< ଜଅନ୍ 16 >
1 ୧ “ତମେ ମକେ କରିରଇବା ବିସ୍ବାସ୍ ନ ଚାଡି, ଡାଟ୍ ସଙ୍ଗ୍ ରଇବାକେ, ମୁଇ ଏ ସବୁ କାତା କଇଲିଆଚି ।
“Ndakuudzai zvose izvi kuitira kuti murege kutsauka.
2 ୨ ସେମନ୍ ତମ୍କେ ପାର୍ତନା ଗରେଅନି ବାର୍କରାଇ ଦେବାଇ । ଉଁ ଏନ୍ତାରି ବେଲା ଆଇଲାନି, ଜେ ମିସା ତମ୍କେ ମରାଇବାଇ, ସେଟା ପର୍ମେସର୍କେ ସେବା କଲାପାରା ରଇସି ।
Vachakubudisai musinagoge; chokwadi ndechokuti, nguva iri kuuya yokuti munhu anokuurayai achafunga kuti ari kushandira Mwari.
3 ୩ ତମ୍କେ ସେମନ୍ ଏନ୍ତି ସବୁ କାମ୍ମନ୍ କର୍ବାଇ । କାଇକେ ବଇଲେ ସେମନ୍ ମକେ ଆରି ମର୍ ବାବାକେ ନାଜାନତ୍ ।
Vachaita zvinhu zvakadai nokuti havana kuziva Baba kana ini.
4 ୪ ଏବେ ମୁଇ ଏ ସବୁ କାତା କଇଲିନି । ସେଟାର୍ ପାଇ ଏ ସବୁ ଗଟ୍ନାମନ୍ ଗଟ୍ବା ବେଲା କେଟ୍ଲେ ମୁଇ କଇଲା କାତା ଏତାଇସା । ଆରାମେ ଅନି ମୁଇ ତମର୍ ସଙ୍ଗ୍ ରଇଲି ଜେ ଏ ସବୁ କାତା କଇ ନ ରଇଲି ।”
Ndakuudzai izvi, kuitira kuti kana nguva yacho yasvika, imi mucharangarira kuti ndakakuyambirai. Handina kukutaurirai izvi pakutanga nokuti ndakanga ndinemi.
5 ୫ “ମାତର୍ ମୁଇ ଏବେ ମର୍ ପାଟାଉର୍ ଲଗେ ଗାଲିନି । ଏଲେମିସା ତମର୍ ବିତ୍ରେ ଅନି କେ ମିସା ମକେ କେନେ ଜାଇସୁ ବଲି ପାଚାରାସ୍ ନାଇ ।
“Zvino ndava kuenda kune akandituma, asi hakuna mumwe wenyu anondibvunza kuti, ‘Muri kuendepiko?’
6 ୬ ମାତର୍ ଏବେ ମର୍ ଏ ସବୁ କାତା ସୁନିକରି ଦୁକ୍ ଅଇକରି ଆଚାସ୍ ।
Nokuti ndataura zvinhu izvi, mwoyo yenyu yazara neshungu.
7 ୭ ମୁଇ ତମ୍କେ ସତ୍କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍ ପାଇ ଗଟେକ୍ ମଙ୍ଗଲର୍ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍ଟାନେ ପାଟାଇଦେବି ।
Asi ndiri kukutaurirai chokwadi kuti: Zvakakunakirai kuti ini ndiende. Kana ndikasaenda, Munyaradzi haangauyi kwamuri; asi kana ndikaenda, ndichamutumira kwamuri.
8 ୮ ସେ ଆସିକରି ଦୁନିଆର୍ ଲକ୍ମନ୍କେ ପାପ୍, ଦରମ୍ ଆରି ନିଆଇ ବିସଇର୍ ସାକି ଦେଇସି ।
Kana asvika achapa nyika mhosva pamusoro pechivi napamusoro pokururama nokutongwa:
9 ୯ ଏ ଦୁନିଆର୍ ଲକ୍ମନ୍ ପାପ୍ ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । ସେ ଦେକାଇ ଦେଇସି ଜେ, ମକେ ବିସ୍ବାସ୍ ନ କର୍ବାଟାସେ ପାପ୍ ।
pamusoro pechivi, nokuti vanhu havatendi kwandiri;
10 ୧୦ ଟିକ୍ ଇସାବେ ଚଲାଚଲ୍ତି କର୍ବା ବିସଇ, ଦୁନିଆର୍ ଲକ୍ମନ୍ ବୁଲ୍ ବୁଜିଆଚତ୍ । ମୁଇ ମର୍ ବାବାର୍ ଲଗେ ବାଉଡି ଗାଲିନି, ଆରି ତମେ ମକେ ଦେକିନାପାରାସ୍ । ସେଟା ମୁଇ ମାନ୍ବା ଦରମ୍ ବିସଇ ସାକି ଦେଲାନି ।
pamusoro pokururama, nokuti ndiri kuenda kuna Baba, kwamusingazondionizve;
11 ୧୧ ଦୁନିଆର୍ ଲକ୍ମନ୍ ବିଚାର୍ କର୍ବା ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । କାଇକେବଇଲେ ଏ ଦୁନିଆର୍ ସାସନ୍କାରିଆ ଦସି ବଲି ବିଚାର୍ ଅଇ ସାରାଇ ଆଚେ ।”
uye pamusoro pokutongwa, nokuti muchinda wenyika ino atotongwa.
