< Matthew 5 >

1 And seeing the multitudes, he went up into a mountain, and when he was set down, his disciples came unto him.
ଜିସୁ ଜବର୍‌ ଲକ୍‌ମନ୍‌ ତାର୍‌ଟାନେ ଆଇବାଟା ଦେକି ଡଙ୍ଗର୍‌ ଉପ୍‌ରେ ଜାଇ ବସ୍‌ଲା । ସିସ୍‌ମନ୍‌ ତାକେ ଚାରିବେଡ୍‌ତି ଗେରି ରଇଲାଇ ।
2 And opening his mouth, he taught them, saying:
ସେବେଲେ ଜିସୁ ସେମନ୍‌କେ ସିକିଆ ଦେଇ କଇବାର୍‌ ଦାର୍‌ଲା ।
3 Blessed are the poor in spirit: for theirs is the kingdom of heaven.
“ଜନ୍‌ ଲକ୍‌ମନ୍‌ ଆତ୍‌ମାଇ କାକୁର୍‌ତି ଅଇଆଚତ୍‌, ସେମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସରଗ୍‌ ରାଇଜ୍‌ ତାକର୍‌ଟା ।”
4 Blessed are the meek: for they shall possess the land.
ଦୁକେ ରଇବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ପର୍‌ମେସର୍‌ ସେମନର୍‌ ଦୁକ୍‌ ସାରାଇସି ।
5 Blessed are they that mourn: for they shall be comforted.
ସୁଆଲେ ରଇବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌ ପର୍‌ମେସର୍‌ ସପତ୍‌ କରିରଇବା ବିସଇ ମିଲାଇବାଇ ।
6 Blessed are they that hunger and thirst after justice: for they shall have their fill.
ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ କାମ୍‌ କର୍‌ବାକେ ଆସା କର୍‌ବାଇ, ତାକର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ପର୍‌ମେସର୍‌ ସେମନ୍‍କେ ସାର୍‌ଦା କରାଇସି ।
7 Blessed are the merciful: for they shall obtain mercy.
ବିନ୍‌ ଲକ୍‌ମନ୍‌କେ ଦୟା ଦେକାଇବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌କେ ପର୍‌ମେସର୍‌ ଦୟା କର୍‌ସି ।
8 Blessed are the clean of heart: for they shall see God.
ମନ୍‌ ବିତ୍‌ରେ ନିର୍‌ମଲ୍‌ ରଇଲା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌କେ ପର୍‌ମେସରର୍‌ ଦର୍‌ସନ୍‌ ମିଲ୍‌ସି ।
9 Blessed are the peacemakers: for they shall be called children of God.
ସାନ୍ତିର୍‌ ପାଇ କାମ୍‌ କର୍‌ବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌ ପର୍‌ମେସରର୍‌ ପିଲାଟକି ବଲି ନାମାଇ ଅଇବାଇ ।
10 Blessed are they that suffer persecution for justice’ sake: for theirs is the kingdom of heaven.
୧୦ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ କାମ୍‌ କରି ଦୁକ୍‌ କସ୍‌ଟ ପାଇବାଇ, ସେମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସରଗ୍‌ ରାଇଜ୍‌ ତାକର୍‌ଟା ।
11 Blessed are ye when they shall revile you, and persecute you, and speak all that is evil against you, untruly, for my sake:
୧୧“ମକେ ବିସ୍‌ବାସ୍‌ କର୍‌ବାର୍‍ ଲାଗି ତମ୍‌କେ ଲକ୍‌ମନ୍‌ ନିନ୍ଦା ଆରି କସ୍‌ଟ ଦେବାଇ, ଆରି ଚୁଚାଇ ତମର୍‌ ବିରୁଦେ ମିଚ୍‌ କାତା କଇବାଇ, ନିଜ୍‌କେ କେଡେ କରମର୍‌ ଲକ୍‌ ବଲି ମନେ କରା ।
12 Be glad and rejoice, for your reward is very great in heaven. For so they persecuted the prophets that were before you.
