< 2 Peter 2 >
1 Now there were also false prophets among the people, just as there will be false teachers among you. They will secretly introduce destructive heresies, even denying the Master who bought them—bringing swift destruction on themselves.
୧ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି ।
2 Many will follow in their depravity, and because of them the way of truth will be defamed.
୨ବିସ୍ବାସି ବଲାଇଅଇବା ବେସି ଲକ୍ମନ୍ ତାକର୍ କାରାପ୍ ଚଲାଚଲ୍ତି ଦାର୍ବାଇ ଆରି ସତ୍ ବାଟର୍ ବିସଇନେଇ କାରାପ୍ କାତା କଇ ବୁଲ୍ବାଇ ।
3 In their greed, these false teachers will exploit you with deceptive words. The longstanding verdict against them remains in force, and their destruction does not sleep.
୩ଏନ୍ତାଟା ସିକାଉମନ୍ ଲବ୍ ଅଇକରି ନିଜେ ତିଆର୍ କରିରଇବା କାତା କଇକରି ତମ୍କେ ନାଡାଇବାଇ । ସେନ୍ତାରି ଲକ୍ମନ୍କେ ଡଣ୍ଡ୍ ଦେବି ବଲି ପର୍ମେସର୍ କାତା ଦେଇରଇଲା । ଆରି ସେଟା କର୍ବାକେ ସେ ଏବେ ଜାଗିଆଚେ । ସେ ସେମନ୍କେ କୁରୁପ୍ନାସ୍ କର୍ସି ଆକା ।
4 For if God did not spare the angels when they sinned, but cast them deep into hell, placing them in chains of darkness to be held for judgment; (Tartaroō )
୪ପୁର୍ବେ କେତେଟା ଦୁତ୍ମନ୍ ଜେଡେବେଲେ ପାପ୍ କରିରଇଲାଇ, ପର୍ମେସର୍ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡିଦେଏ ନାଇ । ମାତର୍ ସେମନ୍କେ ନର୍କେ ପିଙ୍ଗିଦେଲା । ସେମନ୍କେ ବିଚାର୍ କରି ଡଣ୍ଡ୍ଦେବା ଦିନ୍ ଜାକ ସେ ସେମନ୍କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । (Tartaroō )
5 if He did not spare the ancient world when He brought the flood on its ungodly people, but preserved Noah, a preacher of righteousness, among the eight;
୫ଆଗର୍କାଲେ ବଁଚିରଇବା ଲକ୍ମନ୍ ପର୍ମେସର୍କେ ମାନିକରି ରଅତ୍ନାଇକେ, ସେ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡେନାଇ । ତାର୍ବାଦୁଲେ ସେମନର୍ପାଇ ବନିଆ ଆନାଇଲା । ତେଇ ସବୁଲକ୍ ବୁଡିଗାଲାଇ । ମାତର୍ ସେ ନଅ ଆରି ତାର୍ କୁଟୁମର୍ ସାତ୍ଲକ୍କେ ସେ ରକିଆ କଲା । ସେବେଲେ ନଅ ପର୍ମେସର୍ ଦେକ୍ବା ଇସାବେ ଟିକ୍ ବିସଇ କର୍ବାର୍ ଆଚେ ବଲି ଲକ୍ମନ୍କେ କଇତେରଇଲା ।
6 if He condemned the cities of Sodom and Gomorrah to destruction, reducing them to ashes as an example of what is coming on the ungodly;
୬ସଦମ୍ ଗମରା ନଅର୍ମନ୍କେ ରଇବା ଲକ୍ମନ୍କେ ପର୍ମେସର୍ ଦସିକରି ତାକର୍ ନଅର୍ମନ୍କେ ପଡାଇକରି କୁରୁପ୍ନାସ୍ କରିଦେଲା । ସେମନ୍ ବେସି କାରାପ୍ କାମ୍ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍ମନ୍କେ ଏନ୍ତାରି ଦସା ଅଇସି ବଲି ଲକ୍ମନ୍କେ ଦେକାଇଲା ।
7 and if He rescued Lot, a righteous man distressed by the depraved conduct of the lawless
୭ସେ ନଅର୍ମନ୍ ପଡାଇବା ଆଗ୍ତୁ ସେ ଲତ୍କେ ରକିଆ କଲା । ଲତ୍ ଗଟେକ୍ ନିକଲକ୍ ରଇଲା । ତାର୍ ନଅରର୍ ଲକ୍ମନ୍ କରିରଇବା ପାଦ୍ରାପାଦ୍ରି କାମ୍ ଆରି ନିୟମ୍ ନ ମାନ୍ବାଟା ଦେକି ବେସି ଦୁକ୍ କର୍ତେରଇଲା ।
8 (for that righteous man, living among them day after day, was tormented in his righteous soul by the lawless deeds he saw and heard)—
୮ସେନ୍ତାରି କାରାପ୍ ଲକ୍ମନର୍ ବିତ୍ରେ ଲତ୍ ନିକ ସଙ୍ଗ୍ ବଁଚିକରି ରଇଲା । ସେମନ୍ କରିରଇବା କାରାପ୍ କାମ୍ ସେ ଦେକ୍ତେରଇଲା ଆରି କଇତେରଇବା ସତ୍ ନ ରଇବା ବିସଇ, ସୁନ୍ତେରଇଲା । ସେ ଗଟେକ୍ ନିକ ଲକ୍ ରଇଲାଜେ ଏଟାମନ୍ ସୁନି ଦୁକ୍ କର୍ତେରଇଲା ।
9 if all this is so, then the Lord knows how to rescue the godly from trials and to hold the unrighteous for punishment on the day of judgment.
