< Romeinen 15 >

1 Maar wij, die sterk zijn, zijn schuldig de zwakheden der onsterken te dragen, en niet onszelven te behagen.
ଏବେ ଆମେ, ଜାର୍‌ ବିସ୍‌ବାସ୍‌ ଡାଟ୍‌ ଆଚେ, ଜନ୍‌ ଲକ୍‌ମନ୍‌ ବିସ୍‌ବାସେ ଦୁର୍‌ବଲ୍‌ ଆଚତ୍‌ ଆରି ଅସୁବିଦାଇ ଆଚତ୍‌, ସେମନ୍‌କେ ଆମେ ସାଇଜ କର୍‌ବାର୍‌ ଆଚେ । ଆରି ନିଜେ ସାର୍‌ଦା ରଇବା ବିସଇ ଚିନ୍ତା କର୍‌ବାର୍‌ ନାଇ ।
2 Dat dan een iegelijk van ons zijn naaste behage ten goede, tot stichting.
ମାତର୍‌ ଆମର୍‌ ବାଇବଇନିମନ୍‌କେ ସାର୍‌ଦା କରାଇବାକେ ଆରି ସେମନର୍‌ ବିସ୍‌ବାସ୍‌ ଡାଟ୍‌ କର୍‌ବାକେ ତାକର୍‌ ପାଇ ନିକ ବିସଇ କର୍‌ବାର୍‌ ଆଚେ ।
3 Want ook Christus heeft Zichzelven niet behaagd, maar gelijk geschreven is: De smadingen dergenen, die U smaden, zijn op Mij gevallen.
କାଇକେବଇଲେ କିରିସ୍‌ଟ ନିଜ୍‌କେ ସାର୍‌ଦା କରାଏ ନାଇ । ମାତର୍‌ ସାସ୍‌ତରେ ଏନ୍ତାରି ଲେକାଅଇଲାଆଚେ, ଜନ୍‌ ଲକ୍‌ମନର୍‌ କାରାପ୍‌ କାତା ତମ୍‌କେ ନିନ୍ଦାକଲା, ସେଟା ମକେମିସା ନିନ୍ଦା କଲାଇ ।
4 Want al wat te voren geschreven is, dat is tot onze lering te voren geschreven, opdat wij, door lijdzaamheid en vertroosting der Schriften, hoop hebben zouden.
କାଇକେବଇଲେ ସାସ୍‌ତରେ ଜେତ୍‌କି ଲେକା ଅଇଲାଆଚେ, ସେ ସବୁ ଆମ୍‌କେ ସିକାଇବାକେ । ଜେନ୍ତାରିକି, ସାସ୍‌ତରେଅନି ଜନ୍‌ ମୁର୍‌ଚି ରଇବାଟା ଆରି ସାର୍‌ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍‌ ଆସା ବଡ୍‌ସି ।
5 Doch de God der lijdzaamheid en der vertroosting geve u, dat gij eensgezind zijt onder elkander naar Christus Jezus;
ପର୍‌ମେସର୍‌ସେ ଆମ୍‌କେ ମୁର୍‌ଚିରଇବାଟା ଆରି ସାର୍‌ଦା କରାଇବାଟା ଦେଇସି । ଆରି ଜିସୁକିରିସ୍‌ଟର୍‍ ବାଟେ ଇଣ୍ଡି କରି ସବୁର୍‌ ମନ୍‌ ଗଟେକ୍‌ ଅଇବାକେ ସାଇଜ କର ।
6 Opdat gij eendrachtelijk, met een mond, moogt verheerlijken den God en Vader van onzen Heere Jezus Christus.
ଜଦି ସେଟା ଅଇଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ଆରି ଆମର୍‌ ପର୍‌ମେସର୍‌କେ ଡାକ୍‌ପୁଟା କର୍‌ବାତେଇ ତମେ ସବୁ ଗଟେକ୍‌ ଅଇସା ।