12 ୧୨ “ମୁଇ ତମ୍କେ କେତେକ୍ କେତେକ୍ କାତା କଇବାର୍ ଆଚେ । ମାତର୍ ଏବେ ତମେ ସେ ସବୁ କାତା ଦାରିନାପାରାସ୍ ।
“Ndine zvizhinji zvokutaura kwamuri, zvakawanda zvokuti hamungagoni kuzvitakura iye zvino.
13 ୧୩ ମାତର୍ ସତ୍ ଆତ୍ମା ଆଇଲେ, ସେ ତମ୍କେ ସବୁ ସତ୍ ବିସଇର୍ ବାଟେ ଡାକିନେଇସି । କାଇକେ ବଇଲେ, ସେ ନିଜର୍ ଅଦିକାରେ କାଇ କାତା ନ କଏ । ମାତର୍ ସେ ବାବାର୍ତେଇଅନି ଜନ୍ ଜନ୍ କାତା ସୁନ୍ସି, ସେ ସବୁ କଇସି । ଆରି ଆଇବା ଦିନ୍ମନ୍କେ କାଇଟା ଅଇସି ସେ ସବୁ ବିସଇ ମିସା କଇସି ।
Asi kana iye, Mweya wechokwadi, auya, achakutungamirirai muzvokwadi yose. Haangazotauri zvake; achataura zvaanenge anzwa chete, uye achakuudzai zvichauya.
14 ୧୪ ସେ ମୁଇ କଇବାଟାନେ ଅନି ନେଇକରି ଆକା ତମ୍କେ କଇସି । ଆରି ମକେ ଡାକ୍ପୁଟା କରାଇ ଦେକାଇସି ।
Achauyisa kukudzwa kwandiri nokutora pane zvangu achizvizivisa kwamuri.
15 ୧୫ ଜନ୍ଟା ବାବାର୍ଟା, ସେ ସବୁ ମର୍ଟା । ସେଟାର୍ପାଇ ମୁଇ ତମ୍କେ କଇଲିନି, ସୁକଲ୍ ଆତ୍ମା ମର୍ଟାନେଅନି ନେଇକରି ସେ ତମ୍କେ କଇସି ।”
Zvose zvaBaba ndezvangu. Ndokusaka ndakati Mweya achatora zvangu agozvizivisa kwamuri.
16 ୧୬ “ଚନେକ୍ ଗାଲା ପଚେ ତମେ ଆରି ମକେ ଦେକି ନାପାରାସ୍ । ଆରି ଚନେକ୍ ଗାଲେ ଦେକ୍ସା ।”
“Muchinguva chiduku, hamuchazondionizve, uyezve shure kwechinguva chiduku muchandiona.”
17 ୧୭ ସେବେଲେ ତାର୍ ସିସ୍ମନର୍ ବିତ୍ରେଅନି କେତେ ଲକ୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ସେ ଆମ୍କେ କଇଲାନି, ଚନେକ୍ ଗାଲାପଚେ ତମେ ଆରି ମକେ ଦେକି ନାପାରାସ୍, ଆରି ଚନେକ୍ ଗାଲେ ମକେ ଦେକ୍ସା । ମୁଇ ଏବେ ବାବାର୍ ଲଗେ ଗାଲିନି ବଲି କଇବା ଅରତ୍ କାଇଟା?”
Vamwe vadzidzi vake vakataurirana vachiti, “Anoreveiko kana achiti, ‘Muchinguva chiduku hamuchazondioni, uyezve shure kwechinguva chiduku muchandiona,’ uye ‘Nokuti ndiri kuenda kuna Baba’?”