୯ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି ।
10 Such punishment is specially reserved for those who indulge the corrupt desires of the flesh and despise authority. Bold and self-willed, they are unafraid to slander glorious beings.
୧୦ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି । ଏନ୍ତାରି ମିଚ୍ ସିକାଉ ଆଁକ୍ରିଆମନ୍, ନିଜର୍ ମନ୍କେ ଆଇଲାଟା କର୍ବାକେ ଡରତ୍ ନାଇ । ସର୍ଗେ ମଇମାସଙ୍ଗ୍ ରଇବାଟାମନ୍କେ ମିସା ନିନ୍ଦା କର୍ବାଇ ।
11 Yet not even angels, though greater in strength and power, dare to bring such slanderous charges against them before the Lord.
୧୧ତାକର୍ଟାନେଅନି ଅଦିକ୍ ବଡ୍ରଇ ବପୁ ରଇବା ଦୁତ୍ମନ୍, ମାପ୍ରୁର୍ ମୁଆଟେ ଆକର୍ ବିସଇନେଇ ନିନ୍ଦାକାତା କଅତ୍ ନାଇ ।
12 These men are like irrational animals, creatures of instinct, born to be captured and destroyed. They blaspheme in matters they do not understand, and like such creatures, they too will be destroyed.
୧୨ମାତର୍ ଏମନ୍ ଡଙ୍ଗ୍ରେ ରଇବା ପସୁମନର୍ପାରା । ତାକର୍ ଗାଗଡ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍କେ ଲକ୍ମନ୍ ଦାରିକରି ମରାଇବାଇ । ସେମନ୍ ନାଜାନ୍ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍କେ ଲକ୍ମନ୍ ମରାଇଲା ପାରା ପର୍ମେସର୍ କୁରୁପ୍ନାସ୍ କର୍ସି ।
13 The harm they will suffer is the wages of their wickedness. They consider it a pleasure to carouse in broad daylight. They are blots and blemishes, reveling in their deception as they feast with you.
୧୩ବିନ୍ ଲକ୍ମନ୍କେ ସେମନ୍ ବେସି ଦୁକ୍ କସ୍ଟ ଦେଲାଇଆଚତ୍କେ ପର୍ମେସର୍ ମିସା ସେମନ୍କେ ଦୁକ୍ କସ୍ଟ ଦେଇସି । ନିଜର୍ ଗାଗଡ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସେମନ୍ କାଇଟା ମିସା କର୍ବାଇ । ସେଟା ଦିନ୍ବେଲେ ମିସା କର୍ବାଇ । ମାତର୍ ସେମନ୍ ତମର୍ ସଙ୍ଗ୍ କାଇବାକେ ବସ୍ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍ଟାକି ତମ୍କେ ଇଜତ୍ ଜିକି ଲାଜ୍ କରାଇସି ।
14 Their eyes are full of adultery; their desire for sin is never satisfied; they seduce the unstable. They are accursed children with hearts trained in greed.
୧୪ବେସିଆ କାମ୍ କର୍ବାକେ ସବୁବେଲେ ମନ୍ କର୍ତେରଇବାଇ । ସେନ୍ତାରି କର୍ବାଟାନେଅନି ସେମନ୍ କେବେ ନ ତେବତ୍ । ମନ୍ ବିତ୍ରେ ଦୁର୍ବଲ୍ ରଇବା ଲକ୍ମନ୍କେ ନାଡାଇକରି ପାପ୍କାମ୍ କର୍ବାଟାନେ ଡାକିନେବାଇ । ସେମନ୍ ବେସି ଲବି ଅଇଆଚତ୍ । ପର୍ମେସର୍ ସେମନ୍କେ ସାଇପ୍ ଦେଲା ଆଚେ ।
15 They have left the straight way and wandered off to follow the way of Balaam son of Beor, who loved the wages of wickedness.