7 Daarom neemt elkander aan, gelijk ook Christus ons aangenomen heeft, tot de heerlijkheid Gods.
କିରିସ୍‌ଟ ଜେନ୍ତି ତମ୍‌କେ ଡାକ୍‌ଲା ଆଚେ, ତମେ ମିସା ସେନ୍ତି ତମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌କେ ଡାକିନିଆ । ତମେ ଜଦି ଏନ୍ତି କଲେ ପର୍‌ମେସର୍‌ ଡାକ୍‌ପୁଟା ପାଇସି ।
8 En ik zeg, dat Jezus Christus een dienaar geworden is der besnijdenis, vanwege de waarheid Gods, opdat Hij bevestigen zou de beloftenissen der vaderen;
କିରିସ୍‌ଟ ଜିଉଦିମନର୍‌ଲଗେ ଗଟେକ୍‌ ଗତିଦାଙ୍ଗ୍‌ଡାପାରା ଅଇଲା । ପର୍‌ମେସର୍‌ ତାକର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇରଇଲା, ସେଟା ସତ୍‌ସଙ୍ଗ୍‍ ସେ ପୁରାପୁରୁନ୍‌ କର୍‌ସିଆକା ବଲି ଦେକାଇବାକେ ସେନ୍ତାରି କରିରଇଲା ।
9 En de heidenen God vanwege de barmhartigheid zouden verheerlijken; gelijk geschreven is: Daarom zal ik U belijden onder de heidenen, en Uw Naam lofzingen.
ଜିଉଦି ନ ଅଇଲା ଲକ୍‌ମନ୍‌କେ ପର୍‌ମେସର୍‌ ତାର୍‌ ଦୟା ଦେକାଇସି, ଆରି ସେମନ୍‌ ତାକେ ଡାକ୍‌ପୁଟା କର୍‌ବାଇ । ଜେନ୍ତାରି କି ସେମନ୍‌ ତାକେ ଡାକ୍‌ପୁଟା କର୍‌ବାଇ । ଏ ବିସଇ ସାସ୍‌ତରେ ଲେକା ଆଚେ । ମୁଇ ଜିଉଦିନଇଲା ଲକ୍‌ମନର୍‌ ବିତ୍‌ରେ ତମ୍‌କେ ଡାକ୍‌ପୁଟା କର୍‌ବି, ସବୁବେଲା ତମର୍‌ ଡାକ୍‌ପୁଟାର୍‌ ଗିତ୍‌ ଗାଇବି ।
10 En wederom zegt Hij: Weest vrolijk, gij heidenen met Zijn volk!
୧୦ଆରି ଏନ୍ତାରିମିସା ଲେକାଆଚେ, “ତମେ ଜିଉଦିନଇଲା ଲକ୍‌ମନ୍‌ ଏ ସାର୍‌ଦାଇ ମିସା କାଇକେବଇଲେ ଏବେ ତମେ ଜିଉଦିମନର୍‌ପାରା । ତମେ ପରମେସରର୍‌ ବାଚିରଇବା ଜିଉଦିମନର୍‌ପାରା ।”
11 En wederom: Looft den Heere, al gij heidenen, en prijst Hem, al gij volken!
୧୧ଆରିତରେକ୍‌ ସେ କଇଲାଆଚେ “ଜେତ୍‌କି ଜିଉଦି ନ ଅଇଲା ଲକ୍‌ମନ୍‌ ପର୍‌ମେସର୍‌କେ ତୁସ୍‌ତିକରା!” ଆରି ଗୁଲାଇ ମୁନୁସ୍‌ ଜାତି ତାକେ ଡାକ୍‌ପୁଟା କରା ।
12 En wederom zegt Jesaja: Er zal zijn de wortel van Jessai, en Die opstaat, om over de heidenen te gebieden; op Hem zullen de heidenen hopen.
