< Mattheüs 20 >

1 Want het Koninkrijk der hemelen is gelijk een heer des huizes, die met den morgenstond uitging, om arbeiders te huren in zijn wijngaard.
ସରଗ୍‌ ରାଇଜ୍‌ କେନ୍ତିଟା, ଏଟାର୍‌ ପାଇ ଆରି ଗଟେକ୍‌ କାତା ସୁନା । ଦିନେକ୍‌ ଗଟେକ୍‌ ଲକ୍‌ ସାକାଲ୍‌ ସାକାଲ୍‌ ତାର୍‌ ଅଙ୍ଗୁର୍‌ ବାଡେ କାମ୍‌ କରାଇବାକେ କୁଲିଆର୍‌ମନ୍‌କେ କଜ୍‌ବାର୍‌ ବାରଇଲା ।
2 En als hij met de arbeiders eens geworden was, voor een penning des daags, zond hij hen heen in zijn wijngaard.
ସେ ଜନ୍‌ ଲକ୍‌ମନ୍‌କେ ମିସ୍‌ଲା, ସେମନ୍‌କେ ଗଟେକ୍‍ ଦିନ୍‌କେ, ଗଟେକ୍‌ ଲାକା ରୁପାଟାଙ୍ଗା କୁଲି ଦେବାକେ ରାଜି କରି ତାର୍‌ ବାଡେ ପାଟାଇଲା ।
3 En uitgegaan zijnde omtrent de derde ure, zag hij anderen, ledig staande op de markt.
ତାର୍‌ ପଚେ ସାକ୍‌ଲିଆ ନଅଟା ବେଲେ ଆଟେ ଜାଇ, ଗଟେକ୍‌ ଦଲର୍‍ ଲକ୍‌ କାଇ କାମ୍‌ ନ କରି ଟିଆଅଇ ରଇଲାଟା ଦେକ୍‌ଲା ।
4 En hij zeide tot dezelve: Gaat ook gij heen in den wijngaard, en zo wat recht is, zal ik u geven. En zij gingen.
ସେ ଲକ୍‌ ସେମନ୍‌କେ କଇଲା, “ତମେ ମିସା ମର୍‌ ଅଙ୍ଗୁର୍‌ ବାଡେ ଜାଇ କାମ୍‌ କରା, ତମ୍‌କେ ମିସା ସମାନ୍‌ ଇସାବେ ବୁତି ଦେବି ।”
5 Wederom uitgegaan zijnde omtrent de zesde en negende ure, deed hij desgelijks.
ସେମନ୍‌ ଜାଇ କାମ୍‌ କର୍‌ବାର୍‌ ଦାର୍‌ଲାଇ । ସେନ୍ତାରିସେ ମୁଣ୍ଡ୍‌ବେଲାଇ, ଆଡ୍‌ବେଲାଇ ମିସା ଆରି କେତେଟା କୁଲିଆର୍‌ମନ୍‌କେ ଆନି କାମେ ମିସାଇଲା ।
6 En uitgegaan zijnde omtrent de elfde ure, vond hij anderen ledig staande, en zeide tot hen: Wat staat gij hier den gehelen dag ledig?
ସଞ୍ଜୁଆ ପାଁଚ୍‌ଟା ବେଲା ଆରି ତରେକ୍‌ ଆଟେ ଜାଇ ଆରି କେତେ ଲକ୍‌ ଚୁଚାଇ ଟିଆଅଇରଇବାଟା ଦେକ୍‌ଲା । ସେମନ୍‌କେ ପାଚାର୍‌ଲା “ଗୁଲାଇ ମୁଇଦାନ୍‌ କାମ୍‌ ନ କରି କାଇକେ ଇତି ଉଜେ ଉଜେ ଆଚାସ୍‌?”
7 Zij zeiden tot hem: Omdat ons niemand gehuurd heeft. Hij zeide tot hen: Gaat ook gij heen in den wijngaard, en zo wat recht is, zult gij ontvangen.
ସେମନ୍‌ ତାକେ କଇଲାଇ, “ଆମ୍‌କେ ତା କେ ମିସା କାମେ ମିସାଅତ୍‌ ନାଇ ।” ସାଉକାର୍‌ ସେମନ୍‌କେ କଇଲା “ସେନ୍ତାର୍‌ଆଲେ ତମେ ସବୁ ଲକ୍‌ ମର୍‌ ଅଙ୍ଗୁର୍‌ ବାଡେ ଜାଇ କାମ୍‌ କରା ।”
8 Als het nu avond geworden was, zeide de heer des wijngaards, tot zijn rentmeester: Roep de arbeiders, en geef hun het loon, beginnende van de laatsten tot de eersten.