୧୨ସାର୍‌ଦା ଅଇ ସାର୍‌ଦାଇ ରୁଆ, କାଇକେବଇଲେ ସର୍‌ଗେ ତମର୍‌ ପାଇ ବଡ୍‌ ପୁରୁସ୍‌କାର୍‌ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍‌ ଆଗ୍‌ତୁ ରଇଲା ବବିସତ୍‍ବକ୍‍ତାମନ୍‍ ମିସା ଦୁକ୍‌ପାଇ ରଇଲାଇ ।”
13 You are the salt of the earth. But if the salt lose its savour, wherewith shall it be salted? It is good for nothing any more but to be cast out, and to be trodden on by men.
୧୩“ତମେ ସବୁ ମୁନୁସ୍‌ ଜାତିର୍‌ପାଇ ନୁନ୍‌ ପାରା । ମାତର୍‌ ନୁନ୍‌ ଜଦି ସୁଆଦ୍‌ ଆରାଇସି, ତେବେ ସେଟା କେନ୍ତି କରିଆ ଅଇସି? ସେଟା ଆରି କାଇ କାମେ ନ ଆସେ, ତେବେ ତାକେ ବାଇରେ ପିଙ୍ଗି ଦେବାଇ ଆରି ସେଟା ଲକ୍‌ମନ୍‌ ମାଣ୍ଡି ପାକାଇବାଇ ।”
14 You are the light of the world. A city seated on a mountain cannot be hid.
୧୪ତମେ ଗୁଲାଇ ଜଗତର୍‌ ପାଇ ଉଜଲ୍‌ ପାରା । ଜନ୍‌ ଗଡ୍‌ ଡଙ୍ଗର୍‌ ଉପ୍‌ରେ ତିଆର୍‌ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ ।
15 Neither do men light a candle and put it under a bushel, but upon a candlestick, that it may shine to all that are in the house.
୧୫କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍‌ । ସେଟା ବତିକୁଦ୍‌ରା ଉପ୍‌ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍‌କେ ଉଜଲ୍‌ ଦେଇସି ।
16 So let your light shine before men, that they may see your good works, and glorify your Father who is in heaven.
୧୬ସେନ୍ତାରିସେ ତମର୍‌ ଉଜଲ୍‌ ଲକ୍‌ମନର୍‌ଟାନେ ଉଜଲ୍‌ ଡିସ । ସେନ୍ତାର୍‌ଆଲେ ତମର୍‌ ସତ୍‌କାମ୍‌ ଦେକି ସେମନ୍‌ ସର୍‌ଗେ ରଇବା ବାବା ପର୍‌ମେସରର୍‌ ଡାକ୍‌ପୁଟା କର୍‌ବାଇ ।
17 Do not think that I am come to destroy the law, or the prophets. I am not come to destroy, but to fulfill.
୧୭“ମୁଇ ମିସା, କରିରଇବା ନିୟମ୍‌ କି ବାବବାଦିମନର୍‌ ଦରମ୍‌ ସାସ୍‌ତର୍‌ ବୁଡାଇବାକେ ଆସିଆଚି ବଲି ବାବା ନାଇ । ମୁଇ ସେଟା ବୁଡାଇବାକେ ଆସିନାଇ ମାତର୍‌ ସିଦ୍‌ କର୍‌ବାକେ ଆସିଆଚି ।
18 For amen I say unto you, till heaven and earth pass, one jot, or one tittle shall not pass of the law, till all be fulfilled.
୧୮ମନେରକିରୁଆ, ମୁଇ ତମ୍‌କେ ସତ୍‌ କଇଲିନି ସରଗ୍‌ ଆରି ଦର୍‌ତନି ତବିର୍‌ ଅଇ ରଇବା ଜାକ ମସାର୍‌ ନିୟମର୍‌ ଗଟେକ୍‌ ଚିନ୍‌ ମିସା ନ ବୁଡେ । ସବୁ ବିସଇ ପୁରାପୁରୁନ୍‌ ନ ଅଇତେ ଏ ସବୁ ନ ଗଟେ ।
19 He therefore that shall break one of these least commandments, and shall so teach men, shall be called the least in the kingdom of heaven. But he that shall do and teach, he shall be called great in the kingdom of heaven.