୧୨ଆରି ଜିସାଇଅ କଇଆଚେ, “ଜେସିର୍‌ କୁଟୁମେଅନି ଗଟେକ୍‌ ଲକ୍‌ ବାରଇସି, ସେ ଜିଉଦି ନଇଲା ଲକ୍‌ମନ୍‌କେ ସାସନ୍‌ କର୍‌ସି ଆରି ସେମନ୍‌ ତାକେ ବିସ୍‌ବାସ୍‌ କର୍‌ବାଇ ।”
13 De God nu der hoop vervulle ulieden met alle blijdschap en vrede in het geloven, opdat gij overvloedig moogt zijn in de hoop, door de kracht des Heiligen Geestes.
୧୩ପରମେସର୍‌ ଜେକି ସବୁ ଆସାର୍‌ ମୁଲ୍‌ଡେଲି । ତମର୍‌ ବିସ୍‌ବାସର୍‌ ଲାଗି ସେ ତମ୍‌କେ ସବୁ ସାନ୍ତି ସାର୍‌ଦା ଦେଅ । ସୁକଲ୍‌ ଆତ୍‌ମାର୍‌ ବପୁ ସଙ୍ଗ୍‍ ତମର୍‌ ଆସା ଅଦିକ୍‌ ଅଇଜାଅ ।
14 Doch, mijn broeders, ook ik zelf ben verzekerd van u, dat gij ook zelven vol zijt van goedheid, vervuld met alle kennis, machtig om ook elkander te vermanen.
୧୪ଏ ବାଇବଇନିମନ୍‌ ତମର୍‌ ବିସ୍‌ବାସ୍‌ ନିକଆଚେ, ବଲି ମୁଇ ଜାନିଆଚି । ଆରି ପର୍‌ମେସରର୍‌ ବାକିଅ ତମେ ନିକସଙ୍ଗ୍‍ ବୁଜ୍‌ଲାସ୍‌ନି ଆରି ଏବେ ତମେ ବିନ୍‌ ଲକ୍‌ମନ୍‌କେ ମିସା ସିକାଇପାର୍‌ସା ।
15 Maar ik heb u eensdeels te stoutelijker geschreven, broeders, u als wederom dit indachtig makende, om de genade, die mij van God gegeven is;
୧୫ମାତର୍‌ ଏ ଚିଟିତେଇ ତମ୍‌କେ କେତେଟା ବିସଇନେଇ ଜାଗ୍‌ରତ୍‌ କରାଇବାକେ ମୁଇ ବପୁ ଅଇଲି ଆଚି । କାଇକେବଇଲେ ପର୍‌ମେସର୍‌ ମକେ ଅଦିକାର୍‌ ଦେଲାକେ ମୁଇ ଡାଟ୍‌ସଙ୍ଗ୍‍ ଏଟା ତମ୍‌କେ କଇଲିନି ।
16 Opdat ik een dienaar van Jezus Christus zij onder de heidenen, het Evangelie van God bedienende, opdat de offerande der heidenen aangenaam worde, geheiligd door den Heiligen Geest.
୧୬କିରିସ୍‌ଟ ଜିସୁର୍‌ ଦାଙ୍ଗ୍‌ଡା ଇସାବେ ଜିଉଦି ନଇଲା ଲକ୍‌ମନର୍‌ ପାଇ କାମ୍‌ କର୍‌ବାକେ ପରମେସର୍‌ ମକେ ବାଚ୍‌ଲାଆଚେ । ପରମେସରର୍‌ ସୁବ୍‌କବର୍‌ ଜାନାଇବା ପାଇ ମୁଇ ଗଟେକ୍‌ ଦରମ୍‌ ଗୁରୁ ଇସାବେ କାମ୍‌କଲିନି । ଜେନ୍ତାରିକି ଜିଉଦିନଇଲା ଲକ୍‌ମନ୍‌ ଗଟେକ୍‌ ସୁକଲ୍‌ ବଲି ଇସାବେ ପର୍‌ମେସର୍‌କେ ସର୍‌ପିଦେବାଇ । ଏ କାମ୍‌ ସୁକଲ୍‌ଆତ୍‌ମା ପୁରାପୁରୁନ୍‌ କର୍‌ସି ।
