+ ମାତିଉ 1 >

1 ଏଟା ଅଇଲାନି ଜିସୁକିରିସ୍‌ଟର୍‌ ଆନିଦାଦିମନର୍‌ ନାଉଁ ତାଲିକା । ସେ ଦାଉଦ୍‌ ବଁସର୍‌ ରଇଲା ଆରି ଦାଉଦ୍‌ ଅବ୍‌ରାଆମ୍ ବଁସର୍‌ ରଇଲା ।
Kniha (o) rodu Ježíše Krista syna Davidova, syna Abrahamova.
2 ଅବ୍‌ରାଅମର୍‌ ପଅ ଇସାକ୍‌, ଇସାକର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜିଉଦା ଆରି ତାର୍‌ ବାଇମନ୍‌ ।
Abraham zplodil Izáka. Izák pak zplodil Jákoba. Jákob zplodil Judu a bratří jeho.
3 ଜିଉଦା ପେରସ୍‌ ଆରି ଜେରଅର୍‌ ବାବା ରଇଲା, ତାକର୍‌ ମାଆ ଅଇଲାନି ତାମର୍‌ । ପେରସର୍‌ ପଅ ଏସ୍‌ରନ୍‌ ।
Judas pak zplodil Fáresa a Záru z Támar. Fáres pak zplodil Ezroma. Ezrom zplodil Arama.
4 ଏସ୍‌ରନର୍‌ ପଅ ଆରାମ୍‌, ଆରାମର୍‌ ପଅ ଅମିନାଦବ୍‌ ଅମିନାଦବର୍‌ ପଅ ନଅସନ୍‌, ନଅସନର୍‌ ପିଲା ସଲ୍‌ମନ୍‌
Aram pak zplodil Aminadaba. Aminadab pak zplodil Názona. Názon zplodil Salmona.
5 ସଲ୍‌ମନର୍‌ ପଅର୍‌ ନାଉଁ ବୟଜ୍‌, ବୟଜର୍‌ ମାଆ ରାଅବ୍‌ । ବୟଜର୍‌ ପଅର୍‌ ନାଉଁ ଅବେଦ୍‌ ଆରି ଅବେଦର୍‌ ମାଆର୍‌ ନାଉଁ ରୁତ୍‌ । ଅବେଦର୍‌ ପଅ ଜସୟ,
Salmon zplodil Bóza z Raab. A Bóz zplodil Obéda z Rut. Obéd pak zplodil Jesse.
6 ଦାଉଦ୍‌ ରାଜାର୍‌ ସାସନ୍‌ ବେଲେ ଅନି ଜେଡେବଲ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ ବାବିଲନ୍‌ ଦେସେ ବାନ୍ଦି ନେଇରଇଲା ଜାକ ସେତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜସୟର୍‌ ପଅ ଦାଉଦ୍‌ ରାଜା । ଉରିୟର୍‌ ମାଇଜିର୍‌ ପେଟେ ଅନି ସଲ୍‌ମନ୍‌କେ ଜନମ୍‌ ଦେଲା,
Jesse zplodil Davida krále. David pak král zplodil Šalomouna, z té, kteráž někdy byla žena Uriášova.
7 ସଲମନର୍‌ ପଅ ରିଅବିୟାମ୍‌ ରିଅବିୟାମର୍‌ ପଅ ଅବିୟ ।
Šalomoun zplodil Roboáma. Roboám zplodil Abiáše. Abiáš zplodil Azu.
8 ଅବିୟର୍‌ ପଅ ଆସା, ଆସାର୍‌ ପଅ ଜିଅସାପଟ୍‌, ଜିଅସାପଟର୍‌ ପଅ ଜରାମ୍‌, ଜରାମର୍‌ ପଅ ଉଜିୟ ।
Aza zplodil Jozafata. Jozafat zplodil Joráma. Jorám zplodil Oziáše.
9 ଉଜିୟର୍‌ ପଅ ଜତାମ୍‌, ଜତାମର୍‌ ପଅ ଆଅସ୍‌, ଆଅସର୍‌ ପଅ ଇଜକିୟ ।
Oziáš pak zplodil Joátama. Joátam pak zplodil Achasa. Achas zplodil Ezechiáše.
10 ୧୦ ଇଜକିୟର୍‌ ପଅ ମନସେଅ, ମନସେଅର୍‌ ପଅ ଆମନ୍‌, ଆମନର୍‌ ପଅ ଜସିୟ ।
Ezechiáš pak zplodil Manasesa. A Manases zplodil Amona. Amon pak zplodil Joziáše.
