< ଜଅନ୍ 2 >
1 ୧ ଦୁଇ ଦିନ୍ ପଚେ ଗାଲିଲି ଦେସର୍ କାନା ନାଉଁର୍ ଗଡେ ଗଟେକ୍ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍ ମାଆ ମରିୟମ୍ ରଇଲା ।
Un trešajā dienā kāzas bija Kānā iekš Galilejas, un Jēzus māte bija tur.
2 ୨ ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ ।
Bet arī Jēzus un Viņa mācekļi tapa aicināti uz tām kāzām.
3 ୩ ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, “ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।”
Un kad vīna pietrūka, Jēzus māte saka uz Viņu: “Tiem nav vīna.”
4 ୪ ଜିସୁ ତାକେ କଇଲା, “ଏ ମାଆ, ମର୍ଟାନେ ତର୍ କାଇଟା ଆଚେ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।”
Jēzus uz to saka: “Sieva, kas Man ar tevi? Mana stunda vēl nav nākusi.”
5 ୫ ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, “ଜିସୁ ତମ୍କେ ଜାଇଟା କଇସି ସେଟା କରା ।”
Viņa māte uz tiem sulaiņiem saka: “Ko Viņš jums teiks, to dariet.”
6 ୬ ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା ।
Un tur seši akmeņu ūdens trauki bija likti pēc Jūdu šķīstīšanas, un ikkatrā sagāja divi līdz trīs mēri.
7 ୭ ଜିସୁ ବାଣ୍ଡାର୍ଗରିଆମନ୍କେ “ସେ କୁଣ୍ଡ୍ମନ୍କେ ପାନି ବର୍ତି କରା” ବଲି କଇଲା ଆରି ସେମନ୍ ସେ ସବୁ କୁଣ୍ଡେ ପାନି ବର୍ତି କଲାଇ ।
Jēzus uz tiem saka: “Pildiet šos traukus ar ūdeni!” Un tie tos pildīja līdz malai pilnus.
8 ୮ ତାର୍ ପଚେ ଜିସୁ ସେମନ୍କେ ତେଇର୍ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍କେ ଦିଆସ୍ ବଲି କଇଲା । ସେମନ୍ ତେଇର୍ ପାନି ଡୁମି ନେଇ ତାକେ ଦେଲାଇ ।
Un Viņš uz tiem saka: “Smeļat nu un nesat barības sargam;” un tie to nesa.
9 ୯ ମାତର୍ ସେ ସବୁ ପାନି ଅଙ୍ଗୁର୍ ରସ୍ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍ ଅଙ୍ଗୁର୍ ରସ୍ କନ୍ତିଅନି ବଲି ଜାନି ନ ରଇଲା । ମାତର୍ ସେ ପାନି ଡୁମି ନେଲା ଲକ୍ମନ୍ ଜାନି ରଇଲାଇ, ପଚେ ସେ ଲକ୍ ଚାକି କରି ଏ ରସ୍ କନ୍ତିଅନି ଆନ୍ଲାଇ ବଲି ବିବା ଅଇବା ଦାଙ୍ଗ୍ଡାକେ ଡାକି ପାଚାର୍ଲା,
Kad nu barības sargs to ūdeni baudīja, kas bija palicis par vīnu (un nezināja, no kurienes tas bija, bet tie sulaiņi to zināja, kas to ūdeni bija smēluši), tad barības sargs aicina brūtgānu
10 ୧୦ “ଲକ୍ମନ୍ ସବୁ ବେଲା ପର୍ତୁମ୍ ପର୍ତୁମ୍ କାଇବାକେ ନିମାନ୍ ଅଙ୍ଗୁର୍ ରସ୍ ଦେବାଇ । ଆରି ଗତିଆ ଲକ୍ମନ୍ କାଇ ପୁରୁନ୍ ଅଇଲା ପଚେ ଚପ୍ରାଟା ଦେବାଇ । ମାତର୍ ତମେ ଏବେ ସାରାସାରି ଜାକ ନିମାନ୍ ଅଙ୍ଗୁର୍ ରସ୍ କନ୍ତି ସଙ୍ଗଇ ରଇଲାସ୍?”