17 Zo heb ik dan roem in Christus Jezus in die dingen, die God aangaan.
୧୭କିରିସ୍‌ଟ ଜିସୁର୍‌ତେଇ ମକେ ମିସାଇଲାର୍‌ପାଇ, ତାର୍‌ ଏ ସେବା କାମ୍‌ କର୍‌ବାକେ ମୁଇ ମୁଲ୍‌କେ ଲାଜ୍‌ ଅଇନାଇ ।
18 Want ik zou niet durven iets zeggen, hetwelk Christus door mij niet gewrocht heeft, tot gehoorzaamheid der heidenen, met woorden en werken;
୧୮ଜିଉଦି ନ ଅଇଲା ଲକ୍‌ମନ୍‌କେ ପର୍‌ମେସରର୍‌ ଆଦେସ୍‌ ମାନ୍‌ବାକେ କିରିସ୍‌ଟ ମକେ ଦେଇକରି ଜନ୍‌ଟା ସାଦନ୍‌ କଲାଆଚେ, ଅବ୍‌କା ସେଟାସେ ମୁଇ ଡାଟ୍‌ ସଙ୍ଗ୍‌ କଇବି । କାଇଟା କଇବାର୍‌ଆଚେ, ଆରି କାଇଟା କର୍‌ବାର୍‌ଆଚେ, ସେମକେ ଜାନାଇଲାକେ ଏଟା ଅଇଲା ।
19 Door kracht van tekenen en wonderheden, en door de kracht van den Geest Gods, zodat ik, van Jeruzalem af, en rondom, tot Illyrikum toe, het Evangelie van Christus vervuld heb.
୧୯ଚିନର୍‌ ଲାଗି, କାବାଅଇଜିବା କାମର୍‌ଲାଗି ଆରି ସୁକଲ୍‌ଆତ୍‌ମାର୍‌ ବପୁର୍‌ଲାଗି ଏଟା ସବୁ କଲାଆଚେ । ସେଟାର୍‌ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍‌କେ ଗାଲାବେଲେ ବାଟେ କିରିସ୍‌ଟର ସୁବ୍‌କବର୍‌ ପୁରାପୁରୁନ୍‌ ଜାନାଇଲି ଆଚି ।
20 En alzo zeer begerig geweest ben om het Evangelie te verkondigen, niet waar Christus genoemd was, opdat ik niet op eens anders fondament zou bouwen;
୨୦ଜନ୍‌ ଜାଗାମନ୍‌କେ ଲକ୍‌ମନ୍‌ କିରିସ୍‌ଟର୍‌ ବିସଇ ସୁନତ୍‌ନାଇ, ସିତି ତାର୍‌ କବର୍‌ ଜାନାଇବାର୍‌ ମର୍‌ ଆଦେସ୍‌ ରଇଲା । କାଇକେବଇଲେ ଜନ୍‌ଲକ୍‌ମନ୍‌କେ ସୁବ୍‌କବର୍‌ ବିନ୍‌ଲକ୍‌ମନ୍‌ ଜାନାଇ ସାରାଇଆଚତ୍‌, ତେଇ ମୁଇ ଆରିତରେକ୍‌ କଇବାକେ ମନ୍‍ କରିନାଇ ।
21 Maar gelijk geschreven is: Denwelken van Hem niet was geboodschapt, die zullen het zien; en dewelke het niet gehoord hebben, die zullen het verstaan.
୨୧ଜେନ୍ତିକି ସାସ୍‌ତରେ ଲେକା ଆଚେ, “ଜନ୍‌ଲକ୍‌ମନ୍‌ ତାର୍‌ ନାଉଁ ଏବ୍‌କେଜାକ ସୁନତ୍‌ନାଇ, ଏବେ ସେ କେ ବଲି ଜାନ୍‌ବାଇ । ଜନ୍‌ଲକ୍‌ମନ୍‌କେ ଏବେଜାକ ତାର୍‌ ବିସଇ ଜାନାଅତ୍‌ନାଇ, ସେମନ୍‌ ବୁଜ୍‌ବାଇ ।”