୧୯ତେବର୍‌ପାଇ ଜେ ମିସା ନିୟମ୍‌ ତେଇ ରଇବା ସବୁଟାନେଅନି ସାନ୍‌ ଆଦେସ୍‌ ନ ମାନେ ଆରି ସେନ୍ତି କର୍‌ବାକେ ବିନ୍‌ ଲକ୍‌ମନ୍‌କେ ସିକାଇସି, ସେ ସରଗ୍‌ ରାଇଜେ ସବୁର୍‌ଟାନେଅନି ସାନ୍‌ ଲକ୍‌ ବଲି ଏଜାଇଅଇସି । ମାତର୍‌ ଜେ ନିୟମର୍‌ ସବୁ ବିସଇର୍‌ ସାନ୍‌ ଆଦେସ୍‌ ମାନ୍‌ସି ଆରି ସେଟା ବିନ୍‌ ଲକ୍‌ମନ୍‌କେ ସିକାଇସି, ସେ ସରଗ୍‌ ରାଇଜେ ବଡ୍‌ ଲକ୍‌ ବଲି ଏଜାଇଅଇସି ।
20 For I tell you, that unless your justice abound more than that of the scribes and Pharisees, you shall not enter into the kingdom of heaven.
୨୦କାଇକେବଇଲେ ମୁଇ ତମ୍‌କେ କଇଲିନି, ସାସ୍‌ତର୍‌ ସିକାଉମନ୍‌ ଆରି ପାରୁସିମନର୍‌ତେଇଅନି ଅଦିକ୍‌ ବିସ୍‌ବାସ୍‌ ରଇ, ପର୍‌ମେସରର୍‌ ମନ୍‍ କଲା ଇସାବେ, କାମ୍‌ କଲେସେ ସରଗ୍‌ ରାଇଜେ ଜାଇପାରାସ୍‌ ।”
21 You have heard that it was said to them of old: Thou shalt not kill. And whosoever shall kill shall be in danger of the judgment.
୨୧“ତମେ ସୁନି ଆଚାସ୍‌ ଜେ, ପୁର୍‌ବେଅନି ଲକ୍‌ମନ୍‌କେ କୁଆଅଇଲା ଆଚେ, ଲକ୍‌କେ ମରାଇବାର୍‌ ନାଇ । ଆରି ଜେ ମରାଇସି ବଇଲେ ସେ ବିଚାର୍‌ କରାଇଅଇସି ।
22 But I say to you, that whosoever is angry with his brother, shall be in danger of the judgment. And whosoever shall say to his brother, Raca, shall be in danger of the council. And whosoever shall say, Thou Fool, shall be in danger of hell fire. (Geenna g1067)
୨୨ମାତର୍‌ ମୁଇ କଇଲିନି, ଜେ ମିସା ବାଇକେ ରିସା ଅଇସି, ତାକେ ସବାଟାନେ ବିଚାର୍‌ନା କରାଅଇସି । ଜେ ବାଇକେ ଏ ବେକାର୍‌ଟାସେ ବଲି କଇସି, ତାକେ ବଡ୍‌ ସବାଟାନେ ବିଚାର୍‌ନା କର୍‌ବାକେ ଆନ୍‌ବାଇ, । ଆରି ଜେ ବାଇକେ ଏ ବକୁଆଟାସେ ବଲି କଇସି, ତାର୍‌ପାଇ ନରକର୍‌ ଜଇଟାନେ ପିଙ୍ଗାଇଅଇବା ବିପଦ୍‌ ଆଚେ । (Geenna g1067)
23 If therefore thou offer thy gift at the altar, and there thou remember that thy brother hath any thing against thee;
୨୩ସେଟାର୍‌ପାଇ ତମେ ପର୍‌ମେସର୍‌କେ ବେଦି ଟାନେ ନିଜର୍‌ ଦାନ୍‌ ଦେଲା ବେଲେ, ତେଇ ତମର୍‌ ବିରୁଦେ ତମର୍‌ ବାଇର୍‌ କାଇମିସା କାତା ଆଚେ ବଲି ମନେ ଏତାଇଲୁସ୍‍,
24 Leave there thy offering before the altar, and go first to be reconciled to thy brother: and then coming thou shalt offer thy gift.
