< ୨ୟ ତିମତି 4 >

1 ପର୍‌ମେସର୍‌ ଆରି ଜିସୁକିରିସ୍‌ଟ ମର୍‌ ସାକି । ଜେକି ମଲା ଲକ୍‌ମନର୍‍ ଆରି ଜିବନ୍‌ ରଇଲା ଲକ୍‌ମନର୍‌ ବିଚାର୍‌ କର୍‌ସି । ତାର୍‌ ରାଇଜର୍‌ ଲାଗି, ସେ ଜଗତେ ସାସନ୍‌ କର୍‌ବାକେ ଆଇସି । ସେଟାର୍‌ପାଇ ମୁଇ ତମ୍‌କେ ତିଆର୍‌ଲିନି ।
Protož já osvědčuji před oblíčejem Božím a Pána Jezukrista, kterýž má souditi živé i mrtvé v příchodu svém slavném a království svém,
2 ସୁବ୍‌ କବର୍‌ ସବୁକେ ଜାନାଆ । ଲକ୍‌ମନ୍‌ ସେଟା ସୁନ୍‌ବାକେ ମନ୍‍ କଲାବେଲେ କି ନ ସୁନ୍‌ବା ବେଲେ ସେଟା ଜାନାଇବାକେ ଜାଗିର । ବୁଲ୍‌କରି କାରାପ୍‌ କାମ୍‌ କର୍‌ବା ଲକ୍‌ମନ୍‌କେ ସେଟା ଚାଡ୍‌ବାକେ ଡାଟ୍‌ ସଙ୍ଗ୍‍ କ । ଆସା ନ ଚାଡି ପର୍‌ମେସରର୍‌ ବାକିଅ ସିକାଇତେର । ସେମନ୍‌କେ ନିକ କାମ୍‌ କର୍‌ବାକେ ସାର୍‌ଦା କରାଆ ।
Kaž slovo Boží, ponoukej v čas neb ne v čas, tresci, žehři, napomínej, ve vší tichosti a učení.
3 ଗଟେକ୍‌ ବେଲା ଆଇସି, ଜେଡେବେଲେ ସତ୍‌ ସିକିଆ ସୁନ୍‌ବାକେ ଲକ୍‌ମନ୍‌ ମନ୍‍ ନ କରତ୍‌ । ତାର୍‌ ବାଦୁଲେ ସେମନ୍‌ ଜନ୍‌ କାରାପ୍‌ ବିସଇ କର୍‌ବାକେ ମନ୍‌ କର୍‍ବାଇ, ସେଟା କର୍‌ତେରଇବାଇ । ବିନ୍‌ ବିନ୍‌ଟା ସିକାଉମନ୍‌କେ ଡାକିକରି, ତାକର୍‌ ଟାନେ ଜନ୍‌ ସାର୍‌ଦାର୍‌ ବିସଇ ସୁନ୍‍ବାକେ ମନ୍‍ କର୍‍ବାଇ, ସେନ୍ତାରି ଲକ୍‌ମନ୍‌କେ ଡାକିଆନ୍‌ବାଇ ।
Nebo přijde čas, že zdravého učení nebudou trpěti, ale majíce svrablavé uši, podlé svých vlastních žádostí shromažďovati sami sobě budou učitele.
4 ସତ୍‌ ବିସଇ ଦିଆନ୍‌ ନ ଦେଇକରି କାତାନିମନ୍‌ ସୁନ୍‌ବାକେ ମନ୍‌ କର୍‌ବାଇ ।
A odvrátíť uši od pravdy, a k básněm obrátí.
5 ମାତର୍‌ ତିମତି, ତୁଇ ନିଜେ ସବୁବେଲେ ଜାଗ୍‌ରତ୍‌ ଅଇ ର । ଦୁକ୍‌ କସ୍‌ଟ ଆଇଲେ ମୁର୍‌ଚିକରି ର । ସୁବ୍‌କବର୍‌ ଜାନାଇତେର । ତର୍‌ ଦାଇତେ ରଇବା ସବୁ କାମ୍‌ କର୍‌ତେରଇବାର୍‍ ।
Ale ty ve všem buď bedliv, protivenství snášej, dílo kazatele konej, dokazuj toho dostatečně, že jsi věrný služebník.
6 ଗଟେକ୍‌ ପୁଜାରି ଜେନ୍ତିକି ବେଦିଟାନେ ବଲି ଚଗାଇସି, ସେନ୍ତାରିସେ, ଏବେ ମର୍‌ ଜିବନ୍‌ ସର୍‌ପାଇ ଅଇବା ବେଲା କେଟିଆଚେ । ତାର୍‌ଲାଗି ଏ ସବୁ ଆଦେସ୍‌ ମୁଇ ତକେ ଦେଲିନି ।
Nebo já se již k tomu blížím, abych obětován byl, a čas rozdělení mého nastává.