ସେ ଦିନେ ସଞ୍ଜ୍‌ ଅଇଲାକେ ଅଙ୍ଗୁର୍‌ ବାଡର୍‌ ସାଉକାର୍‌ ଗୁମୁସ୍‌ତାକେ କଇଲା, “କୁଲିଆର୍‌ମନ୍‌କେ ଡାକ୍‌ । ଜନ୍‌ ଲକ୍‌ମନ୍‌ ସବୁର୍‌ ପଚେ କାମ୍‌ ଦାର୍‌ଲାଇ, ସେମନ୍‌କେ ଆଗେ ବୁତି ଦେଇଦେସ୍‌ । ଜନ୍‌ ଲକ୍‌ମନ୍‌ ସବୁର୍‌ତେଇଅନି ପର୍‌ତୁମ୍‌ କାମେ ମିସି ଆଚତ୍‌, ସେମନ୍‌କେ ତାକର୍‌ ବୁତି ସାରାସାରି ପଚେ ଦେସ୍‌ ।”
9 En als zij kwamen, die ter elfder ure gehuurd waren, ontvingen zij ieder een penning.
ଜନ୍‌ ଲକ୍‌ମନ୍‌ ସଞ୍ଜୁଆ ପାଁଚ୍‌ଟା ବେଲେ କାମେ ମିସି ରଇଲାଇ ସେମନ୍‌କେ ସବୁ ଲକ୍‌କେ ଗଟେକ୍‌ ଗଟେକ୍‌ ରୁପା ଟାଙ୍ଗା ଦେଲାଇ ।
10 En de eersten komende, meenden, dat zij meer ontvangen zouden; en zij zelven ontvingen ook elk een penning.
୧୦ଜନ୍‌ ଲକ୍‌ମନ୍‌ ପର୍‌ତୁମ୍‌ କାମ୍‌ ଆରାମ୍‌ କରି ରଇଲାଇ, ସେମନ୍‌କେ ଅଦିକ୍‌ ବୁତି ମିଲ୍‌ସି ବଲି ଆସା କଲାଇ । ମାତର୍‌ ସେମନ୍‌ ମିସା ଗଟେକ୍‌ସେ ରୁପା ଟାଙ୍ଗା ମିଲାଇଲାଇ ।
11 En dien ontvangen hebbende, murmureerden zij tegen den heer des huizes,
୧୧ସେମନ୍‌ ସେତ୍‌କି ନେଇ ମୁର୍‌ମୁରା ଅଇକରି ସାଉକାରର୍‌ ବିରୁଦେ କଇଲାଇ,
12 Zeggende: Deze laatsten hebben maar een uur gearbeid, en gij hebt ze ons gelijk gemaakt, die den last des daags en de hitte gedragen hebben.
୧୨“ସଞ୍ଜୁଆ ପାଁଚ୍‌ଟା ବେଲେ କାମ୍‌ ଆରାମ୍‌ କଲା କୁଲିଆର୍‌ମନ୍‌ ଏକାଇ ଗଟେକ୍‌ ଗଁଟାସେ କାମ୍‌ କଲାଇ ଆଚତ୍‌ । ଆମେ ଟାଇ ଟାଇ କାରାଇ, ଦିନ୍‌ଜାକ କଟ୍‌ଲୁ, ଏଲେ ମିସା ବୁତି ଦେବା ବେଲେ ଆମ୍‌କେ ମିସା ସେମନର୍‌ ସଙ୍ଗ୍‌ ସମାନ୍‌ କରିଦେଲାସ୍‌ ।”
13 Doch hij, antwoordende, zeide tot een van hen: Vriend! ik doe u geen onrecht; zijt gij niet met mij eens geworden voor een penning?