18 ୧୮ ତେବେ ସେମନ୍ କଇଲାଇ, “ଏ ଚନେକ୍ ପଚେ ବଲି କାଇକେ କଇଲାନି? ସେ କାଇଟା ବଲି କଇଲାନି, ଆମେ ବୁଜି ନାପାର୍ଲୁନି ।”
Vakaramba vachingobvunzana vachiti, “Anoreveiko kana achiti, ‘Chinguva chiduku’? Hatinzwisisi zvaanoreva isu.”
19 ୧୯ ସେମନ୍ ମକେ ପାଚାର୍ବାକେ ମନ୍ କଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ଚନେକ୍ ଗାଲେ ତମେ ଆରି ମକେ ଦେକି ନାପାରାସ୍ ଆରି ଚନେକ୍ ଗାଲାପଚେ ମକେ ଦେକ୍ସା ବଲି କଇଲା ଏ କାତା ନେଇକରି ତମର୍ ତମର୍ ବିତ୍ରେ କାଇକେ କୁଆବଲା ଅଇଲାସ୍ନି?
Jesu akaona kuti vaida kumubvunza pamusoro pazvo, saka akati kwavari, “Ko, muri kubvunzana pamusoro pezvandanga ndichireva here pandati, ‘Muchinguva chiduku hamuchazondionizve, uye shure kwechinguva chiduku muchandiona’?
20 ୨୦ ମୁଇ ତମ୍କେ ସତ୍ କାତା କଇଲିନି, ତମେ ସାତାରି ସାତାରି କାନ୍ଦ୍ସା, ମାତର୍ ଦୁନିଆର୍ ଲକ୍ମନ୍ ସାର୍ଦା ଅଇବାଇ । ତମେ ପର୍ତୁମ୍ ଦୁକ୍ ଅଇରଇସା ମାତର୍ ତମର୍ ଦୁକ୍ ସାର୍ଦାଇ ପୁରୁନ୍ ଅଇଜାଇସି ।
Ndinokuudzai chokwadi, muchachema uye mugoungudza asi nyika ichifara. Muchasuwa, uye kusuwa kwenyu kuchashanduka kukava mufaro.
21 ୨୧ ଗଟେକ୍ ମାଇଜି ନିକ ଅଇବା ବେଲା କେଟ୍ଲେ ବେସି ଦୁକ୍ ଅଇସି । କାଇକେବଇଲେ ତାର୍ ଦୁକ୍ କସ୍ଟର୍ ବେଲା କେଟିଆଚେ । ମାତର୍ ନିମାନ୍ ଅଇସାର୍ଲା ପଚେ ତାର୍ ଦୁକ୍ କସ୍ଟ ପାସ୍ରିଜାଇସି । କାଇକେ ବଇଲେ ତାର୍ତେଇଅନି ଗଟେକ୍ ପିଲା ଦୁନିଆଇ ଜନମ୍ ଅଇଲା ଆଚେ ।
Mukadzi anopona mwana anorwadziwa nokuti nguva yake yasvika; asi kana mwana wake azvarwa, anokanganwa kurwadziwa kuya nokuda kwomufaro wokuti mwana azvarwa munyika.
22 ୨୨ ସେନ୍ତାରିସେ ତମ୍କେ ମିସା ଅଇସି । ଏବେ ତମେ ଦୁକ୍ଅଇ ଆଚାସ୍, ମାତର୍ ଆରି ତରେକ୍ ମୁଇ ତମ୍କେ ଦେକାଇଅଇବି, ତାର୍ ପଚେ ତମେ ବେସି ସାର୍ଦା ଅଇସା । ଆରି କେମିସା ତମର୍ ସାର୍ଦା ତମର୍ଟାନେଅନି ଚାଡାଇ ନେଇ ନାପାରତ୍ ।
Naizvozvo nemiwo zvino inguva yenyu yokusuwa, asi ndichakuonai zvakare uye muchafara, uye hakuna achakutorerai mufaro wenyu.
23 ୨୩ “ସେବେଲା ତମେ ମକେ ମୁଲ୍କେ ନ ପାଚାରାସ୍ । ମୁଇ ତମ୍କେ ସତ୍ କାତା କଇଲିନି, ତମେ ମର୍ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍ସା ବଇଲେ ସେଟା ଦେଇସି ।
Pazuva iro hamuzondibvunzizve kana chinhu. Ndinokuudzai chokwadi, Baba vangu vachakupai zvose zvamuchakumbira muzita rangu.
24 ୨୪ ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।”
Kusvikira zvino hamusati matombokumbira kana chinhu muzita rangu. Kumbirai uye muchapiwa, uye mufaro wenyu uchava wakazara.