7 ଆରାଜିତାଟାନେ ମୁଇ ନିକସଙ୍ଗ୍‍ ଜୁଇଦ୍‌ କଲିଆଚି । ଜେତ୍‌କି ପାଲାଇବାର୍‌ ରଇଲା ମୁଇ ନିକସଙ୍ଗ୍‍ ସାରାଇଲି । ଆରି ମୁଇ ମର୍‌ ବିସ୍‌ବାସ୍‌ ଆରାଇନାଇ ।
Boj výborný bojoval jsem, běh jsem dokonal, víru jsem zachoval.
8 ଏବେ ସର୍‌ଗେ ମର୍‌ପାଇ ଜିତ୍‌ଲା ମୁକୁଟ୍‌ ସଙ୍ଗଇଆଚେ । ଏ ମୁକୁଟ୍‌ ପର୍‌ମେସରର୍‌ ମୁଆଟେ ମୁଇ ଦରମ୍‌ ସଙ୍ଗ୍‍ ଚଲାଚଲ୍‌ତି କଲାର୍‌ପାଇ ଆଚେ । ମାପ୍‌ରୁ ଜେ କି କାକେ ଅନିଆଇ ନ କରି ବିଚାର୍‌ କର୍‌ସି, ତାର୍‌ ବିଚାର୍‌ନା ଦିନେ ସେ ମୁକୁଟ୍‌ ମକେ ପୁରୁସ୍‌କାର୍‌ ଇସାବେ ଦେଇସି । ସେଟା ଅବ୍‌କା ମର୍‌ପାଇ ନାଇ, ମାତର୍‌ ଜେତ୍‌କି ଲକ୍‌ ସେ ବାଉଡି ଆଇବାଟା ଜାଗିଆଚତ୍‌, ସେମନ୍‌କେ ସବୁକେ ଦେଇସି ।
Již za tím odložena jest mi koruna spravedlnosti, kterouž dá mi v onen den Pán, ten spravedlivý soudce, a netoliko mně, ale i všechněm těm, kteříž milují to slavné příští jeho.
9 ତିମତି, ଜେତେକ୍‌ ଦାପ୍‌ରେ ତୁଇ ମର୍‌ଲଗେ ଆଇବାକେ ଚେସ୍‌ଟା କର୍‌ ।
Přičiň se k tomu, abys ke mně brzo přišel.
10 ୧୦ କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍‌ ବିସଇ ଅଦିକ୍‌ ମନ୍‌ କଲାନି । କର୍‌ସିନ୍‌ ଗାଲାତିଆଇ ଗାଲା, ଆରି ତିତସ୍‌ ଦୁଲ୍‌ମତି ଗାଲା । (aiōn g165)
Nebo Démas mne opustil, zamilovav tento svět, a šel do Tessaloniky, Krescens do Galacie, Titus do Dalmacie. (aiōn g165)
11 ୧୧ ଲୁକ୍‌ ଗଟେକ୍‌ ଲକ୍‌ସେ ମର୍‌ସଙ୍ଗ୍‍ ଆଚେ । ତୁଇ ଆଇଲାବେଲେ ମାର୍‌କକେ ତର୍‌ ସଙ୍ଗ୍‍ ଡାକିଆନ୍‌ । କାଇକେବଇଲେ ଇତି ରଇଲାବେଲେ ମର୍‌ କାମେ ସେ ସାଇଜ କର୍‌ସି ।
Sám toliko Lukáš se mnou jest. Marka vezmi s sebou; nebo jest mi velmi potřebný k službě.
12 ୧୨ ତିକିକସ୍‌କେ ମୁଇ ଏପିସିଅ ପାଟାଇଆଚି ।
Tychikať jsem poslal do Efezu.
13 ୧୩ ତୟସ୍‌ ନଅର୍‌ ଚାଡ୍‌ଲାବେଲେ କର୍‌ପର୍‌ ଗରେ ମୁଇ ମର୍‌ ଅଡ୍‌ବାଟା ଚାଡିଆଚି । ତୁଇ ଆଇବାବେଲେ ସେଟା ଦାରିଆଉ । ଆରି ମର୍‌ ବଇପତର୍‌ମନ୍‌ ଆରି ଲଡାକେ ଆଇବା କାଗଜ୍‌ପତର୍‌ ମିସା ଦାରିଆଉ । ମେଣ୍ଡାର୍‌ ଚାମ୍‌ ସଙ୍ଗ୍‍ ତିଆର୍‌ ଅଇଲାଟା ଚାଡ୍‌ବାର୍‌ ନାଇ ।
Truhličku, kteréž jsem nechal v Troadě u Karpa, když půjdeš, přines, i knihy, zvláště pargamén.
14 ୧୪ କଁସ୍‌ କାମ୍‌ କରୁ ଆଲେକ୍‌ଜାଣ୍ଡେର୍‌ ମକେ ବେସି ଅନିଆଇ କରି ଆଚେ । ସେ କଲା କାମର୍‌ପାଇ ମାପ୍‌ରୁ ତାକେ ବେସି ଡଣ୍ଡ୍‌ ଦେଇସି ।
Alexander kotlář mnoho mi zlého způsobil; odplatiž jemu Pán podlé skutků jeho.