Un uz to saka: “Ikkatrs cilvēks papriekš ceļ priekšā labo vīnu, un kad tie iedzērušies, plānāko; tu labo vīnu līdz šim esi pataupījis.”
11 ୧୧ ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
Šī tā pirmā brīnuma zīme, ko Jēzus darīja Kānā iekš Galilejas, un parādīja Savu godību, un Viņa mācekļi ticēja uz Viņu.
12 ୧୨ ତାର୍ ପଚେ ଜିସୁ, ତାର୍ ମାଆ ତାର୍ ବାଇମନ୍ ଆରି ତାର୍ ସିସ୍ମନର୍ ସଙ୍ଗ୍ କପର୍ନାଉମ୍ ଗଡେ ଜାଇ ତେଇ କେତେ ଦିନ୍ ପାରା ରଇଲାଇ ।
Pēc tam Viņš nogāja uz Kapernaūmu, pats un Viņa māte un Viņa brāļi un Viņa mācekļi, un viņi tur palika kādas dienas.
13 ୧୩ ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇ ଜିସୁ ଜିରୁସାଲମେ ଗାଲା ।
Un Jūdu Lieldiena bija tuvu klāt, un Jēzus aizgāja uz Jeruzālemi.
14 ୧୪ ତେଇ ସେ ମନ୍ଦିର୍ ବିତ୍ରେ, ଲକ୍ମନ୍ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍ ବେବାର୍ କର୍ବାଟା, ଆରି ବିନ୍ ଦେସର୍ ଡାବୁ ବାଦ୍ଲାଉମନ୍ ସେମନର୍ ଟେବୁଲେ ବସିରଇଲାଟା ଦେକ୍ଲା ।
Un Viņš atrada Dieva namā tos, kas pārdeva vēršus un avis un baložus, un tos naudas mijējus tur sēžam.
15 ୧୫ ତେଇ ଜିସୁ କସିରା ସଙ୍ଗ୍ କର୍ଡା ତିଆର୍ କରି ମେଣ୍ଡା ଆରି ଗରୁମନର୍ ସଙ୍ଗ୍ ସବୁ ଲକ୍ମନ୍କେ ମନ୍ଦିରେଅନି ବାର୍କରାଇ ଦେଲା । ଆରି ଲକ୍ମନର୍ତେଇ ଅନି ବାଦ୍ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍ ଟେବୁଲ୍ ପାସ୍ଲାଇ ଦେଲା ।
Un pātagu taisījis no auklām, Viņš izdzina visus no Dieva nama ārā un arī tās avis un tos vēršus un izkaisīja tiem mijējiem to naudu un apgāza tos galdus,
16 ୧୬ ପରୁଆ ବିକ୍ବା ଲକ୍ମନ୍କେ କଇଲା, “ଏ ସବୁ ଦିନ୍ସୁ ଇତିଅନି ଦାରିଜା । ମର୍ ବାବାର୍ ଗରେ ଗେନା ବିକା ଜାଗା ପାରା କରାନାଇ ।”
Un sacīja tiem baložu pārdevējiem: “Nesiet to projām! Nedariet Mana Tēva namu par tirgus namu!”
17 ୧୭ ଏ ସବୁ ଗଟ୍ନା ଅଇବାବେଲେ ଜିସୁର୍ ସିସ୍ମନ୍ ପର୍ମେସରର୍ ସାସ୍ତରେ ଲେକାଅଇଲା ଗଟେକ୍ ବାକିଅ ଏତାଇଲାଇ । ତମର୍ ଗରର୍ ପାଇ ରଇବା ମର୍ ବକ୍ତି, ମର୍ ମନ୍ ବିତ୍ରେ ଜଇ ଲାଗ୍ଲା ପାରା ଲାଗ୍ଲାନି ।
Bet Viņa mācekļi pieminēja, ka ir rakstīts: “Karstums Tava nama dēļ Mani aprij.”
18 ୧୮ ତେଇ ଜିଉଦି ନେତାମନ୍ ଜିସୁର୍ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍ କର୍ବାକେ ଅଦିକାର୍ ପାଇଆଚୁସ୍ ବଲି ଆମେ କେନ୍ତି ଜାନ୍ବୁ ଆରି କାଇ ଚିନର୍ଲାଗି ଆମ୍କେ ସେଟା ଦେକାଇଲୁସ୍ନି?”
