< ୨ ୟ ପିତର୍‌ 1 >

1 ମୁଇ ସିମନ୍‌ ପିତର୍‌, ଜିସୁକିରିସ୍‌ଟର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଆରି ପେରିତ୍‌ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍‌ଟକେ ବିସ୍‌ବାସ୍‌ କରିଆଚୁ, ସେନ୍ତାରି ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ ଏ ଚିଟି ଲେକ୍‌ଲିନି । ସେ ଆମର୍‌ ପର୍‌ମେସର୍‌ ଆରି ମୁକ୍‌ତିକାରିଆ । ତାକେ ବିସ୍‌ବାସ୍‌ କର୍‌ବାକେ ସେ ଆକା ଆମ୍‌କେ ବପୁଦେଲାଆଚେ । ସେ କର୍‌ବା ସବୁ କାମ୍‌ ଟିକ୍‌ ଆରି କାଇ ଅନିଆଇ ନାଇ । ।
Simoni Petro, muranda nomupostori waJesu Kristu, kuna vaya vakagamuchira kutenda kunokosha sokwedu, kubudikidza nokururama kwaMwari wedu noMuponesi wedu Jesu Kristu:
2 ପର୍‌ମେସର୍‌କେ ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟକେ ତମେ ଜାନ୍‌ଲାର୍‌ ପାଇ ତାର୍‌ ସାନ୍ତି ଆରି ସେ ଜିବନ୍‌ ଦୁକାଇ ଦୟା କଲାଟା ତମ୍‌କେ ମିଲ ।
Nyasha norugare ngazvive nemi, zviwande kubudikidza nokuziva kwaMwari nokwaJesu Ishe wedu.
3 ତାକେ ସାର୍‌ଦା କରାଇଲାପାରା ଚଲାଚଲ୍‌ତି କର୍‌ବାକେ ସେ ଆମ୍‌କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍‌ ବପୁର୍‌ଲାଗି ସେ ଆମ୍‌କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍‌ଲାର୍‌ପାଇ ମିସା । ତାର୍‌ ମଇମାଇ ଆରି ଦରମେ ମିସ୍‌ବାକେ ସେ ସେ ଆମ୍‌କେ ଡାକିଆଚେ ।
Simba rake dzvene rakatipa zvinhu zvose zvatinoda zvoupenyu uye noumwari kubudikidza nokumuziva kwedu iye akatidana nokubwinya nokunaka kwake chaiko.
4 ତାର୍‌ ମଇମା ଆରି ଦରମର୍‌ ଲାଗି ସେ ଆମ୍‌କେ ବେସି ବଡ୍‌ ଆରି ବେସି ମୁଲିଅ ରଇବା ଦାନ୍‌ ଦେଲାଆଚେ । କିରିସ୍‌ଟକେ ବିସ୍‌ବାସ୍‌ ନ କଲା ଲକ୍‌ମନ୍‌ ଜେନ୍ତିକି କାରାପ୍‌ ବିସଇ କର୍‌ବାକେ ମନ୍‌ କର୍‌ବାଇ, ସେନ୍ତାରି ମନ୍‌କର୍‌ବା ଟାନେଅନି ମୁକ୍‌ଲାଇବାକେ ସେ ଆମ୍‌କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍‌ ମନ୍‌କେ ନସାଇସି । ମାତର୍‌ ତମେ ପର୍‌ମେସରର୍‌ ପାରା ଦରମ୍‌ ଅଇପାର୍‌ସା ।
Kubudikidza naizvozvo, akatipa zvipikirwa zvake zvikuru kwazvo zvinokosha kuti nazvo, mugone kugoverwa umwari uye mugotiza kuora kwomunyika kunouyiswa nokuchiva.