୧୩ସାଉକାର୍‌ ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌କେ କଇଲା, “ମଇତର୍‌ ମୁଇ ତମ୍‌କେ ନାଡାଇ ନାଇ । ଗଟେକ୍‌ ଦିନର୍‌ ବୁତି ପାଇ ଗଟେକ୍‌ ରୁପା ଟାଙ୍ଗା ନେଇ କାମ୍‌କର୍‌ବାକେ ତମେତା ସବୁ ଲକ୍‌ ରାଜି ଅଇରଇଲାସ୍‌ ।
14 Neem het uwe en ga heen. Ik wil dezen laatsten ook geven, gelijk als u.
୧୪ତମର୍‌ ସେତ୍‌କି ବୁତି ଦାରି ଗରେ ଜାଆ । ତମ୍‌କେ ଜେତ୍‌କି ଦେଲି ଆଚି, ଗଟେକ୍‌ ଗଁଟା କାମ୍‌ କରିରଇବା ଲକ୍‌ମନ୍‌କେ ମିସା ସେତ୍‌କିସେ ଦେବାକେ ମର୍‌ ମନ୍‌ ।
15 Of is het mij niet geoorloofd, te doen met het mijne, wat ik wil? Of is uw oog boos, omdat ik goed ben?
୧୫ମର୍‌ ନିଜର୍‌ ଦନ୍‌, ମୁଇ ଜେନ୍ତି ମନ୍‍ କଲିନି, ସେନ୍ତି କର୍‌ଚ କର୍‌ବାକେ ମର୍‌କାଇ ଅଦିକାର୍‌ ନାଇ କି? କି ମୁଇ ଦାନ୍‌ ଇସାବେ ଦେଲିନି ବଲି ଆଁକାର୍‌ ଅଇଲାସ୍‌ନି?”
16 Alzo zullen de laatsten de eersten zijn, en de eersten de laatsten; want velen zijn geroepen, maar weinigen uitverkoren.
୧୬ଜିସୁ ଏ କାତା କଇସାରାଇ କଇଲା, “ଜନ୍‌ ଲକ୍‌ମନ୍‌ ଏବେ ପଚେ ଆଚତ୍‌ ସେମନ୍‌, ଆଗ୍‌ତୁ ଅଇବାଇ । ଆରି ଜନ୍‌ ଲକ୍‌ମନ୍‌ ଆଗ୍‌ତୁ ଆଚତ୍‌ ସେମନ୍‌ ପଚେ ସେ ରଇଜିବାଇ ।”
17 En Jezus, opgaande naar Jeruzalem, nam tot Zich de twaalf discipelen alleen op den weg, en zeide tot hen:
୧୭ଜିସୁ ଜିରୁସାଲାମ୍‌ ଜିବା ବାଟେ ତାର୍‌ ବାର୍‌ଟା ସିସ୍‌ମନ୍‌କେ ଗଟେକ୍‌ ଲଗେ ଡାକି ନେଇ, କେ ନଇଲା ବେଲେ କଇଲା,
18 Ziet, wij gaan op naar Jeruzalem, en de Zoon des mensen zal den overpriesteren en Schriftgeleerden overgeleverd worden, en zij zullen Hem ter dood veroordelen;
୧୮“ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍‌ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍‌ ଗୁରୁମନ୍‍କେ ସର୍‌ପି ଅଇବି । ସେମନ୍‌ ମକେ ମରନ୍‌ ଡଣ୍ଡ୍‌ ଦେବାଇ ।
19 En zij zullen Hem den heidenen overleveren, om Hem te bespotten en te geselen, en te kruisigen; en ten derden dage zal Hij weder opstaan.
୧୯ତାର୍‌ପଚେ ସେମନ୍‌ ମକେ, ଜିଉଦି ନ ଅଇଲା ଲକ୍‌ମନ୍‍କେ ସର୍‌ପି ଦେବାଇ । ଜିଉଦି ନ ଅଇଲା ଲକ୍‌ମନ୍‍, ମକେ କିଜାଇବାଇ, କର୍‌ଡା ସଙ୍ଗ୍‌ ମାର୍‌ବାଇ ଆରି କୁର୍‌ସେ ଚଗାଇବାଇ । ମାତର୍‌ ତିନ୍‌ଦିନ୍‌ ପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‍ବି ।”
20 Toen kwam de moeder der zonen van Zebedeus tot Hem met haar zonen, Hem aanbiddende, en begerende wat van Hem.
୨୦ସେଡିକିବେଲେ ଜେବଦିର୍‌ ମାଇଜି ତାର୍‌ ଦୁଇଟା ପିଲାମନର୍‌ ସଙ୍ଗ୍‌ ଜିସୁର୍‌ଲଗେ ଆସି ତାକେ ଜୁଆର୍‌କରି, ଗଟେକ୍‌ ବିସଇ ମାଙ୍ଗ୍‌ଲା ।
21 En Hij zeide tot haar: Wat wilt gij? Zij zeide tot Hem: Zeg, dat deze mijn twee zonen zitten mogen, de een tot Uw rechter- en de ander tot Uw linker hand in Uw Koninkrijk.
