< କଲସିଅ 4 >

1 ଏ ସାଉକାର୍‌ମନ୍‌, ତମର୍‌ ଦାଙ୍ଗ୍‌ଡାମନ୍‌କେ ଜତନ୍‌ କରା ଆରି ସେମନ୍‌କେ ସବୁକେ କାଇ ଅନିଆଇ ନ କରି ଚଲାଚଲ୍‌ତି କରା । କାଇକେବଇଲେ ସର୍‌ଗେ ମିସା ତମର୍‌ ପାଇ ଗଟେକ୍‌ ସାଉକାର୍‌ ଆଚେ ବଲି ଏତାଆ ।
Masters, do equity and justice to your servants; and be conscious that ye also have a master in heaven.
2 ପାର୍‌ତନା କରିଲାଗିରୁଆ । ଆରି ଜାଗ୍‌ରତ୍‌ ଅଇରୁଆ । ପର୍‌ମେସର୍‌କେ ସବୁବେଲେ ଦନିଅବାଦ୍‌ ଦେଇତେରୁଆ ।
Persevere in prayer; and be watchful in it, and in giving thanks.
3 ଆମର୍‌ ପାଇ ମିସା ପାର୍‌ତନା କରା । ଜେନ୍ତିକି କିରିସ୍‌ଟର୍‌ ବିସଇଟାନେ ରଇବା ଏ ସୁବ୍‌କବର୍‌ ଆମେ ସବୁଲକ୍‌କେ ଜାନାଇପାର୍‌ବୁ । ଏ ସୁବ୍‌ କବର୍‌ ସେମନ୍‌ ଆଗ୍‌ତୁ ନାଜାନିରଇଲାଇ । ଏ ସୁବ୍‌କବର୍‌ ଜାନାଇଲାର୍‌ପାଇ ମୁଇ ଏବେ ବନ୍ଦିଗରେ ଆଚି ।
And pray also for us, that God would open to us a door of speech, for uttering the mystery of the Messiah, for the sake of which I am in bonds;
4 ଜେନ୍ତିକି ମୁଇ ଜେତ୍‌କି ଲକ୍‌କେ ଏ ସୁବ୍‌କବର୍‌ ନିକସଙ୍ଗ୍‍ ଜାନାଇବି, ସେଟାର୍‌ପାଇ ପାର୍‌ତନା କରା ।
that I may unfold it, and utter it, as it behooveth me.
5 ମାପ୍‌ରୁ ଜିସୁକିରିସ୍‌ଟକେ ବିସ୍‌ବାସ୍‌ ନ କଲା ଲକ୍‌ମନର୍‌ତେଇ ଜାଗ୍‌ରତ୍‌ ସଙ୍ଗ୍‍ ଚଲାଚଲ୍‌ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍‌ ସଙ୍ଗ୍‍ କରା ।
Walk in wisdom towards them without: and redeem your opportunity.
6 ସେମନ୍‌କେ ସନ୍‌ମାନ୍‌ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍‌ ମନ୍‌କର୍‌ବାଇ । ତେବେ ତମେ ବିସ୍‌ବାସ୍‌ କର୍‌ବା ବିସଇଟାନେ କାଇଆଲେ କାତା ଉଟ୍‌ଲେ, ତମେ ଉତର୍‌ ଦେଇପାର୍‌ସା ।
And let your speech at all times be with grace; as it were, seasoned with salt: and know ye, how ye ought to give answer to every man.
7 ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍‌ଲାନି ବଲି ତମ୍‌କେ କଇଦେଇସି । ସେ, ମୁଇ ବେସି ଆଲାଦ୍‌ କର୍‌ବା ଗଟେକ୍‌ ବିସ୍‌ବାସି ବାଇ । ସେ ବିସ୍‌ବାସ୍‌ ସଙ୍ଗ୍‍ କାମ୍‌ କର୍‌ସି ଆରି ମର୍‌ ସଙ୍ଗ୍‍ ମାପ୍‌ରୁକେ ସେବା କର୍‌ସି ।
And what is occurrent with me, will Tychicus make known to you; who is a beloved brother, and a faithful minister, and our fellow-servant in the Lord:
8 ଆମ୍‌କେ କାଇଟା ଗଟ୍‌ଲାନି ବଲି ତାର୍‌ଟାନେଅନି ଜାନ୍‌ସା । ଆରି ସେ ତମ୍‌କେ ବିସ୍‌ବାସ୍‌ କରାଇବାଟା ଡାଟ୍‌ କରାଇସି । ଏଟାର୍‌ପାଇ ତାକେ ତମର୍‌ଟାନେ ପାଟାଇଲିନି ।
whom I have sent to you for this purpose, that he might know your affairs, and might comfort your hearts;
9 ଅନିସିମ୍‌କେ ତାର୍‌ସଙ୍ଗ୍‍ ପାଟାଇଲିନି । ସେ ଆମର୍‌ ଆଲାଦର୍‌ ବେସି ବିସ୍‌ବାସ୍‌ ରଇବା ବାଇ । ସେ ତମର୍‌ ନଅରର୍‌ ଲକ୍‌ । ଇତି ଗଟ୍‌ବା ସବୁ ବିସଇ ସେମନ୍‌ ତମ୍‌କେ ଜାନାଇବାଇ ।
together with Onesimus, a faithful and beloved brother, who is from among you. These will make known to you what is occurrent with us.