୧୫ସଲକ୍ ବାଟ୍ ଚାଡିକରି ବାଟ୍ବାନା ଅଇଲାଇ ଆଚତ୍ । ବେଅର୍ ପଅ ବାଲାମ୍, ଜେ କି ଗଟେକ୍ ବବିସତ୍ବକ୍ତା ରଇଲା, ସେ ଜନ୍ ରକାମ୍ କାମ୍ମନ୍ କରିରଇଲା, ଏମନ୍ ମିସା ସେନ୍ତାରି କଲାଇଆଚତ୍ । ଡାବୁ ଆସାଅଇ ବାଲାମ୍ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍ କାମ୍ କର୍ବାକେ ମିସା ତିଆର୍ ଅଇରଇଲା ।
16 But he was rebuked for his transgression by a donkey, otherwise without speech, that spoke with a man’s voice and restrained the prophet’s madness.
୧୬ମାତର୍ ସେ କରିରଇବା କାରାପ୍ କାମର୍ ଲାଗି, ପର୍ମେସର୍ ତାକେ ଦମ୍କାଇଲା । ତାର୍ ଗଦ ନର୍ଲକ୍ ପାରା କାତା ଅଇଲା ଆରି ଜନ୍ ବାୟା କାମ୍ କର୍ବାକେ ସେ ଜାଇତେରଇଲା, ସେ କାମେଅନି ତାକେ ତେବାଇଲା ।
17 These men are springs without water and mists driven by a storm. Blackest darkness is reserved for them.
୧୭ଏ ଲକ୍ମନ୍ ପାନି ଆଁଟିଜାଇରଇବା ପାଜ୍ରା ପାରା । ଜବର୍ ପବନ୍ ଆସି ଉଡାଇନେବା ବାଦଲ୍ ପାରା । ପର୍ମେସର୍ ସେମନର୍ପାଇ ପୁରାପୁରୁନ୍ ଆନ୍ଦାର୍ ରଇବା ଗଟେକ୍ ଜାଗା ସଙ୍ଗଇଆଚେ । ()
18 With lofty but empty words, they appeal to the sensual passions of the flesh and entice those who are just escaping from others who live in error.
୧୮ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ ।
19 They promise them freedom, while they themselves are slaves to depravity. For a man is a slave to whatever has mastered him.
୧୯ତାକର୍ ସିକିଆ ମାନିକରି ରଇଲେ ମୁକ୍ତି ମିଲ୍ସି ବଲି ସେମନ୍ କାତାଦେବାଇ । ମାତର୍ ସେମନ୍ ନିଜେ କାରାପ୍ ଚଲାଚଲ୍ତିର୍ ଗତିଦାଙ୍ଗ୍ଡା ଅଇଆଚତ୍ । ସେ କାରାପ୍ ଚଲାଚଲ୍ତି ସେମନ୍କେ କୁରୁପ୍ନାସ୍ କର୍ସି । ଜଦି ଗଟେକ୍ ଲକ୍କେ କାରାପ୍ ଅବିଆସ୍ ଦାରିଆଚେ, ସେ ତାର୍ ଗତିଦାଙ୍ଗ୍ଡା ।
20 If indeed they have escaped the corruption of the world through the knowledge of our Lord and Savior Jesus Christ, only to be entangled and overcome by it again, their final condition is worse than it was at first.
୨୦ସେନ୍ତାରି ମିଚ୍ ସିକାଉମନ୍ ଲକ୍ମନ୍କେ କୁରୁପ୍ନାସ୍ କର୍ବା କାରାପ୍ ବିସଇତେଇଅନି ରକିଆ ପାଇକରି ଆମର୍ ମୁକ୍ତିକାରିଆ ମାପ୍ରୁ ଜିସୁକିରିସ୍ଟକେ ଜାନିରଇଲାଇ । ମାତର୍ ଆରିତରେକ୍ ସେ କାରାପ୍ ବିସଇମନ୍ କର୍ବାକେ ନିଜେ ସର୍ପିଅଇଲାଇ ଆଚତ୍ । ତାକର୍ ଏବର୍ ଇନସ୍ତା ଆଗ୍ତୁର୍ ଇନସ୍ତାଇ କେତେକ୍ ଅଦିକ୍ ଆଚେ ।
21 It would have been better for them not to have known the way of righteousness than to have known it and then to turn away from the holy commandment passed on to them.
୨୧ଦରମ୍ ଚଲାଚଲ୍ତି କର୍ବା ବାଟ୍ ସେମନ୍ କେବେ ଜାନିନରଇଲେ ତାକର୍ ପାଇ ନିକ ଅଇତା । ମାତର୍ ସେମନ୍ ଏବେ ଲକ୍ମନ୍ ସିକିଆ ପାଇରଇବା ପର୍ମେସରର୍ ନିୟମ୍ ଚାଡିଦେଇଆଚତ୍ ।
22 Of them the proverbs are true: “A dog returns to its vomit,” and, “A sow that is washed goes back to her wallowing in the mud.”
୨୨ସେମନ୍ କଲାପାରା ବିସଇ ଉପଦେସ୍ ବଇଟାନେ ଲେକା ଅଇଲାଆଚେ । କୁକୁର୍ ଜନ୍ଟା ବାତିକର୍ସି, ସେଟାସେ ଜାଇ କାଇସି, ଗୁସ୍ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍ଟି ଅଇସି ।