11 ୧୧ ଜସିୟ ବାବିଲନ୍‌ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍‌ ବାଇମନ୍‌ ଜନମ୍‌ ଅଇଲାଇ ।
Joziáš pak zplodil Jekoniáše a bratří jeho v zajetí Babylonském.
12 ୧୨ ବାବିଲନେ ବନ୍ଦିଅଇ ସାର୍‌ଲା ପଚେଅନି ଜିସୁର୍‌ ଜନମ୍‌ ଜାକ ଏତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍‌ଟିଏଲ୍‌ ଜନମ୍‌ ଅଇଲା, ସଲ୍‌ଟିଏଲର୍‌ ପଅ ଜିରୁବାବେଲ୍‌,
A po zajetí Babylonském Jekoniáš zplodil Salatiele. Salatiel pak zplodil Zorobábele.
13 ୧୩ ଜିରୁବାବେଲର୍‌ ପଅ ଅବିଉଦ୍‌, ଅବିଉଦର୍‌ ପଅ ଏଲିୟାକିମ୍‌, ଏଲିୟାକିମର୍‌ ପଅ ଅଜୁର୍‌ ।
A Zorobábel zplodil Abiuda. Abiud pak zplodil Eliachima. Eliachim zplodil Azora.
14 ୧୪ ଅଜୁର୍‌ ପଅ ସାଦକ୍‌, ସାଦକର୍‌ ପଅ ଆକିମ୍‌, ଜାକିନର୍‌ ପଅ ଏଲିଉଦ୍‌, ଏଲିଉଦର୍‌ ପଅ ଏଲାଜାର୍‌, ଏଲାଜାରର୍‌ ପଅ ମତ୍‌ତାନ୍‌ ।
Azor potom zplodil Sádocha. Sádoch zplodil Achima. Achim pak zplodil Eliuda.
15 ୧୫ ମତ୍‌ତାନର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜସେପ୍‌ ।
Eliud zplodil Eleazara. Eleazar zplodil Mátana. Mátan zplodil Jákoba.
16 ୧୬ ଏ ଜସେପ୍‌ ମରିୟମ୍‌କେ ବିବା ଅଇରଇଲା । ମରିୟମର୍‌ ପେଟେଅନି ଜିସୁ ଜନମ୍‌ ଅଇରଇଲା । ଜିସୁ କିରିସ୍‌ଟକେ ମସିଅ ବଲି ମିସା ନାଉଁ ଆଚେ ।
Jákob pak zplodil Jozefa, muže Marie, z nížto narodil se JEŽÍŠ, jenž slove Kristus.
17 ୧୭ ଏନ୍ତାରି ଅବ୍‌ରାଆମର୍‌ତେଇ ଅନି ଦାଉଦ୍‍ ରାଜାର୍‌ ଜାକ ଚଉଦ ଉତାର୍‌, ଦାଉଦର୍‌ତେଇ ଅନି ବାବିଲନ୍‌ ବନ୍ଦିରଇଲା ଜାକ ଚଉଦ ଉତାର୍‌, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍‌ଟର୍‌ ଜନମ୍‌ ଜାକ ଚଉଦ ଉତାର୍‌ ।
A tak všech rodů od Abrahama až do Davida bylo rodů čtrnácte. A od Davida až do zajetí Babylonského rodů čtrnácte. A od zajetí Babylonského až do Krista rodů čtrnácte.
18 ୧୮ ଏଟା ଅଇଲାନି ଜିସୁ କିରିସ୍‌ଟର୍‌ ଜନମ୍‌ ବିସଇ । ଜିସୁର୍‌ ମା ମରିୟମର୍‌ ସଙ୍ଗ୍‌ ଜସେପ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡାର୍‌ ପାଇ ବିବା ମାଙ୍ଗ୍‌ନି ଅଇରଇଲା । ମାତର୍‌ ସେମନର୍‌ ବିବା ନ ଅଇତେ ସୁକଲ୍‌ ଆତ୍‌ମାଇ ଅନି ଗାଗ୍‌ଡେ ଅଇରଇବାଟା ମରିୟମ୍‌ ଜାନିପାର୍‌ଲା ।
Jezukristovo pak narození takto se stalo: Když matka jeho Maria snoubena byla Jozefovi, prve než se sešli, nalezena jest těhotná z Ducha svatého.