Tad tie Jūdi atbildēja un uz Viņu sacīja: “Kādu zīmi Tu mums rādi, ka Tu šās lietas dari?”
19 ୧୯ ଜିସୁ ସେମନ୍କେ କଇଲା, “ତମେ ଏ ମନ୍ଦିର୍ ବସ୍ଲାଇ ଦିଆସ୍ । ସେଟା ମୁଇ ତିନ୍ଦିନ୍ ବିତ୍ରେ ଆରିତରେକ୍ ତିଆର୍ କରିଦେବି ।”
Jēzus atbildēja un uz tiem sacīja: “Noplēsiet šo Dieva namu, tad Es to atkal uzcelšu trejās dienās?”
20 ୨୦ ଜିସୁର୍ ଏ କାତା ସୁନି ସେମନ୍ କଇଲାଇ, “କାଇଟା! ତିନ୍ଦିନ୍ ବିତ୍ରେ ତୁଇ ତିଆର୍ କରି ପାରୁସ୍ କି? ଏ ମନ୍ଦିର୍ ତିଆର୍ କର୍ବାକେ ଚାଲିସ୍ ଚଅ ବରସ୍ ଲାଗିରଇଲା ।”
Tad tie Jūdi sacīja: “Šis Dieva nams četrdesmit un sešos gados ir uztaisīts, un Tu to uzcelsi trejās dienās?”
21 ୨୧ ମାତର୍ ଜିସୁ ତାର୍ ନିଜର୍ ଗାଗଡର୍ ବିସଇ ମନ୍ଦିର୍କେ ଦେକାଇ କରି ଏ କାତା କଇରଇଲା ।
Bet Viņš runāja par Savas miesas Dieva namu.
22 ୨୨ ସେ ମରିକରି ଆରିତରେକ୍ ଜିବନ୍ ଅଇ ଉଟ୍ଲା ପଚେ ସିସ୍ମନର୍ ମନେ ପଡ୍ଲା ଜେ, ସେ ଏନ୍ତାରି କଇରଇଲା । ତେବର୍ପାଇ ସେମନ୍ ଦରମ୍ ସାସ୍ତର୍ ଆରି ଜିସୁର୍ ବାକିଅ ବିସ୍ବାସ୍ କଲାଇ ।
Kad Viņš nu bija augšām cēlies no miroņiem, tad Viņa mācekļi atminējās, ka Viņš to uz tiem bija sacījis, un ticēja tam rakstam un tam vārdam, ko Jēzus bija sacījis.
23 ୨୩ ନିସ୍ତାର୍ ପରବ୍ବେଲେ ଜିସୁ ଜିରୁସାଲାମ୍ ରଇଲାବେଲେ କେତେକ୍ କେତେକ୍ ଲକ୍ ସେ କରିରଇବା କାବା ଅଇଜିବା କାମ୍ମନ୍ କଲାଟା ଦେକି ତାକେ ବିସ୍ବାସ୍ କଲାଇ ।
Un kad Viņš pa tiem svētkiem bija Jeruzālemē, tad daudzi ticēja uz Viņa Vārdu, redzēdami tās brīnuma zīmes, ko Viņš darīja.
24 ୨୪ ମାତର୍ ଜିସୁ ସେ ଲକ୍ମନ୍ ବିସ୍ବାସ୍ କରିରଇବାଟା ସତ୍ବଲି ବାବେନାଇ । କାଇକେ ବଇଲେ ସେ ସବୁ ଲକର୍ ବିସଇ ସେ ନିକସଙ୍ଗ୍ ଜାନି ରଇଲା ।
Bet Jēzus pats viņiem neuzticējās, tāpēc ka Viņš visus pazina,
25 ୨୫ ଲକ୍ମନର୍ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍ ଦର୍କାର୍ ନ ରଇଲା, କାଇକେବଇଲେ ସେ ତାକର୍ ମନ୍ ବିତ୍ରର୍ କାତା, ନିଜେ ଜାନି ରଇଲା ।
Un ka Viņam nevajadzēja, lai kas Viņam liecību dotu par cilvēku; jo Viņš pats zināja, kas bija iekš cilvēka.