପୁରେ ତାର୍‌ ଜିବନ୍‌ ସାରିଗାଲା ଆଚେ ।”
34 Then the Eunuche answered Philippe, and saide, I pray thee of whome speaketh the Prophet this? of himselfe, or of some other man?
୩୪ବାଣ୍ଡାର୍‌ଗରିଆ ପିଲିପ୍‌କେ ପାଚାର୍‌ଲା, “ମୁଇ ତକେ ଗୁଆରି କଲିନି । ବବିସତ୍‌ବକ୍‌ତା କାର୍‌ ବିସଇ କଇଲାନି, ମକେ କୁଆ । ତାର୍‌ ନିଜର୍‌ ବିସଇ କି ଆରି କାର୍‌ ବିସଇ?”
35 Then Philip opened his mouth, and began at the same Scripture, and preached vnto him Iesus.
୩୫ପିଲିପ୍‌ ଦରମ୍‌ ସାସ୍‌ତରର୍‌ ଏ ପଦେଅନି ଆରାମ୍‌ କରି ଜିସୁର୍‌ ବିସଇର୍‌ ସୁବ୍‌ କବର୍‌ ତାକେ ଜାନାଇଲା ।
36 And as they went on their way, they came vnto a certaine water, and the Eunuche said, See, here is water: what doeth let me to be baptized?
୩୬ସେମନ୍‌ ଜାଉ ଜାଉ ଗଟେକ୍‌ ବନ୍ଦ୍‌ ଲଗେ କେଟ୍‌ଲାଇ । ସେ ବାଣ୍ଡାର୍‌ଗରିଆ କଇଲା,
37 And Philippe said vnto him, If thou beleeuest with all thine heart, thou mayest. Then he answered, and saide, I beleeue that that Iesus Christ is that Sonne of God.
୩୭“ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍‌ ଦିଆ ।”
38 Then he commanded the charet to stand stil: and they went downe both into the water, both Philip and the Eunuche, and he baptized him.
୩୮ସେ ଲକ୍‌ ରତ୍‌ ତେବାଇବାକେ ତିଆର୍‌ଲା । ପିଲିପ୍‌ ଆରି ସେ, ପାନି ବିତ୍‌ରେ ଗାଲାଇ ଆରି ପିଲିପ୍‌ ତାକେ ପାନିତେଇ ଡୁବନ୍‌ ଦେଲା ।
39 And assoone as they were come vp out of the water, the Spirit of the Lord caught away Philip, that the Eunuche sawe him no more: so he went on his way reioycing.
୩୯ସେମନ୍‌ ପାନିତେଇଅନି ବାରଇ ଆଇଲା ପଚେ, ମାପ୍‌ରୁର୍‌ ଆତ୍‌ମା ପିଲିପ୍‌କେ ଆରିଗଟେକ୍‌ ଜାଗାଇ ମାୟା କରି ଦେଲା, ସେ ଲକ୍‌ ପିଲିପ୍‌କେ ଆରି କେବେ ଦେକି ନାପାର୍‌ଲା, ମାତର୍‌ ସାର୍‌ଦାଇ ପୁରୁନ୍‌ ଅଇ ତାର୍‌ ବାଟେ ଉଟିଗାଲା ।
40 But Philippe was found at Azotus, and he walked to and from preaching in all the cities, till he came to Cesarea.
୪୦ଚନେକ୍‌ ଗାଲା ପଚେ ପିଲିପ୍‌ ଦେକ୍‌ଲାଜେ ସେ ଅସଦର୍‌ ବଲି ଗଟେକ୍‌ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍‌ମନ୍‌କେ ସୁବ୍‌ କବର୍‌ ଜାନାଇଲା ।

< Acts 8 >