୨୧ଜିସୁ ତାକେ ପାଚାର୍‌ଲା, “ତୁଇ କାଇଟା ମନ୍‍ କଲୁସ୍‌ନି?” ସେ କଇଲା, “ଜେଡେବଲ୍‌ ତମେ ତମର୍‌ ରାଇଜେ ରାଜା ଅଇସା, ମର୍‌ ଏ ଦୁଇଟା ପିଲାମନ୍‌କେ ତମର୍‌ ଡେବ୍‌ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।”
22 Maar Jezus antwoordde en zeide: Gijlieden weet niet wat gij begeert; kunt gij den drinkbeker drinken, dien Ik drinken zal, en met den doop gedoopt worden, waarmede Ik gedoopt worde? Zij zeiden tot Hem: Wij kunnen.
୨୨ଜିସୁ ଜେବଦିର୍‌ ପିଲାମନ୍‌କେ କଇଲା, “ତମେ କାଇଟା ମାଗ୍‌ଲାସ୍‌ନି ସେଟା ବୁଜି ନାପାର୍‌ଲାସ୍‌ନି । ମୁଇ ଜନ୍‌ ଦୁକ୍‌ପୁରୁନ୍‌ ମୁତାର୍‌ ପାନି କାଇବାର୍‌ ଗାଲିନି, ତମେ କାଇ ପାରାସ୍‌ କି?” ସେମନ୍‌ “ଉଁ” ବଲି କଇଲାଇ ।
23 En Hij zeide tot hen: Mijn drinkbeker zult gij wel drinken, en met den doop, waarmede Ik gedoopt worde, zult gij gedoopt worden; maar het zitten tot Mijn rechter-, en tot Mijn linkerhand, staat bij Mij niet te geven, maar het zal gegeven worden dien het bereid is van Mijn Vader.
୨୩ଜିସୁ ସେମନ୍‌କେ କଇଲା, “ତମେ, ମର୍‌ ମୁତାର୍‌ ପାନି କାଇଲେ କାଇପାରାସ୍‌ । ମାତର୍‌ ମର୍‌ ଉଜା ବାଟେ ଆରି ଡେବ୍‌ରି ବାଟେ କେ ବସିପାରେ ସେଟା ବାଚ୍‌ବାକେ ମର୍‌ ଅଦିକାର୍‌ ନାଇ । ଜନ୍‌ ଲକ୍‌ମନର୍‌ ପାଇ ମର୍‌ ବାବା ସେ ଜାଗା ତିଆର୍‌ କଲା ଆଚେ, ସେଟା ସେମନର୍‌ ପାଇ ଆକା ।”
24 En als de andere tien dat hoorden, namen zij het zeer kwalijk van de twee broeders.
୨୪ବିନ୍‌ ସିସ୍‌ମନ୍‌ ଜେଡେବେଲ୍‌ ଏ କାତା ସୁନ୍‌ଲାଇ, ସେ ଦୁଇ ବାଇର୍‍ ଲାଗି ବେସି ରିସା ଅଇଗାଲାଇ ।
25 En als Jezus hen tot Zich geroepen had, zeide Hij: Gij weet, dat de oversten der volken heerschappij voeren over hen, en de groten gebruiken macht over hen.
୨୫ଜିସୁ ସିସ୍‌ମନ୍‌କେ ଗଟେକ୍‌ଟାନେ ଟୁଲ୍‌କରି କଇଲା, “ତମେତା ଜାନାସ୍‌ ଏ ଦୁନିଆର୍‌ ରାଜାମନ୍‌ ବିନ୍‌ ଲକ୍‍ମନ୍‍କେ ନିଜର୍‌ ଅଦିକାର୍‌ କରିରଇବାଇ । ବଡ୍‌ ବଡ୍‌ ନେତାମନ୍‌ ମିସା ବିନ୍‌ ଲକ୍‌ମନ୍‍କେ ସାସନ୍‌ କର୍‌ବାଇ ।
26 Doch alzo zal het onder u niet zijn; maar zo wie onder u zal willen groot worden, die zij uw dienaar;
୨୬ମାତର୍‌ ତମେ ସେନ୍ତାର୍‌ ଉଆନାଇ । ତମର୍‌ ବିତ୍‌ରେ ଗଟେକ୍‌ ଲକ୍‌ ବଡ୍‌ ଅଇବାକେ ମନ୍‌ କଲାନି ବଇଲେ, ସେ ସବୁଲକର୍‌ ସେବା କର୍‌ବାର୍‌ ଆଚେ ।