5 ତେବେ କିରିସ୍‌ଟକେ ବିସ୍‌ବାସ୍‌ କଲାର୍‌ ପାଇ ନିକ ଚଲାଚଲ୍‌ତି କର୍‌ବାକେ ଚେସ୍‌ଟା କରା । ଏଟାର୍‌ ସଙ୍ଗ୍‍, ଗିଆନ୍‌ ସଙ୍ଗ୍‍ ଜିଉନାକାଉନା କର୍‌ବାକେ,
Nokuda kwaizvozvi, shingairai kuti muwedzere kunaka pakutenda kwenyu; uye pakunaka, muwedzere kuziva;
6 ଜିଉନାକାଉନା ସଙ୍ଗ୍‍ ନିଜେ ଜାଗ୍‌ରତ୍‌ ଅଇରଇବାକେ, ଜାଗ୍‌ରତ୍‌ ରଇକରି ମୁର୍‌ଚି ରଇବାକେ, ମୁର୍‌ଚିକରି ରଇ ପର୍‌ମେସର୍‌କେ ସାର୍‌ଦା କର୍‌ବା ଗୁନ୍‌ଚଲନ୍‌ କର୍‌ବାକେ,
napakuziva muwedzere kuzvidzora; napakuzvidzora, muwedzere kutsungirira; napakutsungirira, muwedzere umwari;
7 ଗୁନ୍‌ଚଲନ୍‌ସଙ୍ଗ୍‍ ବାଇବଇନିକେ ଆଲାଦ୍‌ କର୍‌ବାକେ, ବାଇବଇନିକେ ଆଲାଦ୍‌‌ କରି ସବୁଲକ୍‌କେ ଆଲାଦ୍‌ କର୍‌ବାକେ ଚେସ୍‌ଟା କରା ।
napaumwari muwedzere kuda vatendi; napakuda vatendi, muwedzere rudo.
8 ତମର୍‌ ଚଲାଚଲ୍‌ତି ଜଦି ଏନ୍ତାରି ଅଦିକ୍‌ ଅଦିକ୍‌ ଅଇ ଆଇଲେ, ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟକେ ଜାନ୍‌ବା ବିସଇତେଇ ତମେ ଅଦିକ୍‌ ଅଦିକ୍‌ ବଡିଆଇସା ।
Nokuti kana mune zvinhu izvi, zvichiramba zvichiwanda, zvichakuitai kuti musava nousimbe uye musashayiwa zvibereko mukuziva kwenyu Ishe wedu Jesu Kristu.
9 ଜଦି ଗଟେକ୍‌ ଲକ୍‌ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍‌ ନିକ ନ ଡିସ୍‌ବା ଲକର୍‌ପାରା ଅଇଆଚେ । ସେ ପୁର୍‌ବେ କରିରଇଲା ପାପର୍‌ ଲାଗି ପର୍‌ମେସର୍‌ କେମା ଦେଲାଆଚେ ବଲି ପାସ୍‌ରିଦେଇ ଆଚେ ।
Asi kana munhu asina zvinhu izvi, anoona zviri pedyo uye ibofu, uye akanganwa kuti iye akanatswa pazvivi zvake zvakare.
10 ୧୦ ତେବର୍‌ପାଇ ଏ ମର୍‌ ବାଇବଇନିମନ୍‌, ନିକ ଚଲାଚଲ୍‌ତି କର୍‌ବାକେ ଚେସ୍‌ଟା କରା । ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ବାଚିକରି ତାର୍‌ ଲକ୍‌ ଅଇବାକେ ଡାକ୍‌ଲାଆଚେବଲି ସବୁଲକ୍‌କେ ଡିସ୍‌ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍‌ତେଇଅନି ବିନ୍‌ବାଟେ ନ ଜାଆସ୍‌ ।
Naizvozvo, hama dzangu, shingairai kwazvo kuti muite kuti kudanwa kwenyu nokusanangurwa kwenyu kusimbe. Nokuti kana muchiita zvinhu izvi, hamungatongogumburwi,
11 ୧୧ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ କେବେ ନ ସାର୍‌ବା ରାଇଜେ ପର୍‌ମେସର୍‌ ତମ୍‌କେ ସାର୍‌ଦା ସଙ୍ଗ୍‍ ଡାକିନେଇସି । (aiōnios g166)
nokuti muchagamuchirwa nomufaro mukuru muumambo husingaperi hwaIshe noMuponesi wedu Jesu Kristu. (aiōnios g166)
12 ୧୨ ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍‌ ବିସଇଟାନେ ଡାଟ୍‌ ଆଚାସ୍‌ ମିସା, ଏ ସବୁ ବିସଇ ତମ୍‌କେ ଏତାଇଦେଇତେ ରଇବି ।
Saka ndicharamba ndichikuyeuchidzai zvinhu izvi, kunyange zvazvo muchizviziva uye makanyatsosimba muchokwadi chamunacho zvino.
13 ୧୩ ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍‌ରାସ୍‌ ।
Ndinofunga kuti zvakanaka kuti ndimutse ndangariro dzenyu ndichiri mutende romuviri uno,
14 ୧୪ ମର୍‌ ଜିବନ୍‌ ଦାପ୍‌ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ମକେ ନିକସଙ୍ଗ୍‍ ଜାନାଇଆଚେ ।
nokuti ndinoziva kuti ndichakurumidza kuibvisa, sezvandakaratidzwa pachena naIshe wedu Jesu Kristu.