10 ୧୦ ଆରିସ୍‌ତାକସ୍‌ ତାର୍‌ ଜୁଆର୍‌ ଜାନାଇଲାନି । ସେ ମର୍‌ ସଙ୍ଗ୍‍ ବନ୍ଦିଗରେ ଆଚେ । ବର୍‌ନବାର୍‌ ମେଏନାବାଇ ମାର୍‌କ ମିସା ଜୁଆର୍‌ ଜାନାଇଲାନି । ମାର୍‌କର୍‌ ବିସଇ ତମେ ସୁନିସାରାଇ ଆଚାସ୍‌ । ସେ ତମର୍‌ ଲଗେ ଆଇଲେ ତାକେ ଡାକି ନିଆ ।
Aristarchus, my fellow-captive, saluteth you; also Marcus, an uncle's son to Barnabas, of whom ye have received directions, that if he come to you, ye may kindly receive him:
11 ୧୧ ଜୁସ୍‌ତ ନାଉଁଦାରି ଡାକ୍‌ପୁଟା ଅଇଲା ଜିୟସୁୟ ମିସା ତମ୍‌କେ ଜୁଆର୍‌ ଜାନାଇଲାନି । ଏ ତିନ୍‌ ଲକ୍‌ସେ ଇତି ରଇବା ଜିଉଦି ବିସ୍‌ବାସିମନ୍‌ । ପର୍‌ମେସରର୍‌ ରାଇଜ୍‌ ବିସଇତେଇ ରଇବା ସୁବ୍‌କବର୍‌ ଜାନାଇବାକେ ସେମନ୍‌ ମର୍‌ ସଙ୍ଗ୍‍ କାମ୍‌ କଲାଇନି । ସେମନ୍‌ ମକେ ବେସି ସାର୍‌ଦା କରାଇଆଚତ୍‌ ।
also Jesus, who is called Justus. These are of the circumcision, and they only have aided me in the kingdom of God; and they have been a comfort to me.
12 ୧୨ ଏପାପ୍‌ରା ତାର୍‌ ଜୁଆର୍‌ ଜାନାଇଲାନି । ସେ ମିସା ତମର୍‌ ନଅରର୍‌ ଲକ୍‌ । ସେ ମିସା ଗଟେକ୍‌ ଜିସୁକିରିସ୍‌ଟର୍‌ ଗତିଦାଙ୍ଗ୍‌ଡା । ସେ ତମର୍‌ପାଇ ସବୁବେଲେ ମନ୍‌ଦିଆନ୍‌ ଦେଇ ପାର୍‌ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍‌ ଅଇ ସିଦ୍‌ ଅଇସା ଆରି ପର୍‌ମେସର୍‌ ତମ୍‌କେ କରା ବଲି ମନ୍‌କଲାଟା ଜାନିରଇସା ।
Epaphras saluteth you, who is from among you, a servant of the Messiah, always laboring for you in prayer, that ye may stand perfect and complete in all the good pleasure of God.
13 ୧୩ ଏରାପଲି ଆରି ଲାଉଦିକିଆଇ ରଇବା ବିସ୍‌ବାସିମନର୍‌ପାଇ ଆରି ତମର୍‌ପାଇ ମିସା ସେ ଆବଡ୍‌ ଅଇଲାନି ବଲି ମୁଇ ସାକି ଦେଲିନି ।
For I testify for him, that he hath great zeal for you, and for them of Laodicea, and for them of Hierapolis.
14 ୧୪ ଆମର୍‌ ଆଲାଦର୍‌ ନିଜେ ଅସଦେଉ ଲୁକ ଆରି ଦିମା ତମ୍‌କେ ଜୁଆର୍‌ ଜାନାଇଲାଇନି ।
Luke the physician, our beloved, saluteth you; also Demas.
15 ୧୫ ଲାଉଦିକିଆତେଇ ରଇବା ବାଇବଇନିମନ୍‌କେ, ମର୍‌ ଜୁଆର୍‌ ଜାନାଇଦିଆସ୍‌ । ବଇନି ନୁମ୍‌ପାକେ ଆରି ତାର୍‌ ଗରେ ରୁଣ୍ଡ୍‌ବା ସବୁ ବିସ୍‌ବାସିମନ୍‌କେ ମିସା ମର୍‌ ଜୁଆର୍‌ ଜାନାଆ ।
Salute ye the brethren in Laodicea, and Nymphas, and the church in his house.
16 ୧୬ ତମେ ଏ ଚିଟିତେଇ ଲେକ୍‌ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍‌କେ ମିସା ସୁନାଇଦେବାର୍‌ଆଚେ ଆକା ।
And when this epistle shall have been read among you, cause it to be read also in the church of the Laodiceans; and that which is written from Laodicea, do ye read.
17 ୧୭ “ମାପ୍‌ରୁ ତକେ ସର୍‌ପିଦେଲା କାମ୍‌ ତୁଇ କରିସାରାଇବାର୍‌ ଆଚେ ଆକା” ବଲି ଆର୍‌କିପସ୍‌କେ କୁଆ ।
And say to Archippus: Be attentive to the ministry which thou hast received in our Lord, that thou fulfill it.
18 ୧୮ ମୁଇ ପାଉଲ୍‌ ଏଟା ନିଜେ ଲେକ୍‌ଲିନି, “ଜୁଆର୍‌! ମୁଇ ବନ୍ଦିଗରେ ଆଚିବଲି ଏତାଆ ।” ପର୍‌ମେସରର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତମର୍‌ ସଙ୍ଗ୍‍ ରଅ ।
This salutation is by the hand of me Paul. Remember my bonds. Grace be with you. Amen. philemon1:01 PAUL, a prisoner of Jesus the Messiah, and Timothy a brother; to the beloved Philemon, a laborer with us,

< କଲସିଅ 4 >