୨୪ସେନ୍ତି ବଇଲେ ବେଦିଲଗେ ବଲିଦେବାଟା ସଙ୍ଗଇଦେଇ ବାରିଜା, ଆଗେ ନିଜର୍‌ ବାଇ ସଙ୍ଗ୍‌ ମିସା, ତାର୍‌ ପଚେ ଆସି ତମର୍‌ ବଲି ଦିଆସ୍‌ ।”
25 Be at agreement with thy adversary betimes, whilst thou art in the way with him: lest perhaps the adversary deliver thee to the judge, and the judge deliver thee to the officer, and thou be cast into prison.
୨୫ଜଦି କେ ତମର୍‌ ବିରଦେ ତମ୍‌କେ ବିଚାର୍‌ କର୍‌ବା ଜାଗାଇ ଜିବାକେ ବାଦିଅ କର୍‌ସି ବଇଲେ, ବିଚାର୍‌ ଜାଗାଇ ଜିବା ଆଗ୍‌ତୁ, ବେଲ୍‌ ରଇତେସେ ତାର୍‌ ସଙ୍ଗ୍‌ ରାଜି ଅ । ନଇଲେ ବିଚାର୍‌ କର୍‌ବା ଜାଗାଇ କେଟିଗାଲେ, ସେ ତମ୍‌କେ ବିଚାର୍‌କରୁକେ ସର୍‌ପି ଦେଇସି ଆରି ଅଇପାରେ ବିଚାର୍‌ କରୁ ତମ୍‌କେ ବନ୍ଦି ଗରେ ନେବାକେ ଜମାନ୍‌କେ ସର୍‌ପି ଦେଇସି ।
26 Amen I say to thee, thou shalt not go out from thence till thou repay the last farthing.
୨୬ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ଉପ୍‌ରେ ଟିକ୍‌ ଅଇଲା ଜରିମନାର୍‌ ସାରାସାରି ଅଣା ମିସା ନ ଦେବା ଜାକ, ତେଇଅନି କୁଲାସ୍‌ ନ ଉଆସ୍‌ ।
27 You have heard that it was said to them of old: Thou shalt not commit adultery.
୨୭“ବେସିଆ କାମ୍‌ କରାନାଇ, ତମେ ପୁରୁବେ ଅନି ଏ ଆଦେସ୍‌ ସୁନି ଆସିଆଚାସ୍‌ ।
28 But I say to you, that whosoever shall look on a woman to lust after her, hath already committed adultery with her in his heart.