15 ୧୫ ଏ ସବୁ ବିସଇ ତମ୍‌କେ ଏତାଇଦେବାକେ ମୁଇ ବେସି ଆବଡ୍‌ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
Uye ndichashingaira kuti ndione kuti shure kwokuenda kwangu mucharamba muchirangarira zvinhu izvi.
16 ୧୬ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ତାର୍‌ ସବୁ ବପୁର୍‌ସଙ୍ଗ୍‍ ବାଉଡି ଆଇସି ବଲି ତମ୍‌କେ କଇରଇଲୁ । ସେଟା ବିନ୍‌ ଲକ୍‌ ତାକର୍‌ ଚାଲାକିକରି ତିଆର୍‌କଲା ଗଟେକ୍‌ କାତାନି ନଏଁ ।
Nokuti hatina kutevera ngano dzakarukwa nouchenjeri patakakuudzai nezvesimba uye nokuuya kwaIshe wedu Jesu Kristu, asi takanga tiri zvapupu zvakaona kubwinya kwake.
17 ୧୭ ଆମେ ନିଜେ ଆଁକିସଙ୍ଗ୍‍ ତାର୍‌ ମଇମା ଦେକ୍‌ଲୁ । ବାବା ପର୍‌ମେସର୍‌ ତାକେ ଡାକ୍‌ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍‌ଟାନେଅନି ମଇମାର୍‌ ପର୍‌ମେସର୍‌ କଇରଇଲା “ଏଟା ମର୍‌ ଆଲାଦର୍‌ ପ, ତାର୍‌ଟାନେ ମୁଇ ବେସି ସାର୍‌ଦା ।”
Nokuti akagamuchira kukudzwa nokubwinya kwakabva kuna Mwari Baba pakauya inzwi kwaari richibva kudenga mukubwinya kukuru richiti, “Uyu ndiye Mwanakomana wangu, wandinoda; wandinofarira kwazvo.”
18 ୧୮ ସେ ସବଦ୍‌ ସୁନ୍‌ଲାବେଲେ ପର୍‌ମେସରର୍‌ ସୁକଲ୍‌ ପର୍‌ବତେ ଆମେ ମିସା କିରିସ୍‌ଟର୍‌ ସଙ୍ଗ୍‍ ରଇଲୁ ।
Isu pachedu takanzwa inzwi iri rakabva kudenga patakanga tinaye mugomo dzvene.
19 ୧୯ ବବିସତ୍‌ବକ୍‌ତାମନର୍‌ କାତା ସତ୍‌ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍‌ଦିଆନ୍‌ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍‌ ବତିର୍‌ ଉଜଲ୍‌ ପାରା ଆଚେ । ସାକ୍‌ଲିଆ ଉଜଲ୍‌ ଡିସ୍‌ବା ତାରାର୍‌ପାରା ତମର୍‌ ମନ୍‌ବିତ୍‌ରେ ଉଜଲ୍‌ ଦେଇସି ।
Uye tine shoko ravaprofita rakasimba kwazvo, uye muchaita zvakanaka kuti muriteerere, rakaita sechiedza chinovhenekera murima, kusvikira utonga hwatsvuka uye nyamasase ichibuda mumwoyo yenyu.
20 ୨୦ ବବିସତ୍‌ବକ୍‌ତାମନ୍‌ କେ ମିସା ନିଜେ ବାବିକରି ସାସ୍‌ତର୍‌ଟାନେ ଲେକତ୍‌ନାଇ । ଏଟା ତମେ ବାଇଦରେ ଜାନ୍‌ବାର୍‌ ଆଚେ ।
Pamusoro pazvo zvose, munofanira kunzwisisa kuti hakuna chiprofita choRugwaro chakauya nokungodudzira kwomuprofita pachake oga.
21 ୨୧ କାଇକେବଇଲେ, ସେମନ୍‌ କେବେମିସା ନିଜର୍‌ତେଇଅନି କାଇ ବବିସତ୍‌ କାତା କଅତ୍‌ ନାଇ । ମାତର୍‌ ପର୍‌ମେସର୍‌ଟାନେଅନି ଆଇଲା କାତା ସୁକଲ୍‌ଆତ୍‌ମାର୍‌ ସାଇଜ ସଙ୍ଗ୍‍ କଇରଇଲାଇ ।
Nokuti hakuna chiprofita chakatongouya nokuda kwomunhu, asi vanhu vakataura zvaibva kuna Mwari vachisundwa noMweya Mutsvene.

< ୨ ୟ ପିତର୍‌ 1 >