25 ୨୫ “ମୁଇ ତମ୍କେ କାତା ମଲ୍କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍କେ ଆରି ମୁଇ କାତା ନ ମଲ୍କାଇ, ସଲ୍କେ ବାବାର୍ ବିସଇ କଇଦେବି ।
“Kunyange ndanga ndichitaura nomufananidzo, nguva inouya yandisingazotauri nemifananidzo, asi ndichakuudzai pachena pamusoro paBaba vangu.
26 ୨୬ ତମେ ସେ ଦିନ୍ମନ୍କେ ମର୍ ନାଉଁ ଦାରି ପର୍ମେସର୍କେ ବେସି ବିସଇମନ୍ ମାଙ୍ଗ୍ସା । ଆରି ମୁଇ ତମର୍ ପାଇ ବାବା ପର୍ମେସରର୍ ତେଇ ଗୁଆରି କର୍ବାର୍ ଦର୍କାର୍ ନ ରଏ ।
Pazuva iro, muchakumbira muzita rangu. Handisi kuti ndichakumbira Baba panzvimbo yenyu.
27 ୨୭ କାଇକେବଇଲେ ବାବା ତମ୍କେ ଆଲାଦ୍ କଲାନି, ସେ ତମ୍କେ ଆଲାଦ୍ କଲାନି କାଇକେବଇଲେ ତମେ ଜେନ୍ତିକି ମକେ ଆଲାଦ୍ କରି ଆଚାସ୍, ଆରି ମୁଇ ପର୍ମେସରର୍ ତେଇଅନି ଆଇଲି ଆଚି ବଲି ବିସ୍ବାସ୍ କରିଆଚାସ୍ ।
Kwete, Baba pachavo vanokudai nokuti makandida, uye makatenda kuti ndakabva kuna Mwari.
28 ୨୮ ମୁଇ ବାବାର୍ଟାନେଅନି ଏ ଦୁନିଆଇ ଆସିଆଚି, ଆରି ଏବେ ମୁଇ ଏ ଦୁନିଆ ଚାଡିକରି ବାବାର୍ ଲଗେ ବାଉଡି ଗାଲିନି ।”
Ndakabva kuna Baba ndikapinda munyika; zvino ndava kusiya nyika ndichidzokera kuna Baba.”
29 ୨୯ ଜିସୁର୍ ସିସ୍ମନ୍ କଇଲାଇ, “ଏବେ ତମେ ଆମ୍କେ କାତା ମଲ୍କାଇ ନ କଇକରି ସଲ୍କେସେ କଇଲାସ୍ନି ।
Ipapo vadzidzi vaJesu vakati, “Zvino mava kutaura pachena musingaiti nemifananidzo.
30 ୩୦ ତମେ ସବୁ ବିସଇ ଜାନିଆଚୁସ୍, ଏଟା ଏବେ ଆମେ ଜାନ୍ଲୁ । ଆରି କେ ତମ୍କେ ଜାନେ କି ନାଇ ବଲି, ପାଚାର୍ବାର୍ ଲଡା ନାଇ । ଏଟାର୍ପାଇ ତମେ ପର୍ମେସରର୍ଟାନେ ଅନି ଆସିଆଚୁସ୍ ବଲି ଆମେ ବିସ୍ବାସ୍ କଲୁନି ।”
Zvino tava kuona kuti munoziva zvinhu zvose uye kuti hapana achafanira kuti akubvunzei mibvunzo. Izvi zvinoita kuti titende kuti makabva kuna Mwari.”
31 ୩୧ ଜିସୁ ସେମନ୍କେ କଇଲା, “ଏବେ କାଇ ତମେ ବିସ୍ବାସ୍ କଲାସ୍ନି?
Jesu akapindura akati, “Mava kutenda here zvino?
32 ୩୨ ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍ଲା ଆଚେ, ତମେ ମକେ ଗଟେକ୍ ଲକ୍କେ ଚାଡି, ଏନେ ତେନେ ଅଇକରି ନିଜର୍ ନିଜର୍ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍ ଲକ୍ ନାଇ, ସବୁବେଲା ମର୍ ସଙ୍ଗ୍ ବାବା ଆଚେ ।
Asi nguva iri kuuya, uye yatosvika, yamuchaparadzirwa, mumwe nomumwe achienda kumusha kwake. Muchandisiya ndiri ndoga. Asi handisi ndoga, nokuti Baba vangu vaneni.
33 ୩୩ ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।”
“Ndakuudzai zvinhu izvi, kuitira kuti muve norugare mandiri. Panyika muchatambudzika. Asi tsungai mwoyo! Ini ndakakunda nyika.”