୨୮ମାତର୍‌ ମୁଇ ତମ୍‌କେ କଇଲିନି, ଜେ ମିସା ବିନ୍‌ ମାଇଜିକେ ବେସିଆକାମ୍‌ ଇସାବେ ଆଁକି ଦେକ୍‌ସି, ସେ ତାର୍‌ ସଙ୍ଗ୍‍ ମନେ ମନେ ବେସିଆ କାମର୍‌ ଅପ୍‌ରାଦ୍‌ କଲାଆଚେ ।
29 And if thy right eye scandalize thee, pluck it out and cast it from thee. For it is expedient for thee that one of thy members should perish, rather than that thy whole body be cast into hell. (Geenna g1067)
୨୯ସେଟାର୍‌ପାଇ ତମର୍‌ ଉଜାବାଟର୍‌ ଆଁକିର୍‌ ଲାଗି ତମେ ପାପ୍‌କରିଆଚାସ୍‌, ତେବେ ସେଟା ବେଟି ପିଙ୍ଗି ଦିଆସ୍‌, କାଇକେ ବଇଲେ ତମର୍‌ ସବୁ ଗାଗଡ୍‌ ନର୍‌କେ ଜିବା ବାଦୁଲେ ଗଟେକ୍‌ ଆଁକି ନସ୍‌ଟ ଅଇବାଟା ତମର୍‌ପାଇ ନିକ । (Geenna g1067)
30 And if thy right hand scandalize thee, cut it off, and cast it from thee: for it is expedient for thee that one of thy members should perish, rather than that thy whole body be cast into hell. (Geenna g1067)
୩୦ଜଦି ତମର୍‌ ଉଜା ଆତ୍‌ ତମ୍‌କେ ପାପ୍‌ କାମ୍‌ କରାଇଲାନି ବଇଲେ, ସେଟା କାଟି ପିଙ୍ଗି ଦିଆସ୍‌, କାଇକେ ବଇଲେ ତମର୍‌ ସବୁ ଗାଗଡ୍‌ ନର୍‌କେ ଜିବା ବାଦୁଲେ ଗଟେକ୍‌ ଆତ୍‌ ନସ୍‌ଟ ଅଇବାଟା ନିକ ।” (Geenna g1067)
31 And it hath been said, whosoever shall put away his wife, let him give her a bill of divorce.
୩୧“ଜଦି କେ ମିସା ନିଜର୍‌ ମାଇଜିକେ ଚାଡିଦେବାକେ ମନ୍‍ କଲାନି, ସେ ତାକେ ରାଜିନାମା ପତର୍‌ ଲେକି ଚାଡିଦେଅ । ଏ ସିକିଆ ତମେ ଆଗ୍‌ତୁ ପାଇଆଚାସ୍‌ ।
32 But I say to you, that whosoever shall put away his wife, excepting for the cause of fornication, maketh her to commit adultery: and he that shall marry her that is put away, committeth adultery.
୩୨ମାତର୍‌ ମୁଇ କଇଲିନି, ଜେକି ନିଜର୍‌ ମାଇଜିକେ ବେସିଆ କାମ୍‌ ଚାଡି ଅଲ୍‌ଗା ଦସ୍‌ ଦାରି ଚାଡ୍‌ସି, ସେ ତାକେ ପାଦ୍‌ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍‌ଲା ମାଇଜିକେ ବିବା ଅଇସି, ସେ ପାଦ୍‌ରା ଅଇସି ।”
33 Again you have heard that it was said to them of old, Thou shalt not forswear thyself: but thou shalt perform thy oaths to the Lord.
୩୩“ତମେ ପୁରୁବ୍‌ କାଲେଅନି ଏ ସିକିଆ ସୁନି ଆଇଲାସ୍‌ନି, ପର୍‌ମାନ୍‌ ବାଙ୍ଗା ନାଇ । ପର୍‌ମେସରର୍‌ ମୁଆଟେ ଜନ୍‌ ପର୍‌ମାନ୍‌ କରିଆଚାସ୍‌ ସେଟା ପୁରାପୁରୁନ୍‌ କରା ।
34 But I say to you not to swear at all, neither by heaven, for it is the throne of God:
୩୪ମାତର୍‌ ମୁଇ ତମ୍‌କେ କଇଲିନି ସପତ୍‌ କର୍‌ବା ବେଲେ ପର୍‌ମାନ୍‌ ନିୟମ୍‌ ପାକାଆ ନାଇ । ସରଗ୍‌ ନାଉଁ ଦାରି ରାନ୍‌ ପାକାଆ ନାଇ, କାଇକେବଇଲେ ସେଟା ପର୍‌ମେସରର୍‌ ବସ୍‍ବା ଜାଗା ।
35 Nor by the earth, for it is his footstool: nor by Jerusalem, for it is the city of the great king:
୩୫ଦର୍‌ତନିର୍‌ ନାଉଁ ଦାରି ରାନ୍‌ ପାକାଆ ନାଇ, କାଇକେବଇଲେ, ସେଟା ପର୍‌ମେସରର୍‌ ପାଦ୍‌ ସଙ୍ଗଇବା ଜାଗା । ଜିରୁସାଲାମ୍‌ ଗଡର୍‌ ନାଉଁ ଦାରି ମିସା ରାନ୍‌ ପାକାଇବାଟା ଟିକ୍ ନାଇ, କାଇକେବଇଲେ ସେଟା ରାଜାମନର୍‌ ରାଜା ରଇବା ଜାଗା ।