19 ୧୯ ଜସେପ୍‌ ଗଟେକ୍‌ ଦରମ୍‌ ଲକ୍‌ ରଇଲା ଆରି ସବୁବେଲେ ସତ୍‌ କାମ୍‌ କର୍‌ତେରଇଲା । ଆରି ମରିୟମ୍‌କେ ଲକ୍‌ମନର୍‌ ଟାନେ ନିନ୍ଦା କାତା ସୁନାଇବାକେ ମନ୍‍ ନ କର୍‌ତେ ରଇଲା । ସେଟାର୍‌ପାଇ କେ ନାଜାନ୍‌ତେ ତାର୍‌ ବିବା ମାଙ୍ଗ୍‌ନି ପିଟାଇଦେବାକେ ଉପାଇ ପାଁଚ୍‌ତେ ରଇଲା ।
Ale Jozef muž její spravedlivý jsa, a nechtěv jí v lehkost uvésti, chtěl ji tajně propustiti.
20 ୨୦ ସେ ଏନ୍ତି ଉପାଇ ପାଁଚ୍‌ଲା ବେଲେ, ଜସେପ୍‌କେ ଗଟେକ୍‌ ପର୍‌ମେସରର୍‌ ଦୁତ୍‌ ସପ୍‍ନେ ଦେକାଇ ଅଇ କଇଲା, ଏ ଦାଉଦର୍‌ ନାତିର୍‌ ତିତି ଜସେପ୍‌, ଡର୍‌ନାଇ । ମରିୟମ୍‌କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍‌ ଆତ୍‌ମାଇ ଅନି ସେ ଗାଗ୍‌ଡେ ଅଇଲାଆଚେ ।
Když pak on o tom přemyšloval, aj, anděl Páně ve snách ukázal se jemu, řka: Jozefe synu Davidův, neboj se přijíti Marie manželky své; nebo což v ní jest počato, z Ducha svatého jest.
21 ୨୧ ତାର୍‌ଟାନେଅନି ଗଟେକ୍‌ ପିଲା ଜନମ୍‌ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍‌, କାଇକେବଇଲେ ସେ ତାର୍‌ ଲକ୍‌ମନ୍‌କେ ସେମନର୍‌ ପାପେଅନି ଉଦାର୍‌ କର୍‌ସି ।
Porodíť pak syna, a nazůveš jméno jeho Ježíš; onť zajisté vysvobodí lid svůj od hříchů jejich.
22 ୨୨ ଆଇବା ଦିନ୍‌ମନ୍‌କେ କାଇଟା ଅଇସି ବଲି, ପର୍‌ମେସର୍‌ ଗଟେକ୍‌ ବବିସତ୍‌ବକ୍‌ତାକେ ପାଟାଇ ଜନ୍‌ କାତା ସୁନାଇରଇଲା, ସେଟା ପୁରାପୁରୁନ୍‌ ଅଇବାକେ ଏ ସବୁ ଅଇଲା ।
Toto pak všecko stalo se, aby se naplnilo, což povědíno bylo ode Pána skrze proroka, řkoucího:
23 ୨୩ ଗଟେକ୍‌ ଦାଙ୍ଗ୍‌ଡି ଗାଗ୍‌ଡେ ଅଇ ପିଲା ଜନମ୍‌ କର୍‌ସି, ଆରି ସେ ପିଲା ଲକ୍‌ମନର୍‌ ଟାନେ ଇମାନୁଏଲ୍‌ ବଲି ନାମାଇ ଅଇସି, ଏ ନାଉଁର୍‌ ଅରତ୍‌ ଅଇଲାନି, ପର୍‌ମେସର୍‌ ଆମର୍‌ ସଙ୍ଗ୍‌ ଆଚେ ।
Aj, panna těhotná bude, a porodí syna, a nazůveš jméno jeho Emmanuel, jenž se vykládá: S námi Bůh.
24 ୨୪ ଜସେପ୍‌ ସଇଲା ଟାନେଅନି ଉଟି, ପର୍‌ମେସରର୍‌ ଦୁତ୍‌ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍‌କେ ବିବା ଅଇଲା ।
Procítiv pak Jozef ze sna, učinil, jakož mu přikázal anděl Páně, a přijal manželku svou.
25 ୨୫ ମାତର୍‌ ସେ ପିଲା ଜନମ୍‌ ନ ଅଇବା ଜାକ ମରିୟମ୍‌ ସଙ୍ଗ୍‍ ସୁଆବସା କରେନାଇ । ଜସେପ୍‌ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।
Ale nepoznal jí, až i porodila Syna svého prvorozeného, a nazvala jméno jeho Ježíš.

+ ମାତିଉ 1 >