22 Waarom ik ook menigmaal verhinderd geweest ben tot u te komen.
୨୨ମୁଇ ବେସିତର୍‌ ତମ୍‌କେ ଦେକିଆଇବାଟା ପିଟିଗାଲା ଆଚେ ।
23 Maar nu geen plaats meer hebbende in deze gewesten, en van over vele jaren groot verlangen hebbende, om tot u te komen,
୨୩ମାତର୍‌ ଏ ଜାଗା ଲଗେ ମର୍‌ କାମ୍‌ ସାରିଗାଲା ଆଚେ । ଆରି ତମ୍‌କେ ଦେକ୍‌ବାକେ ମର୍‌ ବେସି ବରସର୍‌ ଆସା ଏବେ ପୁରାପୁରୁନ୍‌ ଅଇସି ।
24 Zo zal ik, wanneer ik naar Spanje reis, tot u komen; want ik hoop in het doorreizen u te zien, en van u derwaarts geleid te worden, als ik eerst van ulieder tegenwoordigheid eensdeels verzadigd zal zijn.
୨୪ସାରାସାରି ଏବେ ମୁଇ ତମ୍‌କେ ଦେକ୍‌ବାକେ ଆସିଅଇସି । ଏସ୍‌ପେନ୍‌ ଦେସେ ଜିବା ବାଟେ ତମ୍‌କେ ଦେକିଆଇବି ବଲି ବାବ୍‌ଲିଆଚି । ତମର୍‌ଟାନେ ସାର୍‌ଦାସଙ୍ଗ୍‌ କେତେ ବେଲା ବିତାଇଲା ପଚେ ତମର୍‌ ସାଇଜେ ଏସ୍‌ପେନ୍‌ ଦେସେ ଉଟିଜିବି ।
25 Maar nu reis ik naar Jeruzalem, dienende de heiligen.
୨୫ଏବେ ମୁଇ ପର୍‌ତୁମ୍‌ ଜିରୁସାଲମେ ଗାଲିନି । କାଇକେବଇଲେ ତେଇର୍‌ ବିସ୍‌ବାସିମନ୍‌କେ ସେବାକାମେ ସାଇଜ କର୍‌ବା କେତେକ୍‌ ଡାବୁ ନେଇଦେବାକେ ମକେ କଇଲାଇ ଆଚତ୍‌ ।
26 Want het heeft dien van Macedonie en Achaje goed gedacht een gemene handreiking te doen aan de armen onder de heiligen, die te Jeruzalem zijn.
୨୬ମାକିଡନିଆ ଆରି ଗିରିସର୍‌ ଆକାୟାତେଇ ରଇବା ବିସ୍‌ବାସିମନ୍‌ ଜିରୁସାଲାମେ ରଇବା ଅର୍‌କିତ୍‌ ବିସ୍‌ବାସିମନର୍‌ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍‌ଲାଇ ।
27 Want het heeft hun zo goed gedacht; ook zijn zij hun schuldenaars; want indien de heidenen hunner geestelijke goederen deelachtig zijn geworden, zo zijn zij ook schuldig hen van lichamelijke goederen te dienen.
୨୭ସେମନ୍‌ ବେସି ସାର୍‌ଦାଅଇ ଏ ସାଇଜ ଦେଲାଇନି । ଏଟା ଦେଇକରି ସେମନ୍‌ ଟିକ୍‌ ବିସଇ କଲାଇ । କାଇକେବଇଲେ, ଜିରୁସାଲେମେ ରଇବା ବିସ୍‌ବାସିମନର୍‌ ଟାନେ ସେମନ୍‌ ରୁନି ଅଇଆଚତ୍‌ । ସେଟା କେନ୍‌ତିବଇଲେ ଜିଉଦିମନର୍‌ଟାନେଅନିସେ ପର୍‌ମେସରର୍‌ ବାକିଅ ଇତିର୍‌ ଜିଉଦି ନ ଅଇଲା ଲକ୍‌ମନ୍‌କେ ଆନିରଇଲା । ସେଟାର୍‌ପାଇ ତେଇର୍‌ ଅର୍‌କିତ୍‌ ଜିଉଦିମନ୍‌କେ କେତେକ୍‌ ଡାବୁ ସାଇଜ ପାଟାଇବାଟା ନିକ ବିସଇ ।