27 En zo wie onder u zal willen de eerste zijn, die zij uw dienstknecht.
୨୭ତମର୍‌ ବିତ୍‌ରେ ଜେ ମୁକିଅ ଅଇବାକେ ମନ୍‌ କଲାସ୍‌ନି, ସେ ବିନ୍‌ ଲକର୍‌ ଗତିଦାଙ୍ଗ୍‌ଡା ପାରା ଅଇ ସେମନର୍‌ ସେବା କର ।
28 Gelijk de Zoon des mensen niet is gekomen om gediend te worden, maar om te dienen, en Zijn ziel te geven tot een rantsoen voor velen.
୨୮ଜେନ୍ତାରି କି ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍‌ ବିନ୍‌ ଲକ୍‌ମନର୍‌ ସେବା କରି ସେମନ୍‌କେ ମୁକ୍‌ତି ମିଲ ବଲି ନିଜର୍‌ ଜିବନ୍‌ ଦେବାକେ ଆଇଲି ଆଚି ।”
29 En als zij van Jericho uitgingen, is Hem een grote schare gevolgd.
୨୯ଦିନେକ୍‌ ଜିସୁ ସିସ୍‌ମନର୍‌ ସଙ୍ଗ୍‌ ଜିରିଅ ସଅର୍‌ ଚାଡିକରି ଜିବାବେଲେ କେତେ କେତେ ଲକ୍‌ମନ୍‌ ତାର୍‌ ପଚେ ପଚେ ଇଣ୍ଡ୍‌ବାର୍‌ ଦାର୍‌ଲାଇ ।
30 En ziet, twee blinden, zittende aan den weg, als zij hoorden, dat Jezus voorbijging, riepen, zeggende: Heere, Gij Zone Davids! ontferm U onzer.
୩୦ଆରି ଏଦେ ଦେକା! ବାଟ୍‍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍‌ମାରି ଡାକ୍‌ଲାଇ, “ଏ ମାପ୍‌ରୁ ଦାଉଦର୍‌ ପଅ! ଆମ୍‌କେ ଦୟା କର ।”
31 En de schare bestrafte hen, opdat zij zwijgen zouden; maar zij riepen te meer, zeggende: Ontferm U onzer, Heere, Gij Zone Davids!
୩୧ଲକ୍‌ମନ୍‌ ସେମନ୍‌କେ ଦମ୍‌କାଇ କରି ଚୁପ୍‌ଅଇ ରଇବାକେ କଇଲାଇ । ମାତର୍‌ ସେମନ୍‌ ଅଦିକ୍‌ ଅଦିକ୍‌ ଆକ୍‌ମାରି କଇଲାଇ, “ଏ ମାପ୍‌ରୁ, ଦାଉଦର୍‌ ପଅ! ଆମ୍‌କେ ଦୟା କର ।”
32 En Jezus, stil staande, riep hen en zeide: Wat wilt gij, dat Ik u doe?
୩୨ଜିସୁ ତେଇ ଟିଆଅଇ ସେମନ୍‌କେ ଡାକି ପାଚାର୍‌ଲା, “ମୁଇ ତମର୍‌ ପାଇ କାଇଟା କର୍‌ବି ବଲି ମନ୍‌ କଲାସ୍‌ନି?”
33 Zij zeiden tot Hem: Heere! dat onze ogen geopend worden.
୩୩ସେମନ୍‌ କଇଲାଇ, “ମାପ୍‌ରୁ ଆମ୍‌କେ ଦେକ୍‌ବା ବପୁ ଦିଆ ।”
34 En Jezus, innerlijk bewogen zijnde met barmhartigheid, raakte hun ogen aan; en terstond werden hun ogen ziende, en zij volgden Hem.
୩୪ଜିସୁ ସେମନର୍‌ ପାଇ ଦୟା ଅଇ, ତାକର୍‍ ଆଁକି ଚିଇଲା । ସେ ଦାପ୍‌ରେସେ ସେମନ୍‌ ଦେକିପାର୍‌ଲାଇ ଆରି ଜିସୁର୍‌ ପଚେ ପଚେ ଗାଲାଇ ।

< Mattheüs 20 >