36 Neither shalt thou swear by thy head, because thou canst not make one hair white or black.
୩୬ଆରି ନିଜର୍‌ ମୁଣ୍ଡ୍‌ ଚିଇ କରି ପର୍‌ମାନ୍‌ କରାନାଇ, କାଇକେବଇଲେ ତମେ, ତେଇର୍‌ ଗଟେକ୍‌ ଚେଣ୍ଡି ଦବ୍‌ଲା କି କାଲିଆ କରିନାପାରାସ୍‌ ।
37 But let your speech be yea, yea: no, no: and that which is over and above these, is of evil.
୩୭ମାତର୍‌ ତମେ ପର୍‌ମାନ୍‌ ନିୟମ୍‌ ନ କରି, ତର୍‍ ଉଁ କାତା ଉଁ ଅ, ନାଇ କାତା ନାଇ ଅ, ଇତିଅନି ଆରି ଅଦିକ୍‌ କାତା କଇ ପର୍‌ମାନ୍‌ କର୍‌ବାଟା ସଇତାନର୍‌ଟାନେଅନି ଆଇଲାଟା ।”
38 You have heard that it hath been said, An eye for an eye, and a tooth for a tooth.
୩୮“ଏ କାତା ତମେ ସୁନିଆଚାସ୍‌, ଆଁକିର୍‌ ବାଦୁଲେ ଆଁକି ଆରି ଦାଁତର୍‌ ବାଦୁଲେ ଦାଁତ୍‌,
39 But I say to you not to resist evil: but if one strike thee on thy right cheek, turn to him also the other:
୩୯ମାତର୍‌ ମୁଇ ତମ୍‌କେ କଇଲିନି, ତମର୍‌ ବିରଦେ କେ ଅନିଆଇ କାମ୍‌ କଲେ, ତାକେ ସୁଜାଇବାକେ ଚେସ୍‌ଟା କରା ନାଇ, ଜେ ତମର୍‌ ଉଜା ଗାଲେ ଚାପଡ୍‌ ମାର୍‌ସି, ତାକେ ଆରି ଗଟେକ୍‌ ଚାପ୍‌ଡା ମାର୍‌ବାକେ ଡେବ୍‌ରି ଗାଲ୍‌ ମିସା ଦେକାଇ ଦିଆସ୍‌ ।
40 And if a man will contend with thee in judgment, and take away thy coat, let go thy cloak also unto him.
୪୦କେ ଜଦି ତମର୍‌ସଙ୍ଗ୍‌ ବିରଦ୍‌ କରି ବିଚାର୍‌ ଲଗେ ଦାବିକରି ତମର୍‌ କାମିଜ୍‌ ନେବାକେ ମନ୍‍ କର୍‌ସି, ତାକେ ଚାଦର୍‌ ମିସା ଦେଇ ପାକାଆ ।
41 And whosoever will force thee one mile, go with him other two,
୪୧ସନିଅମନର୍‌ ବିତ୍‌ରେ ଅନି, କେ ମିସା ତମ୍‌କେ ତାର୍‌ ବଜ୍‌ ବୁଆଇ କରି ଗଟେକ୍‌ କିଲମିଟର୍‌ ଜୁ ଆକା ବଇଲେ, ତମେ ତାର୍‌ ସଙ୍ଗ୍‌ ଦୁଇ କିଲମିଟର୍‌ ଜା ।