28 Als ik dan dit volbracht, en hun deze vrucht verzegeld zal hebben, zo zal ik door ulieder stad naar Spanje afkomen.
୨୮ଆରି ମର୍‌ ଏ କାମ୍‌ ସାରାଇକରି ସେମନର୍‌ ସାଇଜର୍‌ପାଇ ଆନିରଇବା ଡାବୁ ସର୍‌ପିଦେଲା ପଚେ, ମୁଇ ଇସ୍‌ପେନ୍‌ଦେସେ ଜିବାକେ ବାରଇବି । ଆରି ବାଟେ ତେବିକରି ତମ୍‌କେ ଦେକ୍‌ବି ।
29 En ik weet, dat ik, tot u komende, met vollen zegen des Evangelies van Christus komen zal.
୨୯ମୁଇ ଜାନିଆଚି, ତମର୍‌ଟାନେ କେଟ୍‌ଲାବେଲେ କିରିସ୍‌ଟର୍‌ ପୁରାପୁରୁନ୍‌ ଆସିର୍‌ବାଦ୍‌ନେଇ ମୁଇ ଆଇବି ।
30 En ik bid u, broeders, door onzen Heere Jezus Christus, en door de liefde des Geestes, dat gij met mij strijdt in de gebeden tot God voor mij;
୩୦ଏ ମର୍‌ ଆଲାଦର୍‌ ବାଇବଇନିମନ୍‌! ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଦାରି ଆରି ସୁକଲ୍‌ଆତ୍‌ମା ଦେଲା ଆଲାଦର୍‌ ପାଇ ମୁଇ ତମ୍‌କେ ଗୁଆରି କଲିନି, ମର୍‌ ପାଇ ମନ୍‌ଦେଇ ପାର୍‌ତନା କର୍‌ତେରୁଆ ।
31 Opdat ik mag bevrijd worden van de ongehoorzamen in Judea, en dat deze mijn dienst, dien ik aan Jeruzalem doe, aangenaam zij den heiligen;
୩୧ଜିଉଦା ଦେସେ ରଇବା ବିସ୍‌ବାସି ନ କଲା ଲକ୍‍ମନର୍‌ ଟାନେଅନି ମକେ କାଇଟା ନ ଅଅ ବଲି ପାର୍‌ତନା କରା । ଜିରୁସାଲାମର୍‌ ବିସ୍‌ବାସିମନ୍‌କେ ଜନ୍‌ ସାଇଜ ମୁଇ ନେଇଦେଲିନି, ସେତ୍‌କିରେ ସେମନ୍‌ ସାର୍‌ଦାସଙ୍ଗ୍‍ ରଅତ୍‌, ବଲି ସେଟାର୍‌ପାଇ ମିସା ପାର୍‌ତନା କରା ।
32 Opdat ik met blijdschap, door den wil van God, tot u mag komen, en met u verkwikt worden.
୩୨ସେଟା ସାର୍‌ଲାପଚେ ପରମେସର୍‌ ମନ୍‍ କଲେ ମୁଇ ତମର୍‌ ଲଗେ ଆଇବି । ଆରି ତମର୍‌ ସଙ୍ଗ୍‌ ସାର୍‌ଦାସଙ୍ଗ୍‍ କେତେଦିନ୍‌ ରଇକରି ମର୍‌ ମନେ ସାନ୍ତି ପାଇବି ।
33 En de God des vredes zij met u allen. Amen.
୩୩ସାନ୍ତିଦେବା ପରମେସର୍‌ ତମର୍‌ ସବୁ ଲକର୍‌ ସଙ୍ଗ୍‍ ରଅ । ଆମେନ୍‌ ।

< Romeinen 15 >