15 ୧୫ ତୁଇ ମିସା ତାର୍‌ଟାନେଅନି ଜାଗ୍‌ରତ୍‌ ରଅ । ସେ ଆମର୍‌ ସିକିଆ ଡାଟ୍‌ ସଙ୍ଗ୍‍ ବିରଦ୍‌ କରିରଇଲା ।
Kteréhož i ty se vystříhej; nebo velmi se protivil řečem našim.
16 ୧୬ ମୁଇ ପର୍‌ତୁମ୍‌ତର୍‌ ନିଜ୍‌କେ ରକିଆ କର୍‌ବାକେ ବିଚାର୍‌ନା ଜାଗାଇ ଗାଲାବେଲେ, ମର୍‌ବାଟେ ଅଇକରି ସାକି ଦେବାକେ କେ ନ ରଇଲାଇ । ତାର୍‌ ବାଦୁଲେ ସବୁଲକ୍‌ ମକେ ଚାଡିଦେଲାଇ । ଏ କାମର୍‌ପାଇ ସେମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ନ ଦେଅ ।
Při prvním mém odpovídání žádný se mnou nebyl, ale všickni mne opustili. Nebudiž jim to počítáno.
17 ୧୭ ସେ ବିଚାର୍‌ନା ଜାଗାଇ ଜେତ୍‌କି ଜିଉଦି ନ ଅଇଲା ଲକ୍‌ମନ୍‌ ରୁଣ୍ଡିରଇଲାଇ, ସେମନ୍‌କେ ସବୁକେ ଜିସୁକିରିସ୍‌ଟର୍‌ ସୁବ୍‌କବର୍‌ ଜେନ୍ତାରିକି ମୁଇ ପୁରାପୁରୁନ୍‌ ବାବେ ଜାନାଇପାର୍‌ବି, ସେଟାର୍‌ପାଇ ମାପ୍‌ରୁ ମର୍‌ସଙ୍ଗ୍‍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍‌ନାର୍‍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍‌ ସିଅଁର୍‌ ଟାନେଅନି ରକିଆ କଲାପାରା ମାପ୍‌ରୁ ରକିଆ କଲା ।
Pán pak byl se mnou, a posilnil mne, aby skrze mne utvrzeno bylo kázaní, a slyšeli je všickni národové. I vytržen jsem byl z úst lva.
18 ୧୮ ବିପଦେ ପାକାଇବା ସବୁ ଗଟ୍‍ନାଇଅନି ମାପ୍‌ରୁ ଜିସୁ ମକେ ରକିଆ କରି, ସର୍‌ଗେ ରଇବା ତାର୍‌ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସେ ଆକା ଡାକ୍‌ପୁଟା ପାଅ । ଆମେନ୍‌! (aiōn g165)
A vysvobodíť mne Pán od každého skutku zlého, a zachovává k království svému nebeskému, jemuž sláva na věky věků. Amen. (aiōn g165)
19 ୧୯ ପିର୍‌ସିଲାକେ ଆରି ଆକିଲାକେ ଜୁଆର୍‌ ଜାନାଆ । ଆରି ଅନିସିପରର୍‌ କୁଟୁମ୍‌କେ ମିସା ମର୍‌ ଜୁଆର୍‌ ଜାନାଆ ।
Pozdrav Prišky a Akvile, i Oneziforova domu.
20 ୨୦ ଏରାସ୍‌ତ କରନ୍ତିଅ ନଅରେ ଆଚେ । ଆରି ତର୍‌ପିମସ୍‌କେ ଜର୍‌ ଅଇଲାକେ ମୁଇ ତାକେ ମିଲିତି ଚାଡିଦେଇ ଆସିଆଚି ।
Erastus zůstal v Korintu, Trofima pak nechal jsem v Milétu nemocného.
21 ୨୧ ତୁଇ ସିତ୍‌ଦିନ୍‌ ଅଇବା ଆଗ୍‌ତୁ ଆଇବାକେ ଚେସ୍‌ଟା କର୍‌ । ଇଉବୁଲ୍‌ ପୁଦେନ୍‌ସ୍‌, ଲିନ୍‌, କଲ୍‌ଦିଆ ଆରି ଇତିରଇବା ସବୁ ବିସ୍‌ବାସି ବାଇବଇନି ତକେ ଜୁଆର୍‌ ଜାନାଇଲାଇନି ।
Pospěš před zimou přijíti. Pozdravuje tebe Eubulus a Pudens a Línus a Klaudia, i všickni bratří.
22 ୨୨ ପର୍‌ମେସର୍‌ ଜିବନ୍‌ ଦୁକାଇ ଦୟା କଲାଟା ତମର୍‌ ସଙ୍ଗ୍‍ ରଅ ।
Pán Ježíš Kristus s duchem tvým. Milost Boží s vámi. Amen.

< ୨ୟ ତିମତି 4 >