42 Give to him that asketh of thee and from him that would borrow of thee turn not away.
୪୨କେ ଜଦି ତମ୍‌କେ କାଇଆଲେ ଜିନିସ୍‌ ମାଙ୍ଗ୍‌ସି ବଇଲେ, ମନା ନ କରି ତାକେ ଦିଆସ୍‌ । କେ ମିସା କାଇଆଲେ ଉଦାର୍‌ ମାଙ୍ଗ୍‌ଲେ ତାକେ ଦିଆସ୍‌ ।”
43 You have heard that it hath been said, Thou shalt love thy neighbor, and hate thy enemy.
୪୩“ମଇତର୍‌କେ ଆଲାଦ୍‌ କରା ଆରି ତମର୍‌ ସତ୍‌ରୁକେ ଗିନ୍‌ କରା । ଏ ସିକିଆ ତମେ ପୁର୍‌ବେଅନି ସୁନି ଆଚାସ୍‌ ।
44 But I say to you, Love your enemies: do good to them that hate you: and pray for them that persecute and calumniate you:
୪୪ମାତର୍‌ ମୁଇ ତମ୍‌କେ କଇଲିନି, ସତ୍‌ରୁମନ୍‌କେ ଆଲାଦ୍‌ କରା, ଜନ୍‌ ଲକ୍‌ ତମ୍‌କେ କସ୍‌ଟ ଦେଲାଇନି, ତାକର୍‌ପାଇ ପାର୍‌ତନା କରା ।
45 That you may be the children of your Father who is in heaven, who maketh his sun to rise upon the good, and bad, and raineth upon the just and the unjust.
୪୫ଏଟା କଲେ ସରଗର୍‌ ପର୍‌ମେସରର୍‌ ପିଲା ବଲି ଚିନାପଡ୍‌ସା । କାଇକେ ବଇଲେ ପର୍‌ମେସର ବଲ୍‌ କାରାପ୍‌ ଦୁଇ ଲକର୍‌ ପାଇ ମିସା ବେଲର୍‍ ଉଜଲ୍‍ ଦେଲାନି, ଆରି ଦରମ୍‌ ରଇବା, ଦରମ୍‌ ନ ରଇବା ସବୁର୍‌ ଉପ୍‌ରେ ବର୍‌ସା ମାରାଇଲାନି ।
46 For if you love them that love you, what reward shall you have? do not even the publicans this?
୪୬ତେବେ, ତମ୍‌କେ ଆଲାଦ୍‌ କର୍‌ବା ଲକ୍‌କେ ଆଲାଦ୍‌ କଲେ, ପର୍‌ମେସର୍‌ ତମ୍‌କେ କାଇକେ ପୁରୁସ୍‌କାର୍‌ ଦେଇସି? ସିସ୍‌ତୁ ମାଙ୍ଗ୍‌ବା ଲକ୍‌ମନ୍‌ ମିସା ସେନ୍ତି କର୍‌ବାଇ ।
47 And if you salute your brethren only, what do you more? do not also the heathens this?
୪୭ତମେ ଜଦି ନିଜର୍‌ ନିଜର୍‌ ବାଇମନ୍‌କେସେ ଜୁଆର୍‌ କର୍‌ସା, ତେବେ ଆରି ଅଦିକ୍‌ କାଇଟା କଲାସ୍‌ନି? ବିସ୍‌ବାସ୍‍ ନକଲା ଲକ୍‌ମନ୍‌ ମିସା ସେଟା କର୍‌ବାଇ ।
48 Be you therefore perfect, as also your heavenly Father is perfect.
୪୮ସେଟାର୍‌ ପାଇ ତମର୍‌ ସରଗର୍‌ ବାବା ଜେନ୍ତାର୍‌ ସିଦ୍‌, ତମେ ମିସା ସେନ୍ତାର୍‌ ସିଦ୍‌ ଅଇବା ଦର୍‌କାର୍‌ ।”

< Matthew 5 >